I have listened your story from you. I am feeling very uneasy after listening all'facts. But u r a courageous girl . Proceed on dear . From to day I am your friend without any intention if you accept me. Maa samaleswari saha hoi thantu . Khud ko kar buland itna ki har taqdeer likhne se pahle khuda apne bande se puchhe ki tera Razak kya he
Aisha, I'm quite impressed on your interview. You are a clear hearted human. May God keep your inspiration high and live with a life partner who respect your feelings and likes you.
Hats off to you... Ayesha, A Human with Golden Heart,Her story is inspirational for ever human being . BBC and National media should meet her, and broadcast her story in all over World and in India. 💞💞💞
Very nice. Because you are an Educated person. So don't think toomuch and Maintain a normal life You do your duty honestly Society you give proper Respect 🙌 👏 👌
Kinnar is god 🙏 . Semane bhagwan nka sadruswa tenu kinnar b ku sanman deba uchit. Isha panda didi Tamara sabu asa purano hou Ati ki hin mu god 🙏 pakhore priyar karuchhi .khushire ruho.
Scenario is changing very fast. A lot of transgenders have materialised their dreams. Still a long way to go. You are an amazing personality ,hope you will be one of the torch bearers of your class
Hello Dii 1st kahibi aapan mote bahut bhala lagile,aapanank mentality personality than beautiful. katha kahibarsaili top level chintadhara ,I like it dii. I am so impressed keep your smile &God bless you 💝💝💝💝💝
Apana dekhibaku bahut sundar laguchanti mu aji 1st time apananku dekhili au gote beautiful jhiaku dekhi apananka channel dekhili au janila pare bahut dukha lagila
Sata kahi baku gale apaanku jete dekhilebi mana bujhuni khali dekhi baku echa hou chi apaanku mam..apana Bohut sundar..so beautiful 😍😍😍😍 may God bless you.....
@@chandu9730 ekdum chakha bhalia katha kahuchu sethipain tate road side chakha ra upadhi diya jiba. Maghia to bhalia gandu au 10th fail third class pila manaka pain samaj re durniti hauchi.
ହଠାତ୍ ଦେଖୁଦେଖୁ ଲାଗିଲା ଛନ୍ଦିତା ପାଢ଼ୀ । ତା'ପରେ ଦେଖିବାପରେ ବହୁତ ଭଲ ଲାଗିଲା। ସତରେ ଭଗବାନ ଙ୍କ ର ଏକ ବିକଳ୍ପ ପରିକଳ୍ପନା । ଉଚ୍ଚ ଶିକ୍ଷିତା ଅତ୍ୟନ୍ତ ସୁନ୍ଦର । ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ।
Mote bi lagila chhandita padhi😯😯
I also think
Yes right hai hum ko bi laga aisa
Mu bi chandita padhi
@@rasmitabehera6493 achha tume kan chandita padhi tama na pa rasmita lekha achhi 😌
ବିଶ୍ୱାସ ଵି ହେଇ ପାରୁନି କି ତୁମେ ଏତେ ସୁନ୍ଦରୀ. 👌🏻👌🏻
I love u aisha panda not only joke seriously
ଦିଦି ମୁଁ ଆପଣଙ୍କ ଉପରେ ବହୁତ ଖୁସି ଆପଣଙ୍କୁ ଭଗବାନ ଖୁସିରେ ରଖିବ
Jay jaganatha prabhu khusira rakhntu
ruclips.net/user/shorts1sWnzKc1N1k?feature=share
ଆପଣଙ୍କ ଚେହେରା ଆଗରେ ସୁନ୍ଦର ଝିଅ ବି କମି ଯିବ,,ଆଉ ଆପଣଙ୍କ Tallent ମାନିବାକୁ ପଡ଼ିବ,,❤️❤️god bless you
ଏଙ୍କର ରୁ ଆଇଶା ମେମ ବହୁତ ସୁନ୍ଦର ଆପଣଙ୍କ କାର୍ଯ୍ୟ କୁ ଧନ୍ୟବାଦ ନିଜେ ଭଲ ରହିଲେ ଦୁନିଆ ସୁନ୍ଦର ଲାଗେ ଜୟ ଉତ୍କଳ🙏🙏🙏❤️❤️❤️👍👍👍
ସୁନ୍ଦର ହୃଦୟ ଓ ଭଲ ବୁଝିପାରୁଥିବା ମଣିଷ
ସାଲୁଟ ୟୁ mam
ଗୋଡ଼ bless u
ଆପଣଙ୍କ ହସ ବହୁତ ସୁନ୍ଦର 😘😘
ଭଲ ଚିନ୍ତାଧାରାର ମଣିଷଟିଏ... ଭଗବାନ ତାଙ୍କୁ ଭଲରେ ରଖିଥାନ୍ତୁ
ଜୟ ଜଗନ୍ନାଥ, ଉଚ୍ଚ ଶିକ୍ଷିତା ଓ ବହୁତ ସୁନ୍ଦର...., ତୁମେ ତୁମ ସାମାଜିକ କାମ ଜାରି ରଖ, ଭଗବାନ ତୁମକୁ ସହାୟ ହୁଅନ୍ତୁ..
