Naveen Fears Rebellion, Carries Out BJD Meeting Under High Security | Nirbhay Gumara Katha

Поделиться
HTML-код
  • Опубликовано: 19 июн 2024
  • Naveen Fears Rebellion, Carries Out BJD Meeting Under High Security | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: ruclips.net/channel/UC_Sk...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 553

  • @thirdeye9492
    @thirdeye9492 6 дней назад +43

    ପଚିଶ ବର୍ଷର ପାପ
    ଖାଏ ହୋଇ କାଳ ସର୍ପ
    ବିଶ୍ୱାସରେ ଦେଇ ବିଷ
    ଡାକେ ନିଜ ସର୍ବନାଶ
    ହୋଇ ଅନ୍ଧ କାଲ ଜଡ଼ା
    ଏ ଜାତିକୁ କରିଛି ମଡା
    ଶ୍ଵାନ ଶୃଗାଳର ମେଳ
    ବୃଦ୍ଧ ଜରଦ୍ଗବ କୋଳ
    ଖଣି ପାଣି ଭୂମି ଲୁଟି
    ଜଗାକୁ ମାଇଛି ପଟି
    ମାଆ ମାଟି ପାଇଁ ମୋହ
    ବି-ଜାତିର କାହିଁ କହ?????
    😢😢😢

  • @user-lc1tf3up7x
    @user-lc1tf3up7x 6 дней назад +42

    ବିଜୁ ପଟ୍ଟନାୟକ ର ପରିବାର ବର୍ତ୍ତମାନ ଖ୍ରୀଷ୍ଟିଆନ ପରିବାର ହେଇଯାଇଛି ,

    • @melisha4236
      @melisha4236 6 дней назад +2

      Right

    • @jashobantanpanda3127
      @jashobantanpanda3127 6 дней назад +1

      Right

    • @gourangasa6027
      @gourangasa6027 6 дней назад +2

      ପୁରାପୁରି ଠିକ କଥା। ବିଜୁ ପଟ୍ଟନାୟକ ଙ୍କ ପରିବାର ବର୍ତ୍ତମାନ ଏକ ଖ୍ରୀଷ୍ଟିଆନ ପରିବାର।

    • @rameshchandraswain2153
      @rameshchandraswain2153 6 дней назад +2

      Pandu go out Nabinji

    • @surendranarayanpanda8021
      @surendranarayanpanda8021 6 дней назад

      ବିଜୁବାବୁଙ୍କୁ ଛାଡି.ତାଙ୍କର ପରିବାର ର ସମସ୍ତେ.ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି. ତାହା ନବୀନ ବାବୁ ପୋପ ଙ୍କୁ ସାକ୍ଷାତ କରିବା ତାହାର ପ୍ରମାଣ.

  • @user-kt4sh2sm6s
    @user-kt4sh2sm6s 6 дней назад +49

    ଦେବ ତୁଲ୍ଯ ବିଜୁବାବୁଙ୍କ ଗୋଟିଏ ବି ଗୁଣ ନବୀନବାବୁ ଆଣିପାରି ନାହଁନ୍ତି।

    • @krishnasatapathy2088
      @krishnasatapathy2088 6 дней назад +2

      Kintu kangal odisha ku biswa Darbar re sanmanita kareideichanti

    • @jashobantanpanda3127
      @jashobantanpanda3127 6 дней назад

      Right

    • @omsahoo4370
      @omsahoo4370 6 дней назад +2

      @@krishnasatapathy2088 kou parameter re ?? biswa daebar re ??

    • @krishnasatapathy2088
      @krishnasatapathy2088 6 дней назад +1

      @@omsahoo4370 kaha support or against re na jai jadi neutral point of view ru alochana karibe nije janiparibe.

    • @melisha4236
      @melisha4236 6 дней назад

      @@SidharthMishra99 right

  • @saratmishra7100
    @saratmishra7100 6 дней назад +57

    ଇଣ୍ଟରନେଟ୍ ସୂତ୍ରରୁ ଜଣ ପଡୁଛି, ଶ୍ରଦ୍ଧା (physio) ଓ Pandian ପୂର୍ବତନ CM ଙ୍କୁ କବଜା କରି ରଖିଛନ୍ତି।
    Pandian ନବୀନ ନିବାସ ରେ ରହୁଛନ୍ତି।
    ତେଣୁ BJD ଦଳ ଯେ Pandian ଙ୍କ କବଳରେ, ଏଥିରୁ ସ୍ପଷ୍ଟ ବାରି ହେଉଛି।
    ତେଣୁ ଦଲ ର ବିଭାଜନ ଅବସମ୍ଭ୍ୟାବି।

  • @saratsahoo268
    @saratsahoo268 6 дней назад +25

    ବିଜୁ ବାବୁ ଜନନେତା କିନ୍ତୁ ନବୀନ, ବୁରୋକ୍ରାଟ ନେତା । ନବିନ କେବଳ ଲୋକପ୍ରିୟ ଚାଉଳ ଯୋଗୁ।

  • @samirnayak3768
    @samirnayak3768 6 дней назад +42

    ଏହା ସମ୍ପୂର୍ଣ୍ଣ ସତ୍ୟ ଯେ ସବୁର ସୃଷ୍ଟିକର୍ତ୍ତା ନବୀନ ବାବୁ

  • @jayantakumarmohanty9050
    @jayantakumarmohanty9050 6 дней назад +92

    ଅନେକ ଥର କହିଛି....ବିଜୁ ବାବୁ ହାରି ହାରି HERO...ନବୀନ ବାବୁ ଜିତି ଜିତି ZERO.

