ଆଫ୍ରିକା ହିନ୍ଦୁ ମନ୍ଦିର ରେ ଶିବରାତ୍ରି ପାଳିଲୁ || Celebrate maha Shivaratri in Africa

Поделиться
HTML-код
  • Опубликовано: 27 янв 2025

Комментарии • 908

  • @gobindachandranayak9576
    @gobindachandranayak9576 10 месяцев назад +516

    ଏ ଭଉଣୀ କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ୍ ,କାରଣ ସୁଦୂର ବିଦେଶ ରେ ରହିଥିଲେ ମଧ୍ୟ ଓଡିଶାର ସଂସ୍କୃତି ରଖିଛନ୍ତି

    • @Ramachadra3639
      @Ramachadra3639 10 месяцев назад +31

      ଯିଏ ହୃଦୟରୁ ସଂସ୍କୃତି ମାନିଲା ଯୋଉଠି ରହୁ ସନମାନ ଜ୍ୟୋଗ୍ୟ 🙏🙏🙏

    • @theanimal3153
      @theanimal3153 10 месяцев назад +9

      ଜୟ ଜଗନ୍ନାଥ❤❤❤ଜୟ ଓଡ଼ିଶା❤❤❤

    • @rameshchandrasahoo5504
      @rameshchandrasahoo5504 10 месяцев назад +12

      My best wishes to lovely sister

    • @Musician492
      @Musician492 10 месяцев назад

      ruclips.net/user/shorts8RfX5_DWZRM?si=sUJl0dCjA_tEPH8k

    • @Abhicreation-t2f
      @Abhicreation-t2f 10 месяцев назад +6

      Bhai a bhauni amo tharu 1 km dura heba tanka Ghar

  • @daityaribhuyan8123
    @daityaribhuyan8123 10 месяцев назад +80

    ଏ ଭଉଣୀ ଙ୍କୁ ହୃଦୟ ରୁ ଅଭିନନ୍ଦନ, ସୁଦୂର ଆଫ୍ରିକା ରେ ମଧ୍ୟ ଓଡ଼ିଆ ସଂସ୍କୃତିକୁ ଭୁଲି ନାହାଁନ୍ତି

  • @pinkymishra333
    @pinkymishra333 10 месяцев назад +19

    ଦିଦି ଭଉଣୀ ପରି ଭଉଣୀ ଟିଏ,ମାଆ ପରି ଲକ୍ଷ୍ମୀ ମାଆ ଟିଏ,ମୋ ହୃଦୟରୁ ବହୁତ ବହୁତ ଧନ୍ୟବାଦ ।

  • @alekhachandramalika8155
    @alekhachandramalika8155 10 месяцев назад +180

    ଦିଦି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନମସ୍କାର , ଲବ ଭାଇଙ୍କୁ ଅକୁଣ୍ଠ ଚିତରେ ଆତିଥ୍ୟ କରିଥିବାରୁ,,🌹🌹

    • @Musician492
      @Musician492 10 месяцев назад

      ruclips.net/user/shorts8RfX5_DWZRM?si=sUJl0dCjA_tEPH8k

  • @ratanlalpurty3569
    @ratanlalpurty3569 10 месяцев назад +57

    DiDi ଙ୍କୁ ବହୁତ ବହୁତ ଧନ୍ୟବାଦ, ଆମ ଲବ ଭାଇଙ୍କୁ ଏତେ ସାରା ଭଲ ପାଇବା ଦେଲେ ଏବଂ ନିଜ ଭାଇ ଠାରୁ ଅଧିକ ଯତ୍ନ କଲ, ଏତିପାଇଁ ମୁଁ ରତନ ଯାଜପୁର ରୁ DiDi ଙ୍କୁ ବହୁତ ବହୁତ ଧନ୍ୟବାଦ 🙏❤️🌹🙏❤️🌹❤️🌹

  • @DipuNaik-zt7iq
    @DipuNaik-zt7iq 10 месяцев назад +56

    ମୁଁ ଲବ ଭାଇଙ୍କର 206 ଟି ଯାକ video ଦେଖିଛି । ଗୋଟେ ବି ଛାଡ଼ିନି । ସେଥିପାଇଁ ଲବ ଭାଇ ଙ୍କ ପାଇଁ ଗୋଟେ like ହେଇଯାଉ ❤ । ଜୟ ଶ୍ରୀ ରାମ । 🚩🚩 I love you laba Bhai for ever ,

