Hansita, Prime Suspect Behind Great Loot, Congress-BJD Links | Nirbhay Gumara Katha

Поделиться
HTML-код
  • Опубликовано: 8 янв 2025

Комментарии • 172

  • @AnupKumar-nm9dr
    @AnupKumar-nm9dr 6 часов назад +7

    ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ 🙏
    ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ନିରୋଗ ରଖିଥାନ୍ତୁ 🙏
    ଜୟ ଶ୍ରୀ ଜଗନ୍ନାଥ 🙏🇮🇳

  • @bishnucharnrana3282
    @bishnucharnrana3282 9 часов назад +9

    ବହୁତ ସୁନ୍ଦର ଉପସ୍ଥାପନା । ଅଶେଷ ଧନ୍ୟବାଦ ଆଜ୍ଞା ।
    ନାରୀ ପାଇଁ ବିଶ୍ବର ବଡ଼ ବଡ଼ ସାମ୍ରାଜ୍ୟ କିପରି ଧ୍ଵଂସ ହୋଇଛି ଇତିହାସ ତାହାର ମୂକସାକ୍ଷୀ, ହଂସିକା ଏହାର ମଧ୍ୟ ଗୋଟିଏ ନମୂନା ।ଜୟ ଜଗନ୍ନାଥ।

  • @jatindrabarik9271
    @jatindrabarik9271 8 часов назад +4

    ଅର୍ଚ୍ଚନା ନାଗର ଯେତେବେଳେ କିଛି ହେଲାନାହିଁ,ସେତେବେଳେ ହଂସିକା ଅଭିଲିପ୍ସାର ମଧ୍ୟ କିଛି ହେବ ନାହଁ।କାରଣ ଏବେ ମୋହନ ସରକାର ଶାସକ ଅଟନ୍ତି।

  • @gyanabratamohanty4219
    @gyanabratamohanty4219 2 часа назад +1

    ସାବାସ ନବୀନ ବାବୁ, ଠିକ ସମୟରେ ଏକ ଗୁରୁତ୍ୱପୂର୍ଣ କଥାର ଭିତିରି କଥା ର ସୁନ୍ଦର ପରଦା ଫାଶ କରିଛନ୍ତି | ଅର୍ଚ୍ଚନା ଓ ହଂସୀତା ଙ୍କ ଉଚ୍ଚ ଆକାଂକ୍ଷା ଆଉ ସୁପର ବ୍ରେନକୁ ମାନିବାକୁ ପଡିବ👍👍

  • @rajanikantachoudhury2343
    @rajanikantachoudhury2343 10 часов назад +14

    ସାର. ନମସ୍କାର. ଏଠି ଅର୍ଚନା. ଶର୍ମିଷ୍ଠା. ବର୍ତମାନ ଆଂଶିକା ଏ ସମସ୍ତେ କଣ ବିଜେଡି ମାଲ.? ଏମିତି ଖୋଳା ଗଲେ ଆଉ ନବୀନ ଙ୍କୁ ଭାରତ ରତ୍ନ ମିଳିବା ଥୟ.

    • @rashmiranjan7883
      @rashmiranjan7883 3 часа назад

      Are bhai a Nabin das bjp ru payment neuchhi, tenu se bjp ra chatiba, sethipaen archana sahita abera bjp upamukhyamantri jeunbhali leela karuthile ,Archana case bi karithila se bisayare tk bi kichhi kahuni

  • @thirdeye9492
    @thirdeye9492 8 часов назад +5

    ଦାରୁ ଦାରୀ ପି ସି ଦଲାଲି
    ଭ୍ରଷ୍ଟାଚାର ଆଉ ଦାଦନୀ
    ଚଉବିଂଶ ବର୍ଷ କଷଣ😢
    କଳା ଦିନ ହେଉ ଘୋଷଣ
    😭😭

  • @geetaranisamal6638
    @geetaranisamal6638 4 часа назад

    ବହୁତ ଧନ୍ୟବାଦ ଆପଣ ଙ୍କୁ।

  • @santoshbiswal6256
    @santoshbiswal6256 11 часов назад +10

    ସାର ପ୍ରଣାମ. ଏ ହାଂସିକା ଅଭିଲିପସା ଏକ ସଙ୍ଘତିକ ମହିଳା. ନାରୀ ପାଇଁ ସବୁ ବାଇଆ ହେଇଯିବେ ଏହା ନାଁରେ ଏକ ନୂଆ ଇତିହାସ ଲେଖାଯିକଥା. ଆମ ଅନୁରୋଧ ମୋହନ ସରକାର ଙ୍କୁ ତୁରନ୍ତ ବୁଝନ୍ତୁ. ନଚେତ ଅପଣଂକ ଦଳ କୁ ଖାଲ ରେ ପକେଇଦେବେ.

