ମୋହନ ମାଝୀଙ୍କୁ ପାଣ୍ଡିଆନ ଚାଲେଞ୍ଜ ! mohan majhi | shankar mada | khati

Поделиться
HTML-код
  • Опубликовано: 12 июн 2024
  • ମୋହନ ମାଝୀଙ୍କୁ ପାଣ୍ଡିଆନ ଚାଲେଞ୍ଜ ! mohan majhi | shankar mada | khati
    #bjd #odisha #mohanmajhi #bjp #laxmibus #naveenpatnaik #vkpandian #shankaromsharan #shankarmada #odianews

Комментарии • 1,1 тыс.

  • @Mr24811
    @Mr24811 Месяц назад +216

    ଭାଇ ତୁମେ ଯାହାକହୁଛ କୁହ ମୁଁ ଆଜକୁ ୩ ମାସ ପୂର୍ବ ରୁ କରିଆସୁଛି ବିଜେପି ଓଡ଼ିଶା ରେ ସରକାର କରିବା ପାଇଁ ବିକଳ କ'ଣ ପାଇଁ ହେଉଥିଲା, ଆମ ଓଡ଼ିଶା ର ଖଣି, ପାଣି, ଜଙ୍ଗଲ, ଜମି , ଉପରେ ମୋଦୀ ର ଆଖି , ସେଥିପାଇଁ ସାରା ଭାରତ ବର୍ଷ ର ମୁଖ୍ୟମନ୍ତ୍ରୀ ମାନଂକୁ ଆଣି ମିଛ ପଚାର କରୁଥିଲା ❤ you ଓଡ଼ିଶା ???

    • @YOBOY08
      @YOBOY08 Месяц назад +18

      ଭାଇ ତମେ ଏଇଠି ଯାହା ଯାହା ଲେଖିଛ ମୁଁ ମୋ ବଡ଼ ଭାଇ ସହିତ ଏଇ ସବୁ କଥା Discussion କରୁଥିଲି ବିଜେପି ସରକାର ନ ଆସିବା ପୂର୍ବରୁ ମୋ ମନ ରେ ଵି ବହୁତ ସମୟରେ ରେ ଉଙ୍କି ମାରେ ମୋଦୀ କଣ ପାଇଁ ଓଡିଶା ରେ ବିଜେପି ସରକାର ଆଣିବାକୁ ଚାହୁଁଛି ଇଲେକ୍ସନ ଆସିଲେ ଓଡିଶା ଆସିକି ଲୋକ ଙ୍କ ଗୋଡ଼ ହାତ ଧରିଦଉଛି ତାପରେ ଜାଣିଲି ଯେ ଆମ ଓଡିଶା ରେ ଲୁହାପଥର ଖଣି, ବକ୍ସସାଇଟ ଖଣି ବିଜେପି ସରକାର ଆସିଲେ ଏଇ ସବୁକୁ ବିକି ବାକୁ ତାଙ୍କୁ ସୁବିଧା ହବ 🥲

    • @upendrapadhanofficial5789
      @upendrapadhanofficial5789 Месяц назад +4

      Puri Jagannath mandir ra chari dwara close karithiba pandian kana Odia Culture pain thik thila.....Answar😂😂😂

    • @trinathdora7785
      @trinathdora7785 Месяц назад +4

      100 persent correct.

    • @ganesh.com1856
      @ganesh.com1856 Месяц назад

      @@upendrapadhanofficial5789 eabe chari dwara khuli dei kn ta bada kama karidela.....tu jaiki chari duare pakhare su..tate kichi miliba bjd tate deinathila na eabe bjp daba 10 kg gold

    • @sumitrabiswal9644
      @sumitrabiswal9644 Месяц назад +6

      U r right, adani sabu nei jiba

  • @reetap4008
    @reetap4008 Месяц назад +25

    ଧିକ୍ ଧୀକ୍ ରେ ଓଡ଼ିଆ ହୀରା କିଏ ପଥର କିଏ ଚିହ୍ନି ପାରିଲନି ,ସବୁ ଖାଇଯିବେ ମୋଦୀ ରାକ୍ଷସ 😡😡

  • @PrahalladNayak-wn7sm
    @PrahalladNayak-wn7sm Месяц назад +29

    ଆରେ ଭାଇ ଏ ଅପ୍ରିୟ ସତ୍ୟ କଥା କହିବାରୁ ମୋର ଗୋଟିଏ ଭଲ ସାଙ୍ଗ ମୋ ସହିତ କଥା ହେଉନାହିଁ.

    • @s.mohapatra-i1k
      @s.mohapatra-i1k 29 дней назад +5

      ଭଲ କଥା ତୁମେ କଥା ହୁଅ ନାହିଁ ତାକୁ ଅନ୍ଧ ଭକ୍ତ କୁହାଯାଏ

    • @diptiranjandas7611
      @diptiranjandas7611 2 дня назад

      Jjkjjjijjjjkjjjjjjjjjjjjjjjjjjjjjjjjjjjkjjjkjjjjjjkjkjjkjjjjjjkjjijkjjjjjkjjjjjjjkjjjkjjjjjjjjjjjkjjjkkjjjjjjjjijjjjjjkjjjijkjjijjjjjjijjjjjjjjjjjjjkjijjjjjjjjjjkkjjjjjjjjkjjjijjikjjjjjjjjjijkjjjjjjjkjj jjejjtj​@@s.mohapatra-i1k

    • @diptiranjandas7611
      @diptiranjandas7611 2 дня назад

      ​@@s.mohapatra-i1kjjjjjjjj

    • @diptiranjandas7611
      @diptiranjandas7611 2 дня назад

      ​Jjjjjj@@s.mohapatra-i1k

  • @kadambinibiswal7331
    @kadambinibiswal7331 Месяц назад +64

    Nabin pattanayak, and VK Pandian ଙ୍କୁ ହଟେଇ ମୋଦି ରତ୍ନ ଭଣ୍ଡାର ଆଉ ଖଣି ଆଦାନୀ କୁ ଦବା ପାଇଁ। ମଣିପୁର ଗୋଟେ ବର୍ଷ ହେଲା ଜଳୁଛି। Aparajita Sarangi, modi Saha କାହାରିକୁ dekhajaini। Pandian Nabinji ବହୁତ ଶାନ୍ତିରେ ଓଡ଼ିଶା କୁ ରଖିଥିଲେ। ଏମାନେ ଏଠି ଦଙ୍ଗା କରେଇ କି ଖଣି ଲୁଟିବେ

  • @srikrishna12311
    @srikrishna12311 Месяц назад +94

    ମୋଦି ସରକାର ଓଡିଶା କୁ ଲୁଟିବା ପୂର୍ବରୁ 199 ଥର ଭାବିବ।କାହିଁକି ନା one man army ଓଡିଶା ର ବାଦସାହା ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ ବଂଚିଛନ୍ତି।

  • @pappy669
    @pappy669 Месяц назад +73

    ଭାଇ ନାଲି ଗାମୁଛା କୁ କିଛି କହିଥିବାରୁ ଆପଣଙ୍କୁ ଅଶେଶ ଅଶେଶ ଧନ୍ୟବାଦ

    • @himansupanigrahi631
      @himansupanigrahi631 Месяц назад

      Nali gamuchha sala andha bhakta.Andha sala ku kichhi dekha jaeni.

