Would Kuttey Have Been The DGP In Case Pandian Had Become The CM ? | Nirbhay Gumara Katha

Поделиться
HTML-код
  • Опубликовано: 12 янв 2025

Комментарии • 189

  • @BabitaMishra-yx2hr
    @BabitaMishra-yx2hr 19 дней назад +20

    ସାର୍ , ନମସ୍କାର । ସାରା ପୃଥିବୀରେ ଖୁବ୍ କମ୍ ନେତା ଥିବେ , ଯାହାର ଦେହରେ ଧୂଳି କି ଖରା ନପଡ଼ି 24 ବର୍ଷ ମୁଖ୍ୟ ମନ୍ତ୍ରୀ ରହିଥିବେ , ୟେ ନବୀନ ପଟ୍ଟନାୟକ ଏଇଭଳି ନେତା ଯିଏ ଅନ୍ୟ କାନ୍ଧରେ ଭରାଦେଇ ବନ୍ଧୁକ ରଖି ଶାସନ କରି ଓଡ଼ିଶାର ଜନସାଧାରଣ ଙ୍କୁ ବୋକା ବନେଇଛନ୍ତି । ଓଡ଼ିଶାବାସୀ ଙ୍କୁ ସେ ଘୃଣାକରି ବି ମୁଖ୍ୟମନ୍ତ୍ରୀ ହେଇଥିଲେ । ଦେଖିବେ ତାଙ୍କ ଶେଷ ଜୀବନ କେମିତି କଟିବ ! ମାଟିର ବି ଗୋଟିଏ ଅଭିଶାପ ଅଛି ନା ନାହିଁ ?

  • @susantasahoo9544
    @susantasahoo9544 19 дней назад +21

    ମହାଶୟ ବିଜେଡିଦଳର ଅଧିକାଂଶ ନେତା ପାଣ୍ଡିଆନଙ୍କ କ୍ରୀତଦାସ ହୋଇପାରନ୍ତି, କିନ୍ତୁ ଓଡିଶାର ଜନତା ନୁହଁନ୍ତି, ଅରୁଣ ସାହୁଭଳି କିଛି କ୍ରୀତଦାସ ରୁବେନ ବାନାର୍ଜୀଙ୍କ ଏବର ବହିକୁ ପ୍ରତ୍ୟାଖାନ କଲେନିଜେ ବହିଟିର ପ୍ରଚାର କଲେ / ଏ ବହିଟି ଯଦି ଓଡ଼ିଆ ସଂସ୍କାରଣ ହୁଏ ବହୁଳ ଭାବରେ ବିକ୍ରୀହେବ / ଆଜ୍ଞ୍ୟା କୁଟେ ବା ପାଣ୍ଡିଆନକୁ ଦୋଷଦେଇ କିଛି ଲାଭନାହିଁ /ଦୋଷତ ଆମର, କାରଣ ନବୀନ ପଟ୍ଟନାୟକଙ୍କ ଭଳି ଜଣେ ମାନସିକ ସ୍ତରରେ ପଙ୍ଗୁ, ଏଥର୍ବ, ଓ ଓଡ଼ିଆଭାଷା ଓ ଓଡିଶାର ଜନସାଧାରଣଙ୍କୁ ଘୃଣା କରୁଥିବା ବ୍ୟକ୍ତିକୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ରଖିଥିବାରୁ /

    • @kumarashis8504
      @kumarashis8504 18 дней назад +1

      😂😂 maja asila tama knowledge dakhiki, woo😂

  • @ishwarchandra3980
    @ishwarchandra3980 19 дней назад +30

    2024 ମସିହାକୁ କେବେବି ଭୁଲି ହେବ ନାହିଁ ! କାରଣ ସେଇ 2024 ରେ କିଛି କୁଚକ୍ରୀ ନେତାଙ୍କ ପାଇଁ ମହାପ୍ରଭୁଙ୍କୁ ରତ୍ନସିଂହାସନରୁ ଘୋଷାଡ଼ି ଆଣି
    ଦାଣ୍ଡରେ ବୁଲାଇଲେ! ପ୍ରଭୁଙ୍କୁ ଯେଭଳି ବ୍ୟବହାର କଲେ ସେକଥା ମନେ ପଡିଲେ ଦୀର୍ଘନିଶ୍ୱାସ ବାହାରି ଆଖିରୁ ଲୁହ ବାହାରି ଯାଉଛି ! ଆଉ ସେଇ 2024 ମସିହାରେ ପ୍ରଭୁଙ୍କର କୃପାରୁ ଓଡ଼ିଆଙ୍କ ମୁଣ୍ଡରେ ଜ୍ଞାନଦୟ ହେଲା 24 ବର୍ଷ ର ଅତି ଦୁର୍ନୀତିଖୋର ଭ୍ରଷ୍ଟାଚାରୀ, ବ୍ୟଭିଚାରୀ,ଲୁଟେରା ବିଜେଡି ସରକାର କୁ ଉପାଡି କି ଫପାଡ଼ିଦେଲେ !
    ଜୟ ଜଗନ୍ନାଥ 🙏

  • @santoshbiswal6256
    @santoshbiswal6256 19 дней назад +24

    ସାର ଆଜି ବଡ ଦିନ ଏବଂ ଅଟଳ ଦିବସ ରେ ଆପଣଙ୍କୁ କୋଟି କୋଟି ପ୍ରଣାମ. ରୁବେଳ ବାନାର୍ଜୀ ଙ୍କ ବହିଟି ବିଜେଡି ର ନାଭି ରେ ବାଜି ଛି. ସେତିପାଇଁ ପାଗଳ ହେରି ଗଲେଣି. ଦ୍ୱିତୀଅରେ ପାଣ୍ଡିଆନ ଯଦି ସି ଏମ ହୋଇତଳେ କୁଟେ ଡିଜିପି ହେଇଥାନ୍ତେ. ଆମ ଦେଶ ମାଟିରେ ମିଶେଇ ତାମିଲ ନାଡୁ ଚାଲି ଯାଇଥାନ୍ତା. ଜଗନ୍ନାଥ ଦେଶକୁ ରକ୍ଷା କରି ଦେଲେ. ଜୟ ଜଗନ୍ନାଥ......

