Labo mun patirajpur melana pakharu tama video dekhuchhi.bahut bhala lagila jahaki patirajpur melana bisaya re alochona Karu thila.. thank you.jai jagganatha 🙏🙏🙏🙏🙏❤️
Jaha hau bhai toma ku amo odia loka milijauchanti amiti akaa rahiba au sanga rea kiea rahilea bhala lage seamiti odia loka miliea bahuta khusi laguthiba❤
Maha sibaratei Laba beta & our odisa jhia.Jhainku bahusara dhanyabad Our odisa pua Laba betanku parichaya dei asraya deithibaru.Lord Jagannath bless to jhiara family
ଶୁଭ ମହା ଶିବରାତ୍ରୀ 🙏🙏
Every one Happy Shivratri ❤ Har har Mahadev🙏 ❤👍
🙏🏼🙏🏼
❤❤
Happy shivratri
MAHA SHIVRATRI RA ANEKA SUBHAKANANA🙏🏻
ଭଉଣୀ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍, ଭଗବାନ ତାଙ୍କୁ ସବୁ ବେଳେ ଭଲରେ ରଖିଥାନ୍ତୁ।🙏🙏🙏
ଆମ ଓଡିଆ ଭଉଣି ଜଣେ ତମକୁ ସାହାଯ୳ କଲେ ୟାଠୁ ଖୁସି ଆଉ କିଛି ଦରକାର ନାହିଁ👌🚩👍❤
ମୌସୁମୀ ମୁଁ ବୁବୁ ମାର୍କୋଣା . ଦେବ ସାର institution ସାଙ୍ଗ . ୟାର ତୋ ତେ କେତେ ଖୋଜୁଥିଲି ତୁ କେନିଆ ରେ . ଆରେ ବାଃ ସାଙ୍ଗ ତତେ 2008 ପାଖରୁ ଦେଖିନଥିଲି . ଲବ ଭାଇ channel ରେ ଦେଖି ଖୁସି ଲାଗିଲା . ତ ପୁଅ ବହୁତ ସୁନ୍ଦର ହେଇଛି ଲୋ😊
ଭାଇ ଆପଣ ମାନଙ୍କୁ ବିଶେଷ ଧନ୍ୟବାଦ୍ ଜଣାଉଛୁ
😅😇
Hii ମୁଁ ବି markona ରୁ କହୁଛି
ଆମେ ଯଦି ଅନ୍ୟକୁ ସମ୍ମାନ ଦେବା
ଯେଉଁ ଦେଶ କୁ ଗଲେ ଆମ କୁ ସମ୍ମାନ ମିଳିବ ଏ କଥା ଟି ଲବ ଠୁ ଶିଖିବା
ଧନ୍ୟବାଦ୍
ଜୟ ଜଗନ୍ନାଥ
ଭେଣେଇ ଆଉ ଭଉଣୀ କୁଁ ବହୁତ୍ ବହୁତ୍ ଧନ୍ୟବାଦ୍..... ଲବ ଭାଇ କୁ ଓଡ଼ିଶା ଖାଇବା ଖାଇବାକୁ ଦେଲେ.….ଘର ଲୋକ ଭଳି ରଖିଲେ... ଜୟ ଜଗନ୍ନାଥ
ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମହା ଶିବ ରାତ୍ରୀ ର ଅନେକ ଅନେକ ଶୁଭେଚ୍ଛା 🎉
ଶୁଭ ସନ୍ଧ୍ୟା ଆଫ୍ରିକା ରେ ଆମ ଓଡ଼ିଆ ଫେମେଲି ଏବଂ ସମସ୍ତ ଙ୍କୁ ମହାଶିବରାତ୍ରି ର ଅଭିନନ୍ଦନ,, BBSR ରୁ ହେମନ୍ତ ଭାଇ, ଧନ୍ୟବାଦ୍,❤❤❤❤❤❤❤❤❤❤❤❤❤❤❤❤❤
Thanks 👍❤️❤️
ଗୋଟେ ଦିନରେ ଦୁଇଟି ଭିଡିଓ , ଭାଇ ଦିଲସେ ଧନ୍ୟବାଦ୍ , ମୟୂରଭଞ୍ଜ ପଖାଳ ଜିନ୍ଦାବାଦ ❤❤❤
ସତରେ ବିଦେଶରେ ଯଦି କେହି ଜଣେ ନିଜ ଲୋକ ମିଳିଯାଏ ସେ ଖୁସିର ପରିମାପ କହିବା ଅସମ୍ଭବ. ଭାରି ଖୁସି ଲାଗୁଛି ଯେ ସେ ନିଜ ଭଉଣୀ ଭଳିଆ ଆମକୁ ଲାଗୁଛି. ଏ ହେଉଛି ଆମର ସଂସ୍କାର.
