@@SanchitRanjanu2d Haan se death ru uthithile.. toh se death ku defeat karile sethipai mruthunjayi... Tama thu kana chori karidelu?? Odiya bhasa aita bhasa kouthi chori heichi?... Murkha gandu
Thank you Brother, "God Bless you " Because You Visit to great Love of "Jesus Christ " Birth and Baptais Place. You are a Very lazy man . There for never Laik to this your Change.
Satare Bhai besi khusi laguchi,aame kebe b Jesus Christ ra baptism place ku jaiparinathantu, but tama pai aame aaji dekhiparuchu, thank you so much Laba bhai
ଲବ ଭାଇ ଆମ Christian ଭାଇ ଓ ଭଉଣୀମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ God bless you
Good bless you bhai
Thanks 200 subscriber🎉❤
ଯୀଶୁ ପଥ ସତ୍ୟ ଓ ଜୀବନ ❤ ଭାଇ ଯୀଶୁ ଖ୍ରୀଷ୍ଟ ତୁମକୁ ଆଶୀର୍ବାଦ କରନ୍ତୁ praise the lord ❤Amen
Amen
Praise the Lord 😊
Praise the lord bai Amen 🙏thank you so much bai
Amen
@@SumatiNaik-xg1tx thank you
ଭାଇ ମୋତେ ଏତେ ଖୁସି ଲାଗୁଛି ତାର ସିମାନାହିଁ ଲବଭାଇ ଏମିତି ଜାଗା ଦେଖାଇବ ବୋଲି ଜାଣିନ ଥିଲି ଧନ୍ଯବାଦ ଲବଭାଇ Jesus bless you❤❤❤❤❤❤❤❤❤❤❤
ବହୁତ ବହୁତ ଧନ୍ୟବାଦ ଭାଇ ଯୀଶୁ ବହୁତ ଆଶିର୍ବାଦ କରନ୍ତୁ👌👌✝️✝️✝️
ପ୍ରଭୁ ଯୀଶୁ ତୁମକୁ ଆଶୀର୍ବାଦ କରନ୍ତୁ ଲବ ଭାଇ ❤❤✝️✝️ ବହୁତ୍ ଭଲ ଲାଗିଲା ଭିଡ଼ିଓ ❤❤
Love from ❤️ kandhamala
@@timatmajhicreation good morning
Praise the lord ❤✝️
Love you so much Laba Bhai ❤❤❤❤✝️✝️
Bahut bhala Lagila ❤❤❤❤❤
Yes, My JESUS Bless You ❤😊
କିଏ କିଏ ଯୀଶୁଙ୍କ ରକ୍ତ ବିଶ୍ବାସ କରି ଧାର୍ମିକ ବୋଲି ବିଶ୍ୱାସ କରୁଛ ସେମାନେ Like, & Comment କର
Yes sir ❤❤❤
Totals porpu Respect boy me❤❤🎉
Amen
Total Respect boy me❤❤🎉
Mu ochi jisus biswas re
Christian ଭାଇ ଓ ଭଉଣୀ ମାନେ କିଏ କିଏ ଦେଖୁଛ please like କର ❤ 17:54
Mi
Mu Hindu hele b mu like kari b love you all god 🙏
Praise the lord ❤
Amen ❤️❤️❤️✝️🤲🛐
@@ReenaBag-k5m😂😂😂😂😂 jai bhim namo budhaya
ଧନ୍ୟବାଦ ଯୀଶୁ ଙ୍କ ବିଷୟ ରେ ଦେଖେଇ ଥିବାରୁ ✝️✝️✝️✝️
ଆଜି ଦିନ କୁ ବା ଏହି ଭିଡଓ ଟି କୁ ବହୁତ ଦିନ ପର୍ୟ୍ଯନ୍ତ ଅପେକ୍ଷା ରେ ଥିଲି . ଲଭ ଭାଇ କୋଟି କୋଟି ଧନ୍ଯବାଦ ✝️🛐✝️🛐💘💖💝
ଯୀଶୁ,ପଥ, ସତ୍ୟ ଓ ଜୀବନ
