Ratna Bhandar News:Rama Krushna Dash Mohapatraଙ୍କ ବଡ଼ ବୟାନ୍‌ ‘ରତ୍ନଭଣ୍ଡାରରୁ ବିଚିତ୍ର ଶବ୍ଦ ଶୁଣିଛି’|N18V

Поделиться
HTML-код
  • Опубликовано: 26 ноя 2024
  • Ratna Bhandar News:Rama Krushna Dash Mohapatraଙ୍କ ବଡ଼ ବୟାନ୍‌ ‘ରତ୍ନଭଣ୍ଡାରରୁ ବିଚିତ୍ର ଶବ୍ଦ ଶୁଣିଛି’|N18V Puri Jagannath Temple Ratna Bhandar is scheduled to be opened on July 8. The news of opening of Ratna Bhandar was informed by Dr. D.B. Gadnayak, the Superintendent of the ASI. #Ratnabhandar #RatnaBhandarWillReopen #RamakrushnaDashMohapatra #BreakingNews #jagannathtemple #ratnabhandar #puri #open #purisrimandir #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Комментарии • 684

  • @nrusinghsahoo414
    @nrusinghsahoo414 5 месяцев назад +203

    ଏଟା ପୁରା ଡକାୟତ । ଜଗନ୍ନାଥ ମନ୍ଦିର ର କଳଙ୍କ। ସବୁବେଳେ ମିଛ କହେ ଆଉ ରାଜନିତି କରେ । ସୁବିଧା ପାଇଲେ ଜଗନ୍ନାଥଙ୍କୁ ବିକି ଦେବ ।

  • @YasabantaDebata
    @YasabantaDebata 5 месяцев назад +101

    ତମେ ମାନେ ତ ଭରି ଭରୀ ସୁନା ପିନ୍ଧୁଛ ତମେ ମାନେ କେତେ ଦାନ କରିଛ.... ବେକାର ଭାଷଣ ଦିଅନି... ତମେମାନେ ଦେଉଳ ଖାଇ ଠାକୁରଙ୍କୁ ବି ଖାଇଯିବ.. ତେଣୁକରି ଏସବୁ ହବା ଦର୍କାର ରତ୍ନ ଭଣ୍ଡାର ଖୋଲା ଯିବା ଦର୍କାର ପ୍ରଭୁ ନିଶ୍ଚିତ ଦୟା କରିବେ... ଜୟ ଜଗନ୍ନାଥ... 🙏🙏🙏🙏

  • @padmanavbehera3729
    @padmanavbehera3729 5 месяцев назад +30

    ଏହି ଲୋକଟି ପ୍ରକୃତରେ ନମ୍ବର.1ଚୋର ଏହାକୁ ଅକଟ ରଖିବା ଦରକାର ପଚାରିଲେ ଗୋଟେ ଉତ୍ତର ଦେଉଛି ଗୋଟେ

  • @pramodapradhan9257
    @pramodapradhan9257 5 месяцев назад +110

    ଏଇ ଲୋକକୁ ଆଗ ଅଟକ ରଖାଯାଉ ଏମାନେ ଲୋକଙ୍କ ମନରେ ଭୟ ସୃଷ୍ଟି କରିବାର ଉଦେଶ୍ୟ କଣ

    • @buteswarsamal9778
      @buteswarsamal9778 5 месяцев назад +1

      Bhai tama ghara kn puri

    • @parvakarnayak645
      @parvakarnayak645 5 месяцев назад

      This candidate ratna bhandar lotera

    • @ramachandrasamal630
      @ramachandrasamal630 5 месяцев назад +1

      Pura sata Katha

    • @smutirekha9923
      @smutirekha9923 5 месяцев назад

      Mu nije 6 years back Katha kahuchi satare Ratna Bhandar front re ame thilu Brahman Jane amaku dekheile satare sound subhe . ....apan nije kebe puri jantu tk bhala re Katha heiki kichi Samaya sethi biteiki Brahman nku pacharibe se nije b apan nku dekheibe Sethi 5 mukhi Sapa 7 mukhi sapa lokonath achanti...nije jaiki dekhiki asantu thare

    • @JatadhariBehera-v9x
      @JatadhariBehera-v9x 5 месяцев назад

      Aha bi sandeha ra karan hoipare je ahi chora dala apari kichhi jinisa Ratna Bhandar bhitare rakhi thibe ja falare Ratna Bhandra kabata kholu kholu biraat sabda hoi fati jaipare, tapare jagannathnka kopa drusti katha kahibe. Namaskar.

  • @aktutorial1179
    @aktutorial1179 5 месяцев назад +47

    କ୍ୟାମେରା ରେକର୍ଡିଙ୍ଗ ହେବ, କିଛି ଡରିବାର ନାହିଁ,

  • @aktutorial1179
    @aktutorial1179 5 месяцев назад +62

    ଏ ଲୋକଟି ପୁରା ଗାଲୁଆ, କିଛି ଗଡ଼ ବଡ଼ ଅଛି

  • @SunilMishra-rw1wi
    @SunilMishra-rw1wi 5 месяцев назад +69

    ଯୋଉ ଜାଗା କୁ ଡର ଥାଏ ସେ ଜାଗା ରେ ପତ୍ର ଟିଏ ହଲିଲେ ମଧ୍ୟ ଡର ଲାଗେ ଏମିତି ମିଛ କହିବା ଠିକ ନୁହେଁ ସେ ହେଉଛନ୍ତି ସାରା ବିଶ୍ୱ ବ୍ରହ୍ମାଣ୍ଡ ର ଠାକୁର ଭକ୍ତ ମାନଂକୁ କାହିଁକି ଦଣ୍ଡ ଦେବେ ତାଙ୍କ ମନ୍ଦିର ସଫା ସୁତୁରା ରହିବ ଅଳଙ୍କାର ସୁରକ୍ଷା ରହିବ ଭଗବାନ ଖୁସିରେ ରହିବେ ପଣ୍ଡା ଙ୍କ ଘର ତ ମାର୍ବଲ ଚକ ଚକ କରୁଛି ବେକ ରେ ସୁନା ମାଲ ଭରି ଭରି ଲାଗିଛି ନିଶ୍ଚୟ ଖୋଲିବା କଥା ଜୟ ଜଗନ୍ନାଥ ଶରଣ ପ୍ରଭୁ ତୁମ ପାଦତଳେ

    • @susantanayak9728
      @susantanayak9728 5 месяцев назад +1

      ଏମାନଙ୍କ ବେକରେ ମୋଟା ମୋଟା ସୁନା chain ହେଲେ ଭଗବାନ ବେକ ଖାଲି,,, ଏତେ ସୁନା ଏମାନଙ୍କ ପାଖରେ ଆସୁଛି କୋଉଠୁ

    • @susantanayak9728
      @susantanayak9728 5 месяцев назад +1

      ଏହି ବ୍ୟକ୍ତି ଜଣକ ଯେତେବେଳେ ପ୍ରଭୁଙ୍କର ନବକଳେବର ସମୟରେ ଅରୁଣ ସାହୁ କୁଂସାଥିରେ ନେଇ ଯାଇଥିଲେ ଜଗତସିଂହପୁର ସାଥି ହୋଇ ସୋଇଥିଲେ ଯୋଉଟା କି ପଣ୍ଡା ମାନଙ୍କ ସହିତ ଅନ୍ୟ. କେହି ଯିବା ବାରଣ....

    • @jaiMaalaxmiSahoo
      @jaiMaalaxmiSahoo 5 месяцев назад

      Ratna bhandar kholiba uchit,jeumane kholibaku mana karuchhanti sabu chora.dhara padijiba bhaya re olta bibruti deuchhanti,jagannathankar samasta alankar sarakar dekhi Maharaja Gagapati Dibya sing deb & mandir commite twatwabdhanare saiti rakhiba uchit.Ratna bhandar maramati kari prati 5 years Khaoli parakhi rakhiba uchit.Jaijagannath.