  • @Bishibag123
    @Bishibag123 Месяц назад +67

    ଅତି ସୁନ୍ଦର ଭାବରେ କହିଲେ very nice bro

  • @JOHANBAGHA-cf1sw
    @JOHANBAGHA-cf1sw Месяц назад +89

    କି କଥା ଯାକ କହୁଛ ଭାଇ ଉତ୍ତର ଦେବାର ବାଟ ହିଁ ନାହିଁ। ଧନ୍ୟବାଦ

  • @surajmohakud-pd8fw
    @surajmohakud-pd8fw Месяц назад +77

    ଅତି ସୁନ୍ଦର ଭାବରେ କହିଛନ୍ତି ଅଡିଆ ଅସ୍ମିତା

  • @manojkumarnayak5949
    @manojkumarnayak5949 Месяц назад +19

    ଯଦି ଏହିପରି ହୁଏ ପରବର୍ତ୍ତୀ ନିର୍ବାଚନ ରେ ଏହି ମୁଦା ରେ କଂଗ୍ରେସ ଆଗକୁ ଆସିବ ଓଡ଼ିଆ ବାସୀ ଅନ୍ଧ ଭକ୍ତ ନୁହନ୍ତି କି ଜଗା ସବୁ ଦେଖୁଛି ଜଗା ର ଇଚ୍ଛା ରେ ଓଡ଼ିଶା ବାସୀ ପରିଚାଳିତ 2024ଏହାର ପ୍ରମାଣ ଧର୍ମ ପ ଜୟ ପାପ ର କ୍ଷୟ ସମୟ ଆମର ସାକ୍ଷୀ

  • @kumarbholeswargagarai5609
    @kumarbholeswargagarai5609 Месяц назад +10

    ଏକ number ଉପସ୍ଥାପନା ଭାଇ ବା ପ୍ରଶ୍ନ, ଆପଣଙ୍କୁ ସାଲୁଟ 🙏🙏🙏🙏🙏ବହୁତ ବହୁତ ଧନ୍ୟବାଦ

  • @pprs58
    @pprs58 Месяц назад +20

    ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କିମ୍ବା ଏମପି ଅପରାଜିତା ଆଦି କଣ ଓଡ଼ିଆ ?

    • @biswajitpattnaik-ix6ki
      @biswajitpattnaik-ix6ki Месяц назад

      ଅଶ୍ୱିନୀ ବୈଷ୍ମବ ଓ ଅପରାଜିତା କଣ ପାଣ୍ଡୁ ପରି ମାଇକି ମୁଁହରେ ଦେଖେଇ ଗାଣ୍ଡି ମାରୁଥିଲେ

    • @s.mohapatra-i1k
      @s.mohapatra-i1k 29 дней назад

      ଅଶ୍ଵିନୀ ରାଜସ୍ଥାନୀ ) ଅପରାଜିତା ବିହାରୀ

  • @ranjitkumarmohanty9681
    @ranjitkumarmohanty9681 Месяц назад +14

    ବହୁତ ସୁନ୍ଦର ଭାବରେ ଓଡ଼ିଆ ଅସ୍ମିତା କଥା କହୁଥିବୃରୁ ଧନ୍ୟବାଦ୍ ଦୟାକରି ଅସ୍ମିତା ଶବ୍ଦ ସାଧାରଣ ଲୋକ ବୁଝପାରୁନାହିଁ ତା ପାଇଁ ସରଳ ଭାଷାରେ ଅନୁବାଦ ପାଇଁ ଚେଷ୍ଟା କରନ୍ତୁ

  • @ganeshsahu7883
    @ganeshsahu7883 Месяц назад +29

    ଅନ୍ଧ ଭକ୍ତ କୁ ବୁଝେଇବା କଣ ଏତେ ସହଜ ଭାଇ

  • @basantbehera3915
    @basantbehera3915 Месяц назад +13

    Thenk u🙏🏻🙏🏻🙏🏻ଏଇ ଅନ୍ଧ ମାନଙ୍କର କେବେ ଆଖି ଖୋଲିବ ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @SonuMaharana-lf8pt
    @SonuMaharana-lf8pt Месяц назад +33

    ଶଙ୍କର,ଭାଇ ଆପଣ ଠିକ୍ କହିଲେ ହେଲେ ,ଓଡ଼ିଶା ର ଜନ ସାଧାରଣ ତୋ ଏଇ କଥାକୁ ବୁଝି ପାରିଲେ ନି ତେଣୁ ନବୀନ ବାବୁଙ୍କୁ ହଜେଇ ବାକୁ ପଡ଼ିଲା।ଯିଏ 1999 ମହା ବାତ୍ୟା ଠାରୁ ପ୍ରତ୍ୟେକ ଓଡ଼ିଶାର ଦୁର୍ବିପାକ ସମୟ ରେ ଓଡ଼ିଶା ର ଲୋକଙ୍କ ସେଥିରେ ଥିଲେ ତାଙ୍କୁ ପରାଜୟ ର ତିଲକ ଦେବା ଠିକ୍ ହେଲା ନି।
    କିନ୍ତୁ ଭାଇ ଏଠି ନବୀନ ବାବୁ ଙ୍କ ଦଳୀୟ ନେତା ମାନେ ମଧ୍ୟ ଦଳ ଡ଼ିଆଁ କାର୍ଯ୍ୟ କରି ,ଅନେକ ଚକ୍ରବିହ କରିଥିଲେ ଯେଉଁଥିରେ ନବୀନ ବାବୁ ଫସିଗଲେ। ମିଛରେ କେତୋଟି ନିର୍ଦ୍ଧିଷ୍ଟ ଦଳ ଲୋକଙ୍କ news ଚେନେଲ୍, ନବୀନ ବାବୁଙ୍କ ଦେହ ଅସୁସ୍ଥ ,ସେ ପାଣ୍ଡିଆନ ହାତର ଖେଳନା,ଏବଂ ହାତ ଗୋଡ଼ ହଲିବା ପ୍ରସଙ୍ଗ ,ମୂବାଇଲ,ଏବଂ ଟିଭି ରେ ନିତୀ ଦିନିଆ ପ୍ରସଙ୍ଗ କରିଥିଲେ।ଏହା ଦେଖି ଲୋକ ଙ୍କ ମନ ପରିବର୍ତ୍ତନ ଆଡ଼କୁ ଢ଼ଲି ଲା।