  • @trilochanpatnaik6321
    @trilochanpatnaik6321 10 часов назад +5

    ଏବେ ତ ଓଡ଼ିଶାରେ କେବଳ ସୁଉଚ୍ଚ ଅଟ୍ଟାଳିକା ଚାଷ ହେଉଛି। ଖାଦ୍ୟ ପଦାର୍ଥ ର ଚାଷ କଣ ଦରକାର।

  • @ManmathnathSamantaray
    @ManmathnathSamantaray 10 часов назад +7

    ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପିତ କଲେ l ED ତଦନ୍ତ କରୁ l ବହୁତ ଗୁମର ଖୋଲିବ l ଧନ୍ୟବାଦ

  • @sushamadash8383
    @sushamadash8383 10 часов назад +8

    Jay shree Jagannath ji,jay shree Ram ji.sir🙏

  • @prabhasiniroutray7271
    @prabhasiniroutray7271 2 часа назад +1

    ମିଛ ।ଏ BJP ରେ ଥିଲେ।

  • @amit_ganjam
    @amit_ganjam 6 часов назад +1

    ସୁନ୍ଦର ଉପସ୍ଥାପନା।
    ରାଜନୀତି ସହିତ ଏ ଏକ ନୂତନ ସଂପର୍କ।
    ହେଲେ, ମୋଦୀ ସରକାର ଓ ନବୀନ ସରକାର ନୁହେଁ ସାର୍, ମୋଦୀ ସରକାର ଓ ମୋହନ ସରକାର ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ।

  • @DR.B.NAYAK1980
    @DR.B.NAYAK1980 Час назад

    🙏 ଆପଣଙ୍କର ନିରପେକ୍ଷ ବିଶ୍ଳେଷଣ ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ l

  • @Iloveyou-p7g
    @Iloveyou-p7g 12 часов назад +7

    ଜୟ ଜଗନ୍ନାଥ

  • @arucharanpradhan5502
    @arucharanpradhan5502 9 часов назад +2

    ସାର୍ ନମସ୍କାର, ସୁନ୍ଦର ଉପସ୍ଥାପନା। ଅତି ଭୟଙ୍କର ହଂସିକା ଅର୍ଚ୍ଚିତା ସୁନ୍ଦର ଦୁଇଟି ବେନ୍ଦା, ସେ ବେନ୍ଦା ଭିତରେ ଫସି ବହୁ ନେତା ହୋଇଗଲେ ସବୁ ଛନ୍ଦା। ଜୟ ଜଗନ୍ନାଥ।

  • @samarmohapatra-jr3ne
    @samarmohapatra-jr3ne 9 часов назад +4

    ମୋହନ ସରକାର ମୋଦିଙ୍କ ଆଶୀର୍ବାଦରେ ଓଡିଶାରେ ଜାତୀୟ ଏବଂ ଅନ୍ତର୍ଜାତୀୟ ବଡ ମିଟିଂ ସବୁ ସୁଚାରୁ ଭାବେ କରିପାରିଛନ୍ତି, ଅଭିନନ୍ଦନୀୟ. ଜଣାପଡୁଛି ,ଓଡିଶା ପାଇଁ କିଛି କରିବାର ଜୁନୁନ ନିଶ୍ଚିତ ଏ ସରକାରର ଅଛି, ଏ ସମ୍ମିଳନୀ ସବୁ ଦେଖି ଲାଗୁଚି, ଆମକୁ ଗତ ୨୪ ବର୍ଷ ଅନ୍ଧାରରେ ରଖାଯାଇଥିଲା

  • @badrinarayanbiswal
    @badrinarayanbiswal 9 часов назад +2

    ସବୁ ହଉଛି ଚାଷୀଙ୍କ ମଣ୍ଡି ଦୁଃଖ ବିଷୟରେ ଗୋଟେ episode ହଉ

  • @bijaypanda1843
    @bijaypanda1843 10 часов назад +5

    ପୁରା କେଜ୍ରିୱାଲ ଧନ୍ଦା ଚାଲିଛି

  • @bhubanmohanty3853
    @bhubanmohanty3853 10 часов назад +5

    ଅତୀତର ଅଭିଜ୍ଞତା କହୁଛି କୌଣସି ପ୍ରସଙ୍ଗ ଉପରେ ତଦନ୍ତ ଏ ପର୍ଯ୍ୟନ୍ତ ଲୋକମାନଙ୍କ ନଜରକୁ ଆସିନି ॥ ED ଆଉ CBI ର ତଦନ୍ତର ଫଳାଫଳ କିଛି ବାହାରେ ନାହିଁ ।