    • @yudhisthirsingh9911
      @yudhisthirsingh9911 5 месяцев назад +1

      ଲୋକଙ୍କ ମନରେ ଭୟ ପୁରାଉଚି ଏ ଦାସ୍ ମହାପାତ୍ର ଏଇ ଚୋରିକରିଚି ଚୋରିରେ ସଂପୃକ୍ତ ଅଛି ଆ କଥାରୁ ବାରି ହେଇ ପଡ଼ୁଚି

    • @arvindagrawal4753
      @arvindagrawal4753 5 месяцев назад +1

      A sabu gold sabu ratna bhandar ra...panda manku central police ra mada darkar

  • @dranupmartha1802
    @dranupmartha1802 5 месяцев назад +40

    ଏମାନେ ସବୁ ବିକି ଭାଙ୍ଗି ବେକରେ ମୋଟା ମୋଟା ସୁନା ହାର ପକେଇଛନ୍ତି....

  • @resonepurpmc1126
    @resonepurpmc1126 5 месяцев назад +21

    କଥା ଶୁଣି ଲାଗୁଛି। ରତ୍ନ ଭଣ୍ଡାରରେ ଆଉ କିଛି ନାହିଁ। ଏ ଲୋକଟି ଏମିତି ଡ୍ରାମା କଲା ଯେ ଆଉ ରତ୍ନ ଭଣ୍ଡାର ଖୋଲା ହେବ ନାହିଁ। ଜୟ ଜଗନ୍ନାଥ 🙏🙏

  • @bahadursagar1698
    @bahadursagar1698 5 месяцев назад +46

    ଇଏ ବହୁତ୍ ମାରିଛି।ତେଣୁ ସାମ୍ବାଦିକ ଯାହା ପଚାରୁଛନ୍ତି ତାର ଓଲଟା ଉତ୍ତର ଦେଉଛି ।

  • @Badalgaming143-c1g
    @Badalgaming143-c1g 5 месяцев назад +21

    ସବୁ ମିଛ ଯଥା ଶୀଘ୍ର ରତ୍ନ ଭଣ୍ଡାର ଖୋଲାଯାଇ

  • @NRPEducation
    @NRPEducation 5 месяцев назад +12

    ଏ ସଲା ସବୁଠୁ ବଡ଼ ଚୋର, ରତ୍ନଭଣ୍ଡାର ଖୋଲାଗଲେ ସବୁ ଚୋର ଧରାପଡ଼ିବେ। ତେଣୁ ଏ ସଲେ ବାହାନା ବନାଉଛନ୍ତି।

  • @sudhirananda7572
    @sudhirananda7572 5 месяцев назад +1

    ବଢିଆ ଯୁକ୍ତି ଭଣ୍ଡମିର

  • @SashankaSekharPatel00
    @SashankaSekharPatel00 5 месяцев назад +10

    ଆଉ କିଛି ଦିନ‌-ସମୟର ଅପେକ୍ଷା, ତାପରେ CBI ଅଫିସରୁ ଆପଣ ମାନଙ୍କର ଅଜବ ଶବ୍ଦ ଶୁଭିବ..

  • @abanipradhan
    @abanipradhan 5 месяцев назад +12

    ଲୋକ ଆଉ ଭକୁଆ ନାହାନ୍ତି,,😂😂 ଆଗରୁ କେମିତି ଖୋଲୁ ଥିଲା ରତ୍ନ ଭଣ୍ଡାର,,,,,, ଲାଗୁଛି କିଛି ଚୋରୀ ହୋଇଛି ବୋଧେ,, ସେଥିପାଇଁ ଖୋଲୁ ନଥିଲେ,,,, Jay Jagannath

  • @SarataSahoo-z4i
    @SarataSahoo-z4i 5 месяцев назад +94

    ସେ ମିଛ କହୁଛି କାରଣ ସଏ କିଛି ମାରି ଛି

    • @k4238n
      @k4238n 5 месяцев назад +3

      Sab jhoot hai. ସବୁ ମିଛ କଥା ମହାପ୍ରଭୁ ଙ୍କୁ ଟିକେ ଡର

    • @UTTKALpuaGAUTAM9152
      @UTTKALpuaGAUTAM9152 5 месяцев назад +4

      ଗରିବ ଲୋକଙ୍କୁ ଲୁଟୁଛନତି ଏମାନେ ।

    • @OMRAJSABAR-og2co
      @OMRAJSABAR-og2co 5 месяцев назад +1

      ଭଲ ଲୋକଙ୍କୁ ତାରେ ,ମାରେ ନାହିଁ ଜୟ ଜଗନ୍ନାଥ 🙏🙏🙏

    • @swetambarbiswal5830
      @swetambarbiswal5830 5 месяцев назад

      ବହୁତ ମାରୁଥିଲା ବିଜେଡି ଅମଳରେ,ଇଏ ଟିକିପୁଅ,2015ମସିହା ନବକଳେବର ରେ ଶବରପଲ୍ଲୀ ଭିତରକୁ ମନ୍ତ୍ରୀ ଅରୁଣ ସାହୁ, ଡିଜିପି ମାରିକ ଙ୍କୁ ଭିତରକୁ ପୁରେଇ ନବକଳେବର ବିଭ୍ରାଟ କରିଥିଲା

    • @manusahani9066
      @manusahani9066 5 месяцев назад +1

      😂

  • @SwayamSantosh4u
    @SwayamSantosh4u 5 месяцев назад +33

    ଯଦି ଜଗନ୍ନାଥଙ୍କ ଆଦେଶ ବିନା ପତ୍ରଟିଏ ବି ଏପଟେ ସେପଟେ ହଲେନି, ତେବେ ରତ୍ନ ଭଣ୍ଡାର ଖୋଲିବା ଏବଂ ରତ୍ନ ଗଣତି କରିବା ଆଦେଶ ମଧ୍ୟ ଜଗନ୍ନାଥ ହିଁ ଦେଇଥିବେ। ତେଣୁ ଡରିବାର କିଛି ନାହିଁ।

