ମଣିଷଖିଆ ଗାଁ❗

Поделиться
HTML-код
  • Опубликовано: 23 дек 2024

Комментарии •

  • @prasantapattanaik862
    @prasantapattanaik862 2 месяца назад +180

    ଅସୁବିଧା ଭିତରେ ଅଛନ୍ତି, ସେଥିରେ ପୁଣି ବାଘ ଆତଙ୍କ। ସରକାର କେବେ ଦୃଷ୍ଟି ଦେବେ? ଅନେକ ସରକାର, ପଞ୍ଚ ବାର୍ଷିକ ଯୋଜନା ଗଲାଣି। ଜୀବନ ଏକ ମୃଗ ତୃଷ୍ଣା। କଣ କରିବୁ , କାହାକୁ କହିବୁ କହୁଛନ୍ତି ତାଂକ ଚାହାଣି ରେ। ଆମେ କଣ ଉତ୍ତର ଦେବୁ ଓ ଆମେ ବା କଣ ସାହାଯ୍ୟ କରି ପାରିବୁ? କିଛି ନ କରିପାରିବାର ଏକ ଦୀର୍ଘ ଶ୍ଵାସ ଛାଡିବା ଛଡ଼ା ଆଉ କଣ କରିବୁ କହ?

    • @khanjannag5964
      @khanjannag5964 2 месяца назад +12

      BJD କଣ କରୁଥିଲା

    • @prasantapattanaik862
      @prasantapattanaik862 2 месяца назад

      @@khanjannag5964 ବିଜେଡି କଥା ମୁଁ କହୁନାହିଁ। ସମସ୍ତଂକ କଥା କହୁଛି। ସ୍ଵାଧୀନତାର ୭୮ ବର୍ଷ ପରେ ମଧ୍ୟ କଂଗ୍ରେସ, ବିଜେଡି କି ବିଜେପି କେହି ସେମାନଙ୍କ ଦୁଃଖ ବୁଝିନପାରି ଛାଡି ଦେଇଛନ୍ତି। ଏଥିରେ ଆମେ ଖାଲି ଦଳୀୟ ରାଜନୀତି କରି ସେ କଣ କଲା,ସେ କାହିଁକି କଲା ନାହିଁ କରୁଛେ। ଗାଁ ସହର ସବୁ ଉଣା ଅଧିକେ ଅବହେଳିତ। ଯେ ମାରିବା କଥା ମାରୁଛି।ହଉ।ସମୟକୁ ଅପେକ୍ଷା କର।

    • @ChittaJena-p8u
      @ChittaJena-p8u 2 месяца назад

      Bjp murdabad

    • @RohitNayak-kf8mt
      @RohitNayak-kf8mt 2 месяца назад +7

      0:36

    • @RohitNayak-kf8mt
      @RohitNayak-kf8mt 2 месяца назад +3

      0:48

  • @Manoramayoutub
    @Manoramayoutub 15 дней назад +5

    ବହୁତ ଅସୁବିଧାରେ ଅଛନ୍ତି ❤❤❤🙏🏻🙏🏻🙏🏻

  • @dr.srikantamohapatra1319
    @dr.srikantamohapatra1319 19 дней назад +3

    ତାଙ୍କଠାରୁ ଆମକୁ ଶିଖିବାକୁ ହେବ ଯେ ପରିଷ୍କାର କାହାକୁ କୁହାଯାଏ। ପ୍ରଶାସନ ଧ୍ୟାନ ଦେବାକୁ ଅନୁରୋଧ।

    • @CharigarhVlogs1614
      @CharigarhVlogs1614  19 дней назад

      🙏🙏🙏🙏🙏 thanks for your useful message and share this video and subscribe this channel 🙏🙏🙏🙏🙏🙏🙏

  • @jashodauday948
    @jashodauday948 Месяц назад +10

    ବହୁତ ଗୁରୁତ୍ବପୁର୍ଣ ଖବର ଲୋକଲୋଚନକୁ ଆଣିଛନ୍ତି। ଧନ୍ୟବାଦ ଏହି ପରି ଅବହେଳିତ ଇଲାକା ପ୍ରଶାସନ ପାଇଁ ଅପମାନ ର କଥା। ସ୍ଵାଧୀନତା ର ୭୫ ବର୍ଷ ପରେ ମଧ୍ୟ ଏପରି ସ୍ଥିତି ନେତା ମନ୍ତ୍ରୀ ମାନେ କ'ଣ ସବୁ କରୁଛନ୍ତି।ଲାଜ ଲାଗିଲା କଥା

  • @ranjannayak7872
    @ranjannayak7872 Месяц назад +5

    କୁ ଜିଲ୍ଲା ଭାଇ ସରକାର ଦୃଷ୍ଟି ଦେଉନାହାନ୍ତି ହେ ଭଗବାନ ଓଡିଶା କଣ ଯେ ହେଲା

  • @SubashBisoyi-z6h
    @SubashBisoyi-z6h Месяц назад +3

    ଯା ହେଉନା କାହିଁକି କିନ୍ତୁ ବହୁତ ବର୍ଷ ବଞ୍ଚି ରହୁଛନ୍ତି। , ବୁଢ଼ା,,,, ବୁଡ଼ି ସବୁ nice❤❤❤❤❤❤❤❤❤❤❤