  • @SradhanjaliPanda-pc4hx
    @SradhanjaliPanda-pc4hx 6 дней назад +58

    ଆପଣଙ୍କର ସତ୍ୟ କଥା ଶୁଣି BJD ର କୁକୁର ମାନେ ଭୋ ଭୋ ହଉଛନ୍ତି......But ଆପଣଙ୍କୁ ମୋର Request ଆପଣ ଏମିତି ସତ୍ୟ ଘଟଣା କୁ ଲୋକ ଲୋଚନକୁ ଆଣନ୍ତୁ

    • @tapasswain3231
      @tapasswain3231 6 дней назад

      BJD ra posa kukura Abe BJD ra pagala kukura hei rasta ghata re buluchanti ,So pakhare sabubele Anti-rabbies injunction rakhiba bhala nahela electric stick .

    • @subodhadas2320
      @subodhadas2320 6 дней назад

      13:30 😅

  • @satishchandrabehera7291
    @satishchandrabehera7291 6 дней назад +54

    ଯେଉଁଠି ଭୁଲ୍, ସେଇଠି ବେଶୀ ଭୟ।
    ଚବିଶ ବର୍ଷର କେଡେ ବଡ ଭୟ।।
    ଜୟ ଜଗନ୍ନାଥ!!!

  • @basantajena5418
    @basantajena5418 6 дней назад +26

    Sir ଭୁଲିଗଲେ, ଜଗତସିଂହପୁର, ଯାଜପୁର ଓ କନ୍ଧମାଳ ନୁହେଁ, କେନ୍ଦ୍ରାପଡ଼ା ଭଳି ବିଜୁବାବୁ ଙ୍କ ଗଡ଼ ରେ ବି ଚିତ ମାରିଲା ବିଜେଡି | ମନେ ପକାନ୍ତୁ, 1980 ଓ 1984 ଇନ୍ଦିରା ଗାନ୍ଧୀ ହତ୍ୟା ପର ଅନୁକମ୍ପା ହାୱା କୁ ବି ବିଜୁ ବାବୁ ଉଡେଇ ଦେଇଥିଲେ ଓ କେନ୍ଦ୍ରାପଡ଼ା ରୁ ବିଜୟୀ ହୋଇଥିଲେ | ଅର୍ଥାତ 20 କଂଗ୍ରେସ ଓ 1 ଜନତା ଏବେ 2024 ରେ 20 ବିଜେପି ଓ 1 କଂଗ୍ରେସ | ବିଜେଡି ଦୃଶ୍ୟପଟ ରୁ ଗାୟବ |

  • @geetaranisamal6638
    @geetaranisamal6638 6 дней назад +58

    ନବୀନ ବାବୁଙ୍କ ଅବସ୍ଥା ଦେଖି ହସ ଲାଗୁଛି। କେତେ ଲୋକଙ୍କୁ ଭୁଆଁ ବୁଲାଇ ଦେଶ କୁ ଶାସନ କରିଛନ୍ତି ୨୪ ବର୍ଷ। ଆଜି ଏ ଅସହାୟତା ର ସୃଷ୍ଟିକର୍ତ୍ତା ସେ ନିଜେ।

  • @nabakishorelenka1915
    @nabakishorelenka1915 6 дней назад +5

    "ଅନ୍ଧ ଧୃତରାଷ୍ଟ୍ର ସୁରାପାନ ଓ ପୁତ୍ର ମୋହ ରେ ନିମଗ୍ନ" ଏହି ମତାମତ ଟି ଯେଉଁ ଭାଇ ଦେଇଛନ୍ତି ତାଙ୍କୁ ମୋର ଆନ୍ତରିକ ଶ୍ରଦ୍ଧା ଓ ସମ୍ମାନ।

  • @ArunDas-hc5zz
    @ArunDas-hc5zz 6 дней назад +20

    ଆପଣା ହସ୍ତେ ଜିହ୍ୱା ଛେଦି ,କେ ଅଛି ତାର ପ୍ରତିବାଦୀ ।

  • @trilochanpatnaik6321
    @trilochanpatnaik6321 6 дней назад +9

    ଓଡ଼ିଶାରେ ଇତିହାସ ରେ ନବୀନ ପଟ୍ଟନାୟକଙ୍କ ସଦୃଶ ଜଣେ villian ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀ ଦେଖିନଥିଲେ।

  • @skdsingerkumarsaroj655
    @skdsingerkumarsaroj655 6 дней назад +42

    ବିଜେଡି କୁ ଯେଉଁ ମାନେ ପୁରା ସ୍ୱଛ ସରକାର ଭାବୁଛନ୍ତି ସେମାନେ ଆପଣଙ୍କ ର ବାର୍ତ୍ତା ଟିକେ ଶୁଣି ବା କଥା
    ଜୟ ଜଗନ୍ନାଥ

    • @tapasswain3231
      @tapasswain3231 6 дней назад +5

      Bhai semane asi comment re gali karuchanti tanka dehare jauni sata katha.

    • @ishwarchandra3980
      @ishwarchandra3980 6 дней назад

      @@tapasswain3231 ରକ୍ତକୁ ରକ୍ତ କାଟେ 😆

  • @bishnucharnrana3282
    @bishnucharnrana3282 6 дней назад +89

    ବାପା ବିଜୁବାବୁଙ୍କ ଅଧୁରା ସ୍ବପ୍ନକୁ ପୁରା କରିବା ପାଇଁ ନବୀନ ପଟ୍ଟନାୟକଙ୍କୁ ୨୫ବର୍ଷ ଲାଗିଗଲା ସତ କିନ୍ତୁ ପୁରା ହୋଇ ପାରିଲା ନାହିଁ ବରଂ ନିଜେ ଅଧୁରା ହୋଇଗଲେ ।

    • @chhabindramansingh73
      @chhabindramansingh73 6 дней назад +4

      36ମସିଆ କୁ ସମୟ ନେଇଥିଲେ ନବୀନ, ଲୋକ ଦେଲେନି କିଆଁ

    • @gayatreemahapatra4481
      @gayatreemahapatra4481 6 дней назад +2

      Biju Babu nka swapna ku purana Kariba pain swapna dekhiba pain bhagya n karma darkar. That's not a pila khela.