  • @itishreesarangi3909
    @itishreesarangi3909 5 месяцев назад +3

    ରାମକୃଷ୍ଣ ଦାଶ ମହାପାତ୍ର ଙ୍କୁ ମୋର କୋଟି କୋଟି ପ୍ରଣାମ। ଆପଣ ମହାପ୍ରଭୁ ଙ୍କର ବଡ଼ ସେବକ। ମୋ ମନ ରେ ଥିବା ଗୋଟିଏ ସଂଶୟ କୁ ଦୂର କରି ପାରିବେ କି?
    ଛୋଟବେଳୁ ଆମେ ସୁଣିଛୁ କି ପ୍ରଭୁ ଙ୍କ ବ୍ରହ୍ମ ପରିବର୍ତ୍ତନ ରାତି ଅଧରେ କର ଯାଏ। ଆଉ ଯେଉଁ ବ୍ୟକ୍ତି ଜଣଙ୍କ କରନ୍ତି, ସେ ଅତିରିକ୍ତ ବୟସ କୁ ଅତିକ୍ରାନ୍ତ କରି ସାରିଥାନ୍ତି। ବ୍ରହ୍ମ ପରି ବ୍ରହ୍ମ ପରିବର୍ତ୍ତନ ପରେ ସେ ବ୍ୟକ୍ତି ଜଣଙ୍କର ଅଳ୍ପ ଦିନ ମଧ୍ୟରେ ମୃତ୍ୟୁ ହୋଇ ଥାଏ। ଏହା କଣ ସତ୍ୟ???
    ଯଦି ସତ୍ୟ ତେବେ ୨୦୧୫ ମସିହାରେ ବ୍ରହ୍ମ ପରିବର୍ତ୍ତନ ଦିନ ଦୁଇ ପହରେ କରାଗଲା, ସେ ପୁଣି ଏକାଧିକ ସେବକ ଙ୍କ ଆଖି ସାମ୍ନା ରେ ! ଏବେ ସୁଧା କେତେ ଜଣ ୨୦୧୫ ମସିହା ବ୍ରହ୍ମ ପରିବର୍ତ୍ତନ କୁ ଦେଖିଥିବା ବ୍ୟକ୍ତି ମୃତ୍ୟୁ ବରଣ କରି ଛନ୍ତି କହି ପାରିବେ କି ??? ଏହା କଣ ଶ୍ରୀ ଜଗ୍ନାଥଙ୍କର ଇଚ୍ଛା ଥିଲା????
    ଯଦି ହଁ ତେବେ ରତ୍ନ ଭଣ୍ଡାର କୁ ଖୋଲିବା ନେଇ ଏତେ ପଛଘୁଞ୍ଚା କାହିଁକି?? ଏହାକୁ ବି ପ୍ରଭୁ ଜନ୍ନାଥଙ୍କର ଇଚ୍ଛା ବୋଲି ଗ୍ରହଣ କରି ନିଅନ୍ତୁ ନା। ହୁଏତ ପ୍ରଭୁ ଏବେ ନିଜେ ଚାହୁଁଛନ୍ତି ସବୁ କିଛି ସାମ୍ନା କୁ ଆସୁ ଏବଂ ସୃଷ୍ଟି ଶେଷ ଆସନ୍ନ ପ୍ରାୟ🙏

  • @NRPEducation
    @NRPEducation 5 месяцев назад +10

    ନା ପାଇଛି ରାମକୃଷ୍ଣ hele ରାବଣ କୁମ୍ଭକର୍ଣ୍ଣ ଭଳିଆ କଥା କହୁଛି। ଚୋରମାନେ ସବୁ ଖାଇଗଲ ଆଉ ଏବେ ଧରାପଡ଼ିବା ନାଁ ରେ ଲୋକଙ୍କୁ ଡରାଉଛ।

  • @UTTKALpuaGAUTAM9152
    @UTTKALpuaGAUTAM9152 5 месяцев назад +25

    ଏ ପଣ୍ଡା ଓଡ଼ିଶା ବାସିଙ୍କୁ ବୋକା ବନ‌ଉଛି।

  • @sarangibibhu
    @sarangibibhu 5 месяцев назад +17

    ମନ୍ଦିର ଭିତରେ ଥିବା ସବୁ ସ୍ଵର୍ଣ୍ଣ ଅଳଙ୍କାର ର ଗଣନା କରାଯାଉ ଏବମ ଅଡିଟ କର ଯାଉ। ଏହା ସହ କୋଟି କୋଟି ଲୋକଙ୍କ ଭାବାବେଗ ଜଡ଼ିତ। ଭାଇନା କାହିଁକି ଦାରୁ ଛନ୍ତି ।

  • @sureshbhoi1012
    @sureshbhoi1012 5 месяцев назад +1

    ରତନ ଭଣ୍ଡାର ଖଲାଯାଉ ସେ‌ ଭଣ୍ଡମାନେଅଧା ଖାଇସାରିବେଣି ସେଥିପାଇଁ ମନାକରଚନ୍ତି ଖଲାଯାଉ

  • @bharatdas318
    @bharatdas318 5 месяцев назад +18

    ପ୍ରଶାସକ ରବି ମିଶ୍ର ଜଣେ ପୁରୁଖା ଲୋକ ତାଙ୍କ ନିଜ ଅନୁଭୂତି ରେ କହିଛନ୍ତି , ସେ ନିଜେ ରତ୍ନ ଭଣ୍ଡାର କୁ ଯାଇଛନ୍ତି ତା ଭିତରେ କିଛି ଶବ୍ଦ ଶୁଣି ନାହାଁନ୍ତି ,

    • @sanjuktabiswal1569
      @sanjuktabiswal1569 5 месяцев назад

      ସେ ଯାହା କହି ଛନ୍ତି ବିଲୁକୁଲ ଠିକି କଥା କହି ଛନ୍ତି,

  • @OMRAJSABAR-og2co
    @OMRAJSABAR-og2co 5 месяцев назад +12

    ହୃଦୟର ସହିତ ଭଗବାନ ଙ୍କୁ
    ଭଲପାଉଥିଲେ ନିଶ୍ଚୟ ରତ୍ନଭଣ୍ଡାର ର ଦର୍ଶନ ହେବ

  • @sudammarndi123
    @sudammarndi123 5 месяцев назад +4

    ବର୍ତ୍ତମାନ ସବୁ ଶବ୍ଦ ଶୁଣାଯିବ କାରଣ ସେହି ରତ୍ନଭଣ୍ଡାରରେ ରତ୍ନ ଆଉ ନାହିଁ ଉଇ ସବୁ ଖାଇ ଗଲେଣି ଲୋକଙ୍କୁ ଆଉ କଳା ଚଷମା ପିନ୍ଧାନ୍ତୁ ନାହିଁ😎😎😎🤗🤗🤗😄😄😄😄😂😂😂😂

  • @Manoj.1989
    @Manoj.1989 5 месяцев назад +6

    ଏହି ରାମ ପ୍ରସାଦ ଦାସମହାପାତ୍ର ଡାହା ମିଛ କହୁଛି ଡରେଇବା ପାଇଁ.....

  • @bikramkeshariparida4077
    @bikramkeshariparida4077 5 месяцев назад +3

    ନାଇଁ ମହାପ୍ରଭୁ ଜଗନ୍ନାଥ ସୂଚିତ କଲେ ରତ୍ନଭଣ୍ଡାର ଠିକ ନାହିଁ ଖୋଲିବ ଦରକାର।

  • @saratchandradas9573
    @saratchandradas9573 5 месяцев назад +11

    ଅଜଥା ରେ ଲୋକ ମାନଙ୍କୁ ଠକିବା ପାଇଁ ଏମିତି କହୁଛନ୍ତି। ରତ୍ନ ଭଣ୍ଡାର ଖୋଲା ହେଲେ ଅସଲ କଥା ଧରାପଡ଼ି ଯିବ, ତେଣୁ ପ୍ରୟାସ କରୁଛନ୍ତି ନ ଖୋଲିବା ପାଇଁ।

  • @dipakkumarjena45
    @dipakkumarjena45 5 месяцев назад +2

    ରତ୍ନଭଣ୍ଡାର ଖୋଲା ଯାଉ ସାରା ଦୁନିଆ ଦେଖୁ
    କାହା କଥା ଶୁଣ ନାହିଁ

  • @biswajitmallik274
    @biswajitmallik274 5 месяцев назад +36

    ଆଜ୍ଞା ସକାଳ ହେଇସାରିଲାଣି ବିଜେପି ସରକାର ଆସିଲାଣି ଗପ ଶୁଣାନ୍ତୁନି ।ସହଯୋଗ କରନ୍ତୁ ।

    • @betexshyamsundar990
      @betexshyamsundar990 5 месяцев назад

      ଯଦି ସବୁ ଠିକ ଥିବ.ତାପରେ କଣ ବିଜେପି ର ଆଖି ବୋଲି ରତ୍ନ ଭଣ୍ଡାର ଉପରେ ବୁଝିବାକୁ ପଡିବ

    • @UTTKALpuaGAUTAM9152
      @UTTKALpuaGAUTAM9152 5 месяцев назад +1

      ଠିକ୍ । ଏମାନେ ଲୁଟେରା ହେଇଯାଇଛନତି। ଭରଷା ନାହିଁ ଏମାନଙ୍କ ଉପରେ

    • @UTTKALpuaGAUTAM9152
      @UTTKALpuaGAUTAM9152 5 месяцев назад

      ବିଜେପି ସବୁ ଚୋର କୁ ଧରିବାଲାଗି ଆସିଛି।ଯଦି ଠିକ୍ ନଥିବ ତା'ହେଲେ କ'ଣ ବୁଝିବା ବିଜେଡି ଘଟାଲା କରିଛି ବୋଲି। ଜାଣିରଖ ଯଦି ରତ୍ନ ଭଣ୍ଡାର ରେ ଘଟାଲା ହୋଇଥିବ ତାହେଲେ ସିଏ ବିଜେଡି ହେଉ କିମ୍ବା ବିଜେପି କଂଗ୍ରେସ ପଣ୍ଡା କାହାକୁ ବି ଛୋଡା ଜିବନି। ଜୟ ଜଗନ୍ନାଥ 🙏