  • @PremChhura-cs1kt
    @PremChhura-cs1kt Месяц назад +29

    1000000000000000000% right

  • @ballavcharanpradhan3532
    @ballavcharanpradhan3532 Месяц назад +91

    ପାଣ୍ଡିଆତ୍ନ୍ ଙ୍କୁ ବିଦା କେଲ କେବଳ ଖଣି ଖାଦନ କୁ ଲୁଟି ଖାଇବେ ା

  • @NalinipravaPradhan
    @NalinipravaPradhan Месяц назад +5

    ଏ ଓଡ଼ିଆଙ୍କୁ ପାନେ ଦରକାର ଭାଈ, ନବୀନ sir 😢😢 ଙ୍କ ଆଖିର ଲୁହ ବ୍ୟର୍ଥ ଯିବନି, ଓଡିଆ କାନ୍ଦିବେ, ଝୁରିବେ ଆଉ ଛତୁ ଥିବ।

  • @bibhutibhusan8454
    @bibhutibhusan8454 Месяц назад +18

    My sweet brother heart touching

  • @ratnakarbehera9193
    @ratnakarbehera9193 Месяц назад +26

    Right katha

  • @Swatipapakipari
    @Swatipapakipari Месяц назад +30

    Right sir

  • @bibhutibhusan8454
    @bibhutibhusan8454 Месяц назад +21

    Absolutely Right brother

  • @mikhaelraita5570
    @mikhaelraita5570 Месяц назад +14

    ବହୁତ ଵଢି଼ଆ masses ଭାଇ

  • @ratnakarbehera2351
    @ratnakarbehera2351 Месяц назад +19

    ଭାଇ ତମେ କୌ ଦଳର ପାଣ୍ଡିଆନ କଣ କରୁଥିଲା ତମେ କଣ ଦେଖୁ ନଥିଲ ତମେ ପରା ପାଣ୍ଡିଆନ ବିରୁଦ୍ଧରେ ଗୀତ କରିଥିଲ 2.ବିଜେଡି ସରକାର ସମୟ ରେ ତମେ କେବେ ବେଦାନ୍ତ ଜଗନ୍ନାଥ ଜମି ନେଇଛି ବୋଲି ଥରେ କହିନ. ଦଳ ହାରିଗଲା ବୋଲି ଔଷଧ ଜାଳରେ ତାଟିଆ କାମୁଡ ନାହିଁ

    • @dhrubapandey7530
      @dhrubapandey7530 Месяц назад +1

      Eai Sankaraa ku maal miligale soi Padiba, tu gotiea CA.tate sabu hisab Jana achhi

    • @pramodbal5526
      @pramodbal5526 Месяц назад

      Aeita mgh ta.. boka choda Munda re pandian hagiki jaichhi tari gobara mundare rakhichhi..ta Guna gaichhi.andha bhakta

    • @raazprasad3713
      @raazprasad3713 Месяц назад

      Are Bhai tuma bhala murkha mane epari kuhanti. Thare te bhabantu , Sankar Babu anyaya birodh re hi kuhanti. Se Bjd heu ba Bjp .
      Ta chhada ebe jeu sarkar chalichhi, , ame taku question kariba na ?

  • @ajitkumarrout1695
    @ajitkumarrout1695 Месяц назад +22

    Thiki bhai

  • @user-nf4eg2pz3i
    @user-nf4eg2pz3i Месяц назад +9

    ଭାଇ ଆପଣଙ୍କ କହିବା ଅନୁଯାୟୀ ଓଡ଼ିଶାରେ ଯାହା ଚାଲିଥିଲା କ'ଣ ସବୁ ଠିକ ଠାକ୍ ଚାଲିଥିଲା ପରିବର୍ତ୍ତନ ର କୋୖଣସି ଆବଶ୍ୟକତା ନଥିଲା। ଟିକିଏ ଉତ୍ତର ଆଶାର ଅପେକ୍ଷାରେ ।

  • @user-xb5js1lj2r
    @user-xb5js1lj2r Месяц назад +16

    ଛାଗଳ କଣ ନଖାଏ, ପାଗଳ କଣ ନ କହେ ? ଅନ୍ଧଭକ୍ତ ମଧ୍ୟରୁ ତୁମେ ଯେ ଜଣେ ସଚ୍ଚା ଅନ୍ଧଭକ୍ତ ଏକଥା ଭୁଲିଯାଆନ୍ତି ।

  • @jhanubhanj5656
    @jhanubhanj5656 Месяц назад +16

    24 / 25 ବର୍ଷର ସରକାର ଙ୍କୁ ଏମିତି ପ୍ରଶ୍ନ କରିଥିଲେ ହୁଏତ ଆଜି ଆପଣଙ୍କର ପ୍ରଶ୍ନ ହିଁ ନ ଥାନ୍ତା

    • @djnkiskurapajyoutubechanne7324
      @djnkiskurapajyoutubechanne7324 Месяц назад

      Setebele emane sabu Naveen ra kala goggles pindhi thile seithi pain setebele dekha jaunathila ebe black goggles bhangi gola duniya ta safa dekhajauchhi tanku

    • @JayantiMohakud-n7s
      @JayantiMohakud-n7s 28 дней назад

      Thanks bhai

  • @ajitkumarbarik-vp3tg
    @ajitkumarbarik-vp3tg Месяц назад +16

    ଜନତା ବାଛି ଥିବା ବିଧାୟକ କାହିକି ମୁଖ୍ୟ ମନ୍ତ୍ରୀ ଙ୍କୁ ଭେଟି ପାରୁନଥିଲେ,ତାର ଉପରେ କିଛି କୁହନ୍ତୁ,ଯୁଆଡ଼େ ବର୍ଷା ସିଆଡେ ଛତା,ଆପଣ ନିର୍ବାଚନ ଆଗରୁ କୋଉଠି ଥିଲେ,ଓ କଣ କହୁଥିଲେ ସବୁ କାମ ଓଡ଼ିଆ କରିବେ କିଛି ମାନେ ନାହିଁ, ବା ଯଦି କରିବେ ତାହେଲେ ପୂର୍ବ ପ୍ରସ୍ତୁତି ଦରକାର,ପୂର୍ବରୁ ବା ୨୫ ବର୍ଷ ହେଲା ଆମ ଵିଲ ପାଖରେ ଧାନକଟା ମେସିନ ଠିଆ ହୋଇଛି,ଆମେ ସେଥିରେ ଅମଳ କରିଛୁ,ଏବେ ଓଡ଼ିଆ ମେସିନ ହେଲେ ତ ସେଥିରେ କାଟିବୁ,ଟ ପାଇଁ ସମୟ ଦରକାର,ଓଡ଼ିଆଙ୍କ ଗୋଡ଼ଟଣା ବୁଦ୍ଧି ଜିବନହି ବୋଧେ,୨୪ ବର୍ଷ କୁ ୨୪ ଦିନ ହୋଇନାହିଁ କେତେ କଥା,ଆମେ କାହିଁକି ସେ ଗୋଟିଏ ହୀରାକୁଦ ରେ ରହିଗଲେ, ପୋସ୍କୋ କାହିଁକି ଫେରିଗଲା,୨୪ ବର୍ଷ ବିତରେ କାହିଁକି ନୂଆ ଶିଳ୍ପ ହେଲା ନାହିଁ,ଆମେ ଲୁହା ପଥର ବିକି,କାହିଁକି ଛୁଞ୍ଚି କିଣିବା,ଆମ ଖଣିର ସଦୁପଯୋଗ କେବେ ହେବ,ତୁମ ପାଖରେ କିଛି ଉତ୍ତର ଅଛି,ଏକ ପାଖିଆ କୁହନ୍ତୁ ନାହିଁ,ସମାନତା ରଖନ୍ତୁ,ଆମେତ ମୂର୍ଖ,ଆଉ ତୁମେ ବି,,,,,,,

