ରାତିରେ କିନ୍ନରଙ୍କ OYO ପାଲଟୁଛି, ଖଣ୍ଡଗିରି ବସ୍ ଟର୍ମିନସ ପୁରୁଣା ବସ ! | Khandagiri Bus Terminal | OYO

Поделиться
HTML-код
  • Опубликовано: 1 фев 2025

Комментарии • 441

  • @kaliadas6008
    @kaliadas6008 2 года назад +293

    ଯା ହଉ. କିଛି ଟୋକା ଙ୍କ ଉତ୍ପାତ ରୁ ନିରୀହ ଝିଅ ରକ୍ଷା ପାଉଛନ୍ତି.. କିନ୍ନର ଭଉଣୀ nku ଧନ୍ୟବାଦ

  • @pramodbisoyi3332
    @pramodbisoyi3332 2 года назад +13

    ନବୀନା ଏହି ଜାଗାରେ ରୁମ ବନେଇ ଦେଲେ ସୁବିଧା ହୁଅନ୍ତା.... ଏ କାମ ପାଇଁ 100କୋଟିର ବଜେଟ ହୋଉ

  • @rajesh99110
    @rajesh99110 2 года назад +137

    ଯାହାର ଚାକିରୀ ନାହିଁ ଏହି ବସ ପାଖରେ ବସିକି condom ବେପାର କର ଭଲ ବେପାର ହେବ

  • @saratranjanbehera6661
    @saratranjanbehera6661 2 года назад +6

    ରାସ୍ତା ଘାଟ ରେ ପଶୁ ମାନଙ୍କ ପରି ସେକ୍ସ କରିବା ଅପେକ୍ଷା, ରାସ୍ତା ଉପରେ କୁଣ୍ଢା କୁଣ୍ଢେଇ ହେଇ ଗଡ଼ିବା ଅପେକ୍ଷା 🌹🌹🌹ବସ ଭିତରେ ହେବା ଭଲ...... 😄😄😄 ଅନ୍ତତଃ ପରିବେଶ ସୁରକ୍ଷା ହଉଛି 🌹🌹🌹
    ଯାହା ହଉଛି ଭଲ ହେଉଛି.... ସେମାନଙ୍କୁ ନବୀନ ପଟ୍ଟନାୟକ ନିଜ ବାସ ଭବନ କୁ ଡକେଇ ପୁରସ୍କାର ଦିଅନ୍ତୁ.... 😄😄😄

  • @DipuLucky
    @DipuLucky 2 года назад +32

    ପୋଲିସ୍ ଏଥିରେ ପୁରା ସାମିଲ୍ ଅଛି ଆମେ କହିବୁ ,,, ପ୍ରସାସନ୍ ବି ଏଇ ଗାଡିଭିତରେ ଗାଡି ନିଚୟ ଚଲଉଥିବ ଗ୍ୟାରେଣ୍ଟି

    • @righttofreelegalaid1781
      @righttofreelegalaid1781 2 года назад

      ପୋଲିସ ଓଡ଼ିଶାର ଦୁର୍ନୀତିରେ no1

  • @badaldandapat8038
    @badaldandapat8038 2 года назад +15

    ଚକା ଆଖି ସବୁ ଦେଖୁଛି 😁😁😁👍

  • @ODO7BOY_Jr
    @ODO7BOY_Jr 2 года назад +1

    ବାପା ରେ ବସ୍ ଭିତର ଜିନିଷ କୁ ହାତ ଗୋଡ ଲଗାନି ପୁରା ବିଷ ରେ ପରିପୂର୍ଣ ବସ୍। 👉ଏଡ୍ସ୍ ବସ୍ 🚍

  • @swarupmohanty3655
    @swarupmohanty3655 2 года назад +23

    ଚମଡା ଘଷ ନାହିଁ ଦୋଷ.... ସେଥିରେ ଭୁଲ କିଛି ନାହିଁ

  • @swarupmohanty3655
    @swarupmohanty3655 2 года назад +46

    ଏତଦ୍ୱାରା ପ୍ରତିଦିନ Tv ଦ୍ୱାରା bbsr ଆଉ ctc ର ନାଳୁଆ ପିଲାଙ୍କୁ ସୂଚିତ କରାଗଲା ଯେ ଯେଉଁମାନଙ୍କ ପାଖରେ Money issue ରହୁଛି ସେମାନେ ଏଇ ଜାଗା କୁ ଆସି କମ ଖର୍ଚ ରେ ମନ ତୋଷ କରିପାରିବେ... ପ୍ରତିଦିନ TV ର ଅଶେଷ ଅଶେଷ ଧନ୍ୟବାଦ.. 😂😂

