12ରୁ 20 ବର୍ଷ ପିଲାମାନେ ବହୁତ ଆଗ୍ରେସିବଥାନ୍ତି ,ଯାହା ଦେଖନ୍ତି ତାହା ସଙ୍ଗେ ସଙ୍ଗେ ନିଜଆଡକୁ ଟାଣିନିଅନ୍ତି

Поделиться
HTML-код
  • Опубликовано: 23 ноя 2024

Комментарии • 1 тыс.

  • @RanjanKumar-rb9hx
    @RanjanKumar-rb9hx Год назад +1318

    ମାଡାମ ଏତେ ସୁନ୍ଦର ଭାବରେ ବୁଝାଇଲେ,ଏତେ କଥା ଭିତରୁ ଭାସ୍କର କୁ କେବଳ କଣ୍ଡମ୍ ହିଁ ପସନ୍ଦ ଆସିଲା

  • @santoshkumarrath1357
    @santoshkumarrath1357 Год назад +199

    🙏🙏🙏🙏🙏 ଭଉଣୀ ଜଣଙ୍କୁ ହୃଦୟରୁ ପ୍ରଣାମ. ଦିଦି ଆପଣଙ୍କ ଭଳି ମା ମନେ ନାରୀ ଜାତି ପାଇଁ ବହୁତ ଆବଶ୍ୟକ ଅଛି...

    • @santosh34556
      @santosh34556 6 месяцев назад +2

      💪💪👍👍
      Sweets, sugar, chocolate, watermelon ye sab nahi khaoge to tum kaam vaasna se dur ho jaoge.
      Bramhacharya since last 6 months.
      Try it and be hawas free 👍

    • @RahuluddinGandhy
      @RahuluddinGandhy 4 месяца назад

      ​@@santosh34556 ଭାଇ ତୁମେ ସତ କହୁଛ ନା ଏମିତି ମିଛ... 🙂

  • @niharschannel6359
    @niharschannel6359 Год назад +578

    ବାସ୍ତବରେ ମାଡାମଙ୍କ ବକ୍ତବ୍ୟ ଗ୍ରହଣ ଯୋଗ୍ୟ 🙏🏻. ବାସ୍ତବରେ ମାଡାମ ଯେମିତି ସୁନ୍ଦର ତାଙ୍କ ଚିନ୍ତନ ଶକ୍ତି ବି ସେତିକି ସୁନ୍ଦର. Hats off madam🙏🏻. Its compliment.

  • @odiainstantlearning2242
    @odiainstantlearning2242 Год назад +347

    ଏଭଳି ଏକ କଠିନ ପ୍ରସଙ୍ଗ କୁ ଅତି ସହଜ ରେ ବୁଝେଇଥିବା ରୁ ଧନ୍ୟବାଦ... Life bahut Simple hai..🙏

    • @BadalKumar-ec3ir
      @BadalKumar-ec3ir Год назад +6

      Thik kahila bhai

    • @jweleryworld5737
      @jweleryworld5737 Год назад +1

      Right way

    • @dbss206
      @dbss206 Год назад

      Bala Odia Hindi miseiki kahiba taa badhia. Nue!

    • @binodkumardakua5164
      @binodkumardakua5164 Год назад

      କିନ୍ତୁ ଭାସ୍କର NEWS HEADLINE RE KANDOM LEKHIDELA.