    • @Meta_Gourav
      @Meta_Gourav Месяц назад

      ବାବୁ ଆଜି ଉଠିଲେ। ଗୋଟେ ମାସ ଭି ହେଇ ନାହିଁ ସରକାର ହେବାର କେତେ Demand କରୁଛନ୍ତି।Sir ମୁଁ ନିଜେ ୪ ବର୍ଷ ହେଲାଣି କଲେଜ ପାସ୍ ହେଇ ଏବେ ଯାଏଁ job ପାଇ ନାହିଁ।ଆମ ଓଡ଼ିଆ ରେ କଣ job ନାହିଁ ଜେ ଆମକୁ ଓଡ଼ିଶା ବାହାରକୁ ଯିବାକୁ ପଡୁଛି। ସବୁ skill ଥାଇ ମୋ ଭଳି ମୋର ବହୁତ ସାଙ୍ଗ ଘରେ ବସି ରହିଛୁ। ଏଥିରେ ସବୁ କାମ ପାଇଁ tamil କି andhra ରୁ ଲୋକ ଆସି କାମ କଲେ ଆମକୁ ଭଲ ଲାଗିବ କି।ଆମେ କଣ ପାଠ ପଢ଼ି ବେକାର। ଓଡ଼ିଶା ରେ ପିଲା ଅଭାବ ନ skill ଅଭାବ।

  • @NarendraNarayanJena-tv2ic
    @NarendraNarayanJena-tv2ic Месяц назад +11

    ଜୁନ ବାର ତାରିଖରେ ଯେଉଁ ପର୍ଯ୍ୟଟକ ମାନେ ଆସିଥିଲେ ସେମାନେ ସର୍ଭେ କରି ଯାଇଛନ୍ତି.
    ଖାଲି ଅପେକ୍ଷା,
    ବିଜପିର ଶାଗୁଣା ଆଖି ରୁ ବର୍ତ୍ତୀ ପାରିବ ନାହିଁ ଓଡିଶା.
    ହେ ଓଡ଼ିଆ ମାନେ ଗୋରୁ ଗୁଡିକୁ କୁଣ୍ଡା ଚୋକଡ ଦେଇ ସୁସ୍ଥ ରଖିଥାଅ.
    ବିଜପିର ଗ୍ୟାରେଣ୍ଟି, ସବୁ ଉଠାଇ ନେବେ.
    ବିଶ୍ୱାସ ରଖ.
    ଦାଦନ ଖଟିବା ବନ୍ଦ. ଆଉ ରଜ ପରେ କୁଆଡେ ଯିବାନି.
    ଘରେ ରହି ଗୋମାତା ବେପାର କଲେ ଲାଭ ହିଁ ଲାଭ.
    ନବୀନ ହାରିଛି ଠିକ ହେଇଛି.

  • @ritanjalibiswalsarojbiswal5676
    @ritanjalibiswalsarojbiswal5676 Месяц назад +6

    ଓଡ଼ିଆ ଅସ୍ମିତା ମାନେ କଣ ଆପଣ ବୁଝିଛନ୍ତି କହିପାରିବେ କି ଆପଣ?

    • @manasjena3740
      @manasjena3740 28 дней назад

      Kathapade kahile vai,ae kathata mo kahiba agaru apan kahidele,yar anser ea kouthi deipariba,yar sikhya dikhya b km thiba janapadila,ta katha,facial expressions ru januthibe se mane mane vabuchhi se SABJAANTA

  • @SUJITKUMARDASH-ff6ck
    @SUJITKUMARDASH-ff6ck Месяц назад +13

    ଯୋଉ ଦିନ ଆମେ ଓଡ଼ିଶା ବାସୀ 500 ଟଙ୍କା ଆଉ ଫ୍ରି ଖାଇବା ଭୁଲି, ଯିଏ କାମ କରିବ ତାକୁ ଭୋଟ ଦେବା, ତା ହେଲେ ରାଜ୍ୟ ବଦଳିବ, ଯଦି ନୂଆ ଆସିଥିବା ସରକାର କିଛି ଗଡବଡ ଆଗକୁ ଆସେ ତେବେ 5yrs wait ନକରି ତୁରନ୍ତ ଏମାନଙ୍କୁ କାଢ଼ିବାକୁ ଏକଜୁଟ ହେବାକୁ ପଡ଼ିବ, ଟିକେ ଚିନ୍ତା କରନ୍ତୁ ଆଉ ଉତ୍ତର ଦିଅନ୍ତୁ

    • @akhilkumarray3930
      @akhilkumarray3930 Месяц назад +4

      EVM ଦଲାଲ୍ କରି ଓଡ଼ିଶାରେ ବିଜେପି ସରକାର ଗଢିଛି। ballot paper ରେ election ହେଲେ ମୋଦି ଗୋଟେ ବି ଆସନ ଜିତି ପାରିବ ନାହିଁ 👍

    • @santilatapanda1386
      @santilatapanda1386 Месяц назад +1

      Turanta vote heba

  • @lilyhati2185
    @lilyhati2185 Месяц назад +8

    ବହୁତ ବଢିଆ ଅଭି ଏହି। ଅଣଓଡ଼ିଆବବାବୁ ପଵେଶକୁ କିପରି ଭାବରେ ଗ୍ରହଣ କରିବାକୁ ଯାଉଅଛି ତାହାର ଜବାବ ସମୟ କହିବ ଏହାର ପତନ ଆରମ୍ଭ ହେବ ବହୁତ ଜଲଦି

  • @bijaypatra9105
    @bijaypatra9105 Месяц назад +12

    ଓଡିଶା ରାଜ୍ୟ ଟା ଲୋପ ପାଇଯିବକିଛି ମେଣ୍ଢା ପଲ ପାଇଁ

  • @ganeswarpanda8136
    @ganeswarpanda8136 Месяц назад +15

    ଠିକ୍ କହିଲ ଏ ଓଡିଶା ବାସି ବହୁତ ହଇରାଣ ହେବେ ତମେ ଦେଖି

  • @sashikantabehera3686
    @sashikantabehera3686 Месяц назад +21

    Double ଇଞ୍ଜିନ. ଖଣି ଲୁଟିବା ସୁବିଧା ହେଲା. ମୋଦୀ ଭଖୁଆ ବନେଇଛି.

