ଆସାମ୍ ରେ ରୁହନ୍ତି ୪୦ ଲକ୍ଷ ଓଡ଼ିଆ ଲୋକ // Assam beautiful tea garden

Поделиться
HTML-код
  • Опубликовано: 20 окт 2024

Комментарии • 1,2 тыс.

  • @NandakiswarMallick
    @NandakiswarMallick 6 месяцев назад +48

    କନ୍ଧମାଳ ରୁ ଦେଖୁଛି ଭିଡିଓ ବହୁତ ଭଲ ଲାଗିଲା ଧନ୍ଯବାଦ

  • @dwarikanath1958
    @dwarikanath1958 6 месяцев назад +71

    ବ୍ରହ୍ମପୁତ୍ର ନଦୀ ଏକ ଚୀରସ୍ରୋତା ନଦୀ |ଏହାଦ୍ୱାରା ଆସାମର ବହୁତ ଭଲ ଜଳସେଚନ ହେଉଛି |ଆସାମରକ୍ଷେତବାଡ଼ି ବିଷୟ ଦେଖାଇବେ| ଆସାମ ର ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଶତ ଶତ ଧନ୍ୟବାଦ |

  • @Biswa_Manu
    @Biswa_Manu 6 месяцев назад +90

    ଆସାମ ରେ ଏତେ ଓଡ଼ିଆ ଲୋକ ଅଛନ୍ତି ଶୁଣିକି ବହୁତ ଆଶ୍ଚର୍ଯ୍ୟ ଲାଗିଲା ଓ ଖୁସି ବି ଲାଗିଲା 🙏 ଯା ହଉ ବାହାରେ ଆଉ ଏକ ଓଡିଶା ଅଛି ଶୁଣିକି ଖୁସି ଲାଗିଲା, ଆସାମ ରେ ଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ 💐 ଜୟ ଜଗନ୍ନାଥ 💐

    • @Manoranjan187
      @Manoranjan187 6 месяцев назад +2

      ବାହାରେ ଗୋଟିଏ ଓଡ଼ିଶା ନାହିଁ ତା'ର ହିସାବ ନାହିଁ

    • @MaSunadeiv.
      @MaSunadeiv. 5 месяцев назад +1

      Tamil,telgu,bihari , chhatisgarhia ,asami ahuri aneka loka mane asi odisha re bi achhanti india loka bahar desh rebi achhanti archajia hebar nuhe

  • @judhisthiranaik2503
    @judhisthiranaik2503 6 месяцев назад +25

    ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା, ଆମ ଓଡ଼ିଶାରେ ସବୁ ଥାଇ ଆମ ଓଡିଶା ସବୁ ଠାରୁ ଗରିବ, 40 lakh ଲୋକ ଆଶାମରେ ରହୁ ଛନ୍ତି, ଏବଂ ସେଠାରେ କାମ କରୁଛନ୍ତି, ଯଦି ଓଡ଼ିଶାରେ ସବୁ ବେଳେ କାମ ମିଳନ୍ତା ତେବେ ସେମାନେ ବାହାର ରାଜ୍ୟରେ କଣ ପାଇଁ ଦାଦନ ଖଟନ୍ତେ, ଯାହା ହେଉ ଲବ ବାବୁ ଆପଣ ଏହି ଭିଡ଼ିଓ ମାଧ୍ୟମରେ ଆମ ଓଡ଼ିଆ ଲୋକ ମାନଙ୍କୁ ଦେଖାଇ ଥିବାରୁ ଆଉ ସୁନ୍ଦର ଚା ବାଗାନ, ଏତେ ସଂଖ୍ୟାରେ ଲୋକ ସେଠାରେ ରହୁ ଥିବାରୁ ସେମାନଙ୍କର ଦାବିକୁ ଆଶାମ ସରକାର ପୂରଣ କରିବା ଉଚିତ, ତୁଟାଲୀ ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା, ପୁଣି ପରବର୍ତୀ ଭିଡ଼ିଓକୁ ଅପେକ୍ଷା 🌹ଜୟ ଜଗନ୍ନାଥ ଆପଣଙ୍କ ଯାତ୍ରା ସଫଳ ହେଉ l

  • @prashantpatra2672
    @prashantpatra2672 6 месяцев назад +258

    ଆସାମ ର ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ 🪔🚩🌸🌺🌸🚩🪔

    • @theanimal3153
      @theanimal3153 6 месяцев назад +3

      ଜୟ ଜଗନ୍ନାଥ❤❤❤❤❤

    • @P.PRASANTA...
      @P.PRASANTA... 6 месяцев назад +1

      Thank you ❤

  • @nahasonlofi8728
    @nahasonlofi8728 6 месяцев назад +55

    ଭାଇ ସେପଟେ 7 State Sisters ରେ ବିଶେଷତଃ ମଣିପୁର ଓ ନାଗାଲେଣ୍ଡ ରେ ବୁଲି ଲୋକମାନଙ୍କ ସହ କିଛି Vlog ବନାନ୍ତୁ...କାରଣ ସେଠିକାର ଲୋକମାନେ ଓ Culture ମୋତେ ବହୁତ ଭଲ ଲାଗେ...