    • @BidyaDhar-er8yu
      @BidyaDhar-er8yu Год назад

      କଣ ବାସ୍କର ନିଉଜ ତମକୁ ,(କଣ୍ଡମ ),😅

  • @dwitikrushnabehera3767
    @dwitikrushnabehera3767 Год назад +99

    ଜୟ ଜଗନ୍ନାଥ
    ମାଡ଼ାମ କଥା ସମ୍ପୂର୍ଣ୍ଣ ରୂପେ ଠିକ୍ କହିଛନ୍ତି, ଏହାକୁ ଅନ୍ୟ ଅଭିଭାବକ ମାନେ କେତେ ଦୁର ଗ୍ରହଣ କରୁଛନ୍ତି, ସେଇଟା ଖାଲି ଦେଖିବା ବାକି ରହିଲା ।

    • @warrior7298
      @warrior7298 Год назад +1

      JAI SHREE MAHAPRABHU JAGANNATHA.
      🕉️🕉️🕉️🕉️🙏🙏🙏🙏

    • @balaramkrisani7577
      @balaramkrisani7577 Год назад

      Bahut sundar

  • @Jit_jiten_kumar
    @Jit_jiten_kumar 3 месяца назад +2

    ଭାସ୍କର ନ୍ୟୁଜ୍ ବାଲା ଙ୍କୁ ଏତେ କଥା କାହିଁକି କହିଲେ , ତାଙ୍କୁ ଆଉ କିଛି ଜଣା ପଡିଲା ନାହିଁ , କିନ୍ତୁ ବହୁତ୍ ଭଲ କଥା ବୁଝେଇଛନ୍ତି।
    ଧନ୍ୟବାଦ୍

  • @prananath118
    @prananath118 Год назад +17

    ଆପଣଙ୍କ ମନ୍ତବ୍ୟ ଗ୍ରହଣ ଯୋଗ୍ୟ ଅଟେ 🙏🏻

  • @tukuparida5714
    @tukuparida5714 Год назад +52

    ସମାଜରେ ଆପଣଙ୍କ ଚିନ୍ତାଧାରା ବୃଦ୍ଧି ପାଉ, ଧନ୍ୟବାଦ
    ଭ ଉଣୀ, ଜୟଶ୍ରୀ କୃଷ୍ଣ,

  • @Memerlipu9899
    @Memerlipu9899 Год назад +129

    ମାଡାମ୍ ଙ୍କର ଏତେ ସୁନ୍ଦର କଥାକୁ ଫୁକସ ନାହିଁ ଭାସିଆ ର କେବଳ କଣ୍ଡମ ପ୍ରତି ଆକର୍ଷିତ 🤔

  • @rkpihu_odia
    @rkpihu_odia Год назад +12

    ସନମାନନୀୟା ମହୋଦୟା ବହୁତ ସୁନ୍ଦର ଉପଦେଶ ଦେଇଛନ୍ତି ତାଙ୍କୁ କୋଟି ପ୍ରଣାମ ।

  • @bishnubehera86
    @bishnubehera86 Год назад +15

    ପିଲା ମାନଙ୍କୁ ଯେତେ ଆଧ୍ୟାତ୍ମିକ ଜ୍ଞାନ ବିଷୟରେ ଶିକ୍ଷା ଦେବା ପିଲା ସେତିକି ସୁପଥେ ଯିବେ,ଯେତେ ଆଧୁନିକ ଜ୍ଞାନ (ମୋବାଇଲ,, ଟିଭି, କମ୍ପ୍ୟୁଟର ) ବିଷୟ ରେ ଶିକ୍ଷା ଦେବା ସେତିକି ପିଲା କୁପଥେ ଯିବେ

  • @rasanandasethy
    @rasanandasethy 7 месяцев назад +1

    ମାଡାମ କିଳାରେ ଜରୀ ଗୁରେ ବା ଭଲ ଖାଇବା

  • @akashbag4545
    @akashbag4545 Год назад +40

    Your advice is so good to everyone. I proud of you my dear madam

  • @ashutoshsethi7627
    @ashutoshsethi7627 7 месяцев назад +2

    ମ୍ୟାଡାମ୍ ବହୁତ ସୁନ୍ଦର ଭାବେ ଭୁଝେଇଲେ କିନ୍ତୁ ଭାସ୍କର ବାଲାଙ୍କୁ bite ଦେଇ ବହୁତ ବଡ ଭୁଲ କରିଦେଲେ 🙏

  • @dhanumallick6993
    @dhanumallick6993 Год назад +7

    Tnq mam very nice 👍 mostly good advice for next generation....

