Baka 2 hebaku na kama karibaku .your remort govt .no indipendent work in odisha .subhadra jojana 2 years ku 5 years .300 unit electry free kuade gala 3000 bhata kuade gala .michha kahiba re hero .kama com kathabesi .3 month re janigaleni .jai shreeram ru jaganathaku asila .
Fully correct.Horn'ble MLA Babu Singh expressed his view correct ly.During last 24 years Naveen Patnaik has only dismissed some party members like Bijay Mohapatra.Dillip Ray,Nalini Mohanty,Dama Rout, Pyarimohan Mahapatra to saved the CM post.
ବିଜେଡି କୁ ଧୋଇ ଥିବାରୁ ଆପଣଙ୍କ କଥା ସ୍ୱାଗତ 🙏🙏🙏🙏🙏
ବହୁତ ସୁନ୍ଦର ଭାବରେ ବୁଝେଇ କହିଲେ ବାବୁ
ସୁନ୍ଦର ଭାବରେ ବୁଝାଇଛନ୍ତି। ଧନ୍ୟବାଦ୍।
Pura khela karidela Babu Bhai zindabad
ଧନ୍ୟବାଦ ବାବୁ ଭାଇ ଆପଣ ଯାହା କହିଲେ ଠିକ୍ କହିଲେ ଅରୁଣ ବାବୁ ତୁମେ ଯେଉଁ ଚବିଶ ବର୍ଷ ଓଡ଼ିଶା କୁ ବିଜେଡ଼ି ସରକାରଙ୍କ ଅମଳରେ ଶାସନ କାହିଁ ଏପରି ଲମ୍ବା ଭାଷଣ ଦେଇନଥିଲେ କାହିଁକି।
ଏପରି ବିଧାୟକ ଓଡିଶା ବିଧାନସଭା ପାଇଁ ଆବଶ୍ୟକ l ଧନ୍ୟବାଦ ବାବୁ ଭାଇ 🙏🙏🙏🙏
Baka 2 hebaku na kama karibaku .your remort govt .no indipendent work in odisha .subhadra jojana 2 years ku 5 years .300 unit electry free kuade gala 3000 bhata kuade gala .michha kahiba re hero .kama com kathabesi .3 month re janigaleni .jai shreeram ru jaganathaku asila .
Ji@@nrusinghcharanpalei8938
BJD bhadua party@@nrusinghcharanpalei8938
Jai ଶ୍ରୀରାମ 🙏🙏🙏🙏🙏🙏
ଆପଣଙ୍କୁ କୋଟି କୋଟି ପ୍ରଣାମ ଅତି ସୁନ୍ଦର ଭାବେ ବାସ୍ତବ କଥାକୁ ଉପସ୍ଥାପନ କରୁଛନ୍ତି ଆପଣଙ୍କ ପରି ବିଧାୟକ ସବୁବେଳେ ଆବଶ୍ୟକ
ଅରୁଣ ସାହୁ ର
ଗୁମର ସଵୁ
ଖୋଲି ତାଡିଦେଲେ
ଏକାମ୍ର ବାବୁ
ସତକଥା ଅରୁଣ ଏବଂ ବାବୁ କଥା ଭଲ ଲାଗିଲା
Babu Bhai great
ପ୍ରଭୁ ଲେଖା ଚିଡେଇ ଦେଲେ ଜୟ ଜଗନ୍ନାଥ 🙏🙏
Babu Bhai tame satare good
Babu Bhai salute
ବାବୁ ଭାଇ, ଆରୁନବାବୁଙ୍କୁ ମାରିବାପାଇଁ ଏ ଶର ଗୁଡ଼ିକୁ କେଉଁଠି ସାଇତି ରଖିଥିଲେ
ବାବୁ ସିଂହ ଭାଇ ଠିକ୍ ଔଷଧ ଦେଉଛନ୍ତି।
ସାର ଆପଣଙ୍କୁ ଅଶେଷ ଧନ୍ୟବାଦ
ବାବୁ ଭାଇ ଧନ୍ୟବାଦ ବହୁତ ସୁନ୍ଦର ଉପସ୍ଥାପନା
ବିଜେଡିକୁ ଯେତେ କହିଲେ ମଧ୍ଯ କମ ହବ ବାବୁ ଭାଇ। ଲଜ୍ୟା ବୋଲି କିଛି ନାହିଁ ବିଜେଡିକୁ।
ପୁରା ଧୋଇଲେ ବାବୁ ଭାଇ 😂😂😂
🎉ବାବୁ ଭାଇ ଧନ୍ୟବାଦ, ଧୋଇ ଦେଲେ ,