    • @hiteshkumarpradhan254
      @hiteshkumarpradhan254 18 дней назад +2

      Thik time re Ruben ji ei book t published karichanti. 2024 jaujau nian to lageidele

  • @pramodkumarrout7641
    @pramodkumarrout7641 19 дней назад +16

    ଆଉ ଏକ କହିବାକୁ ଭୂଲି ଗଲେ ,ଆଜି ମଧ୍ଯ ଏକ ପବିତ୍ର ଦିନ " ତୁଳସୀ ପୂଜନ ଦିବସ " ।

    • @mathsforcompetitiveandscho3189
      @mathsforcompetitiveandscho3189 19 дней назад +1

      🎉 ନିଶ୍ଚିତ

    • @santoshkumarsahu6586
      @santoshkumarsahu6586 19 дней назад +1

      ❤️🙏❤️Mata ❤️🙏💐Tulasi Devi Sri Charane Saranam ❤️🙏❤️Mata ❤️🙏❤️🪔🪔🪔🪔🪔❤️🙏❤️

    • @susantasahoo9544
      @susantasahoo9544 18 дней назад

      @@pramodkumarrout7641 ଧନ୍ୟବାଦ

  • @prafulasingh2267
    @prafulasingh2267 18 дней назад +7

    ଆଜ୍ଞା ! ଜୟ ଶ୍ରୀରାମ !
    ଯେଉଁଠି ଦେଖିବେ ବା ଶୁଣିବେ ବେଶି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଏବଂ କିଛି କିଛି ସ୍ଥାନରେ ମୁଖ୍ୟମନ୍ତ୍ରୀ । ଆଜ୍ଞା ! ଓଡ଼ିଶାରେ ବିଜେପି ଦଳର ଆଉସବୁ ନେତା ମନ୍ତ୍ରୀ ଆମେରିକା , ଫ୍ରାନ୍ସ ଚାଲିଗଲେ କ ?

  • @laxmidharapanda6086
    @laxmidharapanda6086 18 дней назад +7

    ଆମେ ନିଜକୁ ଭାଗ୍ୟବାନ ମନେକରୁଛୁ ଆମେ ଜୀବିତାବସ୍ତାରେ ଜଗନ୍ନାଥ ବଳଭଦ୍ର କଳାଘୋଡ଼ା ଧଳାଘୋଡ଼ା ଚଢ଼ି ଅସ୍ମିତାର ଅସ୍ତ୍ର ଧାରଣକରି ମ୍ଳେଛ ସଂହାର କରିବାର ଓ ରୁବେନଙ୍କ ସୁଦର୍ଶନ ଚକ୍ର ରୂପକ ବହିଦ୍ୱାରା ସମ୍ପୂର୍ଣରୂପେ ଓଡିଶାରୁ ମ୍ଳେଛମାନଙ୍କୁ ନିପାତ କରିବାକୁ ରତ୍ନ ସିଂହାସନରୁ ଓଲ୍ହାଇ ଆସିଛନ୍ତି ! ଜୟ ଜଗନ୍ନାଥଙ୍କୁ ଗୁହାରୀ କେନ୍ଦ୍ରବିଜେପିର ଯିଏବି ଏ ମହତ କାର୍ଯ୍ୟରେ ବାଧା ଦେଉଛନ୍ତି ତାଙ୍କୁବି ଉଚିତ ଦଣ୍ଡ ଦିଅନ୍ତୁ !

  • @manasdas5715
    @manasdas5715 19 дней назад +6

    ଆଜିର ଏତେବଡ଼ ଦିନରେ ଜଣେ ମହାନ ରାଷ୍ଟ୍ରନୀତିଞ୍ଜ ଅଟଳଜୀ ଙ୍କୁ ଶ୍ରଦ୍ଧାଞ୍ଜଳି 💐 ନବୀନ ବାବୁ ଓଡ଼ିଆ ଙ୍କୁ ଭୁନ୍ଦ ଭାବି ଅଣ ଓଡିଆ ଚାକର ବାକର ଙ୍କ ଦ୍ଵାରା ଆଖି ଦେଖେଇ ଚବିଶ ବର୍ଷ ଶୋଷି ଦେଲେ ଓଡ଼ିଶା କୁ , କିଛି ଟାଉଟର ଭିତରୁ ଜଣେ ପାର୍ଟିର ୧୫୦ ନେଇ ଛୁ, ଓଡ଼ିଶା ଜେଉଁ ଗରିବ ରୁ ଆହୁରି ହିନସ୍ଥା, ଚଉଦ ପୁରୁଷ ଜାଏ ସମସ୍ତେ ମିଳିମିଶି ଲୁଟି ନେଲେ,ସରକାର ବଦଳିଲା ଜେ ପୁଣି ସେହିଁ ଅଣ ଓଡିଆ ଚାକର ଙ୍କୁ ସୁରକ୍ଷା, କିଏବା ଆଉ କଣ କରିପାରିବେ,କେବଳ ମହାପ୍ରଭୁ ହିଁ ଭରଷା 🙏