  • @Chittaranjan.143
    @Chittaranjan.143 2 месяца назад +106

    ଭାଇ ଏହି ଖବର ଯେମିତି ସରକାର ଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ।।

    • @CharigarhVlogs1614
      @CharigarhVlogs1614  2 месяца назад +2

      🙏🙏🙏🙏🙏 ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ଏବଂ share this video and subscribe this channel 🙏🙏🙏🙏🙏🙏🙏

    • @fitnessdigguofficial8591
      @fitnessdigguofficial8591 26 дней назад

      Au ki6i habar nai gute to chahan biki biki neta au gute to adibasi murkha pura gariba semane khali poisa khaiba janichhanti hn na nai❤❤❤

  • @ArjunaMunda-ek1yj
    @ArjunaMunda-ek1yj 2 месяца назад +3

    He bhagaban ki kasta karuchhanti apananku salute abhali youtuber odisha ku darkar a video jogu loka janibe government chetiba administrator janibe , news media ku dhik apari news miluni tanku matra a sir apari gaon jai coverage karuchhanti, Odisha's no 1 RUclipsr

  • @DillipBhoi-mu1dk
    @DillipBhoi-mu1dk 2 месяца назад +10

    ଓଡିଶା ସରକାର ଏଇ ଗାଁ ର ଖବର ପାଇ ପାରି ନାହାନ୍ତି ବୋଧେ? ଗାଁ ର ପ୍ରକୁତ ଚିତ୍ର କୁ ଉପସ୍ଥାପନ କରି ଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ 🙏🏻🙏🏻🙏🏻ନମସ୍କାର

  • @sridharkolakasridharkolaka3728
    @sridharkolakasridharkolaka3728 Месяц назад +2

    ଆମ ଓଡି଼ଶାରେ ଏମିତି ଅସୁବିଧା ଥିଲେ ଓଡି଼ଶାNo1 କେମିତିହେବ

  • @SD-pe4en
    @SD-pe4en 2 месяца назад +39

    ଆମ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା

  • @RusticPP
    @RusticPP Месяц назад +10

    ଏଇମାନେ ଶାନ୍ତିରେ ରହିଛ ନ୍ତି, ବହୁତ ସୁନ୍ଦର

  • @AbaniSingh-x4c
    @AbaniSingh-x4c Месяц назад +2

    ସୁନ୍ଦର ଭାଇନା 🙏

  • @ChittaranjanSahoo-iu8ei
    @ChittaranjanSahoo-iu8ei 2 месяца назад +12

    ମୁଁ ଟିକିଏ ଏ ଗାଁ କୁ‌ ବୁଲି ଯିବା ପାଈଁ ‌ଇଛାଅଛି‌ ।

    • @CharigarhVlogs1614
      @CharigarhVlogs1614  2 месяца назад +1

      🙏🙏🙏🙏🙏🙏 ନିହାତି ଯିବେ contact number diantu and share this video and subscribe this channel 🙏🙏🙏🙏🙏🙏🙏

  • @SUJITDAS-gf2dr
    @SUJITDAS-gf2dr 2 месяца назад +15

    Bhai bhala lagila

  • @ILUDASCREATION
    @ILUDASCREATION 2 месяца назад +16

    ଭାଇ ତୁମର ସବୁ ଭିଡିଓ ବହୁତ ବହୁତ ବହୁତ ବହୁତ ଭଲ ଲାଗେ ଏମିତି ଭିଡିଓ ସବୁ ଦିନ ଆଣନ୍ତି ଭଲ ହୁଅନ୍ତା

    • @CharigarhVlogs1614
      @CharigarhVlogs1614  2 месяца назад

      🙏🙏🙏 ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି and share this video and subscribe this channel 🙏🙏🙏🙏

  • @gobardhanbadya2663
    @gobardhanbadya2663 2 месяца назад +1

    Bhai tame prakruta re ama bhali gariba ra hrudaya ku chinhi paricha . Thank you bhai ❤.

  • @kalpanabehera8385
    @kalpanabehera8385 2 месяца назад +7

    Jay jagannath 🙏❤

    • @CharigarhVlogs1614
      @CharigarhVlogs1614  2 месяца назад

      🙏🙏🙏🙏🙏 ଆଜ୍ଞା ବହୁତ ଦିନ ପରେ comment କରୁଛନ୍ତି

  • @jyotiprakashnayak6010
    @jyotiprakashnayak6010 2 месяца назад +5

    Congratulations Bhai, Emiti prayash jaari rahu (andhararu aloka ) collector please help

  • @RabindraBehera-z4t
    @RabindraBehera-z4t 2 месяца назад +15

    ରଙ୍ଗ ଵଦଳା ସରକାରଙ୍କ ନିଜ ଏରିଆ ଚାହିଁଵେ ଯଦି ସଵୁ ପ୍ରକାର ସୁବିଧା କରି ପାରିବେ! ମାତ୍ର ଇଲେକ୍ସନ ