Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ବହୁତ ସୁନ୍ଦର ଲାଗିଲା... ତୁମର ସବୁ ଗୀତ ମୁଁ youtube ରେ ଦେଖିଲି.. ବହୁତ ଭଲ presentation..। ଓଡ଼ିଆ ଲୋକଗୀତ ଗୁଡିକୁ ସାରା ଭାରତ ଏବଂ ଭାରତ ବାହାରେ ଲୋକଙ୍କୁ ଶୁଣେଇବା ର ପ୍ରୟାସ ଜାରିରହୁ... ବିଭିନ୍ନ ପ୍ରୋଗ୍ରାମ ମାଧ୍ୟ୍ୟମରେ... ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏତେ ଭଲ musicdirector ଆଗଭଳି ନାହାନ୍ତି.... ଗାଁ କନିଆ ସିଂଘାଣିନାକି.... ଏଠି.... ଆମ Music director ମାନଙ୍କୁ ଓଡ଼ିଆ ଝିଅଙ୍କ voice ଭଲ ଲାଗେନି ସେମାନଙ୍କୁ ବାହାରୁ ସିଙ୍ଗର ଆଣି ଗୀତ କରିବାକୁ ପସନ୍ଦ କରନ୍ତି... ସେଥିପାଇଁ ତ ଆଜି ଓଡ଼ିଆ ସିନେମା ର ଏଇ ଅବସ୍ଥା... ତଥାପି ସେମାନଙ୍କ ର ଚେତା ପଶୁନି... ଭଗବାନ କରନ୍ତୁ ତୁମେ ବହୁତ ଆଗକୁ ଯାଅ...... ଜୟ ଶ୍ରୀ ଜଗନ୍ନାଥ
Barnali Odishara garba. Anchoring bahut bhala.
Amazing voice,So talented,God bless you
Barnali God bless u and u reach the appex point of singing.
Go ahead. Lord Jagannath will bless you.
👌👌👌ବଢ଼ିଆ କେକେ ଭାଇ, ଅଭିନନ୍ଦନ ବର୍ଣ୍ଣାଳୀ
Barnali hota hai tume bahuta sundar Gita gauchha manaku chhuinla❤❤❤❤
ଅତି ସୁନ୍ଦର କାର୍ଯ୍ୟ 🎉
Very very thanks
thanks god great job
Hidden talent of odisha
Beautiful voice barnali❤
Hi Barnali, you are definitely gifted. May God bless you! Look forward to listening top many more songs in your voice. Thanks a million!
Congratulations Barnali go ahead, God must help you for your attempt.
For development of the Odia song .
I am one of the great fans of your extremely excellent talented.......God bless you ❤
Bahut sundar barnali ❤God bless u❤️
You are great singer Jay jagannath
Golden singer queen in odisha
May God bless youYou represent ed odia traditional bhajan
Nice voice So talented
Jay jaganatha
Very very talented. Please post full song -sabu bandan mo kholi dei Prabhu tuma bandhan re rakha 🎉🎉🎉
Barnali lord Jagannath always blessing you so u have proven it
ଭାଇ ଅଙ୍କିତଙ୍କର ଏହି ସାକ୍ଷାତ୍କାର ଭଊଣୀ ବର୍ଣାଳୀଙ୍କ ବିଷୟରେ ବହୁତ କଥା ଜାଣିବାର ସୁଯୋଗ ଦେଲା। । ଏଥିପାଇଁ ଧନ୍ୟବାଦ ।
Bharat Ka Amrit Kalas ରେ ଯେଉଁ ଗୀତ ଗାଇଥିଲେ ସେହି ଜାଗରଣ ଗୀତଟି ଗାଇଥଲେ ଭଲ ହୋଇଥାଆନ୍ତା ।
ସବୁ ବନ୍ଧନ ମୋ ଖୋଲି ଦେଇ ପ୍ରଭୁ!ତୁମରି ବନ୍ଧନେ ରଖ... ଜଣାଣଟି ଭାବପୂର୍ଣ୍ଣ ଭାବରେ ଗାଇଲେ ଭଊଣୀ ବର୍ଣ୍ଣାଳୀ । ତାଙ୍କୁ ପ୍ରଭୁ ଜଗନ୍ନାଥ ଲକ୍ଷ୍ୟ ପଥରେ ଆଗେଇ ନିଅନ୍ତୁ ।ରାମଚନ୍ଦ୍ର ପାଣିଶ୍ରୀଅରବିନ୍ଦ ଆଶ୍ରମ ପଣ୍ଡିଚେରୀ ।୯୪୮୭୦ ୮୩୦୬୩
Jai jagannath 🙏🙏🙏🙏🙏🙏
ମାଆ ମମତା ହୋତା ଝିଅକୁ ଏତେ Freedom ଦେଇଥିବା ଆନନ୍ଦର କଥା । ତେବେ ଯେହେତୁ ସେ ଓକିଲ, ଝିଅକୁ confused ହୁଏ ବୋଲି କହିଦେଲେ, କିନ୍ତୁ ସେ ସବୁବେଳେ ଜଗନ୍ନାଥଙ୍କୁ ଜଣାଇ ତାଙ୍କ ନିର୍ଦ୍ଦେଶ ପାଇ କାର୍ଯ୍ଯ କରୁଥବା ଭକ୍ତର ଲକ୍ଷଣ ।ରାମଚନ୍ଦ୍ର ପାଣି
Barnali ur great
ଜୟ ଜଗନ୍ନାଥ ! ଭାଇ ଅଙ୍କିତଙ୍କୁ ଅଭିନନ୍ଦନ ।
God bless you beti
Mo favorite singer varnali dee
Very nice
Barnali God bless you
I am 100% sure Barnali Hota is an uncommon singer of Odisha. By the grace almighty,days are not far away whenBarnali becomes a famous singer not only in Odisha ,butalso in India.