  • @sibapradhan6816
    @sibapradhan6816 6 месяцев назад +43

    ଦଣ୍ଡ ନାଚ ଗଞ୍ଜାମ ର ପ୍ରସିଦ୍ଧ ପରମ୍ପରା ଓ ବଡ଼ ଯାତ୍ରା ଯେହେତୁ ମୁଁ ଗଞ୍ଜାମ ର ଗୋଟେ ଭାଇ ତୁମ ବ୍ଲଗ୍ ରେ ଦଣ୍ଡ ଯାତ୍ରା ଦେଖିକି ଭଲ ଲାଗିଲା ମୁଁ ବହୁତ ଖୁସି ଅନୁଭବ କରୁଛି

  • @hemanandadalai97
    @hemanandadalai97 6 месяцев назад +13

    ଭାଇ ଆଜିବି ଓଡ଼ିଶା ଗରିବ ,ହେଇକି ରହିଛି ରହିବ ବି, ସେତି ପାଇଁ ମୁଠାଏ ଖାଇବା ପାଇଁ ପରିବାରର ପେଟପାଟଣା ପାଇଁ କି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ କରିଥାନ୍ତି ଓଡ଼ିଶା ବlସୀ, ଯାହା ବି ହେଉ ଯୌଟି ଥାନ୍ତୁ ଜଗନ୍ନାଥଙ୍କ କୃପାରୁ ଭଲରେ ଥାନ୍ତୁ,, Jay shree Ram ❤❤

    • @golakmaharna4164
      @golakmaharna4164 6 месяцев назад +1

      ନବୀନ ହଟାଓ ଗରିବ ହଟିଯିବ

  • @dasarathimohapatra618
    @dasarathimohapatra618 6 месяцев назад +6

    ଜୟ ଶ୍ରୀରାମ, ସମସ୍ତ ଆସାମରେ ଥିବ ଓଡିଆ ବନ୍ଧୁମାନଙ୍କୁ ପବିତ୍ର ଶ୍ରୀ ରାମନବମୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ, ଓଡ଼ିଶାର ସଂସ୍କୃତି କୁ ବଜାୟ ରଖିବା ରୁ ଅନେକ ଅନେକ ଶୁଭକାମନା, ଭିଡିଓ ବହୁତ ସୁନ୍ଦର ଲାଗିଲା, ଜୟ ଜଗନ୍ନାଥ, ଜୟଶ୍ରୀ ରାମ,‌

  • @saritascreativeart7043
    @saritascreativeart7043 6 месяцев назад +21

    Wahhhhh.... ଆଜିର videography ଆଉ editing excellent ହେଇଛି...👌👌👌

  • @laxmipriya7230
    @laxmipriya7230 6 месяцев назад +59

    ଶୁଭ ସକାଳ 💙,,,,, ଜୟ ଜଗନ୍ନାଥ 🙏,,,,, ରାମନବାମୀ ରେ ମୋର ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ☺️,,,,, ଜୟ ଶ୍ରୀରାମ ♥️🙏

  • @Biswa_Manu
    @Biswa_Manu 6 месяцев назад +14

    ଆସାମ ରେ ଓଡ଼ିଆ ଭାଷା ର ସୁରକ୍ଷା ପାଇଁ... କିଛି ଦୃଢ ପଦକ୍ଷେପ ନିଅନ୍ତୁ ଆମ ସରକାର 🙏🙏🙏

  • @cutesasmita057
    @cutesasmita057 6 месяцев назад +39

    ପବିତ୍ର ରାମ ନବମୀରେ ସବୁ friends & ଲବ ଭାଇ ଆପଣଙ୍କୁ ମଧ୍ୟ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା 😊🤩,,Video ଦେଖି ବହୁତ ଭଲ ଲାଗିଲା 💙ଆସାମ ରେ ଆମ ଓଡ଼ିଆ ଲୋକ ଙ୍କୁ ଦେଖି ମଧ୍ୟ ବହୁତ ଭଲ ଲାଗିଲା ❤️😊

  • @santoshseth8704
    @santoshseth8704 6 месяцев назад +8

    ଆସାମ ରେ ଦଣ୍ଡ ନାଚ କୁ ବଞ୍ଚାଇ ରଖିଛନ୍ତି ବହୁତ ଖୁସି ଲାଗିଲା

  • @sushantasahu3206
    @sushantasahu3206 6 месяцев назад +28

    ଆମ ଓଡ଼ିଶା ର ଦଣ୍ଡ ଯାତ୍ରା ଆଉ ମେରୁ ଆମ ଓଡ଼ିଆ ଭାଈ ମାନେ କରୁଚୁଛନ୍ତି ବହୁତ୍ ଖୁସି ଲାଗିଲା

  • @ranjitkahalsingh9890
    @ranjitkahalsingh9890 6 месяцев назад +5

    ବହୁତ ସୁନ୍ଦର ଉପ୍ଥାପନା ଏବଂ ପ୍ରାସଙ୍ଗିକ ବିଷୟ।
    ଆମେ ନିଜର କଳା ଏବଂ ସଂସ୍କୃତି କୁ ବଞ୍ଚେଇ ରଖିବା ଉଚିତ୍।
    ଜୟ ଜଗନ୍ନାଥ ଭାଇ।❤❤।

  • @sarojpradhan7102
    @sarojpradhan7102 6 месяцев назад +26

    ଆସାମ ର ସମସ୍ତ ଓଡ଼ିଆ ଙ୍କୁ ରାମନବମୀ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଉଛି ।( ସରୋଜ ପ୍ରଧାନ, ଚକ୍ରଧରପୁର ଝାଡ଼ଖଣ୍ଡ)

  • @TapaswiniDas-yr3xj
    @TapaswiniDas-yr3xj 5 месяцев назад +15

    ଯାହା ହେଉ ଆସାମ ରେ ରହିକି ବି ଓଡ଼ିଆ ରେ କହୁଛନ୍ତି ବହୁତ ଭଲ ଲାଗିଲା ❤❤

  • @laxmidharbehera5297
    @laxmidharbehera5297 6 месяцев назад +6

    ଜୟ ଶ୍ରୀ ରାମ 🙏🙏🙏 ସମସ୍ତ ଓଡ଼ିଶାବାସୀଙ୍କୁ ମୋର ଶ୍ରୀ ପବିତ୍ର ରାମନବମୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ❤❤❤❤