  • @rashmiranjan1325
    @rashmiranjan1325 5 часов назад +1

    ଜଣ ପଡ଼ୁଚି BJD BJP ଭିତରେ ଭିତିରିଆ ବୁଝାବଣା ଅଛି

  • @bijaypanda1843
    @bijaypanda1843 10 часов назад +4

    ନଵୀଵ ବାବୁ ଏ ପାଞ୍ଚ ବର୍ଷ ରେ କିଏ କେତେ ଧରା ହେବେ ଆପଣ ବିଶ୍ୱାସ କରି ପାରିବେନି

  • @nareshpanda4485
    @nareshpanda4485 4 часа назад +1

    କିଛି ହବନି sir. ଯେ ପର୍ଯ୍ୟନ୍ତ ପାଣ୍ଡିଆନ eco ସିଷ୍ଟମ ଅଛି

  • @sureshchandradash6900
    @sureshchandradash6900 8 часов назад +2

    ସବୁ କେନ୍ଦ୍ର ଭିବିଷଣର ହସ୍ତକ୍ଷେପ ଦ୍ୱାରା ଫୁସ ହେଉଛି, ନାରୀର ଏଇଟା ପାଇ ଆମ୍ବୁଲ୍ଲୀ ସବୁ ଫୁସ କରାଇ ଦେବେ, ଓଡିଶା ସରକାର ଦୁର୍ନୀତି ପାଇଁ କିଛି ପଦକ୍ଷେପ ନେବେ ନାହିଁ ତାହା ପ୍ରମାଣ ଶ୍ରୀ ମନ୍ଦିର ପରିକ୍ରମା, କଳିଙ୍ଗ stadium, ବବି quarter, ମହିଳା ମିଶନ ଶକ୍ତି, laxmi bus ଇତ୍ୟାଦି

  • @SoumyaRanjanDas-dh2lv
    @SoumyaRanjanDas-dh2lv 7 часов назад +1

    କିଛିବି କହି ଲୋକଙ୍କୁ ଭୁଆଁ ବୁଲାଇବାର ଅଛି

  • @subodhakumardash6750
    @subodhakumardash6750 10 часов назад +1

    ଧନ୍ୟବାଦ, ଆଜ୍ଞା।
    ବହୁତ ସୁନ୍ଦର ପ୍ରସଙ୍ଗ, ବିଜେଡିର କେଉଁ ନେତୃବୃନ୍ଦ ସମ୍ପୃକ୍ତ, ତାଉପରେ ନିର୍ଭର କରିବ,ତଦନ୍ତ ପ୍ରକ୍ରିୟା ।।
    ମୋହନ ମାଝି ଯଦି ନିଜେ କିଛି କରନ୍ତେ, ଠିକ ହୁଅନ୍ତା କିନ୍ତୁ ରିମୋଟ ଅନ୍ଯ ହାତରେ ଥିବା ପରି ମନେହୁଏ ।।

  • @SabitaKhuntia-ih5yq
    @SabitaKhuntia-ih5yq 12 часов назад +3

    Jay shree jagannath sir namaskar apananka katha mote bahuta bhala Lage jaha kuhanti thiki excellent presentation 🙏🙏🙏

  • @debiprasadpanda3490
    @debiprasadpanda3490 3 часа назад

    Nice presentation. Hope govt will do the needful.

  • @Mataparbato
    @Mataparbato 12 часов назад +4

    ଜୟ ଜଗନ୍ନାଥ 🙏🏽

  • @ramachandrapanipani7424
    @ramachandrapanipani7424 11 часов назад +3

    ଜୟ ଶ୍ରୀଜଗନ୍ନାଥ !

