Natia Comedy part 364 || Rakhi Purnima

Поделиться
HTML-код
  • Опубликовано: 28 авг 2023
  • Order Tuan Tuin T-shirt blue- www.sofikart.com/page/product...
    Tuan Tuin t shirt Black - www.sofikart.com/page/product...
    Kumbha T shirt Blue - www.sofikart.com/page/product...
    Kumbha T shirt Black - www.sofikart.com/page/product...
    Black colour neck t shirt - www.sofikart.com/page/product...
    Broken-Heart Printed T-shirt - www.sofikart.com/page/product...
    Skull Printed T-shirt - www.sofikart.com/page/product...
    More design T shirts - www.sofikart.com/page/product...
    For more cartoon t shirt - www.sofikart.com
    DownLoad Sofikart app - play.google.com/store/apps/de...
    Like our Facebook Page - / utkalcartoonworld
  • КиноКино

Комментарии • 1,4 тыс.

  • @manasranjan9471
    @manasranjan9471 11 месяцев назад +44

    ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନ୍ଦନ 🪔😇

  • @pareshkumarbehera1483
    @pareshkumarbehera1483 11 месяцев назад +16

    ଜୟ ଶ୍ରୀଜଗନ୍ନାଥ*🙏💐ଶୁଭ ଜୟ ଶ୍ରୀ ବଳଦେବ ଜୀଉ* ଜନ୍ମ -୨୦୨୩/Nice👌 episode, Thanks to UCW team.💐 Happy Rakhi Purnima.🌝.

  • @BiswajitSahu-123
    @BiswajitSahu-123 11 месяцев назад +1

    ନେଉଳ ଭାଇ ମନ ଦୁଃଖ କରନି ଦୁଃଖ ତ ସମସ୍ତ ଭାଗରେ ଅଛି❤️❤️🙏🙏👍👍

  • @NarayanBehera-tv4cy
    @NarayanBehera-tv4cy 11 месяцев назад +9

    ରାଖୀ ପୂଣ୍ଣିମା ଅଭିନନ୍ଦନ ସାଙ୍ଗ ମାନେ 🌹🌹🌹

  • @NageshofficialNageshofficial
    @NageshofficialNageshofficial 11 месяцев назад +13

    Happy rakshabandhan ନଟିଆ କମେଡି କାହା କାହା କେ ଭଳ ଲାଗସି କମେଣ୍ଟ କର ❤ please Happy Rakhi badhan Natia comedy ❤❤

  • @sandhyaraninaik8312
    @sandhyaraninaik8312 11 месяцев назад +16

    ଯିଏ ମୋ comment'ପଢ଼ୁଛା ଭଗବାନ ତାକୁ ଭଲ ରେ ରଖନ୍ତୁ ଜୟ ଜଗନ୍ନାଥ ❤😊

  • @Ritabhueeducatio444
    @Ritabhueeducatio444 11 месяцев назад +13

    ରାକ୍ଷୀ ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମୋର ସବୁ ଓଡିଆ ଭାଇ ଭଉଣୀମାନଙ୍କୁ ❤😊

    • @dayabantapanigrahi2342
      @dayabantapanigrahi2342 11 месяцев назад +2

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @shortstatusvideo3640
    @shortstatusvideo3640 11 месяцев назад +14

    ସମସ୍ତଙ୍କୁ ପବିତ୍ର ରାକ୍ଷୀ ପୁର୍ଣିମାର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା 💐😊...

  • @Newofficeal823
    @Newofficeal823 11 месяцев назад +56

    ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ହାର୍ଦିକ ଶୁଭେଛା ଓ ଶୁଭକାମନା ମୋର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ •ଜୟ ~ଜଗନ୍ନାଥ ⭕‼️⭕🚩🚩🙏🏿🙏🏿🙏🏿

  • @sarthakswain1949
    @sarthakswain1949 11 месяцев назад +143

    ପବିତ୍ର ରାକ୍ଷୀ ପୂଣ୍ଣିମା ର ହାର୍ଦ୍ଧକ ଅଭିନନ୍ଦନ ଓ ଶୁଭକାମନା !ଏହି ରାକ୍ଷୀ ପୁର୍ଣିମା ସବୁ ଭାଇ ମାନଙ୍କ ପାଇଁ ଶୁଭ ମୟ ହେଉ ! 🙏🏻ଜୟ ଜଗନ୍ନାଥ 🙏🏻

