ଭୁଶୁଡ଼ି ପଡିବ ରତ୍ନ ଭଣ୍ଡାର | Odisha Reporter

Поделиться
HTML-код
  • Опубликовано: 28 июн 2023
  • ‘ଭୁଶୁଡ଼ି ପଡିବ ରତ୍ନ ଭଣ୍ଡାର’। ମହାପ୍ରଭୁଙ୍କ ରତ୍ନ ଉପରେ ଗଳୁଛି ପାଣି। ଖତ ଖାଉଛି ସୁନା, ମୁକୁଳା ପଡିଛନ୍ତି ଠାକୁର। ସୁନା ଥାଇ କାହିଁକି ହେଉନି ଏକାଧିକ ସେଟ୍। ଜଗୁନି ଦେଲେ ଚାଞ୍ଚଲ୍ୟକର ବୟାନ। ରତ୍ନ ଭଣ୍ଡାର ଖୋଲି ନପାରିବା ଲଜ୍ୟାଜନ୍ନକ ଘଟଣା। କହିଲେ ସହିବେନି ଠାକୁର, ସରକାରଙ୍କ ଅମଙ୍ଗଳ ଘଟିବ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaReporteronRUclips
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #Odisha #Ratnabhandar #Puri #Jagannath #ORSpecial #OdishaNews

Комментарии • 33

  • @santoshkumarmishra2620
    @santoshkumarmishra2620 Год назад +21

    ଆଜ୍ଞା ଆପଣ ତ ଜଗନ୍ନ୍ଥାଥ ଙ୍କ ପରମ ଭକ୍ତ . ଅଧିଆ ପଡି ରତ୍ନଭଣ୍ଡାର ବିଷୟରେ ପଚାରି ବୁଝୁନନାହାଁନ୍ତି ? ଅନୁଭୂତିରେ ଜଗନ୍ନାଥ ଏ ବିଷୟରେ Chanel ଆଗରେ ବାହସ୍ପଟ ମାରି କିଛି ଲାଭ ନାହିଁ.

  • @santoshkumarmishra2620
    @santoshkumarmishra2620 Год назад +15

    ସାପ ଅଛି ସାପ. ଦଂଶନ କରିବ. ତେଣୁ ଖୋଲାଯାଉନି. ଗୁପ୍ତ ଧନ ସାର୍ବଜନୀନ ହେବା ଉଚିତ୍ ନୁହେଁ. ଓଡିଶାରେ ଅନେକ କଳାପାହାଡ ଚାହିଁ ବସିଛନ୍ତି ସୁନା ଲୁଟିନେବେ.

    • @RD123.........
      @RD123......... Год назад +1

      ସେ ଯୁଗ ଗଲାଣି, ଏବେ ଯୁଗ ଯାଇ କେଉଁଟି ପହଂଚିଗଲାଣି ତୁମେ ଯାଇ କେଉଁଠି ଅଛ

    • @RD123.........
      @RD123......... Год назад +1

      ସାପ ନାହିଁ ଗୋଟେ ଭୁଲ ଧାରଣା, ନବକଳେବର ସମୟରେ ବ୍ରହ୍ମ କୁ ଯେଉଁଭଳି ଦେଖିଲେ, ଲିମ୍ବ ଗଛ fixxing କରାଗଲା କାହିଁ କିଛି ହେଉନି ତ ସେମାନଙ୍କର?

    • @radhashyamlenka5815
      @radhashyamlenka5815 Год назад

      ​@@RD123.........6 5:08

  • @amarnaik320
    @amarnaik320 Год назад +1

    Odisha sarkar dai

  • @debabratapanda1840
    @debabratapanda1840 Год назад +2

    Jay Jagannath Swami

  • @jagannathbisoi6718
    @jagannathbisoi6718 Год назад +3

    ଖାଲି ଭଣ୍ଡାର ଅଛି, ରତ୍ନ ନାହିଁ।

  • @purnimafamilyvlog2423
    @purnimafamilyvlog2423 Год назад

    Jay jagarnath 🙏🙏🙏🙏🙏

  • @Manojsahoo-zi2gu
    @Manojsahoo-zi2gu Год назад

    sabu bhagabanka icha jay jagannatha❤

  • @rameshchandramohapatra4169
    @rameshchandramohapatra4169 Год назад +3

    ଭଣ୍ଡାର ଭୁଶୁଡି ପଡିଲେ ରତ୍ନ ଲୁଟିବାକୁ ସହଜ ହେବ ! ତୋତେ ରେ ତୁହି ରକ୍ଷା କର !