    • @newbestknow4141
      @newbestknow4141 6 дней назад +2

      ବିଜୁବାବୁ ଦିନରେ ନା ରାତି ରେ ସପନ ଦେଖିଥିଲେ.

    • @unparhi
      @unparhi 6 дней назад +1

      The analytical discussion is unique .

    • @manoranjan34680
      @manoranjan34680 6 дней назад

      @@chhabindramansingh73 36 ମସିହାକୁ ନବୀନବାବୁ ଥିବେ ତ?2000 ରୁ 2024 ସମୟ କୁଳେଇଲା ନାହିଁ ଯେ ପୁଣି 36, ବିଜୁବାବୁ ତାଙ୍କର ଅଧୁରା ସ୍ୱପ୍ନକୁ ନବୀନବାବୁ କାନରେ କହିଦେଇଥିଲେ ନା ଖାତାରେ ଲେଖିକି ଦେଇଥିଲେ?

  • @user-sk6cm7km1g
    @user-sk6cm7km1g 6 дней назад +19

    କେବଳ.. ଧର୍ମର ଜୟ ହୋଇଛି ସାର଼ । କିନ୍ତୁ ମହାଭାରତ ପରିପୂର୍ଣ୍ଣତା ପାଇଁ ଆହୁରି ଗୋଟେ ଦିନ ବାକି ଅଛି ! ଖୁବ୍ ନିକଟ ଏହା ମଧ୍ୟ ହିସାବ ହୋଇଯିବ। "ହରେ କୃଷ୍ଣ"

  • @bhubanmohanty3853
    @bhubanmohanty3853 6 дней назад +6

    ବିଧାନ ସଭାକୁ ଆସିଲେ ସିନା ବିରୋଧୀ ଦଳର ଭୁମିକା ନିର୍ବାହ କରିବେ

  • @PurnachandraBehera-if5tu
    @PurnachandraBehera-if5tu 6 дней назад +4

    କେହି ନବୀନ ବାବୁ ଙ୍କୁ ଭଲ ପାଆନ୍ତି ନାହିଁ। କେବଳ ମାଗଣା ଖିଆ ଙ୍କ ପାଇଁ ପ୍ରିୟ।

  • @janardanpanda5378
    @janardanpanda5378 6 дней назад +42

    ବିଜୁ ଜନତା ଦଳ ର ଲଗାମ ନବୀନ ବାବୁ ଙ୍କ ହାତରେ ନାହିଁ ଅନ୍ୟ କାହା ହାତରେ ଅଛି ବତ୍ତର୍ମାନ ବିଜୁ ଜନତା ଦଳ ଭାଗ ଭାଗ ହେବାକୁ ଯାଉଛି

  • @brajakishorepadhi4022
    @brajakishorepadhi4022 6 дней назад +29

    ଖୁବ୍ କମ ଦିନ ଉିତରେ ନବୀନ ପଟ୍ଟନାୟକ ଗାଣ୍ଡି ରେ ଗୋଇଠା ମାରି ବିଜେପି କୁ ପଳେଇ ବେ ବିଧାୟକ ମାନେ।

    • @tapasswain3231
      @tapasswain3231 6 дней назад +1

      Bhai aau congres ra MLA sabu kuade jibe na semane BJD re misibe please reply bro.

    • @brajakishorepadhi4022
      @brajakishorepadhi4022 6 дней назад

      @@tapasswain3231 ବିଜେଡି ବର୍ତ୍ତମାନ ରସଶୂନ୍ୟ ତେଣୁ ବିଜେପି କୁ କିଛି ଆସିବେ। ୨୦୨୯ ରେ ମୁଖ୍ଯ ବିରୋଧୀ ଦଳ କଂଗ୍ରେସ ହେବ। ନବୀନ ପଟ୍ଟନାୟକ କିଛି ବି କରିପାରିବ ନାହିଁ

  • @Jagannath-oc9ht
    @Jagannath-oc9ht 6 дней назад +4

    ବିଜୁ ସିଂହ ହେଲେ ନବୀନ ସ୍ରୁଗାଳ, ବିଜୁ ସ୍ବର୍ଗ ହଲେ ନବିନ ଏକ ମଞ୍ଚ , ବିଜୁ ଗିବର ହିମାଳୟ ହେଲେ ନବୀନ ଏକ ଗ୍ଲୁମ।

  • @chhabindramansingh73
    @chhabindramansingh73 6 дней назад +6

    Bjd ର ସ୍ୱାଭିମାନ ନଥିଲା, ଲୋକଙ୍କ କାମ କରୁନଥିଲେ ଖାଲି ଲୁଟିବାରେ ବ୍ୟସ୍ତ ଥିଲେ, ନିଜଭିତରେ ପ୍ରତିଯୋଗିତା କରୁଥିଲେ, ସେଥିପାଇଁ ତାମିଲିର ଚାମଚା ଗିରି କରୁଥିଲେ, ତେଣୁ ଡର

  • @mituprdhan2020
    @mituprdhan2020 7 дней назад +10

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻

  • @nabinbeura3225
    @nabinbeura3225 6 дней назад +9

    ମାଟିର ପୁତ୍ରକୁ ଛାଡିବ କିଏ ? ସେ ତ ମାଟି ସହ ଜଡିତ. କିନ୍ତୁ ନବୀନ ବାବୁ ସର୍ବଦା ଅଣଓଡ଼ିଆ ଭାବ ଦେଖାଇଛନ୍ତି. ଅନ୍ୟ କାନ୍ଧରେ ବନ୍ଧୁକ ରଖିବାକୁ ପ୍ରଶ୍ନ କରିଛନ୍ତି. ତେଣୁ ତାଙ୍କପ୍ରତି ମାତିପ୍ରିତି ଆସିବ କୁଆଡୁ ? କେବଳ ଅନ୍ଧ ଭାବେ biju-putra ଭାବେ ନବୀନ ବାବୁ ସୁବିଧା ନେଇଛନ୍ତି.