    • @mamalibhoi3518
      @mamalibhoi3518 11 месяцев назад +3

      Thank you bhai

    • @Pranshu_vlogs1234FF
      @Pranshu_vlogs1234FF 11 месяцев назад +2

      🎉🎉🎉🎉🎉🎉🎉🎉😢🎉😢🎉🎉🎉🎉🎉🎉🎉🎉🎉🎉🎉😢😢😢😢😢😢🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

    • @anitanath4610
      @anitanath4610 11 месяцев назад

      ❤️ for 🇳🇪 for 💝💝 for a 🇳🇪 to 💝💝 to the

    • @memorablesongandbhajansongandb
      @memorablesongandbhajansongandb 11 месяцев назад +1

      ଭାଇ ତମେ ସବୁବେଳେ ଖୁସି ରେ ରୁହ।

  • @bikrambehera1818
    @bikrambehera1818 11 месяцев назад +40

    Happy rakhi purlinma to allmy sisters😂😃☺🎉🎊

  • @lijalinsahoo486
    @lijalinsahoo486 11 месяцев назад +9

    ଏତେ ଦିନ ପରେ ଖୁସି ର ଦେଖା ମିଳିଲା 😅☺ ସିଏ କଥା ବି କହିଲାନି😉💫💌

  • @theanimal3153
    @theanimal3153 11 месяцев назад +21

    ଭାଇ ଭଉଣୀର ପର୍ବ ରାକ୍ଷୀ ପୂର୍ଣ୍ଣିମା❤❤❤❤❤

  • @Madhaba_Dora
    @Madhaba_Dora 11 месяцев назад +89

    ସମସ୍ତ ଭଉଣୀ ମାନଙ୍କୁ ମୋ ତରଫରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ, ଅନେକ ଅନେକ ଶୁଭକାମନା 🙏 Happy Rakshabandhan Utkal Cartoon World ...!! ଜୟ ଜଗନ୍ନାଥ 🙏🙏🙏

    • @mamalibhoi3518
      @mamalibhoi3518 11 месяцев назад +5

      Thank you bhai

    • @AsmitaDila
      @AsmitaDila 11 месяцев назад

      Thank u bhai tuma pain😄 smile emji pathe e chi bhai sabu bele khushi re ruha

  • @PSCREATIONPAPUN
    @PSCREATIONPAPUN 11 месяцев назад +4

    ଭାଇ ଓ ଭଉଣୀ ର ସମ୍ପର୍କ ହେଉଛି ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପର୍କ 💞🤗 ମୋର ସମସ୍ତ ଭଉଣୀ ମାନଙ୍କୁ ରାକ୍ଷୀ ପୂର୍ଣିମା ର ହାର୍ଦିକଶୁଭେଛା ❤️💞

  • @rajendramallick7554
    @rajendramallick7554 11 месяцев назад +11

    ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆପଣ ମାନଙ୍କୁ ଢେର୍ ସାରା ଅଭିନନ୍ଦନ ❤❤❤

  • @statuscreation3M
    @statuscreation3M 11 месяцев назад +49

    Happy Rakhi purnima to all my lovely sisters❤❤❤❤❤😊😊

  • @tikunusahu3692
    @tikunusahu3692 11 месяцев назад +29

    Happy rakshabandhan to all my sister ❤❤

  • @creativeartistnitu4552
    @creativeartistnitu4552 11 месяцев назад +6

    ଭାଇ ଭଉଣୀ ର ସମ୍ପର୍କ ସବୁ ବେଳେ ସେମିତି ଥାଉ । ଜୟ ଜଗନ୍ନାଥ 🙏
    ଆସୁଛି ଯାଉଚି କେତେ ବରଷ
    ବରସ କୁ ଥରେ ଆସେ ରାକ୍ଷୀ ବନ୍ଧନ

  • @kishanpradhan7301
    @kishanpradhan7301 11 месяцев назад +36

    So beautiful 😍😍😍😍 I love natia comedy ❤❤❤❤

  • @rolex3549
    @rolex3549 11 месяцев назад +32

    Happy Rakhi purnima to all my sister 😊😊😊

  • @manojrout6990
    @manojrout6990 11 месяцев назад +26

    Happy rakipurnima 🎉🎉😊 to all my sisters

  • @anasaktapati4569
    @anasaktapati4569 11 месяцев назад +12

    ନଟିଆ ର ଭଉଣୀ ଖୁସି ନା ଟା ବହୁତ ଭଲ ଲାଗିଲା ସେଥିପାଇଁ ମୋ ଝିଅର ନା ବି ଖୁସି ଦେଇଛି..👌😊 Happy Rakshabandhan all of you 🎉🎉