  • @garibloi6393
    @garibloi6393 Месяц назад +14

    You are correct❤

  • @kadambinibiswal7331
    @kadambinibiswal7331 Месяц назад +24

    Pandian is very good IAS officer.

    • @chandrasekharsethi1761
      @chandrasekharsethi1761 Месяц назад +2

      ପ୍ରେମ ଆହୁରି ବହୁଛି

    • @kadambinibiswal7331
      @kadambinibiswal7331 Месяц назад +1

      @@chandrasekharsethi1761 ନା ଖାଲି ଅର୍ଚ୍ଚନା ପ୍ରେମ ବହୁଛି।

    • @sudhansumohanta8501
      @sudhansumohanta8501 Месяц назад +2

      Bala officer sie..... Sala underground mafia

    • @pradipkumarsaha61
      @pradipkumarsaha61 Месяц назад

      Modi amit saha hele underground Mafia

    • @charbak9071
      @charbak9071 Месяц назад

      Yes,he was and is the most reliable and efficient,excellent and an exemplary officer.

  • @pratappradhan9455
    @pratappradhan9455 Месяц назад +4

    ବାସ୍ତବରେ ପଣ୍ଡିଆନ ଉପଦେଷ୍ଟା ଭାବରେ ଓଡ଼ିଶା ପାଇଁ ବହୁତ ଭଲ କାମ କରିଥିଲେ। ହେଲେ ବର୍ତମାନ କେତେ ଓଡିଆ ଅସ୍ମିତା ଚାଲିବ ଦେଖିବା।

  • @user-cu7id5si3p
    @user-cu7id5si3p Месяц назад +17

    😮Right

  • @ththandthclasssciencebySANTOSH
    @ththandthclasssciencebySANTOSH Месяц назад +30

    BJP ର ଆଖି ପ୍ରାକୃତିକ ସମ୍ପଦ ଉପରେ

  • @bishnuswain7655
    @bishnuswain7655 Месяц назад +27

    Mu apanaku dhanyabad dauchi

  • @prakashdas437
    @prakashdas437 Месяц назад +4

    ଯେତେବେଳେ ଆଦୀବାସୀ ଏରିଆରେ ଜଙ୍ଗଲ କଟା ଯାଉଥିଲା ତୁ ସଳାଟା କେଉଁଠି ଥିଲୁ ,ସେତେବେଳେ ତ କହିଲୁନି

  • @umakantatandi4187
    @umakantatandi4187 Месяц назад +11

    Right bhai

  • @judhistirdas1763
    @judhistirdas1763 Месяц назад +5

    Oh.what a beautiful news. Thanks.

  • @ramanathnanda5995
    @ramanathnanda5995 Месяц назад +13

    Pandian Babu,s role was like lord biswakarma some people could not understand him properly

  • @bijayaranasingh4846
    @bijayaranasingh4846 Месяц назад +20

    Right massage

  • @Kandenaik-lk3xl
    @Kandenaik-lk3xl Месяц назад +20

    Your right bahi

  • @prabhasinipradhan14
    @prabhasinipradhan14 Месяц назад +10

    Thik kahicha bhai

  • @PrasantaKumarpradhan-oz3oj
    @PrasantaKumarpradhan-oz3oj Месяц назад +3

    କଣ କହିଲ ଆଦିବାସୀ ମନେ କିଛି ଦେଲେ ଚୁପ ରହିବେ. ଆଦିବାସୀ ଜାତି ନୁହଁ ଓଡିଶା ବାସୀ ପାଉଚ ରେ ଚୁପ ରୁହନ୍ତି। ଦେଖିକି କୁହ ସଂମାନର ସହିତ

  • @ASHISHKUMARPALEI-ut9tb
    @ASHISHKUMARPALEI-ut9tb Месяц назад +5

    Adani...will capture odisha also very soon just watch....
    Please look the case of Chhattisgarh, Ladakh ....what happened with the natural beauty of these state....
    Development doesn't mean to destroy our own state or country for one or two persons..😐😐😡😡😡

  • @dusmantapradhan7959
    @dusmantapradhan7959 Месяц назад +9

    Happy Raja sankar bhai

  • @manbodrana5313
    @manbodrana5313 Месяц назад +6

    ତୁମେ କ'ଣ ଭାବୁଛ।ଅନ୍ଧ ଭକ୍ତଙ୍କ ପାଇଁ । ଯୋକ ପରି କଣ କହୁଚ୍ଛ ।

  • @user-dg6pj4wf8u
    @user-dg6pj4wf8u Месяц назад +2

    ଭାଇ pandian ଖରାପ ନୁହେଁ ସେ ଭଲ କିନ୍ତୁ ବିରୋଧୀ ଖରାପ ଓଡ଼ିଶାରେ ହିଁ ଚୋର ଦଳ ଅଛନ୍ତି। ସେ ମାନେ ଭାବିଲେ pandian ଥିଲେ କିଛି କରିହେବ ନାହିଁ ବୋଲି pandian କୁ ବଦନାମ୍ କରିଲେ ଏଇଟା ହିଁ right

  • @pramodpradhan1979
    @pramodpradhan1979 Месяц назад +8

    Sabu bikri kari debe

  • @Nayak9988
    @Nayak9988 Месяц назад +8

    Good

  • @Manasi234
    @Manasi234 Месяц назад +7

    Very nice bro

  • @RajeshNaik-zg5gl
    @RajeshNaik-zg5gl Месяц назад +1

    ଧିରେ ଧିରେ ସବୁ ମୁଖା ଖୋଲିବେ ଆମ ମୁକ୍ଷମନ୍ତ୍ରି , ତୁମେ କହିକି ଛଟ ପଟ ହେଉଛ ଖାଲି ଆଗକୁ ଦେଖି ଚାଲ ରେ ନବୀନ ସରକାର ର ଦଲାଲ ମାନେ ।

  • @sheshadevabehera7888
    @sheshadevabehera7888 Месяц назад +7

    Rightly said.