  • @kamalakantabeshra1780
    @kamalakantabeshra1780 6 месяцев назад +22

    ଭାଇ ରାମ ନବମୀ ଅବସରରେ କାହାକୁ କେମିତି ଲାଗୁଚି ଏହି ଭିଡ଼ିଓ ଦେଖି ମୋତେ ବହୁତ ଭଲ ଲାଗିଲା, ଜୟ ଓଡିଶା

  • @F56980
    @F56980 6 месяцев назад +57

    ଓଡିଶା ଏବେବି ଗରିବ ଏଇ ରାଜନେତାଙ୍କ ଯୋଗୁଁ

    • @ghanashyamnayak8224
      @ghanashyamnayak8224 6 месяцев назад +2

      Setebele congress ra sashan ,bjd ku dosa dei labha nahi, congress ku kuhantu

    • @Iam_papu1
      @Iam_papu1 6 месяцев назад

      ​@@ghanashyamnayak8224tu bi rajanitiya

    • @BasudevPradhan-j3h
      @BasudevPradhan-j3h 6 месяцев назад

      MP MAL KU,🫲🫲👊👊👊

    • @sambhu1683
      @sambhu1683 5 месяцев назад

      ​@@ghanashyamnayak8224ହଇରେ କୁକୁର ଏବେ ତୁ ବଡ଼ ଧନୀ ହେଇଗଲୁ ନେଇରେ 😂😂😂ମାଗଣା ଏବେ ବି ଖାଉଚୁ ଜାଣି ପାରୁନୁ ବୋଧେ 😂😂😂

  • @jagannathjena218
    @jagannathjena218 6 месяцев назад +5

    ଭାଇ ମୁଁ କେନ୍ଦୁଝର ଆନନ୍ଦପୁର ହାଟଡିହି ରୁ ଧନ୍ୟବାଦ ଜଣାଉଛି

  • @sushantasahu3206
    @sushantasahu3206 6 месяцев назад +4

    ମୋ ଓଡ଼ିଶା ଲୋକ ଙ୍କୁ ଦେଖି ବହୁତ୍ ଭଲ ଲାଗିଲା

  • @SomaPadiami-wx6ue
    @SomaPadiami-wx6ue 6 месяцев назад +3

    ବହୁତ ବହୁତ ସୁନ୍ଦର ଲବ ଭାଇ ଜୟ ଜଗନ୍ନାଥ ମାଲକାନଗିରି

  • @sudhirmpm7488
    @sudhirmpm7488 6 месяцев назад +21

    ପବିତ୍ର ଶ୍ରୀ ରାମଚନ୍ଦ୍ର ନବମୀ ଦିବସରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜୟ ଶ୍ରୀ ରାମଚନ୍ଦ୍ର କି ଜୟ ❤❤❤❤❤🙏🕉️🚩🛕

  • @hrudanandasankhua5824
    @hrudanandasankhua5824 6 месяцев назад +5

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @bibhu.Offical
    @bibhu.Offical 6 месяцев назад +4

    ଆମ ଫୁଲବାଣୀ ଜିଲ୍ଲା ଲୋକ ମଧ୍ୟ ଅଛନ୍ତି ବହୁତ ଭଲ ଲାଗିଲା ମୁଁ ବହୁତ ଖୁସି ଜେ ଓଡ଼ିଆ ଭାଈ ମାନେ ଦଣ୍ଡ ଯାତ୍ରା ବଜାୟ ରଖିଛନ୍ତି ❤❤❤

  • @bikashbasantadas6767
    @bikashbasantadas6767 6 месяцев назад +48

    ଆସାମ ରେ ରହୁଥିବା ଓଡ଼ିଆ ଲୋକଙ୍କ ସ୍ୱର ସାଜି ଥିବାରୁ ଧନ୍ୟବାଦ । ଓଡ଼ିଆ ସଂସ୍କୃତି ପରମ୍ପରା ବୁଡିବାର ନାହିଁ । ଏଇଟା ଚିରନ୍ତନ । କିନ୍ତୁ ଲୋକ ଙ୍କ ନିକଟରେ ମୌଳିକ ସୁବିଧାସୁଯୋଗ ପହଂଚିବା ଦରକାର । ଆସାମ ରେ ଦଣ୍ଡ ଯାତ୍ରା ଦେଖି ଖୁସି ଲାଗିଲା । ଯାତ୍ରା ଜାରି ରହୁ । ଶୁଭେଚ୍ଛା ।

    • @krishnatrading4570
      @krishnatrading4570 6 месяцев назад

      Lovely content
      Happy ram nabami

    • @Fanmade.boy_3006
      @Fanmade.boy_3006 6 месяцев назад

      Jay bjd 40 lakhs in Assam 🎉
      Laga laguni odisha basi nabina au pandian chamcha Mane.