ଜୟ ଜଗନ୍ନାଥ 🙏
Lots of love from BALASORE ODISHA INDIA ❤❤❤
ଭାଇ ଆମ ଘର ପତିରାଜପୂର୍ ପାଖ ଗାଁ Alipur ମୁଁ ତମ ଭିଡ଼ିଓ ସବୁ ଦେଖେ ଭାଇ
ଦିଦି ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ତମକୁ ଡାକିଲେ
ମ ତରଫରୁ ଧନ୍ୟବାଦ୍ ଓ ଦିଦିଙ୍କୁ କହିବେ ଘରକୁ ହୋଲିରେ ଆସିଲେ ପତିରାଜ୍ ପୁର୍ ମେଳଣ ବୁଲିବାକୁ ଆସିବେ ମତେ ବହୁତ୍ ଭଲ ଲାଗିଲା ଏହି ଭିଡ଼ିଓ ଟି
Laba you are first adivasi world traveller -congratulation
ଆଫ୍ରିକା ରେ ଥିବା ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଶୁଭ ଶିବ ରାତ୍ରି
Moushumi DIDI Pai Like Please...👍👍👍
ମୁଁ ଖୁସି ହେଲି ମୋ ଭଉଣୀ କୁ ଦେଖିବାକୁ ପାଇଲି 🤗 ସେ ମୋ ଭଉଣୀ ରେ
Ta nija bhauni
ଆମ ଓଡ଼ିଆ ଭଉଣୀ କୁ ଧନ୍ୟବାଦ୍
ଲବ ଭାଇ ଆମ ଘର ଇଶ୍ଵରପୁର ଗ୍ରାମପଞ୍ଚାୟତର ଆଗତପୁର ଗ୍ରାମରେ ❤️❤️❤️ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ 🥰
ଲବ ଭାଈକୁ କିଏ ଭଲପାଅ like କର
ଭାଇ ରେ ଏ ଦିଦି ପୁରା ଆମ ଘର ପାଖାପାଖି ଲୋକ... ମାତ୍ର 3.5km ଦୁର... ଧନ୍ୟବାଦ
ବହୁତ ସୁନ୍ଦର ସ୍ଥାନ ଦେଖିବାକୁ ପାଇଲୁ। କେନିଆରେ ଓଡିଆ ପରିବାର ସହ ଦେଖା ହେଲା। ଖୁସି ଲାଗିଲା। ଧନ୍ୟବାଦ।
bahut badhia sister bbahut happy bhala lagila
ଭଉଣୀ ଙ୍କୁ ବୋହୁତ ବୋହୁତ ଧନ୍ୟ ବାଦ ନବ ଭାଈ ଙ୍କୁ ଘରକୁ ଡ଼ାକି ଥିବାରୁ ମୋର ହୁଦୟରୁ ଧନ୍ୟ ବାଦ ବୋହୁତ ଖୁସି ଲାଗିଲା
ଭଉଣୀ ଓ ଭାଇନାଙ୍କୁ ବହୁତ ବହୁତ ଧନ୍ୟବାଦ 👍👍👍ଏମିତି ଭଲ ଲୋକଙ୍କର help କର l ଭଗବାନ ଆପଣଙ୍କୁ ଭଲରେ ରଖି ଥାନ୍ତୁ l ଜୟ ଜଗନ୍ନାଥ 🙏🙏
ଭାଇ ତମେ ସବୁବେଳେ ଭିଡିଓ ଅଧାରୁ ନମସ୍କାର କରୁଛ ବହୁତ ଭଲ ଲାଗୁଛି ସତରେ .