  • @lipusahoo6004
    @lipusahoo6004 2 года назад +7

    ଆରେ ଭାଇ ଖାଲି ଟୋକା କିନ୍ନର ମାନଙ୍କର ଭୁଲ ନାହିଁ ସବୁଦିନ ପୋଲିସ ଗାଡି ଆସିକି କିନ୍ନର ମାନଙ୍କଠୁ ବଟି ନେଇକି ଯାଉଚି

  • @srikantaharichandan1464
    @srikantaharichandan1464 2 года назад +17

    ଭାଇ ଙ୍କ statement ଏକବାର ବଢ଼ିଆ। ଯେତେ ଯାହା କଲେ ବି ଆଉ ରୋକି ହବନି। ଏମିତି ହିଁ ଚାଲିବ

    • @righttofreelegalaid1781
      @righttofreelegalaid1781 2 года назад

      ପ୍ରଶାସକ ଓ ପ୍ରସାଶନ ସବୁ ଜାଣିଛନ୍ତି
      କିଛି ଅଛପା ନୁହେଁ ଓଡ଼ିଶା ରେ ସବୁ ଚଳିବ।

  • @saileshmishra75
    @saileshmishra75 2 года назад +8

    ଏତେ ବଡ଼ News🙄 ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କୁ ଅପମାନ।ଏବେ କୁଆଡ଼େ ଗଲେ ସବୁ ସେଇ ପରମ୍ପରାବାଦୀ,ସଂସ୍କୃତିପ୍ରେମୀ ଏହା କଣ ସେମାନ ଙ୍କ ଆଖି କୁ ଦିସୁନି ନା ନ ଦେଖିଲା ପରେ ଅଭିନୟ କରି ଚୁପ ଚାପ୍ ରହିଯାଉଛନ୍ତି।

  • @crazyyfrog8195
    @crazyyfrog8195 2 года назад +4

    ଯାଇଛ ତ ଟିକେ ସଫା କରିଦିଅ
    ଦର୍ଶକ ମନେ ଉପକୃତ ହେବେ

    • @romanraj2520
      @romanraj2520 2 года назад

      Sm to u bro

    • @crazyyfrog8195
      @crazyyfrog8195 2 года назад

      @@romanraj2520 ଇଂରାଜୀଚୋଦା ଆସିଲେ

  • @Dibakar83288
    @Dibakar83288 2 года назад +5

    ମିଡ଼ିଆ ଭାଇ ରାତିରେ ଯାଇଥିଲେ କଣ ଦେଖି ଥାନ୍ତେ 🤣🤣🤣🤣🤣

  • @bikash4487
    @bikash4487 2 года назад +10

    ଲୋକ ମାନେ ପରମ ମଘିଆ
    ଯାହା କଲେ problem | ତାଙ୍କୁ ଧନ୍ୟବାଦ ଦେବା କଥା ତାଙ୍କ ପାଇଁ ଝିଅ ବୋହୂ ମାନେ ସୁରକ୍ଷା ମାନେ କରୁଛନ୍ତି ରେପ୍ କମୁଚି ଆଉ ତାଙ୍କ ପେଟ ପାଷଣ ବି ହଉଚି |