ବାବୁ ଭାଇ ଗୁମର କଥା କହିଛନ୍ତି ଭଲଭାବରେ ବାଧୁଥିବ
Really u r great leader
Thanks Babu Bhai
ବାବୁ ଭାଇ ଠିକ୍ କଥା କହିଛନ୍ତି
ଯାହା ହେଉ ବାବୁ ସିଂ ବିଜେଡି କୁ ଭଲ ଡୋଜର ଦେଇ ଛନ୍ତି।
Bhala lagila babu bhai
ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏🙏
ସବୁ ବିଧାୟକ ଓ ମନ୍ତ୍ରୀ ଙ୍କ ମୁଁହ ରେ ପାଣ୍ଡିଆନ ତୁଣ୍ଡି ବାନ୍ଧି ଥିଲା
Jay jagannath
Bahut sundar bhabare bujhei deithibaru aapananku hrudaya ru dhanyabad 😇😇
Sir thik Katha kahile apananku thanks 🙏
ବାବୁ ଭାଇ ଭଲ ଭାବରେ ବୁଝାଉ ଛନ୍ତି ବାବୁ ଭାଇ କହିଲା ବେଳେ ଅରୁଣ ବିଧାନ ସଭା ଛାଡ଼ି ଚାଲି ଗଲେ
ନବୀନ ଓଡ଼ିଆ ନା ଖ୍ରୀଷ୍ଟିଆନ ଟିକେ ତର୍ଜମା କର ଦୟାକରି 🙏🏻🙏🏻🙏🏻🙏🏻
Right question
Odisha basi ku sandhe heuchi
Kichhi problem achhi ki bhaiii
ତୋ ବୋପା ଅମିତ୍ କୁ କହ ଆସି ଟେଷ୍ଟ କରିବ...
@@jitendrapradhan6452 na hehara jababa ta bapara maipa sunia khan kahi pariba
ଜୟ ବିଜେପି
Dhanyabad Babu Bhai
❤❤ thanks Babu ଭାଈ
ଏ ଭଳି ବ୍ୟାକ୍ଷା ରେ ବୁଝେଇବା ପରେ ମୁଁ ଭାବୁଚି ବିଜେଡି ଦଳର ନେତାଙ୍କ ମୁଣ୍ଡରେ ପଶିବ, ଧନ୍ୟବାଦ ସାର 🙏
Very clear and true views 🎉🎉fantastic 👍👍
ସାର ସଫଏସ୍କ୍ଲ ରେ ଧୋଇଲେ ଜିବନାହିଁ
କେବଳ ଏସିଡି ଆବଶ୍ୟକ
ଏବେ ତ ଭାଇ ଆପଣ ଙ୍କ ହାତ ରେ steering ଅଛି, ଦୟାକରି କିଛି କରନ୍ତୁ କାହା କଥା ଶୁଣନ୍ତୁ ନାହିଁ
ସେ ବେହିଆ ସାହୁ କଣ କହିବ, ବିଜେଡି ନେତା କଣ ମଣିଷ. ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ସେ ଧଳା ଜନ୍ତୁ ସାଢେ ସୈତାନ ମଦ ପିଇଲା ଶ୍ରଦ୍ଧା ମାଲିସ କଲା ତାମିଲ ଓଡିଶାକୁ ଦ୍ୱିତୀୟ ତାଲିବାନ କଲା.ଏଗୁଡ଼ାକ ମରିବେ ନିଶ୍ଚିତ ମରିବେ ସମୂଳେ
ଟକଂ ଧର ମୁଲକି ହସୁଛନ୍ତ😅😅😅ବିଜେପି ଜିଦାବାଦ👑👑👑
Bohut improve karibe
Mananiya Bidhayak carry on
ମର୍ମ ଭେଦି ବାଣ। ଭାଷଣ କମେଡି ଭଳି ଲାଗୁଛି। କିନ୍ତୁ। ଏହା ବ୍ରହ୍ମସ୍ତ୍ର ପରି ମାନେ ହେଉଛି। ବାବୁ। ଭାଇ। କୋଟି। ଧନ୍ୟବାଦ୍
ବାବୁ ଶାର ବି ଜେ ଡି କୁ ଯେତେ କହିଲେ ବି ସେ ସରକାର ନିଲଜ ସେ ଗଧ ସଙ୍ଗେ ସମାନ
Babu bhai very good
ଏବେ ଆପଣ ମାନଙ୍କ ହାତରେ ଷ୍ଟିଅରିଂ ଆପଣମାନଙ୍କୁ ଶୁଭେଚ୍ଛା :ବହୁତ କିଛି ହେବ ବୋଲି ଆଶା 🙏ଜୟ ଶ୍ରୀରାମ
ବିଜେପି ଜିନ୍ଦାବାଦ
😂😂😂😂😂
Good tucking
So so beautiful statement
Babu Bhai you are great great great
😊Jesikarini beisivarini😊
ବାବୁ ଭାଈ କଣ କହୁଚ ତମେ ବହୁତ ସୁନୁଦର ଭାବେ ଧୋଉଚ
Jay jagannath ❤
Very very nice Speech.