    • @DipuNaik-zt7iq
      @DipuNaik-zt7iq 10 месяцев назад +1

      Thank so much Laba Bhai , Mora comment ku like କରିଥିବାରୁ ।

  • @supriyatarafdar1904
    @supriyatarafdar1904 10 месяцев назад +50

    ମୌସୁମୀ ଦିଦି ଆପଣଙ୍କୁ ଅଶେଷ ଧନ୍ଯବାଦ .......
    ଭାଇଙ୍କୁ ଏତେ ସୁନ୍ଦର ଆତିଥ୍ଯ ଦେବାରୂ
    ଆଉ ଲବ ଭାଇ ଆପଣ ମୌସୁମୀ ଦିଦି ଙ୍କ ଘରେ ରହି ବହୁତ ଶାନ୍ତ ଲାଗୁଛନ୍ତି ଏଇଟା ସତ କଥା କହିଲେ

  • @rabinarayanbhoi8295
    @rabinarayanbhoi8295 10 месяцев назад +17

    ବହୁତ ବହୁତ ଧନ୍ୟବାଦ ଭଉଣୀ ଲବକୁ ସାହାଯ୍ୟ କରିଥିବାରୁ

  • @pahadsuperior5650
    @pahadsuperior5650 10 месяцев назад +147

    ଦିଦି ଓ ଭାଇ ଙ୍କୁ ବହୁତ ବହୁତ ଧନ୍ୟବାଦ, ଲବ କୁ host କରି ଆପଣ ମାନେ ଅତିଥି ଚର୍ଚ୍ଚା କରିଥିବାରୁ, ଭାଇ ଯଦି ଅଫିସ କାମରୁ time କାଢି, ଲବଙ୍କୁ time ଦେଇଥିଲେ ଆହୁରି ଖୁସି ଲାଗିଥାନ୍ତା

  • @vloggerbulunayak
    @vloggerbulunayak 10 месяцев назад +11

    ସେ ଦିଦିଙ୍କୁ ଦେଖିକି ଖୁସି ଲାଗୁଚି ଆମର ସଂସ୍କୃତି ଆଉ ପରମ୍ପରା କୁ ଭୁଲି ନାହାନ୍ତି ❤❤❤❤

  • @ramakanta4485
    @ramakanta4485 10 месяцев назад +10

    Mausumi celebrity heigala ree . She is nice & sweet woman .looking like an honest and beautiful owmen with simplicity life.u should be open a youtube channel ,then we all are enjoying every moment at keniya.carry on,God bless u helping owmen

  • @hrudanandasankhua5824
    @hrudanandasankhua5824 10 месяцев назад +17

    ମହାଶିବରାତ୍ରୀ ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଲବ ଭାଇ ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @gobindachandranayak9576
    @gobindachandranayak9576 10 месяцев назад +98

    ଜଗନ୍ନାଥ ନିଶ୍ଚୟ ସେ ପୁଅକୁ ଭଲ ମଣିଷଟିଏ କରିବେ , ସଦାସର୍ବଦା ତା'ର ପାଖେ ପାଖେ ରହିବେ

    • @Musician492
      @Musician492 10 месяцев назад

      ruclips.net/user/shorts8RfX5_DWZRM?si=sUJl0dCjA_tEPH8k🎉

  • @DEBENDRABADARAITA
    @DEBENDRABADARAITA 9 дней назад +1

    ଜୟ ଜଗନ୍ନାଥ 🕉️🛕🪔🙏..

  • @rajadakua446
    @rajadakua446 10 месяцев назад +322

    ଲବ ଭାଇ ଙ୍କ ଭିଡିଓ କିଏ କିଏ ଦେଖୁଛ like କର

    • @dillipkumarmurmu
      @dillipkumarmurmu 10 месяцев назад +5

      Laba Bhai jaharge jeman apirkare napayrege tahenme

    • @Ekambabandparty
      @Ekambabandparty 10 месяцев назад +5

      Nahi Bhai ame kia dekhunu 😂

    • @4.0_Gaming
      @4.0_Gaming 10 месяцев назад +3

      Like karna jaruri hai kya 😂😂😂😅😅😂😅❤😂❤❤😅

    • @sidhantnayak78777
      @sidhantnayak78777 10 месяцев назад +1

      Ame Video ku Like karibu😂😂

    • @4.0_Gaming
      @4.0_Gaming 10 месяцев назад +2

      @@sidhantnayak78777 Nehi Boh toh Nehi Kya

  • @kumarajayofficial
    @kumarajayofficial 10 месяцев назад +9

    ଦିଦିଙ୍କୁ ମୋ ତରଫରୁ ଧନ୍ୟବାଦ, ଲବ ଭାଇଙ୍କୁ , ଓଡ଼ିଶାର ସୁଆଦିଆ Sweet ଖାଦ୍ୟ ରୋଷେଇ କରି ଦେଉଥିବାରୁ ଆପଣଙ୍କୁ ବହୁତ ଅଭିନନ୍ଦନ ❤❤❤❤❤