  • @mr.sreenu.0436
    @mr.sreenu.0436 11 месяцев назад +13

    ପବିତ୍ର ରାକ୍ଷୀ ପୂଣ୍ଣିମା ଶୁଭେଚ୍ଛା ଓ ଶୁଭାକାମନା 🎉

    • @KgfRocky-zj3vx
      @KgfRocky-zj3vx 11 месяцев назад +1

      Happy raksha bandhan

    • @SiponNaik
      @SiponNaik 11 месяцев назад +2

      Love you to all brothar and sis

    • @AhjuBhai
      @AhjuBhai 11 месяцев назад

      Happy rakgi punima
      Love to you

    • @SusamaNaik-dq3bi
      @SusamaNaik-dq3bi 2 месяца назад

      LiShaNaik

  • @Madhaba_Dora
    @Madhaba_Dora 11 месяцев назад +168

    ଭାଇ-ଭଉଣୀର ସମ୍ପର୍କ ହେଉଛି ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପର୍କ | Happy Rakshabandhan 2023 🥰😀

  • @Surya5103
    @Surya5103 11 месяцев назад +2

    ଶୁଭ ରକ୍ଷା ବନ୍ଧନ ମୋର ଭାଇ ଓ ଭଉଣୀ😊❤❤❤
    ଖୁସି ରେ ରୁହ ଆଜି ର ଦିନ ଟି ଭଲ ରେ ଯାଉ 😊ଯୋଉ ଭାଇ ଭଉଣୀ ମାେ coment ପଢୁଛନ୍ତି 👍

  • @subham0711
    @subham0711 11 месяцев назад +71

    Happy rakhi purnima to all of my brothers and sisters ❤

  • @theanimal3153
    @theanimal3153 11 месяцев назад +68

    ଆଜିର episode ବହୁତ ଭଲ ଲାଗିଲା❤❤ଆଜି ଗୋଟିଏ ନୂଆ 😂😂ଖେଳ ବିଷୟରେ ସମସ୍ତେ ଜାଣିଲେ😊😊ଯାହା ସବୁ ଲୁଚି ଗଲାଣି😂😂ନେଉଳ ଭାଗ୍ୟରେ ଖାଲି ଦୁଃଖ ଲେଖା😂

  • @satyanayak1218
    @satyanayak1218 11 месяцев назад +30

    ଏହି ସୂତା ଟି କେବଳ ଭରଷା ନୁହେଁ ଭଉଣୀ ତା ଭାଈ ଉପରର ବିଶ୍ଵାସ , ମୋର ସବୁ ଭାଇ ମାନଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ର ହାର୍ଦିକ ଶୁଭେଛା ଓ ଅଭିନନ୍ଦନ 😘😘😘👍

  • @KJCREATION-7172
    @KJCREATION-7172 11 месяцев назад +5

    Happy raksha bandhan alll my utkal cartoonworld family👪❤🎉🎉❤🎉❤🎉❤🎉❤🎉❤🎉

  • @SonaliBehera_0
    @SonaliBehera_0 11 месяцев назад +4

    Very nice episode❤❤
    ଭିଡ଼ିଓ ବହୁତ ଭଲ ଲାଗିଲା
    ପବିତ୍ର ରାଖୀ ପୁର୍ଣିମା ରୋ ମୋର ସମସ୍ତ ଓଡିଶା ବାସୀ ଭାଇ ଓ ଭଉଣୀ ମାନଙ୍କୁ ପବିତ୍ର ରାଖୀ ପୁର୍ଣିମା ରୋ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା🎉❤🥰
    🙏ଜୟ ଜଗନ୍ନାଥ🙏