    • @DipunDipunKumarnayak
      @DipunDipunKumarnayak 6 месяцев назад

      😊😊😊🎉🎉🎉🎉🎉

  • @Madhaba_Dora
    @Madhaba_Dora 6 месяцев назад +7

    ଜୟ ଶ୍ରୀ ରାମ 🚩 Always awesome lava Vlog Video 🥰

  • @ratanlalpurty3569
    @ratanlalpurty3569 6 месяцев назад +4

    ଚା ବଗିଚା ବହୁତ ସୁନ୍ଦର ଲାଗୁଛି, God Blesse You, ❤️🌹❤️🌹❤️

  • @jayantakumarnaik1145
    @jayantakumarnaik1145 6 месяцев назад +2

    ହଁ.... Vedeo ବହୁତ ଭଲ ଲାଗିଲା।.. ସତ କଥା ସେମାନେ ନିଜ ଭାଷା ରେ ପଢିବା ଦରକାର... ନିଜ ଧର୍ମ ରେ ରହିବା ଦରକାର... ଓଡିଶା ସରକାର ଏ ଦିଗରେ ଦୃଷ୍ଟି ଦେବା ନିହାତି ଦରକାର.... ଜୟ ଜଗନ୍ନାଥ... ଜୟ ମା ତାରିଣୀ

  • @Alokkumarshortvideo9583
    @Alokkumarshortvideo9583 6 месяцев назад +104

    ନବୀନ ସାର୍ ଦେଖ 40 ଲକ୍ଷେ ଅଛନ୍ତି

    • @YOYOBEETUDAS
      @YOYOBEETUDAS 6 месяцев назад +12

      ସେ ଶଳା କାଇଁ ଦେଖିବ

    • @pravatpaikaray8490
      @pravatpaikaray8490 6 месяцев назад +5

      ​@@YOYOBEETUDASse kn to bhauni ki baha hechi tanku sala kahuchu , ama odisha loka baharaku jauchhanti bahar loka odisha ku asuchhanti kn Pani?
      Ama epate gupchup thu dhari kapada dokan thu dhari helmet,chasma sabu bihari but ama odia lokanku nija areare kama karibaku laja laguchi seithipnai baharaku jauchhanti , bahut Kam loka achhanti jia Paisa asubidhare jauchhanti thike achhi karana mo 70% sanga gujurat re reason ethi sei kama karibaku laja laguchhi😂

    • @monster-q9p
      @monster-q9p 6 месяцев назад +1

      Jay jagannath

    • @sarojjena9754
      @sarojjena9754 6 месяцев назад +4

      ​@@pravatpaikaray8490 kintu besi odisha loka baharaku jauchanti bhai😢

    • @jabuljabul9309
      @jabuljabul9309 6 месяцев назад +4

      ଲବ ଭାଇ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗାଁରେ ଯାଅନ୍ତୁ ବାହାର ଦେଶ ଲୋକମାନେ ଅଛନ୍ତି ତାଙ୍କର ସରକାର ବି ବାହାରେ ବିଦେଶୀ ରୁ ସରକାର ଚାଲିଛି ବହୁତ ସୁନ୍ଦର ଏରିଆ ଶିଘ୍ର ପହଞ୍ଚି ଯାଅନ୍ତୁ ସେଇ ସ୍ଥାନରେ

  • @gyanaranjansahoo1006
    @gyanaranjansahoo1006 6 месяцев назад +12

    ଆପଣଙ୍କ ଆସାମ ଗସ୍ତର ବିବରଣୀ ଅତି ସୁନ୍ଦର ହେଇଛି । ପ୍ରାୟ 180 ବର୍ଷ ତଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଓଡ଼ିଆମାନେ ଆସି ଆସାମର ହଜାର ହଜାର Tea Estateରେ ଦିନ ମଜୁରିଆ ରୂପରେ କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ମଧ୍ଯରୁ ଅଳ୍ପ କିଛି ଲୋକ ଶୁଦ୍ଧ ଓଡ଼ିଆ କହିପାରିଲେ ବି ଲେଖିବା ଓ ପଢ଼ିବାର ସୁଯୋଗ ଆସାମରେ ନାହିଁ । ଏଥି ପାଇଁ ଆସାମ ସ୍ଥିତ ଓଡ଼ିଆ ବହୁଳ Tea Estate ଗୁଡ଼ିକର schoolରେ ଓଡ଼ିଆ ଭାଷା ପଢ଼େଇବାର ବ୍ୟବସ୍ଥା କରିବା ପାଇଁ ଆସାମ ସରକାରଙ୍କ ପାଖରେ ଦାବି କରାଯାଇଥିଲେ ମଧ୍ଯ ଏପର୍ଯ୍ୟନ୍ତ ଫଳପ୍ରଦ ହୋଇପାରିନାହଁ । ତେଣୁ upper Assam(Dist. Dibrugarh, Tinsukia,Sibsagar, Jorhat etc.)ର ଦିବ୍ରୁଗଡ଼ ଜିଲ୍ଲାରେ ନିଜସ୍ବ ଖର୍ଚ୍ଚରେ ନିଜ ଜାତିର ଭାଷା ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ସ୍ଥାନୀୟ କେତେଜଣ ହାତଗଣତି ଯୁବକମାନଙ୍କୁ ନେଇ ପ୍ରତ୍ୟେକ ରବିବାର ( ଦକ୍ଷିଣ ଜଲାନ ନଗର, ବଗପଡା, ସିଆଲକଠି, ଚାବୁଆ, ହାତୀଅଲି, ଖାରଜାନ,ମୋକଲବାଡି ଆଦି ) ଅନେକ Tea Estateରେ ଓଡ଼ିଆ ଶିକ୍ଷାଦାନ କାର୍ଯ୍ୟକ୍ରମ ପ୍ରାୟ ଏକ ବର୍ଷ ତଳୁ ଆରମ୍ଭ କରିବାର ସୁଯୋଗ ମତେ ମିଳିଛି । କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ମାତ୍ର । ତେଣୁ ଓଡ଼ିଶା ସରକାର ତଥା ଜାତିପ୍ରେମୀ ଓଡ଼ିଆ ଭାଇଭଉଣୀମାନେ ଏଠାରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଆଗେଇ ଆସିବେ ବୋଲି ଆଶା ପୋଷଣ କରୁଛି । please contact for more details. ph. no. 8144310713.