  • @BuluTodayNews
    @BuluTodayNews 10 месяцев назад +7

    ଧନ୍ୟବାଦ ଦିଦି ବିଦେଶରେ ରହିଲେ ମଧ୍ୟ ଆମର ସଂସ୍କୃତି କୁ ରଖିଛନ୍ତି

  • @sudammarndi123
    @sudammarndi123 10 месяцев назад +9

    ଦିଦି ତୁମକୁ ବହୁତ ବହୁତ ଧନ୍ୟବାଦ ଭାଇଙ୍କୁ ସାହାଯ୍ୟ କରିଥିବାରୁ🌹🌹👍🙏

  • @Ramachadra3639
    @Ramachadra3639 10 месяцев назад +32

    ମନ୍ଦିର ଖୁବ ସୁନ୍ଦର ଲାଗିଲା, ଆଉ କେନିଆ ରେ ତ ପ୍ରାୟ ସବୁ ମିଳୁଛି ଆଉ ଏତେ ଦିନ ପରେ ଗୋଟେ ଘର ମାହଲ ଭାତ ଡାଲି ତରକାରୀ ଖାଇବା ଦେଖିକି ଖୁସି ଲାଗିଲା ନହେଲେ ତ ଖାଲି ଇଞ୍ଜରା ଖାଇଖାଇ ଦେହ ଖରାପ କରୁଥିଲ!!

  • @Dpattnaik-t8n
    @Dpattnaik-t8n Месяц назад +1

    ଭଲ ଲାଗିଲା video

  • @prasantarout3863
    @prasantarout3863 10 месяцев назад +18

    Bahut badhia mandira bhai
    Jay jagannath
    Jay sambhu
    Jay Sita Ram

  • @judhisthiranaik2503
    @judhisthiranaik2503 10 месяцев назад +15

    ଶୁଭ ଶିବରାତ୍ରୀର ଶୁଭ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା 🌺ଭିଡ଼ିଓ ଦେଖି ବହୁତ ମଜା ଲାଗିଲା l

  • @pintusubudhi244
    @pintusubudhi244 10 месяцев назад +15

    ହର ହର ମହାଦେବ ଜୟ ଶ୍ରୀ ରାମ
    ଲବ ଭାଇ ଙ୍କୁ ମହାଦେବ ଭଲରେ ରଖନ୍ତୁ
    ଜୟ ଜଗନ୍ନାଥ

  • @Abhicreation-t2f
    @Abhicreation-t2f 10 месяцев назад +8

    Amo Ada iswarpur bhauni ku bahuta bahuta thank you lab Bhai ku nija Bhai bhabi tanka Katha bujhuchanti khaiba tharu neai rahiba jaea sabu care karuchanti ❤

  • @asisdash4466
    @asisdash4466 10 месяцев назад +5

    ସତରେ ଏ ଭଉଣୀ ଙ୍କୁ ହୃଦୟ ରୁ ଧନ୍ୟବାଦ ଓଡ଼ିଆ ସଂସ୍କୃତି ପରମ୍ପରା ଭାଷା କୁ ବଞ୍ଚେଇ ରଖିଥିବାରୁ … ଜୟ ଜଗନ୍ନାଥ !!