Sabash Babu bhai 👌👌👌👌👌👌🙏🏽🙏🏽
ବିଜେଡି ବିଚିତ୍ର ଦଳର ଓଡ଼ିଶାର ବିନାଶକାରୀ ଭାବେ ଆବିର୍ଭାବ ହୋଇଥିଲେ ଚର୍ବିଶ ବର୍ଷ ଧରି ଲୋଟି ଚାଲିଥିଲେ🎉😮❤
ଏ ଭାଇ ମୁଝେ ମା'ର 😂😂😂
ବିଜେପି ଚାରି ମାସ ହେଲା ବହୁତ ଭଲ କାମ କରୁଛି, ବହୁତ ଶାନ୍ତି ଲାଗୁଛି, ଚବିଶ ବର୍ଷ ହେଲା ଗାଁ କୁଜି ନେତା ମାନେ ବହୁତ ହଇରାଣ କରୁଥିଲେ
Thik kahucha bhai apananka gharakaothi tike janeibe badhialagila
ବାବୁ ଆଜ୍ଞା ,ଭଗବାନ ଆପଣଙ୍କୁ ଶକ୍ତି ଦିଅନ୍ତୁ ସବୁଦିନେ ଏପରି ପଶୁପଟ ଅସ୍ତ୍ର ମାରୁଥାନ୍ତ୍
Sir dhanyabad dauchhi sundar bhabare upasthapan koruchha nti Bjd ku laguthiba
mitha?
Fully correct.Horn'ble MLA Babu Singh expressed his view correct ly.During last 24 years Naveen Patnaik has only dismissed some party members like Bijay Mohapatra.Dillip Ray,Nalini Mohanty,Dama Rout, Pyarimohan Mahapatra to saved the CM post.
Babuvai meny meny thanks to you. You are the best and bravery
Leader of odisha. What are you talking sir .Iron stick for beer face.
Babu bhai ageichala egudanku bhala ki kachi dia ,genda Dalia nku jama chhadani😂
ଏତେ ବାବୁ ଚୋବେଇ ହେଉଛ ଓଡ଼ିଆ ହୋଇ ଓଡ଼ିଆ ଲେଖି ପାରୁନ, ଭାରତ କୁ ଜାରତ ଲେଖୁଛ ଅରୁଣ ବାବୁ, ଏ ମହାଶୟ ଙ୍କୁ ପଚାରୁନ ବାଂଝ ଲେଖି ପାରିବେ, ନୂଆ ବିଧାନସଭା କୁ ଆସିଛନ୍ତି ତେଣୁ ବହୁତ୍ ଗପ ମାରୁଛନ୍ତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।
ବିଜେଡି ସମୟରେ ଗୋଟିଏ ପରିବାରକୁ ପ୍ରଧାନମନ୍ତ୍ରୀ ଘର 4ଟି ମଧ୍ୟ ଦେଇଛନ୍ତି ।
ସୁନ୍ଦର ପ୍ରାୟାସ ବାବୁ ଭାଈ 🙏💐
Beautiful talk
ଭାଇକୁ ଧନ୍ୟବାଦ ଏ କଥା ଶୁଣି ବିଜେଡି ବିଧାୟକ ମାନେ ମରି ଯିବା କଥା ।
Bahut badhiya Katha kahile .