    • @UTTKALpuaGAUTAM9152
      @UTTKALpuaGAUTAM9152 5 месяцев назад

      ଯଦି ଠିକ୍ ନଥିବ ତା'ହେଲେ କ'ଣ ବୁଝିବା ବିଜେଡି ଘୋଟାଲା କରିଛି ବୋଲି। ଜାଣିରଖନତୁ ଘଟାଲା ଯିଏବି କରିଥିବ ସିଏ ବିଜେଡି ହେଉ ବିଜେପି ହେଉ କିମ୍ବା ପଣ୍ଡା କାହାକୁ ବି ଛୋଡା ଜିବନି

    • @DM-vs4ye
      @DM-vs4ye 5 месяцев назад +3

      ​@@betexshyamsundar990ଯଦି ଠିକ୍ ଥାନ୍ତା ଏମାନେ ଏତେ ବାଉଳି ହେଉ ନଥାନ୍ତେ

  • @GangadharBisoi-fk9fx
    @GangadharBisoi-fk9fx 5 месяцев назад +15

    ଆଗରୁ ଗଣତି କେମିତି ହଉଥିଲା l

  • @megharaybaske8373
    @megharaybaske8373 5 месяцев назад +5

    ଇଏ ଏମିତି କାହିଁକି ହେଉଛନ୍ତି।ଇଏ ମଧ୍ୟ ଏଥିରେ ସାମିଲ ନାହାନ୍ତି ତ ?

  • @LifeJurney7
    @LifeJurney7 5 месяцев назад +4

    ଏଇ ମାନେ ସବୁ ଚୋର ଡକାୟତ ସେଥି ପାଇଁ ଏତେ ନାଟକ କରୁଛି ରତ୍ନ ଭଣ୍ଡାର ଖୋଲା ଯାଉ ୟା କଥା କୁ କହି। ବାହାନା କରୁଛି କିଛି ନାହି ଶୀଘ୍ର ଖୋଲା ଯାଉ 😊😊

  • @GobindachandraSabat-mf3dp
    @GobindachandraSabat-mf3dp 5 месяцев назад +5

    ଠକିବାର ଆଉ ଏକ ବାଟ, ଆଉ କିଛି ନୁହ |ଆଗ ଯେତେବେଳେ ଖୋଲାଯାଇଛି କଣ ସେପରି ହୋଇନି ତେଣୁ ଭୟ ତିଆରି କରନ୍ତୁ ନାହିଁ, ଜୟ ଜଗନ୍ନାଥ

  • @jasoji
    @jasoji 5 месяцев назад +13

    ରତ୍ନ ଭଣ୍ଡାର ଖାଲି କରି ଏଇନେ ଗପ ସବୁ କହୁଛନ୍ତି 😠

  • @debiprasadmishra2699
    @debiprasadmishra2699 5 месяцев назад +10

    ଆପଣ କହୁଛନ୍ତି ଜଗନ୍ନାଥ ସବୁ ଜାଣୁଛନ୍ତି। ତାଙ୍କ ଇଚ୍ଛା ବିନା କିଛି ହୁଏନି।
    ପୁଣି ରାତାରାତି ସରକାର ବଦଳିଗଲା। ଜଗନ୍ନାଥ ଙ୍କ ଇଚ୍ଛା।
    ବୋଧ ହୁଏ ମନ୍ଦିର ପରିକ୍ରମା ପ୍ରକଳ୍ପ ହେବା ଜଗନ୍ନାଥଙ୍କୁ ଅସନ୍ତୁଷ୍ଟ କଲା।
    କେହି କହୁଛନ୍ତି ,ଭି କାର୍ତିକ ପାଣ୍ଡିଆନ୍ ରତ୍ନ ଭଣ୍ଡାର ଚାବି ତାମିଲନାଡୁ ନେଇ ପଳେଇଛନ୍ତି। କେହି ଜଗନ୍ନାଥ ସେନା ର ମୁଖିଆ କହିଲେଣି ପାଣ୍ଡିଆନ୍ ରତ୍ନ ବି ନେଇ ପଳେଇଛନ୍ତି।
    କେହି କହୁଛନ୍ତି ,ରତ୍ନ ନୁହେଁ ବରଂ ଭଣ୍ଡାର କୋଠରୀ ର ଅବସ୍ଥା ଜାଞ୍ଚ ହେବା ଜରୁରୀ।
    ପାଣି ଝରୁଛି।
    ବିଜେପି ସରକାର ଗଢିବା ସଙ୍ଗେ ସଙ୍ଗେ ତ ରତ୍ନ ଭଣ୍ଡାର ଖୋଲିବେ ,ଏ ନିର୍ବାଚନ ପ୍ରତିଶ୍ରୁତି ଥିଲା।
    ବିଜେପି ସରକାର ଗଢିଲେ।
    ଜଗନ୍ନାଥ ଚାହିଁବାରୁ ତ ହେଲା ।
    ଏଣୁ ରତ୍ନଭଣ୍ଡାର ଖୋଲିବା ଓ ଧନରତ୍ନ ଗଣତି କରିବାରେ ଆପଣମାନେ ସହଯୋଗ କରନ୍ତୁ।
    ଭଣ୍ଡାର ରେ କ'ଣ ଅଛି ,କଣ ଥିଲା ଓ ଏବେ ନାହିଁ ,ପ୍ରକାଶ ପାଉ।
    ଭଣ୍ଡାର ଘର ର ରକ୍ଷଣାବେକ୍ଷଣ କାର୍ଯ୍ଯ ହାତକୁ ନିଆଯାଉ।
    ଶ୍ରୀ କାର୍ତିକ ପାଣ୍ଡିଆନ ( ତାମିଲ୍ ଚୋର ??) କେତେ ଧନ ସମ୍ପତ୍ତି ଲୁଟି ନେଇଛନ୍ତି ସର୍ବଜନିନ ହେଉ।

  • @papunadethi9371
    @papunadethi9371 5 месяцев назад +2

    ହେ ଜଗନ୍ନାଥ କରୁଣା ରଖ ମହା ବାହୁ

  • @goutambehera6792
    @goutambehera6792 5 месяцев назад +1

    Nua chief minister mohan maghi❤❤🎉🎉

  • @kadambinibiswal7331
    @kadambinibiswal7331 5 месяцев назад +4

    ରତ୍ନ ଭଣ୍ଡାର ଚାବି ତାମିଲ ରୁ ପାଇଲେ ନା ବିଜେପି ସରକାର କୋଉଠୁ ପାଇଲେ। ପାପା ଭକ୍ତ ଟିକେ ଉତ୍ତର ଦେବେକି।