  • @satishchandrabehera7291
    @satishchandrabehera7291 19 дней назад +15

    ଆମ ପାଇଁ ଆଜି ' ଅଟଳ ' ଦିବସ।
    ଜୟ ଜୟ ଆମ ' ଭାରତ ' ବରଷ।।

  • @bimalendumohapatra4418
    @bimalendumohapatra4418 18 дней назад

    Dhanbad Nabin Bhai For Real Fact

  • @successfullife6722
    @successfullife6722 19 дней назад +7

    ଜୟ ଶ୍ରୀରାମ l🙏🙏🙏🙏🙏🚩🚩🚩

  • @manojkumarsaint7803
    @manojkumarsaint7803 18 дней назад +1

    Jay Maa Durgatinasini ❤❤❤

  • @anilgouda1388
    @anilgouda1388 18 дней назад

    Very nice Tak sri namaskara

  • @brajakishorepadhi4022
    @brajakishorepadhi4022 18 дней назад +4

    ନବୀନ ଦାସ ମହାଶୟ ଆପଣ ଯେତେ ବିଜେଡି କୁ ତାମିଲ ଚାକର ପାଂଡିୟାନ କୁ ଅନୁଶୀଳନ କଲେ ବି। ଆମେ ହିଁ ଦାୟୀ କରିବୁ ନବୀନ ପଟ୍ଟନାୟକ କୁ। ଜଣେ ଲୋକ କୁ ନିଜର ଜମି ୫/୧୦ ବର୍ଷ ଜଦି ଭାଗ ବଖରା ଦିଅନ୍ତି ସେ ଲୋକ ବି ଦିନେ ତା ଜମି ବୋଲି ଦାବି କରିବସୁଚି। ୟେତ ରାଜ୍ୟ ର କ୍ଷମତା ଲାଳସା କଥା, ନବୀନ ପଟ୍ଟନାୟକ ଚିନ୍ତା ଧାରା ମୁଁ ଘରେ ବସିବି ଚାକର ଦ୍ବାରା ରାଜ୍ଯ ସାଶନ କରିବି। ମାନେ ଜମିଦାରୀ ପ୍ରଥାର ପୁନର୍ବାର ପ୍ରଚଳନ ଆରମ୍ଭ। କିନ୍ତୁ ଜନସାଧାରଣ ଠିକ୍ ବୁଝି ଲେ ଏବଂ ସର୍ବପରି ଜଗନ୍ନାଥଙ୍କୁ ଭିକ ମଗେଇ ଭିକ ମାଗିଲା ବିଜେଡି।

  • @prafullakumarsahoo2639
    @prafullakumarsahoo2639 18 дней назад +3

    ସବୁ ଦୋଷ ହିଁ ଏହି କ୍ରୀତଦାସ ମାନଙ୍କର।ଏଗୁଡାସବୁ ଗୋଟେ ଗୋଟେ ନପୁଂସକ ନେତା। ପାଣ୍ଡିଆନ ଏମାନଙ୍କ ନିର୍ବାଚନ ମଣ୍ଡଳୀରେ ହେଉଥିବା ସଭାରେ ଏକୁଟିଆ ଠିଆ ହେବ ,ଏମାନେ ତଳେ ବସି ତାଳି ମାରିବେ ।ଧିକ୍ ଏମାନଙ୍କ ରାଜନୀତିକୁ,ଜନସେବା କୁ।

  • @ManmathnathSamantaray
    @ManmathnathSamantaray 18 дней назад +1

    ଅତି ସୁନ୍ଦର ଉପସ୍ଥାପନା l

  • @manaswinisahoo6357
    @manaswinisahoo6357 18 дней назад +3

    ଓଡ଼ିଶାର ଉନ୍ନତି ହେଉ
    ଓଡ଼ିଆ ଜାତି ସଚ୍ଚୋଟ ହେଉ, ସତ୍ ପଥରେ ଅଗ୍ରସର ହେଉ ।
    ଗୁଲାମ୍ ଗିରି ବର୍ଜନ କରୁ

  • @krushnaprasadmohanty3831
    @krushnaprasadmohanty3831 19 дней назад +2

    ଧନ୍ୟବାଦ - ଜୟ ଜଗନ୍ନାଥ ।

  • @saratsahoo268
    @saratsahoo268 19 дней назад +6

    ବାସ୍ତବତା ଏହା ଯେ ବିଜେଡି ର୍ ପତନ ପାଇଁ ନବୀନ ଦାୟୀ ।

  • @GaneswarNayak-e6j
    @GaneswarNayak-e6j 18 дней назад +4

    ନବୀନ ପଟ୍ଟନାୟକ ଙ୍କ ବିଜୁ ଜନତା ଦଳ ବିଜେପି ଦୟାରେ ସୃଷ୍ଟି ଶେଷରେ ବିଜେପି ଦୟାରେ ବିଲୟ, ଜୟ ଶ୍ରୀ ଜଗନ୍ନାଥ,🙏🚩🚩🚩🚩🚩ଚକା ଆଖି ସବୁ ଦେଖୁଛି 🙏 ୱାଚ ଆଣ୍ଡ ସି, ଆଗେ ଆଗେ ହୋତା ହାଏ କ୍ୟା ।

  • @chandankumarroutray09
    @chandankumarroutray09 18 дней назад +1

    सत सत नमन🙏
    जय जबान 🫡जय किसान🌾

  • @Jagannath-oc9ht
    @Jagannath-oc9ht 19 дней назад +2

    ଜୟ ଜୟ ଶ୍ରୀ ରାମ୍ । ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @sop828
    @sop828 19 дней назад +6

    Ruben Book Is For Intellectuals Not For JOKERS DAL.

