Natia Comedy Part 345 || Rathajatra - Bada dande Natia

Поделиться
HTML-код
  • Опубликовано: 3 окт 2024
  • Download Pathasala app - play.google.co...
    Download Natia game - play.google.co...
  • РазвлеченияРазвлечения

Комментарии • 4,4 тыс.

  •  Год назад +47

    ରଥଯାତ୍ରା ର ହାର୍ଦିକ ଶୁଭେଛା ଓ ଅଭିନନ୍ଦନ
    ଜୟ ଜଗନ୍ନାଥ ଜାଗା ପାଇଁ ଗୋଟେ like କରୋ 🙏🙏👍

  • @subhadra_123
    @subhadra_123 Год назад +2731

    ବାସ୍ ଆଉ ଗୋଟେ ଦିନର ଅପେକ୍ଷା👍ଆଜି ରାତି ପାହିଲେ କାଲି ଜଗା ଆସିବ😊ଘଣ୍ଟି, ଘଣ୍ଟ ରେ ଉଛୁଳି ପଡିବ ବଡଦାଣ୍ଡ❤କାଳିଆ ହଲି ହଲି ଆସିବ😊ଆଉ କେଉଁମାନେ ମୋ କଥାରେ ସହମତ👍

  • @SubhamKumar-wl6sq
    @SubhamKumar-wl6sq Год назад +39

    Good morning 🌄ଆଜି ର ଦିନ ଟି ସମସ୍ତଙ୍କ ପାଇଁ ଖୁସି ର ଦିନ ହେଉ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମୋର ପାର୍ଥନା 🙏🙏🙏🙏💕💓💞

  • @reallifeodiavlog5967
    @reallifeodiavlog5967 Год назад +5

    ⭕‼️⭕He prabhu Sara pruthibi ra loka vala e ruhantu Mora jagannath nka pakhare gote prathana kn mo kathare sahamata ta❤❤⭕‼️⭕😘♥️🥰🥰😘🤩😍😍

  • @crazydeepakkumar
    @crazydeepakkumar Год назад +11

    ତୁମରି ନା ରେ ସକାଳ ଆରମ୍ଭ
    ତୁମରି ନା ରେ ଦିନ ସରେ
    ଜୟ ଜଗଦୀଶ ହରେ
    ⭕U⭕
    🙆🏻‍♂️
    କାଲି ଆମ କାଳିଆ ବଡ଼ ଦାଣ୍ଡ କୁ ଆସିବ ।।#jayjagannathaswami#Utkalcartoonworld team tqqqq

  • @Bird_lover666
    @Bird_lover666 Год назад +38

    ଆମ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଗୋଟେ 👍ହେଇଯାଉ ❤😊👍
    ଜୟ ଜଗନ୍ନାଥ 🙏

  • @loveaction199
    @loveaction199 Год назад +183

    ଜଉ ମାନେ ପ୍ରଭୁ ଜଗନ୍ନାଥଙ୍କୁ ଭଲ ପାଆନ୍ତି ସେମାନେ ଗୋଟେ like କରନ୍ତୁ❤❤🙏🙏🙏🙏

  • @Angelvarsha1234
    @Angelvarsha1234 Год назад +7

    jay Jagannath 🙏...Satare Episode t Mana Chuan Heichi 😍😍😍👌👌👌👌

  • @indiafreefire99
    @indiafreefire99 Год назад +28

    Good morning
    କିଏ କିଏ ନିଜ ପରିବାର ସହ ରଥଯାତ୍ରା ଦେଖିବା ଙ୍କୁ ଯାଅ
    ସେମାନେ ଗୋଟିଏ ହେଉ 👍
    ଯେ ଜଗନ୍ନାଥ 🙏🙏🙏

  • @Hindistorytv66
    @Hindistorytv66 Год назад +282

    କିଏ କିଏ ବାହୁଡା଼ ଯାତ୍ରା ର episode ଦେଖିବାକୁ ଚାହୁଁଛ??
    ଲାଇକ କର 👇👍

  • @munapatra5020
    @munapatra5020 Год назад +8

    କଳିଆର ରଥଯାତ୍ରା ଭିଡ଼ିଓ ସକାଳୁ ଦେଖିଶାରିଲା ପରେ ଆଖି ରୁ ପାଣି ଆସିଗଲା।
    ଜୟ ଜଗନ୍ନାଥ 🙏🙏🙏