  • @malayapatra9564
    @malayapatra9564 5 месяцев назад +2

    ବିଭିନ୍ନ କାରଣ ଦେଖାଇ ଖୋଲେଈ ଦେବେନି କାରଣ ସେମାନେ ଚଳିବେ କେମିତି ଚୋର ଗୁଡାକ

  • @dipakkumarjena45
    @dipakkumarjena45 5 месяцев назад +2

    ଡର କଣ ପାଇଁ ବାହାନା ବାଜି ସବୁ
    କେତେ ରତ୍ନ ଥିଲା କେତେ ଅଛି ସବୁ ହିସାବ ହେବ
    ଜଗନ୍ନାଥ କେବେ ଠାରୁ ଚାହିଁଲେ ହେଲେ ଖୋଲା ହେଇନି
    ଆଉ ଗୋଟେ କଥା ସେ ପୁରୁଣା ବୁଦ୍ଧ ମୂର୍ତ୍ତୀ ବି ଦେଖୁ ଏ ଦୁନିଆଁ

  • @jitujitu653
    @jitujitu653 5 месяцев назад +15

    Kholajiba darkar

  • @santoshpanda4444
    @santoshpanda4444 5 месяцев назад +17

    Daha micha kahuchi

  • @gautamsahoo559
    @gautamsahoo559 5 месяцев назад +8

    ଯୋଉ ମାନେ ଓଡ଼ିଆ ଅସ୍ମିତା କଥା କହି M L A , ଓ MP ହେଇଗଲେ , ସେମାନଙ୍କୁ ରତ୍ନ ଭଣ୍ଡାର ଖୋଲିବା କାର୍ଯ୍ୟରେ ନିଯୁକ୍ତ କରାଯାଉ।

  • @saradasahoo2409
    @saradasahoo2409 5 месяцев назад +11

    କେବଳ ହଳଧର ଦାସ ମହାପାତ୍ର ଜଗନ୍ନାଥ ମହାପ୍ରଭୁଙ୍କ ଦଇତାପତି ସେବକ ଭଳି ଲାଗନ୍ତି ।ଆଉ କିଛି କହିବାର ନାହିଁ ମହାପ୍ରଭୁ ସବୁ ଜାଣନ୍ତି

  • @susantanayak9728
    @susantanayak9728 5 месяцев назад +6

    ଏମିତି ମିଛ କହି ଲୋକ ମାନଙ୍କୁ ଭୟଭୀତ କରି ଭିତରେ ଭିତରେ ଖୋଳ କରି ସାରିଲେଣି.... ବେକରେ ମୋଟା ମୋଟା ସୁନା chain ପକାଇ ବୁଲିବେ ଆଉ ପ୍ରଭୁଙ୍କ ବେକରେ ନାହିଁ... ଏମାନଙ୍କ ପାଖରେ ଏତେ ସୁନା ଆସୁଛି କୋଉଠୁ....
    ଚାବି ହଜିଗଲା ପୁଣି ତାର duplicate ଚାବି ଆସିଲା କେମିତି?

  • @jyotiranjanswain3501
    @jyotiranjanswain3501 5 месяцев назад +6

    ତୁ ଚୋର ଯଦି ଜଗନ୍ନାଥଙ୍କ ଉପରେ ଏତେ ଅଖଣ୍ଡ ବିଶ୍ବାସ ଅଛି ତାହେଲେ ଜଗନ୍ନାଥଙ୍କ ଉପରେ ଛାଡ଼ି ଦିଅ ନା। ନିଶ୍ଚୟ ଏମାନଙ୍କ କଥାରୁ ଲାଗୁଚି ଏମାନେ କିଛି ଗୋଟିଏ ଘୋଟାଲା କରିଛନ୍ତି।

  • @shrishyamasundardasmaharaj9242
    @shrishyamasundardasmaharaj9242 5 месяцев назад +1

    ଆର ହାତ ଅଛି କିଛି ଗଡ଼ ବଡ଼

  • @mitumishra3216
    @mitumishra3216 5 месяцев назад +17

    Agaru Kemiti Khola Heuthila

  • @ashokkumardas6003
    @ashokkumardas6003 5 месяцев назад +4

    କାହାକୁ ଅଟକାଇବା ଦରକାର ନାହିଁ, ଯିଏ ଯିବା କଥା ଯାଆନ୍ତୁ, ଯିଏ ମରିବା କଥା ମରିବ ଯିଏ ବଞ୍ଚିବା କଥା ବଞ୍ଚିବ, ଲୋକେ ଯଦି ଜୀବନ କୁ ବାଜି ଲଗେଇ ଯିବେ ଯାଆନ୍ତୁ

  • @dharmendrasahu6008
    @dharmendrasahu6008 5 месяцев назад +2

    ବ୍ରାହ୍ମଣ ଭିତ୍ତିକ ବ୍ୟବସ୍ଥା କୁ ବନ୍ଦ କରି ଦରମା ଭିତ୍ତିକ କରାଯାଉ। ପାରିବାରିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରା ଯାଉ।

    • @gopapratihari7346
      @gopapratihari7346 5 месяцев назад

      ଅଜ୍ଞାନୀ ଙ୍କ ଉକ୍ତି।

  • @himasuHima268
    @himasuHima268 5 месяцев назад

    ଏଇଟା ଠୋକ ଲୋକ ଟା ରତ୍ନ ଭଣ୍ଡାର ନିଶ୍ଚିତ ଖଲା ହେବ ଜୟ ଜଗନ୍ନାଥ 🙏🙏🙏

  • @ALEKHACHANDRASAHOO-kj2mx
    @ALEKHACHANDRASAHOO-kj2mx 5 месяцев назад +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🌺🙏🌺🙏🌺

  • @santoshkumarmishra2620
    @santoshkumarmishra2620 5 месяцев назад +6

    ମିଛ କଥା. ଟାଉଟରମାନଙ୍କ କଥା ରେ ଭ୍ରମିତ ହୁଅନ୍ତୁ ନାହିଁ. ପୂର୍ବତନ ପ୍ରଶାସକ ରବିମିଶ୍ର ଏହାକୁ ମିଥ୍ଯା ବୋଲି କହିଛନ୍ତି. କିଛି ବିଜେଡି ର ଏଜେଣ୍ଟ ମନ୍ଦିରକୁ କବ୍ଜା କରିରଖିଛନ୍ତି. ବିଜେପି ସରକାର ଏହାକୁ ବିଶ୍ବସ କରନ୍ତୁ ନାହିଁ. ଆଶା କରାଯାଏ ଏମାନେ ବୋଧ୍ ହୁଏ କିଛି ଲୁଟି ନେଇଛନ୍ତି.

