Jagannathଙ୍କ Ratna Bhandar Rahasyaକୁ ନେଇ ବଡ଼ ଖବର, ରତ୍ନଭଣ୍ଡାର ଭିତରୁ ଶୁଭୁଛି ଭୟଙ୍କର ଶଦ୍ଦ | Srimandir

Поделиться
HTML-код
  • Опубликовано: 23 ноя 2024

Комментарии • 757

  • @debasishdwibedy1291
    @debasishdwibedy1291 Год назад +29

    ନେଇଯାଇଛନ୍ତି ସବୁ ସେଥି ପାଇଁ ଏମତି କହୁଛନ୍ତି,,, ଏଥିରୁ ଜଣାପଡିଲା ଯେ କୋର୍ଟ କହିବେ କି ଖୋଲା ହେବନି,,,

  • @MannuRoutray
    @MannuRoutray Год назад +80

    ମୋର କୋଠ ଧନ ମୁକୁଳା ହୋଇବ
    ଅନ୍ଧ ପାଖେ ମୁଦି ରଖ।
    ମହାପୁରୁଷ ତ ଭବିଷ୍ୟ କୁ ଲେଖି ଯାଇଛନ୍ତି।
    ଠାକୁରଙ୍କ ଧନରତ୍ନ ସବୁ ଲୁଣ୍ଠନ ହୋଇ ସରିଛି। କଳି ଶେଷ କାଳ ରେ ଏହା ହୋଇଛି। ଚାବି ହଜିବା ଓ ନକଲି ଚାବି ମିଳିବା ହେଉଛି ଠାକୁରଙ୍କ ପ୍ରତି ଉପହାସ।
    ପ୍ରଳୟ ହେବ। ଓ ମନ୍ଦିର ବି ସ୍ଵାଧୀନ ହେବ।ଲୁଣ୍ଠନ କାରୀ ମାନଙ୍କ ବିନାଶ ହେବ। ଅଙ୍ଗ ମାନ ପଚି ଗଳି ପଡ଼ିବ। ଶରୀର ର ରଙ୍ଗ ବଦଳିଯିବା ଓ ଅକାଳ ମରଣ ହେବ। ସମୁଦ୍ର ମାଡ଼ିବ। ମହପାପି ମାନଙ୍କ ବିନାଶ ହେବ। ମଠ ମନ୍ଦିର ଲୁଟ୍ ଓ ଭଙ୍ଗା ଭଙ୍ଗୀ କରୁଥିବା ବିଧର୍ମୀ ମାନଙ୍କ ସମୟ ସରି ଆସୁଛି। ଅଳ୍ପ ଲୋକ ବଞ୍ଚିବେ। ଧନ ସମ୍ପଦ ତ ଠାକୁର ପାଇଁ ଗୋଡ଼ି ମାଟି ପରି। ସେ ସବୁ ଜାଣି କଳ୍କୀ ଅବତାର ହୋଇ ସାରିଛନ୍ତି। ଏବଂ ଦଣ୍ଡ ନିଶ୍ଚିତ ହେବ। ପାପ ଚରମ ସୀମାରେ ଅବସ୍ଥିତ। ଅତ୍ୟାଚାର ଚରମ ସୀମାରେ ଅବସ୍ଥିତ। ପ୍ରଳୟ ହେବ। ଗୋଟିଏ ବି ଅସୁର ରହିବେ ନାହିଁ। ସତ୍ୟ ଧର୍ମ ଆସିବ। ଲୁଣ୍ଠନ ଓ ଅନ୍ୟାୟ ଅତ୍ୟାଚାର ବିରୋଧରେ ଧାରଣା କି ଆନ୍ଦୋଲନ ତ କରିବେ ନାହିଁ। ପ୍ରଳୟ କରିବେ। ନିଶ୍ଚିତ କରିବେ। କାରଣ ସତ୍ୟ କୁ ଜାଣିବା ପାଇଁ ଚେଷ୍ଟା କର ଅନ୍ତର କହିବ ହିଁ କହିବ । ଠାକୁର ରହିବେ ନାହିଁ। ଏହା ହୋଇଛି। ଏବଂ ନିଶ୍ଚିତ ଭାବେ ପ୍ରଳୟ ହିଁ ସବୁ ସମସ୍ୟା ର ସମାଧାନ କରିପାରିବ। ଆଉ ବାଟ ନାହିଁ।

    • @SarojKumar-c6w
      @SarojKumar-c6w Год назад +1

      Thik thik jagannath mandira ro sebayata mane kholo kari sarileni

    • @anu_radha_official
      @anu_radha_official 5 месяцев назад

      🙏apana thik kahuchanti mu apanaka comment ti mo wp re status deichi🙏

    • @suchismitapattnaik8509
      @suchismitapattnaik8509 4 месяца назад

      Jay Jagannath apana jiyebi huantu best msg karichanti yehahi heba yethi Amara bada neta modiji bada asura sehi sabu sikhauchi mu chahunchi jaganath Kalki abatara re asiki sabu marantu moro bhagaban ku moro prathana sunantu🙏🙏🙏🙏

  • @santoshkumarmishra2620
    @santoshkumarmishra2620 Год назад +52

    ନିଶ୍ଚୟ କିଛି ସୁନା ଲୁଟ୍ କରିନେଇଛି.