  • @Tikilifestyle
    @Tikilifestyle 10 месяцев назад +10

    Happy Mahashibaratri 🙏🙏🙏ଭଉଣୀ ତୁମକୁ ବହୁତ ବହୁତ ଧନ୍ୟବାଦ ସତରେ ବିଦେଶ ରେ ରହିମଧ୍ୟ ସବୁ ସଂସ୍କୃତି କୁ ମାନୁଛ ଲବଭାଇ ଙ୍କୁ ମଧ୍ୟ ସାମିଲ କରିଲ 🙏🙏🙏🙏

  • @gobindachandranayak9576
    @gobindachandranayak9576 10 месяцев назад +34

    ଏ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍

  • @CHARCHITSING5512
    @CHARCHITSING5512 10 месяцев назад +8

    ମନ୍ଦିର ଗୁଡାକ ବହୁତ beautyful bhai

  • @kulamanipatra
    @kulamanipatra 10 месяцев назад +13

    🙏ଶୁଭ ଶିବରାତ୍ରି 🙏ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି 💐 ଭଉଣୀ ଙ୍କୁ ବହୁତ ବହୁତ ଧନ୍ୟବାଦ୍ 💐

  • @akshaya602
    @akshaya602 10 месяцев назад +10

    ଦିଦି ଏବଂ ଭିଣେଇ ଙ୍କୁ ପ୍ରଥମେ ନମସ୍କାର।
    ଵହୁତ ଭଲ ଲାଗିଲା ଦିଦି ଭିଣେଇକଂର ବ୍ୟଵହାର।

  • @chumbakpadhan3311
    @chumbakpadhan3311 10 месяцев назад +3

    👍ଧନ୍ୟବାଦ ଆଫ୍ରିକା ବିଷୟରେ ଅନେକ କିଛି ଜାଣି ବାକୁ ପାଇଲି

  • @nahasonlofi8728
    @nahasonlofi8728 10 месяцев назад +61

    2:17
    କେବଳ ଯେ ଗୀତା ସମ୍ବନ୍ଧରେ ଜ୍ଞାନ ଦେବା ତାହା ନୁହେଁ,କିନ୍ତୁ ପ୍ରତ୍ୟେକ ଧର୍ମ ଶାସ୍ତ୍ର ସମ୍ବନ୍ଧରେ ମଧ୍ୟ ଜ୍ଞାନ ଦେବା ଆବଶ୍ୟକ ଯାହା ଦ୍ବାରା ସେ ଭଲ ମନ୍ଦର ପ୍ରଭେଦ ମଧ୍ୟ ବୁଝି ପାରିବ।❤❤❤

    • @gkdgaming9219
      @gkdgaming9219 10 месяцев назад

      Tu kie be chal sala baibel au koran re kichhi nahi sabu managadha lekha heichi😂

    • @Musician492
      @Musician492 10 месяцев назад

      ruclips.net/user/shorts8RfX5_DWZRM?si=sUJl0dCjA_tEPH8k

    • @Dk_deogarh
      @Dk_deogarh 10 месяцев назад +2

      Thik kahichonti

    • @dxbapikumar2563
      @dxbapikumar2563 10 месяцев назад +1

      Right 👍

    • @SharatChandraDasVlogs
      @SharatChandraDasVlogs 10 месяцев назад

      ଭଗବତ୍ ଗୀତା ଠାରୁ ବଡ଼ ଶାସ୍ତ୍ର କିଛି ନାହିଁ।

  • @jagannathdwibedi909
    @jagannathdwibedi909 10 месяцев назад +9

    ଦି ଆମର ଯେମିତି ସୁନ୍ଦର ତାଙ୍କ କର୍ତ୍ତବ୍ୟ ବି ସେତିକି ସୁନ୍ଦର😂

  • @dhyansoren
    @dhyansoren 10 месяцев назад +4

    Didi ku chali chalan sanskar salute.

  • @LabaJani-fl9ec
    @LabaJani-fl9ec 10 месяцев назад +17

    Love from Nabarangapur district happy Shiva ratri

  • @LNDancer786
    @LNDancer786 10 месяцев назад +46

    ଲବ ଭାଇ ଆଉ ମୌସୁମୀ କୁ ଶିବ ରାତ୍ରି ଉପଲକ୍ଷେ ଅଭିନନ୍ଦନ .

  • @Sipun2002
    @Sipun2002 10 месяцев назад +8

    ଲବ ଭାଇ ମୁଁ ଦିଦିଙ୍କ ପଡୋଶୀ ଗାଁ ଅନ୍ତରା ରୁ । Best wishes for ur Africa journey 🎉

  • @Singdharani113.Youtuber
    @Singdharani113.Youtuber 10 месяцев назад +4

    ଦିଦି ଓ ଭାଇ ଙ୍କୁ ମୋର ବହୁତ ବହୁତ ଧନ୍ୟବାଦ. ଲବ ଭାଇ

  • @munahembram9610
    @munahembram9610 10 месяцев назад +69

    Aamo LABA BHAI Ku Othiti Chorcha Korithibaru...🙏🙏🙏
    Otithi Seba Debo Bhobo🙏
    DIDI Pai Like Please...👍👍👍