  • @ranjnkumar6319
    @ranjnkumar6319 Год назад +2

    ଏହି ଭିଡିଓ ଏତେ ଭଲ ଲାଗିଲା ଯେ ଆଖିରୁ ଲୁହ ଝରିଆସିଲା ଏହି ଭିଡିଓ ହୃଦୟକୁ ଛୁଇଁଲା 🙏🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏🙏👍👍👍👍👍👍👌👌👌👌👌👌👌

  • @saigeetanjali7859
    @saigeetanjali7859 Год назад +17

    ବହୁତ ସୁନ୍ଦର ଭିଡ଼ିଓ, ଦେଖିକି ଆଖିରେ ଲୁହ ଆସିଗଲା ସତରେ ବହୁତ ଭଲ ଲାଗିଲା ❤❤❤ ଜୟ ଜଗନ୍ନାଥ 🙏🙏🙏😭😭😭 ପୁରୀ ଜିଲ୍ଲାର ଲୋକମାନେ ଲାଇକ କର...🤗🤗🤗

  • @aswinikumarbehera3682
    @aswinikumarbehera3682 Год назад +13

    ବହୁତ ହୃଦୟସ୍ପର୍ଶୀ ହେଇଚି...
    ପ୍ରଭୁ ଜଗନ୍ନାଥଙ୍କ ଲୀଳା କେହି ବୁଝିପାରିବେନି ।।।
    ଜୟ ଜଗନ୍ନାଥ ସ୍ଵାମୀ କି ଜୟ .......

  • @Sushila131
    @Sushila131 Год назад +175

    ସମସ୍ତଙ୍କୁ ଜଗନ୍ନାଥଙ୍କ ରଥଯାତ୍ରାର ହାର୍ଦିକ ଶୁଭେଛା ଓ ଶୁଭାମନା ଜୟ ଜଗନ୍ନାଥ । ଜଗତର ନାଥ ଜଗନ୍ନାଥଙ୍କ ପାଇଁ ଗୋଟେ 👍 କର

    • @anilsa8006
      @anilsa8006 Год назад +2

      ଜୟ ଜଗନ୍ନାଥ

  • @ismartbinayavlog8927
    @ismartbinayavlog8927 Год назад +12

    ଏଇ episode ଦେଖି ଅତୀ ଭାବବୋହୋଳ ହେଇଗଲି ଆଉ ଆଖିରୁ ଅଶ୍ରୁ 🥹 ଭି ଆସିଗଲା. ଜଗନ୍ନାଥଙ୍କର ଇଏ ଅପରମ୍ପରା ଚମତ୍କାର. ସେଥିପାଇଁ ସମସ୍ତେ କୁହ ଜୟ ଜଗନ୍ନାଥ 🙏🙏🙏 ଇଏ ଦୁନିଆକୁ ଆପଣ ସବୁ ଦୁଃଖ କଷ୍ଟ ଘୋଡେଇ ରଖ ଏତିକି ମୋର ଗୁହାରି ଜଗନ୍ନାଥଙ୍କ ପାଖରେ ଜୟ ଜଗନ୍ନାଥ 🙏🙏🙏

  • @ranjanmoharana3554
    @ranjanmoharana3554 Год назад +44

    ପ୍ରଭୁ କାଳିଆ ସାଆନ୍ତ ତୁମ କୃପା ସବୁବେଳେ ଏ ଜୀବ ଜ‌‌ଗ‌‌ତ ଉପରେ ଥାଉ।
    ମହାବାହୁ🙏
    ଜୟ ଜଗନ୍ନାଥ 🙏🥺🙏...❤

  • @rx..5784
    @rx..5784 Год назад +82

    ଜୟ ଜଗନ୍ନାଥ 🙏🏻 ପ୍ରଭୁ ଙ୍କୁ ସକାଳୁ ସକାଳୁ ଦେଖି ମନ ବହୁତ ଭଲ ଲାଗିଲା 😊 କାଳିଆ ର ନୀଳା ଅପାଳ...... ରଥ ଯାତ୍ରା ର ଶୁଭ କାମନା ସାଙ୍ଗ ମାନେ... ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ.......🙏🏻🙏🏻🙏🏻 Like kara 😊

  • @rupaliroutvlog
    @rupaliroutvlog Год назад +35

    ଶୁଭ ରଥଯାତ୍ରା ଉପଲକ୍ଷେ ମୋର ଓଡିଶାବାସୀ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 Jay Jagannath ❤️..