    • @goldenodisha4193
      @goldenodisha4193 4 месяца назад

      ତତେ ଗାଣ୍ଡି ମାରିଛି

  • @storywithabinash7300
    @storywithabinash7300 Год назад +11

    ଏମାନେ ସବୁ ଚଳୁ କରିଦେଇଛନ୍ତି ! ତେଣୁ ଏମିତି ଗପ କହିବାକୁ ପଡ଼ିବ ଭଗବାନଙ୍କ ଦ୍ୱାହିରେ l କାହିଁକିନା ଜଗନ୍ନାଥଙ୍କୁ ନେଇ ଓଡ଼ିଶାବାସୀ ଟିକେ ଅଧିକ ଭାବପ୍ରବଣ
    ତେଣୁ ତାଙ୍କରି ନା ନେଇ ଯାହା କହିଲେ ଏମାନେ ଅନ୍ଧ୍ଭ ଭଳି ବିଶ୍ୱାସ କରିଯିବେ
    ଆଉ ତମେ ସଳେ ଗା@ ମାରି ଚାଲିବ

  • @parsurambhoi8518
    @parsurambhoi8518 Год назад +28

    ଆରେ ସବୁ ଲୁଟି ସାରିଲେଣି ସେଥିପାଇଁ ବାହାନା କରିଶାନ୍ତି ସବୁ ଧରା ହେବେ 👍

  • @ranjanpanda8386
    @ranjanpanda8386 Год назад +66

    ଆରେ ଗର୍ଜନ ଶୁଭିଲେ କଣ ହେଲା, ଗୋଟେ ଟିମ ଗଠନ କରି ସାଧୁ ମାନେ ଯାଇପାରିବେ, ସବୁ ତ ଅସାଧୁ ଚୁରିକରିବାରେ ବ୍ୟସ୍ତ

  • @Gurubachan688
    @Gurubachan688 Год назад +197

    ଲୁଟି ନେଇଛନ୍ତି ସବୁ । ତେଣୁ ଖୋଲିବାକୁ ଡରୁଛନ୍ତି । ଭଗବାନ ଙ୍କୁ ବି ଏମାନେ ଛାଡନ୍ତି ନାହିଁ

  • @rinaraniroutaray7596
    @rinaraniroutaray7596 Год назад +20

    ଯାହା ହେବ ପ୍ରଭୁ ଜଗନ୍ନାଥଙ୍କ ଇଛା ରେ ହିଁ ହେବ .
    ତାଙ୍କର ଇଛା ବିନ ଗଛର ପତ୍ର ବି ହଲିବନାହିଁ

  • @bibekanandamishra331
    @bibekanandamishra331 5 месяцев назад +37

    ଏମାନେ ସବୁ ବଡ ଚୋରଙ୍କ ମାଉସୀ ପୁଅ ଭାଇ ସବୁ ଲୁଟି ନେଇଛନ୍ତି ସେଥିପାଇଁ ଏଭଳି ଭାଷଣ ବାଜି। ଜୟ ଜଗନ୍ନାଥ

  • @susahantasatapathy9279
    @susahantasatapathy9279 5 месяцев назад +3

    ଯେଉଁମାନେ ଦେବସ୍ୱ ଲୁଟିଛନ୍ତି ସେମାନେ କେବଳ ନିଷ୍ଠାବାନ। ଅନ୍ୟ ସମସ୍ତେ ପାପୀ।ହେ ପ୍ରଭୁ ତୁମକୁ ତୁମେ ରକ୍ଷାକର। ଜୟ ଜଗନ୍ନାଥ।

  • @prasantmanipriyansuvloge4531
    @prasantmanipriyansuvloge4531 Год назад +10

    ରତ୍ନଭଣ୍ଡାର ଖୋଲିଲେ ସରକାରଙ୍କ ସହିତ
    ମନ୍ଦିର ପ୍ରଶାସନ ଅଡୁଆରେ ପଡିବେ ବୋଲି
    ଭିତର ରତ୍ନଭଣ୍ଡାର ଖୋଲା ଯାଉନାହିଁ 🙏ଜୟ ଜଗନ୍ନାଥ 🙏

    • @goldenodisha4193
      @goldenodisha4193 4 месяца назад

      ତତେ ଗାଣ୍ଡି ମାରୁଥିଲା ନାଁ ସରକାର

  • @prakashanaik2080
    @prakashanaik2080 Год назад +27

    ସବୁ ପଣ୍ଡାମାନେ ଖାଇସାରିଲେଣି

  • @adityaswaingaming7803
    @adityaswaingaming7803 Год назад +40

    ଦଇତା ପତି ସବୁ ଖାଇ ଦେଇଛି ସବୁ ଆଉ ସବୁ ବ୍ରାହ୍ମଣ ବି 😊

  • @newmaatarinijhumarmelody1370
    @newmaatarinijhumarmelody1370 Год назад +7

    ରତ୍ନ ଭଣ୍ଡାର ଖାଲି ପଡ଼ିଛି ଏମାନଙ୍କ ର କଥାରେ ବୁଝା ଯାଉଛି ।

  • @dr.pradeeptarai3422
    @dr.pradeeptarai3422 Год назад +17

    ସବୁ ଚୁନ ମାର ଦେଇ ଆଇମା କାହାଣୀ ଶୁଣାଇଛନ୍ତି 😮 ସାପ ଘ ଉଡାଇବା ପାଇଁ ବିଭିନ୍ନ କେମିକାଲ ରହିଛି।ତାକୁ ପ୍ରୟୋଗ କଲେ ସାପ ପଳେଇଛି

  • @rabinarayan3944
    @rabinarayan3944 Год назад +7

    ଆଜି ପରନ୍ତ ଶୁଣିପାରୁନଥିଲା ଆଜି ସୁଭିଲା ଅଗୁରୁ ସୁଭୁ ନଥିଲା ଆଜି କଣଜଗନ୍ନାଥ ଖେଳକଣ୍ଡେଈ ସବୁ ରାଣ୍ଡୀପୁଅ ଏକାକୀ?????