    • @oldmonk7484
      @oldmonk7484 2 года назад

      to ମୁଣ୍ଡ ନା ସେଇଟା ବାଣ୍ଡ? ଛକା Mnk ଯୋଗୁ ରେପ କମିଯାଉଚି।ଗୋଟେ ବହି ନେଖୀ ପକା

    • @bikash4487
      @bikash4487 2 года назад +1

      @@oldmonk7484 ତୋର ଉଠିଲେ ତୁ କାନ୍ଥ ରେ ଘଷୁ ବୋଲି କଣ ସମସ୍ତେ ସେମିତି କି

    • @chesta197
      @chesta197 2 года назад

      @@bikash4487 😂😂😂😂😂😂😂😂

  • @prabinkumar8700
    @prabinkumar8700 2 года назад +38

    Ethiru jana paduchi police bahut sundar bhabare petroling karuchanti...au area police station au corporator ku bi 🙏🙏🙏

  • @alokjena1231
    @alokjena1231 2 года назад +11

    ସତ କଥା ଭାଇ ପ୍ରତେକ୍ ସିଟ୍ ରେ ବ୍ରହ୍ମ ବସିଛନ୍ତି ଆଉ 🤣🤣🤣🤣

  • @TXSANGAMCHANNEL
    @TXSANGAMCHANNEL 2 года назад +1

    ଭାଇ ତମର କଣ ଅସୁବିଧା କାହାର ଟଙ୍କା ଦରକାର କାହାର କଣା ସେ ତାଙ୍କରି ଦିଆ ନିଆ ହଉଛନ୍ତି ଆଓ ଯୋଉ ମାନେ ଅଭିଯୋଗ କରୁଛନ୍ତି ସେ କଣ କରୁଥିଲେ ରାତିରେ 😂😂😂

  • @srikantaharichandan1464
    @srikantaharichandan1464 2 года назад +12

    ଅନୈତିକ କାମ କଣ କିଅ ଭାଇ। ଏଇଟା ପରା main କାମ

  • @ArSiddh
    @ArSiddh 2 года назад

    ହଇରେ ମାଗିଆ ପେଲେଇପୁଅ , ରାତିରେ ନିଜେ ବସ୍ ଭିତରେ ରସିକ ହେଇ ଯାଇଥିଲୁ ତୋ ମୁହଁ ରୁ ଯଣାପଡୁଛି। ଦିନରେ ପତ୍ରକାର ସାଜି ଚାଲିଆସିଲୁ। ଘୋଡାମୁହାଁ ଏଇଟା ଗୋଟାଏ ଖବର ?

  • @mkchhotray
    @mkchhotray 2 года назад +37

    କ୍ୟାମେରା ବନ୍ଧୁ ଙ୍କୁ ଅନୁରୋଧ କଣ ପାଇଁ କରିବେ ଦେଖେଇବାକୁ , ଆପଣଙ୍କ କ୍ୟାମେରା ମ୍ୟାନ ଆପଣଙ୍କ କଥା ଶୁଣୁନି କି😂😂😂😂😂😂

  • @prakashtarai896
    @prakashtarai896 2 года назад +3

    ଆରେ ଭାଇ ସେ ଜାଗାରୁ ପଳେଆ ଆଉ କିଛିଦନ ଜଦି ବଞ୍ଚିବୁ, ସଳା ଏଡ଼ସ୍ ହେଇଜିବରେ ସେ ମାଗିହା ଗିହାଁ ଗେହିଁ ହୁଅନ୍ତୁ, ସବୁ ଜୋଜନା ସରିଲାଣି ଆପରେ ଗିହାଁ ଗେହିଁ ଜୋଜନା, ସରକାର ବାହାର କରିବେ ଥୟଧରରେ ସଳେ ରାଣ୍ଡୁଆ ଦଳ