  • @prafullamohanty5557
    @prafullamohanty5557 6 дней назад +5

    Nice presentation.
    Your prediction is 100%correct.

  • @user-sl4yh2yt4c
    @user-sl4yh2yt4c 6 дней назад +6

    U. R. Right Sir, your analysis is very very Good. Jay SriRam 🙏🙏🙏

  • @geetaranisamal6638
    @geetaranisamal6638 6 дней назад +12

    କେତେ ଯେ ନାଟକ କରି ଏବେ ବିରୋଧୀ ଦଳ ନେତା ବନିଲେ

  • @gaurangadas2630
    @gaurangadas2630 6 дней назад +6

    Carry on your analysis of Odisha politics for the knowledge of Odias.

  • @mylifemyfamily-rl9jq
    @mylifemyfamily-rl9jq 7 дней назад +10

    Jay Jagannath 🙏

  • @netajidash9367
    @netajidash9367 6 дней назад +6

    ପୁଅକୁ ବାପ ଯିମିତି ଚିହ୍ନିବ ଆଉ କିଏ ପାରିବ କି? ସେଥିପାଇଁ ବିଜୁବାବୁ ଡରୁଆ ପୁଅକୁ ତାଙ୍କ ଅନ୍ତେ ଉତ୍ତରାଧିକାରୀ କରି ନଥିଲେ।

  • @FAKIRJENA-du2zs
    @FAKIRJENA-du2zs 6 дней назад +7

    Top quality episode

  • @tirtharajpanda7237
    @tirtharajpanda7237 7 дней назад +9

    Jai Jagannath
    Very nice and true analysis
    Proud of U sir
    Honest and fearless Journalist of Odisha and India.
    Pray to Lord Jagannath for ur good health and happiness.

    • @hardworkneverdies5679
      @hardworkneverdies5679 6 дней назад +1

      Honest ଯଦି ଶ୍ରୀମନ୍ଦିର ଅବ୍ୟବସ୍ଥା ବିଷୟରେ ଭିଡିଓ କରୁନାହାନ୍ତି?? ୟେ honest fearless ନୁହଁ ଅନ୍ଧ ଭକ୍ତ

    • @tapasswain3231
      @tapasswain3231 6 дней назад +1

      Odisha re Nabin das nka fearless journalist pain tanku bohut loka bhala panti.

    • @Ranjan_Mohanty
      @Ranjan_Mohanty 6 дней назад +1

      @@hardworkneverdies5679 ଶ୍ରୀମନ୍ଦିର ଶେଷ ଥର କେବେ ଯାଇଥିଲୁ ? ଏବେ ତ ସୁରୁଖୁରୁ ରେ ଦର୍ଶନ ହଉଛି l

  • @dhaneswardas7823
    @dhaneswardas7823 6 дней назад +7

    ବିଜୁବାବୁ ରିକ୍ସାବାଲା ସହିତ କଥା ହୋଇ ଅନେକ ଥର ବିଧାନସଭା ଯାଇଛନ୍ତି।

  • @subhabratamishra4465
    @subhabratamishra4465 6 дней назад +5

    ଆଜ୍ଞା ପ୍ରଣାମ୍‌ 🙏, ଆପଣଙ୍କ ତଥ୍ୟ‌ମୂଳକ୍‌ ଆଲୋଚନା ମୋତେ ବହୁତ୍ ଶାନ୍ତି ପ୍ରଦାନ୍‌ କରି ଆସିଛି। କିନ୍ତୁ ଆପଣ ସବୁବେଳେ ୯୦ କୁ 'ନବେ' ପଢ଼ିବା ପରିବର୍ତ୍ତେ 'ଲବେ' ବୋଲି ପଢୁଛନ୍ତି । ଆଶା କରେ ଦୟାପୂର୍ବକ୍‌ ଏଥି ପ୍ରତି ଦୃଷ୍ଟି ଦେବେ । ଜୟ୍‌ ଜଗନ୍ନାଥ୍ 🙏

  • @susantasahoo9544
    @susantasahoo9544 6 дней назад +5

    ନବୀନ ପଟ୍ଟନାୟକ ବାବୁ ନିଜ ଦଳର କର୍ମକର୍ତ୍ତା ମାନଙ୍କ ଉପରେ ଭରସା ନାହିଁ।କର୍ମକର୍ତ୍ତା ମାନେ ବର୍ତ୍ତମାନ ନବୀନ ବାବୁ ଙ୍କୁ ସନ୍ଦେହରେ ଦେଖୁଛନ୍ତି।pandian ବାବୁ ନବୀନ ବାବୁଙ୍କର୍ ସେଭଳି କିଛି ଗୁପ୍ତ କଥା ଜାଣିଛନ୍ତି ତାହା ପ୍ରକାଶ କଲେ ନବୀନ ବାବୁ ଜନମନସରେ ନିନ୍ଦିତ ହେବେ।ତେଣୁ ସମସ୍ତେ ବିଜେଡି ନେତା ତଥା ଓଡ଼ିଶା ବାସୀ ଜାଣନ୍ତି pandian ବାବୁଙ୍କ ଯୋଗୁ ଦଳ ହାରିଲା ।କିନ୍ତୁ ନବୀନ ପଟ୍ଟନାୟକ ବାବୁ pandian ଙ୍କ ଦୋଷ ନାହିଁ ବୋଲି କହୁଛନ୍ତି ।ଯଦି g ନିର୍ବାଚନରେ ବିଜେଡ଼ି ସରକାର କରିଥାନ୍ତା,ତେବେ pandian ବାବୁ ଙ୍କୁ ଦାୟିତ୍ଵ ଦେଇ କାଉପୁନି ପିନ୍ଧି କମଣ୍ଡଳ ଧରି ନବୀନ ବାବୁ ସନ୍ନ୍ୟାସ ନେଇ ସାରନ୍ତାଣି।