  • @bhagyashreesahoo8829
    @bhagyashreesahoo8829 Год назад +7

    ହେ ଜଗତର ନାଥ ଶ୍ରୀଜଗନ୍ନାଥ.. ଭାବବିନୋଦିଆ କାଳିଆ ସାଆନ୍ତ ଚକାନୟନ କଳାବଦନ ମହାପ୍ରଭୁ 🙏

  • @mirbijuyt
    @mirbijuyt Год назад +242

    Joi jogonat 🙏 ⭕❗⭕ ଜଗନ୍ନାଥ ଠାକୁର ଙ୍କୁ ଯେଉଁ ମାନେ ଭୋଲ ପାଉଥିଲେ Like କରନ୍ତୁ

  • @gyanaranjanpradhan6953
    @gyanaranjanpradhan6953 Год назад +6

    E video dekhiki bhabuka hei ki, mo aakhiru luha baharigala😭😭😭Jay Jagannath 🚩🚩🙏🚩🙏🙏

  • @satyabhamagiri7982
    @satyabhamagiri7982 Год назад +9

    ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ଗୋଟେ 👍👍👍♥️💙❤️💜💚🖤💛

  • @akleshfunny6687
    @akleshfunny6687 Год назад +12

    ମନ ବହୁତ ଖୁସି ହୋଇଗଲା ପ୍ରଭୁ ଜଗନ୍ନାଥ ❤❤❤

  • @Krishnadasbls180
    @Krishnadasbls180 Год назад +15

    Finally ରଥଯାତ୍ରା ର ଭିଡ଼ିଓ ଆସିଗଲା ଆମେ ସମସ୍ତେ ଚାହିଁଥିଲେ ଗୁଟେ ଭିଡ଼ିଓ ଆସୁ Thank you Utkal ବାବୁ ♥️♥️

  • @odialifestyleinodisha4649
    @odialifestyleinodisha4649 Год назад +94

    ଜୟ ଜଗନ୍ନାଥ ସାଙ୍ଗମାନେ 🙏🙏ରଥଯାତ୍ରା ର ଶୁଭେଚ୍ଛା ଓ ଶୁଭକାମନା 🙏ମହାପ୍ରଭୁ ସମସ୍ତ ଙ୍କୁ ଖୁସିରେ ରଖନ୍ତୁ 🙏🙏🙏

  • @rabijyotish349
    @rabijyotish349 Год назад +15

    Happy Ratha Yatra to all,kie kie puri Ratha Yatra dekhi jiba kuha jie jiba ae comment re like kara 👍👍🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Jai jagannath 🙏🙏🙏❤️

  • @prajnapriyadarshini7582
    @prajnapriyadarshini7582 Год назад +42

    (ଲାଗିଲେ ତ ଡୋରି ଯିବି ପୁରୀ)
    ବାସ୍ ସେଇ ଦିନ କୁ ଅପେକ୍ଷା 😢🥺...
    ଜୟ ଜଗନ୍ନାଥ 🙏...ଜୟ ଜଗନ୍ନାଥ 🙏🥺

    • @SankarNaik-r2y
      @SankarNaik-r2y 7 месяцев назад +1

      🙏🙏🙏🙏🙏🙏🙏🙏🙏🙏🥺🥺🥺🥺🥺🥺🙏🙏🙏🙏

  • @biwanandanapallai9063
    @biwanandanapallai9063 Год назад +6

    ହେ କୋଟି କୈବଲ୍ୟ ନାଥ , ଭକ୍ତ ପ୍ରାଣ , ଚକାନୟନ ଜଗନ୍ନାଥ ମହାପ୍ରଭୁ!❤

  • @karunakar9070
    @karunakar9070 Год назад +61

    ଜୟ ଜଗନ୍ନାଥ 🥳😇🤗
    🙏🙏🙏 ରଥ ଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତଙ୍କୁ 😍🥰

  • @Krishnadasbls180
    @Krishnadasbls180 Год назад +4

    14:13 Finally ରଥଯାତ୍ରା ଦେଖିବାକୁ ଆସିଗଲେ🙂

  • @cuterupali7046
    @cuterupali7046 Год назад +10

    ଜୟ ଜଗନ୍ନାଥ
    ଆମ କାଳିଆ ଠାକୁର ପାଇଁ
    ଗୋଟେ 👍 ହେଇଯାଉ
    ଜୟ ଜଗନ୍ନାଥ 🙏🙏

  • @jibancreationodia
    @jibancreationodia Год назад +1171

    ସକାଳୁ ନଟିଆ କମେଡି ଦେଖି ଆତ୍ମା ଶାନ୍ତି ହେଇଗଲା ଜୟ ଜଗନ୍ନାଥ ଯିଏ କମେଣ୍ଟ ପଢୁଛନ୍ତି ଭଗବାନ ତାଙ୍କ ବାପା ମାଆଙ୍କୁ କୋଟି ପରମାୟ ଦିଅନ୍ତୁ ଆଉ ସର୍ବଦା ଖୁସିରେ ରଖନ୍ତୁ.
    thanks for 1k like