  • @LaluMonda
    @LaluMonda 7 месяцев назад +1

    Thank you madam aapankar upadesha deithibari mate aapankar katha sunar aapankar bhalia sabu maa mane amiti heba darkar alltha best❤❤❤

  • @manasbeher7264
    @manasbeher7264 Год назад +8

    ମୁଁ ସରକାର ଙ୍କୁ ଅନୁରୋଧ କରୁଚି ଯେତେ ମିଡ଼ିଆ ଚ୍ୟାନେଲେ ଅଛି ଏମିତି ସେ ମାନେ ପ୍ରଥମେ ସ୍କ୍ରିନି ଉପରେ ଅଶିଳ ଲେଖା ଏଡିଟି କରନ୍ତୁ ନାହଁ କାରଣ ପ୍ରଥମେ ମୋବାଇଲି ଡିସିପ୍ଲେ ଉପରେ ସେ ଲେଖା ଆସୁଛି ଛୁଆ ମୋବାଇଲି ଖୋଲିଲେ ସେ ଲେଖା ଦେଖି ତାଙ୍କର ଆଗ୍ରହ ବଢୁଛି ସେ ଖବର ଦେଖିବା ପାଇଁ 🙏🙏

  • @opts9008
    @opts9008 Год назад +120

    ଏଡ଼େ ବେଧୂଆ ଚ୍ୟାନେଲ। ମହିଳା ଜଣଙ୍କ ଏତେ ଭଲ କଥା ବୁଝେଇ କହିଲେ କିନ୍ତୁ ଭାସ୍କର ନିଉଜ କୁ କଣ୍ଡୋମ୍ କଥା ଶୁନା ଗଲା। ସତରେ ଏଟା ଗୋଟେ ହିଷ୍ଟିରୀୟା ଚ୍ୟାନେଲ

  • @bestsocialreformer5566
    @bestsocialreformer5566 Год назад +4

    ALL THE BEST MAM . THANK YOU FOR YOUR KIND INFORMATION..

  • @rabindrakumardalei8882
    @rabindrakumardalei8882 Год назад +57

    ପିଲାମାନଙ୍କୁ ଯଦି ରାମାୟଣ ପୁରାଣ ଶିକ୍ଷା ଦିଆଯାଏ ତାହେଲେ ଆଜି ଏପରି ଦେଖିବାକୁ ମିଳିନଥାନ୍ତା

  • @mahanadmi4417
    @mahanadmi4417 Год назад +13

    Thank you for your advice to the society.The valuable heart touching advice help to change others.Thank you.

  • @swainj8202
    @swainj8202 Год назад +1

    ମୁଁ ତ ଠିକ୍ ସେଇ କଥା ଭାବେ କିନ୍ତୁ ବୁଝେଇ ପାରେ ନି କିନ୍ତୁ ଆପଣ ଯେମିତି ବୁଝେଇଲେ really mind blowing