  • @gandharbbiswal6649
    @gandharbbiswal6649 5 месяцев назад +3

    ସେ ମିଛ କହୁଛି । ଯଦି ସତ ତାହାହେଲେ ତାକୁ ନାର୍କ ଟେଷ୍ଟ କରାଯାଉ । ସାଢେ 4 କୋଟି ଲୋକ ଙ୍କୁ ମିଛ କହୁଛି ।

  • @DM-vs4ye
    @DM-vs4ye 5 месяцев назад +3

    ଏ ମହାଶୟ ମହା ଚୋର। ଯଦି ସେ ଭିତରେ ଏମିତି କିଛି ଅଛି ତାହେଲେ ଯେତେବେଳେ ମୋଗଲ୍ ମାନେ ଆସିଥିଲେ ସେମାନେ କେମିତି ସେ ଭିତରେ ପଶିଲେ। ଏ ମହାଶୟ ଙ୍କୁ ଜେରା କରାଯାଉ

  • @ashish87k
    @ashish87k 5 месяцев назад +2

    ଆଗ ମିଚ୍ଛୁଆ ଲୋକ ଆଉ ମିଛୁଆ ମିଡିଆ ର କଥା ନ ଶୁଣି ସତ କଣ ବୁଝିବା କଥା । ସାପ ତ ବର୍ଷ ବର୍ଷ ଧରି ଅଛି । ରତ୍ନ ଭଣ୍ଡାରରେ କିଛି ଅଛି ତ ।

  • @jayaprakashdash6918
    @jayaprakashdash6918 5 месяцев назад

    ଯେଉଁ ପ୍ରକାର ସେବାରେ ଅନ୍ୟାୟ ଅନିତି ତାରି ପ୍ରଭାବ।

  • @jyotimohanty5279
    @jyotimohanty5279 5 месяцев назад

    ରାମକୃଷ୍ଣ ସମ୍ପୂର୍ଣ୍ଣ ମିଛୁଆ।

  • @SusilSahu-yl3cn
    @SusilSahu-yl3cn 5 месяцев назад

    ସବୁ ମନ୍ଦିର ରେ ଗଣତି ହୋଇପାରୁଛି କିନ୍ତୁ ଆମ ପ୍ରିୟ ଜଗନ୍ନାଥ ମନ୍ଦିର ର କାହିଁକି ଗଣତି କରାଯାଉ ନାହିଁ। ଆରେ ଭାଇ ମାନେ ତମେ ରାଜନୀତି କରନି ଦୟାକରି।

  • @Mrkks
    @Mrkks 5 месяцев назад +2

    ଲୋକଙ୍କୁ ଭୂଆଁ ଭୁଲାଇବା ବନ୍ଦ କରି।ତାଙ୍କୁ ଆରେଷ୍ଟ କରାଯାଉ । ଜଗନ୍ନାଥ ଚାହିଲେ ଖୋଲିବ ଏମିତି ମନଗଢା ।ପଣ୍ତା ଓ ପାଣ୍ତୁ ଅଳଙ୍କାର ଲୁଟିବାରେ ଵ୍ଯସ୍ତ ।ଖୋଲି ଗଲେ ଅସୁବିଧା ହେବ ।ତେଣୁ ଭ୍ରାନ୍ତିକର ତଥ୍ଯ ଦେବା ବନ୍ଦ କର।

  • @shakaharipruthivi8696
    @shakaharipruthivi8696 5 месяцев назад +5

    ଭୟ ପଛରେ କିଛି କାରଣ ଅଛି। ସାପ,ଅଦୃଶ୍ୟ ଶକ୍ତି ,ଗର୍ଜନ ଏ ସବୁ ଯେମିତି ଲୁଟ୍ କୁ ଲୁଚାଇବା ପାଇଁ ହୋଇଥାଏ।
    ମୋର କୋଠ ଧନ ମୁକୁଳା ହୋଇବ
    ଅନ୍ଧ ପାଶେ ଦୀପ ରଖ।
    କଳି ଶେଷ ରେ ଠାକୁରଙ୍କ ଧନ ସମ୍ପଦ ମୁକୁଳା ହେବାର ଅର୍ଥ କଣ ?
    କଳ୍କୀ ଅବତାର କେତେବେଳେ ହୁଏ। ଯେତେବେଳେ ସବୁ ପାପ ଚରମ ସୀମାରେ ପହଞ୍ଚି ଯାଏ। ତେଣୁ ଧନ ରତ୍ନ ସମ୍ପଦ ଥିବ ?
    ଏମାର ମଠ ର ସୁନା, ରୂପା ଇଟା କିଏ ରଖିଛି? ଜଗନ୍ନାଥଙ୍କ ଜମି ସବୁ ଗଲା କୁଆଡ଼େ ?
    ଗଙ୍ଗା ଯମୁନା କୂଅ ର ପାଣି ବିକ୍ରୀ ହୁଏକି ?
    ଯେଁଉ ମନ୍ଦିର ର ଦ୍ଵାର ବନ୍ଦ କରିବା ପଛ ରେ ଲାଭ ଥାଏ ତାକୁ କିଏ କରିଛି ?
    ଚାବି ହଜିବା ଓ ନକଲି ଚାବି ମିଳିବା ର ଗପ ରୁ ହିଁ ସ୍ଵଷ୍ଟ ଯାହା ହୋଇ ଥିବ। ଏତେ ଦୁର୍ମୂଲ୍ୟ ରତ୍ନ କୁ କିଏ ଆଡେଇ ଦେଇ ସାମାନ୍ୟ ଟଙ୍କା ପାଇଁ ଠାକୁରଙ୍କୁ ତଳି ତଳାନ୍ତ କାହିଁକି କରିବ ? ମନ୍ଦିର ରୁ ଆଲୁଅ ଲିଭେଇ ଦେବା ଓ ଲାଇଟ ଭଡ଼ା ରେ ଆଣି କାଢିବା ବ୍ୟକ୍ତି କିଏ ? ସମସ୍ତ ପ୍ରକାର ଦୁର୍ନୀତି ମଠ ମନ୍ଦିର ଭାଙ୍ଗିବା ଓ ଲୁଣ୍ଠନ ର ପରଦା ଫାସ ପାଇଁ ଏ ସରକାର କୁ କେତେ ଶକ୍ତିଶାଳୀ ଓ ଦୃଢ ହେବାକୁ ପଡିବ କହି ହେବ ନାହିଁ। ଏ ସରକାର ର ନିଜର ବିଶ୍ଵସ୍ଥ କିଏ? ଚାରି ଦ୍ଵାର ଖୋଲିଲା ପରେ ଯେଁଉ ଭିଡ଼ କୁ ରୋକିବା ହେଉ ନାହିଁ ସେଇଠି ଭାବି ଚିନ୍ତି ଖୋଲିବା ଦରକାର। ସତ୍ୟ ର ଉନ୍ମୋଚନ କରିବା ପାଇଁ ହେଲେ ସବୁ ପ୍ରକାର ପ୍ରସ୍ତୁତି ଓ ଆଗ ପଛ ବିଚାର ହେବା ଦରକାର୍। କାରଣ ପ୍ରତି ପାଦ ରେ ବିଷାକ୍ତ ସର୍ପ ମାନେ ଅଛନ୍ତି ଓ ଗର୍ଜନ ବି ଛାଡ଼ୁ ଛନ୍ତି। ହେଉ ମାତ୍ର ସତ୍ୟ କୁ ଧରି ହେଉ। ଜୟ କଳ୍କୀ
    ଜୟ ଜଗନ୍ନାଥ

  • @gopapratihari7346
    @gopapratihari7346 5 месяцев назад

    ଯଦି ଲୋକେ ଭାବୁଛନ୍ତି ପ୍ରଭୁଙ୍କ ରତ୍ନ ଦେଖିବେ ତାହା ଭୁଲ ଅଟେ।ହଁ ପ୍ରତି 4 ବର୍ଷ ରେ ଥରେ ଗଣତି ମଣନ୍ତି ହୁଏ ତାହା ପ୍ରଭୁଙ୍କ ଆଜ୍ଞା ଅନୁଯାୟୀ ତେଣୁ ପ୍ରୁବରୁ ଯେଉଁ ନୀତି ନିୟମ ଅନୁଯାୟୀ ଖୋଲାଯିବ ଆଉ ଗଣତି କରାଯାଇ ଠିକ୍ ଅଛି କି ନାହିଁ ପ୍ରଦେଶ ବାସୀଙ୍କ ଆଶଙ୍କା କୁ ଜବାବ ମିଳିଯିବ ।ଦେଖିବା କଥା ଯାହା ପ୍ରଭୁ ତାଙ୍କ ଭେସ ରେ ପିନ୍ଧିବେ ତାକୁହିଁ ଦେଖିପାରିବ ।କାରଣ ଯେଉଁ ଯେଉଁ ରତ୍ନ ଅଛି ତାହାକୁ ବାହାରକୁ ଆଣିବାର ଶକ୍ତି କାହାର ନାହିଁ ଦୁଃସାହସ ହେବ ହଁ ଏଥିପାଇଁ ଅନେକ ସମୟ ଲାଗିବ ତେଣୁ ଆଲୋଚନା କରି ନୀତିରେ ବାଧା ନ ଉପଯେଇ କରାଯିବ ଉଚିତ୍। କିନ୍ତୁ ପ୍ରଥମେ ଯେତେ ଶୀଘ୍ର ହେଉଛି କର ଭଣ୍ଡାର ଘର ଖୋଲି ମରାମତି କାର୍ଯ୍ୟ ସରକାର ଶୀଘ୍ର କରନ୍ତୁ ଜୟ ଜଗନ୍ନାଥ। 🙏🙏🙏🙏