  • @RockstarPankajofficial
    @RockstarPankajofficial Год назад +26

    କାଲି ରଥ ଯାତ୍ରା କିଏ ପୁରୀ ଆସୁଛ like kara

    • @sameernayak5561
      @sameernayak5561 Год назад

      Ame Ranapur jauchu ❤❤ jay jaganath 🙏🙏👌

  • @priyasimoharana3535
    @priyasimoharana3535 Год назад +161

    ସକାଳୁ ଉଠି ନଟୁ କମେଡ଼ି ଦେଖିଲେ ଆତ୍ମା ଶାନ୍ତି ହୁଏ...ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ...ଯିଏ ଯିଏ କମେଣ୍ଟ ପଢୁଛ ଗୋଟଏ ଲାଇକ କରିଦିଅ...ଭଗବାନ ଆପଣମାନଙ୍କୁ ଖୁବ୍ ଭଲ ରେ ରଖନ୍ତୁ...ଜୟ ଜଗନ୍ନାଥ ସ୍ଵାମୀ...❤❤

  • @KrishChand-xd1bd
    @KrishChand-xd1bd Год назад +9

    Mind blowing Episode Jay Jagannath ❤

  • @pareshkumarbehera1483
    @pareshkumarbehera1483 Год назад +219

    ଜୟ ଶ୍ରୀ ଜଗନ୍ନାଥ* ସ୍ୱାମୀ💐ଶୁଭ ରଥଯାତ୍ରା-୨୦୨୩/Nice👌 episode, Thanks to UCW team.

  • @Madhaba_Dora
    @Madhaba_Dora Год назад +113

    ବହୁତ କାନ୍ଦ୍ ଲାଗିଲା 😰 ଯେତେବେଳେ ଜଟିଆ ର ବାପା ଙ୍କୁ ପ୍ରଭୁ ଜଗନ୍ନାଥ , ପରୀକ୍ଷା ନେଲେ ! ଆଉ ଶେଷରେ ନିଜେ ଆସି ତାଙ୍କୁ ଆସି। ପୁରୀ ରେ ପହଞ୍ଚେଇ ଦେଲେ !ସତରେ ତାଙ୍କର ଲୀଳା କିଏ ବୁଝି ପାରିବ ? Utkal Babu 🤘 Happy Rath Yatra 2023 .ଜୟ ଜଗନ୍ନାଥ 🙏

  • @ajunaik8510
    @ajunaik8510 Год назад +568

    ମୋତେ ଏହି ଷ୍ଟୋରୀ ଦେଖି କି ମନ ଏତେ ଖୁସି ଲାଗିଲା ଯେ କହନା
    ଜୟ ଜଗନ୍ନାଥ 🙏🙏🙏🙏🙏

  • @jnanaranjanbarik5178
    @jnanaranjanbarik5178 Год назад +6

    କାଳିଆଟା ବଡ଼ ଭାବ ବିନୋଦିଆ କେବେ କାହା ପାଇଁ ଆସି ପହଞ୍ଚିଯାଏ ସେ କଳ୍ପନା ବାହାରେ କଳ୍ପନାତୀତ 🙏❤️🙌

  • @GUNA1436
    @GUNA1436 Год назад +404

    କିଏ କିଏ ପୁରୀ ରଥ ଯାତ୍ରା କୁ ଯିବ କୁହ ଯିଏ ଯିବ ଏଇ କମେଣ୍ଟ ରେ like କରିଦିଅ 🙏🙏🙏ଜୟ ଜଗନ୍ନାଥ 🙏🙏🙏

    • @jitendrasahu6359
      @jitendrasahu6359 Год назад +8

      Tame jibaki

    • @jitendrasahu6359
      @jitendrasahu6359 Год назад +4

      Tama ghara keuthi

    • @jadabamirdha1520
      @jadabamirdha1520 Год назад +1

      ଜିମା ହୋ ଦାଦା

    • @GUNA1436
      @GUNA1436 Год назад +3

      ଯିବି ବୋଲି ଭାବିଛି କିନ୍ତୁ ବାହୁଡ଼ାକୁ

    • @KanheiNag
      @KanheiNag Год назад

      @@jadabamirdha1520 kebe Jima ho

  • @sushil_kumar-das
    @sushil_kumar-das Год назад +4

    Ama jaga pa ❤❤❤
    Jaga pai gote like heijau Jay Jagannath 🙏🙏🙏🙏

  • @Madhaba_Dora
    @Madhaba_Dora Год назад +66

    ସମସ୍ତ ଙ୍କୁ ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 ପ୍ରଭୃ ଜଗନ୍ନାଥ ଙ୍କ ଡୋରି ଲାଗିଲେ , ମୁଁ ବି ଦିନେ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ପୁରୀ କୁ ନିଶ୍ଚୟ ଯିବି ! ❤️ ଜୟ ଜଗନ୍ନାଥ 🙏