  • @snehalatapati1025
    @snehalatapati1025 18 дней назад

    Jay sri krisna jay sri krisna jay sri krusnna

  • @KhirodChandrachand
    @KhirodChandrachand 18 дней назад +1

    ବହୁତ୍ ବଢିଆ ଲାଗିଲା, ଯେପର୍ଯ୍ୟନ୍ତ ଜ୍ଞାନ ଉଦ୍ରେକ ନ ହୋଇଛି ସତ୍ୟ ବି ଜେ ଡି ବାଲାଙ୍କୁ ସମାଲୋଚନା କଷ୍ଟ ଲାଗିବ, ସମାଲୋଚନା ଯେ ଜ୍ଞାନ ଦିଏ ଏବଂ ମନୋବଳ ଦୃଢ଼ କରେ ସେମାନେ ଭୁଲି ଯାଇଛନ୍ତି। ଆଉ ଅରୁଣ ବାବୁ ଙ୍କ କଥା ନ କହିଲେ ଭଲ। ଜଗନ୍ନାଥ ଓଡ଼ିଶାରେ ଦେଖେଇଛନ୍ତି ଆହୁରି ଦେଖାଇବେ ମଧ୍ଯ! ଜୟ ଜଗନ୍ନାଥ ଙ୍କ ପାଦେ ଶରଣ।

  • @SurendraMishra-o6i
    @SurendraMishra-o6i 19 дней назад +4

    ସାଦର ପ୍ରଣାମ, " ହେ ଜଗନ୍ନାଥ 🙏ଏ ବିଜେଡିବାଲା ଙ୍କୁ ସଦବୁଦ୍ଧି ଦିଅନ୍ତୁ...

  • @rajanikantabiswal2669
    @rajanikantabiswal2669 19 дней назад +4

    ସାର୍ ୨୪ ବର୍ଷ ହେଲା ବିଜେଡି ଅପେକ୍ଷା କରିଥିଲେ ଗୋଟିଏ ବହି ଲେଖା ହେବା ରୁ ରୁବେନ ବାନାର୍ଜୀ ହିନ୍ଦୁ ରୁ ମୁସଲମାନ ହେବା ପାଇଁ

  • @BhagabanDora-m4o
    @BhagabanDora-m4o 18 дней назад

    Good news

  • @Dakshita2017
    @Dakshita2017 18 дней назад

    Sir apana maha gyani...Antara atma katha januchanti....but government ku question kariparibeni only

  • @maheswarprusty3043
    @maheswarprusty3043 18 дней назад +1

    Very good tapik congratulations to you🌹🙏🙏🙏🙏🙏😊

  • @SUBHANARAYANRATH
    @SUBHANARAYANRATH 19 дней назад +5

    Thanks ,Ruben Banarjee for his best lyrics.

  • @mituprdhan2020
    @mituprdhan2020 19 дней назад +1

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻

  • @akshayakumarnayak492
    @akshayakumarnayak492 18 дней назад

    Good

  • @rameswar3765
    @rameswar3765 19 дней назад +8

    ଅହଙ୍କାରି ଶାସକ ମୂଳପୋଛ ହୋଇଗଲା,ଆଉ ଥରେ କ୍ଷମତାର ସ୍ବାଦ ପାଇବ ଆଶା ନାହିଁ,ଯୋର୍ କା ଝଟ୍ କା ଧୀରେ ସେ ଲଗେ...

  • @dr.bhagabansahu1220
    @dr.bhagabansahu1220 19 дней назад +3

    Happy Tulsi pujan Diwas 🙏

  • @hemantkumarsingh1387
    @hemantkumarsingh1387 19 дней назад +4

    BJD has become mad for Pandian puzzle chapter of the book written by Ruben Bannerjee.

  • @gokulanandadas4048
    @gokulanandadas4048 18 дней назад +1

    କୁତ୍ତେ ପ୍ରରୋଚନାରେ ବହୁତ୍ murder case bi hoichhi ,

  • @manarath-on8zs
    @manarath-on8zs 19 дней назад +3

    ସବୁ ଦୋଷ ଆମ ବିଜୁ ଜନତାଦଳର ବରିଷ୍ଠ ନେତା।

  • @bipinbihariswain3511
    @bipinbihariswain3511 19 дней назад +3

    Now political students all over India will use Ruben Bannerjee ''s book as a reference material for their P. hD work. Scholars will write their thesis. Can BJD stop the scholars?

  • @Jagannath-oc9ht
    @Jagannath-oc9ht 19 дней назад

    ଧନ୍ୟବାଦ ଭାଇ।

  • @manaswinisahoo6357
    @manaswinisahoo6357 18 дней назад +2

    ଶ୍ରଦ୍ଧା ଆମ୍ମାଙ୍କ ଉପରେ କିଛି ସେ ପୁସ୍ତକରେ ଉଲ୍ଲିଖିତ ଅଛି ନା ନାହିଁ

  • @sasthakumarpurohit2580
    @sasthakumarpurohit2580 18 дней назад

    ନିର୍ଭୟ କୁ ଧନ୍ୟବାଦ୍,ପଣ୍ଡିଆଣଙ୍କ ଦିବା ସ୍ବପ୍ନ ଅନ୍ଧାର ରେ ପରିବର୍ତ୍ତନ ହୋଇଗଲା ,,ତେଣୁ ସନ୍ନ୍ୟାସ ବ୍ରତ ଆଚରଣ କଲେ,ଲୁଟେରା ମାନଙ୍କ କେବଳ ରୁ ରକ୍ଷା ପାଇଲା ଓଡ଼ିଶା ମୋଦୀ ଜି ଙ୍କ ପାଇଁ,,,,,,,,,,,

  • @narayanmohanty5100
    @narayanmohanty5100 18 дней назад +2

    ଓଡିଶା ପାଇଁ ଏକ ଭଲ ଦିନ ଆସୁଛି। ଏ ସବୁ ତାର ପୂର୍ବାଭାସ।

  • @SabitaKhuntia-ih5yq
    @SabitaKhuntia-ih5yq 19 дней назад

    Jay Jagannath sir namaskar greatest news aji very nice song 🙏🙏

  • @kamarajjena5461
    @kamarajjena5461 19 дней назад +5

    🙏sir ରୁବେନ ବାବୁ bjd ର ଗଣ୍ଠି ହାଡ କୁ ହକି ବାଡ଼ି ରେ ପିଟି ଦେଲେ. ଯନ୍ତ୍ରଣା ଲମ୍ବା ସମୟ ରହିବ. ପରିଣାମ bjd କୁ ଭୋଗିବାକୁ ପଡିବ. Bjd ର ପାଦତଳୁ ମାଟି କାଢି ଦେଲେ.