  • @ashokkumarpanda5127
    @ashokkumarpanda5127 7 дней назад +8

    Jay Shree Jagannath 🙏🏼

  • @basantapattnaik7812
    @basantapattnaik7812 6 дней назад +7

    ସାର ପ୍ରଣାମ 🙏🌹

  • @jogendramishra243
    @jogendramishra243 6 дней назад +23

    ଆପଣ ଯାହା କହନ୍ତି ସବୁ ସତ ହୋଇଥାଏ।

  • @manoranjan34680
    @manoranjan34680 6 дней назад +5

    ସାର ନମସ୍କାର, ଆପଣଙ୍କ ବିସ୍ଲେସଣ ରୁ ଯାହା ଜଣାପଡୁଛି ଯେ ବିଜେଡି ଦଳରେ ଫାଟ ସୃଷ୍ଟି ହୋଇସାରିଛି ଏବଂ ଦଳର ବିନାଶର ଆୟାମରମ୍ଭ ହୋଇଗଲା ଯାହାର ଭବିଷ୍ୟତ ଅନ୍ଧକାରମୟ,ଦୀର୍ଘଦିନ ସରକାରରେ ଥିଲେ ବର୍ତମାନ ବିରୋଧୀ ଭାବରେ ବସିବାକୁ ଧୈର୍ଯ୍ୟ ରହିବ ନାହିଁ, ତେଣୁ ଦଳ 33 ଖଣ୍ଡ ହେବା ଅବଶ୍ୟମ୍ଭାବି, ଦୁର୍ଯୋଧନ ର ନିହତ ପରେ ଧୃତରାଷ୍ଟ୍ରଙ୍କ ଆଖିଖୋଳିଥିଲା, ତେବେ ପାଣ୍ଡୁ ନଗଲାଯାଏ ନବୀନବାବୁଙ୍କର ମୋହଛାଡିବ ନାହିଁ, ଧନ୍ୟବାଦ ଜୟ ଜଗନ୍ନାଥ 🙏🙏🙏

  • @dibyaranjantripathy4642
    @dibyaranjantripathy4642 6 дней назад +1

    ଏ ଦଳ ରେ କିଛି ରହିବ ନାହିଁ। ଅଧେ ବିଜେପି ଆଉ ଅଧେ କଂଗ୍ରେସ ପଳେଇବେ ।

  • @BasudevMohapatra-be5mf
    @BasudevMohapatra-be5mf 6 дней назад +6

    ମାନସ ବସ୍ତିଆ କୁ ଡରି ଏ ପ୍ରକାର ବ୍ୟବସ୍ଥା

  • @bhagirathidasodisha.6934
    @bhagirathidasodisha.6934 6 дней назад +3

    ଜନତା ଙ୍କ ପାଇଁ ସରକାର ବା ବିରୋଧୀ
    କିନ୍ତୁ ନେତା ଓ ନେତୃତ୍ୱ ଆଜି ଦିଶାହୀନ
    ଯାହା ଆପଣଙ୍କ ନିର୍ଭୟ ଗୁମର କଥା
    ସମ୍ପୂର୍ଣ୍ଣ ଗୁମର ଖୋଲୁ ଥାଉ
    ଜୟ ଜଗନ୍ନାଥ

  • @Shayam570
    @Shayam570 7 дней назад +5

    jay jagannath

  • @bimalkantatripathy2776
    @bimalkantatripathy2776 6 дней назад +5

    କୁହାଳିଆ ନେତାମାନେ କାହିଁ ଦୃଶ୍ୟମାନ ହେଉ ନାହାନ୍ତି ?ସେ ବିଷୟରେ ଆଲୋଚନା କରନ୍ତୁ।

  • @manojkumarsaint7803
    @manojkumarsaint7803 6 дней назад +2

    Jay Shree Jagannath

  • @mahendrakumarnayak3039
    @mahendrakumarnayak3039 6 дней назад +4

    ନମସ୍କାର, ଆଜ୍ଞା ଆପଣ ଠିକ୍ କହିଛନ୍ତି। ଦେଖୁ ନାହାନ୍ତି, ରାସ୍ତାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ପାଇଁ ଆମେ ୪୫ ରୁ ୫୦ ମିନିଟ ଖରା ବର୍ଷା ରେ ଏ ଜି ଛକ ରେ ବଡ଼ ଅସହିଷ୍ଣୁ ଭାବରେ ଅପେକ୍ଷା କରୁଥିଲୁ। ଅଥଚ ଗତକାଲି ସାନ୍ଧ୍ୟ ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଲୋକସଭା ଭବନରୁ ଫେରୁଥିଲେ କିନ୍ତୁ ଆମକୁ ଜଣା ପଡିଲା ନାହିଁ ଯେ ମୁଖ୍ୟମନ୍ତ୍ରୀ କେତେବେଳେ ପୋଲିସ ସୁରକ୍ଷାରେ ଚାଲିଗଲେ।
    ନିର୍ବାଚନ ପୂର୍ବରୁ ଭି:କେ:ପି ବିଦ୍ରୋହ ପାଇଁ ଡରୁଥିଲେ, ତେଣୁ ସେ ନିଜେ ହିଁ ପ୍ରଚାର କରୁଥିଲେ। ଆଉ ନିର୍ବାଚନ ପରେ ବର୍ତ୍ତମାନ ବିଜେଡି ସୁପ୍ରିମୋ ନିଜେ ସେହି ବିଦ୍ରୋହ ର ସାମ୍ନା କରିବାକୁ ବାଧ୍ୟ। କୁରାଢି ନିଜ ଯାଗାରେ ଥିଲା ଏମାନେ ଦୁଇଜଣ ନିଜର ଗୋଡ଼କୁ ନେଇ କୁରାଢି ଉପରେ ପିଟିଛନ୍ତି ଯେତେବେଳେ ତାର ପରିଣାମ ନିଶ୍ଚିତ ଭୋଗ କରିବେ।