  • @pratapchandramallick7897
    @pratapchandramallick7897 2 года назад +1

    ଯାହା ହେଉ ତନ୍ତ୍ର ସାହିତ୍ୟ କୁ ଭୁନେଶ୍ବର ବାସି ବଞ୍ଚେଇ ରଖିଛନ୍ତି

  • @rabinarayannaik3982
    @rabinarayannaik3982 2 года назад +4

    Gladly thanks to pratidina TV For giving a breaking news 📰

  • @prafullabehera5218
    @prafullabehera5218 2 года назад

    Vhala heichi 😀😀😀😀😀 jhia mana ka ijata banchi gala

  • @BoomBro7
    @BoomBro7 2 года назад +1

    ରାଜଧାନୀ ରେ ରସ ବୋହୁଛି।ଖଲି କଣ କିନ୍ନର ବଡ଼ ଘର ଝିଅ ବି ପେଲା ଖାଇବା କୁ ଅସନ୍ତି ,ସ୍ବାମୀ କୁ ମିଛ ବଦନାମ କରି ,କୁନି ଛୁଆକୁ ଛାଡି ଟୋକା ଙ୍କ ସହ ଏଠିକି ଆସେ ପେଲା ଖାଇ ଯାଏ ,ପ୍ରବଳ ଚୁସେ କୁଆଡେ ପୁଅ କୁହୋନ୍ତି। Old town ଗୋରବୋଡୁ ପରିବାର ର ଝିଅ ସେ ପୁଲିସ 🤣🤣

  • @panchananmohanty5119
    @panchananmohanty5119 2 года назад +7

    ମୁଁ ଓଡିଶା ପ୍ରଶାସନ ଙ୍କୁ ଅନୁରୋଧ କରୁଅଛି ଓଡିଶା ପ୍ରଶାସନ ଏମିତି କିଛି କରନ୍ତୁ ଓଡିଶା ର ଝିଅ ବାହର ରାଜ୍ୟରେ ବିଭାହ କରିବେନି lକି ଯିଏ ବିଭା ହ କରିଛନ୍ତି ସ୍ଵାମୀ ଛୁଆ ଛାଡ଼ିକି ଯିବେନି ,

  • @mihirpatra7294
    @mihirpatra7294 2 года назад

    Only living God the jagannath can save this State.

  • @ST4VLOG
    @ST4VLOG 2 года назад

    ସାନ୍ତାନିକ ସେମାନେ ସେକ୍ସ କରୁଛନ୍ତି news ବାଲା ର କଣ କୁଲୁ କୁଲୁ ତମର ତ ବାଳ ଉଠୁନି ପରର ପରର ବାଳ କରୁଛ..

  • @subhranarayan9307
    @subhranarayan9307 2 года назад +4

    Bahut asana heichi...tk safa safi prati dhyana dia jau...

  • @bimalasethy7095
    @bimalasethy7095 2 года назад +5

    ରିପୋର୍ଟର ଭାଇ ତମେ ଏହି bus ଭିତରକୁ କେତେଥର ଯାଇଛ 😝

  • @Bibek200
    @Bibek200 2 года назад +2

    ଆମେ ଏତେ ଶୀତ ରେ ଘର ଭିତରେ ଡ୍ରେସ ଖୋଲି ପାରୁନୁ , ଏମାନେ ବସ ଭିତରେ କେମିତି ......ଏତେ ଥଣ୍ଡା ରେ

  • @sangramsingmurmu9460
    @sangramsingmurmu9460 2 года назад +6

    Oyo ଖର୍ଚ ବର୍ତ୍ତି ଯାଉଛି . . . . ଭାଇ ..ଆଉ କଣ ଦରକାର. . .

  • @narayanavlogs1621
    @narayanavlogs1621 2 года назад

    ଆମେ ଚିତ୍ର ଦେଖୁଚୁ ଭଲ ଭାବରେ

  • @Chinusahoo67
    @Chinusahoo67 2 года назад

    ମିଡିଆ ମାନଙ୍କର ଜମାରୁ ଉଠୁନଥିବ

  • @dipak_digital_world
    @dipak_digital_world 2 года назад +2

    ବ୍ରହ୍ମ ଖାଲି ରାତିରେ ଆସୁଛନ୍ତି

  • @sanjaykumarmoharana1893
    @sanjaykumarmoharana1893 2 года назад +2

    ଅଉ କିଛି news ମିଳୁନି କି, ଏତେ ତଳକୁ ଖସିଗଲଣି

  • @smiletimeodisha3625
    @smiletimeodisha3625 2 года назад +5

    Sir ଏ Bus ଗୁଡିକ ର ମାଲିକ କିଏ
    ଶ୍ରୀ ଚକାଡୋଳା ନୁହନ୍ତି ଏଠିକାର Bus ଏବଂ Bus ମାଲିକ ସାହା
    ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏 ଭୁଲ୍ ଥିଲେ କ୍ଷମା କରିବେ