    • @Musician492
      @Musician492 10 месяцев назад

      🎉ruclips.net/user/shorts8RfX5_DWZRM?si=sUJl0dCjA_tEPH8k

  • @pradeepkumardas7987
    @pradeepkumardas7987 10 месяцев назад +3

    ଭଉଣୀଙ୍କୁ ଅନେକ ଅନେକ ଧନ୍ୟବାଦ୍

  • @dasarathimohapatra618
    @dasarathimohapatra618 10 месяцев назад +7

    ଆଫ୍ରିକାର ମନ୍ଦିର ନିର୍ମାଣ ଶୈଳୀ ବହୁତ ଭଲ ଲାଗିଲା, ଭିଡିଓ ଟି ବହୁତ ସୁନ୍ଦର ଲାଗିଲା, ଜୟ ଜଗନ୍ନାଥ,

  • @GhasiramNayak-g4j
    @GhasiramNayak-g4j 10 месяцев назад +4

    ଏହି ଦିଦି ଙ୍କୁ ବହୁତ ବହୁତ୍ ଧନ୍ୟବାଦ୍ ଲବ ଭାଇଙ୍କୁ ଆପ୍ରିକାର ଶିବ ମନ୍ଦିର ଦର୍ଶନ କରାଇ ଥିବାରୁ...🚩🚩🚩🙏

  • @hemantabahera8047
    @hemantabahera8047 10 месяцев назад +16

    ଆଫ୍ରିକା କେନିୟା ର ଓଡ଼ିଆ ଫେମିଲି Happy Fameli Life ମହାଶିବରାତ୍ରି ର ଅଭିନନ୍ଦନ,, ଜୟ ଜଗନ୍ନାଥ ଜୟ ପଞ୍ଚସଖା ଧନ୍ୟବାଦ୍ ❤❤❤❤❤❤❤❤❤❤❤❤❤❤❤❤❤

  • @upendrabeja7145
    @upendrabeja7145 10 месяцев назад +2

    ବହୁତ ବହୁତ ଧନ୍ୟବାଦ ଆମ ଭାରତୀୟ ସଂସ୍କୃତି ଆମେ ଦେଖି ପାରୁଚୁ ଭାଇ ତୁମ ପାଇଁ

  • @durjannundruka9257
    @durjannundruka9257 10 месяцев назад +3

    ଦିଦି ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏତେ ଭଲ ସୁଫର୍ଟ,

  • @bikashbasantadas6767
    @bikashbasantadas6767 10 месяцев назад +4

    ସୁନ୍ଦର ଲାଗିବା ସହିତ ଶାନ୍ତି ବି ଲାଗୁଚି ଯେ ସବୁଦିନ ଭିଡିଓ ଆସୁଛି । ଟ୍ରାଭେଲ ବ୍ଲଗ ର ମଜା ହିଁ ଅଲଗା । ଲାଗୁଛି ଯେମିତି ଆମ ସହିତ ହିଁ ଘଟୁଛି ।

  • @nirmalchandramalik1161
    @nirmalchandramalik1161 10 месяцев назад +4

    ଭାଇ, ବହୁତ ଭଲ ଲାଗିଲା..... ଭଗବାନ ତୁମର ମଙ୍ଗଳ କରନ୍ତୁ।

  • @H.bhai_Reshma_Miku_creations
    @H.bhai_Reshma_Miku_creations 10 месяцев назад +2

    ଯାହା ବି କୁହ ,, ଦିଦିକୁ ମାନିବାକୁ ପଡ଼ିବ .. ହୃଦୟରୁ ବହୁତ ଧନ୍ୟବାଦ ❤

  • @SRIKANT_91
    @SRIKANT_91 10 месяцев назад +3

    Didi nku bahut bahut dhanyawad bahare rahile b odisha culture jama ru bhuli nahanti a vdo dekhila pare odia boli proud fill hauchi jaha hau mahaprabhu Jagannath samasta nku bhala re rakhantu 🙏🙏

  • @Alekhakumar-c1n
    @Alekhakumar-c1n 10 месяцев назад +2

    ଦିଦି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଲବ ଭାଇଙ୍କୁ ସାହାଯ୍ୟ କରିଥିବାରୁ