    • @prstmpatra1521
      @prstmpatra1521 Год назад +6

      ମିଶି କି ଯିବା

    • @Madhaba_Dora
      @Madhaba_Dora Год назад +3

      @@prstmpatra1521 ok yaar😃 ଜୟ ଜଗନ୍ନାଥ 🙏🙏

  • @kalyaniswain1941
    @kalyaniswain1941 Год назад +22

    ରଥ ଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଶୁଭକାମନା 🎉 ଜୟ ଜଗନ୍ନାଥ 🙏🙏

  • @prasannabhatra4025
    @prasannabhatra4025 Год назад +4

    Odisha big festival 🎉🎉Ratha Yatra 🥀🥰🚩🙏 Happy ratha Yatra 🥀 all of you 🎉🎉 Jay shree jagarnatha 🥀🚩🙏

  • @alivajena6569
    @alivajena6569 Год назад +9

    ଜୟ ଜଗନ୍ନାଥ ସ୍ଵାମି ନୟନ ପଥ ଗାମୀ ଭବ ତୁମେ...✨⭕‼️⭕

  • @satyabratakaran7553
    @satyabratakaran7553 Год назад +14

    Goosebumps😢😢yaar
    Jay jagannath🙏🙏

  • @soubhagyakumarbhukta4285
    @soubhagyakumarbhukta4285 Год назад +4

    ଜୟ ଜଗନ୍ନାଥ ଯାହାର ନାମ, ପୁରୀ ଯାହାର ବାସସ୍ଥାନ, ଆମେ ସମସ୍ତେ ତାଙ୍କ ସନ୍ତାନ 🙏🏻🙏🏻🙏🏻 ରଥ ଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ.

  • @smilearchu128
    @smilearchu128 Год назад +10

    Jia jagannaath nku bhola paucha like👍👍 kora au mo comment jia padhucha bhagavaan tankora mongala korantu🙏🏻🙏🏻🙏🏻

  • @pujajena9728
    @pujajena9728 Год назад +5

    Jay Jagganth 🙏🏻✨❤️🌎🙌 Mahabahu🙏🏻🙌Story dekhiki akhire luha asigala🙏🏻😭😭😭

  • @Rudra_narayan200
    @Rudra_narayan200 Год назад +2

    ଜୟ ଜଗନ୍ନାଥ 🙏🙏🙏। ଯେଉଁ ମାନେ ନଟିଆ କମେଡି ଦେଖୁଛ ଆପଣମାନଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖନ୍ତୁ। କମେଣ୍ଟ୍ କୁ ଗୋଟେ ଲାଇକ୍ କରିଦିଅ।

  • @brajakumbhar7917
    @brajakumbhar7917 Год назад +10

    Good morning all natia friend's Jay jagannath😊😊🙏🙏💕💕💕happy rathayatra

  • @Madhusmitasahu88
    @Madhusmitasahu88 Год назад +7

    Happy rathayatra everyone so natia comedy🤣🤣 video jay jagannath😭
    👇
    👇

  • @madhuofficial5932
    @madhuofficial5932 Год назад +7

    ମୁଁ ବହୁତ୍ ବର୍ଷ ପରେ ରଥଯାତ୍ରା ଦେଖିବି ଛୋଟବେଲେ ଥରେ ଦେଖିଥିଲି ଜୟ ଜଗନ୍ନାଥ 🙏🙏🙏

  • @niranjanmohanty-ek9hv
    @niranjanmohanty-ek9hv Год назад +31

    ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @krupamajhi5742
    @krupamajhi5742 Год назад +71

    ଆପଣ ମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🙏❤️❤️🙏🙏 ଜୟ ଜଗନ୍ନାଥ 🙏🙏 ଏଇ ରଥଯାତ୍ରା ରେ ଆପଣ ମାନଙ୍କ ର ମନସ୍କାମନା ପୂର୍ଣ୍ଣ ହେଉ🙏🙏ଜୟ ଜଗନ୍ନାଥ 🙏🙏,,,,

