ଶ୍ରୀମନ୍ଦିରରେ 'ପଣ୍ଡା' ଓ 'ଦଇତାପତି' ମଧ୍ୟରୁ କିଏ ବଡ଼ ? Dr Sarat Chandra Mohanty || Shree Mandira

Поделиться
HTML-код
  • Опубликовано: 28 ноя 2024

Комментарии • 172

  • @puskarsahoo2220
    @puskarsahoo2220 2 года назад +10

    ଜୟ ଜଗନ୍ନାଥ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ସ୍ବାଗତମ ଜଗନ୍ନାଥ ପୁରୀ ଓଡିଶା

  • @Lipkumar123
    @Lipkumar123 2 года назад +9

    ଜୟ ଶ୍ରୀ ମହାପ୍ରଭୁ ବିରାଟ ପୁରୁଷ ସର୍ବଶକ୍ତିମାନ ଭଗବାନ ପୁରୁଷୋତ୍ତମ ଜନାର୍ଦ୍ଦନଙ୍କର ଜୟ🙏🙏🙏 ାା

  • @rajalaxmibiswal2456
    @rajalaxmibiswal2456 2 года назад +5

    Jai Jagannatha 🙏

  • @bikashchoudhury1984
    @bikashchoudhury1984 2 года назад +1

    ଆଜ୍ଞା ଆପଣଙ୍କ ଠାରୁ ଆମେ ବହୁତ୍ କିଛି ଜାଣିବାକୁ ପାଉଛୁ। ଜୟ ଜଗନ୍ନାଥ।

  • @Reenabehera0
    @Reenabehera0 4 месяца назад +1

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻

  • @babajimohapatra3118
    @babajimohapatra3118 2 года назад +4

    Bhaktabaschhala Dinabandhu Bhabagrahi Mahaprabhu Jagannath Swami Jay Jay Jay

  • @AtmaSambit
    @AtmaSambit 7 месяцев назад +2

    ବଡ଼ପଣ୍ଡା ସବୁବେଳେ ଥିଲେ ଥିବେ ଆଉ ଅଛନ୍ତି ସେ ହେଉଛନ୍ତି ମହାପ୍ରଭୁଙ୍କ ଅତି ପାଖ ଲୋକ , ଯେତେବେଳେ କିଛି ନିର୍ଦ୍ଦେଶ ମହାପ୍ରଭୁ ଜଣାଇବାକୁ ଇଚ୍ଛା କରନ୍ତି ତାହା ବଡ଼ ପଣ୍ଡା ଆଉ ଗଜପତି ମହାରାଜାଙ୍କୁ ସ୍ଵପ୍ନାଦେଶ ଦେଇଥାନ୍ତି, ଦୁଇଜଣଙ୍କୁ ଏକା ସୂଚନା ମିଳେଳେ ହିଁ ତାହା ତୁରନ୍ତ କାର୍ଯ୍ୟକାରି ହୋଇଥାଏ ଏବଂ ଶ୍ରୀମନ୍ଦିରରେ ପ୍ରତିଟି ନିତିକାନ୍ତି ଠିକ୍ ଭାବରେ ହେଉଛି ତାହା ଜାଣିବା ବଡ଼ପଣ୍ଡାଙ୍କ କାମ ବିଶେଷ କରି ପୂଜା ପଣ୍ଡାମାନଙ୍କ କାମ , ତାଙ୍କର ନିର୍ଦ୍ଦିଷ୍ଟ ପାଉଣା ମଧ୍ୟ ଧାର୍ଯ୍ୟ କରାଯାଇଛି, ବଡ଼ପଣ୍ଡାଙ୍କୁ ବିଶେଷ ଭାଗରେ ଗଜପତି ମହାରାଜାଙ୍କ ଦ୍ଵାରା ଶାଢି ବନ୍ଧାହୋଇ ମହାପ୍ରଭୁଙ୍କ ସେବାରେ ନିହୋଜିତ କରାଯାଇଥାଏ