  • @odishasounds7662
    @odishasounds7662 10 месяцев назад +4

    ସେ ଭଉଣୀ କି ମୋ ତରଫରୁ ଜୟ ଜଗନ୍ନାଥ❤❤

    • @spmom2602
      @spmom2602 10 месяцев назад

      Jay Jagannath

  • @amarendragiri9833
    @amarendragiri9833 10 месяцев назад +1

    Bahut sunder bahut bhala lagila bhauninku bahut dhanyavad Jay jagannath 🙏🙏

  • @DharmendraKumarBiswal
    @DharmendraKumarBiswal 10 месяцев назад +21

    ଲବ ଭାଇ ଯେତେ ସରଳ ସେ ଭାଇ ଭଉଣୀ ବି ସେମିତି ବହୁତ୍ ସରଳ.... ଏଥିରୁ ଆମେ ଶିଖିବା କଥା ଯେ ଭଦ୍ର ଆଉ ନମ୍ର ଲବ ଭାଇ ବୋଲି ତାଙ୍କୁ ବି ସେମିତି ଭାଇ ଭଉଣୀ ଟିଏ ମିଳିଲେ ଆଉ ସୁନ୍ଦର୍ ଅଥିଥି ଚରଚା କଲେ।। ତେବେ ସମସ୍ତେ ଏମିତି ସରଳ ରୁହନ୍ତୁ ଆଉ ଦେଶ ବିଦେଶରେ ଥିବା ଆମ ଓଡ଼ିଆ ଭାଇଙ୍କ ନିକଟକୁ ଯିବାକୁ ଚେଷ୍ଟା କରନ୍ତୁ ।।

  • @Duryodhon2022
    @Duryodhon2022 10 месяцев назад +3

    ଦିଦି ଙ୍କୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ 🙏🙏🙏ଜୟ ଜଗନ୍ନାଥ ଦିଦି

  • @Veryfied_z7
    @Veryfied_z7 10 месяцев назад +62

    କିଏ କିଏ ଚାହୁଁଛ ଲବ ଭାଇ Tenge Tenge କୁ ବି ମିଶିକି ଆସୁ ଭଳି 😂

    • @devilsworld744
      @devilsworld744 10 месяцев назад +3

      Next level comment 😂😂😂

    • @Veryfied_z7
      @Veryfied_z7 10 месяцев назад

      @@devilsworld744 tq😂

    • @David_darshan
      @David_darshan 10 месяцев назад

      @charlesdavidvlogs

    • @stylistboy7630
      @stylistboy7630 10 месяцев назад

      Bhai mu bi chahunchi

    • @Adivlogger2.0
      @Adivlogger2.0 10 месяцев назад

      Bahut ଚାହୁଁଛୁ ଯେ ମିସିବେ କି ନାହି

  • @ArjunSingh-oy5xx
    @ArjunSingh-oy5xx 10 месяцев назад +1

    Jay jagannath 🙏 🙏 🙏

  • @GopalMunda-ln6hi
    @GopalMunda-ln6hi 10 месяцев назад +3

    ବହୁତ ଭଲ ଲାଗିଲା ଏହି video ଦେଖି

  • @alpanasatapathy9639
    @alpanasatapathy9639 10 месяцев назад +3

    Jaha heu bhauni nku bi salute...kenya re rahiki bi siva ratri palana karuchanti....wahh...bhauni wahh

  • @ashokmohanty684
    @ashokmohanty684 10 месяцев назад +10

    Jay Jagannath

  • @anupamadas6512
    @anupamadas6512 10 месяцев назад +9

    ଅନେକ ଅନେକ ଶୁଭେଚ୍ଛା ଲବ । ଝିଅ କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ । ବାହାରେ ରହି ମଧ୍ୟ ଓଡିଶା ର ସଂସ୍କୃତି ବଜାଇ ରଖିଛନ୍ତି ।