ସେ ମୃତ୍ୟୁଞ୍ଜୟୀ, ସେ ଯୁଗେ ଯୁଗେ ଜୀବିତ ସଦାପ୍ରଭୁ
ସେ ଆଦି, ସେ ଅନ୍ତ
ସେ ଆଲଫା, ଓମେଗା
ସେ ଆରମ୍ଭ ଓ ଶେଷ
ସେ ସୃଷ୍ଟିକର୍ତ୍ତା, ତାଙ୍କ ଦ୍ୱାରା
ସମସ୍ତ ଯିବ ଜଗତ ସୃଷ୍ଟ ହେଲା
ଆକାଶ, ପୃଥିବୀ, ଗ୍ରହ, ନକ୍ଷେତ୍ର
ସବୁ ସୃଷ୍ଟି ହେଲା 🙏🙏🙏😍🌹
@@DiptiBaliarsingh-x8f mryutyanjayi 😂😂😂🤭🤭kichi mililanahi tebe hindu dharma tharu chori karucha 😆🫣
Jay Jaganath
@@SanchitRanjanu2d Haan se death ru uthithile.. toh se death ku defeat karile sethipai mruthunjayi... Tama thu kana chori karidelu?? Odiya bhasa aita bhasa kouthi chori heichi?... Murkha gandu
Preise the lot
@@SanchitRanjanu2dବାଇବଲ ରୁ ଦେଖିକି ଗୀତା ଏବଂ ଭାଗବତ ଲେଖା ହେଇଛି
ବାଇବଲ ସତ୍ୟ ରୁ ହିଁ ଲେଖା ଅଛି ତମେ ଭୁଲ୍ କହୁଚ ମର ପ୍ରିୟ ବନ୍ଧୁ 🙏🙏
ପ୍ରଭୁ ଯିଶୁ ଖ୍ରୀଷ୍ଟ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଲଭ ଭାଇ ❤❤❤❤❤✝️✝️✝️✝️✝️
ଲଭ ଭାଇ ପ୍ରଭୁ ଯୀଶୁ ତୁମକୁ ଆଶୀର୍ବାଦ କରନ୍ତୁ
. ଆମକୁ ଯୀଶୁଙ୍କ ଜନ୍ମସ୍ଥାନ ଜାଗା ଦେଖେଇ ଦେଲେ ❤ବହୁତ ଖୁସି ଲାଗିଲା God bless you 🙏
ଯୀଶୁ ଖ୍ରୀଷ୍ଟ ବାପ୍ତିଜିତ ହେଇଥିବା ଜର୍ଦ୍ଦନ ନଦୀ କୁ ଭାଇ ଆପଣ ସାରା ଦୁନିଆ ଏବଂ ସାରା ବିଶ୍ଵକୁ ଦେକେଇଥିବାରୁ, ପ୍ରଭୁ ଯିଶୁ ବାପା ଆଶୀର୍ବାଦ କରନ୍ତୁ, କାହିଁକି ସବୁ ବ୍ଲଗ୍ ଠାରୁ ଏହି ବ୍ଲଗ୍ ସମସ୍ତଙ୍କର ହୃଦୟ ସ୍ପର୍ଷୀ thank you brother, God bless you ❤❤❤❤❤
Jesus ehi loloku ashirbad kara almighty god
God bless you laba ❤❤❤
❤❤❤❤
❤❤❤ Amen
🙏 Amen 🙏🙏
Praise the lord
ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆଶୀର୍ବାଦ କରନ୍ତୁ
ଧନ୍ୟବାଦ୍ ଯୀଶୁଙ୍କ ବାପ୍ତିଷ୍ମସ୍ଥାନ କୁ ଯାଇଥିବାରୁ
Thanks laba bhai ପ୍ରଭୁଯୀଶୁ ଖ୍ରୀଷ୍ଟ ଆପଣଙ୍କ ଚଲାପଥ ମଙ୍ଗଳମୟ କରନ୍ତୁ I
Praise the lord ଲବଭାଇ ପ୍ରଭୁ ଯୀଶୁଙ୍କ ବାପ୍ତିସ୍ମ ସ୍ଥାନ ଦେଖାଇଥିବାରୁ ପ୍ରଭୁ ଆପଣଙ୍କୁ ଆର୍ଶୀବାଦ କରୁନ୍ତ ଓ ଦିର୍ଗଯୀବି କରନ୍ତ୍ର
Thank You sr....... ଆପଣଙ୍କ ଦ୍ବାରା ଯୀଶୁଙ୍କର ପାଦରେ ଚାଲି ଚାଲି ସୁସମାଚାର ବା ଲୋକଙ୍କର ସତ୍ୟ ମାର୍ଗ ଦେଖାଦେଇ ଯାଉଥିବା ସହର ବା ଜାଗା ଆଉ ଯୀଶୁଙ୍କର ଡୁବନ ଦେଇଥିବା ନଦୀକୁ ମୋତେ ଆଉ ମୋ ପରିବାରଙ୍କୁ ଆପଣଙ୍କ ଦ୍ବାରା ସିଧା ସଳଖ ଭାବରେ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ୍ ଆପଣଙ୍କୁ......Thank you Jesus... Hallelujah........✝️✝️✝️✝️✝️✝️🙏🙏🙏🙏🙏🙏🙏🙏🙏😄😄😄😄😄😄😄😄😄😄