ମହା ଶିବ ରାତ୍ରି ର ଶୁଭେଚ୍ଛା ଓ ଅଭିନନ୍ଦନ 😊😊
ବିଦେଶ ରେ ରହି ବି ଓଡ଼ିଆର ମର୍ଯ୍ୟଦା ରେ ରହିଛନ୍ତି ଦେଖି ଖୁସି ଲାଗିଲା...😊
ଶୁଭ ମହାଶିବରାତ୍ରୀ 🕉️🙏🔱🚩
Love from Bhadrak 💖👍
ହଁ ଲବ-ଭାଇ ମୁଁ ଏମିତି ଟାଇପ୍ ର ଭିଡ଼ିଓ ହିଁ ଚାହୁଁଥିଲି ମତେ ଏମିତି ଏଇ ଭଳି ଭିଡ଼ିଓ ହିଁ ଦରକାର। 😊 ଏନିମାଲ୍ ମାନଙ୍କୁ ଭିଡ଼ିଓ ଭିତରେ ଏମିତି କ୍ଯାପଚର୍ କରିଲେ ସିନା ଭିଡ଼ିଓ ଟି ଦେଖିବା ପାଇଁ ଭଲ ଲାଗିବ।
ବହୁତ ସୁନ୍ଦର ହେଇଛି ଭିଡିଓ
ହେ ଶିବ ଠାକୁର ଜଲ୍ଦି ଲବ ଭାଇ ର 1M subscriber ହେଇଯାନ୍ତୁ 🙏🙏
ଆମ ଗାଁ ଲୋକ ଆଫ୍ରିକା ରେ ଦେଖିକି ବହୁତ ଭଲ ଲାଗିଲା ❤❤❤❤❤
Aei didi ku like comment Barsha Kari dia jau Jay jagannath
Laba Bhai pai ek like❤👍
ବହୁତ ଖୁସି ର କଥା ଯୁଆଡେ ଗଲେ ଓଡିଶା ଲୋକ ....Jay jaganath
ମହା ଶିବରାତ୍ରି ଅଭିନନ୍ଦନ ବହୁତସୁନ୍ଦର ଭିଡିଓ ଲାଗୁଛି ଓଡିଶା ରେ ଅଛ କନ୍ଧମାଳ ରୁ ଧନ୍ୟବାଦ
ମହାଶିବରାତ୍ରୀ ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଲବ ଭାଇ ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
Labo mun patirajpur melana pakharu tama video dekhuchhi.bahut bhala lagila jahaki patirajpur melana bisaya re alochona Karu thila.. thank you.jai jagganatha 🙏🙏🙏🙏🙏❤️
Labababu, ବାସ୍ତବରେ ତମେ ମହାନ୍ ଭାଇ,, ଏମିତି ଏତେ ସବୁ ଜାଗାକୁ ଯିବା, ଏତେ ସବୁ ଲୋକମାନଙ୍କ ସହିତ ଖାପ ଖୁଆଇ ଚଳି ପାରିବା, ପରିସ୍ଥିତି ଓ ଜଳବାୟୁ ସହ ଖାପ ଖୁଆଇ ପାରିବା, ବିଭିନ୍ନ ଲୋକଙ୍କ ଓ ସାମାଜିକ ଚଳଣିରେ ଓ ଭାଷା ବିନିମୟ କରି ପାରିବା ଯେଉଁ ଅଭିଜ୍ଞତା, ଆହୁରି ଅନେକ କିଛି ସବୁକୁ ପାଥେୟ କରି ଭ୍ରମଣ କରି ବହୁ କିଛି ଅନୁଭବ ଓ ଅଭିଜ୍ଞତାକୁ ଜଣାଉ ଥିବାରୁ ମୋ ତରଫରୁ ଅନେକ ଅନେକ ଧନ୍ୟବାଦ୍ ଓ ଶୁଭକାମନା,,,ଜୟ ଜଗନ୍ନାଥ,,,
ବହୁତ ଖୁସି ଲାଗିଲା ଆଫ୍ରିକା ରେ ରହି ଓଡିଆ ଚଳନି
ଲବ ଭାଈ happy sibararti ❤❤❤ ହର ହର ମହାଦେବ 🙏🙏🙏
ଲବ ବ୍ରୋ 🙏, ଯା ହଉ ମୌସୁମୀ ସିଷ୍ଟର ଙ୍କର ବ୍ୟବହାର ଆଉ କଥାବାର୍ତ୍ତା ବହୁତ ଭଲ, ଆଫ୍ରିକା ରେ ରହି ବି ହିନ୍ଦୁ ମାନେ ମନ୍ଦିର ନିର୍ମାଣ କରେଇ ପୂଜା ପାର୍ବଣ କରୁଛନ୍ତି ଆଉ ଆମ ପରମ୍ପରା କୁ ବଜାୟ ରଖିଥିବାରୁ ବହୁତ ବହୁତ ଧନ୍ୟବାଦ 🙏ଜୟ ଶ୍ରୀରାମ 🚩🙏