  • @purnachandrapadhi2449
    @purnachandrapadhi2449 5 часов назад +1

    ନବୀନ ଭାଇ,
    ଯଦି ଭୁବନେଶ୍ୱର ର ସବୁ ଘର ଯାଞ୍ଚ କରାଯିବ ତେବେ ମୁଁ ନିଶ୍ଚିତ ଭାବେ କହିପାରିବି ଯେ ଶତକଡା ୯୦ ଭାଗ ଘରେ କଳା ଟଙ୍କା ଲାଗିଛି। ଏବଂ ସବୁ କିଛି ନା କିଛି ରାଜନୈତିକ ସମ୍ପର୍କ ବାହାରିବ।

  • @RanjanBehera-ge1kf
    @RanjanBehera-ge1kf 12 часов назад +6

    ☀️ ଆଜ୍ଞା, BJP ର ପ୍ରତିଶ୍ରୁତି କ'ଣ ଥିଲା.. ଆଉକେତେ ମାସ ସମୟ ଲାଗିବ ଦୁର୍ନୀତିଖୋର ଭ୍ରଷ୍ଟାଚାରିଙ୍କ ଉପରେ ଆକ୍ସନ୍..? ମିଶନଶକ୍ତି ରେ ଓଡ଼ିଶା ସାରା ଦୁର୍ନୀତି..😂😂😂😂😂😂

  • @golokbiharipradhan9175
    @golokbiharipradhan9175 11 часов назад +4

    Our odia jhia very clever and smart

  • @manjupravamishra8000
    @manjupravamishra8000 10 часов назад +3

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @bapinaa007
    @bapinaa007 11 часов назад +4

    Jay Jay Sri JAGANNATH

  • @bijaypanda1843
    @bijaypanda1843 10 часов назад +2

    ସାଧାରଣ ସମ୍ପାଦକ ଯଦି ଜନତା ଗୃହ ରେ କୋଟି କୋଟି ତାଙ୍କ ର ନିର୍ମାଣ କଲେ ଭାବିଲେ କଣ ସେ ନ କରିଥିବେ

  • @Jagannath-oc9ht
    @Jagannath-oc9ht 9 часов назад +1

    ଧନ୍ୟବାଦ ଭାଇ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ । ହେଲେ ସଡକାଡ ବାଏଁ ବାଏଁ ଲୋଚେଇ ଦେବେ।

  • @BishnucharanRay-xy5ox
    @BishnucharanRay-xy5ox 9 часов назад +1

    ଅର୍ଚନା ନାଗ ଓ ହସିତା ପ୍ରିୟଦସ୍ୱିନୀ ଙ୍କ ଘଟଣା ତୁରନ୍ତ ତଦନ୍ତ ହେଉ.

  • @bikashkumar-u5x9j
    @bikashkumar-u5x9j 9 часов назад +1

    ଅର୍ଚ୍ଚନା ର କେସ କୁ ପୁଣି ରିପ୍ଲେ କରାଯାଉ
    ଜୟ ଜଗନ୍ନାଥ

  • @BhaktaHari-xy3lf
    @BhaktaHari-xy3lf 9 часов назад +1

    Very good afternoon ❤❤❤

  • @user-fu5zl6pz6m
    @user-fu5zl6pz6m 10 часов назад +3

    Thanks for your valuable discussion.

  • @trilochanpatnaik6321
    @trilochanpatnaik6321 10 часов назад +1

    Hansita ପ୍ରକାର ଆସାମୀ ମାନଙ୍କର ଇତିହାସ କୁ ଲୋକଲୋଚନକୁ ଆଣିବା ପାଇଁ ମୋହନ ସରକାର କିଛି କରି ପାରିବେ ବୋଲି ମୋର ଆଶା ନାହିଁ।

  • @AnnapurnaBaliarsingh-ny7tf
    @AnnapurnaBaliarsingh-ny7tf 12 часов назад +3

    JAYA SHREE JAGANNATH !

  • @basantapattnaik7812
    @basantapattnaik7812 12 часов назад +5

    ସାର ପ୍ରଣାମ 🙏🌹

  • @hemantapradhan6406
    @hemantapradhan6406 11 часов назад +2

    Very nice sir

  • @manaswinisahoo6357
    @manaswinisahoo6357 Час назад

    ସାର୍,
    ଛ ବର୍ଷରୁ ଅଧିକ ଗୋଟିଏ ବିଭାଗରେ ଥିବା ସଚିବାଳୟର ASO, Section Officers ବଦଳିବା ଆବଶ୍ୟକ।
    କିଛି ଉପସ୍ଥାପନ କରନ୍ତୁ ଏହି ବିଷୟରେ ।
    ଗତ ସରକାର ଅମଳରୁ ବହୁତ ଉତ୍ପାତ ହେଉଛନ୍ତି ଏମାନେ ।

  • @satishchandrabehera7291
    @satishchandrabehera7291 11 часов назад +7

    ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା।
    ଆଜିର ବିଷୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
    ଲାଗୁଛି ମୋହନ ସରକାର କିଛି କରିବାକୁ ନିଶ୍ଚୟ ଆଗଭର ହେବେ।
    ଜୟ ଜଗନ୍ନାଥ!!!