  • @VillagersNiranjan
    @VillagersNiranjan Год назад +6

    Mam ur Tips too Precious for all Tean ager &
    Also his /her Parents

  • @anusayabarik7459
    @anusayabarik7459 11 месяцев назад +3

    Aemiti mother sabu child ku darkar ❤

  • @Tuna1998.
    @Tuna1998. Год назад +5

    Madam u are great.🙏🏼🙏🏼.. Easily explain the matter... With humble talking

  • @chandanmallick4749
    @chandanmallick4749 Год назад +28

    ବୋହୁତୁ ସୁଦର କଥା ମାଡାମ

  • @santoshpanda008
    @santoshpanda008 Год назад +20

    Well explained Madam, really helpful thought

  • @jagadishdash3763
    @jagadishdash3763 4 месяца назад +1

    ଭାଷ୍କର ଗୋଟିଏ ଭାଡୁଆ ଚ୍ୟାନେଲ

  • @sudhanandadalai9848
    @sudhanandadalai9848 Год назад +17

    Good analysis , good advice mam,

  • @sanjuktabehera7052
    @sanjuktabehera7052 Год назад

    ଆପଣଙ୍କ ମନ୍ତବ୍ୟ କୁ ଧନ୍ୟବାଦ

  • @vickyzzzz...9284
    @vickyzzzz...9284 Год назад +51

    Realistic !! Thank you for keeping a talk about it 😌

  • @rkpihu_odia
    @rkpihu_odia Год назад +1

    ପ୍ରକୃତରେ ଆଜିର ଝିଅମାନେ ସଚେତନ ହେଉନାହାଁନ୍ତି । ସୋସିଆଲ ମିଡିଆ ନିଉଜ ଚେନାଲ ସଚେତନ କଲାପରେବୀ ସେମାନେ ଜାଣିଶୁଣି ଏମିତି ଭୁଲ କରୁଛନ୍ତି । ଭଗବାନ ସେମାନଙ୍କୁ ସଦ ବୁଧି ଦିଅନ୍ତୁ । ତାଙ୍କପାଇଁ ନିରୀହ ପିତାମାତା କଷ୍ଟ ପାଉଛନ୍ତି ।

  • @Skumar-xs7zr
    @Skumar-xs7zr Год назад +19

    Truely admirable discussions by ma'am

  • @krishnachandramuduly9778
    @krishnachandramuduly9778 Год назад +1

    Thanks Madam For Ur valuable suggestions

  • @sushantnayak3007
    @sushantnayak3007 Год назад +5

    ମାଡାମ ଜେତିକି ସୁନ୍ଦର ତାଙ୍କର ଚିନ୍ତା ଧାର ଭୀ ସେତିକି ସୁନ୍ଦର 🙏🙏🙏🙏

  • @shibnarayanpatra5243
    @shibnarayanpatra5243 Год назад +7

    ମା ' ହେବତ ଏମିତି । ବିଦ୍ୟାଳୟ ସ୍ତରରୁ କଲେଜ ପର୍ଯ୍ୟନ୍ତ
    ଆପଣଙ୍କ ଦ୍ୱାରା ଏହି ଭିଡିଓର ପ୍ରଚାର ପ୍ରସାର ଦ୍ୱାରା ନବୀନ
    ନବୀନା ସନ୍ତାନ ସନ୍ତତିଙ୍କ ଜୀବନ ସତ୍ପଥଗାମୀ ଓ ସଂଯମୀ
    ହୋଇ ପାରନ୍ତେ ।

  • @sudeshpradhan4288
    @sudeshpradhan4288 Год назад +11

    A Good lesson to the society.

  • @NirmalJena-kl8fq
    @NirmalJena-kl8fq 5 месяцев назад

    ମା ବହୁତ ଭଲ ଲୋକ ଆପଣ ଏତେ କ୍ଳିଅର ରେ ସବୁ ବୁଝାଇବା ସହଜ କଥା ନୁହେଁ ଆପଣ ଙ୍କୁ ମୋର ହୃଦୟ ରୁ ନମସ୍କାର 🙏🏿🙏🏿

  • @shrabankumar4695
    @shrabankumar4695 Год назад +8

    ଭେଷ ଭାଶା ପୋସାକରୁ ମଣିଷ ଚିହ୍ନ ବା ଲକ୍ଷଣ ରୁ ଜାଣିବା

  • @sameerrout9721
    @sameerrout9721 Год назад +1

    ବହୁତ ସୁନ୍ଦର ଲାଗିଲା।

  • @dr.pradeepseth4346
    @dr.pradeepseth4346 Год назад +4

    Excellent topics well described,respected mam.

  • @sarmisthamohanty3071
    @sarmisthamohanty3071 Год назад

    Apan thik kahile madam pilanka sahita sabukichhi share kariba darkar.thank you madam.

  • @jitendraacharya9145
    @jitendraacharya9145 Год назад +27

    ନିଜ ଛୁଆମାନଙ୍କ କଥାକୁ ଅନ୍ଧ ଭଳି ଦେଖୁଥିବା ବାପା ମା ଙ୍କ ପାଇଁ ଭଲ ସନ୍ଦେଶ ଟିଏ 🙏

  • @sumitkumarpradhancdbht9448
    @sumitkumarpradhancdbht9448 Год назад +1

    Really madam aapona kichi katha janeiparile bahut bhalo

  • @abhimanyusahoo1624
    @abhimanyusahoo1624 Год назад +8

    Right kahila maaa
    Kehi Kehi na bujhipari
    Bapa maa ku Bhul deichhanti

  • @lightingseven5492
    @lightingseven5492 Год назад +1

    🙏🏻🙏🏻🙏🏻🙏🏻🙏🏻ମ୍ୟାଡାମ ବହୁତ ଭଲ ବୁଝେଇଲେ

  • @hodophile259
    @hodophile259 Год назад +17

    12 to 17 is considered as teen but now a days 12 or 13 yr old are behaving like adults

  • @shantanu1432
    @shantanu1432 Год назад +2

    ଭଲ ଥିଲା ଆହୁରି ଭଲ ବି ହୋଇପାରିଥାନ୍ତା !

  • @sarat1989
    @sarat1989 Год назад +6

    Absolutely right madam 👍

  • @mallilatapanda2561
    @mallilatapanda2561 5 месяцев назад

    Thanks mame your message is very useful for the society 🎉

  • @sukantapati8299
    @sukantapati8299 11 месяцев назад +3

    Madam always spread this type motivation ,as gap of communication means,

  • @pujabehera5685
    @pujabehera5685 Год назад

    ପିଲା ଆଉ ସେ ଆଗ ଭଳି ଗୁରୁକୁଳୁ ର ଶିଷ୍ୟ ଭଳି ନୁହନ୍ତି.... ସତ କଥା କହିବାକୁ ଗଲେ ଏତେ ଖରାପ ଲାଗୁଛି ଆଜିକାଲି ପିଲାଂକୁ ଆଉ କଥା କହି ହେଉ
    ନାହିଁ...ଆଉ ଆଜିକାଲି ମାଁ ବାବା ବି ବହୁତ ମାତ୍ରାରେ ଦାୟୀ... ଗୋଟେ ଉଦାହରଣ.... ତୋ ବାବା କୁଆଡେ ଗଲେ?... ବାବା ପୁଅ କୁ କହିଲେ ସେ ଅଙ୍କଲ କୁ କହିଦେ ଯେ, ବାବା ଘରେ ନାହାନ୍ତି.... ଟିକେ ଭାବନ୍ତୁ ତ ପୁଅ କୁ ମିଛ କହିବାକୁ ଆଉ ଶିଖିବା ଦରକାର ନାହିଁ....କାରଣ ଘରେ ହିଁ ଆମେ ତାକୁ ଏ ଉତମ ଶିକ୍ଷା ଦେଇଦେଲେ?......ତ ବାସ୍ ଆଉ କ'ଣ କହିବି

  • @manasdash611
    @manasdash611 Год назад +9

    You are 100 percent right ma'm.I really appreciate your logic.Thank u.🙏

  • @asishmohapatra1326
    @asishmohapatra1326 Год назад

    Absolutely right.thanks mam.pura practical thik kahile 🌺💐

  • @kalandisahoo8690
    @kalandisahoo8690 Год назад +6

    Very good Advice madam

  • @NiruBehera-mn7uv
    @NiruBehera-mn7uv 2 месяца назад +1

    ଭାସିଆ କୁ ସବୁବେଳେ ଏଇ ସବୁ ଆଗେ ଦେଖାଗଲା

  • @pitambarbehera6758
    @pitambarbehera6758 Год назад +5

    Real, words, you, have, said. Thank, you.