ମୁଁ ଚରମ୍ପା ରୁ କହୁଛି ପ୍ରଭାତ ତୁମ ଭିଡିଓ ସବୁବେଳେ ଦେଖେ very nice video 👍❣️
ମହା ଶିବରାତ୍ରୀ ଉପଲକଷେ ସମସ୍ତ ଙ୍କୁ ଅଭିନନ୍ଦନ 🙏🏻🙏🏻🙏🏻🙏🏻🙏🏻
Jaha hau bhai toma ku amo odia loka milijauchanti amiti akaa rahiba au sanga rea kiea rahilea bhala lage seamiti odia loka miliea bahuta khusi laguthiba❤
ଆମୋ,, ଓଡ଼ିଶା ନନ୍ଦନ କାନନ୍ ପୋରି ହି ସୁନ୍ଦର୍ ଦିସୁଛି ଭାଇ🎉🎉🎉❤❤
ଲବ ଭାଇ ଆମ ଘର ଭଦ୍ରକ ଅଡା ପାଖରେ ବହୁତ୍ ସୁନ୍ଦର ଭିଡିଓ ❤❤
Ada re kauthi
ଲବ ଭାଇ ଏବଂ ଭଉଣୀ ଙ୍କୁ ବହୁତ ବହୁତ ଧନ୍ୟବାଦ 👌👌👌👌👌💐💐💐💐💐💐
ଆମର ଓଡ଼ିଆ ଭାରି ବଢ଼ିଆ।
ବହୁତ ସୁନ୍ଦର ଭିଡ଼ିଓ ସବୁ ଆପଣଙ୍କର... ମୁଁ ସବୁବେଳେ ଦେଖେ... 👌👌👌
Odisha no1 blogger Hansda.bhai..❤
ବହୁତ ଭଲ ଲାଗୁଛି ତୁମ ଭିଡିଓ ଦେଖିଲେ ବହୁତ ଖୁସି ଲାଗିଲା ଭାଇ ଜୟ ଜଗନ୍ନାଥ
ଲବ ଭାଇ ତୋମେ ଏଇ video ରେ ବହୁତ୍ ସୁନ୍ଦର ଆଉ ହିରୋ ପରି ଦିଶୁଛି
ଭଉଣୀ କୁ ବହୁତ ବହୁତ ଧନ୍ୟବାଦ
ଲବ ଭାଇ ବହୁତ ଭଲ ଲାଗିଲା ଆଗକୁ ଏମିତି ଭିଡିଓ ସେୟାର କରନ୍ତୁ ଓମ୍ ନମଃ ଶିବାୟ ❤❤❤❤❤
Didinku ama tarapharu bahuta bahuta bhala paiba ❤❤❤❤❤
ଲଭ ଫର୍ମ ପୁରୀ 🥰🥰।।। ଜୟ ଜଗନ୍ନାଥ ଭାଇ 🥰
Didi ku bahut bahut thanks
Tumur help kori thibaru samasta loko emiti heba dorkar.
ଭିଡିଓ ବହୁତ ସୁନ୍ଦର ଲାଗିଲା,ଜୟ ଜଗନ୍ନାଥ,
Khaiba bahut tasty dekhajauchi.... Video bi bahut sunder heichi ❤🎉
Bhaun niku bahut bahut dhyanabad help karuthibaru . Au Happy shiba ratri madya ❤
Bohutsundar vdo
Maha sibaratei Laba beta & our odisa jhia.Jhainku bahusara dhanyabad Our odisa pua Laba betanku parichaya dei asraya deithibaru.Lord Jagannath bless to jhiara family
Tq
Bahut badiya heichi
ବହୁତ ବଢିଆ ଭାଇ
Happy to see Mausumi far from here..wahh our odisha dishes 😊😊
Hello Bhai...Didi ମୁଁ ଅଡା ପାଖ ଅନ୍ତରା ଗାଁ ରୁ ଦେଖୁଛି... ଆଉ ଇଶ୍ୱରର୍ପୂର୍ ମୁଁ ପିଉସୀ ଘର.....love u bhai❤
Thank you bhauni odisha ru bahut dur re rahi aam Sanskar ku bajayi rakhithibaru
ହର୍ ହର୍ ମହାଦେବ
ଯେଉଁମାନେ ମହାଦେବଙ୍କ ଭକ୍ତ like କର !