JAI SHREE JAGANNATHA.
🕉️🕉️🕉️🕉️🙏🙏🙏🙏
@@warrior7298..
ତୁମେ ତ ବହୁତ ସୁନ୍ଦରୀ ଦେଖା ଯାଉଛି ହିରୋଇନ ମାନେ ବି ଫେଲ ମାରିଯିବେ ସାରା ଜୀବନ ଏମିତି ଖୁସି ରେ ରୁହ ଆଉ ଦୁଃଖ କେବେ ବି ନ ଆସୁ 🙏🙏
Right
s'
Kebala tone tike pua mana nka pari but bahut sundar
Yes 🙏
Right
Mam ଆପଣଙ୍କୁ ଯେତେ ଦେଖିଲେ ବି ବାରମ୍ବାର ଇଚ୍ଛା ହଉଛି ଦେଖିବାକୁ💕❤️love you mam💕🙏🙏
Mu bi tumaku dekhibaku ichha hauchi
ଏତେ ଉଚ୍ଚ ଶିକ୍ଷିତ ସୁନ୍ଦର୍ ଠୁ ଅତି ସୁନ୍ଦର କିନ୍ନର ପ୍ରଥମ ଥର ଦେଖୁଚି ଆପଣ ଯେତେ ସୁନ୍ଦର୍ ଆପଣ ଙ୍କ ମନ ବି ବହୁତ୍ ସୁନ୍ଦର ଭଗବାନ ଙ୍କର ଅଦ୍ଭୁଦ ସୃଷ୍ଟି
ତମେ ଏତେ ସୁନ୍ଦର ଦେଖାଯାଉଚ ତୁମ ଆଗରେ ଓଡ଼ିଆ ହିରୋଇନ ଫେଲ୍ ଭଗବାନ ତୁମ୍ଭର ମଙ୍ଗଳ କରନ୍ତୁ
Right
Right
ଆଉ ହିନ୍ଦୀ ହିରୋଇନ ବି
Hmmm
Right 👍
ସେମାନେ କେବଳ ମଣିଷ ନୁହନ୍ତି ସେ ଭଗବାନ କଂ ଏକ ସ୍ୱରୂପ 😊
ଦୁଃଖ କରନି. ତୁମେ ସୁନ୍ଦରୀ 🌹🌹🌹
ଏ କିନ୍ନର ଭଉଣୀ ଜଣକ ବହୁତ ଭଦ୍ର ଓ ଶିକ୍ଷୀତ . . .ମୁଁ ହୃଦୟରୁ କହୁଛି ଆଗକୁ ବଢନ୍ତୁ ଏବଂ ସମାଜ ପାଇଁ ଭଲ କାମ କରି ସ୍ବର୍ଣ୍ଣାକ୍ଷରରେ ଆପଣଙ୍କ ନାଁ ଇତିହାସରେ ରହୁ . . .କିନ୍ତୁ ଆପଣ କିନ୍ନିର ଭଉଣୀ ମାନଙ୍କୁ ବୁଝାନ୍ତୁ ଦୟାକରି ସେମାନେ ଟ୍ରେନରେ ଯାତ୍ରୀମାନଙ୍କଠୁ ଜବଦସ୍ତ ଟଙ୍କା ନ ମାଗନ୍ତୁ
Asap rocky as a ❤a ❤❤said Ia equal to be a good day at
😅😅
😅😅😅😅😅😅
😅😅😅😅😅😅😅
କିନ୍ନର ମାନେ ବି ମଣିଷ ତେଣୁ ସେମାନଙ୍କୁ ସମ୍ମାନ କରନ୍ତୁ,
Yes
@AIM OF THE DAY haire maghia sie respct pai kahuchi tu kn chodi heuchu
Right
Right bhai
👍
ଆପଣଙ୍କ କଥା ବାର୍ତ୍ତା କରିବାର ଶୈଳୀ ଖୁବ୍ ସୁନ୍ଦର 👍