  • @surendehury6932
    @surendehury6932 5 месяцев назад +7

    ରତ୍ନ ଭଣ୍ଡାର ଖୋଲା ହେବା ଦରକାର ।
    ସୁନା ଅଳଙ୍କାର ସବୁ କିପରି ଅବସ୍ଥାରେ ଅଛି ତାହା କଣ ଜାଣିବା ଦରକାର ନାହିଁକି ?

  • @arabindamishra4045
    @arabindamishra4045 5 месяцев назад +6

    ଯଦି ଉଦ୍ଦେଶ୍ୟ ମହତ ତାହେଲେ ଶ୍ରୀ ଜଗନ୍ନାଥଙ୍କ ଅନୁମତି ନେଇ ରତ୍ନଭଣ୍ଡାର ଖୋଲାଯାଇ ପାରିବ, ଅଯଥା ରେ ଏ ମହାଶୟ ଭୟ ଭ୍ରାନ୍ତି ସୃଷ୍ଟି କରୁଥିବା ମନେ ହୁଏ।

  • @papucreation859
    @papucreation859 5 месяцев назад +18

    ଏମାନେ ଏକା ରତ୍ନ ଭଣ୍ଡାର ଖାଲି କରିଦେଇଛନ୍ତି

  • @motilaldash4645
    @motilaldash4645 Год назад +42

    ଏଇ ଲୋକଟି ରତ୍ନ ଭଣ୍ଡାର ଲୁଟିଛି

  • @gayadharsethy4817
    @gayadharsethy4817 Год назад +4

    ଭଗନ ଙ୍କ ନା ନେଇକି ଭକ୍ତଙ୍କୁ ଧମକ ଦଉଛନ୍ତି ନନା ଯାହାସହଉଚି ତାଙ୍କରି ଇସାରାରେ ହୋଉଛି
    ଜୟ ଜଗନ୍ନାଥ 🙏

  • @krushnamohanprusty2728
    @krushnamohanprusty2728 Год назад +3

    ଦଇତାପତି ମହାଶୟ କ'ଣ ଜଗନ୍ନାଥ ମହାପ୍ରଭୁଙ୍କ ସେବକ ନା ନବୀନ ସରକାରଙ୍କର ? ବିଜେଡି ସରକାରଙ୍କୁ ସୁହାଇଲା ଭଳି ମତାମତ ଦେବାରୁ ବିରତ ରହିଲେ ଜନତାଙ୍କ ନିକଟରେ ସମ୍ମାନ ବଢିବ !

  • @debrajsahoo3575
    @debrajsahoo3575 Год назад +29

    ସବୁ ହଡପ ହୋଇଯାଇଛି l

    • @AdhikariNayak-b6y
      @AdhikariNayak-b6y Год назад

      Daita pati mananka katha thik nahni Jane. Kahuchi. Khola. Au Jane kahuchanti Khola nahni

    • @bikramkumarkalia6522
      @bikramkumarkalia6522 5 месяцев назад

      Ehi lokaku dhara sabu bahariba

  • @Kabirprasadtarai
    @Kabirprasadtarai 4 месяца назад

    ରାଜାଙ୍କ ପରାମର୍ଶ ଅନୁସାରେ ସବୁକିଛି ହୋଇପାରିବ,ଆଉ କାହାର ବି ପରାମର୍ଶ ନେବା ଉଚିତ୍ ନୁହେଁ,,,,,,,,, ଠାକୁର ରାଜା ସର୍ବ ସର୍ବା

  • @dasharathbehera7891
    @dasharathbehera7891 Год назад +24

    ଖଲିଦେଲେ ସାପ ଗୁଡ଼ାକ ଓଡିସା ର ଲକମାନକୁଂ ଧସିଂବ ସଲା ମିଛୁଆ

  • @arpitvlogs2879
    @arpitvlogs2879 Год назад

    ରତ୍ନ ଭଣ୍ଡାର କଥା ପଚରାଯାଉଛି ତମେ ରାଜନୀତି କଥା କହୁଛ ସେଥିପାଇଁ ଦିନରେ ବ୍ରହ୍ମ ପରିବର୍ତ୍ତନ କରିଥିଲ

  • @funnytravel1991
    @funnytravel1991 5 месяцев назад +1

    ମହାପ୍ରଭୁ ତୁମଉପରେ ଯାହାର ବିଶ୍ୱାସ ନାହିଁ ତାଙ୍କକଥା ତୁମେ ବୁଝ ପ୍ରଭୁ 🙏

  • @manojkumarmohapatra-oy1gc
    @manojkumarmohapatra-oy1gc Год назад +19

    ତମେ ସବୁ ନେଇଛ ତେଣୁ ଖୋଲିବାକୁ ମନା କରୁଛ

  • @dipakbehera918
    @dipakbehera918 Год назад +12

    ଏ ସବୁ ଟାଉଟର ଚୋର ଏମାନେ ସବୁ ଖାଲି କରିଛନ୍ତି ଖୋଲା ହେଲେ କାଳେ ଧାରା ପ ଡି ଯିବା ସେଥିପାଇଁ ଏ ନାଟକ

  • @gayadharsethy4817
    @gayadharsethy4817 Год назад +3

    କେହି ପ୍ରବେଶ କରିପାରିବେ ନାହିଁ ନନା କହୁଚ ତାହାଲେ ଚାବି କିଏ କାହିଁକି ହଜେଇଲା ଆପଣ ଏକା ନୁହେଁ ଯିଏ ବି ଜଡିତ ସେମାନେ ବିରୋଧ ଆଉ ଭୟଭୀତ କରେଇବେ