  • @niranjanbiswas5534
    @niranjanbiswas5534 7 месяцев назад

    Thank you madem bahut bhalo lagila❤❤❤

  • @stylishnirakar2977
    @stylishnirakar2977 Год назад +3

    Mind blowing... U r great 👍👍

  • @Rjkoraputia
    @Rjkoraputia 4 месяца назад

    Thankyou for your information.good speech 🙏🙏

  • @ummeyaiman2744
    @ummeyaiman2744 Год назад +7

    Thanks ma'am absolutely right 🙏🙏🙏🙏🙏

  • @LoveBalaram
    @LoveBalaram Год назад +2

    👍👍👍👍 bahut katha kahidele jaha ki parents sikhiba darakar oh kamar kariba darakar thanks madam 👌

  • @Rasmiranjanparida83
    @Rasmiranjanparida83 Год назад +4

    Excellent suggestion ma'am🙏

  • @qxztr
    @qxztr 4 месяца назад

    ସମାଜ ପାଇଁଁ ଗ୍ରହଣ ଯୋଗ୍ଯ କଥା କହିଲେ ମାଡାମ୍। ଧନ୍ଯବାଦ।

  • @Daulatcreations
    @Daulatcreations Год назад +6

    Bhaskar news biso pie morunu

  • @madansethy-c5f
    @madansethy-c5f 6 месяцев назад

    Bhaskar channel,all ways follows the dark side. Message , Madam message to society very nice

  • @sisiranaik9372
    @sisiranaik9372 Год назад +61

    ନିଜ ପିଲାଙ୍କର ଏକ ସୁନ୍ଦର ଚରିତ୍ର ଗଠନ ପାଇଁ
    ପ୍ରତ୍ୟେକ ଅଭିଭାବକ 20 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ସହ ସାଙ୍ଗ ଭଳିଆ ମିଶିବାକୁ ପଡିବ ...
    ଏତେ ସରଳତାର ସହ ବୁଝେଇଥିବାରୁ ବହୁତ ବହୁତ ଧନ୍ୟବାଦ ମ୍ୟାଡାମ 🙏

    • @Akashkumar-ct9om
      @Akashkumar-ct9om Год назад +3

      ଆମ ସ୍କୁଲରେ ତ ମୋବାଇଲ ଏଣ୍ଟ୍ରି ନଥିଲା ଆମ ସମୟରେ କିନ୍ତୁ ଏବେ ପିଲା cls 5 ରୁ mobile.... କିନ୍ତୁ ବଢିଆ ଭାବରେ ବୁଝାଇଲେ ମାଡାମ ଜଣଙ୍କ... 🙏🏻

  • @PremanandaSamal-yu8dl
    @PremanandaSamal-yu8dl 4 дня назад

    Right thinking for society.

  • @amazonbuyer526
    @amazonbuyer526 Год назад +6

    You are 100%right.