  • @jagadishbhoi8318
    @jagadishbhoi8318 Год назад +46

    ଜୟ ଜଗନ୍ନାଥ ନଟିଆ କମେଡ଼ି ଦେଖି ବହୁତ ଭଲ ଲାଗିଲା ଜଗନ୍ନାଥ ଙ୍କ କୂପା ରୁ ସମସ୍ତ ଙ୍କୁ ଖୁସି ରେ ରୁହନ୍ତୁ ଡାଙ୍ଗ ଓ ନଟିଆ କୁ ବହୁତ ଭଲ ଲାଗେ ଜୟ ଜଗନ୍ନାଥ

  • @KanheiNag
    @KanheiNag Год назад +8

    Happy ratha Yatra ❤ Jay Jagannath ❤❤🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @___arpita___official___4829
    @___arpita___official___4829 Год назад +6

    Goosebumps asigala pura ❤

  • @JayJagannath1138
    @JayJagannath1138 Год назад +14

    ସତରେ ଭାଇ ଆତ୍ମା ପବିତ୍ର ହେଇ ଗଲା ନଟିଆ କମେଡି ଦେଖିକି ମୋ ଭାଗ୍ୟ ମୁଁ ରଥ ଯାତ୍ରା ବହୁତ ବର୍ଷ ହେଲା ଦେଖୀ ନାହିଁ ବଧେ ମୁଁ ଗୋଟେ ବହୁତ ବଡ଼ ପାପି ସେଥି ପାଇଁ ତ 😭😭😭😭😭

  • @mssportsofficial07
    @mssportsofficial07 Год назад +17

    ଦେଖିବା ଆଜି ଆମ ତ୍ରିରଙ୍ଗା କୁ କେତୋଟି ଲାଇକ ମିଳୁଛି 🥰❤️👍🇮🇳🇮🇳🇮🇳ଜୟ ହିନ୍ଦ🇮🇳🇮🇳🇮🇳

    • @bishramkanta8658
      @bishramkanta8658 Год назад +1

      Like pain ତ୍ରିରଙ୍ଗା ପତାକାକୁ ବାଜିରେ lagaucha ଛି ଛି

  • @mantudas7805
    @mantudas7805 Год назад +13

    Jaganath nka bhakta kete jana like kara 🙏

  • @satyabratanayak6415
    @satyabratanayak6415 Год назад +6

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤❤❤❤❤❤❤❤❤❤❤

  • @mithunpatraBMP
    @mithunpatraBMP Год назад +11

    Natia comedy dekhibaku asichhanti jadi like karantu 👉

  • @Krishnadasbls180
    @Krishnadasbls180 Год назад +252

    ଆମେ ସମସ୍ତେ ଗର୍ବିତ ଯେ ଆମେ ହିନ୍ଦୁ ଆଉ ତାଠୁ ବେସି ଗର୍ବିତ ଯେ ଆମ ଜନ୍ମ ଓଡିଶା ଭଳି ଧାର୍ମିକ ସ୍ଥାନରେ ଆମେ ସମସ୍ତେ ଗୋଟେ ଗୋଟେ ଭାଗ୍ୟଶାଳୀ 🥰🥰 ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଖୁସିରେ ରଖନ୍ତୁ ☺️ ଜୟ ଜଗନ୍ନାଥ 🙏🙏

  • @IshantBhaiOfficial-j3g
    @IshantBhaiOfficial-j3g 2 месяца назад +4

    ଅନାଥ ର ନାଥ ହେ ଶ୍ରୀ ଜଗନ୍ନାଥ ⚫‼️⚫
    ଜୟ ଜଗନ୍ନାଥ ଜୟ ସନାତନ

  • @sanjeetkumarsingh8692
    @sanjeetkumarsingh8692 Год назад +12

    ପ୍ରଭୁ ଜଗନ୍ନାଥଙ୍କ ପାଇଁ ଗୋଟିଏ ଲାଇକ ଟେ କରନ୍ତୁ ଘଣ୍ଟ ଘଣ୍ଟି ରେ ପୁରି ଉଠିବ ଆଜି ବଡ଼ଦାଣ୍ଡ 🙏🙏🙏ଜୟ ଜଗନ୍ନାଥ ହରିବୋଲ 🙏🙏🙏

  • @rahulmajhi5010
    @rahulmajhi5010 Год назад +9

    JAY SHREE JAGANNATH Happy Ratha yatra ❤

  • @AD.official.0.9
    @AD.official.0.9 Год назад +10

    Heart touching story .❤️❤️❤️
    Very beautiful story of utkal cartoon world....👍👍👍