  • @BiduutaravaSahoo
    @BiduutaravaSahoo 19 дней назад +1

    Voice of Odisha

  • @bhubanmohanty3853
    @bhubanmohanty3853 19 дней назад +2

    ସତକୁ ହୃଦୟଙ୍ଗାମୀ କରିବା ସହଜ ନୁହଁ .. ଖାଲି ଗାଲୁ ପେଲିଲେ କଣ ହେବ

  • @brajabandhusahoo6043
    @brajabandhusahoo6043 19 дней назад +3

    ଅଟଳବିହାରୀ ଜୀଙ୍କୁ ସାଦର ପ୍ରଣାମ 🙏🙏🙏

  • @bulusethy9220
    @bulusethy9220 19 дней назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @rbcreation5170
    @rbcreation5170 19 дней назад

    ଜୟ ଶ୍ରୀରାମ 🙏

  • @Debasmita-r5w
    @Debasmita-r5w 18 дней назад

    Very interesting ..... Cheap Politics done to grab the power..... Lord Jagannth had saved the state ....

  • @BishwaRanjanDas-wn1ru
    @BishwaRanjanDas-wn1ru 18 дней назад

    ରୁବେନ ପଇସା ପାଇଲେ କିଛି ବି ଲେଖି ପାରିବେ

  • @gangadhardash3430
    @gangadhardash3430 18 дней назад

    🎉🎉

  • @BishnucharanRay-xy5ox
    @BishnucharanRay-xy5ox 18 дней назад +1

    ଅଟଳବିହାରୀ ଙ୍କୁ ଆନ୍ତରିକ ସୂବେଛା ଜଣାଉଛି.

  • @debanandakamila8364
    @debanandakamila8364 19 дней назад

    Good thought.

  • @sskumar1444
    @sskumar1444 19 дней назад

    Nabin Babu... Make one video of Mr. KP's Personal things... Height... Personal styles. Food habits .. lifestyle

  • @durgaprasadsamantaray7084
    @durgaprasadsamantaray7084 18 дней назад

    ଅନ୍ୟ ଧର୍ମାବଲମ୍ବୀଙ୍କ ଦୃଷ୍ଟିରେ ଯଦିଓ ଆମ ସନାତନୀ ମାନେ ଚକ୍ଷୁଶୁଳ, କିନ୍ତୁ ଆମର ବିଶାଳ ହୃଦୟ ର ପରିଚୟ ଦେଇ ବଡଦିନ ର ଅଭିନନ୍ଦନ ଜଣାଇଲେ। ଆଜି ବି ତୁଳସୀ ପୂଜନ ଦିବସ ଓ ବିଶାଳ ହୃଦୟ ର ମହାପୁରୁଷ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ମହୋଦୟ ଙ୍କ ଜନ୍ମ ଦିବସ, ତାହାଙ୍କୁ ଶତ ଶତ ନମନ୍। ଅବଶ୍ୟ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହୋଇଥିଲେ କୁଟ୍ଟେ ଡିଜି ହୋଇଥାନ୍ତେ।

  • @acharyaone7500
    @acharyaone7500 16 дней назад

  • @shatarupagoswami8169
    @shatarupagoswami8169 18 дней назад +1

    ମୁଁ ଜାହା ଦେଖୁଚି ଆପଣ ଭଲ ଗପ କହୁଚନିଂ

  • @supriyasahoo4400
    @supriyasahoo4400 18 дней назад +1

    Sir aji pain only Atal Bihari Vajpayee bisayare aalochana karithile bhala haethanta

  • @satyanandadhal5218
    @satyanandadhal5218 19 дней назад

    ଜୟ ଜଗନ୍ନାଥ

  • @santoshkumarsahoo8671
    @santoshkumarsahoo8671 18 дней назад +3

    ଆଞା ଏ ପର୍ଯ୍ୟନ୍ତ ପାଣ୍ଡିଆନ ବିରୁଦ୍ଧରେ କେନ୍ଦ୍ର ସରକାର କୋୖଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ, ଏମିତି ଏମିତି କଣ ପାଂଚ ବର୍ଷ ପଳେଇବ

    • @rjsoy4432
      @rjsoy4432 18 дней назад

      29 Election ଆଗ ରୁ ପଣ୍ଡୟନ୍ ଓ ନବୀନ୍ ଉଭୟ ଝାରପଡା jail ରେ ରହିବା ପାଇଁ ବ୍ୟବସ୍ଥା କରୁଛି BJP 😂

  • @gopalsahoo1487
    @gopalsahoo1487 19 дней назад +1

    Jai shree Ram

  • @arucharanpradhan5502
    @arucharanpradhan5502 18 дней назад

    ସାର୍ ନମସ୍କାର, ରୁବେନ ବାବୁ ଯେଉଁ ବହି ଲେଖିଛନ୍ତି, ନବୀନ ବାବୁଙ୍କ ପାଇଁ ଇତିହାସ ହୋଇ ରହି ଗଲା। ବିଜେଡି ନେତା ନେତ୍ରୀ ନପଢିଲେ ବି ସାରା ବିଶ୍ବର ଲୋକେ ପଢ଼ିବେ।ସେ ଯାହା ଲେଖିଛନ୍ତି ସବୁ ଅକ୍ଷରେ ଅକ୍ଷରେ ସତ୍ୟ ଘଟଣାବଳୀ।