    • @MIS_Training
      @MIS_Training 11 часов назад

      From the act after loosing election seems to same mode of operation like deep state pr program.

  • @saratsahoo268
    @saratsahoo268 11 часов назад +2

    ବିଜେପି ସରକାର ଏହାର ତଦନ୍ତ କରିବେ ତ?? ନ ଉଡ଼ିଯିବ ।

  • @brajaswain1171
    @brajaswain1171 3 часа назад

    Good

  • @sangramkar1198
    @sangramkar1198 9 часов назад

    Best investigating journalist

  • @manasdas5715
    @manasdas5715 10 часов назад +1

    ଆଞ୍ଜା ଆଉଜଣେ ମହିୟସୀ ମହିଳାଙ୍କୁ ଛାଡିଦେଲେ ସେ ହେଲେ ଶର୍ମିଷ୍ଠା ଏବଂ ନିରଞ୍ଜନ ସେଠୀ ପୂର୍ବତନ ସୂଚନା ଲୋକସମ୍ପର୍କ ଅଧିକାରୀ ଜୋଡି ଜଣେ କ୍ୟାମେରା ମ୍ୟାନ ମାରି ନୟାଗଡ଼ ରେ ପୋଡିଥିଲେ କିନ୍ତୁ ସବୁ ଫୁସ୍ 👌🙏

  • @jyotiranjan203
    @jyotiranjan203 10 часов назад +1

    Sir 🙏

  • @bhubanmohanty3853
    @bhubanmohanty3853 10 часов назад +1

    ଲୋକମାନେ କହୁଛନ୍ତି କଟକରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ କେହି ନଥିଲେ

  • @SurendraMishra-o6i
    @SurendraMishra-o6i 10 часов назад

    ସାଦର ପ୍ରଣାମ, 🙏କଥାରେ ଅଛି, " ନାରୀଙ୍କ ମାୟା, କୋହି ନେହି ପାୟା.. " ଜୟ ଶ୍ରୀରାମ 🙏🙏🙏

  • @Jagannath-oc9ht
    @Jagannath-oc9ht 10 часов назад

    JAI JAI SHREE JAGANNATH.

  • @BishnucharanRay-xy5ox
    @BishnucharanRay-xy5ox 9 часов назад

    8 ଜାନୁଆରୀ ରେ ପ୍ରବସି ଭାରତ ଭୁବନେଶ୍ୱର ହେବା ବେଳେ 6/1 ଦରଦାମ ବିରୋଧ କରିବା କଣ ଠୀକ ସମୟ.

  • @BijayketanPattnaik
    @BijayketanPattnaik 5 часов назад

    Let us see the result of higher forum and action in the context of Dharmendra Sirs statement on previous case

  • @jchoudhury274
    @jchoudhury274 7 часов назад

    BJD ନେତା ଙ୍କୁ ସବୁ ଦରକାର ଅର୍ଚ୍ଚନା ନାଗ ଏବେ ହଁ ସିକା ଚାନ୍ଦ ବା ରେ କ୍ରୀତଦାସ ଛି ଛି

  • @skaifoundation8120
    @skaifoundation8120 10 часов назад

    Jai Jagannath 🙏

  • @debabratadas4978
    @debabratadas4978 10 часов назад

    ସାର ଏବେ ତ ଆଉ ନବିନ ସରକାର ନାହିଁ। ED CBI ତ କେନ୍ଦ୍ର ସରକାର କର କଲମରେ, ଫଲାଫଳ
    କଣ ଆସିକ? ଶ୍ରୀ ମନ୍ଦିର ସୁନା କଥା କିଛି କୁହନ୍ତୁ। କୁଆଡେ ଉଭେଇ ଗଲା।

  • @anadi323jan
    @anadi323jan 10 часов назад

    ନିର୍ଭୟ ଅନେକ ଗୁମର କଥା ପ୍ରକାଶ କରିଛି...ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ଯବାଦ । ଅବଶ୍ଯ ନବୀନ ବାବୁ ବିଜେପିର ବଡ ବଡ ନେତାଙ୍କୁ ହାତରେ ରଖି ନୀରବରେ ସୁଖରେ ନିବାସରେ ନିଘୋଡ ନିଦରେ....ଏବେ ମୋହନ ବାବୁଙ୍କ ହାତରେ ଚାବିକାଠି
    .ମୋହନ ବାବୁ ଯଦି ନୀରବରେ ରହି ଯାଆନ୍ତି ତେବେ ଶେଷରେ ସେ ଦାୟୀ ହୋଇ ଅଳିଆ ଗଦାରେ ପଡିଯିବା ସମ୍ଭାବନା ଅଧିକ ।ତେଣୁ ମୋହନ ବାବୁ ନିଜର ପାରିଲାପଣ ଡେଖାଇ ନ ପାରିବେ ତେବେ ଶେଷରେ ଦୁର୍ନୀତିରେ ଛନ୍ଦି ହୋଇ ଯିବେ ନି କି ?