  • @joysteed
    @joysteed 2 года назад +2

    🙏🙏❤️❤️Jai Sri Sri Jagannath Swami Nayana Path Gami Bhabo Tume ❤️❤️🙏🙏

  • @hemalinbiswal472
    @hemalinbiswal472 2 года назад +3

    👏🌹Mahaprabhu hey 🚩⭕️ ‼️ ⭕️🚩

  • @prasadmajhi5559
    @prasadmajhi5559 2 года назад +10

    🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽

  • @jayshrijagannath1627
    @jayshrijagannath1627 2 года назад +3

    Jay shree Jagannath Swami 💗💓😊

  • @purusottamswain3188
    @purusottamswain3188 2 года назад +4

    Jay jagannath swami 🙏

  • @priyansunayak9603
    @priyansunayak9603 2 года назад

    Bahut valalaguchhi santilaguchhi jai jagannath mahapravu

  • @sumeetmahakud8075
    @sumeetmahakud8075 2 года назад +3

    Jay Jay Jay mahaprabhu shree jagannath

  • @gadadharamahanta235
    @gadadharamahanta235 2 года назад +1

    JAY SHREE JAGANNATH MAHA PRABHU 🙏

  • @pintusahoo3394
    @pintusahoo3394 2 года назад +7

    ଜୟ ଜଗନ୍ନାଥ
    ଆଜ୍ଞା ଆପଣଙ୍କ ସାଙ୍ଗରେ କିଛି ସମୟ କଥା ହେବା କୁ ଚାହୁଁଛି
    ମୋର ଫୋନ ନମ୍ବର ୯୦୯୦୬୦୮୦୫୪
    ଆପଣ ଟିକେ ଫୋନ୍ କଲେ ମୁଁ ଜାଣିବି କି ମତେ ମହାପ୍ରଭୁ ଆଶିର୍ବାଦ ପାଇଁ ଲି

  • @jrboxi2301
    @jrboxi2301 2 года назад +3

    Beautiful elaboration.

  • @dipanshuvermaa5618
    @dipanshuvermaa5618 6 месяцев назад

    Jay jay shree radhy he nath aap jabse kaha thy hme dekhne me apne hardy se lgane me etni deri ku kri prbhu mene bhut kuch khoo diya nath apko to sb kuch hi pata h lekin apne hme jo vinod diye h ek prem ke rup me nath bhut bhut dhanyawad Prabhu ❤❤ jay Jay shree radhey 😢😢

  • @happyBhai143
    @happyBhai143 2 года назад +1

    Jay balabhadra🙏
    Jay maa subhadra🙏
    Jay Jagannath🙏

  • @qi82
    @qi82 2 года назад +2

    Jay shree jagannath

  • @noharsinghverma2813
    @noharsinghverma2813 2 года назад +1

    जय श्री जगन्नाथ महाप्रभु 🙏🙏🙏🌺⚘🌷🌹🌼💐🥀

  • @jchoudhury274
    @jchoudhury274 2 года назад

    Jai jagannath Swamy nayana pathagami bhaba tu me 🙏🙏🙏

  • @ajayarout8392
    @ajayarout8392 2 года назад +1

    Jai jagannath swami🌺🌺🙏🙏🙏🙏🙏

  • @alok_kanungo
    @alok_kanungo 2 года назад

    Jay Jagannath...ati uttam bhabare bujheile...bahut bahut dhanyabad...🙏🙏🙏🚩

  • @mousumiswain5611
    @mousumiswain5611 2 года назад +3

    Jay jagannath 🙏🙏🙏🙏

  • @ramachandrapradhan169
    @ramachandrapradhan169 2 года назад

    Jai Jai Shree Jagannatha swami.

  • @sunilnath3572
    @sunilnath3572 2 года назад +1

    ❤️🙏❤️ JAY JAGANNATH MAHA PRABHU NKARA JAY HEU ❤️🙏❤️

  • @monikamalik5596
    @monikamalik5596 2 года назад

    Jaya Jagannath

  • @AnandaDas-u7t
    @AnandaDas-u7t Год назад

    Jay Jagannath Swami Nayana patha gami bhabha tume 🥺🥺🙏🙏

  • @amreshmaikap5640
    @amreshmaikap5640 2 года назад

    Jay Jagannath Swami Ki Jay 🙏 🙏🌼🌼🌼🌼🌼🙏🙏🙏

  • @shrijagannatha1234
    @shrijagannatha1234 2 года назад +2

    Jay jagannath

  • @uttamkumarjena9223
    @uttamkumarjena9223 5 месяцев назад

    Jay shri jagannath swami mahaprabhu ⭕‼️⭕🕉🕉🕉🌿🌿🌿🚩🚩🚩🔔🔔🔔🥥🥥🥥🥥🥥🥥🥭🥭🥭🌼🌼🌼🌸🌸🌸🌺🌺🌺🌷🌷🌷💐💐🪔🪔🪔🪔🪔🙏🙏🙏🙏🙏