  • @basantapattnaik7812
    @basantapattnaik7812 19 дней назад

    ସାର ପ୍ରଣାମ 🙏🌹

  • @debasishbiswal6853
    @debasishbiswal6853 18 дней назад

    ଶିରୋ ନାସ୍ତି ଶିର ପୀଡ଼ା

  • @niranjanpanda8574
    @niranjanpanda8574 18 дней назад +1

    ଅଟଳଜୀ ଥିଲେ ପାଣ୍ଡିଆନ ଦୁର୍ନୀତିର ପର୍ଦା ଫାଶ ଜରୁର ହୋଇଥାନ୍ତା। କିନ୍ତୁ ମୋଦିଜୀ ସାହାଜୀ ନୈତିକତା ହୀନର ପରିଚୟ ଦେଲେ।

  • @manjushaswain1037
    @manjushaswain1037 18 дней назад

    ପ୍ରଚଣ୍ଡ ରାଷ୍ଟ୍ର ଭକ୍ତ ଅଟଳ ଜୀ ଙ୍କୁ ତା ଙ୍କ ଜନ୍ମ ଦିନରେ କୋଟି ପ୍ରଣାମ ।

  • @manjupravamishra8000
    @manjupravamishra8000 19 дней назад

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @PramodKumarNayak-i8d
    @PramodKumarNayak-i8d 18 дней назад

    ନବୀନ ପଟ୍ଟନାୟକ ଜଣେ ନିର୍ବୋଧ ନେତା।

  • @manaswinisahoo6357
    @manaswinisahoo6357 18 дней назад

    ସାର୍,
    ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ, ଅନେକ ଓଏସ୍ ଅଫିସର୍ ଙ୍କୁ ବିଧାୟକ, ମନ୍ତ୍ରୀ କରିବେ ବୋଲି
    ଆମେ ଗତବର୍ଷ ଶୁଣିବାକୁ ପାଉଥିଲୁ
    ସବୁ ଫସର ଫାଟିଗଲା

  • @suryakantamohanty8276
    @suryakantamohanty8276 19 дней назад +1

    BJP BJD ଏକ ବୋଲି ପ୍ରଚାର ହେଉଥିଲା କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ପ୍ରମାଣ ହେଉଛି

  • @somanathrout7414
    @somanathrout7414 19 дней назад +1

    Bad works men always quarrel with their tools

  • @AdyasaNayak-x7f
    @AdyasaNayak-x7f 18 дней назад

    Sir aapana nka mundaru pandian bhuta ate parjyanta jaini 😊

  • @jnanranjanswain6504
    @jnanranjanswain6504 19 дней назад +2

    ରାଜ୍ୟପାଳ କଣ ପାଇଁ ଇସ୍ଥପା ଦେଲେ... ତାଉପରେ ଗୁମର ଖୋଲୁ......ପାଣ୍ଡିଆ କୁଟେ ଖବର ସ୍ୱାଦ laguni

  • @BipinPattanaik
    @BipinPattanaik 19 дней назад

    Jay Jagannath🙏Jay Nila Madhab🙏Omm🕉️Jay Maa Samaleswari🙏Jay Maa Tarini🙏Jay BJP🙏Jay Modi ji🙏Jay Yogi ji🙏Jay ABVP🙏Respected PM Modi ji is the Biswaguru and Children's are the future of world . World must see Lord Jagannath culture tells us that Maa Subhadra tie rakhi to her brother lord Jagannath.SABKA SAATH SABKA VIKASH SABKA BISWAS MODI PARIVAAR.GPHKBG DOUBLE ENGINE GOVERMENT

  • @roshnimohapatra2797
    @roshnimohapatra2797 18 дней назад

    ଜୟ ଶ୍ରୀ ଜଗନ୍ନାଥ 🙏
    ଦିନ ଯାଏ ବିତି ରହିଯାଏ ସ୍ମୃତି
    ଅନ୍ତରେ ସତେଜ ହେଇ
    ସେ ସ୍ମୃତି ଛୁଇଁଲେ ମନ ବେଳାଭୁଇଁ
    ଅତୀତ ଉଠଇ ଚେଇଁ.....
    ପୂଜ୍ଯପୂଜାର ପ୍ରତୀକ ମହାନ ଜନନାୟକ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତ ବାର୍ଷିକୋତ୍ସବ ଅବସରରେ ତାଙ୍କର ଆଦର୍ଶ ଆଚରଣ ଓ ନିସ୍ୱାର୍ଥପର ସେବାମନୋଭାବ ମନେ ପଡିଯାଉଚି.... 🙏

    • @roshnimohapatra2797
      @roshnimohapatra2797 18 дней назад

      ଜୟ ଶ୍ରୀ ଜଗନ୍ନାଥ 🙏
      ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ରୁବେନ ବାନାର୍ଜୀଙ୍କ ସଂପର୍କ ରେ ଯେଉଁ ଭିତ୍ତି ହୀନ ମତ ଯେଉଁମାନେ ଦେଉଚନ୍ତି ସେମାନେ ନିଜ ଭିତରକୁ ଝାଂକି ଦେଖନ୍ତୁ ତ କେତେ ଠିକ?

  • @prakashswain8674
    @prakashswain8674 18 дней назад

    ଆଜ୍ଞା ଶ୍ରଦ୍ଧେୟ ରୁବେନ୍ ବାନାର୍ଜୀ ବାବୁଙ୍କ ବହିର ଲେଖାଟା,ବିଜୁ ଜନତା ଦଳକୁ କିଛି ବାଧୁନି । ବରଂ ଶ୍ରଦ୍ଧେୟ ରୁବେନ୍ ବାନାର୍ଜୀ ବାବୁଙ୍କର ତଥ୍ଯ ପ୍ରମାଣ ଭିତ୍ତିକ ଲେଖାଟା ଓରିଜିନାଲ ବିଜୁ ଜନତା ଦଳର କର୍ମୀ ଠାରୁ ନେତା ନେତ୍ରୀ ମାନଙ୍କୁ ଅତି ମାତ୍ରାରେ ବହୁତ ଭଲ ଲାଗୁଛି ବୋଲି ମୋର ବିଶ୍ବାସ ।କିନ୍ତୁ ଅସଲରେ ବିଜେଡି BJD ତଥା ବିଜୁ ଜନତା ଦଳ ଖୋଳରେ ଥିବା ପାଣ୍ଡିଆନ ଜନତା ଦଳ ତଥା PJD ର କ୍ରୀତଦାସ କ୍ରୀତଦାସୀ କର୍ମୀ ଠାରୁ ନେତା ନେତ୍ରୀ ମାନଙ୍କୁ ବହୁତ ବାଧୁଛି ଓ ବାଧୁଥିବ ମଧ୍ଯ ।