  • @pradeepraju8681
    @pradeepraju8681 11 часов назад +1

    କିଛି ହେବ ନା କେବଳ ପବନ

  • @bijaypanda1843
    @bijaypanda1843 10 часов назад

    ଲେମ୍ବୁ କଥା କହିଲେନି ବିଜେଡି ସରକାର ରେ କେତେ ଥିଲା? Sir

  • @pratapchandrasamal2396
    @pratapchandrasamal2396 5 часов назад

    ଏ ହେଉଛି ଲୁଟରାଙ୍କ ଦେଶ। ଏଠାରେ କିଛି ହେବନି। ଏତେ ଲୋକ ବ୍ୟାଙ୍କ ମାନଙ୍କୁ ଠକି କୋଟି କୋଟି ଟଙ୍କା ନେଇ ଦେଶ ଛାଡ଼ି ପଳେଇଲେ ସେମାନଙ୍କର କଣ ହେଲା ?? ଏତେ ଦିନ ହେଲା, କେହି ଧରା ପଡିଲେ କି।। ED, CBI, Income Tax ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥା ଏତେ ଘରେ ରେଡ୍ କରୁଛନ୍ତି। କିଛି ଫଳ ପାଇଲେଣି କି ?
    ଦୁର୍ନୀତି ମାମଲାରେ କେନ୍ଦ୍ର ରାଜ୍ୟ ସବୁ ଯୋଡା ଯୋଡି, ମିଲି ଭଗତ।
    କିଛି ହେବା ନେଇ ଆମର ସନ୍ଦେହ।

  • @PurnachandraBehera-if5tu
    @PurnachandraBehera-if5tu 11 часов назад +1

    Modi ସରକାର ଚାହିଁଲେ ହେବ। ମୋହନ ସରକାର କିଛି କରିପାରିବେ ନାହିଁ।

  • @brajakisoremohanty3723
    @brajakisoremohanty3723 9 часов назад

  • @pallimadhuriodiafolksong2771
    @pallimadhuriodiafolksong2771 Час назад

    ବିଜେଡି ନିଜକୁ ଭଗବାନ ବୋଲି ଭାବୁଥିଲେ |

  • @sangramkishoredasdas2424
    @sangramkishoredasdas2424 10 часов назад

    ଆପଣଙ୍କ ଉପସ୍ଥାପନା ରୁ ଜଣା ଯାଉଛି କଂଗ୍ରେସ ର କୈାଣସି ଲିଙ୍କ୍ ନାହିଁ ।

  • @himansudash9149
    @himansudash9149 3 часа назад

    ବିଜେପି ରେ ସବୁ ତୁଳସୀ

  • @ShakuntalaNayak-i4s
    @ShakuntalaNayak-i4s 10 часов назад

    Excellent video.Sir Jagannath darshan pain RAMP bybastha karantu Mohan sarkar.Ae bisay re gote video karantu.

  • @sasikantkant4780
    @sasikantkant4780 9 часов назад

    ଅରାଜକତା ମାଡି ଲାଣି,
    ଏ ରଂଗ ରହିବା ସମ୍ଭବ ନୁହଁ
    ସରକାର ବେସିକ ଜିନିଷ କଣ ଶିଖି ନାହିଁ

  • @MIS_Training
    @MIS_Training 11 часов назад

    My assessment of deepa state connection with nabin is correct.

  • @mihirdwivedi8843
    @mihirdwivedi8843 9 часов назад

    Excellent presentation, why BJD spokesperson Lenin n others are silent . Media people should meet them

  • @bhubanmohanty3853
    @bhubanmohanty3853 10 часов назад

    ଆପଣଙ୍କ ପ୍ରସଙ୍ଗରେ ଭିନ୍ନ ମତକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ ପ୍ରାୟ ।

  • @manaswinisahoo6357
    @manaswinisahoo6357 Час назад

    ନାରୀ ପାଇଁ କେତେ
    ନାଟକ

  • @aksahoo346
    @aksahoo346 9 часов назад

    Sir kahibeki. Bjd samayare. Kou masihare ketethara. Aalu. Piaaja. Rasuna. Rete. Badhithila. Ahaku. Loka vuligaleni. Abang kichi loka ahaku biswasa karinahanti. Dayakari kahibe. Bahut. Bahut. Anurodha

