ଆକ୍ସନ ମୋଡରେ ନେତା,ଛାନିଆ ହେଲେଣି ବାବୁ | Odisha Reporter
HTML-код
- Опубликовано: 27 июн 2024
- ନିର୍ବାଚନ ଜିତୁ ଜିତୁ ପୂରା ଆକ୍ସନ ମୋଡରେ ବିଜେପିର ଯୁବ ବିଧାୟକ । ବ୍ଲକ୍ କାର୍ଯ୍ୟାଳୟରେ ଘନ ଘନ ବୈଠକ କରି କରୁଛନ୍ତି ତନାଘନା । କାହିଁକି ଲୋକଙ୍କ କାମ କରାଯାଉନି ବୋଲି ବ୍ଲକ୍ ଅଧିକାରୀଙ୍କୁ ପ୍ରଶ୍ନ କରୁଛନ୍ତି । ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ହୋଇଥିବା ଅନିୟମିତତା ଏବଂ ଏଥିରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଉଛନ୍ତି । ଯେଉଁଠି ବାବୁଙ୍କ ଢିଲା ପଣ ଦେଖୁଛନ୍ତି ଅନ ଦ ସ୍ପଟ ନାଲି ଆଖି ଦେଖାଉଛନ୍ତି
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaReporteronRUclips
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #bjp #youngmla #odisha #developmantwork #review #OdishaReporter
ପୁରୁଣା ଲାଞ୍ଚୁଆ ବହୁତ ଅପିସର ଅଛନ୍ତି ଖୋଜି ସବୁ ବିଭାଗ ସର୍ପୂର୍ଣ୍ଣ ରୁପେ ନବ କଲେ ବର କରିବା କଥା
First collector, JE, BDO Tahsildar nkar transfer haba katha
Right @@nimainswain7184
ଚାକିରି ରୁ ବାହାର କରିବା ଦରକାର ପାରିବେ ତ
Sala praya Tahasildar lanchua
ପୋଲିସ ବିଭାଗରେ କିନ୍ତୁ ଅଲଗା ପ୍ରକାର ଆଇନ ଚାଲିଛି, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦରକାର
ପ୍ରତ୍ୟକ ନବନିର୍ବାଚିତ ବିଜେପି ବିଧାୟକ ଏହି ପରି action mode ରେ ରହିବା ଦରକାର, କେବଳ ବ୍ଲକ ନୂହେଁ ଥାନା, ତହସିଲ୍ କାର୍ଯ୍ୟାଳୟ ସବୁଠି ଅବ୍ୟବସ୍ଥା,
Right ବିଜେପି ଜିନ୍ଦାବାଦ ❤❤❤❤
Bjp ପାଟି ଜୋର ଦାର ଳାଗ ସୁଜୋଗ ପାଇଛ ଓଡିଶା ବାସି ଯେମିତି ଭୁଳି ପାରିବେ ନାହିଁ ଯେ ଶିରିରାମ🎉
ଅଫିସର ରାଜ୍ ର ଅନ୍ତ ଘଟିବା ନିହାତି ଦରକାର ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
ଖାଲି ଅଧିକାରୀ କାହିଁକି ଯେଉଁ କୁଜି ମାନେ ପଇସା ଖାଇଛନ୍ତି ତାଙ୍କୁ ଧର. 1:59 2:01
Right
ଗେଣ୍ଡା ଦଳ ରେ ନେତା ଅଫିସର୍ ସବୁ ଲାଞ୍ଚୁଆ
ଭାଇ ମୁଁ ଆଏହି ଠାରୁ salute ଦଉଚି ❤❤
ଯେଉ ଅଫସରମାନେ ଠିକ୍ ଭାବରେ କାର୍ଯ୍ଯ ନ କଲେ ଚାକିରୀରୁ ବହିଷ୍କାର କରନ୍ତୁ
ସବୁ କ୍ଷେତ୍ରରେ ସ୍ଵଛତା ବାବଦରେ ଧ୍ୟାନ ଦେଉଥିବା ସମସ୍ତ ନବ ନିର୍ବାଚିତ ବିଧାୟକ ଓ ବିଧାୟିକା ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।
ଜୟ ଜଗନ୍ନାଥ 🚩🙏 ଜୟ ଶ୍ରୀରାମ୍ 🚩🏹🙏
ସବୁ b.d.o ku ବଦଳି କରାଯାଉ
✅
Bahut dhanyabad new government
ଜନତାଙ୍କ ଆଶା ଆକାଙାକ୍ଷା ପୂର୍ଣ୍ଣ ହେବା ସୁନିଶ୍ଚିତ ।
ଯୁବ ବିଧାୟକ ଓ ବିଧୀୟୀକାଙ୍କୁ ଅଶେଷ ଧନ୍ୟବାଦ ।
Bahut sunder step God bless you Amarendra
Excellent job. Salute Madam 🙏.