  • @p.njagadev9597
    @p.njagadev9597 6 дней назад +3

    Congrats for bringing the true facts to public 💐I feel in every week, one to two lakhs subscribers added to Nirbhaya Gumar katha and now I subscribe to your Nirbhaya newspaper also as we are fond of your fearless and clear presentation awaiting your episode everyday 💐💐🙏

  • @pradeepkumarsinha803
    @pradeepkumarsinha803 6 дней назад +20

    ଯେପରିକି ଯାହାର ପୁଅକୁ ସାପ କାମୁଡେ, ତା'ର ମା' ପାଳ ଦଉଡିକୁ ଦେଖିଲେ ଡରେ। ସେହିପରି.....

  • @gunanidhinaik3699
    @gunanidhinaik3699 6 дней назад +2

    ରାଜନୀତି ରେ ଜୟ ପରାଜୟ ଏକ ସାଧାରଣ କଥା ।ଏଥି ପାଇଁ କେହି ବି ଦାୟୀ ହୋଇ ନ ପାରନ୍ତି ।ସମୟ ବଡ ବଳବାନ୍ ।

  • @nrusinghacharananpalai8034
    @nrusinghacharananpalai8034 6 дней назад +4

    ଜୟ ଜଗନ୍ନାଥ

  • @sushildash1265
    @sushildash1265 6 дней назад +3

    ନବୀନ ପଟନାୟକ ନିଜେ ତ ନିଜକୁ ଜାନିଛନ୍ତିନା।ମାନେ ସେ କାହା ପ୍ରତି କିପରି ଅମାନବୀୟ ଆଚରଣ କରିଛନ୍ତି ତାହା ତାଙ୍କୁ ଭଲଭାବରେ ଜଣା ସେଥିପାଇଁ ତାଙ୍କୁ ସବୁ କ୍ଷେତ୍ରରେ ଅସୁରକ୍ଷିତ ଅନୁଭବ ହେଉଛି ଏବଂ ନିରନ୍ତର ଭାବେ ଅନ୍ତାରାତ୍ମାରେ ତାଙ୍କୁ ଭୟ ଘାରି ରହୁଛି।କିନ୍ତୁ ଗୋଟିଏ ବାକ୍ୟ ସତ୍ୟ ଯେ wickedness never goes unpunished. ସେ ଯେତେ ଲୋକଙ୍କୁ ଅନ୍ୟାୟରେ କଲବଲ କରିଛନ୍ତି ତାଙ୍କୁ ଗୋଟେ ଜନ୍ମ କଣ ଅନେକ ଜନ୍ମ ନେବାକୁ ପଡ଼ିବ କର୍ମଫଳ ଭୋଗ କରିବାକୁ।ଆଉ ଯଦି ନବ ଦାସ ମୃତ୍ୟୁ ର କାରଣ ଇଏ ହୋଇଥିବେ ତେବେ ଇଏ ଆଉ ମନୁଷ୍ୟ ଯୋନିପ୍ରାପ୍ତ ହେବେ ନାହିଁ।ଏହା ମୁଁ କାହିଁକି କହୁଛି ନା ନବୀନ ପଟ୍ଟନାୟକ ଜଣେ ଅକଳ୍ପନୀୟ ବ୍ୟକ୍ତି।ମାନେ ତାଙ୍କ ଆଚରଣ ଏପରି ଯେ ବିଜୟ ମହାପାତ୍ର ଙ୍କ ଭଳି ବ୍ୟକ୍ତିତ୍ବ କୁ ଇଏ ସହଜରେ ଧୋକା ଦେଇଦେଲେ ଆଉ ସିଏ ୟାଙ୍କ ଷଡ଼ଯନ୍ତ୍ରର କାଣିଚାଏ ବି ଟେର ପାଇଲେନି।