  • @manojbehera8763
    @manojbehera8763 11 часов назад

    Our deputy cm archana nag

  • @sarojkumarmohanty6139
    @sarojkumarmohanty6139 11 часов назад

    Sir Namaskar ,Odishare jete durniti hele bi kichhi Kaharihebanahin ,Sadharana janata sabu nirbdrasat bhabe kebal Apanka bhali Kichhi Sambadikanka pakharu sunithaanti ,

  • @arunaprasad341
    @arunaprasad341 10 часов назад

    ତତେ ସବୁ ଜଣା ରେ mg ତୁ ନିଜକୁ କଣ ଭାବୁଛୁ ତୁ କେବଳ ବିଜେଡି ପଛରେ ପଡ଼ିଥିବୁ କୁଛି ଛୋଡ଼ି ପାରିବୁନି ବିଜେଡ଼ି ର

  • @bijaypanda1843
    @bijaypanda1843 10 часов назад

    ଆପଣକୁ କହୁଚି ମୋହନ ସରକାର କୁ କହୁଚି ଯେଉଁ ଲୋକେ ଟେ ଟଳି ବାସି ବସି harmoniom ବଜେଇ ଥକି ଗଲା କିନ୍ତୁ ବାସ ଗୃହ ଗୋଟେ ମିଳିଲାନି 🙏ଜୟ ଜଗନ୍ନାଥ 🙏#ଅନ୍ଧ କଳାକାର. କ୍ଷମା କରିବେ ତାଙ୍କ ନା ମାନେ ନାହିଁ 🙏

  • @skaifoundation8120
    @skaifoundation8120 10 часов назад

    Prabhu, what is going on in Odisha. Take care of my Janmabhoomi. 🙏

  • @laxminarayanbehera2467
    @laxminarayanbehera2467 10 часов назад

    😅 sadhubada sradha purna naman.

  • @SangeetaNayak-dl1kt
    @SangeetaNayak-dl1kt 7 часов назад

    ଖାଲି ମନ ଗଢା କାହାଣୀ

  • @bijaypanda1843
    @bijaypanda1843 10 часов назад

    ଆପଣ କଣ କହୁଛନ୍ତି ହୋ ରିପୋଟର ଙ୍କୁ ବିଧାନସଭା ବନ୍ଧ କିଏ କରିଥିଲା 😄

  • @arundalai6232
    @arundalai6232 5 часов назад

    All front line political leaders of Odisha are aware about her loot.

  • @koraput-voice1291
    @koraput-voice1291 10 часов назад

    @Bidys Choudhury.😊
    It may be Archana, Ansita but our investigating agencies must complete their investigation in due time. Political involvement influencing the investigation process. Let us see what will be the future course of action in this case

  • @BhagirathPrusty
    @BhagirathPrusty 11 часов назад

    ୨୪ ବର୍ଷର ସ୍ଵଚ୍ଛ, ନିର୍ମଳ ଶାସନ ଦେଇ ନବୀନ ପଟ୍ଟନାୟକ ବିଶ୍ଵର ୧ ନଂ ମୁଖ୍ୟମନ୍ତ୍ରୀ, ଯାହାଙ୍କ ପ୍ରଶଂସାରେ ଏବେ ବିଜେଡ଼ି ନେତାମାନେ ଶତମୁଖ। ମୋହନ ସରକାର କେତେ ବୁଜିବେ? ସବୁଠି ତ ଖାଲ!

  • @prafulasingh2267
    @prafulasingh2267 11 часов назад

    ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି , ୬୦ ବର୍ଷରୁ ଅଧିକ ୮୦ ବର୍ଷରୁ କମ ବୁଢାବୁଢିଙ୍କୁ ୩୦୦୦ ଟଙ୍କା ଭତ୍ତା ଦେବାକୁ କହିଥିଲେ , ମାତ୍ର ଏପର୍ଯ୍ୟନ୍ତ ମିଳିନାହିଁ , ଏହାକୁ ବିଭିନ୍ନ ଲୋକମାନେ ସାଧାରଣରେ ଚର୍ଚ୍ଚା କରି ବିଜେପି ସରକାରକୁ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରୁଛନ୍ତି , ଏଣୁ ଏହା ଆପଣଙ୍କ ମାଧ୍ୟମରେ ସରକାରଙ୍କୁ ଜଣାଇବେ ବୋଲି ଆଶା ରଖୁଛୁ ।