    • @gyanaranjansahoo1006
      @gyanaranjansahoo1006 5 месяцев назад

      Thank you very much. Jay Jagannath 🙏

    • @gyanaranjansahoo1006
      @gyanaranjansahoo1006 3 месяца назад

      @@bhagyashree_mohapatra1996 ବର୍ତ୍ତମାନ ମୁଁ ଆସାମରେ ଅଛି । କେନ୍ଦ୍ର ସରକାରଙ୍କ ଏକ କର୍ମଚାରୀ ହିସାବରେ କିଛିବର୍ଷ ପାଇଁ ଦିବ୍ରୁଗଡରେ କାର୍ଯ୍ୟରତ ଅଛି । ଧନ୍ୟବାଦ ।

    • @SeturaajaMajhi
      @SeturaajaMajhi Месяц назад

      ​@@gyanaranjansahoo1006 ଆମ ଓଡ଼ିଶାର ଭାଷା ଓ ସଂସ୍କୃତି ମନ୍ତ୍ରଣାଳୟ ଏଥି ନିମନ୍ତେ ତତ୍ପରତା ଦେଖେଇବା ଦରକାର କିନ୍ତୁ ତାହା କରି ପାରୁନି। ବରଂ ଆପଣମାନେ ତାହା କରି ଆସୁଛନ୍ତି ,ତେଣୁ ମୁଁ ଆପଣଙ୍କୁ ଅନେକ ଧନ୍ଯବାଦ ଜ୍ଞାପନ କରୁଛି 🙏, ଆପଣଙ୍କ ଏହି ପ୍ରଚେଷ୍ଟା ପାଇଁ ଅନେକ ଶୁଭେଚ୍ଛା ❤❤❤

    • @the_magnetised_mukti5408
      @the_magnetised_mukti5408 12 дней назад

      Apana kn Assam re ruhanti...

  • @cookingfood3789
    @cookingfood3789 6 месяцев назад +3

    ଗଞ୍ଜାମ ର ପର୍ବ ଆସାମ ରେ ହେଉଥିବା ଦେଖିକି ବହୁତ୍ ଖୁସି ଲାଗିଲା❤

  • @basudevswain85
    @basudevswain85 6 месяцев назад +1

    ବହୁତ ଖୁସି ଲାଗିଲା, ଆସାମରେ ରହୁଥିବା ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ସତକୋଟି ପ୍ରଣାମ।

  • @LKNayak-ct8gd
    @LKNayak-ct8gd 6 месяцев назад +4

    ଗଞ୍ଜାମ ଜିଲାରେ ରେ ହୁଏ ଦଣ୍ଡନୁର୍ତ୍ୟ ଜୟ ଜଗନ୍ନାଥ. 🙏🙏🙏...

  • @dbvisual67
    @dbvisual67 2 месяца назад +1

    ଆସାମ ରେ ଏତେ ସଂଖ୍ୟକ ଓଡ଼ିଆ ରହନ୍ତି ପ୍ରଥମ ଥର ଜାଣିବାକୁ ପାଇଲି।❤❤❤ଅତି ସୁନ୍ଦର

  • @LagenSingh-ie1en
    @LagenSingh-ie1en 6 месяцев назад +12

    Mayurbhanj baripada ru kia kia dekhucho laba bhai pain gote like hou. ❤❤❤

  • @odiatikikitchen1927
    @odiatikikitchen1927 6 месяцев назад +1

    BAhut sunder dekha jauchi...God bless all 🙏

  • @sushantasahu3206
    @sushantasahu3206 6 месяцев назад +6

    ଓଡ଼ିଶା ସରକାର ଆମ ରାଜ୍ୟ ବାହାରେ ଥିବ ଓଡ଼ିଆ ଭାଈ ଙ୍କ ପାଈଁ କିଛି ସୁବିଧା କଲେ ଭଲ ହୁଅନ୍ତା

  • @byomokeshpatra6223
    @byomokeshpatra6223 6 месяцев назад +1

    Very good blog. Bahut kichhi shikhibaku milila. Love u bro

  • @shansdah1077
    @shansdah1077 6 месяцев назад +6

    19:59 19:59 20:00 20:01 ଲବ ଭାଇ,
    ତମେ roundneck tshirt ନ ପିନ୍ଧି casual half shirt ପିନ୍ଧ....ବଢିଆ ମାନିବ..... ଜୟ ଜଗନ୍ନାଥ.... ସୁପ୍ରଭାତ..... ଆଜିର ଭିଡ଼ିଓ ବହୁତ ଭଲ ହେଇଚି

  • @Madhaba_Dora
    @Madhaba_Dora 6 месяцев назад +17

    Aaji heuchhi 17 April ! Ram Navami ! ତେଣୁ ସମସ୍ତ ଙ୍କୁ ରାମ ନବମୀ ଅବସରରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏 ଜୟ ଶ୍ରୀ ରାମ 🚩🚩🚩🚩

    • @HerojPatra
      @HerojPatra 6 месяцев назад +1

      Jay Shri Ram

  • @ChhabilaMunda
    @ChhabilaMunda 6 месяцев назад +5

    ବହୁତ ଭଲ ଲାଗିଲା ଏ ଭିଡିଓ ଟା, ଆମେ ମଧ୍ୟ ଜାଣି ପାରିଲେ କି ଆସାମ ରେ ବି ଏତେ ପରିମାଣରେ ଆମ ଓଡ଼ିଆ ଲୋକ ଅଛନ୍ତି ।
    ସମସ୍ତଙ୍କୁ ପ୍ରଭୁ ଶ୍ରୀ ରାମ ଙ୍କର ରାମ ନବମୀ ଉପଲକ୍ଷେ ହାର୍ଦ୍ଦିକ ହାର୍ଦ୍ଦିକ ସୁଭ କାମନା 🎉❤🙏
    ଜୟ ଶ୍ରୀ ରାମ ❤🙏🚩