  • @rabirajkumarhansdah
    @rabirajkumarhansdah 10 месяцев назад +18

    Har Har Mahadev

  • @pabitramohandandia274
    @pabitramohandandia274 10 месяцев назад +2

    ବହୁତ ଭଲ ହେଇଚି ଭିଡ଼ିଓ ❤

  • @SamirMaharana-pd1ol
    @SamirMaharana-pd1ol 10 месяцев назад +6

    ଭଉଣୀ କୁ ଓଡ଼ିଆ ହୋଇ । ଆଫ୍ରିକାରେ ଅଛନ୍ତି। ବହୁତ ଖୁସୀ ଲାଗିଲା ❤❤❤❤।

  • @bhagirathimohapatra3604
    @bhagirathimohapatra3604 10 месяцев назад +3

    ଆମ ଓଡ଼ିଆ ଭଉଣୀଙ୍କୁ ଅନେକ ଅନେକ ଧନ୍ୟବାଦ 🙏
    ଓଡ଼ିଆ ପରମ୍ପରା କୁ ମାନୁଥିବାରୁ👍

  • @sumatijena3638
    @sumatijena3638 10 месяцев назад +9

    ଝିଅ ଟି କୁ ଧନ୍ୟବାଦ।ଶାଢ଼ୀ ଆଜି ବି ପିନ୍ଧୁଛି

  • @satyabadirout7465
    @satyabadirout7465 10 месяцев назад

    ଭଉଣୀ ର ବ୍ୟବହାର ବହୁତ ଭଲ ଲାଗିଲା, କି ସୁନ୍ଦର ବ୍ୟବହାର, ବହୁତ ବହୁତ ଧନ୍ୟବାଦ ଭଉଣୀ 🙏

  • @kariahembram3216
    @kariahembram3216 10 месяцев назад +20

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ🎉🎉🎉

  • @gajendraprasadsahu703
    @gajendraprasadsahu703 10 месяцев назад +1

    Bahut sundar video..hindu mandira ra saundajya dekhi mana santusta hela... thank you ♥️♥️

  • @chandramanimahanta8332
    @chandramanimahanta8332 10 месяцев назад +3

    ହିନ୍ଦୁ ମନ୍ଦିର ଦେଖି ଭଲ ଲାଗିଲା

  • @kalandipradhan1169
    @kalandipradhan1169 10 месяцев назад +1

    Didi nku ases ases dhanyavaad o namaskar bhagaban sabu bele bhalare Rakhithantu, jay jagarnnath🙏🙏

  • @binodkumar-px7ld
    @binodkumar-px7ld 10 месяцев назад +5

    ଲବ ଭାଇ,ଆଉ ଭୋଉଣୀକୁ ମୁଁ ପ୍ରଥମେ ଅସେସ୍ ଅସେସ୍ ଧନ୍ୟବାଦ

  • @sandipzeevlog
    @sandipzeevlog 10 месяцев назад +5

    ଭାଇ ମୁଁ ଆପଣଙ୍କ ସବୁ vlog ଦେଖି... ଆପଣଙ୍କ କଥା ବହୁତ ସୁନ୍ଦର...

  • @BASU7entertainment
    @BASU7entertainment 10 месяцев назад +16

    Thanks ❤5 subscriber

  • @mihirparida6474
    @mihirparida6474 10 месяцев назад +8

    ସବୁଠୁ ବଡ କଥା ସେ ଝିଅ ତା ପୁଅ ସହିତ ଆଫ୍ରିକାରେ ଓଡ଼ିଆରେ କଥା ହେଉଛି।

  • @Suryakanta0123
    @Suryakanta0123 10 месяцев назад +2

    ଗଂଜାମ ଜିଲ୍ଲାରୁ ଦିଦି ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଲବ ଭାଇ ଙ୍କୁ ବି ବହୁତ୍ ସାରା ଭଲ ପାଇବା ❤❤