  • @jagannatha__
    @jagannatha__ Год назад

    Moro pg sari galani 2yrs hela... But aji fst time sunuchi a katha

  • @sasikantkant4780
    @sasikantkant4780 Год назад +11

    ସବୁ ହେବ, ନିଜ ଉପରେ, ଝିଅକୁ ସାଂଗ ଭାବ
    ସମାଧାନ ହାକରେ

  • @bishramchhatriya1873
    @bishramchhatriya1873 7 месяцев назад

    Bahut badhiya kahuchhan medam. Thank you

  • @Abhimanyu97762
    @Abhimanyu97762 Год назад +54

    ସବୁ ଜଲଦି ଠିକ ହେବ ଆପଣ ଯୋଉ କଥା କହୁଛନ୍ତି ସେ ହେଲା ପିଲାଙ୍କୁ ମୋବାଇଲ ବେବହାର କରିବାକୁ ଦେବା ଯୋଉଦିନ ପିଲାଙ୍କୁ ମୋବାଇଲ ଦେବା ବନ୍ଦ କରିବେ ସେହିଦିନ ହିଁ ପିଲା ସୁଧୁରିବେ ସମାଜ ସୁଧୁରିବ ଆମେ କହୁଛେ ପିଲାଙ୍କୁ ମୋବାଇଲ ଦେଲେ ସେ ତରକି କରିବେ ହେଲେ ସେ ତାକୁ ଖରାପ ବାଟରେ ବେବହାର କରୁଛନ୍ତି ସେଇ ମୋବାଇଲ ବେବହାର କରିକି ପିଲା ଷଷ୍ଠ ରୁ ନଷ୍ଟ ହେଉଛନ୍ତି

  • @kumarsahu8001
    @kumarsahu8001 2 месяца назад

    bahut sundar katha kahile mam .

  • @dhirenmohapatra4584
    @dhirenmohapatra4584 Год назад +5

    ବର୍ତ୍ତମାନ ସମୟ ବିପଦ ସ୍ଥିତିରେ ଗତି କରୁଛି । ଧର୍ମର ପ୍ରଭାବ କମି ଯାଉଛି ।

  • @digambaracharya5813
    @digambaracharya5813 Год назад +1

    Madam. I. Appreciate. U. Very. Much

  • @madhabaraha1719
    @madhabaraha1719 Год назад +36

    ଠିକ୍ କଥା କହିଲ ମେମ୍

  • @kanhucharandas7134
    @kanhucharandas7134 Год назад

    ମାଡ଼ମ କେତେ ସୁନ୍ଦର ଭାବରେ ବୁଝାଉଛନ୍ତି, ଭାସ୍କରର ଖାଲି କଣ୍ଡୋମ୍ ଚିନ୍ତା

  • @chandanbiswal9201
    @chandanbiswal9201 Год назад +4

    ମାଦମ୍ ଙ୍କ କଥା ଏ କ୍ ଦମ୍ ଠିକ୍ ମୁଁ ପ୍ରଥମତଃ କହିବି ଫାଷ୍ଟ ଆଣ୍ଡ ଫାଷ୍ଟ ଶିକ୍ଷା ପ୍ୟାରେନ୍ଷ୍ଟ ନିଜର ପୁଅ ଅବଂ ଝିୟ ନିଜର ଶିକ୍ଷା ଦେବା ଅନିର୍ଭାଜ୍ୟ କୋଉଟା ଠିକ ଏବଂ କୋଉଟା ଭୁଲ ପ୍ରଣାମ mam

  • @ArabindaSahoo-r5q
    @ArabindaSahoo-r5q 8 месяцев назад

    Thank you for your beautiful tips

  • @prakash1-x1d
    @prakash1-x1d Год назад +65

    Very beautiful lady, with good sense of humor.. I really like & respect her... White colour saree more suits her.... I really like her personality... 🙏👍

    • @Rohansharma-bo7yx
      @Rohansharma-bo7yx Год назад +6

      nalua sala,😂

    • @prakash1-x1d
      @prakash1-x1d Год назад +2

      @@Rohansharma-bo7yx Kana gote Loka Ra bhala guna ku admiration kariba b nalua heiigalani aajikaali🤣,If you think so it's your problem to perceive the world, not mine... okay

    • @xyzrockzzz2563
      @xyzrockzzz2563 Год назад +1

      Pakka nalua ta reeeee 😂😂😂😂😂

    • @subashdalai8893
      @subashdalai8893 Год назад

      Jalipi 😜

    • @prakash1-x1d
      @prakash1-x1d Год назад

      @@subashdalai8893 Get out... Such a useless man

  • @nitishbarik4254
    @nitishbarik4254 28 дней назад

    wow vary goood discussion

  • @LuckyKumar-em2oi
    @LuckyKumar-em2oi Год назад +14

    ଯାହା ଲାଗୁଛି ଭାଉଜଙ୍କ ସେ ଉପରେ ବହୁତ୍ ଅଭିଜ୍ଞା ଅଛି ସେଥି ପାଇଁ .....