  • @hemantakumarmohanty849
    @hemantakumarmohanty849 6 дней назад +4

    ନିଜେ ନବୀନ ପଟ୍ଟନାୟକ ଭୟ ଭିତ ଅଟନ୍ତି

  • @biswanathpanda8228
    @biswanathpanda8228 6 дней назад +2

    ସାର ପ୍ରକୁତରେ ଆପଣ ନିରାଟ ସତ୍ୟ ଘଟଣା ପ୍ରକାଶ କରିଛନ୍ତି , 👍👍👍👍👍

  • @dhaneswarbetal7269
    @dhaneswarbetal7269 6 дней назад +4

    ଭାଇ ସବୁ କଥା ଲୋକମାନେ ଅଳ୍ପ ଦିନ ଭିତରେ ଜାଣି ପାରିବେ।

  • @ramachandrapanipani7424
    @ramachandrapanipani7424 6 дней назад +1

    ନିର୍ଭୀକ ନବୀନ ଦାସ ନିର୍ଭୟ-ରେ ।

  • @sadananda70
    @sadananda70 6 дней назад +1

    Nirbhaykuwellcome❤️👍👍👍

  • @shyamsundarrath275
    @shyamsundarrath275 6 дней назад +1

    ନବୀନ ଓ ବିଜୁ ଜନତା ଦଳକୁ ନେଇ,ଆପଣ ବହୁତ ବ୍ୟସ୍ତ ଥିଲା ଭଳି ମନେହେଉଛନ୍ତି।

  • @bailochanasahoo8643
    @bailochanasahoo8643 6 дней назад

    Truefact100%corret

  • @gyanabratamohanty4219
    @gyanabratamohanty4219 6 дней назад +1

    ଭୟ କରିବାର ଯଥେଷ୍ଟ କାରଣ ରହିଛି | ଡେରିରେ ହେଲେ ବି,ଏବେ ଓଡ଼ିଆ ଜାଗ୍ରତ ହେଲେଣି ଆଉ ଅନେକ ଦିନର ନୀରବତା ଭାଙ୍ଗିଲେଣି | ନିଜ ଦଳର ନିର୍ବାଚିତ ପ୍ରତିନିଧି, mla, mp, ମନ୍ତ୍ରୀ ମାନଙ୍କୁ ଯେପରି ଅନ୍ୟର ଔଦ୍ଧତ୍ୟ ସହି ତାଙ୍କ ପାଦ ଚାଟିବାକୁ ବାଧ୍ୟ କରିଥିଲେ, ଏବେ ତାହାରି ବିରୁଦ୍ଧରେ ସ୍ୱର ଯେ ନିଶ୍ଚୟ ଉଠିବ, ଏକଥା ସେ ଠିକ ଜାଣିଛନ୍ତି | ସମସ୍ତ ଚେଷ୍ଟା ସତ୍ୱେ ଦଳର ବିପର୍ଯୟ ପାଇଁ ନାଟର ଗୋବର୍ଦ୍ଧନ - ଏକମାତ୍ର ନବୀନ ବାବୁ | ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଭିଶାପ ଫଳିଲା 🙏🙏🙏

  • @deepakacharya3892
    @deepakacharya3892 6 дней назад +2

    NO, ନବୀନ ବାବୁ ବହୁଭଳି ଭଳି ବିଶ୍ୱାଘାତକତାର ଶିକାର ହେଲେ। CBI/ED ମାମଲାରୁ ରକ୍ଷା ନିମନ୍ତେ ବବି ଦାସ ଏବଂ ପାଣ୍ଡୁ ଅମିତ୍ ଶାହା ସହ ବୁଝାମଣା କରିଥିଲେ। ରାଜ୍ୟବାସୀ BJP କୁ ଭୋଟ ଦେବାର ସନି ଦଶା ବହୁତ୍ ଶୀଘ୍ର ଭୋଗିବେ। ଛପରଫାଡ ଖଣି ଲୁଟ୍, ବବି ଏବଂ ପାଣ୍ଡୁ BJP JOIN, ଗୁଣ୍ଡାରାଜ୍ ଚାଲିବ। ତାମିଲ ପରେ ଏବେ ଓଡ଼ିଶା କୁ ଶାସନ କରିବ ଗୁଜରାଟ। ମାଝୀ ର ଚପଲ ମୁଣ୍ଡିଆ ର ଓକାତ ZERO।

  • @saubhagyakumarswain8060
    @saubhagyakumarswain8060 6 дней назад

    Great

  • @rabindrarath9474
    @rabindrarath9474 6 дней назад +2

    ଆପଣ ଓଡିଶାର ଜାଗ୍ରତ ପ୍ରହରୀ ବର୍ତମାନ ସରକାରଙ୍କ ନଜର ରଖିବାକୁ ଅନୁରୋଧ ତାହେଲେ ସରକାର ଉର୍ନତି ପଥେ ଆଗେଇ ଚାଲିବ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ

  • @madhusudanmohanty4293
    @madhusudanmohanty4293 6 дней назад

    Excellent.

  • @sahadevsingh6814
    @sahadevsingh6814 6 дней назад

    ବହୁତ୍ ସୁନ୍ଦର ଭାବନା କୁ ଚିତ୍ରଣ ପୂର୍ବକ ଉପସ୍ଥାପନ କରି ଥିବାରୁ ଅନେକ ଅନେକ ଶୁଭେଚ୍ଛା ଶୁଭ ଅଭିନନ୍ଦନ ଜଣାଉଛି

  • @debiprasadbehera1885
    @debiprasadbehera1885 6 дней назад +2

    Sir odisha mine's commissioner sudarshan chakraborty against re samishya କରନ୍ତୁ ସାଉଥ୍ ଲୁଟେରଙ୍କୁ entry କରାଉଛନ୍ତି ମାଲକାନଗିରି ଓ କୋରାପୁଟ କଲେକ୍ଟର ଯେବେଠୁ ଥିଲେ । ସେଥି ପ୍ରତି ଧ୍ୟାନ ଦେବେ

  • @hadibandhubeshra7818
    @hadibandhubeshra7818 6 дней назад

    Ati khusi khabar.

  • @bhubaneswarmusings3442
    @bhubaneswarmusings3442 4 дня назад

    Excellent Sir.

  • @gunanidhinaik3699
    @gunanidhinaik3699 6 дней назад +2

    ବି.ଜେ.ଡି.କୁ ଯେଉଁ ଶିକ୍ଷା ମିଲିଲା ଆଗାମି ଦିନରେ ବିଜେପି ସମେତ ସମସ୍ତ ରାଜନୈତିକ ଦଳକୁ ଶିକ୍ଷଣୀୟ ହୋଇ ରହିଯିବ।

  • @dillipcreations2010
    @dillipcreations2010 6 дней назад

    ଖୁବ୍ ସୁନ୍ଦର ବିଶ୍ଲେଷଣ ଆଜ୍ଞା

  • @kalpanaparida3178
    @kalpanaparida3178 6 дней назад +1

    100 percent right🙏

  • @haramohansahoo4381
    @haramohansahoo4381 6 дней назад

    Real fact.