  • @papucreation859
    @papucreation859 5 месяцев назад

    ରାମ କୃଷ୍ଣ ମହାପାତ୍ର ଙ୍କ ଘରେ ଭିଜିଲାସନ୍ସ ରେଡ କରାଯାଉ

  • @subashsahoo3527
    @subashsahoo3527 5 месяцев назад

    କିଛି ନାହିଁ ଏଥିରେ ମହାପ୍ରଭୁଙ୍କ ଜିନିଷ ପତ୍ର ତଦାରଖ କରିବାକୁ କୈାଣସି ବାଧା ସୃଷ୍ଟି କରିବେନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଖ୍ୟକ ହେଉଛନ୍ତି ଲୋକନାଥ ମହାପ୍ରଭୁ ସବୁ ସେଇ ମହାପ୍ରଭୁ କେଣସି ଭକ୍ତର ଅସୁବିଧାକୁ ସୁବିଧା କରନ୍ତି ଏ ସବୁ ଖୋଲି ଆଇ ମାଁ ଗପ ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @subalamuduli9101
    @subalamuduli9101 5 месяцев назад +6

    Kholiba niyati darkar 10:11

  • @princemahalik2723
    @princemahalik2723 5 месяцев назад +1

    Bilkul michho kotha

  • @ପଦ୍ମନବାଘ
    @ପଦ୍ମନବାଘ 5 месяцев назад +2

    କିଏ ଯଦି ଡରୁଚି ଯିବା ପାଇଁ ସରକାର କୁହନ୍ତୁ ରତ୍ନଭଣ୍ଡାର ଭିତରକୁ ଯିଏ ଯିବା ପାଇଁ ଇଛୁକ ଆଗକୁ ଆସନ୍ତୁ ବହୁତ ଲକ ବାହାରିବେ ମୁଁ ଆଗ ଯିବି ଆମ ସରସ୍କାର କହିଲେ.

  • @PrabhakarsahooBJP
    @PrabhakarsahooBJP 5 месяцев назад

    ଜଗନ୍ନାଥ କର
    ମହା ପ୍ରସାଦ ଧରିକି କୁହନ୍ତୁ
    ମୁ ସତ୍ୟ କହୁଛି

  • @uttamsamal5903
    @uttamsamal5903 5 месяцев назад

    ଜଗନ୍ନାଥ ସାହା

  • @Mr24811
    @Mr24811 5 месяцев назад +7

    ଆପଣଙ୍କୁ ମୁଁ କ'ଣ କହିବି ଜିଏ ଜଗତ ଠାକୁର ସେ ତାଙ୍କ ଭକ୍ତ ମାନଙ୍କୁ କେବେ ଖେତି କରିବେ ନାହିଁ ଜିଏ ପାପି ଥିବେ ତାଙ୍କୁ ଡର ଲାଗିବ ସିଏ ଚାହିଁଲେ ଖୋଲା ହେବ କିନ୍ତୁ ତା ପୂର୍ବରୁ ଏମିତି କହିବା ଠିକ୍ ନୁହେଁ

  • @pujabehera5685
    @pujabehera5685 5 месяцев назад

    ପ୍ରଭୁ 🙏 କଁ ନିର୍ଦେଶ ନହେଲେ କାହାରି ଦମ୍ ନାହିଁ ମନେରଖ ନହେଲେ ମରିବ ସବୁତକ

  • @NiranjanBiswal-yk9hf
    @NiranjanBiswal-yk9hf 5 месяцев назад +1

    ଏ ସବୁ ନେଇଯାଛି

  • @dharmendrasahu6008
    @dharmendrasahu6008 5 месяцев назад

    ବ୍ରାହ୍ମଣ ମାନଙ୍କୁ ଆକ୍ଷେପ କରିବା ଲୋକ ମାନଙ୍କ ଗୋଟେ ପ୍ରକୃତି ।।।।।।।

  • @kunaldancefitness01
    @kunaldancefitness01 5 месяцев назад

    ଏ ଗୁଜବ ଗର୍ଜନ କିଛି କୁହନ୍ତୁ ନାହିଁ ଯିଏ ବି ଜାଣିଛନ୍ତି ଏବେ ବିଜ୍ଞାନ ବହୁତ ଆଗରେ ଅଛି ସବୁ ସମ୍ଭବ ହେଇପାରିବ କେହି ରକ୍ଷା କରିପାରିବେନି ସବୁ ଲୁଟିନେଇଯିବେ ।

  • @Bhagi-s7s
    @Bhagi-s7s 5 месяцев назад

    ରତ୍ନଭଣ୍ଡାର ଖୁଲିଲେ ବହୁତ ଅସୁବିଧା ହେବ

  • @rajeshkalundia7094
    @rajeshkalundia7094 5 месяцев назад

    ଏଟା ପୁରା ମିଛ କୋଇଲେ ଏହି ଦାସ କାଇଁକି ନା ସେ ଏପୋଟେ ସେପୋଟେ କୋଉଛି ,ସେ ବ୍ରାହ୍ମ ସୁନା ବେଶ ଦିନ ଭାଗବନକୁ କମ ପିନ୍ଧେଇ ସେମାନେ ବେଶି ପିନ୍ଦି ତନ୍ତୀ, ଜୟ ଜଗନ୍ନାଥ 🙏🙏 ମହାପ୍ରଭୁ 🙏🙏🙏

  • @PrafullachDas-n6c
    @PrafullachDas-n6c 5 месяцев назад

    ଏହିପରି ଠକ,ଭଣ୍ଡମାନେହିଁ ଏହିପରି ଏକ ଅନ୍ଧବିଶ୍ଵାସ ଓ କୁ ସଂସ୍କାରର ଦ୍ଵାହି ଦେଇ ବିଜେଡି ସରକାରର ଏଇ ମାନେହିଁ ରକ୍ଷକ ସାଜିଥିଲେ । ଆରେ ବତୀ ହେଲା ଭାଡୁଆ ମିଡ଼ିଆ ଦାରୁ ଚୟନ,ବ୍ରହ୍ମ ବିଭ୍ରାଟ, ଅମୃତ ମଣୋହିଁ ଜମି ବିକ୍ରି , ଚାବି ହଜିବା,ଜଗନ୍ନାଥଙ୍କୁ ଭୋକରେ ରଖି ମହା ପ୍ରସାଦ ପୋତିବା ସମୟରେ କଣ ଗର୍ଜନଶୁଭୁ ନଥିଲା । ଠକ ବିଜେଡି ଚମଚା ଯମ କଷ୍ଟ କିଏ ଦାନ କରିନି କିନ୍ତୁ ତୁମ ପରି ସୁନା ରୂପା, ଟଙ୍କା, ଜମିବାଡି ଏବଂ ଧନ ଦଉଲତ ହଡ଼ପ କରିନି। ଧିକ୍ ରେ ବିଜେଡି ଚାମଚା ମିଡ଼ିଆ ଓ ଶତଧିକ୍ ସେ ଭଣ୍ଡ ପୂଜକକୁ ।