    • @dkcreater8410
      @dkcreater8410 Год назад +3

      Han re bhai tuma maa au ye bhauja nka abhigyata same heba laguchi

  • @utkalkesari1097
    @utkalkesari1097 8 месяцев назад

    Mam apananku gote request sabu college guda ku jaiki tike Councling karantu please🙏

  • @DURGAPRASAD-pi7yt
    @DURGAPRASAD-pi7yt Год назад +4

    Good advice ma'am 🙏🙏

  • @BabluBadhia
    @BabluBadhia 6 месяцев назад

    I salute you mam i proud of you very good advice really 👪

  • @tapurinkucreation8438
    @tapurinkucreation8438 Год назад +7

    👏👏👏 very good motivation

  • @brajakishor121
    @brajakishor121 5 месяцев назад +1

    ଏ ଚାନେଲରେ ଆଉ କିଛି ମିଳୁନି। ଏ ବାଳ ନିୟୁଜ୍ ଦେଖିବାକୁ କିଏ ଜିବ

  • @devediting7310
    @devediting7310 Год назад +3

    ଏକ ଭଲ ସନ୍ଦେଶ ସମାଜ ପାଇଁ 🙏

  • @prasantananda7811
    @prasantananda7811 3 месяца назад

    Ekdam Sata Katha...👍👍

  • @dineshpatra5443
    @dineshpatra5443 Год назад +38

    ମାଡ଼ମ ପୁରା ପରଫେକ୍ଟ କହିଲେ ବେଶି ଭଲ ଲାଗିଲା
    ମୁଁ ଭାବୁଛି ପିଲା କିଛି ଶିଖିବେ
    ଏମିତି କହିବା ଦରକାର ପ୍ରତି 2/3 କୁ ଥରେ

    • @santosh34556
      @santosh34556 6 месяцев назад

      💪💪👍👍
      Sweets, sugar, chocolate, watermelon ye sab nahi khaoge to tum kaam vaasna se dur ho jaoge.
      Bramhacharya since last 6 months.
      Try it and be hawas free 👍

  • @Sasmita130
    @Sasmita130 Год назад

    କଣ୍ଡୋମ କ'ଣ କାହାକୁ କୁହାଯାଏ ଆଉ କଣ୍ଡୋମ କେଉଁଠି ବ୍ଯବହାର କରାଯାଏ🤔

  • @anambehera5995
    @anambehera5995 Год назад +7

    ଠିକ୍ କଥା କହିଲେ ମ୍ୟାଡମ୍

  • @AnandaKhatua-x5e
    @AnandaKhatua-x5e Месяц назад

    Bahut Sundar ❤🥰

  • @BlackPagodaYT
    @BlackPagodaYT Год назад +11

    Anty nku dekhile laguni, tankara post graduate pass karithiba jhia te achi

  • @simanchalpattnaik3678
    @simanchalpattnaik3678 Год назад

    Good advice. Bhashkar news your head ing should be politly

  • @bulusuniversity6815
    @bulusuniversity6815 Год назад +6

    When girls are selfeducated & wise , everything better starts happening.

  • @santosh7330
    @santosh7330 4 месяца назад

    ଆପଣ ବୋହୁତ ସୁନ୍ଦର ଲଭ୍ ୟୁ😂😂😂

  • @pabitrasahu9469
    @pabitrasahu9469 Год назад +3

    Good heading to view more 👍

  • @sibaprasadsahoo8575
    @sibaprasadsahoo8575 Год назад +2

    ଆଧ୍ୟାତ୍ମିକ ଓ ସଂସ୍କାର ଶିକ୍ଷା ଦରକାର.