  • @aksahoo346
    @aksahoo346 9 часов назад +2

    Sir pranam. Kichi heba nahi. Bada vai. Chapi chapi. Gale. Sana. Vai. Chapi. Debe. Jay jaganath

  • @susantasahoo9544
    @susantasahoo9544 9 часов назад

    ମହାଶୟ, ଅର୍ଚନା ନାଗ ଓଡିଶା ରାଜକୋଷକୁ ଲୁଣ୍ଠନ କରିଥିବା ଡକାୟତମାନଙ୍କ ଠାରୁ ଲୁଟିଥିଲେ -ସେତ ଉଡ଼ାପକ୍ଷୀ ଭଳି ଉଡିଗଲେ / ଇଏତ ବିଦେଶୀଙ୍କ ଠାରୁ ଲୁଟ କରିଛନ୍ତି /ଏଣୁ ଇଏ ଉଡିକରି ବିଦେଶ ପଳାଇଯିବେ /ଆଙ୍କର କିଛିବି ହେବନାହିଁ /

  • @chandipadapanda4707
    @chandipadapanda4707 6 часов назад

    ଏଭଳି କାର୍ଯ୍ଯ କଳାପ ଗୁଡିକ 5 T ର ଅନ୍ତର୍ଭୁକ୍ତ ଅଟେ ,ପ୍ରଥମେ ବୁଝାଯାଇ ନଥିଲେ ବି ପରେ ବୁଝା ପଡୁଛି ।ଏଣେ ତେଣେ ବାଡି ନ ବୁଲାଇ କେବଳ ପାଣ୍ଡିଆନକୁ ବାନ୍ଧିଲେ ସବୁ ଖୁଲାସା ହୋଇଯିବ ।

  • @rameswar3765
    @rameswar3765 11 часов назад

    No action results is a big zero.

  • @abhijitpatnaik7438
    @abhijitpatnaik7438 9 часов назад

    Kichi labha helani , Archana Nag case re ,,kete Neta , Business Man dhara hele Archana case re

  • @bikashkumar-u5x9j
    @bikashkumar-u5x9j 9 часов назад

    ଜୟ ଶ୍ରୀ ଜଗନ୍ନାଥ ସାର ମୋ କମେଣ୍ଟ ଟା ପଢନ୍ତୁ ଯଦି ମୋ କଥାରେ ସହମତ ଲାଇକ କରନ୍ତୁ
    ଓଡ଼ିଶା ରେ ଜଉ ସବୁ ଅପରାଧ ଆଉ ହରି ଲୁଟ ହୋଇଛି ସବୁ ଧରି ବାକୁ ହେଲେ ମୋହନ ସାର ଙ୍କୁ ଉତ୍ତର ପ୍ରଦେଶ ଭଳି ଯୋଗୀ ଆଦିତ୍ୟ ନାଥ ଭଳିଆ ପାୱାର ଦେଖାଇ ବାକୁ ପଡିବ ଆପଣ ଯେତେଦିନ ସରଳ ଦେଖେଇବେ ସେତେଦିନ ବିଜେପି ଅସୁବିଧା ରେ ପଡ଼ିବ
    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏

  • @gangadhardash3430
    @gangadhardash3430 11 часов назад

    🎉🎉

  • @akpanda833
    @akpanda833 10 часов назад

    What happened to Archana & why no media is covering . What is the secret ?

  • @sudarsannayak356
    @sudarsannayak356 12 часов назад

    🙏🙏🙏

  • @achieversacademy9691
    @achieversacademy9691 6 часов назад

    Balle Balle dhaba jauthile ki ye?

  • @SambhunathDas-rp7cx
    @SambhunathDas-rp7cx 5 часов назад

    Kehi netankar link kehi kadhi paribe nahin

  • @PragatiSahu-ll8qf
    @PragatiSahu-ll8qf 7 часов назад

    ମନ ଗଢା କାହାଣୀ କହି ଲୋକଙ୍କୁ ଭୁଆଁ ବୁଲାଇବା ବୋଧେ ଆପଣଙ୍କ ନିତି ଦିନିଆ କାମ

    • @ShibasankarHansdah-um4wd
      @ShibasankarHansdah-um4wd 4 часа назад

      ତଥ୍ୟ ସମ୍ବଳିତ ଉପସ୍ଥାପନା ବି ଅଜ୍ଞାନ ଲୋକଙ୍କୁ ମାନଗଢ଼। ଭଳି ଲାଗେ ।