ବହୁତ ଭଲ ଲାଗିଲା ❤❤❤
ଲବ ଭାଇ ❤❤❤Love from କେନ୍ଦ୍ରାପଡ଼ା
ଭାଇ ଭିଡିଓ ଦେଖିକି ବୋହୁତ ଭଲ ଲାଗିଲା ଏମିତି ଆଗକୁ ବଢ଼ିଚାଲ I Musi you
Bhai didi nku dhanyabada
Bahut khusi. ra katha,odisa bhauni Jane mili gale
Shubha Shiv Ratri. Jay Jagannath Jay Odisha bhala jinisa guda dekheilo laba Bhai good job ❤❤❤❤❤
Very nice place
ଜୟ ଜଗନ୍ନାଥ ଭାଇ ଭିଡିଓ ବୋହୁତ ଭଲ ଲାଗିଲା
ଭଉଣୀ ଙ୍କୁ ମୋର ହୃଦୟରୁ ଧନ୍ୟବାଦ
Bhai ete dino pore apananka muho re khusi dekha jauchhi
Nice Shearing 👌 ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ବାଲେଶ୍ଵର ଦେଖୁଛି
ଯେଉଁଠି ଥିଲେବି ନିଜ ମାତୃଭାଷାକୁ କେବେବି ଭୁଲିବ ନାହିଁ 🙏🙏
I really enjoyed this vlog and appreciate you so much, inspiring , thanks
ଶୁଭ ମହାଶିବରାତ୍ରି
ଧନ୍ୟବଦ୍ ଲବ ଭାଇ ତମେ ଆମ ପତିରଜପୂର୍ ହୋଲି ମେଲଣ ବିଷୟ ଏତେ କିଛି କହିବାରୁ ମୋ ଘର ପଟିରଜପୂର୍ ବାଲେଶ୍ଵର jay ଜଗନ୍ନାଥ .....
ଭଉଣୀ ଆଉ ତାଙ୍କ ପରିବାର କୁ ଭଗବାନ ମଙ୍ଗଳ କରନ୍ତୁଁ...
ଓଡିଆ ଭଉଣିଙ୍କ ସାଙ୍ଗରେ ଦେଖାହେଳା ବହୁତ ଭଲଳାଗିଲା
Very nice brother ❤😘
Thanks Odia family members for help Laba Bhae,saw waterfall at keniya
24:46 ଏଇ ଭାଇ ଜଣକ କି ଜବ୍ କରୁଛନ୍ତି ତାଙ୍କୁ ପଚାର ସୁଣିକି ଆମକୁ ଟିକିଏ ଭଲ ଲାଗିବ 🙂
Odi family and laba Bhainku bahut bahut dhanyabad .
Bahut Sundar ❤❤❤❤
ଲବ ଭାଇ ଭିଡିଓ ବହୁତ୍ ଭଲ ଲାଗିଲା
ଭାଇ ମ ଘର ଅଡା ଇସର ପୁରୁ ମୁଁ ବହୁତୁ ଖୁଶି ଆମ ଗାଁ ନାମ ତୁମେ ତୁମ ମୁଁହ ରେ ଧରି ଲେ
Very Nice Vlog 👌😊
ସୋରୋ ଭାଇ କେମିତି କେନିୟା ରେ ଯାଇ job kale tike pachari ବୁଝିବା ଲବ ଭାଇ
ଭିଡ଼ିଓ ଦେଖି ବହୁତ ସୁନ୍ଦର ଲାଗିଲା l
Lover bhai namaskar, Mahashivratri Radhika Radhika Abhinandan
Thanks didi laba bhaiku help karithibaru you are verry proud fully God bless you Jay jagantha
ଲବ ଭାଇ ଏବଂ କେନିୟା ରେ ରହୁଥିବା ଭଉଣୀକୁ ବହୁତ ବହୁତ ଧନ୍ୟବାଦ
ମହା ଶିବରାତ୍ରୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏🙏🙏🙏🙏🙏🙏🙏🙏
ଶୁଭ ଶିବରାତ୍ରୀ ଲବଭାଇ। ବାରିପଦା
ବହୁତ ସୁନ୍ଦର ଭାଇନା ଆପଣଙ୍କ ସବୁ ଭିଡ଼ିଓ ଦେଖୁଛି ❤❤❤