ବିବାହର ପ୍ରତିଶୃତି ଦେଇ ଉପଭୋଗ କରୁଥିଲା ଲମ୍ପଟ ପ୍ରେମିକ, ଭିଡ଼ିଓ ଭାଇରାଲ କରିବାକୁ ଦେଉଥିଲା ଧମକ

Поделиться
HTML-код
  • Опубликовано: 10 сен 2024
  • ଘରୁ ପାଦକାଢି ଚାକିରି ପାଇଁ ଯୁବତୀ ଜଣକ ଆସିଥିଲେ ଭୁବନେଶ୍ବର... ଭବିଷ୍ୟତକୁ ନେଇ ଦେଖିଥିଲେ ଅନେକ ସୁନେଲି ସ୍ବପ୍ନ... ହେଲେ, ରାଜଧାନୀର ନିୟନ ଆଲୁଅରେ ଫିକା ପଡିଗଲା ଯୌବନର ଗୋଲାପୀ ରଙ୍ଗ... ଫୁଟିବା ଆଗରୁ କୀଟଦ୍ରଷ୍ଟା ହୋଇସାରିଥିଲା ଗୋଲାପ... କିଛି ବୁଝିବା ଆଗରୁ ଲମ୍ପଟ ବିବାହିତ ଯୁବକ ଚକ୍ରାନ୍ତକରି ଲୁଟି ନେଇଥିଲା ସବୁକିଛି ...
    #relationship #fraud #onenightstand #suffering #odisha #suchanatv24x7
    Dear Viewers,
    We have painstakingly prepared unique videos which have been carefully edited keeping in mind RUclips policy and guidelines and the taste of our beloved viewers be it breaking news, national news, international news, videos or #shorts.
    Thank You for watching #suchanatv24x7
    Our social media platforms:
    Twitter - @suchanatv24x7
    Facebook - Suchanatv24x7
    RUclips - Suchanatv24x7
    ccits
    For trade queries please contact us:
    E-mail: suchanatv@24x7@gmail.com

Комментарии • 424