✝️✝️✝️ ଜୟ ଯୀଶୁ ଲବ ଭାଇ ପ୍ରଭୁ ତୁମକୁ ଅସିର୍ବାଦ୍ କରନ୍ତୁ । ଆମେନ୍ ✝️✝️✝️🙏🙏🙏
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟଗୁଡ଼ିକ ଦେଖାଇଥିବା ସକାଶେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ।
ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମକୁ ବହୁତ୍ ବହୁତ୍ ଆଶୀର୍ବାଦ କରନ୍ତୁ। ତୁମ ଚଲା ପଥକୁ ସୁଖମୟ କରନ୍ତୁ। ତୁମକୁ ଦୀର୍ଘାୟୁ କରନ୍ତୁ। ଆମେନ୍ ଆମେନ୍।
ଯୀଶୁଙ୍କ ବାପ୍ତିଷ୍ମ ଜାଗା ଦେଖାଇ ଥିବାରୁ ଦାନ୍ୟବାଦ ଭାଇ 🙏🏻🙏🏻⛪⛪✝️✝️❤️❤️
ପ୍ରଭୁ ଯୀଶୁ ପାଖରେ ପ୍ରାର୍ଥନା କରିଛନ୍ତି ମାନେ ପ୍ରଭୁ ନିହାତି ତୁମର ପ୍ରାର୍ଥନା ଶୁଣିବେ ଭାଇ
Amen🙏🙏
Praise the lord Amen 🙏✝️✝️✝️✝️✝️
ଧନ୍ୟବାଦ୍ ଭାଇ ଏହି ମାଧ୍ୟମରେ ତମେ ଯୀଶୁଙ୍କର ବାକ୍ୟ ପ୍ରଚାର କରୁଛ ଏହି ମାଧ୍ୟମରେ ଅନେକ ଯୀଶୁଙ୍କୁ ଗ୍ରହଣ କରିବେ କରଣ ଯିଶୁଏଠାରେ ନିଶ୍ଚୟ ଜନ୍ମଗ୍ରହଣ କରିଥିଲେ ଏହା ସତ୍ୟାଟେ ଏହା ଲୋକ ଜାଣିବେ
ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ
ମୁଁ କମେଣ୍ଟ କରିଥିଲି ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ବିଷୟରେ ଭିଡିଓ କରିବା ପାଇଁ So Thanks Acpt My Request
Thanks bro
ruclips.net/video/7v8WQz0D6rk/видео.html
Thanks 🎉🎉
Both of you
Tqsm❤ bro
Thank you so much Bhai 🎉🎉❤😊
ଧନ୍ୟବାଦ ଭାଇ ତୁମର ଯୀଶୁ ଖ୍ରୀଷ୍ଟଙ୍କ ବାପ୍ତିସ୍ମ ନେଇ ଥିବା ସ୍ଥାନ ଦେଖାଇଥିଵାର
ଭାଈ ତମ ପାଇଁ ଆମେ ଆଜି Jesus baptism ଜାଗା ଦେଖିପାରୁଚୁ love you ଭାଈ ✝️✝️✝️✝️✝️
hmmm bhai❤
Praise the Lord bhai
good bhai ✝️✝️🛐
❤Really bro 😢 I love jesus christ 😭😭😭
❤
Thank you brother ଦେକାଇ ତିବାରୁ ଯୀଶୁ Christ ଙ୍କ ବିଷୟରେ 👏👏👏👏
ଯୀଶୁଙ୍କ ବାପ୍ତିସ୍ମ ଜାଗା ଆମକୁ ଆଜି ଭିଡ଼ିଓ ରେ ଦେଖାଇ ଥିବାରୁ ମୁଁ ବହୁତ ଖୁସି ଭାଇ ଧନ୍ୟବାଦ 🙏 ଯୀଶୁ ଖ୍ରୀଷ୍ଟ ତୁମକୁ ଅଧିକ ଆଶୀର୍ବାଦ କରନ୍ତୁ ଭାଇ 👍🏻
Amen 🙏🙏🙏🙏🙏🙏🙏🙏🙏❤️🙏🙏
ଧନ୍ୟବାଦ ଭାଇ ଯିଶୁଙ୍କ ଜନ୍ମ ସ୍ଥାନ ଦେକେଇ ଥିବାରୁ ଇ ଶର ଆଶୀର୍ବାଦ କରନ୍ତୁ
ଦେକେଇ ନୁହେଁ ଦେଖେଇ ଇସର ନୁହେଁ ଈଶ୍ୱର ତୁ ଭାଇ ଜା ଅଙ୍ଗନ ବାଡ଼ି ରେ ଭଲ କି ପାଠ ପଢି କି ଆଇ ପରେ ଆସି youtube ରେ କମେଣ୍ଟ ଦେବୁ
@@pkparida471Bhai tume kichi janina Jesus nka bishayare .
@@sauntasodia ଦୁନିଆରେ ଗୋଟେ ଲୋକ ତମେ ଏକା ଜାଣିଛ ଆଉ କେହି ଜାଣି ନାହାନ୍ତି 😛
@@pkparida471 kana mu aka janichi boli kahuchi bhai
@@pkparida471 kana bhai mu aka janichi boli kahuchi.
