ଆଉ ଯେତେ ଭାଷା ପାରୁଚ ଶିଖ, ନିଜ ମାତୃଭାଷା ମହତ ରଖ || Maganna Oligi
HTML-код
- Опубликовано: 3 фев 2025
- ଆଉ ଯେତେ ଭାଷା ପାରୁଚ ଶିଖ, ନିଜ ମାତୃଭାଷା ମହତ ରଖ
#MagannaOligi #MagannaComedy #SocioPoliticalSatire #PrameyaNews7
#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews...
RUclips: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha: • Nua Jibana Nua Asha | ...
ଶୁଣ...ଶୁଣ...ଶୁଣ: • Video
Explore Odisha: • Explore Odisha
Breakfast Odisha: • Breakfast Odisha News7
Maganna Oligi • Video
Biswas Abiswas Andhabiswas: • Biswas Abiswas Andhabi...
Digital Special Stories: • Digital Special Stories
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Face To Face: • Face To Face
Mam ଠିକ୍ କହିଛନ୍ତି, Research ପାଇଁ heu, transport ପାଇଁ heu, communication ପାଇଁ heu, Treading ପାଇଁ heu, ବିଭିନ୍ନ ପ୍ରକାର ଭାଷା ଶିଖିବା ଉଚିତ,, କିନ୍ତୁ ନିଜ ମାତୃ ଭାଷା କୁ ସର୍ବଦା ଉଚ୍ଚ ସ୍ତର ରେ ରଖିବା ଆବଶ୍ୟକ,, ବନ୍ଦେ ଉତ୍କଳ ଜନନୀ 🙏
ଆମେ ଓଡ଼ିଆ ଆମ ଭାଷା ବଢିଆ 🥰
ଯେତେ ସବୁ ଓଡ଼ିଆ ଚାକିରି କରିଛନ୍ତି ସେମାନେ ଆମ ଓଡ଼ିଆ ଭାଷା କୁ ପୁରା ଛାଡ଼ି ଦେଇଛନ୍ତି ଶଲେ
Apana bhul kahile..Loko jouthi chakiri karanti sethi adhika Loko jaha bujhanti sei bhasa kuhajae..Han apana sei pua/jhia mananku kahiparibe a katha jou Mane English/Hindi speaking ku sign of modernity bujhanti..apana b dekhithibe amiti pila nku 😀
ଆବେ ପାଗଳ ତୁ ଆଗ କହ ସେ କଣ ଭୁଲ କହିଲେ.... ତମ ଭଳିଆ ଲୋକଙ୍କୁ ବାଳରେ ବାନ୍ଧି ନାଳରେ ଫୋପାଡି ଦେବା ଦରକାର 😡
Magana ra fusa kundei heuchhi
ତୁ ଶଳା ବେଶୀ ତେଲ ମାର କଥା କହୁଚୁ ସେ କଣ ଏମିତି କହିଲେ ତୁ ତାଙ୍କୁ ଏମିତି କହୁଛୁ
Se Magana ra Fusa golo golo dakuchhi
ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ । ଆମ ଭାଷା ଓଡ଼ିଆ ଆମ ମାଟି ଓଡ଼ିଆ ଆମେ ସବୁ ଓଡ଼ିଶା ବାସି ଭାରି ବଢିଆ ।
ଗର୍ବ କରୁଛି କି ମୁଁ ଜଣେ ଓଡିଆ , ଦ୍ରୌପଦୀ ମୂର୍ମ ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏
ଆମେ ଓଡ଼ିଆ ଆମ ଭାଷା ବଢିଆ
❤️ ଅମ ଓଡ଼ିଆ ଭାରି ବଢିଆ ❤️
🙏 ଜୟ ଜଗନ୍ନାଥ 🙏
ଭୁଲ କିଛ କଈନାଈ