Babu bhai tame satare beautiful 🌹🌹🌹🌹🌹 BJPi
Kya batt bhai❤
Bahut badhiya bhabare santi re bujheidele
ବାବୁ ଭାଇ ସୁପର ଭାଷଣ👍
ଆପଣଙ୍କୁ ଶହେ କୋଟି ପ୍ରଣାମ କରିବା କଥା ।
ହଇରେ ବାବୁ ଓଡ଼ିଆ ଅସ୍ମିତା ବିଷୟରେ କହୁଛୁ, ରାଜ୍ୟପାଳ ପୁଅ ର ଓଡ଼ିଆ ଅସ୍ମିତା ପ୍ରେମ ବିଷୟରେ କହୁନୁ..ତା ବିଷୟରେ କହିଲା ବେଳକୁ ମୁହଁ ରୁ କଥା ବନ୍ଦ ହେଇଯିବ, ଓଡ଼ିଆ ଅସ୍ମିତା କହୁଛୁ, ଲାଜ ଲାଗୁନି...
ସାର୍ ଆପଣ ଭାଷଣ ମାଧ୍ୟମରେ bjd ଦଳର ଡ୍ରେସ ନ ଖୋଲି ମଧ୍ଯ ଲଙ୍ଗଳା କରିଦେଲେ ।
Thank you BABU sir
Bjd ପ୍ରବଚନ ଦଉଚି Bjp ଭଲ ଶୁଣୁଛି କିନ୍ତୁ bjp କହୁଛି ଯାହା କରୁନାହିଁ କିଏ ପ୍ରବଚନ ଦଉଚି ଆମେ ଓଡିଶା ବାସି ସବୁ ଦେଖୁଚୁ ଆଗାମୀ ଦିନରେ ଓଡିଶା ବାସି ଜବାବ ଦେବେ
ମାନ୍ୟବର ବାବୁ ସିଂ ଙ୍କ କଥାକୁ ଟିକେ ଧ୍ୟାନ ଦିଅନ୍ତୁ।
ବିଶେଷ କରି ମାନ୍ୟବର ଅରୁଣ ସାହୁ ଟିକେ ସଚେତନ ହୁଅନ୍ତୁ। ସିଏ ହୋଇ ପାରିବେ ଏ କଥା ଆମର ବିଶ୍ଵାସ ଅଛି।।
ଜୟ ଜଗନ୍ନାଥ!!!
Nice 🎉🎉🎉
Absolutely right sir🎉
ବାବୁ ସାରେ ଵିରେଧି ବିଜେଡି ନେତାଙ୍କୁ ଠିକ ଜବାବ ଦେଇଛନ୍ତି ଭାଇ ଙ୍କର ଇଶୋର ମଙ୍ଗଳ କରାନ୍ତୁ
ବିଜେପିସରକାର ବହୁତଭଲ
Right Babu Singh bhai
ନବୀନ ଓଡ଼ିଆ କୁ ଗ୍ରହଣ କଲେନି, ଓଡ଼ିଆ କେମିତି 24 ବର୍ଷ, ଗ୍ରହଣ କଲେ? 🥰👍😊
ମାଡିଚାଲ ବାବୁ ଭାଇ
ବିଜେଡି ନେତା ହେଲେ ବେହିଆ
ବାବୁ ଭାଇ ବିଧାନସଭା କୁ ବୋଧହୁଏ ଗାଁ ଖଟି ଭାବିଦେଇଛନ୍ତି
ମାନବ ସେବା ମାଧବ ସେବା, ମୁଁ ମାନବ ବାଦ କୁ ବିଶ୍ବାସ କରେ.
ବିଜେପି କହିଥିବା ଚିଟ୍ଫଣ୍ଡ ଟଙ୍କା ଲୋକଙ୍କୁ କେବେ ମିଳିବ?
ବିଜେଡି ଯାହା କୁହେ ସେ କହିଛନ୍ତି ହେଲେ ବିଜେପି ପକ୍ଷରୁ ନିଷ୍ପତ୍ତି ନିଆ ଯାଉଛି କିନ୍ତୁ ସବୁ କଥା ରଖି ନାହାନ୍ତି ଯେମିତି ସୁଭଦ୍ରା ଯୋଜନା କୁ ଦୁଇ ବର୍ଷ ଭିତରେ ଦେବ କହି କହୁଛ 5ବର୍ଷ ତମକୁ ଲାଜ ଲାଜ ଲାଗୁନି କି ବିଜେପି sir
Babu Bhai you are hitting the real target.
Babu Bhai proud of odisha assembly
Sir bahutu bhala washing karuchha BJD ra.
Babu bhai right ✅ kahila
Mind blowing speech
ସେଇଥି ପାଇଁ ବିଜେପି ଅପରାଧିକ ତଥ୍ୟ ରେ କେତଟି ମାମଲା, ଜବାବ ରଖିବେ,