Jai Shri Ram
Biutyful ସାର ❤️❤️❤️❤️❤️
Sabu officer ta nijaku Pandian loka boli kahuthile. Kichi babu ta nijaku Pandian bhabuthile
ରାଜ୍ୟ ପାଇଁ ବହୁତ୍ ଭଲ ହେବ । ଏମିତି ହେବା ଦରକାର ।
Jay Sri ram 🙏🌷🙏🌷🙏🌷🙏
ଜୟ ଜଗନ୍ନାଥ, ଜନ ସମାଜର ମଂଗଳ ହେଉ। ଶାନ୍ତି ସ୍ଥାପନ ହେଉ। ଅନ୍ୟାୟ ହେଲେ ଦୂର, ହସିବ ଓଡ଼ିଶା ମୋର, କାଲି କି କିଏ ଦେଖି ନାହିଁ,। ତେଣୁ କଥାରେ ଆଜିର ଜୀବନ କାଲିକି ନାହିଁ, ଧନରେ ଲୋଭ ଏତେ କଣ ପାଇ, ସତ୍ କର୍ମ କରି ପ ଇ ସା ଉପାର୍ଜନ କର। ଜୟ ଜଗନ୍ନାଥ
ଏ ରଙ୍ଗ ରହିଲେ ହେଲା।
Amiti hele jai odisha badaliba.jay odisha.jay jaganath 🙏
No corruption any more . Only good results expected. No more pc and looting
BDO bahut ranga dekheuchanti
Ok
Right 👍👍
Aamar laxman bag 1no neta Jay koshal
Officer Raj Khatam
This is great democracy ,
jay sriram
Good job
May God bless all bjb government
Very nice
❤ jay mohan Bhai cm ❤️ jay odisha 🙏
Bahut badhia
ସାବାସ 🙏
କାମ ଏଭଳି ହେବା ଦରକାର
Jay jagannath
❤️🙏❤️ Jay Sri Jagannath ❤️🙏🌺🙏❤️Nirbachita Pratinidhi Nku Anurodha ❤️🙏❤️ Sadhana Janata Payeing Thhikise KamaKarantu Apankar Mangala Heba Sadharana Janata Nkar Biswasku Padatale Chapi Diyantuni.Jou Rajaneta Mane Sadharana Janata Nkar Biswasku Padatale Chapi Dhana Arjan Karichhanti Prabhu Kebebi Khyama Karibeni.karana Juga Juga Re Dharma Ra Heba Jay ❤️🙏❤️
Sabu department karmacharinku ghantidia jai bjp jai Jagannath
ଯୋଉ ସରକାର ଆସିଲେବି ସରକାରୀ କର୍ମଚାରୀ ସେଇ ସରକାର ଅନୁସାରେ କାମ କରନ୍ତି ଏଥିରେ କିଛି ଅଫିସର ବା କର୍ମଚାରୀ ମାନଙ୍କର କୋୖଣସି ଭୁଲ ନ ଥାଏ ଏଇ କଥା ବୁଝିବାକୁ ନା ମେଡ଼ିଆ ପାଖରେ time ନା ଜନତା ପାଖରେ ଖାଲି trp ପାଇଁ ନେତା ଯେମିତି ମିଡ଼ିଆ ବି ସେମିତି...