  • @ganeshpanigrahi5258
    @ganeshpanigrahi5258 Год назад +4

    🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ🙏...
    ବହୁ ପ୍ରତିକ୍ଷିତ ସମୟର କଥା, ଘଟଣା ପ୍ରବାହ, ବିଭିନ୍ନ ପ୍ରକାରର ସ୍ଥାଣୁତା, ପ୍ରଶାସନିକ ଅବ୍ୟବସ୍ଥା, ସାମ୍ପ୍ରତିକ ସ୍ଥିତି, ବିଶେଷ ସାକ୍ଷାତକାର, ପାରିପାର୍ଶ୍ବିକ ବିଭାଗୀୟ ପରିସ୍ଥିତି ଆଦିକୁ ତର୍ଜମା କରିବା ପ'ରେ ନିଶ୍ଚିତ ସୂଚିତ କରୁଅଛି ଯେ, ସେବାୟତ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ପ୍ରଣାଳୀ ଅବଲମ୍ବନ ଦ୍ୱାରା ଶ୍ରୀମନ୍ଦିର 'ରତ୍ନ ଭଣ୍ଡାର' ଲୁଣ୍ଠନ ହୋଇଥିବା ସୁସ୍ପଷ୍ଟ ଜଣାଯାଏ...
    🇮🇳ବନ୍ଦେ ଉତ୍କଳ ଜନନୀ🚩💪❣️...

  • @Rajesh-dash
    @Rajesh-dash Год назад +36

    ଯିଏ ପାପି ହୋଇଥିବ ତା ମନକୁ ନିଶ୍ଚିତ ପାପ ଛୁଇଁବ... ପାପି ମାନେ ରତ୍ନଭଣ୍ଡାର ଭିତରକୁ ଯାଇପାରିବନି ଏହା ନିଶ୍ଚିତ ସତ୍ୟ 🙏 ଜୟ ଜଗନ୍ନାଥ 🙏

  • @rajlaxmipattanaik6596
    @rajlaxmipattanaik6596 5 месяцев назад +3

    ପ୍ରଭୁ ଶ୍ରୀ ଜଗନ୍ନାଥ ପୁରା ବିଶ୍ୱର, ମୋ ମତରେ ରତ୍ନ ଭଣ୍ଡାରରେ ଯାହା ବି ମିଳିବ, ସେ ସବୁ ମହାପ୍ରଭୁ ଆଉ ଆମ ଓଡ଼ିଆଙ୍କର ଆଶା ଓ ବିଶ୍ୱାସ ଭଗବାନ ଜଗନ୍ନାଥ ହିଁ ପିନ୍ଧନ୍ତୁ, ସେଇଟା ମୋ ଇଛା. ଜୟ ଜଗନ୍ନାଥ 🙏🙏🙏🙏

  • @manasipanda5748
    @manasipanda5748 Год назад +1

    Sir, right kahile, thank you sir. Jay jagannath🙏🙏🙏

  • @narayandalai9799
    @narayandalai9799 5 месяцев назад

    ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️

  • @bitubitu941
    @bitubitu941 Год назад +1

    Thank you mam❤for asking good questions.

  • @sadanandabag1591
    @sadanandabag1591 5 месяцев назад +1

    ଜଗତରନାଥ ଜଗନ୍ନାଥ ।ସାରା ସଂସାର ତାଙ୍କର ।ଆମେ ସମସ୍ତେ ତାଙ୍କର ସନ୍ତାନ। ରତ୍ନ ଭଣ୍ଡାରରେ ଥିବା ସମସ୍ତ ରତ୍ନ ସଂସାରର ମଂଗଳ ପାଇଁ ।ଅତଃ ରତ୍ନ ଭଣ୍ଡାର ଖୋଳିଲେ
    ପାପ ହେବ ନାହିଁ କି ଦୋଷ ହେବ ନାହିଁ ।
    ମହା ପ୍ରଭୂ କାହା ପାଇଁ ,କଣ ପାଇଁଏତେ ରତ୍ନ ରଖିଛନ୍ତି ।ମହାପ୍ରଭୁଙ୍କ ସେହି ଅମୂଲ୍ଯ ରତ୍ନକୁ ଦର୍ଶନ କଲେ ଆମର ମାନବ ଜନ୍ମ ଧନ୍ଯ ହୋଇଯିବ ।ଜୟ ଜଗନ୍ନାଥ।

    • @parsuramsahoo7509
      @parsuramsahoo7509 4 месяца назад

      ବଡ଼ ଭକ୍ତ ଜଣେ ଜଣାପଡୁଛି।

  • @ugreshantandi
    @ugreshantandi 5 месяцев назад +1

    ନବୀନ‌‌ସାର ଐତିହାସିକ ରହସ୍ୟ କୁ ରହସ୍ୟ ରଖିଥିଲେ, କାରଣ ଏହା ଦ୍ବାରା ବିଶ୍ବ ରହସ୍ୟ ରେ ରହିଛି

  • @amitaacharya9342
    @amitaacharya9342 Год назад +6

    ଏମାର ମଠ ର କୋଟି, କୋଟି ଟଙ୍କା ର ଇଟା ଗଲା କୁଆଡେ?