She is looking very confident now, wishing you all the best mam🙏🙏💝💝
ସିଏ କଣ ଭୁଲ୍ କହିଛନ୍ତି ଯେ ତୁମେ ତାଙ୍କୁ ଏମିତି ଥଟ୍ଟା କରୁଚ ଆଗ ନିଜେ ଠିକ୍ ରେ ଭାଷା ପ୍ରୟୋଗ କର ନାନୀ,ମଣି ଏସବୁ କଣ ସିଏ ଆମ ରାଷ୍ଟ୍ରପତି ଆଗ ବ୍ୟବହାର ଠିକ୍ କରି କଥା କୁହ 🙏🙏
ଠିକ୍ କହିଛ ସାର୍
ହଁ..ଭାଇ.. ଖାଲି କଣ ସେତିକି..ଇଏ ଯେଉଁ ଭଳିଆ ଆକ୍ଷେପ କରି 😡କହୁଛି..ଯିଏ ବି ଭାବିବ ଯେ..ଦ୍ରୈପଦୀ ମୂର୍ମୁ କଣ ଭୁଲ କଥା କହି ଦେଇଥିବେ ।କିନ୍ତୁ ଦ୍ରୈପଦୀ ମୂର୍ମୁ ଭଲ କାମ କରିଛନ୍ତି 😌।
ମାଗିହା ନନା
କିଛି ତ ଖରାପ୍ କହି ନାହାନ୍ତି ଏ ଶଳା ଟା kn ଦେଖାଉ ଥିଲା kn ସୁଣାଉ ଥିଲା ବୁଝି ପାରୁନି
Baya baba siye
Tote news channel re jaga dela ki be sola haram kur baba
I am proud of Odisha
President Murmu Mam 😘♥️🙏
ଆଗ ତୋ ଭାଷା ଠିକ୍ କର ତା ପରେ ଶଳା କହିବୁ 😂 👊ତୁ କି ବାଳ ବେ ?
କାହା କୁ ଗାଳି କରୁ ଛୁ କି
@@sanukumar3422 ତୁ କଣ ଜାଣି ପାରୁନୁ
I can't express my emotions and feel.jai hind 🇮🇳🇮🇳🇮🇳🇮🇳🇮🇳🙏🏾🙏🏾🙏🏾
Pua Odia re kaha ...kn kahile e video re bhuji pariluni ki ......
@@kanhajena4780 🙄
@@kanhajena4780 Tame bodhe bujhi parilani pua....jadi odia ku ete sanman daucha taha hele... video ku English re kn pain lekhicha...taku bi odia re lekhilani...puni mote kahucha..... mu to khali English re lekhichi kintu tame odia English lekhicha.....Radhe Radhe 🙏🏾🙏🏾🙏🏾🙏🏾
khub sundar 🙏🙏🙏🙏
ଜୟ ଜଗନ୍ନାଥ.
ମୁଁ ଓଡ଼ିଆ. ମୋ ଭାଷା ବଢ଼ିଆ.
ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲାରେ ଟେକି ତୋ ମଥା । ନୀତି ମନେ ମନେ ଗୁଣି ହେଉଥା ପୂର୍ବ ପୁରୁଷଙ୍କ କଥା ।🙏
ଜୟ ଓଡିଶା.. ଜୟ ମାତୃଭାଷା
ବନ୍ଦେ ଉତ୍କଳ ଜନନୀ
ନୋନା ତୁମେ ଭଗୋବାନଙ୍କ ପୂଜାରେ
ମନଦିଅ videoରେ knଅଛି
.._____..ମନ୍ତ୍ର ଭୁଲି ଯିବେ.......😁😁😁😁😁😁😁😁
President nku Draupadi ma'am na daki 'Mahamahima' boli dakantu...Se heuchhanti aama rashtrapati...Mahamahima' rashtrapati Draupadi murmu.🙏🏻🙏🏻
Bahut sundar kahuchanti 🙏🏻.
Criticise kana pain karucha 😡
Pagal Buddha ku Pagal KUKURA kamudi chhi
Bjd tv boli !😜
😁✔️✔️
ସବୁ ରାଜ୍ୟ ରେ ତ ପିଲାମାନେ ତାଙ୍କ ମାତୃଭାଷା ରେ ପରିକ୍ଷା ଦେଉଛନ୍ତି। ଆଉ ଆମ ଓଡ଼ିଶା ରେ କ'ଣ ପାଇଁ ଲାଗୁ କରିପାରୁନ କୁହ?