ସାଧାରଣ ମଣିଷ ହୁଅନ୍ତୁ ବା କିନ୍ନର, ସମସ୍ତଙ୍କ ଜବୀନରେ କଷ୍ଟ, ସଂଘର୍ଷ ଥାଏ। କିନ୍ତୁ ସେହି ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିବା ହିଁ ଜୀବନ।
Good Msg In This Video 👍
ସତୋ ଭାଈ 😭
Sahi bat
Ru
@@rojaleenswain2792 you are so beautiful
ଆଇଶା ପଣ୍ଡା ଦିଦି ଆପଣଙ୍କ ପେରସନାଲଟି ବହୁତ ସୁନ୍ଦର. ଆପଣ ଜଣେ ଉଚ୍ଚ କୋଟୀର ଭିନ୍ନ ମଣିଷ. ମୁଁ ବହୁତ ଭଲ ପାଏ. ଆପଣଙ୍କ No.. ଦିଅନ୍ତୁ. ଆପଣଙ୍କ ମତାମତ ବହୁତ ସୁନ୍ଦର. ଜଣେ ସରକାରୀ ଚାକିରିଆ ଓ ସମାଜ ସେବୀ ଭାବରେ ଆପଣ ବହୁତ ଜଣାଶୁଣା.
ଆପଣଙ୍କ ଭଳି ଖୋଲା ହୃଦୟର ଜୀବନ ମିଳିବା ବଡ଼ କଷ୍ଟ..
ମୁଁ ଆପଣକୁ ମୋ ହୃଦୟରୁ ବହୁତ ଭଲ ପାଏ.
Tu pagala ta kire rendua
ମଣିଷ ଜୀବନ ହିଁ ସୁନ୍ଦର ଜୀବନ
Very nice 👌
💋💋💋💋💋
I have listened your story from you. I am feeling very uneasy after listening all'facts. But u r a courageous girl . Proceed on dear . From to day I am your friend without any intention if you accept me. Maa samaleswari saha hoi thantu . Khud ko kar buland itna ki har taqdeer likhne se pahle khuda apne bande se puchhe ki tera Razak kya he
I am Fanindra Prasad Panda not arati Pattnaik. She is my wife
Didi Bahut bahut Dhanya baad Aapana Jone Real Girls...
ମୁଁ ହୃଦୟରୁ ଧନ୍ୟବାଦ 🙏🏻ଜଣାଉଛି ଆପଣଙ୍କୁ..
ସମାଜରେ ସମସ୍ତଙ୍କର ବଞ୍ଚୁବାର ଅଧିକାର ଅଛି..
L
Hii
Aisha, I'm quite impressed on your interview. You are a clear hearted human. May God keep your inspiration high and live with a life partner who respect your feelings and likes you.