👌👌👌wow
No such power of truth, her voice is so heart beaten
Jay Jagnntha. Pakhe achhnti❤
ବର୍ଣ୍ଣାଳୀଙ୍କର ମା" ଙ୍କୁ ମୋ'ର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ଜୟ ଶ୍ରୀରାମ ବର୍ଣ୍ଣାଳୀଙ୍କୁ ମୋ'ର ଶୁଭକାମନା ।ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବର୍ଣ୍ଣାଳୀ ଆଗକୁ ଆଗକୁ ଆଗେଇ ଚାଲ , ପ୍ରଭୁ ଶ୍ରୀଜଗନ୍ନାଥ ତୁମ ସାଙ୍ଗରେ ଅଛନ୍ତି ବର୍ଣ୍ଣାଳୀ ତୁମେ ଆଜି ଓଡ଼ିଶାର ଗର୍ବ ଗୌରବ ଏବଂ ଓଡ଼ିଶାର ଅସ୍ମିତା ।ଜୟ ଶ୍ରୀଜଗନ୍ନାଥପ୍ରଫୁଲ୍ଲ କୁମାର ସିଂହ , ଆଗରପଡା , ଭଦ୍ରକ
I salute u👍barnali
👌👌👌
❤❤
ବର୍ଣାଳୀଙ୍କ ଗୀତ ଶୁଣିଛି । ବହୁତ ଭଲ କଣ୍ଠସ୍ୱର । Play Back Singer easily ହୋଇ ପାରିବେ । ପ୍ରଭୁ ଜଗନ୍ନାଥଙ୍କ କୃପା ମିଳୁ । ମା ସରସ୍ଵତୀ ସହାୟତା କରନ୍ତୁ । ରାମଚନ୍ଦ୍ର ପାଣିଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ ।୨୧ । ୬ । ୨୦୨୪, ଶୁକ୍ରବାର ଜୟ ମା ! ଜୟ ଜଗନ୍ନାଥ !