Ame odia bhari bodhia ❤️🇮🇳🎊
Apki bath ye nasamgh log kya batayenge apko mere tarafse koti naman
ଆଗ ନିଜ କହିବା ଶୈଳୀ ଠିକ୍ କରି କୁହ
ଜୟ ଜଗନ୍ନାଥ 🙏🏽
ଜୟ ଜଗନ୍ନାଥ
ଜନନୀ ଜନ୍ମଭୂମି ଶ୍ଚ ସ୍ବର୍ଗାଦପି ଗରୀୟସୀ
Great mam....🇮🇳🙏🧞
Ama rastrapati au am odia bhaibhauni mananku mora koti koti pranam 🙏🌹🙏
Thik katha kahichhanti thanks mam
Jay jagannath
Odia sabuthu badhhiaa
Nice didi
Best
Right mam
Drapati mam odia nku sabuthu bhala pae
A loka ra kahibar saili mate negative pari laguchi...but madam ta bahut bhl speech dele
🙏🙏🙏🙏🙏🙏
Proud of odisha mam ji🙏
Great Draupadi murmu
great speech mam 🙏
✔️
Jay hind 🇮🇳 Jay Jagannath 🙏🙏🙏
Best posting for Odias.
Right
ଜୟ ଜଗନ୍ନାଥ🙏👍
ଆମେ ସମ୍ବଲପୁରୀ ଆ ଅମର ସମ୍ବଲପୁରୀ ଅମର ଭାଷା
JAI Hind...... Proud of Odisha Droupadi MEM...
Very good mam I really
🙏💐🙏💐🙏
Amar bhasa sambalpuri ame sambalpuria , jai koshal jai maa samalei , jai jagannath baba
Mora bi bhasa berhampuri...aame berhampuria...kintu aame ଛାତିରେ ହାତ ରଖି ଗର୍ବରେ କହିବୁ
jaya berhampuria,jaya katakia, jaya baleswaria, jaya sambalapuria, jaya kalahandia, jaya koraputia, sabu jilla ra jaya.......Jaya odisha Jaya odia...jaya bharata mata
@@pdlite4101 Jai koshal , Jai maa samalei , Jai mahakal
@@hrxtalent4543 jaya maa samalei Jaya mahakal Jaya Sri ram Jaya jagannatha 🙏🏻🙏🏻
@@pdlite4101 Jai jagannath maha prabhu
Odia proud to be an odia
ମୁଁ ଓଡ଼ିଆ ବୋଲି ଗର୍ବ ଅନୁଭବ କରେ
I proud Odisha Jai Hind 🙏
Mam is great
Jay hind jay bharat 🙏
ଜୟଶ୍ରୀ ଜଗନ୍ନାଥ
Vary good didi
Thanks mam
ruclips.net/video/1FxJJ08BbEs/видео.html
ନିଜ ମାତୃଭାଷାକୁ ଭଲପାଉଥିଲେ ଭିଡିଓ ଟିକୁ ଦେଖନ୍ତୁ
Respect
ମେଣ୍ଢା ଗିହାଁ ଯୋଦି ଦେଖିନ ଏ ଗୁଡା ଗେହିଁ ବୁଢା କୁ ଦେଖୋ 😁
Jay Bharat Jay Odisha
🇮🇳
Jay Johar
She is not ODIA, she is SANTALI ❤️
ଭାଇ ଆପଣ ବି ଜାତି ଧର୍ମ କୁ ବିଶ୍ୱାସ କରୁଛ
@@pradoshkumar7833 he is only talking about her style of speaking is like santani.. we all r odia💙
@@manasmitajayasingh5311 ଠିକ କହିଲେ ଭଉଣୀ
Tahale Jadi jati dharma nahi government job re cetragory uthei diyo dekhi results ki hauchhi general na st
Au tame converted Christian kintu qouta re job paila wala @sangram
Jai Jagannath ⭕❗⭕
🙏🙏🙏🇮🇳🇮🇳🇮🇳🙏🙏🙏👌👌👌
Bhala ta kahile
Jay jagannath 🙏
Madam ସବୁ ଠିକ୍ କହିଛନ୍ତି, ଆମେ କାହା ସହ କଥା ବା ମନର ଭାବକୁ ଆଦାନ ପ୍ରଦାନ କରିବା ସମୟରେ ଭାଷାର ଉଚ୍ଚାରଣ ବା କହିବା ଢଙ୍ଗ ଦେଖିବା ଉଚିତ୍ ନୁହେଁ... ଯିଏ ଶ୍ରତା ସିଏ କେମିତି ବୁଝିବ ସେ ଉପରେ ଧ୍ୟାନ ଦେବା ଆବଶ୍ୟକ! ନା ଆପଣଙ୍କ ଭଳି କାହାକୁ ଅପମାନିତ କରିବା😳
ହଁ ଭାଇ ୦ିକ୍ କହୁଛ ତୁମେ....