Ama Bible jaha kahuchi mu taha kahuchi bhai .
ବହୁତ୍ ବହୁତ୍ ଧନ୍ୟବାଦ୍ ଲବ ଭାଇ ତମେ ଯେ କୌଣସି ଧର୍ମ ହେଇ ଥାଉ ନା କାହିଁକି ପ୍ରଭୂ ତମକୁ ସଦା ସର୍ବଦା ଭଲରେ ରଖିଥାନ୍ତୁ
Amen 🙏🙏❤
Praise The Lord ଭାଇ ପ୍ରଭୁ ଆପଣଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ 🙏✝️🕊️🛐🙏🙏
paisa bolta he gawar aur rice bhi
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ଏକ ଧନ୍ୟବାଦ
❤❤❤❤❤❤❤❤
ଭାଈ ତୁ ତ ରାମ ନିକ୍ ଲା .....
@@zigzag1681tu 🐖 nikla
@@zigzag1681tu 🐖 nikla
@@zigzag1681tu 🐖 nikla
ଭାଇ ଦୟାକରି ଯୀଶୁଙ୍କ ଜନ୍ମ ସ୍ଥାନ ଇଶ୍ରାଏଲ୍ ଦେଶ ଭେଥଲିୟମ୍ ସ୍ଥାନରେ ପହଞ୍ଚିବେ ବୋଲି ମୋର ଆଶା ଭରଷା ରଖୁଛି ❤❤❤❤❤❤
❤
Hmm Bhai❤
Bethlehem Palestine re acchi bro..
Yes bhai
Yes brother
ଭାରତ ଏକ ଧର୍ମ ନୀରପକ୍ଷ ରାଷ୍ଟ୍ର, ଲବଭାଇ ବହୁତ ବହୁତ ଧନ୍ଯବାଦ ଆମକୁ ଜରଡାନ ଯୀଶୁ କଂ ପବିତ୍ର ସ୍ଥାନ ଦେଖାଇ ଥିବାରୁ🎉🎉
Praise the lord Amen 🙏🙏🙏❤️❤️✝️✝️✝️✝️✝️✝️
ମୂର୍ଖ ଧର୍ମ ନିରପେକ୍ଷ ନୁହେଁ ପନ୍ଥ ନିରପେକ୍ଷ
ତୁ ଶଳା ସଂରକ୍ଷଣ ପାଇବା ପାଇଁ ହିନ୍ଦୁ ହେଇଯାଉ ଆଉ ଏବେ ଯୀଶୁ ଵିଆ ର ପ୍ରଚାର କରୁଛୁ
ଧନ୍ୟବାଦ ଭାଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଶ୍ରୀବାଦ କରନ୍ତୁ
ବହୁତ ବହୁତ ଧନ୍ୟବାଦ ଲବ ଭାଇ ପ୍ରଭୁ ଯୀଶୁ ଙ୍କ ଡୁବନ ସ୍ଥାନ ଯାଇଥିବାରୁ, ଆମକୁ ସେହି ସ୍ଥାନ ଦେଖେଇ ଥିବାରୁ, ପ୍ରଭୁ ଯୀଶୁ ତୁମକୁ ବହୁତ ବହୁତ ଆଶୀର୍ବାଦ କରନ୍ତୁ ❤️🌹❤️🌹
Amen 🙏🙏🙏❤❤
Thinks laba bhai love you❤❤❤ AMEM❤❤❤❤❤
ଯୀଶୁ ଖ୍ରୀଷ୍ଟ ସେଇ ଜର୍ଦ୍ଦାନ ନଦୀ ରେ ବାପତିସ୍ମ ନେଇଥିଲେ ଯୋହନଙ୍କ ଦ୍ୱାରା। ଆଉ ସେଇ ସମୟରେ କପୋତ ରୂପରେ ପବିତ୍ର ଆତ୍ମା ଆସି ତାଙ୍କ କାନ୍ଧ ଉପରେ ବସି ଥିଲେ।
Praise the lord
Praise the lord ✝️
Praise the lord 🙏
Johan kete parba re achhi please tike kuha
My favourite jesus ❤❤❤
@@Rembo199 john 1:28-29
Thanks laba bhai ପ୍ରଭୁଯୀଶୁ ଖ୍ରୀଷ୍ଟ ଆପଣଙ୍କ ଚଲାପଥ ମଙ୍ଗଳମୟ କରନ୍ତୁ
Adi adi sarhaw laba babu
ଜୟ ଶ୍ରୀ କୃଷ୍ଣ,
ଦୂରକୁ ସୁନ୍ଦର ଉଚ୍ଚ ପର୍ବତ।।।।।।।😂😂😂😂
ବନ୍ଧୁ ଯୀଶୁ ତୁମକୁ ବହୁତ ବହୁତ ଆଶୀର୍ବାଦ କରନ୍ତୁ କାରଣ ଯୀଶୁଙ୍କର ବିଷୟରେ ଜାଣି ଓଡ଼ିଶା ବାସୀଙ୍ଗକୁ ଦେକାହିଲ ମୋ ତରପରୁ ଧନ୍ୟବାଦ ❤❤❤❤❤❤✝️✝️✝️✝️✝️✝️🙏🙏🙏🙏
Thank you Brother, "God Bless you " Because You Visit to great Love of "Jesus Christ " Birth and Baptais Place. You are a Very lazy man . There for never Laik to this your Change.