  • @successfullife6722
    @successfullife6722 6 дней назад

    ଜୟ ଶ୍ରୀରାମ l🙏

  • @maheswarpradhan4247
    @maheswarpradhan4247 6 дней назад

    Very interesting analysis

  • @himansusekharrout2433
    @himansusekharrout2433 6 дней назад

    🙏JAY JAGANNATH 🙏

  • @narayandas369
    @narayandas369 6 дней назад

    ନିର୍ଭୟ ଗୁମର ଧନ୍ୟବାଦ

  • @swarajkumarbej3768
    @swarajkumarbej3768 6 дней назад +14

    ନବୀନ ବାବୁ କିପରି ବିରୋଧୀ ଦଳର ନେତାଙ୍କ କାର୍ଯ୍ଯ ନିର୍ବାହ କରିବେ ତାହା ଜୟ ଶ୍ରୀରାମଙ୍କୁ ଜଣା। କେବଳ କ୍ଷମତା ନେବାରେ ସେ ସବୁଠୁ ଆଗରେ।

  • @uttamsethy2832
    @uttamsethy2832 6 дней назад

    Great sir

  • @user-od2fs9gq4v
    @user-od2fs9gq4v 6 дней назад

    ଜୟ ଶ୍ରୀ ଜଗନ୍ନାଥ

  • @janakramnayak1264
    @janakramnayak1264 6 дней назад

    Jayshriram

  • @jyotirmayeedas5860
    @jyotirmayeedas5860 6 дней назад

    Correct sir

  • @AlineOp
    @AlineOp 6 дней назад +1

    ଆପଣକ ଭଳି ସାମ୍ବାଦିକ ରହିଲେ ଏରାଜ୍ୟର ଜନ ସାଧାରଣଙ୍କୁ ନ୍ୟାୟ ମିଳିବ ସେ ଯେକୈଣସି ଦଳ ହେଉନା କାହିଁକି

  • @sahadevnayak4382
    @sahadevnayak4382 6 дней назад

    Nice analysis.

  • @ramachandrapanipani7424
    @ramachandrapanipani7424 6 дней назад

    ଜୟ ଶ୍ରୀଜଗନ୍ନାଥ !

  • @MadhabKhatua-ub2nw
    @MadhabKhatua-ub2nw 6 дней назад +1

    ନବୀନ ବାବୁ ଆପଣଙ୍କ ବିଶ୍ଳେଷଣ ଅତି ଚମତ୍କାର। ଓଡ଼ିଶାରେ ବିଜେଡି ଆଉ ରହିବ ନାହିଁ ଓ ନବୀନ ପଟ୍ଟନାୟକ ବିରୋଧି ଦଳ ନେତାର କାର୍ଯ୍ୟ ସୁଚାରୁରୂପେ ତୁଲାଇ ପାରିବେ ନାହିଁ।

  • @debasishmohanty2793
    @debasishmohanty2793 6 дней назад

    excellent analysis

  • @SanyasiSahu-hc8rw
    @SanyasiSahu-hc8rw 6 дней назад +1

    🌹💐🌹

  • @kirttiranjanbaral6943
    @kirttiranjanbaral6943 6 дней назад +2

    In every content, you are supporting one party and opposing another party. It is not expected. Always try to have balance view . Don't be virtual spokesperson of so called political party!

  • @devmohanty1972
    @devmohanty1972 6 дней назад +1

    24 ବର୍ଷ ହେଲା ଆଖି ଦେଖେଇ , ପୋଲିସ୍ ଡର ଦେଖାଇ ଳୁଟୁ ଥିଲେ। ଏବେ ନିଜକୁ ଡର ଲାଗୁଛି। ଏ ବିଜୁ ଯାତ୍ରା ପାର୍ଟି ଦଳ ଭାଙ୍ଗି ଯିବା ଦରକାର।

  • @rushikeshnayak5396
    @rushikeshnayak5396 6 дней назад

    Your right sir

  • @AshokPanda-qt4qn
    @AshokPanda-qt4qn 6 дней назад

    Sir Dhanyabad 🙏

    • @AshokPanda-qt4qn
      @AshokPanda-qt4qn 6 дней назад

      Apankar Sambad Paribesana sunile Pura Sata ghatana ra ak Gapa bhali laguchhi

    • @AshokPanda-qt4qn
      @AshokPanda-qt4qn 6 дней назад

      Aha aka chalachitra hele Bahut Chaliba Sara Bharat lokaane Dehkibe

    • @AshokPanda-qt4qn
      @AshokPanda-qt4qn 6 дней назад

      Sir Bjd pura 0 Heijibe Jai Jagannath 🙏

    • @AshokPanda-qt4qn
      @AshokPanda-qt4qn 6 дней назад

      Jai Jagannath Jai Maa Samleswari 🙏🙏

  • @ramachandrasahoo1921
    @ramachandrasahoo1921 6 дней назад

    ଜୟ ଶ୍ରୀରାମ 🙏🚩🚩🚩

  • @rajeshbiswal819
    @rajeshbiswal819 6 дней назад

    Jay Jagannath

  • @TapanSahoo-fe9ui
    @TapanSahoo-fe9ui 6 дней назад

    RIGHT

  • @gayadharmahakud5408
    @gayadharmahakud5408 6 дней назад

    Nice.

  • @rajkishorepradhan-lj8zi
    @rajkishorepradhan-lj8zi 4 дня назад +1

    Sir please, outsourcing karmachari nka bisayare kichhi kuhantu

  • @manojkumarrout4694
    @manojkumarrout4694 6 дней назад

    Good 👍and right analysis

  • @RidgeResidency
    @RidgeResidency 6 дней назад

    U r great Nabin Babu(Nirbhay).

  • @debendrapati2338
    @debendrapati2338 3 дня назад

    ନବୀନ ବାବୁ ଓଡ଼ିଆ ନେତଙ୍କୁ ଭଲ ନପାଇବା ଭୟର କାରଣ

  • @ghanashyampadhan8352
    @ghanashyampadhan8352 6 дней назад

    Very nice satarical analysis