  • @bikashsethi9088
    @bikashsethi9088 Год назад

    Jay jagannath Swami nayan path gami bhab tume

  • @soumyabehera7575
    @soumyabehera7575 2 года назад

    Sabu tankari icha🙏 jai jagannath 🙏

  • @sanjaysethi5817
    @sanjaysethi5817 2 года назад

    JaysreekaliaMhavir

  • @pratham3572
    @pratham3572 2 года назад +3

    ଆଜ୍ଞା ମୁଁ ଜଣେ ମହାପ୍ରଭୁ ଙ୍କ ଗରାବଡୁ ସେବାୟତ,
    ମନ୍ଦିର ରେ ସେବା କରୁଥିବା ସମସ୍ତ ସେବାୟତ ପରସ୍ପର ଙ୍କ ସହିତ ଜଡିତ କେହି ଏଠାରେ ବଡ଼ କିମ୍ବା ସାନ ନୁହଁନ୍ତି
    କେବଳ ଆମ ମଣିମା ହିଁ ସମସ୍ତ ଙ୍କ ଠୁ ବଡ

    • @SpiritualKnowledgeOdia
      @SpiritualKnowledgeOdia  2 года назад +1

      ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏

    • @SpiritualKnowledgeOdia
      @SpiritualKnowledgeOdia  2 года назад +1

      ନିଶ୍ଚିତ, ଆପଣଙ୍କ କଥା ସତ୍ୟ, ମହାପ୍ରଭୁଙ୍କ ଠାରୁ ବଡ଼ କେହି ନୁହନ୍ତି... ଜୟ ଜଗନ୍ନାଥ🙏🙏🙏

  • @nrusinghbarik7083
    @nrusinghbarik7083 2 года назад +6

    Jay jay Jagannath 🙏🙏🙏❤️❤️❤️

  • @BabuliSahoo-yq7ei
    @BabuliSahoo-yq7ei Год назад

    Jay shree Jagannath swami nayana patha gami bhabatume 🌺🌺🌺🌺🌺🌺🪔🪔🪔🪔🪔🙏🙏🙏🙏🍊🍊🍊🔱🔱🔱🔱🔱🌿🌿🌿🌿🌿🌿🌿🌿🌿🌿🌿🪔🪔🪔🪔⭕‼️⭕🌺🌺🌺🌺

  • @dilipkumarparida1855
    @dilipkumarparida1855 2 года назад

    ଜୟ ଜଗନ୍ନାଥ
    ସୁନ୍ଦର ଉପସ୍ଥାପନ

  • @narayanswainnarayan3855
    @narayanswainnarayan3855 2 года назад +1

    Jay Jagannath 🙏🏻

  • @JitenderSingh-il8fw
    @JitenderSingh-il8fw 2 года назад

    Om namo bhagwate vasudevay namah Jay Shri Hari mahaprabhu Shri Jagannath Swami Hari Hari bolo Hari Hari bolo

  • @pramodbhoi6210
    @pramodbhoi6210 2 года назад

    Jay jagannath swami Hari bola prabhu

  • @khirodbehera3644
    @khirodbehera3644 2 года назад

    Jai sri jagannath

  • @pabitramohanpasha8525
    @pabitramohanpasha8525 2 года назад

    Jaya Jaya Jagannath Swami.