  • @sanjibrout424
    @sanjibrout424 Год назад +1

    Yes yes yes why not 100 persent right Jay shree jagannath ❤️

  • @parsuramsahoo7509
    @parsuramsahoo7509 4 месяца назад +2

    ଓଡ଼ିଶା ବାସୀଙ୍କୁ ଅପେକ୍ଷା କରାଉଛି କିଏ,, କିଛି କୁ ଚକ୍ରି,ରାଜନୈତିକ ଦଳ ,ଆଉ କିଛି ଚୋର ଚୁଟିଆ, ମିଡ଼ିଆ। ସେମାନେ ଚର୍ଚ୍ଚା ଆସିବା ପାଇଁ ଏ ସବୁ କରିଛନ୍ତି। ରତ୍ନ ଭଣ୍ଡାର ଖୋଲା ଗଲେ ସାଧାରଣ ଭକ୍ତ ଓ ଜନତାଙ୍କୁ ସେଥିରୁ ମିଳିବ କଣ , ସେ କାହିଁକି ଭାବିବ ଜଗନ୍ନାଥ କାଳେ କାଳେ ଜଗତର ନାଥ ,ତାଙ୍କର କଥା ସେ ସ୍ୱାୟୋମ ଚିନ୍ତା କରିବେ ,ତାଙ୍କ ଉଅପେରେ ଛାର ମଣିଷ କିଏ ,ନାସ୍ତିକ ମନେଶ୍ୱର୍ଥ କବଳିତ ହୋଇ ଅଧିକ କୂତ୍ରିମ ଚିନ୍ତା କରନ୍ତି😢,,ଛଳନା କରନ୍ତି। ତାର ଦଣ୍ଡ ଠାକୁର ଅବଶ୍ୟ ଦିଅନ୍ତି,ଏ ମୂର୍ଖ ମାନେ ମାନନ୍ତି ନାହିଁ,ଦେହ ଖରାପ ଭାଗ୍ୟ ଖରାପ କେହି ନାଲି ନେଲି ଖଇରିଆ ପଥର ହାତରେ ଲାଗନ୍ତି,,ମେଡିକାଲ ବେଡେ ରେ ପଡ଼ି ଲକ୍ଷ୍ୟ ଲକ୍ଷ୍ୟ ଖର୍ଚ୍ଚ କରି ପେଟ ଛାତି ମୁଣ୍ଡ ଆଦି କଟାନ୍ତି ,ଜୟ ଜଗନ୍ନାଥ❤🎉🎉🎉🎉🎉❤

  • @MithunJagadala-sr8cd
    @MithunJagadala-sr8cd 4 месяца назад

    ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻

  • @dibakarsa754
    @dibakarsa754 Год назад +18

    ସାପ ଯଦି ଅଛି ସାପ ଧରାଳି ର ଅଭାବ ନାହିଁ ।

  • @amarendrasharma27
    @amarendrasharma27 5 месяцев назад

    ସବୁ ହଡ଼ପ ହୋଇଛି ଏ ଲୋକ ଟି ସମ୍ପୂର୍ଣ ଭାବେ ଦାୟୀ

  • @dr.surekhadas2004
    @dr.surekhadas2004 Год назад +1

    Jay Jagannath🙏🙏

  • @nodout7059
    @nodout7059 Год назад +2

    Jay jaganath sabu apanka Daya.

  • @ChandramaniSahoo-ks6sc
    @ChandramaniSahoo-ks6sc 5 месяцев назад

    Jay jagannatha mahaprabu ma bapa maa ku bhalare rakha ama paribara ku bhalare rakha ama chua jhia ku bhalare rakha

  • @lizzadhira2124
    @lizzadhira2124 Год назад +4

    Jay jagnnath swami ❤

  • @ajaybadjena6799
    @ajaybadjena6799 Год назад +1

    ପୂର୍ବରୁ କଣ ପାଇଁ ନିରବ ଥିଲେ କି,ଵିପଦ ଅଛି କହିଲେ ଖୋଲା ନ ହଉ ,ରନ୍ମ ଭଣ୍ଡାର ଖୋଲିଲେ ଅସୁଵିଧା କେଉଁଠି,ରନ୍ନଭଣ୍ଡାରକୁ ଯିଵା ପୂର୍ବରୁ କଣ ପାଇଁ ଶପଥ ନେବେ କି ,ବାହା୍ରକୁ ଆସିଲେ କିଛି କହିଵେ ନାହିଁ, ଏହାର ଅର୍ଥ କଣହୋଇପାରେ କି,ତାହେଲେ ମିଲି ଭଗତରୈ ରନ୍ନ ଭଣ୍ଡାର ଲୁଟୁ ହୋଇଅଛି ,ରନ୍ନଭଣ୍ଡାର ଚାଵି ହଜିଵା ଦିନ ଠାର ଓଡିଶା ବାସୀଙ୍କ ମନରେ ସନ୍ଧେହ ହୋଇଆସୁଅଛି ,ଏହା ନିରାଟ ସତ୍ୟ ,

  • @balarampradhan8840
    @balarampradhan8840 5 месяцев назад

    କିଛ ନାହିଁ ଭିତରେ ତେଣୁ ଖୋଲିବା ଦରକାର ନାହିଁ।ଜୟ ଜଗନ୍ନାଥ

  • @tirupatikumardash3062
    @tirupatikumardash3062 Год назад +2

    Jai jagannath

  • @arunprasaddash1399
    @arunprasaddash1399 5 месяцев назад +5

    ଭୟଭୀତ କରିବା ପାଇଁ ମିଥ୍ୟା କଥା କୁହନ୍ତୁ ନାହିଁ। ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର ଙ୍କୁ ସହଯୋଗର ହାତ ଵଢାନ୍ତୁ।ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଏହିପରି ସେବାୟତ ମାନଙ୍କ ଦ୍ଵାରା ରତ୍ନାଭଣ୍ଡାର ଲୁଟ୍ କରାଯାଇଛି।

  • @brajamohanmaharana6328
    @brajamohanmaharana6328 Год назад

    Jai jagannath. Ratna bhandar ki Jai Jai kar

  • @prafullachandrasahoo9688
    @prafullachandrasahoo9688 5 месяцев назад

    ଆଗରୁ ଯେଉଁ ଖୋଲାହୋଇଥିଲା, କେମିତି ଖୋଲିଲା. ସେମାନେ କଣ ଗର୍ଜନ ଶୁଣିନଥିଲେ. ସବୁ ଖାଇଦେଇଛନ୍ତି, ତେଣୁ ଖୋଲିବାକୁ ଡରୁଛନ୍ତି.