  • @jitujitu653
    @jitujitu653 5 месяцев назад +8

    A Sabu janichi ketajaichi

  • @hrudayaragita7961
    @hrudayaragita7961 5 месяцев назад

    ଜୟ ଜଗନ୍ନାଥ

  • @jayaprakashdash5885
    @jayaprakashdash5885 5 месяцев назад

    ଏ ଲୋକଟା ଗୋଟାଏ ବଡ଼ ଗାଲୁଆ ଟା, ଦେଖିଥିବେ ଆଗରୁ କେତେ ରାଜନେତା ଙ୍କ ସହ ଏ ଗାଲୁଆ ଫଟୋ ଉଠାଇବା। ନିଜେ ତ ବହେ ମାରିଛି ଭଗବାନଙ୍କ ଅଳଙ୍କାର।ଖାଲି ସରକାର ଙ୍କୁ ଦୋଷ ଦେଉଛି , ଜଣାପଡ଼ୁଛି ଏ ଲୋକଟା ଗୋଟାଏ ପୂର୍ବତନ ସରକାର ଙ୍କ ଚାଟୁକାର ସେ Indirectly କହୁଛି। ଚୋର ଭଗବାନଙ୍କ ନା ନେଇ ମିଛ କହୁଚୁ ରାଜନୀତି କରୁଛୁ। ବ୍ରାହ୍ମଣ ନା ରେ କଳଙ୍କ ଗୋଟାଏ ତୁ। ହଁ ତୁ ଯେତେବେଳେ ଗାଲୁ ମାରୁଛୁ ତୋ ପାଖରେ କେହିନଥିବେ ଶବ୍ଦ ଶୁଣିଲାବେଳେ

  • @Settyman
    @Settyman 5 месяцев назад

    ଜୟ ଜଗନ୍ନାଥ 🙏🙏🙏

  • @prafumaharana3965
    @prafumaharana3965 5 месяцев назад

    Jay Jagannath Swami

  • @subashbehera9104
    @subashbehera9104 5 месяцев назад

    ରତ୍ନ ଭଣ୍ଡାର କୁ କଳା କନା ବୁଲେଇ ସାରିଲେଣି ଏମାନେ , ଏବେ ଖାଲି ମିଛ ଗୁଜବ ସୃଷ୍ଟି କରି ଛନ୍ତି । ରତ୍ନ ଭଣ୍ଡାର ଖୋଲିଲେ ସବୁ ମିଛ ସତ ଜଣାଯିବ ।

  • @bidhubhusanmishra6358
    @bidhubhusanmishra6358 5 месяцев назад

    ରତ୍ନଭଣ୍ଡାର ନଖୋଲିବାର ବାହାନା .

  • @bhaskardeuricuttackdeuri7128
    @bhaskardeuricuttackdeuri7128 5 месяцев назад

    ରତ୍ନ ଭଣ୍ଡାର ଆଉ କିଛି ନାହିଁ ବ୍ରାହ୍ମଣ ମାନେ ଖୋଳ କରିସାରିଲେଣି

  • @lokanathjena1868
    @lokanathjena1868 5 месяцев назад

    କେବଳ ମନରେ ଭୟ ସ୍ରୃଷ୍ଟି କରିବା ଏମାନେ ଧୂରନ୍ଧର ।ତମ ସମୟରେ ଏମିତି କହି ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଅନ୍ଧାର ରେ ରଖିଥିଲ ।ଆଉ ନୁହେ ।ବର୍ତ୍ତମାନ ବିଜେପି ସରକାର ।

  • @kalpanarautaray5844
    @kalpanarautaray5844 5 месяцев назад

    ରତ୍ନ ଭଣ୍ଡାର ବାଲି ଲୋକନାଥଙ୍କ ପଯ୍ର୍ୟନ୍ତ ଲମ୍ବିଛି।

  • @sagarikapradhan5078
    @sagarikapradhan5078 5 месяцев назад

    ରତ୍ନ ଭଣ୍ଡାର ଖୋଲି ଦିଆ ଯାଉ ଖୋଲିବା ଦରକାର

  • @taladhwajalive
    @taladhwajalive 5 месяцев назад

    ସବୁ ଜିଲ୍ଲା ରୁ ଜଣେ ଜଣେ ଙ୍କୁ ନିଓଜକ କରାଯାଉ

  • @sanjuktabiswal1569
    @sanjuktabiswal1569 5 месяцев назад

    ଜୟ ଜଗନ୍ନାଥ 🙏🏽🛐🌿❤️🌼🛐ରବୀନ୍ଦ୍ର ମିଶ୍ର ଯାହା କହିଛନ୍ତି ସତ କଥା, ସେ ବହୁତ ସୁନ୍ଦର ଲୋକ ଥିଲେ, ପ୍ରଭୁଙ୍କ ବିଶ୍ୱାସ ର ଭକ୍ତ ଥିଲେ

  • @sarattripathy6840
    @sarattripathy6840 5 месяцев назад

    ଯେଉଁ ମାନେ କହୁଥିଲେ ପଣ୍ଡିଆନରତ୍ନ ଭଣ୍ଡାର ରୁ ସବୁ ରତ୍ନ ନେଇ ଯାଇଛି, ନୁଆ ସରକାର ଆସିଲେ ସବୁ ଭଣ୍ଡାର ଖୋଲି ଦେଖେଇ ବେ ଏବେ ସେମାନେ କଣ କହିବେ,

  • @dinakrushnabai8087
    @dinakrushnabai8087 5 месяцев назад +2

    Sei sabda aau subhibani, Mahaprabhu sabu thik karidebe

  • @happinesstv7697
    @happinesstv7697 5 месяцев назад +3

    Khichi hababi jagannath nka prathana kari open karajau

  • @panditpratapsatapathy8543
    @panditpratapsatapathy8543 5 месяцев назад

    ମୋଦି ଜି ଙ୍କ ସାମ୍ନାରେ ଖୋଲନ୍ତୁ

  • @parikhitanaik2173
    @parikhitanaik2173 5 месяцев назад

    ରତ୍ନ ଭଣ୍ଡାର ରେ କିଛି ଶବ୍ଦ୍ଧ ଶୁଣା ଯାଉନାହିଁ ଖଲିଲେ କିଛି ଅସୁବିଧା ନାହିଁ ଏ ଚୋର ପଣ୍ଡା ମାନେ ଖାଲି ଡ୍ରାମା କରୁଛନ୍ତି

  • @harapriyamohanty9619
    @harapriyamohanty9619 5 месяцев назад

    ରତ୍ନ ଭଣ୍ଡାର ନିଶ୍ଚୟ ଖୋଲାଯିବ ଗାଲୁ ଗପ ବନ୍ଦ କର

  • @SurendraNaik-s4f
    @SurendraNaik-s4f 5 месяцев назад

    ଓଡ଼ିଶା ଵାସି ସମସ୍ତେ ଚାହାଁନ୍ତି ରତ୍ନନ ଭଣ୍ଡାର ଥରେ ଦେଖିବା ପାଇଁ

  • @deepakmaharana476
    @deepakmaharana476 5 месяцев назад

    ଆଙ୍କର ଆଉ ହାତ ନାହିତ୍

  • @babuldakua8680
    @babuldakua8680 5 месяцев назад

    ଏଇ ଲୋକ ହିଁ ସବୁର ମୂଳ କାରଣ କଥା ବୁଲେଇ ବଙ୍କେଇ କହୁଛି ଆକୁ ଆଗ ଧରା ଯାଉ