Amen 🙏🙏🙏❤️❤️
ଓଡ଼ିଶା ବସି ଙ୍କ କିଛି କାମ ବାଣ୍ଡ ନାହିଁ ତ 😂😂 ବାଳ jinsha ଦେଖିକି ଖୁସୀ ହେବେ 😅😅 ଓଡ଼ିଆ ଙ୍କ ପ୍ରାଣ କାଳିଆ❗❗❗⭕‼️⭕❗❗❗ ତୁ ଦେଖିଲୁ ତୁ ଖୁସି ହ ଓଡ଼ିଶା ବାସୀ ଙ୍କ କଥା। Kahana
Thank you🙏 ଭାଇ ତମ ଜଗୁ ଯୀଶୁଙ୍କର ସେହି ଜାଗା ଦେଖି ପାରିଲୁ ✝️🛐ପ୍ରଭୁ ତମକୁ ବହୁତ୍ ବହୁତ୍ ଆର୍ଶୀବାଦ କରୁ 🙌🙌✝️🛐
Thank you lord Jisus Loba bhai ଙ୍କ ପାଇଁ ପ୍ରାର୍ଥନା କରୁଛୁ ତାଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ Amen
Amen 🙏🙏🙏✝️✝️✝️✝️
ବହୁତ ବହୁତ ଧନ୍ଯବାଦ ପରେମଶ୍ବର ତୁମ୍ଭମାନଙ୍କୁ ସାହାୟ୍ଯ କରନ୍ତି 🙏🙏🙏🙏💕💕👌👌
Praise the Lord
°°ମନ ପରିବର୍ତ୍ତନ କର କାରଣ ସ୍ଵର୍ଗ ରାଜ୍ୟ ସନ୍ନିକଟ °°
I Request to U All.....
Amen Amen❤❤❤
ଲବ ବାଇ ବହୁତ୍ ଧନ୍ୟବାଦ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆଶ୍ରୀବାଦ କରନ୍ତୁ ଯୀଶୁ ଖ୍ରୀଷ୍ଟ ସତ୍ୟ ଓ ଜୀବନ ❤❤❤
ଧନ୍ୟବାଦ ଲବ ଭାଇ ✝️✝️
ବାଇ ମୋତେ ଏତେ ଖୁସି ଲାଗୁଛି ଏମିତି ଜାଗା ଦେଖାଇଲ ଧନ୍ୟବାଦ ଭାଇ
ଧନ୍ୟବାଦ ଭାଇ ପ୍ରଭୁ ଯୀଶୁ ଆଶ୍ରିବାଦ କରନ୍ତୁ amen🙏❤️💐❤️❤️
ବହୁତ ବହୁତ ଧନ୍ୟବାଦ ଲବ ଭାଇ ପ୍ରଭୁ ତମକୁ ଆଶିର୍ବାଦ କରନ୍ତୁ ମୁଁ ବହୁତ ଖୁସି ପ୍ରଭୁ ତମକୁ ସୁରକ୍ଷିତ ରଖନ୍ତୁ
Praise the lord Amen 🙏🙏🙏✝️✝️✝️✝️
ବହୁତ ବହୁତ ଧନ୍ୟବାଦ୍ ଭାଇ ,ଆମେ ତୋ କେବେବି ଯାଇ ପାରିବୁ ନାହିଁ, ଯୀଶୁ ଖ୍ରୀଷ୍ଟ ବାପ୍ତିଷ୍ମ ନେଇଥିବା ସ୍ଥାନକୁ , ତମେ ଆମକୁ ଭିଡିଓ ମାଧ୍ୟମ ରେ ସେହି ସ୍ଥାନକୁ ଦେଖେଇଥିବାରୁ । ଯୀଶୁ ଖ୍ରୀଷ୍ଟ ତୋମୋକୁ ଆଶୀର୍ବାଦ କରନ୍ତୁ⛪✝️✝️✝️✝️✝️✝️
Amen 🙏🙏🙏✝️✝️✝️
ପ୍ରଭୁ ଆଶୀର୍ବାଦ କରନ୍ତୁ ଭାଇ ମୁ ଆଜି Jesus ର ଜାଗା ଦେଖିଲି ❤❤
ଧନ୍ୟବାଦ ଭାଇ ଯୀଶୁ ଖ୍ରୀଷ୍ଟଙ୍କୁ ଜ୍ଜମ ସ୍ଥାନରେ ଜାଇ କରି ବଡିୟ ଭୋନାଇଥିବାର ✝️✝️✝️✝️✝️🙏🙏🙏
ପ୍ରଭୁ ଯୀଶୁଙ୍କୁ ମାରିଲେ ମାତ୍ର 3ନି ଥିନରେ ସେ ପୁନର୍ବାର ଯୀଉଟିଲେ ଆଉ ପୁନର୍ବାର ଏହି ଜଗତକୁ ବିଛାର ନିମନ୍ତେ ଆଶୀବେ ପ୍ରଭୁ ସମସ୍ତଙ୍କୁ ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ ଆମେନ
ତାଙ୍କୁ ଆମ ଇସଲାମ ଧର୍ମରେ ରେ କୁହାଯାଇଛି ସେ ଦିନେ ଆସିବେ
ଧନ୍ୟବାଦ ଭାଇ ସମସ୍ତେ ଜଣାନ୍ତୁ..
ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।”
ଭାଈ ଭଗବାନ୍ ତୁମକୁ ଅଶ୍ରିୱାଦ କରୁ amen 🙏🙏🙏
God bless you laba ଭାଇ...Thank u ମୁଁ ବହୁତ ଖୁସି । ବେଥନୀଆର ଯର୍ଦ୍ଧନ ନଦୀ ରେ ଯୋହନ ପ୍ରଭୂ ଯୀଶୁଙ୍କୁ ବାପ୍ତିସ୍ମ ଦେଇଥିଲେ l ଆପଣ ଯାଇ ପ୍ରଭୁଙ୍କର ଗୋଟିଏ ଗୋଟିଏ ସ୍ମରଣୀୟ ସ୍ଥାନ ସବୁ ଦେଖୁଛନ୍ତି , ସେଥିପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ l ଆହୁରି ଅନେକ ସ୍ଥାନ ଅଛି ପ୍ଲିଜ laba bhai ଆମକୁ ବୁଲିକି ଦେଖେଇବେ, ପ୍ରଭୁ ତମକୁ ଆଶୀର୍ବାଦ କରନ୍ତୁ ❤❤❤
Thank u bro, ସେହି ସ୍ଥାନ ଯାଇଥିବାରୁ
ଧନ୍ୟବାଦ ଭାଇ ଯିଶୁଙ୍କ ଜନ୍ମ ସ୍ଥାନ ଦେଖେଇ ଥିବାରୁ ❤🙏❤️💯👌
ଧୋନ୍ୟବାଦ୍ ଲୋବ ଭାଇ ଆମେ ପ୍ରାର୍ଥନା କରୁଛୁ ପ୍ରୋଭୁ ଯୀଶୁ ଖ୍ରୀଷ୍ଟ ଙ୍କ ପାଖୋରେ ତମ ୟୁଟୁବ ଚେନେଲ୍ ପୃଥିବୀରେ 1ନମ୍ୱର ଚେନେଲ ହେଉ ଆଉ ଆପଣଙ୍କୁ ମୋଧ୍ୟ ପ୍ରଭୁ ସୁସ୍ତ ସୋବୋଲ ରୋଖି ଥାନ୍ତୁ ଧୋନରେ ଗ୍ୟାନୋରେ ମଧ୍ୟୁ ପ୍ରୋଚୁରୋ ଭାବୋରେ ଆଶିର୍ବାଦ କୋରୁନ୍ତୁ god bless you bro
I love you Jesus ❤❤❤❤ tq bro ❤❤❤❤
Jay jagganath
@@jms895Jagnnath ra history achhi ki ??
@@jms895କାଳ୍ପନିକ ମୂର୍ତ୍ତି ଅଟେ ବୋଧେ
Love you Jesus Amen 🙏🙏🙏✝️✝️✝️✝️✝️
@@rajendrakhadia2000yes...... convent duplicate christian boy
ବହୁତ ବହୁତ ଧନ୍ୟବାଦ ଭାଇ । ଆପଣଙ୍କ ପାଇଁ ମୁଁ ଆଜି ଯୀଶୁ ଖ୍ରୀଷ୍ଟ ଙ୍କ ବାପ୍ତିସ୍ମ ଜାଗା ଜୋର୍ଡାନ ନଦୀ ଦେଖି ପାରିଛି। ପ୍ରଭୁ ଯୀଶୁ ଆପଣଙ୍କୁ ବିଶେଷ ଭାବରେ ଅନୁଗ୍ରହ କରନ୍ତୁ ଜୀବନରେ ଉନ୍ନତ କରିବାରେ ସାହାଯ୍ୟ କରନ୍ତୁ।
Thank you bhai jesus baptism ଜାଗା ଦେଖେଇ ଥିବାରୁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ୍ ଭାଈ and God bless you .