  • @jyotiranjanmaharana6652
    @jyotiranjanmaharana6652 Год назад +2

    Rama Chandra badapanda heuchanti sri mandira badapanda

  • @jayjagannathbhajan5819
    @jayjagannathbhajan5819 2 года назад +1

    Jay jagannath swami nayan patha gami bhaba tume hari bola 🙏🏽🌹💩

  • @ipseetadas9303
    @ipseetadas9303 2 года назад

    Jay jagnnath 🙏🙏🙏🙏🙏🙏🙏💐

  • @rohanbhoi632
    @rohanbhoi632 2 года назад

    Jai jagannath 🙏🙏🙏

  • @asitrout7659
    @asitrout7659 2 года назад

    🙏🙏🌹ଜୟ ଜଗନ୍ନାଥ

  • @jagannathdasa9308
    @jagannathdasa9308 2 года назад

    ଜୟ ଜଗନ୍ନାଥ🙏🌹

  • @DEEPAK-dz9op
    @DEEPAK-dz9op 2 года назад +1

    Jay Jagannath swami 🙏🏿🙏🏿🙏🙏🕉️❤️❤️🙏

  • @subrattusan7411
    @subrattusan7411 2 года назад +1

    ଦଇତା ମାନେ କିଭଳି ଭାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ଭାଇ ହେଲେ ? ଏହା କେଉଁ ଶାସ୍ତ୍ର ରେ ଲେଖା ହୋଇଛି ? ସେମାନେ ବାଡ଼ଗ୍ରାହୀ ସେବକ ହୋଇ ଥିବାରୁ , ସେମାନଙ୍କୁ ଅଂଗ ଲାଗି ସେବକ କୁହାଯାଏ । ପୂଜା ପଣ୍ଡା ସାମନ୍ତ ସେବକମାନେ ଅନ୍ୟାନ୍ୟ ସେବାୟତ ମାନଙ୍କ ସହ ସମାନ ନୁହନ୍ତି , ସେମାନେ ସଂସ୍କୃତ ଓ ଅନ୍ୟାନ୍ୟ ଶାସ୍ତ୍ରୀୟ ବିଷୟରେ ପରୀକ୍ଷା ଦେଇ ସାରି ଏଥିରେ ଉତ୍ତୀର୍ଣ୍ଣ ହେବାପରେ , ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ପୂଜା ଓ ନୈବେଦ୍ୟ ଅର୍ପଣ କରିଥାନ୍ତି । ଦୟାକରି ଜଗନ୍ନାଥ ସଂସ୍କୃତିର ଭିତରକୁ ଯାଆନ୍ତୁ ।
    ଜୟ ଶ୍ରୀ ଜଗନ୍ନାଥ ।

    • @AllhaSuarwala
      @AllhaSuarwala 2 года назад

      ପୂଜା ପଣ୍ଡା ସାମନ୍ତ ସେବକମାନେ, ଦଇତା ଏମାନେ କ'ଣ କ'ଣ? ଓ ଏମାନଙ୍କ ପ୍ରଧାନ୍ୟ କ'ଣ ମୁଁ ଜାଣିନି ଆଉ ଜାଣିବାକୁ ଚ଼ାହିଁ ନା..... ଏତିକି ଜାଣେ ଏମାନେ ସାମାନ୍ଯ ମଣିଷ ;ହେଲେ ଓଡ଼ିଆ ଓ ଓଡ଼ିଆଙ୍କ ବଡ଼ ଠାକୁର ଶ୍ରୀଜଗନ୍ନାଥ।