  • @gautammalik7929
    @gautammalik7929 11 месяцев назад +6

    ସବୁ ପ୍ରଥା ରହିବା ଦରକାର ❤❤ ବହୁତ ଭଲ ଲାଗିଲା ❤❤❤ ସୁଭ ସକାଳ

    • @bapipalei454
      @bapipalei454 Месяц назад

      ❤❤❤❤🎉🎉🎉😂😮😮😮ket6uj8o

  • @Bindass0839
    @Bindass0839 11 месяцев назад +34

    Happy Rakhi purnima all and Team😂😂

  • @Krishnadasbls180
    @Krishnadasbls180 11 месяцев назад +9

    ସମସ୍ତ ଭାଇ ଭଉଣୀ ଙ୍କୁ ରାକ୍ଷୀ ପୂଣ୍ଣିମା ଅବସରରେ ଶୁଭେଚ୍ଛା ଓ ଶୁଭକାମନା 🥰♥️

  • @nilabhoi9032
    @nilabhoi9032 11 месяцев назад +4

    ହାପି ରାକ୍ଷୀ ପୂର୍ଣ୍ଣିମା ଭାଇ ଭଉଣୀ ମାନେ 🙏

  • @rahulofficial1960
    @rahulofficial1960 11 месяцев назад +892

    Happy rakhi purnima to all my sisters 😊

  • @kamalakantapadmini9676
    @kamalakantapadmini9676 11 месяцев назад +17

    ଏ ବାଞ୍ଛା ଉଡ଼ି ଗଲା ରେ ଧର ଧର ରେ 😂😂😂 so funny 😂🤣

    • @kamalakantapadmini9676
      @kamalakantapadmini9676 11 месяцев назад +1

      Thank you very much utkal cartoon world 🌹❤️❤️❤️

  • @starforse8537
    @starforse8537 11 месяцев назад +17

    ରାକ୍ଷୀ ପୂର୍ଣ୍ଣିମା ରେ ସମସ୍ତଙ୍କ ଦିନ ଶୁଭମୟ ହେଉ ଜୟ ଜଗନ୍ନାଥ 🎉🎉🎉

  • @mrbehera77
    @mrbehera77 11 месяцев назад +2

    ହେପି ରାକ୍ଷୀପୂର୍ଣ୍ଣିମା ❤❤ଭଗବାନ ସମସ୍ତ ଙ୍କୁ ଭଲୋରେ ରଖନ୍ତୁ ଜୟ ଜଗନ୍ନାଥ❤ସୁଭ ସକାଳ ❤🎉

  • @Rajomkaar1809
    @Rajomkaar1809 11 месяцев назад +11

    Congratulations for 364 episode.natia comedy is the best comedy.'Good morning' to all friend.i like natia comedy.

  • @sanjibkumargaigouria8866
    @sanjibkumargaigouria8866 11 месяцев назад +44

    Happy rakshabandhan brother and sister 🎉🎉🎉🎉

  • @krupamajhi5742
    @krupamajhi5742 11 месяцев назад +3

    ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତ ଓଡ଼ିଶା ବାସୀଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏❤️❤️😊😘☺️💯,,

  • @sorenkolaofficial2454
    @sorenkolaofficial2454 11 месяцев назад +3

    Video ଦେଖିଵାକୁ ଜେତେ ମଜା ଲାଗେ ତାଠୁ ବେସି comment ପଢିଵାକୁ ମଜା ଲାଗେ ❤❤❤

  • @prasantmaharana8897
    @prasantmaharana8897 11 месяцев назад +5

    ସବୁ ଭଉଣୀ ମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ର ଶୁଭେଚ୍ଛା... 😍

  • @Badrinath_Dora
    @Badrinath_Dora 11 месяцев назад +37

    Happy Rakshabandhan 2023 🙏Love From Kalahandi ♥️

  • @indirabehera9860
    @indirabehera9860 11 месяцев назад +58

    Happy rakhi purnima to all my brothers 🥰

    • @zexro_7x1
      @zexro_7x1 11 месяцев назад +1

      Thx DiDi

  • @SubasiniParida-ki8kb
    @SubasiniParida-ki8kb 11 месяцев назад +3

    ହାପି ରାକ୍ଷୀ ବନ୍ଧନ ସମସ୍ତ ଭାଇ ମାନକୁ ମୋ ତରଫରୁ ଶୁଭେଛା 💐💐

  • @subratdash3664
    @subratdash3664 11 месяцев назад +9

    ରାକ୍ଷୀ ପୂର୍ଣ୍ଣିମା ର ଅଭିନନ୍ଦନ ନଟିଆ ଟିମ୍ ଓ ମୋର ସମସ୍ତ ଭାଇ ଭଉଣୀ ମାନଙ୍କୁ ❤😊❤

  • @rohitmahapatra6491
    @rohitmahapatra6491 11 месяцев назад +27

    Mo comment ଟି ଯିଏ ପଢୁଚ ତାଙ୍କ ପରିବାର ସବୁବେଳେ ଖୁସିରେ ରୁହନ୍ତୁ ଜୟ ଜଗନ୍ନାଥ 🙏🙏🙏 happy ରାକ୍ଷୀ ପୂର୍ଣ୍ଣିମା 😊😊😊