  • @pabitramohannaik2932
    @pabitramohannaik2932 2 года назад

    କି ବାଳ ନୀଉଜ୍ ପଢୁଜ ତମ କଥାରେ ବାଳ ଅଛି ନା ତାଳ ଅଛି ଗୁଟେ କଥାକୁ ବାରମ୍ଵାର କହୁଛ

  • @Fearlessmurmu
    @Fearlessmurmu 2 года назад

    ଜିଏ ବାଇଟ ଦେଉଛି ସେ ସଲା ସବୁ ଜାଣିଛି, ସେ ବି ଆସିକି ମଜା ନେଇକି ଯାଇଛି

  • @bighneswarbehera098
    @bighneswarbehera098 2 года назад

    ଦୟାକରି ସଚେତନ କରନ୍ତୁ ନାହିଁ କାହିଁକି ନା ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସେ ପ୍ରତିଶ୍ରୁତି ମୁତାବକ କାମ କରୁଛନ୍ତି 😁😁🙏

  • @ridergelha77
    @ridergelha77 2 года назад

    Ratira jai ki tike video kara

  • @Actorchinmayvlogs
    @Actorchinmayvlogs 2 года назад +2

    ପୋଲିସ୍ ମାଣିଆ ନେଇ ଚୁପ୍

  • @anjananayak747
    @anjananayak747 2 года назад +4

    ଭାଇ ଙ୍କର କହିବ ଷ୍ଟାଇଲ ବଢିଆ!ସାହିତ୍ୟ ଜ୍ଞାନ ବହୁତ ଭଲ ଲାଗିଲା ଭାଇଙ୍କର!news ଅପେକ୍ଷା ଭାଇ ଙ୍କ କଥା ବଢିଆ ଲାଗିଲା

  • @mangaltudu4633
    @mangaltudu4633 Год назад

    Eta nua kotha nuhe mu 2013 ru dekhi dekhi asuchhi chalu sanstha chalu

  • @manojasahoo8515
    @manojasahoo8515 2 года назад +8

    ଆରେ ଭାଇ ଏଇ ଭଳି news ଦେଖେଇ ତୁମେ କଣ କହିବାକୁ ଚହୁଁଛନ୍ତି। ଏଇଯାଗକୁ ଆସନ୍ତୁ ଆଉ ଯାହା ଇଛା କରନ୍ତୁ। ଯାହା ହେଉ ଯୋଉ ମନେ sit ପାଉନଥିଲେ ଏବେ କିନ୍ତୁ ପାଇଗଲେ ।

  • @jitendra33453
    @jitendra33453 2 года назад +1

    Beautiful 🥰 comedy 😻😻😻😻😻😻 brother 🤣

  • @soumyasarkar1252
    @soumyasarkar1252 2 года назад +9

    Tela rate jaha bus chalei habani .. jau adu hele paisa milile gala..
    Na rto tension na financial tension
    Na drive ,counduter, helper salary,
    Na maintenance Sabu tension over

  • @ArunKumar-qj1zw
    @ArunKumar-qj1zw 2 года назад

    Pura rajdhani. Adha ru adhik. Histirya. Rogre. Akranta

  • @odiatechnologygyan2279
    @odiatechnologygyan2279 2 года назад

    ଏହି ଭିଡିଓ ମଧ୍ଯ କେତେଜଣ ସେହି ବସ୍ ରେ ବସିଥିବା ଲୋକ ଦେଖୁଛନ୍ତି

  • @Gods_gift375
    @Gods_gift375 2 года назад

    Bhai ehi jagare mate bi 3 jan kinnar tani thile.. rati 3 tare....1 yr tale.. but kmitibi baharku chali asithili kale bale kousale

  • @someshraj2200
    @someshraj2200 2 года назад +1

    ବାଳ କୁ bus ଗୁଡା pakeyecha, bus ଗୁଡା କୋଉ କାମ ରେ ଆସିବ

  • @ashutoshbarik9910
    @ashutoshbarik9910 2 года назад

    Ratikar vdo ta bi dekhao

  • @Sagar-i5v
    @Sagar-i5v 2 года назад +9

    ମାଡ଼ି ଚାଲ୍.....🤣🤣🤣

  • @TUSHAR..88
    @TUSHAR..88 2 года назад

    Bhai volvo ra bus emiti kn pai padichi....

