ଜଙ୍ଗଲୀ ବିଲେଇ ଥିଲା କ୍ୟାମେରାରେ କଏଦ ହେଲା | Odisha Reporter

Поделиться
HTML-код
  • Опубликовано: 26 окт 2024
  • ରାଜଧାନୀରେ ବାଘ ବୁଲୁନି, ବୁଲୁଛି ବଣଭୂଆ। ଭୁବନେଶ୍ବର ଏୟାରପୋର୍ଟ ଡମ୍ପିଂୟାର୍ଡ ନିକଟରେ ବାଘ ବୁଲୁଥିବା ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛି ବନବିଭାଗ । ଏହା କଲରାପତରିଆ ବାଘ ନୁହେଁ, ବରଂ ଏକ ବଣଭୂଆ ବୋଲି ସ୍ପଷ୍ଟ କରିଛି ବନ ବିଭାଗ । ଖାନ ତଲାସୀ ବେଳେ ଭୋର ସମୟରେ କର୍ମଚାରୀ ମାନେ ଏକ ବଣଭୂଆ ଦେଖିଛନ୍ତି। ଗତକାଲି ଭୋର 3ଟା ବେଳେ ଜଙ୍ଗଲ ବିଭାଗ ଲଗାଇଥିବା ଟ୍ରାପ କ୍ୟାମେରାରେ ଏହାର ଭିଡିଓ ଓ ଫଟୋଚିତ୍ରରୁ ଜଂଗଲୀ କ୍ୟାଟ୍ ବୋଲି ଜଣାପଡିଛି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #JungleCat #Odisha #News #Tiger #Bhubaneswar #odishareporter

Комментарии • 3

  • @loveandfeelings5788
    @loveandfeelings5788 2 часа назад +1

    Cat ku Tiger pain sarakari kalaru kete lutile taha bana bibhgaku jana,manibaku padiba.bhai❤

  • @manojmohanty9477
    @manojmohanty9477 6 часов назад

    ଆଜିକାଲି ଓଡ଼ିଶାରେ ବିଲେଇ ବାଘ ପରି ଓ ଘୁଷୁରୀ ହାତୀ ପରି ଦେଖାଯାଉଛି।

  • @srisaidesignvastu9209
    @srisaidesignvastu9209 43 минуты назад

    ହେଟାବାଘ