  • @jogendranathbehera1410
    @jogendranathbehera1410 2 года назад

    Jay Jagannath 🌹💐🥀🌺🌷🪷🌸💮🏵️

  • @narayansahu1659
    @narayansahu1659 2 года назад

    ଜୟ ଜଗନ୍ନାଥ🙏❤️🌺🇮🇳🙇

  • @tusharpinkyofficial8366
    @tusharpinkyofficial8366 2 года назад

    Beautiful vlog like99 newfriend stayconnected

  • @swapnakumarsahoo5264
    @swapnakumarsahoo5264 2 года назад +1

    🙏

  • @subrattusan7411
    @subrattusan7411 2 года назад +1

    ଆପଣ ଭୁଲ୍ ସୂଚନା ଦେଉଛନ୍ତି , କେବଳ ଅଣସର ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରହିବା ସମୟରେ ଦଇତା ମାନେ ସେବା କରନ୍ତି । ଏକ ମାସ କେବ ମଧ୍ୟ କୈାଣସି ରୀତି ନୀତି ରେ ଦର୍ଶନ ବନ୍ଦ ହୋଇନଥାଏ । ରଥଯାତ୍ରା ପୂର୍ବରୁ ନବଯୌବନ ଦର୍ଶନ ଭକ୍ତ ମାନେ କରି ଥାଆନ୍ତି । ସାଧାରଣ ଭକ୍ତ ଓ ଅନ୍ୟାନ୍ୟ ସେବକ ମାନଙ୍କ ପାଇଁ ଦର୍ଶନ ବନ୍ଦ ହୋଇଥାଏ ସ୍ନାନ ପୂର୍ଣ୍ଣିମା ଅଣସର ଘରେ ପ୍ରବେଶ ସମୟରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥି ରେ ମହାପ୍ରଭୁ ଶ୍ରୀଜଗନ୍ନାଥ , ନବଯୌବନ ଦର୍ଶନ ଭକ୍ତ ମାନଙ୍କୁ ଦେଇ ଥାନ୍ତି । ଅର୍ଥାତ୍ ପନ୍ଦର ଦିନ କାଳ , ଠାକୁର ମାନେ ସାଧାରଣ ଭକ୍ତ ମାନଙ୍କୁ ଦର୍ଶନ ଦେଇନଥାନ୍ତି । କିନ୍ତୁ ଆମେ ଜାଣିବା ରେ କେବଳ ଦଇତା ନୁହନ୍ତି ପତି ମହାପାତ୍ର ମାନେ ଯେଉଁ ମାନେ ବିଦ୍ୟାପତି ଙ୍କର ବଂଶ ଧର ସେମାନେ ମଧ୍ୟ ସେବା ଓ ଦର୍ଶନ କରନ୍ତି । ବିଶ୍ଵାବସୁଙ୍କ ବଂଶଧର ମାନେ ଦଇତା ଓ ବିଦ୍ୟାପତି ଙ୍କର ବଂଶ ଧର ମାନେ ହେଲେ ପତି ମହାପାତ୍ର , ଏହିଭଳି ଭାବରେ ମିଳିତ ଭାବେ ସେମାନଙ୍କୁ ଦଇତା ପତି କୁହାଯାଏ । ଆପଣ କେବଳ ବିଶ୍ଵାବସୁଙ୍କ ବଂଶଧର ବୋଲି କହୁଛନ୍ତି ।
    ବଡ଼ପଣ୍ଡା କେବଳ ଏକ title ନୁହେଁ , ସେ ଜଣେ ସ୍ବତନ୍ତ୍ର ଶାଢ଼ୀ ବନ୍ଧା ସେବାୟତ । ଗଜପତି ମହାରାଜା ଙ୍କ ଦ୍ଵାରା ତାଙ୍କର ଶ୍ରା ନହର ରେ ଶାଢ଼ୀ ବନ୍ଧା କାର୍ଯ୍ୟକ୍ରମ ହୁଏ ଏବଂ ସେ ପାଲିଙ୍କି ରେ ବିଜେ କରନ୍ତି । ଶ୍ରୀ ମନ୍ଦିର ରୀତି ନୀତି ରେ ମଧ୍ୟ ତାଙ୍କର ସ୍ବତନ୍ତ୍ର ଭୂମିକା ରହିଛି ।
    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳିଆ ସାଆନ୍ତ ।

    • @AtmaSambit
      @AtmaSambit 7 месяцев назад

      Right exactly what you said is true

  • @offcialvelocity
    @offcialvelocity 2 года назад

    Jay mahabahu

  • @gopalmalana7504
    @gopalmalana7504 5 месяцев назад

    Jagannayah

  • @pramilapani9960
    @pramilapani9960 2 года назад

    JAY JAGANNATH

  • @arunpanda1093
    @arunpanda1093 2 года назад

    Jay jagganath

  • @rdd8773
    @rdd8773 2 года назад +6

    RAMCHANDRA BADAPANDA IS THE BADAPANDA OF SRIMANDIR

  • @SJ14
    @SJ14 2 месяца назад

    Jay Jagannath mahaprabhu 🙏ame janichu sethi jane bada panda achanti se hauchanti Gurudev Ramachandra bada panda 🙏