  • @rahulbag2795
    @rahulbag2795 2 года назад +1

    Bhanga bus re kale kana bhul?
    Oyo ku kiye jiba 800 tanka dei

  • @thesipu3923
    @thesipu3923 2 года назад

    Rati re Live Show ta dekhei thile hai thanta

  • @chandankumarbarikbarik1378
    @chandankumarbarikbarik1378 2 года назад

    ଚକଡଳା କରୁଛି ଲିଳା

  • @ranilata1444
    @ranilata1444 2 года назад +1

    It's time now to make it legal by the govt.
    ଆତ୍ମନିର୍ଭର...

  • @kumarrakesh9912
    @kumarrakesh9912 2 года назад

    Badhia

  • @bhagbatpradhan2365
    @bhagbatpradhan2365 2 года назад +1

    ଶଳା କି ଜୁଗ ହେଲା 🙆🏼‍♂️

  • @manojdas3150
    @manojdas3150 2 года назад +1

    Aji nuhe 10years hela heocho, mu v thare police ku inform karithili, kintu no result. May be police packet garam heochi

  • @babudeepak2478
    @babudeepak2478 2 года назад

    ଗେହୀ ଚାଲ

  • @spcreationspcreation9320
    @spcreationspcreation9320 2 года назад

    ଯଦି ଆମ ଓଡିଆ ବସ୍ ଏ ସବୁ ତା ହେଲେ ନମ୍ବର plet OD ବଦଳ ରେ TS କଣ ନମ୍ବର plet 🤔

  • @salisahoo123sahoo5
    @salisahoo123sahoo5 2 года назад +32

    Beautiful story

  • @evergreensongbox4053
    @evergreensongbox4053 2 года назад +1

    Good recycling ♻️ business....

  • @harimatali6363
    @harimatali6363 2 года назад

    Very nice and ser

  • @babudeepak2478
    @babudeepak2478 2 года назад

    ଚାଲ ଗେହୀ ଚାଲ

  • @sibasishota705
    @sibasishota705 2 года назад

    Ete costly bus ra emti condition dekhiki bahut khrp laguchi.

  • @ranjangaming8908
    @ranjangaming8908 2 года назад +1

    ବେଧ ଙ୍କୁ ଯେତେ ଜଗିଲେ ଭି ସେ ବେଧ । ଆଉ ବେଧ ଙ୍କର ସବୁ ବେଳେ ସଲୁଚି ସେ ଆଉ କଣ କରିବେ । ଗୋଟେ ସ୍ତ୍ରି ଯଦି ୧୦ ଟା ବାଣ୍ଡ ଖୋଜି ପାରୁଚି ଝିଅ କାହିଁକି ନୁହେଁ । ଯୋଉ ଝିଅ ଏବେ ଠାରୁ ଏମିତି ହଉଚି ଦେଖିବ ଶେଇ ଝିଅ ଯେବେ ବାହା ହବ ସେ ଆଉ ତା ସ୍ବାମୀ ବାଣ୍ଡ ଖୋଜି ବନି ପର ବାଣ୍ଡରେ ସୁଖ ପାଇବା ସେ । ମୁଁ ଯାହା କହିଲି ଠିକ୍ ନା ଭୁଲ , ଆଉ ମୋ କଥା କୁ କେହି ଖରାପ ଭାବି ବନି କାରଣ ଯେବେ ମୁଁ youthub on କରୁଛି ଏଇ ଭଳିଆ news ଦେଖି ଦେଖି ମୋ ମୁଣ୍ଡ ପୁରା ଖରାପ ହେଇ ଗଲାଣି ଆଉ ଏବେ ଭାବୁଚି ମୁଁ ସନ୍ୟାସୀ ହେଇଯିବି କାରଣ ଏବେ ୧୦୦ ରୁ ୯୯ % 🤰 ସିଲ ଫିଟି ଗଲାଣି ମୋ କଥା ଯଦି ତମକୁ କଷ୍ଟ ହେଇଥିବ ସେଥି ପାଇଁ Sorry 🙏🙏🙏🙏