ମୁଁ ଆପଣଙ୍କ ଏ ଇଣ୍ଟରଭିଉ ଦେଖି ଜାଣିବାକୁ ପାଇଲି ଯେ ଆପଣ ଏକ ଟ୍ରାନ୍ସ jendar ହେଇ କି ବି ସମାଜ ସେବି, God bless you
କିନ୍ନର ଜଡ଼ିଓପି ଝିଅଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି ,ବ୍ୟବହାର ଓ କଥା ବାର୍ତ୍ତା ,ଅତି ସୁନ୍ଦର ବିଚାର ,ମୋତେ ବହୁତ୍ ଭଲ ଲାଗିଲା ଧନ୍ୟବାଦ୍
ଜୟ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣ ଜୀବନରେ କେବେ ବି ଦୁଃଖ ନ ଆସୁ ସବୁ ବେଳେ ଖୁସିରେ ରୁହନ୍ତୁ
ଆପଣ ବହୁତ ସୁନ୍ଦର.... ଈଶ୍ୱର ଆପଣ ଙ୍କୁ କଲ୍ୟାଣ କରନ୍ତୁ
ସେ ପୁଅ ହେଉ ଅବା ଝୀଅ ହେଉ କିମ୍ବା କିନ୍ନର ହେଉ, ଜୀବନରେ ଘଟୁଥିବା ଦୁଃଖ, କଷ୍ଟ ଓ ଯନ୍ତ୍ରଣାକୁ ହିଁ କୁହାଯାଏ ଜୀବନ ll
Super wonderful 👍👍👍👍👍
ଆପଣ ଝିଅ ଠୁ ଭି ବହୁତ ସୁନ୍ଦର ଦେଖା ଯାଉଁ ଛନ୍ତି i.love you mam
Baha heija
ଆଇସା U R Great, Dont ମାଇଣ୍ଡ ଆପଣ ଜଣେ ମଣିଷ & ଆପଣ ଚାହିଁଲେ ଭବିଷ୍ୟତ ରେ ବହୁ ଆଗକୁ ଯିବେ. God Bless You
ବହୁତ ଭଲ ଲାଗିଲା । ଜୀବନ କୁ ଭିତରୁ ଅନୁଭବ କରିଛନ୍ତି , କରୁଛନ୍ତି । ବହୁତ ବହୁତ ଭଲ ପାଇବା 🙏
ସବୁ ମଣିଷ ଙ୍କ ପାଇଁ ଆପଣ ଏକ ଉଦାହରଣ।ଦିଦି 🙏
ସେମାନେ ଆମ ଭଳି ମଣିଷ । ଆଦୌ ଭିନ୍ନ ମଣିଷ ନୁହନ୍ତି । ସେମାନଙ୍କୁ ଯେଉଁମାନେ ସମାଜରେ ଅଲଗା ଭାବନ୍ତି, ମୋ ମତରେ ସେମାନେ ହିଁ ଭିନ୍ନ ମଣିଷ ।
U are absolutely right
True 👍
ମୁଁ ଏକ ମତ ନୁହେଁ ଆପଣଙ୍କ ସହିତ
@@jagabandhupattanayak5782 ମଣିଷ ଅନୁସାରେ ମତ ବି ଭିନ୍ନ । ମୋ ମତ ଓ ଆପଣଙ୍କ ମତ ଅଲଗା ହେଇପାରେ । କିଛି ନୂଆ କଥା ନୁହେଁ । ସମସ୍ତଙ୍କର ମତ ଦେବାର ଅଧିକାର ରହିଛି । କାହା ମତରେ କେହି ଏକମତ ହେବା ବାଧ୍ୟତାମୂଳକ ନୁହେଁ ।
You are absolutely right..
Hats off to you... Ayesha, A Human with Golden Heart,Her story is inspirational for ever human being . BBC and National media should meet her, and broadcast her story in all over World and in India. 💞💞💞
Hi
What a great Transformation! Grand Salute to You 💙
I hardly seen a beautiful transgender like you, uncommon and highly educated, u r the great example for the society 😍😍😍
e
n
Right
You are so beautiful
Hii
Bahut khusi lagila dekhiki thank u Odisha Live
Salute mam.i respect u and your community. God bless you mam ❤
Ayesa maa sabuthu sundari...Mu jetiki dekhichi kiner samaj re sabuthu sundar ayesa maa
Really heart touching ❤️story.you are the big inspiration for others🙏
Very nice. Because you are an Educated person. So don't think toomuch and Maintain a normal life
You do your duty honestly
Society you give proper Respect 🙌 👏 👌
ଆପଣମାନଙ୍କ ଙ୍କ ଅସଲ ଦୁଃଖ ଆଗରୁ ଜାଣି ନଥିଲି, ଧନ୍ୟବାଦ! ଆପଣଙ୍କୁ ଆଉ ଟିଭି ଚ୍ୟାନେଲକୁ
ଦିଦି ଆପଣ ବହୁତ ସୁନ୍ଦର ଦେଖାଯାଉଛନ୍ତି । କୋଉ ହିରୋଇନ ଠାରୁ ବି କମ ନୁହଁନ୍ତି।
Kinnar is god 🙏 . Semane bhagwan nka sadruswa tenu kinnar b ku sanman deba uchit. Isha panda didi Tamara sabu asa purano hou Ati ki hin mu god 🙏 pakhore priyar karuchhi .khushire ruho.
she is really so sweet 🥺❤........ his smile is really very much attractive 🥰❤
She is really so sweet.....his smile is really very much attractive.