  • @sarbeswarcreation1548
    @sarbeswarcreation1548 Год назад +8

    ପବିତ୍ର ରଥଯାତ୍ରା ଉପଲକ୍ଷେ ମୋ ତରଫରୁ ହାର୍ଦ୍ଦିକ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ

  • @swarnalatasahoo9515
    @swarnalatasahoo9515 Год назад +7

    ଜଗନ୍ନାଥ ଠାକୁର ସମସ୍ତେକୁ ଖୁସିରେ ରଖିଥା🙏🙏

  • @Khageswar_Pradhan1_4_3
    @Khageswar_Pradhan1_4_3 Год назад +38

    Finally puri ra gote episode asila iam so happy 😊😊

  • @shidharthnayak1391
    @shidharthnayak1391 Год назад +4

    Ehii episode ku dekhi kari akhiru luha baharigla he maha prabhu he jaganath Swami tuma asribad evli sansarare sarbada rakhantu ❤🥹🚩🙏🏻🙏🏻🙏🏻⭕‼️⭕🙏🏻🙏🏻

  • @odishagamer3
    @odishagamer3 Год назад +25

    ରଥଯାତ୍ରା ର ହାର୍ଦିକ ଅଭିନନ୍ଦନ, କମେଟ ରୁ
    ରେ ଜୟ ଜଗନ୍ନାଥ ଲେଖି ଲାଇକ ଗୋଟେ କରନ୍ତୁ

  • @Santosh-sipra-shorts
    @Santosh-sipra-shorts Год назад +5

    ଜୟ ଜଗନ୍ନାଥ ମୋହା ବାହୁ ତମକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Subhasomesh
    @Subhasomesh Год назад +26

    My favourite comedy 😅 utkal comedy natia 😂

  • @nikhilgaming94737
    @nikhilgaming94737 3 месяца назад +7

    କାଳିଆ ରେ ତୋର ଲୀଳା ଦେଖିକି ଆଖିରୁ ଲହୁ ଗୁଡାକ ବାହାରି ଆସିଲା ରେ 🥺🥺 ସତରେ ତୁ ମହାନ୍ 🙏🏻 ତୋ ଲୀଳା ଆଜି ଯାଏ କିଏ ବୁଝିଛି କହିଲୁ ଜୟ ଜଗନ୍ନାଥ 🥺🙏🏻

  • @manaskumarswain8037
    @manaskumarswain8037 Год назад +5

    🙏⭕️‼️⭕️🙏
    ଜୟ ଶ୍ରୀ ଜଗନ୍ନାଥ
    ଭାଇ ସକାଳୁ ନଟିଆ କମେଡି ଦେଖି ଆତ୍ମା ଭକ୍ତିମୟ ହୋଇଗଲା. ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ. ଆଶାକରୁଛୁ ଆଗକୁ ଏମିତି ନଟିଆ କମେଡି ମାଧ୍ୟମରେ ଆମ ଓଡ଼ିଶାର ସଂସ୍କୃତି, ଐତିହ୍ୟ, କଳା କୁ ନେଇ ଭିଡ଼ିଓ ବନାନ୍ତୁ ଆଉ ଆମ ଓଡ଼ିଶାର ମାନ ବଢ଼ାନ୍ତୁ. ଆମେ ମାନେ ଆପଣଙ୍କ ସହିତ ଅଛୁ. ଜୟ ଜଗନ୍ନାଥ 🙏🙏

  • @priyankaswain1871
    @priyankaswain1871 Год назад +5

    Jay Jagannath ⭕‼️⭕ God blessed you all natia team 🥰🥰🥰🥰 Thank you so much for this lovely and great video 😊😊😊 Jay Jagannath ⭕‼️⭕

  • @dusmantbehera144
    @dusmantbehera144 Год назад +10

    ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତେ ଖୁସି ରେ ଓ ଶାନ୍ତି ରେ ରୁହନ୍ତୁ ଜୟ ଜଗନ୍ନାଥ ☺️🙏🏻

  • @ashokmahakhud8480
    @ashokmahakhud8480 Год назад +4

    Jay shree jagannath what a great story so thank you so much utkal cartoon world all members

  • @gudu6551
    @gudu6551 Год назад +15

    ନଟିଆ ର ସବୁ episode ଠାରୁ ମୋତେ ଏଇ episode ଟା ବହୁତ ଭଲ ଲାଗିଲା ପୁରା ମନ କୁ ଛୁଇଁ ଗଲା ❤❤ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏

  • @mr.siboofficial8133
    @mr.siboofficial8133 Год назад +39

    Goosebumps Episode.. ❤
    Jai Jagannath Swami Nayana Patha Gami bhava tume Bhava Tume.🙏🏻🕉🚩