  • @cmaakshay4309
    @cmaakshay4309 2 года назад

    ବସ ଭିତରେ ସିସିଟିଭି ଲଗେଇ ଦିଅ

  • @rahulbag2795
    @rahulbag2795 2 года назад +1

    ଏହା କୁ କୁହାଯାଏ recycle ଭଙ୍ଗା ଚୁତା ଜିନିଷର ପୁନର ବ୍ୟବହାର 😂🤣😂😂 green India
    ଯାହା ହେଉ ଭଙ୍ଗା ବସ କିଛି ଲୋକଙ୍କ କାମରେ ଆସୁ ଛି

  • @sandeepkumarsinghsandy4203
    @sandeepkumarsinghsandy4203 2 года назад

    Achala bus kichi ta kamare laguchi tame sabuthire goda bhidile kemti heba.

  • @basantapatel9698
    @basantapatel9698 2 года назад +2

    Bhala hauchi dhanyabad kinnar bhauni nku

  • @bipinmaharana753
    @bipinmaharana753 2 года назад

    Omg Kan କହିଲୁରେ ନାରଣ

  • @rinkylulu6371
    @rinkylulu6371 2 года назад +10

    କମେଣ୍ଟ ପଢ଼ୁଥିବା ଭଉଣୀ ଭାଇ ମାନେ ଦୟାକରି ଆମ ଚାନେଲ କୁ ସବସକ୍ରାଇବି କରି ଦିଅନ୍ତୁ, ଆମେ ଆପଣଙ୍କ ପାଖରେ ଚିର ଋଣୀ ରହିବୁ.

  • @suraimurmu3128
    @suraimurmu3128 2 года назад

    ଭଲ କଥାତ,, ଅସୁବିଧା ରହିଲା କୋଉଠି

  • @bikashbehera8771
    @bikashbehera8771 2 года назад

    Smart City ro smart drushyo

  • @angul_ashiq084
    @angul_ashiq084 2 года назад

    ଆଉ ଆମର ଖେଳ ପଡିଆ ବନ୍ଦ କରିଦେଲା ମିଡ଼ିଆ bala 😀😀😀

  • @bibhudatta9109
    @bibhudatta9109 2 года назад +2

    ଜୟ ଦେଵ ବାଟିକା ରେ ମଧ୍ୟ
    ଖୋଲା ଛାତ୍ ତଳେ
    ଖରା ବେଳ ରେ ଉତ୍ପାତ ହେଉ ଛି
    ସେଥି ପ୍ରତି ଧ୍ୟାନ ଦେବା ଉଚିତ୍ ପ୍ରଶାସନ କୁ

  • @azizulhaque5781
    @azizulhaque5781 2 года назад +1

    Etiki ta heba bhai eaithire loss kahara nhi.chaliba apana bi thare ta maja niya.

  • @universallaw7291
    @universallaw7291 2 года назад

    😂😂😂ପ୍ରତି ସିଟ୍ ରେ ବ୍ରହ୍ମଚର୍ଯ୍ୟ ର ଜିନିଷ ପଡିଛି

  • @soumyaranjangiri7345
    @soumyaranjangiri7345 2 года назад

    ସାପ, ଥିବେ ସେ ବସ ରେ

  • @trinathacharansahoo8457
    @trinathacharansahoo8457 2 года назад +1

    Bhai...ehi Sabu bus guda koti koti tanka....but ete sundara Volvo bus ethi emiti padichhi kana pai...