ଧନ୍ଯ ଧନ୍ଯ ଧନ୍ଯ ତୁମ୍ଭେ କଳାକାର ଭାବେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଓଡିଶା ସାର ସଂଗ୍ରହ ସମ୍ବନ୍ଧୀୟ ବିଭିନ୍ନ ଲୋକ ଗୀତ ରଚନା ଏବଂ ଜର୍ଗନ୍ନାଥ ଙ୍କର କୃପା ଜଣାଣ ଭଜନ ଓଡ଼ିଆ ଭାଷା ର ମାଧୁର୍ଯ୍ୟ ଭାବ ଭାରତ ବର୍ଷରେ ପରିଚୟ ସୃଷ୍ଟି କରିଥିବା ତତ୍ତ୍ଵ ବୋଦ୍ଧେ ରଙ୍ଗ ଦେଇ ଛନ୍ତି
❤❤❤❤❤❤❤❤❤❤
🌹✍🏻👌🏻
ଅନୁରୋଧ କରିବୁ , ସେ ଅତୀତର ସେ ସଙ୍ଗୀତ କୁ ,ସେ କବିଙ୍କର ଲେଖା କୁ ଆଗକୁ ଆଣନ୍ତୁ ।
❤🎉
ତାଙ୍କର ଉଚ୍ଚାଙ୍ଗ କଣ୍ଠସ୍ବର ଏହି ସାକ୍ଷାତ୍କାରରେ ନରମ ଲାଗୁଛି । କଥାରେ ମଧୁରତା ରହିଛି । ତାଙ୍କର ଭବିଷ୍ୟତ୍ ଉଜ୍ଜ୍ବଳମୟ ।
ସଙ୍ଗୀତ୍ ଶିକ୍ଷକ୍ ବସନ୍ତ ପାତ୍ରଙ୍କ ଭଳି ଦେଖିବାକୁ ଓ କଣ୍ଠ ବି ପୁରା ବସନ୍ତ ପାତ୍ରଙ୍କ କଣ୍ଠ ଭଳି । ଆରେ ହେଇ ଦେଖ କମେଣ୍ଟ୍ ଲେଖୁ ଲେଖୁ ଜାଣି ଗଲି ଯେ ସେ ହିଁ ବସନ୍ତ ପାତ୍ର ଅଟନ୍ତି ।
ପ୍ରଭୁ ଜଗନ୍ନାଥ ସାହା ହୁଅନ୍ତୁ ଝିଅ।।। ଜୀବନ ରେ ସବୁ ଇଚ୍ଛା ପୂର୍ଣ୍ଣ ହଉ❤
ସତରେ ତୁମେ ଓଡ଼ିଶାର ସଂଗୀତ କୁ ବହୁତ ଭଲ ଭାବରେ ଉପସ୍ଥାପିତ କରି ସର୍ବାଦୂତ କରିପାରିଛନ୍ତି।
Great Work Kishor Kumbhar Ji ☺️
Help odisha lalit kala academy ,cultural dept odisha govt.
କଳା ସଂସ୍କୃତି ଲୋକକଳା କୁ ବ୍ୟାପକ ପ୍ରୋତ୍ସାହନ ମିଳୁ
Heavy make up
ବର୍ଣାଳୀ not ଉଚ୍ଚାରଣ clear.
M
ସେଇ ଟା ଧୁଡ଼ିକି ନୁହ ଘ୍ହଦିକି
Tu maa nari nuha lo maa narayniMaa mahaamyaa
Kuch jyada ho gaya....
ବହୁତ ସୁନ୍ଦର ଲାଗିଲା... ତୁମର ସବୁ ଗୀତ ମୁଁ youtube ରେ ଦେଖିଲି.. ବହୁତ ଭଲ presentation..। ଓଡ଼ିଆ ଲୋକଗୀତ ଗୁଡିକୁ ସାରା ଭାରତ ଏବଂ ଭାରତ ବାହାରେ ଲୋକଙ୍କୁ ଶୁଣେଇବା ର ପ୍ରୟାସ ଜାରିରହୁ... ବିଭିନ୍ନ ପ୍ରୋଗ୍ରାମ ମାଧ୍ୟ୍ୟମରେ... ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏତେ ଭଲ musicdirector ଆଗଭଳି ନାହାନ୍ତି.... ଗାଁ କନିଆ ସିଂଘାଣିନାକି.... ଏଠି.... ଆମ Music director ମାନଙ୍କୁ ଓଡ଼ିଆ ଝିଅଙ୍କ voice ଭଲ ଲାଗେନି ସେମାନଙ୍କୁ ବାହାରୁ ସିଙ୍ଗର ଆଣି ଗୀତ କରିବାକୁ ପସନ୍ଦ କରନ୍ତି... ସେଥିପାଇଁ ତ ଆଜି ଓଡ଼ିଆ ସିନେମା ର ଏଇ ଅବସ୍ଥା... ତଥାପି ସେମାନଙ୍କ ର ଚେତା ପଶୁନି... ଭଗବାନ କରନ୍ତୁ ତୁମେ ବହୁତ ଆଗକୁ ଯାଅ...... ଜୟ ଶ୍ରୀ ଜଗନ୍ନାଥ
Barnali Odishara garba. Anchoring bahut bhala.
Amazing voice,So talented,God bless you
Barnali God bless u and u reach the appex point of singing.
Go ahead. Lord Jagannath will bless you.
👌👌👌ବଢ଼ିଆ କେକେ ଭାଇ, ଅଭିନନ୍ଦନ ବର୍ଣ୍ଣାଳୀ
Barnali hota hai tume bahuta sundar Gita gauchha manaku chhuinla❤❤❤❤
ଅତି ସୁନ୍ଦର କାର୍ଯ୍ୟ 🎉
Very very thanks
thanks god great job
Hidden talent of odisha
Beautiful voice barnali❤
Hi Barnali, you are definitely gifted. May God bless you! Look forward to listening top many more songs in your voice. Thanks a million!