  • @status2329
    @status2329 11 месяцев назад +13

    Happy Rakhi purnima to all my sisters❤❤❤❤❤❤❤❤❤❤

  • @jagannathbarik4859
    @jagannathbarik4859 7 месяцев назад +2

    Khushi ହସିଲେ ମତେ ଲାଗେ ଗୋଟେ ଫୁଲ ଟେ ହସୁଛି। ଭାଇ ହେବ ତ ନଟିଆ ପରି 😊❤😊

  • @Balmiki_sahoo
    @Balmiki_sahoo 11 месяцев назад +47

    Khusi is the amazing character in all episodes......her voice was so sweet 😍😍....If you agree in this statement then press the like button ✅👍🏻👍🏻.... Happy Rakshabandhan to all.....Jay Jagannath 💚

    • @chinmayeepradhan4565
      @chinmayeepradhan4565 11 месяцев назад +1

      Right..Before I already demanded a episode for Khusi specially.. Here isToday... Glad to see Khusi.. She just amazing.. 👏

  • @SR-GAMING9319
    @SR-GAMING9319 11 месяцев назад +14

    HAPPY RAKHI PURNIMA TO ALL UTKAL FAMILY

  • @Etukulu
    @Etukulu 11 месяцев назад +11

    Happy rakhi purnima to all of you 😊💞😍

  • @Ajitsahoo645
    @Ajitsahoo645 11 месяцев назад +1

    Happy rakhipunima 🥰💞❤️ ଜଗନ୍ନାଥ ସବୁ ଭାଇ ଭଉଣୀ କୁ ଭଲ ରେ ରଖନ୍ତୁ 🙏🙏 ଜୟ ଜଗନ୍ନାଥ 🙏🙏

  • @somanathsamasi3079
    @somanathsamasi3079 11 месяцев назад +10

    Happy Rakhi purnima all sisters🙏

  • @priyankamohanta9553
    @priyankamohanta9553 11 месяцев назад +10

    Happy rakhsa bandhan natia❤

  • @Dildar2345
    @Dildar2345 11 месяцев назад +7

    ନଟିଆ ଭଉଣୀ ର ସ୍ୱର ବହୁତ ଭଲ ଲାଗିଲା ❤😂😂

  • @tikinabehera5375
    @tikinabehera5375 11 месяцев назад +1

    ଜୟ ଜଗନ୍ନାଥ 🙏ହାପୀ ରାକ୍ଷୀ ପୂର୍ଣ୍ଣିମା 🥰

  • @maaharachandiyoutubechanne3562
    @maaharachandiyoutubechanne3562 11 месяцев назад +11

    Happy rakhi purnima all brothers ❤😊god bless you my all brothers 🙏❤️‍🩹🥰

  • @narayannahak575
    @narayannahak575 11 месяцев назад +20

    Happy Raksha Bandhan to all brothers and sisters and also to the Utkal Cartoon World family.

  • @OdiaTech24knowledge
    @OdiaTech24knowledge 11 месяцев назад

    🌼ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମା ପୂର୍ଣ୍ଣିମା💮 ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ ❤ ଜୟ ଜଗନ୍ନାଥ୍ ....🌼💮🌹

  • @dhubendranayak1966
    @dhubendranayak1966 11 месяцев назад +2

    Happy rakhipurnima ma choto bada bhauni mana samasta nku abhinandana😊😊😊🤗🤗🤗

  • @Sudhansu__Jena
    @Sudhansu__Jena 11 месяцев назад +4

    ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ।
    Happy Rakhi purnima To All😊

    • @Gunanidhilife
      @Gunanidhilife 10 месяцев назад

      Tgtgunpbebwsgwwyf to English❤❤❤ Egyptians

  • @Rowdy_raj_desia_pila
    @Rowdy_raj_desia_pila 11 месяцев назад +23

    Happy raksha bandhan to all my sister & brothers😊❤🎉 Today i am so happy 😊

  • @jaminikantabiswal8100
    @jaminikantabiswal8100 11 месяцев назад +6

    Happy rakshabandhan to natia😊😊

  • @priyankapriyadarshinihota3643
    @priyankapriyadarshinihota3643 11 месяцев назад +28

    A Small piece of Thread has more power than everything . That is known as RAKHI, Wish You a Very Happy Raksha Bandhan❤🎉...