  • @gopalmalana7504
    @gopalmalana7504 3 месяца назад

    Ja. Gannatah swami

  • @MissOD59
    @MissOD59 2 года назад

    🥺maha probhu❣️🙏

  • @upendraupendra5020
    @upendraupendra5020 2 года назад

    Horibol

  • @AtmaSambit
    @AtmaSambit 7 месяцев назад

    ଜୟ ଜଗନ୍ନାଥ ମହାପ୍ରଭୁ
    ବଡ ପଣ୍ଡା ନାହାଁନ୍ତି ବୋଲି କେମିତି କୁହାଯିବ
    ଆଉ ଯିଏ ସବୁ ପୂଜା ପଣ୍ଡାମାନଙ୍କ କାର୍ଯ୍ୟ ତଦାରଖ କରନ୍ତି ସେ କିଏ ? ଭାବିଚିନ୍ତି କୁହନ୍ତୁ ଆଜ୍ଞା ଏହା ଧର୍ମର କଥା

  • @soumyaranjanmohapatra7933
    @soumyaranjanmohapatra7933 2 года назад

    ପଣ୍ଡା ହଉ କିମ୍ବା ଦଇତାପତି, ସବୁ ସାଳେ ହାରାମି ବେଧ ପିଲେ ଆଉ ଗୋଟେ ଗୋଟେ ଲୁଟେରା

  • @grsgyana7051
    @grsgyana7051 2 года назад

    Sabu tumari lila 🙏🏻

  • @Shiva..4816
    @Shiva..4816 2 года назад

    Khali panda daita pati achanti...sabar mane kuade gale...jagannatha nka pria bhakta se..saura mane kau upadhi re achhanti tk kahila..🙏

  • @soumyaranjanpradhan4864
    @soumyaranjanpradhan4864 2 года назад +1

    ମହାପ୍ରଭୁଙ୍କ ବାଣୀ ସେବା କଣ ? ବାଣୀ ସେବକ କିଏ ଓ ତାଙ୍କ କାମ କଣ ? Next ଭିଡିଓ ରେ କହିବେ।🙏🏻 ଜୟ ଜଗନ୍ନାଥ 🙏🏻🙏🏻

  • @Dibya14395
    @Dibya14395 2 года назад +1

    Jahara vakti sradha bada se hni bada.. kaunasi category bada nuhne..Jaya jagannath....jiye jagannath nku thikse bujhichi se bada choda khojantini. Ye question kn pain manare ?....🙏

  • @urmillasarangi3466
    @urmillasarangi3466 2 года назад +12

    Sir, please don't provide wrong information to common people and crores of Jagannath Premis.
    Shri RamaChandra Badapanda Samanta is the Badapanda sevak of The Universal Lord, Shri Jagannath Mahaprabhu 🙏and you can find his proof in ROR ( article 9) to avoid any inconveniences 🙏.
    ଜୟ ଜଗନ୍ନାଥ 🙏

    • @odishakhabar6164
      @odishakhabar6164 2 года назад +1

      He is also a traditional servitor of temple... Kotho karana of karana nijog

    • @petlover3379
      @petlover3379 2 года назад

      @@odishakhabar6164 ଠିକ୍ କହିଲେ।

  • @tapanmahakud9057
    @tapanmahakud9057 2 года назад

    Mahabahu

  • @rojalin464
    @rojalin464 2 года назад +1

    Prabhu tame bi janicha mu monisha rupare gote rakhyashi tame to ate papi manaku tamara darsha deucha tama shree mandira bhitare prabesha karucha hele mote tikie daya karanta papo to karideichi monisha rupare mu rakhyashi papo to karideichi sabu to tama ichha re hi heuchi tothapi mote tikie darshana diantni mote tikie tama shree mandira bhitara ku niante mo upare kana tikie bi hele daya laguni pakhare sete paisa bi nahi mu mo maa bhaiku neiki jai tumara darshana karibu to thapi tama ku dekhi ba pai mona bhari byakula heuchi prabhu tama dari lagao tama shree mandira ku dekhi bapai tama darshana kariba pai mora dori lagao

  • @ramakantagahir4419
    @ramakantagahir4419 2 года назад +3

    ନୁଆଁ ଭକ୍ତ ମାନଙ୍କ ଠାରୁ ଯେଉଁ ପଣ୍ଡା ମାନେ ଟଙ୍କା ନେବା ପାଇଁ ଫସାଇ ଥାଆନ୍ତି ସେମାନେ କିଏ.......? ପୁରୀ ଭାଇ କିଏ ମୋ କମେଣ୍ଟ ପଢୁ ଥିଲେ ମୋ ପ୍ରଶ୍ନ ର ଉତ୍ତର ଦିଅନ୍ତୁ ଦୟାକରି