  • @pratapchandrasamal2396
    @pratapchandrasamal2396 18 дней назад

    ଆହୁରି ଗୋଟିଏ ଅତି ସୁନ୍ଦର୍ ଗପ। ଆଉ କେତେ ଦିନ ଆମେ ଏମିତିକା କାହାଣୀ ଶୁଣୁଥିବୁ ?? ସମସ୍ତଙ୍କ ନାଁ କହିଲେ। ହେଲେ ସେ ସାମ୍ବାଦିକ ବନ୍ଧୁ ଙ୍କ ନାଁ କାହିଁକି ଗୋପନ କରି ରଖିଲେ।
    ପାଣ୍ଡିଆନ୍ ସିନା ବିଜେଡିର ଗେହ୍ଲା ପୁଅ ହୋଇଥିଲେ , ଏବେ ବିଜେପି କେନ୍ଦ୍ରୀୟ ନେତୃତ୍ବ, ଉପଦେଷ୍ଟା କାହିଁକି ପାଣ୍ଡୁ କୁ ମୁଣ୍ଡେଇ ଛନ୍ତି।

  • @binayakrai9009
    @binayakrai9009 18 дней назад

    ମାଂକଡ ହାତ ରେ ଶାଳଗ୍ରାମ ଥିଲା ୨୦୨୪ପୂର୍ବ କେତେ ବର୍ଷ?

  • @BijayMishra-o8p
    @BijayMishra-o8p 18 дней назад

    ଆଜ୍ଞା ପ୍ରଣାମ
    ଆଜ୍ଞା ବିଜେପି ସେଲିବ୍ରେଶନ ରୁ ଓହ୍ଲେଇ ପାରିନି କି ବିଜେଡି ହାରିଯାଇଥିବା ସକ୍ ରୁ ବାହାରି ପାରୁନି ଯଦି ବିଜେଡି କିପରି ରିଭର୍ସ କରିବ ସେ ଚିନ୍ତା କରିବ କରି ପାରିବ ଦଳକୁ ସୁ ପରିଚାଳନା ନ କରି ବାଟ ବଣା ହୋଇଯାଇଛନ୍ତି ଏହା ମୋର ଅନୁଭବ ବହୁ ଦଳ ହାରିଛି ପୁଣି ଫେରିଛି ଯଦି ଏହା ଉପରେ ବିଜେଡି ଚିନ୍ତା କଲେ ଓଡ଼ିଶା ପାଇଁ ଭଲ ଓ ବିଜେଡି ପାଇଁ ଭଲ ହୁଅନ୍ତା

  • @Cartoon_Gang11
    @Cartoon_Gang11 18 дней назад +2

    ଅସଲ ଖେଳ 2029 ରେ ହେବ | ଯଦି ନବୀନ ବଞ୍ଚି ଥିବେ ସିଏ ବି ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେବେ ତା ସଂଗେ ସଂଗେ କେନ୍ଦ୍ରରେ ମୋଦି ଏବଂ ଶାହ ମଧ୍ୟ ଚାଲେଞ୍ଜର ସମ୍ମୁଖୀନ ହେବେ | ମୋଦିଙ୍କୁ ବି 75 ଡେଇଁ ଯାଇ ଥିବ ଏବଂ ଆଉ କିଏ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ହେବାକୁ ଆଶା କରିଥିବ | ବିଜେପି ଏପଟେ କେନ୍ଦ୍ରରେ 2050 ଯାଏଁ ରହିବାକୁ ଯୋଜନା କରିଛି ଯୋଉଟା କି ସାମ୍ବିଧାନିକ ବାଟରେ ଟେ ସମ୍ଭବ ନୁହେଁ | ଯଦି କିଛି ଅସମ୍ବିଧାନିକ ଉପାୟ କରାଯାଏ ତା ହେଲେ ହୁଏ ତ ସମ୍ଭବ | ଆଉ ଓଡ଼ିଶାରେ ନବୀନ ଗଲା ପରେ ବିଜେଡିର ଅବସ୍ଥା କଣ ହେବ ସେଇଟା ଭଗବାନ ହିଁ ଜାଣନ୍ତି | 2029 ଏଇ ବର୍ଷ ଟିକୁ ଲେଖି ରଖନ୍ତୁ | କାରଣ ଭାରତର ରାଜନୀତିରେ ଏଇ ବର୍ଷ ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ | ଆମେ ଦୁଇଟି କଥା ଏହି ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନରୁ ଜାଣି ପାରିବା | ଗୋଟିଏ ହେଉଚି ଯେ କଂଗ୍ରେସ ଦଳ ନିଜ ଭୁଲରୁ କିଛି ଶିକ୍ଷା କରିଛି କି ନାହିଁ ଆଉ ଦ୍ଵିତୀୟ ଟି ହେଉଚି ଭାରତର ଜନ ସାଧାରଣ ନିଜର ତ୍ରୁଟି ସୁଧାରି ପାରିଛନ୍ତି କି ନାହିଁ

  • @rajkishordas1396
    @rajkishordas1396 18 дней назад

    The appointment of DGP is interviewed and approved by UPSC and central government.