Maam thik achhanti
Jay🙏 Jagannath
ଭଲ ଲାଗିଲା droupadi madam
👌🏾👌🏾👌🏾
right mam
Good video
Super
Jay bhim Jay bharat Jay hind 🙏🙏🙏
Right
I love you Odisha
Jay Jagannath 🙏
Alekha mahima sarana
Wow
Good
Seta thik kahi6anti. Draupadi murmu heu6anti ama desara ebam basically ama Odisha ra garba auu gauraba
Right
Jai Hind
🙏🙏🙏👌🏿👌🏿👌🏿Jay Jay jagannath
Kichi khorapo to kohinahanti. Tomoro problem Kouthi rohila???
ସତକଥା
କେତେ ଲୋକ ଅଛନ୍ତି ବେସୀ ଇଂଲିଶ ଚୁବାଉଛନ୍ତି
Santal proud of you
Respect Indian President
Jay koshal
Hi mgiha ta Kai chhodihauchhu kia kn kahila sabu goda jhikibaku achha sabu murum mam is great proud of India
😍
କିଏ ବେ ତୁ କଣ କହୁଛୁ ନାରୀ କୁ ସମ୍ମାନ ଦେବେ comediy କଣ କରୁଛୁ
ଏଇଟା ସମସ୍ତଙ୍କ ସହ ଏମିତି କରୁଛି
❤️❤️❤️
👍🏻👍🏻👍🏻👍🏻👍🏻
ନବୀନ ଶଳା କୁ ଶୋଦୁନୁ fuse କରୁନୁ, ସେ ତ ଓଡ଼ିଆ କହି ପାରୁନି । ଓଡ଼ିଶା କହିଲେ ଜାଣିଚି ଖାଲି ଭୁବନେଶ୍ୱର ଆଉ କଟକ । ନାଇଁ, ତାର କିଛି ଛୋଡ଼ି ପାରିବନି ଶଳା news 7 । ଲାଜ ଲାଗୁନି, ଦେଶ ତ ଓଡ଼ିଆ ଲୋକଙ୍କୁ ରେ ରାଷ୍ଟ୍ରପତି କରି ସମ୍ମାନ ଜଣାଇଲା ଆଉ ତମେ ତାଙ୍କୁ ନାନୀ ଡାକି କେତେ ସମ୍ମାନ ଜଣା ଉଚ ଠିକ୍ ଜଣା ପଡ଼ିଲା । ରଖ ବେ ତୋର ସେ କୁହାଲିଆ ପାଟି । ଟାଉଟର
ସାରା ଭାରତରେ ଏମିତି କୋଉ ମୁଖ୍ୟମନ୍ତ୍ରୀ ଅଛି, ଯିଏ ନିଜ ରାଇଜ ମାତୃ ଭାଷା ଜାଣିନି ଟିକେ କହିଲ ? ନବୀନ କୁ ଲାଜ ନାହିଁ ଏକ ନମ୍ବର ମୁଖ୍ୟମନ୍ତ୍ରୀ ପୁରସ୍କାର ନେଲା ବେଳେ ସେ ଭାବିବା କଥା, ମୁଁ ତ ଓଡ଼ିଆ ଜାଣିନି କି କିଛି କରିନି, ଯାହା କରୁଛି ମୋ ଜିଗୋଲା ସାଙ୍ଗ ପାଣ୍ଡିଆ କରୁଛି, ଏ ପୁରସ୍କାର ମତେ କଣ ପାଇଁ ଦେଉଛନ୍ତି ? ଆଲଜ୍ୟା ମୁହଁରେ ଆଣ୍ଠୁ ଏ ପାଣି । ଛି
ruclips.net/video/1FxJJ08BbEs/видео.html
ନିଜ ମାତୃଭାଷାକୁ ଭଲପାଉଥିଲେ ଭିଡିଓ ଟିକୁ ଦେଖନ୍ତୁ
Achha tu hii kaha nabin sir jadi odia jani nahanti ta kemiti sashana kajya chalau chhanti,kemiti 1 no cm prize pau chhanti, se jane Anglo Indian so amiti hau6i baki se odia kahu6nti sethi pai ame garbita...