  • @aryanmahapatra768
    @aryanmahapatra768 Год назад +2

    Hou Puri panda aau rakhi chanti na

  • @chakradharapati4080
    @chakradharapati4080 Год назад

    ଭାଇ ଏଵେ ତ ମଣିଷ କେବଳ ନାରୀ ଖୋଜୁଛି ଓ ଟଙ୍କା ଖୋଜୁଛି,,,,, ଠାକୁର କଥା କି ଵୁଝୁଛୁ,,,, ସରକାର ଯେବେ ଠାରୁ ମନ୍ଦିର କୁ ହାତକୁ ନେଲେ ସେହି ଦିନଠାରୁ ମନ୍ଦିରରେ କିଛି ନା କିଛି ଘଟଣା ଘଟୁଛି,,,,,ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @ugrasenmeher88
    @ugrasenmeher88 Год назад

    Auu thare nirmana Kariba ..

  • @avayakumarbarik2882
    @avayakumarbarik2882 Год назад +1

    ଚୋରଙ୍କ ହାତରେ ଭଣ୍ଡାର ଚାବି ,ରତ୍ନ ଭଣ୍ଡାର ଖୋଲା ଗଲେ ବିଜେଡି ସରକାର ସମ୍ପୂର୍ଣ୍ଣ ଧରାଶାୟୀ ହୋଇଯିବ ।ନବୀନ ବାବୁଙ୍କ ଭାବ ମୂର୍ତ୍ତି ମଧ୍ୟ କାମ ଦବନି।

  • @user-cq3jt9ip7u
    @user-cq3jt9ip7u Месяц назад

    ଗଲୁଆ ଟା

  • @dharmendra4868
    @dharmendra4868 Год назад +1

    ସୁନା ଅଛି ତ ❓

  • @jitendra33453
    @jitendra33453 Год назад

    ଦାତା ମାନଙ୍କ କଥା ଚାଡ଼ (୧୦୦୦୦ବର୍ଷ ରେ ଥିବା ସୁନା ଅଳଙ୍କାର କୁଆଡେ ଗଲା)

  • @rabinayak7585
    @rabinayak7585 Год назад +9

    ପଣ୍ଡିଆନ ଙ୍କୁ ଚାବି ଦିଆ ଯାଉ ସେ ଖୋଲି ପାରିବେ

  • @themechanicalgiant5713
    @themechanicalgiant5713 Год назад

    Tume mane sabu dayii, Sarkaar nku pressure pakao, kn karucha tume sabu,mandira prasasan loka mane...Jay Jagannath

  • @ganeshmallik1493
    @ganeshmallik1493 Год назад

    Sabu ta sebayata Mane negaleni AAU suna kahi je Ratna bhandara je khula heba

  • @user-ey7eo3dq1b
    @user-ey7eo3dq1b Год назад

    All are running after maya golden deer, PS to chief minister.

  • @sritamraja1
    @sritamraja1 Год назад +1

    ARE TAME TA AGARU MANAKARUTHILa

  • @narayannayak3229
    @narayannayak3229 Год назад

    Pandara bachalami

  • @rajendarsingh4304
    @rajendarsingh4304 Год назад

    Sabu maribo samay asuche

  • @chitrasennaik2546
    @chitrasennaik2546 Год назад

    Bjd durnitikhar se kuade udijiba

  • @bhajan1246
    @bhajan1246 Год назад +3

    Madua NAVEEN au PANDU pura ODISHA ku khai gale

  • @ambarishswain3233
    @ambarishswain3233 Год назад

    Ratna bhandar lut hoi jaichhi, tenu kholu nahanti.

  • @surendrakumarmahapatra442
    @surendrakumarmahapatra442 Год назад

    ତାମିଲନାଡୁ ର ଟାଉଟର ଗାଡି ଯୋଉଁ ଦିନ ପ୍ରସ୍ତୁତ କରିବ ତା ରାଜ୍ୟର ଘରକୁ କୁ ସ୍ଥାନାନ୍ତର କରିବାକୁ ସେଦିନ ରତ୍ନ ଭଣ୍ଡାର ଖୋଲାଯିବ

  • @BajiaBehera
    @BajiaBehera Месяц назад

    X+S.T**N.r.N.E=a.K÷R.n❤oo**