ଧନ୍ୟବାଦ୍ ଭାଇ ଆମ ପ୍ରଫେଟ୍ ଇସା ଙ୍କ ବିଷୟ ରେ ବତେଇବା ପାଇଁ 😊😊😊😊 ☪️☪️☪️☪️☪️
God bles you ଲୋବ ଭାଇ you are ଜରାଟ. ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆଶ୍ରିବାଦ କରନ୍ତୁ
ଯୀଶୁଙ୍କ ବାପ୍ତିଷ୍ମ ସ୍ଥାନ କୁ ଯାଇଥିବାରୁ ଧନ୍ୟବାଦ୍ 🎉🎉🎉 and Praise the Lord Jesus Christ
Tq so much brother, ଆମ୍ଭ christian video ନେଇ ଆସି ଥିବାରୁ 🎉🎉🎉
All Christian Lovers ❤ Like Here 👍👍.
GAJAPATI ru ko ko dekhuchas 🤪
Bohut khusi helun Bhai
Aponko vlogs re prothom Christan video
Jesu ଙ୍କ ଜନ୍ମ ର ପ୍ରମାଣ ଅଛି କାହିଁକି ନା jesus saty ଅଟନ୍ତି ଧନ୍ୟବାଦ 🙏
ବହୁତ ବହୁତ ଧନ୍ୟବାଦ ଲବ ଭାଇ ପ୍ରଭୁ ଆଶିର୍ବାଦ କରନ୍ତୁ
ଭାଇ ଧନ୍ୟବାଦ ପୂରଣ କରିଥିବାରୁ,ଆପଣ ଭାଗ୍ୟବାନ ଯୀଶୁଙ୍କୁ ✝️✝️✝️🙏🙏🙏👍👍
ବହୁତ୍ ବହୁତ୍ ଧନ୍ୟ ବାଦ ଲୋବ ଭାଈ ❤ ପ୍ରଭୁ ଆପଣଙ୍କୁ ଆଶ୍ରିବାଦ କରନ୍ତୁ
Satare Bhai besi khusi laguchi,aame kebe b Jesus Christ ra baptism place ku jaiparinathantu, but tama pai aame aaji dekhiparuchu, thank you so much Laba bhai
ପ୍ରଭୁ ଯୀଶୁ ତୁମକୁ ଆଶୀର୍ବାଦ କରନ୍ତୁ 🙏🙏
ବହୁତ ବଢିଆ ଭାଇ ଫିଲ୍ମ ରେ ଦେଖିଥିଲୁ satare ରିଏଲ୍ୟ ଦେଖେଇଲୋ ଧନ୍ୟବାଦ
So many many thanks big brother ଯର୍ଦନ ନଦୀରେ ଯୀଶୁଙ୍କର ବାପ୍ତିସ୍ମ ନେଇଥିବା ସ୍ଥାନ ଦେଖେଇଥିବାରୁ | may god bless you
Thank you 🛐🛐✝️✝️
ଲାଭ ଭାଇ ଏଈ ବିଡିଓ ଟି ସୁନ୍ଦର ବାଭରେ ଦେଖେଇ ତିଭା ରୁ ପ୍ରଭୁ ଯିଶୁ ଆଶିର୍ବାଦ କରନ୍ଥୁ
ପ୍ରଭୁ ଆଶିର୍ବାଦ କରନ୍ତୁ❤
ଲବ ଭାଇ ଙ୍କ ପାଇଁ ଆମେ କେତେ କଣ କଣ ଦେଖିପରୁଚୁ ସେଥିପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ god bless you
Amen 🙏🙏🙏❤️❤️
Thankyou ଲବ ଭାଇ ✝️✝️✝️✝️💞💞💞💞💞🙏🙏🙏🙏🙏🙏🙏Praise The Lord 💞💞💞💞💞💞👍👍👍👍👍👍👍👍👍👍👍👍👍👍👍👍👍
ମୁଁ ଜଣେ ହିନ୍ଦୁ ଏହିକି ବି ପ୍ରଭୁ ଯୀଶୁଙ୍କୁ ସମ୍ମାନ ଦିଏ ଲବ ଭାଇ ଭିଡିଓ ଦେଖି ବହୁତ୍ ଭଲ ଲାଗିଲା
ଭାଇ ବହୁତ ସୁନ୍ଦର ଜାଗା ହେଇଛି ❤❤❤ ଯୀଶୁ ଖ୍ରୀଷ୍ଟ ଜାଗା ଦେଖି ଭଲ ଲାଗିଲା ଧନ୍ୟବାଦ ଭାଇ 👍👍👍 ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ ❤❤
ମୁଁ କେବେ ନ ଦେଖିବା ଜାଗା ଆପଣ ଦେଖେଇଲ ସେଥି ପାଇଁ ଆପଣଙ୍କୁ କୋଟି କୋଟି ପ୍ରଣାମ ❤❤❤❤
ଧନ୍ୟବାଦ୍ ଲବ ଭାଇ, ଯୀଶୁଙ୍କର ବାପ୍ତିଷ୍ମ ହୋଇଥିବା,jordan ନଦୀ ଦେଖେଇ ଥିବାରୁ।god bless you.