  • @priyushpattanaik
    @priyushpattanaik Год назад +16

    ସମସ୍ତକୁ ରଥ ଯାତ୍ରାର ହାର୍ଦିକ ଶୁଭେଛା ♥️♥️

  • @MrAshok07655
    @MrAshok07655 Год назад +2

    ଭାବର ଠାକୁର ମୋ କାଳିଆ ସାଆନ୍ତ 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏

  • @sarbeswarsahoo439
    @sarbeswarsahoo439 Год назад +19

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବ ତୁମେ 🙏🏻💐❤️

  • @Silu39officialll
    @Silu39officialll Год назад +4

    Happy rathajatra to all odia people jay Jagannath 🙏🙏🙏

  • @somnathchand9094
    @somnathchand9094 Год назад +10

    Just Speechless.......... Full of Emotions and Tears.......... Jai Jaganath..........

  • @ratikantaroulrudra9747
    @ratikantaroulrudra9747 Год назад +9

    Really i like this episode Jay jagannath 🙏🙏🙏

  • @stitiprangyabehera5630
    @stitiprangyabehera5630 Год назад +10

    ଯେତେ ଦେଖୁଥିଲେ ମନ ଭରୁନାହି । ମୋ କାଳିଆ ସୁନା ର ରଥଯାତ୍ରା ଦେଖିବାକୁ ମନ ବ୍ୟାକୁଳ ⚡♥️। ଜୟ ଜଗନ୍ନାଥ ସ୍ଵାମି ନୟନ ପଥଗାମି ଭବ ତୁମେ ❤

  • @subhranshubehera1733
    @subhranshubehera1733 Год назад +6

    ଜାଣେନା କଣ ପାଇଁ ଆଖିରେ ଲୁହ ଆସିଗଲା ଏହି ଷ୍ଟୋରି ଦେଖିକି ଅତ୍ୟନ୍ତ ଆନନ୍ଦଦାୟକ ଚିତ୍ର , ଧନ୍ୟବାଦ ଉତ୍କଳ କାର୍ଟୁନ୍‌ ପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ, ଜୟ ଜଗନ୍ନାଥ🙏🙏

  • @AKASH03-a
    @AKASH03-a Год назад +10

    "ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ"❤🙏

  • @Katha_o_kahani_407
    @Katha_o_kahani_407 Год назад +3

    ଜଗନ୍ନାଥ ନାଆଁ ରେ, ଘଣ୍ଟ ଘଣ୍ଟା ଶବ୍ଦରେ, ରଥ ରେ ତୁମକୁ ଦେଖି ଶୁଣି କଣ ଆଖି ବୋଲ ମାନେ କାଳିଆ ସାଆନ୍ତେ ll ❤

  • @pradeeppothal6290
    @pradeeppothal6290 Год назад +10

    Advance Happy Rath Yatra natia gendu and utkal cartoon World Jay Jagannath

  • @ajitsatpathy366
    @ajitsatpathy366 Год назад +8

    ବହୁତ ବଢିଆ ଅପିସଡ ଟିଏ, ଧନ୍ୟବାଦ

  • @ollywoodentertainment4239
    @ollywoodentertainment4239 Год назад +9

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏❤🙏

  • @doctorsatya189
    @doctorsatya189 Год назад +7

    Jay Jagannath 🙏 🙏🙏

  • @alivaaratibehera1770
    @alivaaratibehera1770 Год назад +28

    Really ajira episode pura Herat touching ❤❤ . Advance happy tartha yatra to all of you.

  • @Bird_lover666
    @Bird_lover666 Год назад +19

    କାଳିଆ ର ଆଖି ଯୋଡ଼ା କୁ ଦେଖିଦେଲେ ସମସ୍ତେ ଯେମିତି ଭାବ ପ୍ରବଣ ହୋଇଯାନ୍ତି ଆଉ ସମସ୍ତଙ୍କ ଆଖିରୁ ଝରିଯାଏ ଦୁଇ ଟୋପା ଲୁହ 😥😢 ସେଇଟା ହିଁ ଭକ୍ତ ଆଉ ଭଗବାନ୍ ଙ୍କ ପ୍ରେମ ❤ ଜୟ ଜଗନ୍ନାଥ 🙏(ପୁରୀ)😊👍

  • @lalitaswain-fb3vd
    @lalitaswain-fb3vd Год назад +43

    Jay jaganatha 🙏 Happy Ratha yatra to all of you 🌄 ❤️ ♥️ natia comedy is the best comedy ❤❤