  • @durgeshpatra4498
    @durgeshpatra4498 5 месяцев назад +2

    ଆସାମ ରେ ଏତେ ଓଡିଆ ଲୋକ ଆଉ ଓଡ଼ିଆ ଖାଇବା ଦେଖି ମନ ଖୁଶି ହେଇଗଲା

  • @bapinmohapatra6869
    @bapinmohapatra6869 6 месяцев назад +3

    ଭାଇ ଭିଡିଓ ବହୁତ୍ ସୁନ୍ଦର୍ ଲାଗିଲା ।। ଆସାମ ରେ ଏତେ ସଂଖ୍ୟାରେ ଓଡ଼ିଆ ଲୋକ ରହୁଛନ୍ତି ପ୍ରଥମ ଥର ସୁଣିକି ଆଶ୍ଚର୍ଯ୍ୟ ଲାଗିଲା ।। ଯାହାହେଉ ଆମର ଓଡ଼ିଆ ଭାଇ ମାନେ ଆମ ଓଡ଼ିଆ ଭାଷା ଏବଂ ଓଡ଼ିଆ ସଂସୃତି କୁ ବଞ୍ଚେଇକି ରଖିଛନ୍ତି ଏହା ଆମ ପାଇଁ ବହୁତ୍ ଗର୍ବର କଥା ।। ଭାଇ ଆପଣ ଓଡ଼ିଆ ବାହାରେ ଓଡ଼ିଆ ଲୋକଙ୍କ ଭିଡିଓ ବନେଇ ଦେଖେଇଲ ଆପଣ କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏🙏 ।।

  • @binodkumar-px7ld
    @binodkumar-px7ld 6 месяцев назад +1

    ଆସାମ ର ଦଣ୍ଡ ଯାତ୍ରା ବହୁତ୍ ସୁନ୍ଦର

  • @RamBabuOfficial451
    @RamBabuOfficial451 6 месяцев назад +2

    Very interesting video and Assam Place... thank you Laba Bhai..

  • @bijusabar9797
    @bijusabar9797 6 месяцев назад +1

    Wow very nice video bhai bahut Sundar lagla odisha ra loka dekhikari ashamre

  • @sibaprasadmisra7929
    @sibaprasadmisra7929 6 месяцев назад +5

    ଆପଣଙ୍କୁ ଜୁହାର। ଆପଣ ଆମ ଓଡ଼ିଶା ତଥା ଓଡ଼ିଆ ମାନଙ୍କର ଗର୍ବ। ଆପଣଙ୍କ ଆଖିରେ ଆମେ ଦୁନିଆଁ ଦେଖିପରୁଛୁ। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସଦା ସର୍ବଦା ଆଶୀର୍ବାଦ କରନ୍ତୁ।

  • @rabisahoo7681
    @rabisahoo7681 5 дней назад

    Happy to know so many Odia living in Assam.
    Hope they migrated when British started teaching plantation in early 1800.
    More interaction and schooling in Odia will be a welcome initiative.

  • @PankajKumar-ir4vy
    @PankajKumar-ir4vy 6 месяцев назад +3

    ଆସାମ ସରକାର ଓଡିଆ ଭାସାକୁ ଆସାମରେ ଲାଗୁ କରାଜାଉ

  • @sasmitapanda3688
    @sasmitapanda3688 5 месяцев назад +1

    Assamese people are so good and simple 😊😊

  • @sksidharthofficial3263
    @sksidharthofficial3263 6 месяцев назад +296

    ମୁଁ ମଧ୍ୟ ଆପଣଙ୍କ ପରି vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚

    • @technicalsaroj8795
      @technicalsaroj8795 6 месяцев назад +7

      13:48 2 ladki gutka kha Rahi Hain 😂

    • @technicalsaroj8795
      @technicalsaroj8795 6 месяцев назад +6

      14:37 sambalpuri Shirt ❤

    • @RAJESHVLOGS-l9b
      @RAJESHVLOGS-l9b 6 месяцев назад +17

      କାମ କରିଚାଲ ସପୋର୍ଟ ଆପେ ଆପେ ମିଳିବ ଯଦି ତମ ଭିଡ଼ିଓ ରେ ଦମ ଥିବ

    • @PinkyMahanthi
      @PinkyMahanthi 6 месяцев назад +5

      Tame na vlog delly uploaded Kari chala agaku.badhiba kha comments re kahile habani karma Kari chala phola paiba

    • @SILUEDITZScreation
      @SILUEDITZScreation 6 месяцев назад +2

      Nihati🎉

  • @shortsinsta000
    @shortsinsta000 6 месяцев назад +1

    ❤❤❤❤ bahut bada kama kala bro❤❤❤❤

  • @MahantiHembram-rj2gm
    @MahantiHembram-rj2gm 6 месяцев назад +4

    ଭଲ ଲାଗିଲା ଆସାମ ର ଓଡ଼ିଆ snkruti ❤❤

  • @somasomanath3019
    @somasomanath3019 5 месяцев назад

    Wow what a beautiful village lovely
    #proudodia

  • @radhakrishna4200
    @radhakrishna4200 6 месяцев назад +5

    ଭହୁତ ଭଲ ଲାଗିଲା❤ ଆସାମର ଚା ବଗିଚା

  • @sad_boy_mr.chandu
    @sad_boy_mr.chandu 6 месяцев назад +1

    Video ta full 1no..