  • @Shisirswin71
    @Shisirswin71 Месяц назад +6

    Right 👍

  • @user-ug5jc6yf6l
    @user-ug5jc6yf6l Месяц назад +4

    ତୁ ଶଳା ପାଗଳଟା, ଗୋଲାମ ବନିଛୁ ପାଟିରେ ପେଳ ପୁରେଇ କଥା କହୁଛୁ। ବାଣିଜ୍ୟ ଓ ରାଜନୀତି କଣ ତାକୁ ପଢି ନିଜର ତ୍ରୁଟି ସଂଶୋଧନ କର। ତୋ ଘଇତା ପାଣ୍ଡୁ ଜଣେ ବେତନ ଭୋଗି କର୍ମଚାରୀ, ସେ ଯଦି ଓଡ଼ିଶାରେ ରାଜନୀତି କରିବ ତାକୁ କେମିତି ଗ୍ରହଣ କରାଯିବ। ସେ ଯଦିଓ ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ କବଜାକୁ ନେଇ ରାଜ୍ୟରେ ଏକଛତ୍ରବାଦ ଶାସକ ହେବ, ଗରୀବ ଲୋକଙ୍କ ଟିକସ ପଇସାକୁ ନିଜ ଇଚ୍ଛାରେ ଖର୍ଚ୍ଚ କରିବ ସମସ୍ତଙ୍କୁ ଗୌଣକରି ନିଜେ ସର୍ବେସର୍ବା ହେବ , ୟାକୁ କେମିତି ସହିବା? ପ୍ରଭୁ ଜଗନ୍ନାଥଙ୍କୁ ଅପମାନ ଦେବା, ଓଡିଶାର ଖଣି ପାଣି ବାଲି ଜଙ୍ଗଲ ଜମି ସବୁ ଲୁଟ୍ କରିବା କଣ ତୋ ଆଖିରେ ଦିଶୁନଥିଲା? କେତେ ଢୋକିଛୁ ରେ ସ୍ଵାର୍ଥପର ଵେଇମାନ। ତୋ ଦେହରେ କଣ ଓଡିଆର ରାକ୍ତ ନାହିଁ, କେମିତି ସହିଲା ତୋ ଛାତି। ଆମେତ ନବୀନ ସରକାରକୁ ବିରୋଧ କରିନଥିଲୁ। ପାଣ୍ଡୁର ଅସାମ୍ବିଧାନିକ କାର୍ଯ୍ୟ, ଓଡ଼ିଶା ଓ ଓଡିଆଙ୍କୁ ଅସମ୍ମାନ କରିବାଯୋଗୁଁ ବିରୋଧ କରିବା କଣ ଭୁଲ୍ ଥିଲା। ମିଛ ମନଗଢା କଥା ଗପିବା ବନ୍ଦ୍ କର। ତୁ ଗୋଟିଏ ବାନା, ବେଧ ଖଟି କରି ଅନାବଶ୍ୟକ ମିଛ କଥା ପ୍ରଚାର କରୁଛୁ। ଶୁଣ, ମାତୃଭୂମି ମାତୃଭାଷାର ମମତା ଯାହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ। !

  • @sonukhansonukhan8387
    @sonukhansonukhan8387 Месяц назад +1

    Welcome. Very good. Information. Very. Good. Colection. Swagat

  • @ramchandramarndi9325
    @ramchandramarndi9325 Месяц назад +18

    Right bro..

  • @EkambaDTSbandparty
    @EkambaDTSbandparty Месяц назад +6

    ଶଙ୍କର ଭାଇ କିଛି କିଛି କମେଣ୍ଟ ଦେଇଛନ୍ତି ଭଲ ରେ ପଡ଼ ଆଉ କାହାକୁ ଆଙ୍ଗୁଳି ଦେଖେଇବା ଆଗ ରୁ ନିଜ କଥା ଭାବ

  • @arjunpradhan5615
    @arjunpradhan5615 Месяц назад +11

    ପଣ୍ଡିଆନ ବିଧାୟକ ନୁହନ୍ତି। ବିଧାନ ସଭାରେ ଏଣ୍ଟର କରିବାକୁ ପର୍ମିସନ୍ ପାଇଲେ ସିନା।

  • @santoshmohanty6301
    @santoshmohanty6301 Месяц назад +2

    ଯୋଉ ଭକୁଆ ମାନେ ବିଜେପିର କୁକୁର ସିଏ ଖାଲି ଏଇ ପୋଷ୍ଟ ପଢି ଲାଙ୍ଗୁଳ ଜାକି ଘରେ ପେଜ ପିଇ ଶୋଇବେ , ନା ମୋଦୀର ପାଦ ଚାଟିବେ । ଶଳାମାନେ ତମେ ମାଗିହା ଗୋବର ମୁଣ୍ଡିଆ ଅନ୍ଧଭକ୍ତ ଗୁଜୁରାଟୀକୁ ପ୍ୟାଣ୍ଟ ଖୋଲି ଦେଖେଇଲ, ସିଏ ମୋହନ ମାଝିଙ୍କୁ ତମର ଡମି ନେତା କଲା ।

  • @premabarik1365
    @premabarik1365 Месяц назад +1

    ଅନ୍ଧ ଭକ୍ତ ମାନେ ନାଲି ଗାମୁଛା ପିନ୍ଧିଛନ୍ତି କିନ୍ତୁ ତୁମକୁ କିଛି ବି ମିଳିବ ନାହିଁ ଲଙ୍ଗଳା ହୋଇ ବୁଲିବ

  • @POLICEMITRA-qx4hb
    @POLICEMITRA-qx4hb Месяц назад +9

    ଭାଇ ତୁମର ଭାରି ମନ ଦୁଃଖ, BJD ହରିଗଲା ବୋଲି ନାଇ,

  • @niranjannaik6376
    @niranjannaik6376 Месяц назад +3

    ଥାଙ୍କ ୟୁ ଓଡ଼ିଆ,ବିସ୍ଲେସଣ ପାଇଁ,one site pandian other site aadani,ambani...one bjd other bjp

  • @user-yb3ez1te7i
    @user-yb3ez1te7i Месяц назад +1

    Wow really bhaiya Amor odisha basi kan karuchanti ebe AME sabu tadi pokeibu boli bhasan Maru thile bahut

  • @rudranarayansahu942
    @rudranarayansahu942 Месяц назад +1

    ତୁମ କଥା ମୋ ମନକୁ ଛୁଇଁଲା, ସତ କହୁଚ,କିନ୍ତୁ ଯାହାର ଅସୁବିଧା ହେବ ସେଇ ମାନଙ୍କ ଟାର୍ଗେଟ ରେ ତୁମେ ରହିଯିବ,ଈଶ୍ଵର ତୁମର ମଙ୍ଗଳ କରନ୍ତୁ

  • @arjunbag5441
    @arjunbag5441 Месяц назад +8

    ନିର୍ବାଚନ ହେବା ଆଗରୁ କୋଉଠି ଶୋଇ ଥିଲୁ ଭାଇ।

  • @seenext2029
    @seenext2029 Месяц назад +11

    ସମ୍ବିତ ପାତ୍ର - ଝାଡ଼ଖଣ୍ଡ
    ଅପରାଜିତା ଷଡ଼ଙ୍ଗୀ - ବିହାର
    😂😂

    • @pkrout7233
      @pkrout7233 Месяц назад +1

      Bjd kharap bjp kharap au kn congress vala ... Nantume govt Kariba ...

    • @seenext2029
      @seenext2029 Месяц назад

      କଣ ଆମ ରାଜ୍ୟରେ ନେତା ର ଅଭାବ ଦେଖା ଗଲାଣି କି ?????