ଧନ୍ୟବାଦ୍ ଲବ ଭାଇ.God Bless You
Hallelujah hallelujah 🤲praise the lord bhai ✝️✝️Prabhu tumoku unati korontu uporoku uthantu 🩵
ଯୀଶୁଖ୍ରୀଷ୍ଟ ଙ୍କ ଜୀବନୀ ଉପରେ ବୋହୁତ ସୁନ୍ଦର ଭିଡିଓ ଦେଖାଇଲ, ଅଶେଷ ଧନ୍ୟବାଦ ✝️
ଧନ୍ୟବାଦ ସଦାପ୍ରଭୁ ସଦାବେଳେ ଆଶ୍ରିବାଦ କରନ୍ତୁ ଲଭ ଭାଇ
ଏହି ଜାଗା କୁ କେବଳ ଅନୁଭବ ହିଁ କରୁଥିଲି, ଆଜି ଆପଣଙ୍କ ଦ୍ୱାରା ଭିଡିଓ ମାଧ୍ୟମ ରେ really ଜାଗା ଦେଖେଇ ଦେଲେ l ବହୁତ ଖୁସି ଲାଗୁଛି l ପ୍ରଭୁଯୀଶୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ🙏l
ଭାଇ ଆପଣକୁ ବହୁତ ବହୁତ ଧନ୍ୟବାଦ ଆପଣକୁ ପ୍ରଭୁ ଆଶ୍ରିବାଦ କର ନ୍ତୁ
ଭାଇ ପ୍ଲିଜ଼ ଆପଣଙ୍କ ନୁମ୍ବର ଦିୟନ୍ତୁ ଭାଇ ପ୍ଲିଜ଼
ବହୁତ ସୁନ୍ଦର ଜାଗା ଭାଇ ଦେଖେଇ ଥିବାରୁ ଧନ୍ୟବାଦ 🙏🏼🙏🏼
Thank you bro ❤❤
ଭଉତ ଭଉତ ଧନ୍ୟବାଦ ଭାଈ ଯୀଶୁ ଙ୍କ ବିଷୟ କୋଇତିବାରୁ ଭଲ ଲାଗିଲା prasie the lodr✝️🙏⛪❤❤❤💞
Bhasa b asuni ki vai.bujhila pari lekha chad
ଧନ୍ୟବାଦ ଲବ ବାଇ ଏଇଭିଡିଓ ଆଣିଅଛ ପ୍ରଭୁ ଯୀଶୁ ତୁମକୁ ଆସିରିବାଦ କରତୁ ଆମେନ
ବହୁତ୍ ଭଲ ହେଇଛି ଲବ ଭାଇ video ଟା thank u
ଜୋର୍ଡାନ ନଦୀ ଦେଖିଇ ଥିବାରୁ ଆମଙ୍କୁ ପ୍ରଭୂ ଯିଶୁ ଆଶୀର୍ବାଦ ପ୍ରଦାନ କରିବେ ଲବ ଭାଇ ।।।❤❤
କିଏ ଯୀଶୁ ପ୍ରଭୁ ଙ୍କୁ ବିଶ୍ବାସ କରୁଛନ୍ତି ସେମାନେ ନିହାତି ଭଲପାଇବା ଦିଅନ୍ତୁ ❤❤❤❤❤
I love Jesus Amen 🙏🙏🙏
ବହୁତ ବହୁତ ଧନ୍ୟବାଦ brother ଆମେ କେବଳ ବାକ୍ୟରେ ଶୁଣୁଥିଲୁ , କିନ୍ତୁ ଏହି ପ୍ରକାରେ ଦେଖି ନଥିଲୁ God bless you
ଧନ୍ୟବାଦ ଭାଇ
ଯୀଶୁଙ୍କ ଜନ୍ମ ସ୍ଥାନ ଏବଂ ସେ ଗଲଗତା ପାହାଡ଼ ଟିକେ ଯିବେ
Ok
ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ 👍ଭାଇ
ଧନ୍ୟବାଦ ଲବ ଭାଇ ପ୍ରଭୁ ଯୀଶୁ ଆପଣ ଙ୍କୁ ବହୁତ ଆର୍ଶିବାଦ କରନ୍ତୁ 🙏ଆମେନ୍
Amen 🙏🙏🙏❤❤
ବଡ଼ିଆ ଭାଇ ଯୋରଡ଼ନ ପଂହଁଚି ଚ ପ୍ରଭୁ ଆପଣଙ୍କ ଜୀବନ ସୁଖ କରୁ