  • @gyanaranjansahoo8539
    @gyanaranjansahoo8539 6 месяцев назад +4

    ଯାହା ହେଉ ଆମ ଓଡ଼ିଆ ସଂସ୍କୃତି ର କିଛିଟା ଝଲକ ଆସାମରେ ଦେଖିବାକୁ ମିଳିଲା 🙏👌👌

  • @sanojkrdalai1046
    @sanojkrdalai1046 6 месяцев назад +1

    ଆଶାମରେ ବଶବାସ କରୁଥିବା ଆମର ଓଡ଼ିଆ ଭାଇ, ଭଉଣୀ ମାନଙ୍କୁ ❤ହୃଦୟରୁ ପ୍ରଣାମ🙏। ଲବ ଆସ୍ତା ଭାଇଙ୍କୁ ଅସେଶ ଧନ୍ୟବାଦ ଆମ ଓଡ଼ିଆ ବିଶାଳ ଗୋଷ୍ଠୀ ଙ୍କୁ ଓଡ଼ିଶା ବାଶି ଙ୍କ ଲୋକ ଲୋଚନକୁ ଆଣିଥିବାରୁ 🙏🙏🙏❤

  • @SaratChandraPusti
    @SaratChandraPusti 6 месяцев назад +7

    Jay Jagannath Bhai 🙏🙏♥️♥️

  • @sabitribagar9396
    @sabitribagar9396 6 месяцев назад +1

    Nice vlog, love from bargarh district state of odisha

  • @NiluJena-l9z
    @NiluJena-l9z 6 месяцев назад +2

    Laba bhai welcome to ganjam danda nacha ku really amazing jatra apera houni ki danda nacha re ama e thi dina re danda nacha night re apera hue really amazing

  • @sahooashish325
    @sahooashish325 6 месяцев назад

    U are great Laba Vai
    Jaha Hau Sabu country dekhi bahut vala laguchi super
    Jay Jagannath❤❤❤❤

  • @Lingaraj_patra
    @Lingaraj_patra 6 месяцев назад +28

    ଭାଈ ସବୁ ଆଡେ ତ ବୁଲଉଛ ହେଲେ cricketer mahendra singh dhoni ତାଙ୍କ ଘର କୁ ଟିକିଏ ବୁଲାଇ ନିଅ❤❤❤❤❤ please

    • @muaspirant
      @muaspirant 6 месяцев назад

      Sajare patha padhe

    • @muaspirant
      @muaspirant 6 месяцев назад

      Dhobi ra ghara dekhiba 😂😂😂

    • @AlokAlok-y4r
      @AlokAlok-y4r 6 месяцев назад

      Vai tikia call kara

  • @ff-tw1jq
    @ff-tw1jq 6 месяцев назад +2

    ❤Heart toching video,
    We miss😊😊😊

  • @utkalikaswain320
    @utkalikaswain320 6 месяцев назад +2

    ଆସାମ ର ସମସ୍ତ ଓଡ଼ିଆ ମାନଙ୍କୁ ଶୁଭେଛା ଜୟ ଜଗନ୍ନାଥ

  • @DigalMahananda
    @DigalMahananda Месяц назад

    Bahut bahut dhanyabad odisha ( Asam) bhaimane . From Balangir.

  • @SatyabratMoharana
    @SatyabratMoharana 6 месяцев назад +4

    ଭାଇ ମୁଁ ଜେତିକି ଜାଣିଲି ଆସାମ ଲୋକ ବହୁତ ଭଲ,,,,, ଆମେ ଓଡ଼ିଆ ଆମ ପବॆ ଭାରି ବଡିଆ

  • @SalmanSabar-wq6mm
    @SalmanSabar-wq6mm 6 месяцев назад +1

    Thank you so much sir God Bless You Very Nice Pis ❤❤❤❤

  • @digbijayapradhan8367
    @digbijayapradhan8367 6 месяцев назад +6

    ଆମ କନ୍ଧମାଳ (ଫୁଲବାଣୀ)ଲୋକ ମାନେ ବି ଆସାମ ରେ ଅଛନ୍ତି। ❤❤❤❤

  • @RahulSorenvlog938
    @RahulSorenvlog938 6 месяцев назад +1

    Assam ❤❤

  • @subhasinigandha8084
    @subhasinigandha8084 6 месяцев назад +4

    ଭାଇ ବହୁତ ସୁନ୍ଦର, ଲାଗିଲା 👌👌👌ଭାଇ,ତୁକେଵେ, ତାମିଲନାଡୁ,ଆସିଵୁ

  • @samarendradash4539
    @samarendradash4539 6 месяцев назад

    Fantastic vedio covering the tea plantation workers from Odisha.Jagannath Mahaprabhu mangal karantu.

  • @RAJKUMAR-CN-VLOGS
    @RAJKUMAR-CN-VLOGS 6 месяцев назад +3

    Love from odisha moyurbhanj matiagarh ♥️♥️❤️❤️❤️❤️❤️❤️❤️

  • @abhishekupadhyay581
    @abhishekupadhyay581 6 месяцев назад +1

    Bhai jay jagannath kahileni je kehi. Ama mahaprabhu nka naam aasam re uthilani je.
    God bless you always. Proud to be a Mayurbhanjia

  • @SaraSarasuyti-sz9mz
    @SaraSarasuyti-sz9mz 6 месяцев назад +2

    ଜୟ ଜଗନ୍ନାଥ ଭାଇ ଭିଡିଓ ବୋହୁତ ଭଲ ଲାଗିଲା

  • @AUTO_CAD__
    @AUTO_CAD__ 5 месяцев назад +1

    ଆମର ସମ୍ବଲପୁରୀ ଲୁକେ ଦଣ୍ଡ କରୁଛନ ଦେଖି କରି ବହୁତ୍ ଭଲ ଲାଗୁଚେ।

  • @Sonaa_05
    @Sonaa_05 6 месяцев назад +2

    ଲବ ଭାଇ ଙ୍କ ପାଇଁ ଗୋଟେ ଲାଇକ ❤🥰

  • @earthisbeautiful2527
    @earthisbeautiful2527 5 месяцев назад +1

    bahut bhala Vlog.❤❤❤ Assam re thiba samasta Odianku bahut bahut dhanyabad je nija bhasaku banchei rakhichhanti. ❤❤❤Odisha re sabu thai Odisha Kangala. Janki Jaha khaithila, Nabin Ona odianku pasei sabu khaigala. Bahut dukhara katha. Odisha Ra bhai bhauninku anurodha Sarakar change karantu O Odisha ku samrudha karantu.🙏🙏🙏