  • @hariomm2301
    @hariomm2301 2 года назад

    Bhul tathya daucha. Ramachandra badapanda hin Mandira badapanda

  • @edmtaporidancemixdjaditya8852
    @edmtaporidancemixdjaditya8852 2 года назад

    ♥️🎀 𝕵𝖆𝖞 𝖏𝖆𝖌𝖆𝖓𝖓𝖆𝖙𝖍🎀♥️🙏🙏♥️♥️

  • @DilipKumar-fv5rc
    @DilipKumar-fv5rc 2 года назад

    Swaaaaaàa

  • @ugrasenmeher88
    @ugrasenmeher88 Год назад

    Bhagwan tharu kiye bada ..Bada panda Daitari panda .. kn *Bhagwan* thu bada .. Jeu Raajaa Jagannatha nku aani chhanti sei jaani ki kounasi pua jhia maagile naahi .. bec taanka pare jemiti kehi bhagwannka upre nijar jaarir na rakhanti .abei time aasilla panda maanaka hi Jagannatha panda nka sri mandira ..Puni abe bada panda Daitari panda amaane dekhei hauchhanti ..

  • @prajnaparamitareshma9630
    @prajnaparamitareshma9630 5 месяцев назад

    Bhul tathya deik loka nku kaink bhatkauchanti...? Pila belu suniasichu badapanda nka bisaya re au mithya prachara karantu nahin🙏

  • @AnilPalas-g5k
    @AnilPalas-g5k 10 месяцев назад

    U hu ki

  • @jharanabarik4685
    @jharanabarik4685 2 года назад

    Nahi daita pati hauchhanti bidyapati ebam tanka Brahman patni ankar Santana,,,,auu viswabasu kanya Lalita ebam bidyapati anka Santana mahasuaar,,,,,,

  • @AnandaDas-u7t
    @AnandaDas-u7t Год назад

    Jagannath nka bada panda hela balia panda

  • @mohansharma8339
    @mohansharma8339 2 года назад

    Sabu Panda choro jagannath nku bi bikri karidebe aau kichhi Dina pare

  • @soumyaranjan1746
    @soumyaranjan1746 2 года назад

    Bada hei kan kariba jadi aji brahman manka apaprachar houchi tama bhali kichi loka manka pai

  • @santosh34556
    @santosh34556 2 года назад

    Kia Bodo eha mukhya nuhe. Samaste soman.

  • @upadhyaya034
    @upadhyaya034 2 года назад

    Ye sabu bhul kahuchi

  • @Shinchan009
    @Shinchan009 2 года назад

    Bando seva karucha!

  • @prasantnayak8012
    @prasantnayak8012 2 года назад

    ସବୁ ଚୋର

  • @pabitrabehera3977
    @pabitrabehera3977 2 года назад +3

    Jay jagannath 🙏🙏🙏

  • @BiswajitMallick-fb2lw
    @BiswajitMallick-fb2lw 5 месяцев назад

    Jay Jagannath Swami ❤❤❤

  • @iswarsahu2519
    @iswarsahu2519 2 года назад

    Jay Jagannath..🙏🙏🙏

  • @gyanapatra2312
    @gyanapatra2312 2 года назад +2

    Jay Jagannath

  • @sudhansucreativeworld2418
    @sudhansucreativeworld2418 2 года назад +4

    Jay shree jaganath ❤️🙏🙏🙏

  • @satyajitpratap6535
    @satyajitpratap6535 2 года назад

    ଜୟ ଶ୍ରୀ ଜଗନ୍ନାଥ 🙏

  • @maheswarsahoo1163
    @maheswarsahoo1163 2 года назад

    Jay.jagannath

  • @linakhiswain6633
    @linakhiswain6633 2 года назад

    Jay jagannath ❤️❤️❤️

  • @tapanpalai6388
    @tapanpalai6388 2 года назад

    Jay shree jagannath

  • @oyebinayak
    @oyebinayak 2 года назад

    🙏🙏🙏