  • @ratikantajena1986
    @ratikantajena1986 10 месяцев назад +2

    ମୁ ଗର୍ବିତ ଆପଣ ମାନଙ୍କ ପାଇଁ ବନ୍ଦେ ଉତ୍କଳ ଜନନୀ 🙏

  • @karunakarasing
    @karunakarasing 10 месяцев назад +6

    Hay. Loba bhai. Happy siva ratri
    Nice. Video

  • @mr.deepakrajofficial
    @mr.deepakrajofficial 10 месяцев назад +8

    ଲବ ଭାଇ ପାଇଁ ଓଡିଶା ଲୋକ ସମସ୍ତେ
    ❣️....like kara ....❣️

  • @GaneshtuduOfficial
    @GaneshtuduOfficial 10 месяцев назад +6

    ଲବ ଭାଇ ଭଲ ଲାଗିଲା ❤❤❤ଧନ୍ୟବାଦ୍ ଭାଇ

  • @basantasahu3719
    @basantasahu3719 3 месяца назад

    ଆଫ୍ରିକା ବିଷୟରେ ଜଣାଇ ଥିବାରୁ ଏ ଭଉଣୀଙ୍କୁ ଧନ୍ୟବାଦ. ଓଡ଼ିଆଙ୍କ ଶାଢ଼ୀର ମହତ୍ୱ, ଧନ୍ୟବାଦ

  • @Rocky3883-y4i
    @Rocky3883-y4i 10 месяцев назад +11

    Har har mahadev🙏🙏

  • @kanderamsing3065
    @kanderamsing3065 10 месяцев назад +2

    ଦିଦିଙ୍କୁ ଅଶେଷ ଅଶେଷ ଦନୀୟ ବାଦ । 🙏🙏🙏

  • @MamasiniBehera
    @MamasiniBehera 10 месяцев назад +3

    ଭାଇ ଜୟ ଜଗନ୍ନାଥ

  • @SonaliPatra-p1e
    @SonaliPatra-p1e 10 месяцев назад +1

    Jay Jagannath 🙏🏻

  • @Mr_xx_subrat_
    @Mr_xx_subrat_ 10 месяцев назад +21

    ଜୟ ଶ୍ରୀ ରାମ ଭାଇ ❤

  • @ajaykumarmajhi1358
    @ajaykumarmajhi1358 10 месяцев назад +2

    Bohut sundar ❤❤❤

  • @cutebabyaradhyavlogs7730
    @cutebabyaradhyavlogs7730 10 месяцев назад +2

    ଭାଇ ବହୁତ୍ ଭଲ ଲାଗିଲା ❤❤ ଆଜି ଦିଦିଙ୍କ ପାଇଁ Africa ରେ ମନ୍ଦିର ଯାଇପାରିଲ ବହୁତ୍ ଭଲ ଲାଗିଲା ❤❤❤❤❤

  • @user-ue4ow5nb3q
    @user-ue4ow5nb3q 10 месяцев назад +2

    ଦିଦି ଶାଢ଼ୀ ରେ ବହୁତ ସୁନ୍ଦର ଲାଗିଛନ୍ତି

  • @anukampadash3328
    @anukampadash3328 10 месяцев назад +3

    Awesome vlogs & jai jagannath & awesome temple & beautiful murti & enjoy trip

  • @bikashmohapatra8135
    @bikashmohapatra8135 10 месяцев назад +1

    Thanks Mr Laba Hasda for your long traveling experience. Thanks to your Odisa sister.

  • @JalandraHuika-s8n
    @JalandraHuika-s8n 10 месяцев назад +3

    Thank you for supporting madam

  • @samyaranjanmurmu5102
    @samyaranjanmurmu5102 10 месяцев назад +12

    Nice video

  • @RAJA__PODH
    @RAJA__PODH 10 месяцев назад +12

    🙏ଜୟ ଜଗନ୍ନାଥ 🙏

  • @SomaPadiami-wx6ue
    @SomaPadiami-wx6ue 10 месяцев назад +1

    ଦିଦି ଙ୍କୁ ବହୁତ ବହୁତ ଧନ୍ୟବାଦ ଲବ ଭାଇ ଙ୍କୁ ଵି ଧନ୍ୟବାଦ ଲବ ମାଲକାନଗିରି

  • @SantanuDehury-gg9ko
    @SantanuDehury-gg9ko 10 месяцев назад +4

    Har..har.. Mahadev Bhai very very nice 🌹🌹🌹🌹🌹

  • @debabratadas4918
    @debabratadas4918 10 месяцев назад

    Good continue amiti vala vala video

  • @Manoj_Mohanta1489
    @Manoj_Mohanta1489 10 месяцев назад +3

    Didi bahut sundar sobubele khushi 😁😁😁

  • @LakhpatiSabar
    @LakhpatiSabar 10 месяцев назад +8

    ଲବ ଭାଇ ଙ୍କ ଭିଡିଓ କୁ ବହୁତ୍ ଜୋର୍ ରେ ଲାଇକ କର share କର subscribe କର କମେଣ୍ଟ କର jai ଜଗନ୍ନାଥ ଜ୍ଜୟ ଶ୍ରୀ ରାମ love you bhai

  • @Debendradasodiavlogs
    @Debendradasodiavlogs 10 месяцев назад +6

    ଜୟ ଜଗନ୍ନାଥ ଭାଇ

  • @angelnainaandsusy6031
    @angelnainaandsusy6031 10 месяцев назад +1

    Bahut sundar lagila ki Odia jhia kenya re b odia culture ku saiti chanti... feeling happy...lava bro u r really hero 🥰🥰👍👍👍🥳🥳🥳🥳💐