  • @kaliadas6008
    @kaliadas6008 2 года назад +1

    ଭାଇ ୟାକୁ viral କାହିଁକି କଲ..?? ତାର କେତେଟା ଫାଇଦା ଅଛି. ଜାଣିଛ ?? ଫାଇଦା 1.. କଣ୍ଡମ ର ଚାହିଦା ବଢିବ.. ଫାଇଦା.2.. ବସ ର ଗଦି ଚେୟାର ସବୁ ପରିଷ୍କାର ରହିବ.. ଫାଇଦା 3.. କିଛି ଧର୍ଷଣ ର ଶିକାର ହଉଥିବା ଝିଅ ବୋହୁ ଙ୍କ ଇଜ୍ଜତ ବଞ୍ଚିଯିବ.. ଫାଇଦା 4.. କିନ୍ନର ଭଉଣୀ ମାନେ ରୋଜଗାର କ୍ଷମ ହେବେ... ଫାଇଦା 5.... ରାତିରେ ପେଟ୍ରୋଲିଙ୍ଗ କରୁଥିବା ପୋଲିସ ବାବୁ ଙ୍କ ପକେଟ ଖର୍ଚ୍ଚ ଉଠିବ.. ଇତ୍ୟାଦି ଇତ୍ୟାଦି 😄😔😄😔😔😔😔😔😔

  • @balaramsahoo2362
    @balaramsahoo2362 2 года назад

    Sesa ku esabu madhya news chanel re upload kala

  • @bapiiii
    @bapiiii 2 года назад

    Jibika chalu😅😂🙂

  • @krushnamaninayak3205
    @krushnamaninayak3205 2 года назад

    Tike Sandhya heigale rasta kadare Toka Toki dala dali heuchhanti au Bus bhitare tike Shanti re chamada ghasantu .

  • @arinmohapatra8032
    @arinmohapatra8032 2 года назад

    Bhai kana pain bus Sethi achhi

  • @bababanagadi1133
    @bababanagadi1133 2 года назад

    ନଚାଲିଲେ ଅତ୍ୟାଚାର ବଢିଯିବ

  • @siddharthasahoo1490
    @siddharthasahoo1490 2 года назад

    Khandagiri thana I.I.C Dayanidhi Nayak ra hatha na thile aeta possible
    Habani .....ethire police ra nexus achi

  • @kgahfun7581
    @kgahfun7581 2 года назад

    Kahni night show dekhailni kemiti janibu patidina tv ratite record krujai

  • @goutamgoutam1499
    @goutamgoutam1499 2 года назад +3

    Super news

  • @rudradevnayak6790
    @rudradevnayak6790 2 года назад

    Bhai jaha Tharu bite nela taku pachre seia bus ku Rati re asichi ki nahi

  • @jyotiranjan8642
    @jyotiranjan8642 2 года назад

    Digital model of brothel

  • @nickerpoo1384
    @nickerpoo1384 2 года назад

    ରାତି ରେ ଷ୍ଟିଙ୍ଗ ଅପରେସନ ଟେ ହେଉ

    • @nickerpoo1384
      @nickerpoo1384 2 года назад

      ନ ଦେଖିଲେ ବିଶ୍ୱାସ କରିବି ନାହିଁ

    • @partha2218
      @partha2218 2 года назад

      Vala sting operation achhi dekhibu?

    • @nickerpoo1384
      @nickerpoo1384 2 года назад

      @@partha2218 ପଠା ରେ ପଠା

  • @rinkylulu6371
    @rinkylulu6371 2 года назад

    ମାଡି ଚାଲ,

  • @mahapatralalkrishna
    @mahapatralalkrishna 2 года назад

    ରିପୋର୍ଟର ଭାଇ ଙ୍କୁ ଓଡ଼ିଆ କହିବା ଜଣା ନାହିଁ। ଛେପ ଢ଼ୋକି ଢ଼ୋକି ,୫୦ ଥର ସେଇ ସେଇ ବାକ୍ୟ କହି କହି ପୁରା ବୋର୍ କରିଦେଲା।

  • @mihirmahanty2451
    @mihirmahanty2451 2 года назад +1

    Jdi Karu karu baulare bus start heigala then kn hba ?

  • @anilkumarsahoo7445
    @anilkumarsahoo7445 2 года назад

    Sea tankara bahare kale Tama ghare jaiki Karu nahanti ta asubidha kouthi