  • @khantiodia1289
    @khantiodia1289 Год назад +1

    ସବୁ ଗୋଟିଏ ଚାଲ୍

  • @madhusmitadhir6913
    @madhusmitadhir6913 4 месяца назад

    ଏମାନେ ମିଛୁଆ ଙ୍କ ଦଳପତି ....
    ରତ୍ନଭଣ୍ଡାର ଖୋଲିଲା ପରେ ଆଜି ଜଣାପଡିଲା......
    Ptoday ତା. ୧୪/୦୭/୨୦୨୪

  • @siinx_ff
    @siinx_ff Год назад +2

    Jaya Jagannath.

  • @storywithabinash7300
    @storywithabinash7300 Год назад +1

    High court ରେ ଆଙ୍କର କେହି ଉଚ୍ଚ ସ୍ତରରେ ଅଛନ୍ତି ବୋଧେ! ସେଥି ପାଇଁ ଏତେ ଯୋର୍ ରେ କହୁଛି ଯେ ; କୋର୍ଟ ଆଦେଶ ଦେଲେ ହେବ !

  • @AlokDas-mz5fm
    @AlokDas-mz5fm 5 месяцев назад +1

    ସ୍ୱାର୍ଥରେ ଅନ୍ଧ ହୋଇ ମଣିଷ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି, ତାଙ୍କୁ ନୀତି ବିଭ୍ରାଟ କରିଛନ୍ତି,,, ତେବେ ରତ୍ନ ଚୋରି ହେଇ ନଥିବ ବୋଲି କଣ ପ୍ରମାଣ ଅଛି,, କୁହାଯାଉଛି ମହାପ୍ରଭୁଙ୍କ ଇଛା ବିନା ଖୋଲି ହବନି,, ହେଇପାରେ ମହାପ୍ରଭୁ ଇଚ୍ଛା ପ୍ରକଟ କରିଛନ୍ତି, ଯାହା ଫଳରେ, ସମସ୍ତେ ରତ୍ନ ଭଣ୍ଡାର ଖୋଲିବା ପାଇଁ ଇଛୁକ ଅଛନ୍ତି, ଏହା କଣ ପ୍ରଭୁଙ୍କ ଇଚ୍ଛା ବୋଲି ଭାବିବା ଠିକ ନୁହେଁକି??? କରି କରାଉ ଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ,, ଜୟ ଜଗନ୍ନାଥ 👍👍👍👍👍

  • @BhagabanpatiPati
    @BhagabanpatiPati 4 месяца назад

    ସମ୍ପାଦକ , ମହାଶୟ, ଜଗନ୍ନାଥଙ୍କ ଇଚ୍ଛା ଥିଲା ସାରା ଓଡ଼ିଶା ରୁ ଚାଉଳ ମାଗି ଖାଇଲେ ,ତମକୁ ସଟ ହେଉଛି

  • @BhagabanpatiPati
    @BhagabanpatiPati 4 месяца назад

    ସମ୍ପାଦକ ମିଛ ଗପ , ଆଗରୁ ଚାଲିଆସିଥିବା ଜହ୍ନ ମାମୁଁ ଗପ କହୁଛନ୍ତି ,ଯେତେ ମନଗଢା କଥା ଏହି ପୁରୀରେ , ଆରେ ଖୋଲ କଣ ହବ ସାରା ପୃଥିବୀ ଜାଣିବ

  • @SahadevNag-oy3tt
    @SahadevNag-oy3tt 4 месяца назад

    ରତ୍ନଭଣ୍ଡାର ସବୁ ଅଳଙ୍କାର ଲୁଟି ନେଲେଣି ଆଉ କଣ ଅଛି ଯେ ଖୋଲିବେ

  • @MamataMahapatra-f5v
    @MamataMahapatra-f5v 5 месяцев назад

    ମହାପ୍ରଭୁ ଙ୍କ ର ଇଚ୍ଛା ରେ ହିଁ ସବୁ ହେଉଛି
    ତେଣୁ ବର୍ତମାନ ପ୍ରଭୁ ଙ୍କ ର ଇଚ୍ଛା ଯାହା ବର୍ତମାନ ପରିବର୍ତନ ହେଲା ସବୁ ତାଙ୍କରି ଇଚ୍ଛା ତେଣୁ ରତ୍ନ ଭଣ୍ଡାର ଖୋଲି ଦେଖିବା ଵି ପ୍ରଭୁ ଙ୍କ ର ଇଚ୍ଛା

  • @nikunjabihariparida1038
    @nikunjabihariparida1038 4 месяца назад

    ରତ୍ନଭଣ୍ଡାର ସୁରକ୍ଷା ପ୍ରଥମେ

  • @giridharibehera7793
    @giridharibehera7793 Год назад +2

    ଭିତରେ କିଛି ନଥିବା ହେତୁ ଗର୍ଜନ ଶୁଣାଯାଉଛି କି ?ସମସ୍ତଙ୍କୁ ଭୟଭୀତ କରିବାର କାରଣ ବୋଧେ ସମସ୍ତଙ୍କୁ ଜଣା ପଡିଗଲାଣି ।ଆଗରୁ ସାପ ନଥିଲେ ଏବେ ସବୁ ସାପ ଆସିଲେ କଣ ଭଣ୍ଡାର ନଷ୍ଟ ଭ୍ରଷ୍ଟ ହେବାରୁ ?
    ମୁଖ୍ୟ କଥା ଦୁଇଟି-ଭଣ୍ଡାର ଖାଲି କିମ୍ବା ବାହାର ଶତୃ ଆକ୍ରମଣ ଆଶଙ୍କା !