Congratulations Barnali go ahead, God must help you for your attempt.
For development of the Odia song .
I am one of the great fans of your extremely excellent talented.......God bless you ❤
Bahut sundar barnali ❤God bless u❤️
You are great singer Jay jagannath
Golden singer queen in odisha
May God bless you
You represent ed odia traditional bhajan
Nice voice
So talented
Jay jaganatha
Very very talented. Please post full song -sabu bandan mo kholi dei Prabhu tuma bandhan re rakha 🎉🎉🎉
Barnali lord Jagannath always blessing you so u have proven it
ଭାଇ ଅଙ୍କିତଙ୍କର ଏହି ସାକ୍ଷାତ୍କାର ଭଊଣୀ ବର୍ଣାଳୀଙ୍କ ବିଷୟରେ ବହୁତ କଥା ଜାଣିବାର ସୁଯୋଗ ଦେଲା। । ଏଥିପାଇଁ ଧନ୍ୟବାଦ ।
Bharat Ka Amrit Kalas ରେ ଯେଉଁ ଗୀତ ଗାଇଥିଲେ ସେହି ଜାଗରଣ ଗୀତଟି ଗାଇଥଲେ ଭଲ ହୋଇଥାଆନ୍ତା ।
ସବୁ ବନ୍ଧନ ମୋ ଖୋଲି ଦେଇ ପ୍ରଭୁ!
ତୁମରି ବନ୍ଧନେ ରଖ... ଜଣାଣଟି ଭାବପୂର୍ଣ୍ଣ ଭାବରେ ଗାଇଲେ ଭଊଣୀ ବର୍ଣ୍ଣାଳୀ । ତାଙ୍କୁ ପ୍ରଭୁ ଜଗନ୍ନାଥ ଲକ୍ଷ୍ୟ ପଥରେ ଆଗେଇ ନିଅନ୍ତୁ ।
ରାମଚନ୍ଦ୍ର ପାଣି
ଶ୍ରୀଅରବିନ୍ଦ ଆଶ୍ରମ ପଣ୍ଡିଚେରୀ ।
୯୪୮୭୦ ୮୩୦୬୩
Jai jagannath 🙏🙏🙏🙏🙏🙏
ମାଆ ମମତା ହୋତା ଝିଅକୁ ଏତେ Freedom ଦେଇଥିବା ଆନନ୍ଦର କଥା । ତେବେ ଯେହେତୁ ସେ ଓକିଲ, ଝିଅକୁ confused ହୁଏ ବୋଲି କହିଦେଲେ, କିନ୍ତୁ ସେ ସବୁବେଳେ ଜଗନ୍ନାଥଙ୍କୁ ଜଣାଇ ତାଙ୍କ ନିର୍ଦ୍ଦେଶ ପାଇ କାର୍ଯ୍ଯ କରୁଥବା ଭକ୍ତର ଲକ୍ଷଣ ।
ରାମଚନ୍ଦ୍ର ପାଣି
Barnali ur great
ଜୟ ଜଗନ୍ନାଥ !
ଭାଇ ଅଙ୍କିତଙ୍କୁ ଅଭିନନ୍ଦନ ।
God bless you beti
Mo favorite singer varnali dee
Very nice
Barnali God bless you
I am 100% sure Barnali Hota is an uncommon singer of Odisha. By the grace almighty,
days are not far away when
Barnali becomes a famous singer not only in Odisha ,but
also in India.