  • @subham1954
    @subham1954 6 месяцев назад +2

    ଜୟ ଶ୍ରୀ ରାମ ❤❤❤❤❤❤

  • @snowy-rohan
    @snowy-rohan 6 месяцев назад +1

    Best use of internet and social media Agei chala bhai tama bhali loka Odisha re bhut kam au reels tik tok chua besi . Continue your journey ❤

  • @Juanga106
    @Juanga106 6 месяцев назад +3

    ଭାଇ ଟିକିଏ m s dhoni ଘର କୁ ଯାହ please ରେକୁଷ୍ଟେ କରୁଛି ଭାଇ video ଖର

  • @SantoshKumarMandal-k5e
    @SantoshKumarMandal-k5e 6 месяцев назад +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤❤🎉🎉❤🎉

  • @jagannathsahoo133
    @jagannathsahoo133 6 месяцев назад +3

    ଆପଣ ଦେଖେଇଥିବା ବ୍ରହ୍ମପୁତ୍ର ନଦୀରେ ପୋଲର ଲମ୍ବା କେତେ ଦୟାକରି କହିବେ

  • @narayantripathynarayantrip2865
    @narayantripathynarayantrip2865 6 месяцев назад

    Beautiful Assam tea 🍵☕🍵☕ happy journey God bless you

  • @Pabitra2003
    @Pabitra2003 6 месяцев назад +3

    ଭାଇ ପୁରା northeast States ର vlog ବନାନ୍ତୁ

  • @SR_Santali_Creation
    @SR_Santali_Creation 6 месяцев назад +1

    The green state in our india is asaam i like asaam 🙏

  • @chandramanimahanta8332
    @chandramanimahanta8332 6 месяцев назад +11

    ଆସାମର ଚା ବଗିଚା ଭିଡିଓ ଭଲ ଲାଗିଲା ଟି ସାର୍ଟ ଟି ଭଲଲାଗୁଛି ଆସାମର ବନ୍ଧୁ ଚର୍ଚା ବହୁତ ବଢିଆ ଲାଗିଲା କେଉଁଝର ମୟୁରଭଞ୍ଜ ଜିଲ୍ଲା ରୁ ବହୁତ କୁଡୁମି ମହାନ୍ତ ମଧ୍ୟ ଆସାମ ଚା ବଗିଚା କାମ କରନ୍ତି ତାଙ୍କର ଗୋଟିଏ ଭିଡିଓ ବନେଇବ
    ଜୟ ଶ୍ରୀ ରାମ
    ରାମ ନବମୀ ର ଅନେକ ଅନେକ ଶୁଭକାମନା ଧନ୍ୟବାଦ

  • @nithanielnayak
    @nithanielnayak 6 месяцев назад +2

    ଚକାପାଦ ରୂପା ଗାଁ ବୋହୁତ ବୋଡ଼ିଆ ଆମୋ ଫୁଲବାଣୀ ରୁ ବି ଆସାମ ରେ ରହୁଛନ୍ତି ❤❤❤❤

  • @SabseAageSanatan
    @SabseAageSanatan 6 месяцев назад +4

    जय श्री जगन्नाथ 🇮🇳🔱🙏🌳🙏🔱🇮🇳

  • @prabhakarbehera3535
    @prabhakarbehera3535 4 месяца назад

    Educational information

  • @bharatranjanrout3951
    @bharatranjanrout3951 6 месяцев назад +6

    V good 😊

  • @upendrakheti7215
    @upendrakheti7215 2 месяца назад

    ଜୟ ଜଗନ୍ନାଥ...ବହୁତ ଭଲ ଲାଗିଲା ଭିଡିଓ ଦେଖି ଠାକୁର ତାଙ୍କୁ ଭଲ ରେ ରଖନ୍ତୁ ଜୟ ମା ସୁରସୁରୀ... ସୁବର୍ଣ୍ଣପୁର |

  • @sanjaykumarnayak5143
    @sanjaykumarnayak5143 6 месяцев назад +2

    ବାଇଶି ରେ ଇଛା ହେଉଛି ଆସାମ ଯିବାକୁ

  • @TukuramMohanta
    @TukuramMohanta 6 месяцев назад +2

    ଆସାମ ର ଭାଇ ମାନଙ୍କ ଦେଖି ବହୁତ୍ ଖୁସି ଲାଗିଲା

  • @silentripu2875
    @silentripu2875 6 месяцев назад +9

    BJD MLA ଓ କର୍ମୀ ମାନେ ଦେଖ ଆଜି 40 ଲକ୍ଷ୍ୟ ଲୋକ ଅସମ୍ ଦାଦନ ଜଉ ମନେ କହୁଛ ନବୀନ ସବୁ କରୁଛି ସେମାନଙ୍କୁ ଲାଜ ଲାଗୁନି

  • @jayantirout8960
    @jayantirout8960 6 месяцев назад +2

    Bhai tamaku yellow colour tshirt bahut manuchi❤❤❤💛💛💛💛

  • @Sumanta_Nayak537
    @Sumanta_Nayak537 6 месяцев назад +8

    ମୁଁ ତ ଦିସପୁର ବୋଲି ଜାଣି ଥିଲି