  • @chaitanyabariki810
    @chaitanyabariki810 18 дней назад

    ଗରଵ ଗଞନ ନରହରି
    ଗରଵ ନ ରଖନ୍ତି କାହାରି

  • @kalucharanpaikray7238
    @kalucharanpaikray7238 19 дней назад

    ଆଶା ସିନା ଖାଲି ଆଶାରେ ରହିଲା
    ମନସା ମେଣ୍ଟିଲା ନାହିଁ.
    ପୋଷିବାର ପୁତ୍ର ଛାଡ଼ି ଚାଲିଗଲା
    ଛାତି ରେ ପଥର ଥୋଇ..... ✌🏻✌🏻
    ଅବଶୋଷ ଖାଏ ହୃଦୟ ମାଉଁସ
    ଲୁହ ପିଇ ଘନ ଘନ,
    ଦେଶ ସୁଧାରିବି ନିଜକୁ ନପାରେ
    ଛଳନା ରେ ଛନ ଛନ..❤✌🏻❤

  • @prafullamohanty5557
    @prafullamohanty5557 19 дней назад +6

    ଭୋକ ବିକଳ ରେ ତାଟିଆ କାମୁଡି ପକାଉ ଛି B Jokar Dal ୨୪ ବର୍ଷ ଦୁର୍ନୀତି ର ଗନ୍ତାଘର ସାଜିଥିବା ଦଳ କୁ ପ୍ରଭୂ ଜଗନ୍ନାଥ୍ ଉଚିତ୍ ଶିକ୍ଷା ଦେଇଛନ୍ତି। ଅରୁଣ ସାହୁ ଓଡ଼ିଆ ନାମରେ କଳଙ୍କ।
    ବିଳମ୍ବ ରେ ହେଉ ପଛେ ସତ୍ୟ ର ଗୁମର ଫିଟୁଛି

  • @akhsyakumarbehera7298
    @akhsyakumarbehera7298 18 дней назад

    ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଓ ପ୍ରବାସୀ ଭାରତୀୟ ସମ୍ମୀଳନୀ ପରେ ଓଡିଶା ସରକାରଙ୍କ ଦୁର୍ନିତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ସ୍ପଷ୍ଟ ହେଇଯିବ

  • @adikandaadikanda208
    @adikandaadikanda208 6 дней назад

    20:02

  • @trishuvlogs55
    @trishuvlogs55 19 дней назад +3

    Jau dala nija ranga green karichi se anya kahaku muslim kahibaar adhikar nahi

  • @ManojPradhan-uv6fg
    @ManojPradhan-uv6fg 19 дней назад

    ନବୀନ ଭାଇ ଆପଣ 2024 ମସିହାରେ ଯେତେଗୋଟି ଏପିସୋଡ କରିଛନ୍ତି ସେଥିରୁ ପାଣ୍ଡୁ ଚରିତ୍ର ବିନା କେତେଟା episod ଅଛି କି??

  • @TikinanayakTikinanayak-q5i
    @TikinanayakTikinanayak-q5i 18 дней назад

    Navin Babu dai atanti

  • @BipinPattanaik
    @BipinPattanaik 17 дней назад

    Jay Jagannath🙏Jay Nila Madhab🙏Omm🕉️Jay BJP🙏Jay Modi ji🙏Jay Yogi Ji🙏 Jay ABVP🙏Jay RSS🙏4.4cr Odia's are seeing Arun Bhai first give Brutanga irrigation water to Nayagarh and fulfill the dreams of Honourable MLA's and ministers Hariharkaran,Rudra Madhab Ray,Bhagabat Behera. Then do politics in State assembly .SABKA SAATH SABKA VIKASH SABKA BISWAS MODI PARIVAAR.

  • @hotelvishalresidency179
    @hotelvishalresidency179 18 дней назад +1

    Jadi Tamilnadu re gote Odia Pandian bhali bhumika re thanta naa,taku katuri re hani saranteni Tamilnadu loke.Kintu Odisha re BJD kukura mane Pandian puja karuchanti.(Jana Gana Mana Adhinayak Jaya Hai)👎👎👎👎👎👎👎👎

  • @aksahoo346
    @aksahoo346 19 дней назад

    Ramachandra. Raja hoithante kintu. 14 barsa banabasa gale. Pandian. Nka abastha seiaa hele. Jay jaganath

  • @subashsahu8429
    @subashsahu8429 19 дней назад +3

    Pl.don't utter the name of Nabeen which is allergic to us.ds kute pandian & others are to be criticized and people should know.

  • @BidyabhusanKuldy-yy4cb
    @BidyabhusanKuldy-yy4cb 18 дней назад

    Tankar paisa nahon bahi kini padhibaku😘

  • @bagabhaipradhan18
    @bagabhaipradhan18 18 дней назад +1

    Nabin pare 19 Jana tthile Babu(IAS, IPS o OAS) .
    21,22,23 ********** so called BJD neta.
    Odisha ra durbhagya, Khala Nayak shasan chali tthila.

  • @NiharRout-u4y
    @NiharRout-u4y 18 дней назад

    Right 👍 sir aur 6 Mahina ke bad bjd saaf ho isiliye abhi se rajyasabha mein jakar paon pad raha hai yah log

  • @biswajeetnayak5019
    @biswajeetnayak5019 18 дней назад

    ରୁବେନ୍ ବାନାର୍ଜୀଙ୍କ ଦ୍ଵାରା ଲେଖା ଯାଇଥିବା ବହିକୁ ବିଜେଡି ନେତା ମାନେ ରିଜେକ୍ଟ କରୁଛନ୍ତି କି ହାସ୍ୟାସ୍ପଦ କଥା ଆପଣ କଣ ରିଜେକ୍ଟ୍ କରିବେ କି ହୋ ଆପଣଙ୍କୁ ପରା ଓଡ଼ିଶା ବାସୀ ରିଜେକ୍ଟ କରିଦେଲେ😂😂😂

  • @mihirdwivedi8843
    @mihirdwivedi8843 18 дней назад

    Mr Banarjee has written the real truth. Many people have appreciated. BJD party is blaming unnecessarily