Ayisha mam apanaka katha suniki bahut vala lagila.jagannath karanto Apana gute vala life patner paiki khusi re rohanto
ବାସ୍ତବରେ ଏମାନଙ୍କ ଜୀବନ କେତେ ସଂଘର୍ଷ ପୂର୍ଣ 🙏🙏 ।
ବାଃ ଖୁବ୍ ସୁନ୍ଦର
ଆହୁରି ଆଗକୁ ବଢନ୍ତୁ ଆଇସା ମାଡାମ୍💐🙏👍
Such a great person 💓 love you mam.... Bhogwan apononku sobubele khusire rakhantu....
Aisha Mam u r looking so pretty, beautiful ❤️ and Intelligent baba always blessed u🙏
ଆପଣ ଙ୍କୁ ଭଗବାନ୍ ମଙ୍ଗଳ ରେ ରଖନ୍ତୁ
ସମାଜ ଆପଣ ଙ୍କୁ ଯଦି ଖରାପ୍ ଦୃଷ୍ଟି ରେ ଦଖିଲେ
ଦେଖୁ । ମୁଁ କିନ୍ତୁ ଆପଣ ଙ୍କ ଭଳି ଅନେକ କିନର ଭାଇ ଙ୍କୁ ସମ୍ମାନ ଦିଏ ।
ମୁଁ ଆପଣଙ୍କୁ ମୋ ହୃଦୟ ର ସହିତ ଧନ୍ୟବାଦ୍ ଜଣାଉଛି🙏 ଏତେ ସବୁ ସମସ୍ୟା କୁ ସାମ୍ନା କରିଆସୁଛନ୍ତି, ଏହି ସବୁ ଭାବିଲେ ବହୁତ ଦୁଃଖ ଲାଗୁଛି କିନ୍ତୁ ଏହି ସଂସାରରେ ସମସ୍ତ ଙ୍କୁ ବଞ୍ଚିବାର ଅଧିକ ଅଛି , ତେଣୁ ଆପଣ ବି ଏମିତି ଆଗକୁ ବଢନ୍ତୁ ଖୁସିରେ ରୁହନ୍ତୁ , ଜୟ ଜଗନ୍ନାଥ 🙏🙏🙏🙏
I give u respect from my core of my heart Mam ... U r the inspiration for others
Lovely ♥️🫶🏻 more power to aisha💖
Bahut bhala lagila dekhiki. Congratulations Shubhashree Ma'am.
Nice respond
Kinner life bahut struggling... But semane b ama pari manisha... God bless you❤
Salute to you AISHA Mam🙏🏻🙏🏻LORD JAGANNATH BLESS you always 🙏🏻you are a great inspiration for society 🙏🏻
Yaar ei kitni awsome hai yaar 😊😊😊😊😊
Such a great personality.. I salute you🙏
ତୁମର ବି ଏ ସମାଜ ରେ ଅଧିକାର ଅଛି ଭଉଣୀ ଭଗବାନ ତୁମକୁ ସବୁବେଳେ ଭଲରେ ରଖନ୍ତୁ 🙏🙏
You are looking Telgu actress Anuska shetty(Bahubali)
Anchor is very beautiful and so professional
Inspirational interview indeed. Best wishes, Aisha Ma'am. Many points - Spot on. Great job, Subhashree 🙏🏾☺️🌼
ଯେତେବେଳେ ଗୋଟେ ଝିଅ ପୁଅ ପରି ନିଜକୁ ପ୍ରକାଶ କରୁଛି.. ସେତେବେଳେ ଏଇ ସମାଜ, ସାଙ୍ଗସାଥୀ ସମସ୍ତେ ତାକୁ ଷ୍ଟାଇଲ ବୋଲି ଭାବୁଛନ୍ତି.. ଆଉ ଯେତେବେଳେ ଗୋଟେ ପୁଅ ଝିଅ ପରି ନିଜକୁ ପ୍ରକାଶ କରୁଛି.. ସେତେବେଳେ ସିଏ ମାଇଚିଆ ଛକା ହେଇଯାଉଛି ଏବଂ ସମାଜରୁ ବାଛନ୍ଦ ହେଉଛି ଏଇଟା କୋଉ ପ୍ରକାର ନିୟମ.....