ଆମ ବାପା ମାଆ ପାଠ ପଢ଼ି ନାହାନ୍ତି । ତଥାପି ଆଜି କାଲିର ସମୟ ଯୁଗକୁ ନେଇ ସେମାନେ ନିଜ ନିଜ ଛୁଆକୁ କଷ୍ଟ କରି ପାଠ ଦୁଇ ଅକ୍ଷର ପଢ଼ାଉଛନ୍ତି କି ନାହିଁ । ଜଣେ ଚାହିଁଲେ କଣ ଓଡ଼ିଆ ଶିଖି ପାରିବ ନାହିଁ ? ସେ ଯେତିକି ବର୍ଷ ଶାସନ କଲେଣି, ଛୁଆ ଜନ୍ମ ହେଇ ଓଡ଼ିଆ ରେ ପିଜି କରି ସାରିଲେଣି । ତଥାପି ହେଲାନି । ଶାସନ କଳକୁ ଠିକ୍ ରେ ପରିଚାଳନା କରି ବା ପାଇଁ ମାତୃଭାଷା କହିବା ଆଉ ବୁଝିବା ଆବଶ୍ୟକ । ନବୀନ ବାବୁ ଏଇ ଦୁଇଟା ଭିତରୁ କେଉଁ ଗୋଟେ ଗୁଣରେ ଗରୀୟାନ କୁହନ୍ତୁ ତ ? ନା ସେ ଓଡ଼ିଆ ବୁଝି ପାରନ୍ତି, ନା କହି ପାରନ୍ତି । ସାମ୍ନା ଲେଖାକୁ ଦେଖି ଦେଖି ପଢନ୍ତି । ବାକି ରହିଲା ଓଡ଼ିଶା ଶାସନ କରିବା କଥା । ଲୋକେ ମାଗଣା ଖାଇ ଖାଇ ଖାଲି ଶଙ୍ଖ ଚକ୍ର ରେ ଜୀବନ ବନ୍ଧା ପକେଇ ସାରିଲେଣି । ଆଜି ବନ୍ୟା ବାତ୍ୟା ପାଇଁ କାହିକି ନେତା ମନ୍ତ୍ରୀ କୁ ଖୋଜୁଚ, କାହିଁକି ପ୍ରଶାସନ ପହଞ୍ଚିନି ବୋଲି ଗାଳି କରୁଛ ? ଓଡ଼ିଶା ରେ କିଏ ଶାସନ କରୁଛି, ୫ଟି ବାବସ୍ଥା ରେ ଗଣତନ୍ତ୍ରକୁ କେମିତି ରାଜତନ୍ତ୍ର ରେ ପରିଣତ କରାଯାଏ, ସେ କଥା କେବଳ ସେଇ ହିଁ ଜାଣନ୍ତି । ମାଗଣା ଖାଇ ଖାଇ ଓଡ଼ିଆ ଲୋକ ଏତେ ଅଭ୍ୟସ୍ତ ହେଇ ଗଲେଣି ଯେ ସବୁ କଥାରେ ଖାଲି ସୁବିଧା ର ବାଟ ଖୋଜୁଛନ୍ତି । ଥରେ ଆଖି ଖୋଲ ଆଉ ଦେଖ, ସାମ୍ନାରେ କଣ ଅଛି । ଓଡ଼ିଶା କୁ ଜଗନ୍ନାଥ ଭରଷା । 🙏
ଗୋଟିଏ letter asiba ତମ Tv channel ସବୁଦିନ ପାଇଁ ବନ୍ଦ ହେଇଯିବ ରଙ୍ଗ ଆଉ ଦେଖାଅନି.
😁😁
Madam nka matrubhasa Alchiki bhuligole ki???