ଗାୟକରତ୍ନ ଲୋକନାଥ କର ଙ୍କର କୋଇଲି ମାଳିକା || GAYIKA RAJALAXMI DALAI || KOILI MALIKA || B R MOVIES
HTML-код
- Опубликовано: 20 ноя 2024
- Topic- ଗାୟକରତ୍ନ ଲୋକନାଥ କର ଙ୍କର କୋଇଲି ମାଳିକା || Koili Malika
Gayakratna Lokanath Kara nka Koili Malika
Gayika Rajalaxmi Dalai and Associates
Odia Ladies Pala
B R MOVIES
Also, watch other Pala Topics by Gayika Rajalaxmi Dalai on this Playlist- • GAYIKA- RAJALAXMI DALAI .
Thank You for watching this video. If you like this video then please hit the like button, share, and do subscribe to our channel for more such cultural and entertaining videos, also comment about your feedback in the comment section.
You can watch more Pala videos on these Playlists:-
ODIA PALA BHAJAN- • ODIA PALA BHAJAN AND SONG .
ODIA PALA COMEDY- • ODIA PALA COMEDY .
ODIA PALA ODISHI- • ODIA PALA ODISHI AND C... .
FOLLOW US ON:-
RUclips:- / @brmovies .
Facebook:- / biswaranjan.senapati.399 .
Facebook Page:- / brmoviesodia .
Twitter:- / brmovies0101 .
Blogger:- brmoviess.blog....
Website:- brmovies.in
Click on this link to watch more videos on my related channel Urmi Entertainment:-
/ @urmientertainment .
Also, enjoy more Pala videos on our other channel here-
/ @mamataentertainmentodia .
-----------------------------------------------------------------
COPYRIGHT DISCLAIMER:-
All copyrights are reserved by B R MOVIES. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
-----------------------------------------------------------------
ପାଲାର ସଂଜ୍ଞା :-
ପାଲା ହେଉଛି ଆମ ଓଡିଶାବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି |
ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା |
-----------------------------------------------------------------
#KoiliMalika
#GayakratnaLokanathKara
#GayikaRajalaxmiDalai
#OdiaLadiesPala
#BRMOVIES - Развлечения
Also, watch other Pala Topics by Gayika Rajalaxmi Dalai on this Playlist-ruclips.net/p/PL6VLXZABLZCUDemmu0bkZMe_4f7stvClZ.
ବାଃ କି ସୁନ୍ଦର ଉପସ୍ଥାପନା
ଜୟ ଜଗନ୍ନାଥ 🙏🏻🙏🏻🙏🏻
ରବୀନ୍ଦ୍ର ସାମନ୍ତରାୟ ଙ୍କ କୋଇଲି ମାଳିକା ହୃଦୟସ୍ପର୍ଶୀ
ଆଜି ଆଉ ସେ ନାହାଁନ୍ତି। ସେ ନଥାଇ କି ମଧ୍ଯ ତାଙ୍କ ଗୀତ କଥା କହୁଛି। ସେ ସଦାସର୍ବଦା ଚିର ଅମର ଅଟନ୍ତି (ଲୋକନାଥ କର) 🙏🙏🙏
ଆଜ୍ଞା ଆ ହୁରି.. ରି ସର୍ଚ୍ଚ.... Dar kar... କପି kale b ପ୍ରଭାତ ସାହୁ ଙ୍କ..... ହେବେବେନି......
ଗୋପୀନାଥ...... ମମ ନିବେଦନ ସୁନୋ....
🙏🌹ଜୟ ଶ୍ରୀଜଗନ୍ନାଥ🌹 🙏
😢😢😢 sundar upastapana
Very. Nice. Pala
Best gayika.
ବହୁତ ସୁନ୍ଦର ଉପସ୍ଥାପନା, ମହାଶୟଙ୍କୁ ଧନ୍ୟବାଦ ।
PAGALA
Ucha kotir koili Mallika gaile .gayikaa nku dhanyabad
Sundar abhinay nice acting
Kandibara abhinaya ati majadar
Very nice
Upastapana ku adhik rangele bhala lagibana
Thanks mam good Language pala
ମାଡାମ ଆପଣଙ୍କ ପାଖରେ ମର ଗୁଟେ ଛୁଟିଆ ପ୍ରଶ୍ନ ଯେ କି କହିବେ ଠାକୁର ପଖରେ କ୍ୟାମେରା ଲାଗି ହେବ ନା ହେବ ନି କହିବ ଆଂଜ୍ଞା
😢 bahat kuch yad ata he
Very nice 👍
Jay Jagarnanth ki jay hue
Lokanathakaranka prakruta jibaijanichha napeta posibain palagauchha
MADAM,, ପାଲା,, କରୁଚ,, ନା,, ଅଭିନୟ କରୁଚ
Nice
ସୁନ୍ଦର ପାଲା l ଅତି ସୁକ୍ଷ୍ମ ବାଦ୍ୟ ଆବଶ୍ୟକ l ଗାୟିକାଙ୍କର ଫୋନ ନମ୍ବର ଦିଅନ୍ତୁ, ଆମେ ଅନୁଷ୍ଠାନକୁ ନିମନ୍ତ୍ରଣ କରିବୁ l
ପାଲା, ଆଗରୁ କେବେ ଦଖିନକି
Madam ଥରେ ଟ୍ରେନ ଭେଟ ହୋଇଥିଲେ ।ମୁଁ କିଛି ଗୀତ ଦେଇ ଥିଲି। ଏବେ କର ମହାଶୟ ଙ୍କ କୋଇଲି ଶୁଣିଲି ଆଉ ଟିକେ ସବୁ ଧାଡ଼ି ର ସ୍ଵର ଲହର କୁ ସଜେଇ ଦିଅ ସୁନ୍ଦର୍ ହୋଇ ଯିବ।ଜୟ ଜଗନ୍ନାଥ।
କୋଇଲି ଚଉତିଶା ଯିଏ ଗାଓ ଭଲ ଲାଗେ
ହେଲେ ଗାୟକ ପ୍ରଭାତ ସାହୁ ଙ୍କ ତଳେ. ପ୍ରଭାତ sir ଙ୍କୁ କୁଟି କୁଟି ନମସ୍କାର.....
XD ni ch aa ei no
କଣ ଲେଖୁଛ ବୁଝି ହେଉନାହିଁ
ସୁନ୍ଦର
B
Kadala kn
Dhari le heba
Vhelore medical re Malika lekhibaku Kalam kie deithile ?
Tume😂
@@nayakm.s..4052 tume mo pakhare thia hoithila ki
Seita investigation re achhi. Jaldi jana padijiba vali laguchhi
Kapi karucha prabhata ku saho ku habani
Nobaradaba
Didi tuma phone no ta comment re dia
ବାଃ ଅତି ସୁନ୍ଦର ଉପସ୍ଥାପନା ଜୟ ଜଗନ୍ନାଥ 🙏
Very nice 👌👍