She is with a good personality. God bless you.
Bahut Sundar pura jhia pari dekha jauchanti🙂
She is just amazing ❤️....best of luck didi .... 😀
Bravo, Ayesha for your candid declaration about the society
I salute u ma'am..loved ur attitude respect ur work..u r a true inspiration for every single man..u look too beautiful 😍 🤩 👌 💖 💗 ✨️
Right
I respect them n believe their blessings, everybody should respect them.
🙌🙌....She is so beautiful
Scenario is changing very fast. A lot of transgenders have materialised their dreams. Still a long way to go. You are an amazing personality ,hope you will be one of the torch bearers of your class
So great soul ,so dedicated never seen and heard
It's too good to listen such straight forward lines from you mam.... Inspiring 🙏🙏
Siba+sakti=ardhanariswara (very powerful )👍👍👍💖
Yes
Hello Dii
1st kahibi aapan mote bahut bhala lagile,aapanank mentality personality than beautiful. katha kahibarsaili
top level chintadhara ,I like it dii.
I am so impressed
keep your smile &God bless you
💝💝💝💝💝
@@soumyaranjanrockraja3307 thank you dear😍😘
Tame ghare v janma huantu.... .. Thank u...
@@foodpointvlog1903 beby heba God gifted au gene ku depend kare thank you you also have that😊🙏
Apana dekhibaku bahut sundar laguchanti mu aji 1st time apananku dekhili au gote beautiful jhiaku dekhi apananka channel dekhili au janila pare bahut dukha lagila
She is looking very beautiful 😍😍😍
You are so beautiful
Bahut bhala lagila. Good wishes to ur journey for self n society.
So nice mam I am so proud of you 👍👍👍you are inspiration for every people and our society 🙏🙏👏👍👍👍👏👏🙏🙏🙏
Sata kahi baku gale apaanku jete dekhilebi mana bujhuni khali dekhi baku echa hou chi apaanku mam..apana Bohut sundar..so beautiful 😍😍😍😍 may God bless you.....
ତୁମ କଥା ଖୁବ୍ ସୁନ୍ଦର ।।
,😁
Sach a nice human being meeeemmm.. Just salute you dear.. A Grt inspired story 🙏🙏🙏
Such a great personality 😂 ❤️🙏
Educated and and beautiful best thing is you doing great job.
He is so cute😘 really
Tama katha suni Mate bht khusi laguchi bagban Tamara mangala karantu sabu bele tame khusire ruha Tama khusi pain' bagban nku prathana karibi Daly I love you
Hardwork build Success and succes make you rich and rich make u popularity
Very good didi
Apan bahut bhala dekha jauchanti
Congratulations my dear. I have full respect for you. May God bless you.
Cuty............♥️
Love her personality ❣️🔥😊
Mam ଆପଣ ବହୁତ ସୁନ୍ଦର really really ..
She is a so beautiful girl....❤️
Girl na pela chaka Gian ta 😄
Han je semane( bia re gehin) baku diantini semane khali gandire dianti 😌😌
@@chandu9730 to pua jhiya future re chakha janma paile tu emiti kahibu tanku
@@raveadventure8736 tate kain badhuchi tu chaka ta kire
@@chandu9730 ekdum chakha bhalia katha kahuchu sethipain tate road side chakha ra upadhi diya jiba. Maghia to bhalia gandu au 10th fail third class pila manaka pain samaj re durniti hauchi.
Maam ଆପଣଙ୍କୁ ଦେଖିଲେ ବି ଲାଗୁନି ତୁମେ ପୁଅ ବୋଲି,, (ଏବଂ ଉଚ୍ଚ ଶିକ୍ଷିତା ବି,🙏)
ବଡ଼ ବଡ଼ heroine ବି ଫେଲ୍ ମାରିଯିବେ ଆପଣଙ୍କ ପାଖରେ❤️❤️❤️👌👌👌
A very nice person.... Madam you are great 🙏... actually we should change our mentallity...
He is really man of service
His potentiality to poor people
How much i know him is great 🔥🔥
God bless you always ma'am 💖 Don't worry 🙏 stay blessed 🙏
I respect you from the core of my heart ayesha mam...you r so good....may the lord Jesus bless you