  • @nirmalchandrapati2427
    @nirmalchandrapati2427 Год назад

    Jay Jagannath

  • @pradipmishra5627
    @pradipmishra5627 5 месяцев назад

    ସବୁ ମିଛ କଥା ରତ୍ନ ଭଣ୍ଡାର ଯାଞ୍ଚ ନିହାତି ଦରକାର ଯଦି ସେମିତି କଥା ମତେ ଅନୁମତି ଦିଆଯାଉ ମୁଁ ପ୍ରଥମେ ରତ୍ନ ଭଣ୍ଡାର କୁ ଯିବି

  • @bijaylaxmitripathy934
    @bijaylaxmitripathy934 5 месяцев назад

    ସମସ୍ତେ ପ୍ରାଥନା କରନ୍ତୁ
    ଗୋଟେ ଦିନ ସାରା ଭାରତ ର ଲୋକ ସମର୍ପଣ ଭାବରେ ଧ୍ୟାନ କରନ୍ତୁ

  • @rohitcreativitykuna5672
    @rohitcreativitykuna5672 5 месяцев назад

    ବାଳ ନା
    ବ୍ରାହ୍ମଣ ଓ ପ୍ରଶାସନ ସବୁ ରତ୍ନ ସବୁ ନେଇ ଯାଇଛନ୍ତି

  • @SuryaJena-t7n
    @SuryaJena-t7n 5 месяцев назад

    Right ✅ your answers

  • @GaribaNaik-t5r
    @GaribaNaik-t5r 5 месяцев назад +1

    Radhe radhe

  • @Ajitpihgua
    @Ajitpihgua 4 месяца назад

    Jagannath Aadesh.

  • @Prameshvlogg
    @Prameshvlogg 4 месяца назад

    ଆପଣମାନେ କିଛି କରିପାରିବ ନାହିଁ,,,ଆମ ଆଦିବାସୀ ଲୋକ,,, ହେଲେ ବାହାର କରିବେ,,, କଥା ବଡ଼ ବଡ଼ କହିଲେ କ'ଣ ହେବ,,,

  • @manasmohapatra7874
    @manasmohapatra7874 5 месяцев назад

    ଯେତେବେଳେ ନିର୍ଦ୍ଦେଶ ଆସିବ ସେତେବେଳେ କିଛି ନ ଥିବ ସବୁ ଚୋରି କରି ସାରିଛନ୍ତି ତେଣୁ ଏମାନେ ଡରୁଛନ୍ତି ଓ ମିଛ ବାହନା କରୁଛନ୍ତି

  • @ugreshantandi
    @ugreshantandi 5 месяцев назад

    You are great sir

  • @brajarajbastia4124
    @brajarajbastia4124 5 месяцев назад

    Jay shree jagannath ❤️🙏❤️

  • @babupatra3423
    @babupatra3423 Год назад +1

    jay jagannath 🙏🙏

  • @BimbadharMangaraj
    @BimbadharMangaraj 4 месяца назад

    ଏମାନଂକୁ ଟିକିଏ ଲଜ୍ଯା ନାହିଁ
    ମଂଦିର ରେ ଏହି ସେବାୟତ
    ମାନଂକୁ ତୁରନ୍ତ ତଡାଯାଉ

  • @ratnakarbehera1265
    @ratnakarbehera1265 Год назад

    Jay jagannath

  • @rajaashoksamrat417
    @rajaashoksamrat417 5 месяцев назад

    ଘୋ ଘୋ ଶୁବୁଚି ମାନେ ମାଲ୍ ଖାଲି ହେଇଜାଇଚି ଲୁଟି ନେଇଛନ୍ତି ଶବୁ ପ୍ରଭୁ ରାଗରେ ଏମିତି କରୁଛନ୍ତି ଦେଖୀଦିଅ ଟିକିଏ

  • @suryakantaPagada
    @suryakantaPagada Год назад +5

    ଇଏ ସବୁ ଡରେଇ ଡରେଇ , ସବୁ ଖୋଳ କରି ଦେବେନି ତ ?

  • @vladimirputin6530
    @vladimirputin6530 Год назад

    ଜଗତଗୁରୁଂକ ପରାମର୍ଶ ନିଆଯାଉ । ଗଜପତି ମହାରାଜ , ଜଗତଗୁରୁ ଶଂକରାଚାର୍ଯ୍ଯ , ବଣପଣ୍ଡାଂକୁ ନେଇ ଗୋଟେ ସଂଘ ହେଉ ଆଉ ଭିତରକୁ ଏମାନେ ଯା”ନ୍ତୁ । ଜୟ ଜଗନ୍ନାଥ 🚩🚩ଜୟ ଗଜପତି ମହାରାଜ 🚩 ଜୟ ଜଗତଗୁରୁ 🚩

    • @-Jena_jena
      @-Jena_jena Год назад

      Are bhi sankarachajya thik au gajapati nka katha thik but panda
      Se sabu chora semane ate suna sabu kouthu smile
      Aie mandira ru neie ki setabele ate street nathila