👌👌👌wow
No such power of truth, her voice is so heart beaten
Jay Jagnntha. Pakhe achhnti❤
ବର୍ଣ୍ଣାଳୀଙ୍କର ମା" ଙ୍କୁ ମୋ'ର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ଜୟ ଶ୍ରୀରାମ
ବର୍ଣ୍ଣାଳୀଙ୍କୁ ମୋ'ର ଶୁଭକାମନା ।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବର୍ଣ୍ଣାଳୀ ଆଗକୁ ଆଗକୁ ଆଗେଇ ଚାଲ , ପ୍ରଭୁ ଶ୍ରୀଜଗନ୍ନାଥ ତୁମ ସାଙ୍ଗରେ ଅଛନ୍ତି
ବର୍ଣ୍ଣାଳୀ ତୁମେ ଆଜି ଓଡ଼ିଶାର ଗର୍ବ ଗୌରବ ଏବଂ ଓଡ଼ିଶାର ଅସ୍ମିତା ।
ଜୟ ଶ୍ରୀଜଗନ୍ନାଥ
ପ୍ରଫୁଲ୍ଲ କୁମାର ସିଂହ , ଆଗରପଡା , ଭଦ୍ରକ
I salute u👍barnali
👌👌👌
❤❤
ବର୍ଣାଳୀଙ୍କ ଗୀତ ଶୁଣିଛି । ବହୁତ ଭଲ କଣ୍ଠସ୍ୱର । Play Back Singer easily ହୋଇ ପାରିବେ । ପ୍ରଭୁ ଜଗନ୍ନାଥଙ୍କ କୃପା ମିଳୁ । ମା ସରସ୍ଵତୀ ସହାୟତା କରନ୍ତୁ ।
ରାମଚନ୍ଦ୍ର ପାଣି
ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ ।
୨୧ । ୬ । ୨୦୨୪, ଶୁକ୍ରବାର
ଜୟ ମା ! ଜୟ ଜଗନ୍ନାଥ !
ଧନ୍ଯ ଧନ୍ଯ ଧନ୍ଯ ତୁମ୍ଭେ କଳାକାର ଭାବେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଓଡିଶା ସାର ସଂଗ୍ରହ ସମ୍ବନ୍ଧୀୟ ବିଭିନ୍ନ ଲୋକ ଗୀତ ରଚନା ଏବଂ ଜର୍ଗନ୍ନାଥ ଙ୍କର କୃପା ଜଣାଣ ଭଜନ ଓଡ଼ିଆ ଭାଷା
ର ମାଧୁର୍ଯ୍ୟ ଭାବ ଭାରତ ବର୍ଷରେ ପରିଚୟ ସୃଷ୍ଟି କରିଥିବା ତତ୍ତ୍ଵ ବୋଦ୍ଧେ ରଙ୍ଗ ଦେଇ ଛନ୍ତି
❤❤❤❤❤❤❤❤❤❤
🌹✍🏻👌🏻
ଅନୁରୋଧ କରିବୁ , ସେ ଅତୀତର ସେ ସଙ୍ଗୀତ କୁ ,ସେ କବିଙ୍କର ଲେଖା କୁ ଆଗକୁ ଆଣନ୍ତୁ ।
❤🎉
ତାଙ୍କର ଉଚ୍ଚାଙ୍ଗ କଣ୍ଠସ୍ବର ଏହି ସାକ୍ଷାତ୍କାରରେ ନରମ ଲାଗୁଛି । କଥାରେ ମଧୁରତା ରହିଛି । ତାଙ୍କର ଭବିଷ୍ୟତ୍
ଉଜ୍ଜ୍ବଳମୟ ।
ସଙ୍ଗୀତ୍ ଶିକ୍ଷକ୍ ବସନ୍ତ ପାତ୍ରଙ୍କ ଭଳି ଦେଖିବାକୁ ଓ କଣ୍ଠ ବି ପୁରା ବସନ୍ତ ପାତ୍ରଙ୍କ କଣ୍ଠ ଭଳି । ଆରେ ହେଇ ଦେଖ କମେଣ୍ଟ୍ ଲେଖୁ ଲେଖୁ ଜାଣି ଗଲି ଯେ ସେ ହିଁ ବସନ୍ତ ପାତ୍ର ଅଟନ୍ତି ।
ପ୍ରଭୁ ଜଗନ୍ନାଥ ସାହା ହୁଅନ୍ତୁ ଝିଅ।।। ଜୀବନ ରେ ସବୁ ଇଚ୍ଛା ପୂର୍ଣ୍ଣ ହଉ❤
ସତରେ ତୁମେ ଓଡ଼ିଶାର ସଂଗୀତ କୁ ବହୁତ ଭଲ ଭାବରେ ଉପସ୍ଥାପିତ କରି ସର୍ବାଦୂତ କରିପାରିଛନ୍ତି।
Great Work Kishor Kumbhar Ji ☺️
Help odisha lalit kala academy ,cultural dept odisha govt.
କଳା ସଂସ୍କୃତି ଲୋକକଳା କୁ ବ୍ୟାପକ ପ୍ରୋତ୍ସାହନ ମିଳୁ
Heavy make up
ବର୍ଣାଳୀ not ଉଚ୍ଚାରଣ clear.
M
ସେଇ ଟା ଧୁଡ଼ିକି ନୁହ ଘ୍ହଦିକି
Tu maa nari nuha lo maa narayni
Maa mahaamyaa
Kuch jyada ho gaya....