  • @chinmayeepradhan4565
    @chinmayeepradhan4565 11 месяцев назад +45

    Glad to see Khusi in this episode ☺🥰.. Happy Rakhi Purnima to all 🙏💐

  • @nirupamasahoo4078
    @nirupamasahoo4078 11 месяцев назад +7

    Rakhi episode ti bahut sundar heichi😊😊
    happy rakshabandhan to all

  • @jagabandhupatrajagabandhup2776
    @jagabandhupatrajagabandhup2776 11 месяцев назад +2

    Happy rakshabandhan ❤️❤️❤️❤️ 🎉har bhai or behen ke kiye aj ka din beast ho 😘😘😘😊bogot sara avindan 🥰🥰🥰 happy raksha bandhan all my brother and sisters ❤️❤️❤️❤️❤️❤️❤️

  • @rinkimohapatra7301
    @rinkimohapatra7301 11 месяцев назад

    ପଵିତ୍ର ଵଳଭଦ୍ର ଜନ୍ମ ଓ ରାକ୍ଷୀ ପୂଣ୍ଣିମା ର ଶୁଭେଛା ଶୁଭକାମନା।🙏🏼💐💐

  • @user-ev9uv7wi4p
    @user-ev9uv7wi4p 11 месяцев назад +3

    Happy rakhi purnima ❤

  • @jagannathpadhi4682
    @jagannathpadhi4682 11 месяцев назад +3

    Happy rakhsha bandhan 😊😊😊😊 to all sweet sistersand utkal cartoon world au natia gendu 😅😊😊😊❤❤❤

  • @190_subhalaxmibehera3
    @190_subhalaxmibehera3 11 месяцев назад +16

    Happy Raksha Bandhan to all brothers 🥰

  • @sulabalidora6955
    @sulabalidora6955 11 месяцев назад +27

    Happy rakhi purnima to all my sister's 😊

  • @Coderdev02
    @Coderdev02 11 месяцев назад +58

    Perfect catch of banshi 😂😂

  • @jayadevmandal6595
    @jayadevmandal6595 11 месяцев назад +1

    ପବିତ୍ର ବଳଭଦ୍ର ଦେବଙ୍କ ଜୟନ୍ତୀ ଓ ରାକ୍ଷୀ ପୂର୍ଣିମା ଦିବସରେ ମୋର ସମସ୍ତ ଭାଇ ଭଉଣୀ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା। ଭଗବାନ୍ ସମସ୍ତ ଙ୍କ ମଙ୍ଗଳ କରନ୍ତୁ 💐💐💐👌👌

  • @rohitnandananaik7123
    @rohitnandananaik7123 11 месяцев назад

    ପବିତ୍ର ରାକ୍ଷାବନ୍ଧନ ଅବସରରେ ଭଉଣୀ ମାନଙ୍କୁ ଅଭିନନ୍ଦନ❤❤❤❤❤❤❤❤❤❤❤

  • @tulasinayak8114
    @tulasinayak8114 11 месяцев назад +10

    Happy rakhi purnima to all of my brother's and sisters 🥰❤️

  • @yuvrajsamal8710
    @yuvrajsamal8710 11 месяцев назад +6

    Happy Rakhi purnima❤🎉🎉

  • @Barsha_Rahul_Official
    @Barsha_Rahul_Official 11 месяцев назад

    Gamha purnima...Mane balabhadra na ଜନ୍ମଦିନ.....ହେ ପ୍ରଭୁ .... ଏମିତି ସଂସାର କୁ ଘଣ୍ଟ ଘୋଡେ଼ଇ ରଖ ପ୍ରଭୁ ବଡ଼ ଠାକୁର 🙏

  • @akashraj12343
    @akashraj12343 11 месяцев назад

    ରାକ୍ଷୀ ପୂର୍ଣ୍ଣିମା ରେ ସମସ୍ତ୍ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ❤ହେଲେ ମୋର ଭଉଣୀ ନାହାଁନ୍ତି 😢
    ସମସ୍ତ ବିଶ୍ୱ ବାସୀ ଙ୍କ ଜୀବନ ଦୀର୍ଘ ମୟ ହେଉ ❤ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ମାନଙ୍କ ଖାଦ୍ୟ ଅଭାବ ଦୂରୀଭୂତ ହେଉ ❤ ହର ହର ମହାଦେବ ❤ଜୟ ଶ୍ରୀ ରାମ ❤