  • @BJena-wn7rr
    @BJena-wn7rr Месяц назад +1

    ଶତପ୍ରତିଶତ ସତ୍ୟ ତଥ୍ୟ ଉପରେ ଆଧାରିତ। ବହୁତ ଧନ୍ୟବାଦ

  • @rajanikantakhatua3356
    @rajanikantakhatua3356 Месяц назад

    ଭାଇ ଛୋଟ ମୁହଁରେ ବଡ଼ କଥା election time ରେ ଏସବୁ କଥା ଉପସ୍ଥାପନା କରିବାର ଥିଲା, ସାଧାରଣ ଜନତା ଜାଣିବାର ଥିଲା,

  • @JogeswarMajhi-lt7hj
    @JogeswarMajhi-lt7hj Месяц назад +6

    ଓଡ଼ିଆ ଶିଳ୍ପପତି ଥିଲେ ତ ଓଡ଼ିଶା ରେ ଶିଳ୍ପ ପ୍ରତିଷ୍ଠା କରିବେ,,ଶିଳ୍ପ ଯିଏ କରନ୍ତୁ କିନ୍ତୁ ଆମ ଓଡ଼ିଆ ଦାଦନ ଯିବା ଅପେକ୍ଷା ସ୍ଥାନୀୟ ନିଯୁକ୍ତି ଦିଅନ୍ତୁ,,

  • @bibhutibhusan8454
    @bibhutibhusan8454 Месяц назад +4

    Jay jagannath 🙏

  • @rkentertainment3226
    @rkentertainment3226 Месяц назад +1

    ଦେଖାଯାଉ ସମୟ ବହୁତ ବାକି ଅଛି

  • @subratswain9433
    @subratswain9433 Месяц назад +16

    Your right 👍🏾

  • @sankarsanmahanta2648
    @sankarsanmahanta2648 Месяц назад +5

    ଭାଇ ତୁମେ ଗୋଟେ ଓଡ଼ିଶା ର ବଡ଼ କମ୍ପାନୀ ତିଆରି କର ଆଉ ସବୁ ଯାକ ଜଜନା ର ଭାଗୀଦାର ହୁଅ, ଆଉ ବେକାରୀ ବେରୋଜଗାରି ସମସ୍ୟାକୁ ପୁରାଣ କର,,ଆଉ ଓଡ଼ିଆ ଅସ୍ମିତା ବଞ୍ଚାଅ ଧନ୍ୟବାଦ୍🙏

  • @ch.prasadkumarpatnaik3428
    @ch.prasadkumarpatnaik3428 Месяц назад +1

    Brother,
    Though you are dam junior to me, still I salute you for your correct analysis. What you are saying will exactly happen. Don't care any body. Carry on. We are with you.

  • @umakantamahanta9068
    @umakantamahanta9068 Месяц назад +1

    ଆଜ୍ଞା ଆପଣ ବିଜେଡି ସପକ୍ଷ ବାଦୀ ଲୋକ ଜଣାପଡୁଛି l ବିଜେଡି ଆସିଥିଲେ ନିଶ୍ଚୟ ପାଣ୍ଡିଆନ ଶାସନ ଚଳିଥାନ୍ତା l ଆପଣ ଜାଣିଛନ୍ତି କି ନାହିଁ ମୁଁ ଜାଣିନି କୌଣସି ମନ୍ତ୍ରୀ ଙ୍କର ନିଜର khaymata ନଥିଲା

  • @jitusaaho8104
    @jitusaaho8104 Месяц назад +11

    You are perfect

  • @sachingiri8462
    @sachingiri8462 Месяц назад +13

    ସଙ୍କରା ତୁ ବହୁତ କଥା ଜାଣିଚୁ ଆମେ ଆଗରୁ ଜାଣି ଥିଲେ ତୋତେ CM କରି ଥାଆନ୍ତୁ,

    • @user-oi9jp1fw2l
      @user-oi9jp1fw2l Месяц назад

      yanku ebe bi kirosini Nisha gharichi chamcha atanki dala ku saport Kari Kari desa ku rasatala ku neijiba bhabichhi 70 barsa raj Kari sadharana rasta te ganku Kariparunathile. cycle kandheiki jauthila sete bele ghare southila aji dokan band. Sethi pain magana gapuchhi au 10 barsa bhitare lakhya. lakhya kilomiter paka rasta ku dekhi sakara bhai bauli hei khata khat khata khat kahi chalichhi . jesa guru wesa chela.😅😅😮😅

  • @user-vd7rq5yp4l
    @user-vd7rq5yp4l 25 дней назад +1

    ସତ କହୁଛ ଶଙ୍କର ଭାଇ bjp ସରକାର ଓଡିଶା କୁ ବିକ୍ରିକରିଦେବ।କୁଆଡେଗଲା ଓଡିଆ ଅସୀମିତା❤❤❤

  • @nilayabeheravlogs535
    @nilayabeheravlogs535 Месяц назад +1

    ଏଠି କାହାକୁ ଖରାପ କହିବା ଠିକ ନୁହେଁ.. ଯିଏ ଯେମିତି କର୍ମ କରିବ ସେ ସେମିତି ଫଳ ପାଇବ... ଯିଏ ଯାହା କରୁଚି କରୁ. ମୋ sc st କାଷ୍ଟ ଉପରକୁ ଆଞ୍ଚ ଆସିବ ମାନେ ବୋଉଘିଆକୁ. Direct ସେକିବି..

  • @kadambinimohapatra4204
    @kadambinimohapatra4204 Месяц назад +3

    Bhai emiti abaj uthaichala ame samaste tama sathire achhu

  • @prabhakararout7010
    @prabhakararout7010 Месяц назад +7

    ଶଙ୍କର ବାବୁ, ଏଇ କଥା Bjd ସରକାର ଥିଲା ବେଳେ କହିଥିଲେ କି? ଅନ୍ୟକୁ ଅନ୍ଧ କହିବା ପୂର୍ବରୁ ନିଜର ଆଖି କଥା ଭାବନ୍ତୁ.

    • @gamhasingh6406
      @gamhasingh6406 Месяц назад

      😊

    • @ashutoshmishra7014
      @ashutoshmishra7014 Месяц назад

      Bhai jaha kahila.manku gal katha sabu soipadithile ebe ujagara hele media balaa sey sankar hau ki siva hau

  • @banshidharamohanty3365
    @banshidharamohanty3365 Месяц назад +2

    ତମେ ହଜାର ହଜାର ସଂଖ୍ୟକ ଓଡ଼ିଆଙ୍କୁ ଅନ୍ଧ ଭକ୍ତ ବୋଲି ବାରମ୍ବାର ସମ୍ବୋଧନ କରୁଛ, ଏହାର ଅର୍ଥ ତୁମକୁ ସେ ଶଳା ମା'ଗିହା ଅଣ-ଓଡ଼ିଆ ପାଣ୍ଡୁ ରାମ୍ କିଛି ଟଙ୍କା ପଇସା ଦେଇଛି ନା କ'ଣ? କିମ୍ବା ସେ ତୁମର କଣ ମାଉସୀ ପୁଅ ଭ୍ରାତା,ନା ଆଉ କିଛି? ପାଣ୍ଡୁ କୁ ଏତେ ଯଦି ଟେକୁଛ କିମ୍ବା ପ୍ରଶଂସା କରୁଛ, ତେବେ ପାଣ୍ଡୁ ରାମ୍ କୁ ନେଇକି ତୁମ ଘରେ ରଖ।ହେଲା,ଆଉ ଆଗକୁ ଏଭଳି ଅବାଞ୍ଛିତ, ମୂଲ୍ୟହୀନ, ମନଗଢା ଵାହାପିଆ ମନ୍ତବ୍ୟ ଦେବାରୁ ନିବୃତ ରୁହ।