    • @vladimirputin6530
      @vladimirputin6530 Год назад

      @@-Jena_jena ବଡ ପଣ୍ଡାଂକ ଦ୍ବାରା ଶ୍ରୀ ମନ୍ଦିର ଲୁଟାଯାଇନି ଆଜ୍ଞା । ୧୯୪୭ ପୂର୍ବରୁ ମନ୍ଦିର ର ସୁପରିଚାଳନା ଥିଲା । ମନ୍ଦିର ନଷ୍ଟ ହୋଇଛି ସରକାର ହାତକୁ ଗଲା ପରେ । ସମସ୍ତ ଗୁରୁକୁଳ ବନ୍ଦ ହୋଇଗଲା ଯାହା ଶ୍ରୀ ମନ୍ଦିର ଦ୍ବାରା ପରିଚାଳିତ ହେଇଥିଲା ଫଳରେ ସେବାୟତ ମାନଂକ ମନ୍ଦିର ଭିତ୍ତିକ ଶିକ୍ଷା ରୁଗ୍ଣ ହୋଇଗଲା । ପ୍ରଶାସନ ହେଲା ଧର୍ମନିରପେକ୍ଷ ତେଣୁ ସେମାନେ ମନ୍ଦିର କୁ ଧର୍ମ ଦିଗରେ ପରିଚାଳନା କରିବାର କ୍ଷମତା ରଖନ୍ତି ନାହିଁ । ତେଣୁ ପ୍ରଶାସନ ବା ସରକାର ଉପରେ ଭରଷା ନାହିଁ କାରଣ ଆମେ ମନ୍ଦିରରୁ ମିଳୁଥିବା ଟଂକାକୁ ସରକାର ଅନ୍ଯ ଜାଗାରେ ଖର୍ଚ କରୁଛି ଆଉ ଆଂକୁ ଭୂଆଁ ବୁଲଉଛି

  • @jagannathdas7714
    @jagannathdas7714 Год назад +4

    All comments are correct . Sevayatji may be evolved to do empty .

  • @GadadharPradhan-c3o
    @GadadharPradhan-c3o 5 месяцев назад

    ଏହି ଲୋକ ପାଖରେ ପୁରା ଭାବ ଅଛି। ଭବ ଥିବା ଇଟରଭୁୟୁ ହେଉ।

  • @prafullasethi6092
    @prafullasethi6092 4 месяца назад

    Jay jagannath ⭕❗⭕

  • @SantoshKumarroutofficial
    @SantoshKumarroutofficial 5 месяцев назад

    Jay Jagannath 💙

  • @rabiapaatra
    @rabiapaatra Год назад

    ରାମକୁଟଦାସ।ମହାପାତ୍ର।ଭଲକତଆଟଇକହଇଲ
    Good.ok.

  • @KunmunSahoo-v2d
    @KunmunSahoo-v2d 4 месяца назад

    Right 👍

  • @manojkubarik1706
    @manojkubarik1706 5 месяцев назад

    ଧଉଳି ଗିରିରେ ଅଶ୍ଵ ସ୍ଥମା ଗୁମ୍ଫା ଖୋଲିଲେର ରତ୍ନ ଭଣ୍ଡାର ଖୋଲିବ ମାଳିକା କହୁଚି

  • @kulachandrasabar7476
    @kulachandrasabar7476 Год назад

    ସବୁ ଖାଇ ସାରିଲେଣି କିଛି ଥିଲେ ତ ଖୋଲିବ ସବୁ ଦଇତା ପତି ଘରେ ମହଣ ମହଣ ସୁନା ଅଛି ସବୁ ମିଛ

  • @sureshanmajhi352
    @sureshanmajhi352 5 месяцев назад

    ଜୟ ଜଗନ୍ନାଥ

  • @TunaJena-pu8ll
    @TunaJena-pu8ll 4 месяца назад

    Jay jajanath

  • @ranjanpanda8851
    @ranjanpanda8851 Год назад

    ଓଡ଼ିଶା ବାସି ନିଶ୍ଚିତ ହେଲେ ଜେ କମେ ଜଣେ
    BJD ଶରକାର ଚାମଚା
    କଣ କହିଲ ରତ୍ନ ଭଣ୍ଡାର ଭୀତରେ ସାପ ଅଛନ୍ତି ମିଛ କହନ୍ତୁ ନାହିଁ ସବୁ ତମେ ମାନେ
    ପ୍ରଭୁ ଜଗନ୍ନାଥଙ୍କ ଅଳଂକାର ଲୁଟିଚ କିଛି
    ସେହିପାଈ ଆମମାନଙ୍କୁ ଭୟଭୀତ କରୁଛ
    ଜୟ ଜଗନ୍ନାଥ 🙏🙏🙏🙏

  • @ranjanpanda8386
    @ranjanpanda8386 Год назад

    ସାପ ଥାଉ ତୁମେ ଜଗନ୍ନାଥ ଙ୍କୁ ସମର୍ପଣ ହୋଇ ଯାଅ, ଡ଼ରୁଛ କଣ ପାଇଁ, ସମସ୍ତେ କଣ ପାପି

  • @ranjitkesharinayak1166
    @ranjitkesharinayak1166 5 месяцев назад

    ମିଛ କହୁଛନ୍ତି ଭଗବାନ ଜଗନ୍ନାଥ ଙ୍କ ସୁନା ଏ ନେଇ ଜାଇଛି ବା କିଏ କିଏ ନେଇଛନ୍ତି ଏ ଭାଇନା ଜାଣିଛି

  • @gopalmalana7504
    @gopalmalana7504 5 месяцев назад

    Jaygannatah swami

  • @saisubhambholackg4783
    @saisubhambholackg4783 5 месяцев назад

    Right sir

  • @pugulusutar3569
    @pugulusutar3569 Год назад

    ଆଗରୁଖୋଲୁଥିଲେ,ଆଜିଖୋଲିଲେବିପଦ ।ସବୁଖାଇକି ଖୋଳକରିଦେଇଛ ,୧୭ଜଣିଆଟିମି୍କୁତୁମେଡରାଇଛ,ଖୋଲିବାକୁ ବାରଣ କାହିଁକି,

  • @indranirajhans9876
    @indranirajhans9876 Год назад

    Ram ram 🙏🙏🙏ram ram🙏🙏🙏

  • @kuberkuber3890
    @kuberkuber3890 5 месяцев назад +1

    ଆରେସାବୁତନେଲ ଆଉକ୍ ନଅ ଛି ଯେ ଲୁଟିବା😮😮