  • @user-sina.1234
    @user-sina.1234 11 месяцев назад +15

    Happy raksha Bandhan 😊

  • @sampatpratap6032
    @sampatpratap6032 11 месяцев назад +38

    The best part was Neula's jump and dialogue, " Dukha ta ama bhagya re lekha"...😅

    • @dhubendranayak1966
      @dhubendranayak1966 11 месяцев назад +1

      Happy ରାଖୀ ପୁର୍ନୀମା ଛଟ ବଡ ଭଊଣି ମାନେ 🤭😊😊😊😁☺☺☺😊

    • @dhobabarik779
      @dhobabarik779 11 месяцев назад

      ​@@dhubendranayak1966 s

  • @santoshibehera6380
    @santoshibehera6380 11 месяцев назад +1

    Happy rakshabandhan utkal cartoon world and beautiful episode ❤❤❤

  • @iswarsethy904
    @iswarsethy904 11 месяцев назад +1

    ପବିତ୍ର ରାକ୍ଷି ପୁର୍ଣିମା ରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ❤❤

  • @user-cz4cs8et1o
    @user-cz4cs8et1o 11 месяцев назад +4

    Happy rakshabandhan to all brothers ❤❤❤❤

  • @trilochanojha8173
    @trilochanojha8173 11 месяцев назад +3

    ଏଥର ଅପେକ୍ଷା ରହିଲା , 😌ଖୁସି କେମିତି ତା ଗେହ୍ଲା ଭାଇ ପାଇଁ ଖୁଦୁରୁକୁଣୀ ଓଷା କରୁଛି❤️

  • @ommpanda3172
    @ommpanda3172 11 месяцев назад +2

    Happy rakhi purnima to all my sister's ,🔥🔥🔥🔥🔥🔥🔥🔥🔥🔥❤️❤️

  • @creativeodisha6292
    @creativeodisha6292 11 месяцев назад +1

    Happy rakhi purnima natia's all teams🎉🎉🎉🎉🎉❤❤❤❤

  • @Mr.spandan1612
    @Mr.spandan1612 11 месяцев назад +5

    Good morning everybody
    Happy Rakhi Purnima 😊

  • @itishreedas4587
    @itishreedas4587 11 месяцев назад +7

    Happy rakhi purnima to all my brothers and sisters i love this natia comedy 👌👌👌❤️❤️❤️😘😘😘

  • @sarojkumarbisoyi7746
    @sarojkumarbisoyi7746 11 месяцев назад +4

    ଖୁସିର voice ଟା ସେତେ ଭଲ ଲାଗୁନି।

  • @Jituofficle
    @Jituofficle 11 месяцев назад +1

    ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ନଟି ଆ ଭିଡିଓ ଦେଖି କି ବହୁତ ଖୁସି ଲାଗିଲା

  • @banamalijena3377
    @banamalijena3377 11 месяцев назад +1

    ମୋ ଭାଇ ମାନଙ୍କୁ ଜଗନ୍ନାଥ ଘଣ୍ଠ ଘୁଡ଼ାଇ ରଖନ୍ତୁ ଏତିକି ମୋର ପାର୍ଥନା 🙏🏻⭕️‼️⭕️❤️❤️🥰🥰

  • @MRS_swati103
    @MRS_swati103 11 месяцев назад +22

    Happy rakhi purnima to all my brother😊🔗🖇

  • @shibaprasad-sz3lu
    @shibaprasad-sz3lu 11 месяцев назад +14

    Happy raksha bandhan to all my sisters,🥰❤️

  • @smartasha1198
    @smartasha1198 11 месяцев назад +2

    Happy rakshabandhan. Natia comedy is the best comedy ❤

  • @rajprasadsingh9731
    @rajprasadsingh9731 11 месяцев назад

    ସମସ୍ତଙ୍କୁ ରକ୍ଷାବନ୍ଧନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

  • @Sudhansu__Jena
    @Sudhansu__Jena 11 месяцев назад +10

    Happy Rakhi purnima To Utkal Cartoon World Team And Happy Rakhi purnima To All😊