  • @midnit8810
    @midnit8810 Месяц назад

    ନିଜ ବିଷୟରେ ଚିନ୍ତା କର ଏ ଫାଲତୁ କଥା କାହିଁକି, ନିଜର ଚେତନାକୁ ବିସ୍ତାର କର କିଛି ମିଳିବନି ଭାଇ ଏଥିରୁ

  • @satyaranjanrout1871
    @satyaranjanrout1871 Месяц назад +5

    ବେଦାନ୍ତ କମ୍ପାନୀ କୁ କିଏ ଆଣିଲା ଓଡ଼ିଶା କୁ ଆଉ କିଏ ତାକୁ ଜମି ଦେଲା

  • @arunakumardas5825
    @arunakumardas5825 Месяц назад +6

    ନଈ ନ ଦେଖୁଣୁ ଲଙ୍ଗଳା ହେଇଜାଉଛୁ କାହିଁକି? ତୁ ପାଣ୍ଡିଆ ବିଜା, ତୋ ଘରେ ଶଇବୁ ରଖିଦେ, ଜିଏ ପାଣ୍ଡିଆ ପ୍ରେମ ରଖିଛନ୍ତି ତାଙ୍କୂ ଘଡିଏ ଘଡିଏ ଦବୁ?

    • @nayakmitu8543
      @nayakmitu8543 Месяц назад +1

      bhai ias ha ta pare comment karibu

  • @EkambaDTSbandparty
    @EkambaDTSbandparty Месяц назад +1

    ତମେ ସବୁ ବିଜେଡି ଆଉ କଂଗ୍ରେସ ର ଗୋଟେ ଗୋଟେ ଚାମଚା
    ଆରେ ତମେ ମାନେ ଗୋଟେ ଶିକ୍ଷିତ 25 ବର୍ଷ ନବୀନ ପଟନାୟକ ଶାସନ ଗାଦି ରେ ବସିଥିଲେ ତମ ପାଟି ରେ କଣ ମଣ୍ଡା ପୁରୀ ଥିଲା ତୁ ଶଳା ଦେଖି ପାରୁନୁ ନାଁ ଜାଣି ପାରୁନୁ ବିଜେପି କେହି ଟା ଦିନ ହେଇଛି ସରକାର କରି ବିଜେପି ସରକାର ଆସୁ ଆସୁ ଚାଷୀ ଙ୍କ ଆଶା ପୂରଣ କରିଦେଲେ ଜାଣି ପାରୁନୁ କି ବେ ଚର ଶଳା ଭିଡ଼ିଓ କରୁଛୁ ତୋତେ ଲାଜ ଲାଗୁନି ଯୋଉ ସରକାର 25 ବର୍ଷ ରେ କରି ପାରିଲା ନାହିଁ ସେଇଟା କେହିଟା ଦିନ ଭିତରେ ବିଜେପି ସରକାର କରିଦେଖେଇ ଦେଲା ଆଖି ବୁଝିଛୁ ନାଁ ଆଖି ରେ କଣ ପୂରେଇଛୁ କୁକୁର ନେହି ତ.....

  • @user-ii8cb1vq5b
    @user-ii8cb1vq5b Месяц назад +4

    ଆରେ sankara କୋଉଠି ଚାକିରୀ ମିଳିଲାନି କି? ଶେଷରେ ରାଜନୀତି କଲୁ 15ବର୍ଷ ହେଲା କୋଉଠି ଥିଲୁ

  • @a.k.behera4195
    @a.k.behera4195 Месяц назад +4

    ଏ ସଳା ଚାମଚା ଦଲାଲ କଂଗ୍ରେସର ଚୋର ବୁଝେଇବ ଆଉ ଓଡିଆ ଭକୁଆ ଭଳି ଶୁଣିବେ ଏହା କେବେ ସମ୍ଭବ ନୁହଁ।ଯଦି କେହି ଦେଶ ଭକ୍ତ ନାଗରିକ କିଛିବି ଦେଶପ୍ରେମର ବାର୍ତା ଦିଏ ତାହା ଗ୍ରହଣୀୟ।ହେଲେ ଦେଶର ସାଧାରଣ ଜନତା ଗାନ୍ଧୀ ପରିବାର ଆଉ ପାଦଚଟା ଦଲାଲ ମାନଂକୁ କେବେଠୁ ଦୁରେଇ ଦେଈଛନ୍ତି

  • @Goodyboy_yt
    @Goodyboy_yt 28 дней назад

    Bahut badhia vabare kahu ଥିବାରୁ bahut dhanyabad,

  • @MPratisruti
    @MPratisruti День назад

    God to see only beloved leader always hero review of those menu and sweeping system for odisha puducherry one piece episode in today 🌍 guaerant xcm nabin sir

  • @SwamyNachika
    @SwamyNachika Месяц назад +4

    ବିଜୁ ବାବୁ ପଟ୍ଟନାୟକ ଓଡ଼ିଶା ପ୍ରଥମ ବିକିଲା
    ପରେ ନବୀନ ସରକାର ହେଲା ଖଣି, ଜଙ୍ଗଲ,ଜମି,ପାଣି, ସମ୍ପୂର୍ଣ୍ଣ ବିଜେଡି ସରକାର ବିକିଲା
    କୋରାପୁଟ ନବରଙ୍ଗପୁର ରାୟଗଡାରେ ଜିଲ୍ଲାସ୍ତରୀୟ ଦୁର୍ନୀତି, ଆଦିବାସୀ ଗରିବ ଲୋକଙ୍କ ଦୁଃଖ କିଏ ପୁଛିବ ପୁଣିଥରେ ଓଡ଼ିଶାରେ ମାଓବାଦୀ ହେବାକୁ ହେବ ଦ୍ଧୁଧ ସଂପୂର୍ଣ୍ଣ ରୂପେ ହେବ👍👍☝️☝️

  • @SadanandaMallik-yt9vz
    @SadanandaMallik-yt9vz Месяц назад +6

    ବାରମ୍ବାର ଅନ୍ଧ ଭକ୍ତ ଅନ୍ଧ ଭକ୍ତ କଣକରୁଛ Congress ନେତା Congress ra ମୁଖ୍ୟ ମନ୍ତ୍ରୀ ହେଇଥିଲେ କଣ ଉଖାଡ଼ି ପକେଇ ଥାନ୍ତା