Vari god bidhayak tadarakha jari rakha❤
Jai shree Ram
ଲାଞ୍ଚୁଆ ଅଫିସର ମାନଙ୍କୁ ନିଘଞ୍ଚ ଜଙ୍ଗାଲୀ ଆ ମାଓବାଦୀ ଏରିଆ କୁ ଟ୍ରାନ୍ସଫର କରାଯାଉ....
ଶବୁବିଡିଓକୁବଦଳିକରାଜାଉ
Sabu. Vidhayak. Emity. Hobadarkar. Joy. BJP. Great. The. Govt. Odisha
Right Mam you are great so I am very Very happy Jay Jay Sriram Jay Jagannath namaste 🙏
Gud.axan
Gd gd madi chala
Excellent service bl
Great wow
Right action
Jay. Hind
Thanks,Sir
Apan. Manankar kamaku ❤sallut
Right direction
Free ration card holders also not working at all in the villages,you MLA give warning to them.
Correct..
ଆମକୁ ଏମିତି ନେତା ଦରକାର ଥିଲେ🙏
Jay shree Ram
Vary good
ଜୟ ଶ୍ରୀ ରାମ 🙏🙏🙏 ଜୟ BJP 🙏🙏💞💞🎉🎉🎉💕💕
Good 👍
ଖାଲି ଭାଷଣ କାମ ୦
Beautiful
Thank you mam💐💐
ଅହଂକାର ଭାଙ୍ଗି ଦିଆଯାଉ
Madi chala 👍👍
ସମସ୍ତ ଙ୍କ ପାଇଁ ଥାଇଥାନ ବ୍ୟବସ୍ଥା ଅଛି, ହେଲେ ବାପା ଙ୍କ ମୃତ୍ୟୁ ପରେ ପରିବାର ର ଥାଇଥାନ ବ୍ୟବସ୍ଥା କୁଆଡେ ଗଲା
Great work of MLAs...
Tahasildar should be warned in all parts of Odisha for eviction of lands encroachment by Individuals, for gochar, cows posture lands, for construction of public infrastructure
BDO କହିଲେ BJD କୁ ବୁଝାଏ
Vare.good.b.j.p
Wow MLA habo tao amit thanks mu tao 1st time daykhuchi
💪💪👍👍👌👌🙏🙏🙏
Super news jai bjp
🙏👍
SabashMereOdishaKaBJPkaModijeeKaNayaChaukiDarGarbonKaMashihaSalutAppLokKo❤❤❤
Very good team BJP. Please keep it up.. The people expect more from you.
The Bjp M L A. Should take immediate steps not only in Block Tahasil police station but also Government Medical & other emergency administrative depts
Jay ho
❤
Naya odisha
People of Odisha are waiting for action, and seizure of corrupted persons bank account. Where is action....
ଏମାନେ BJD ସରକାର ର ଚାକର ରହିକି ଅଭ୍ୟାସ ହେଇଯାଇଛି । ମାଗ୍ୟ ମାନଙ୍କର ।
ଲୋକ ଦେଖାଣିଆ , action Nil
Durniti khora mananku nibarana agami dinara bijaya dhanyabada
Dhanyabad
Amarendra Babu❤
Police thana tahashil office aau block upare najar diantu Karan purba sarkar emananku swadhin chadideithila
🙏🙏🙏👍👍👍🤝🤝
Laxman ବାଘ 🐯
Very good 👍
Raghat 👍🏾
Fast transparent then punishment
Mahanadi delta irrigation offices at Cuttack,Zonra,Kendrapada and Pattamundai may be asked to monitor for supply of water to pottamundai,Govari Cannal regularly during Kharip &Rabi seaseon.
A bhali bijepi ra kajya karantu dhanyabada
ଏ ସରକାର ଗରିବଙ୍କର ସରକାର ସଳା ଲାଞ୍ଜୁଆ ପେଞ୍ଜୁଆ ଅଧିକାରୀ ସବୁ ସାବାଡ ହେବ ଜିଏ ମନ ମାନି କରିବ ଲୋକେ ତା କଥା ବୁଝିବେ
Good decision 👍
Jagatasinghapura re anek kelenkari heichi turant jaancha karajaau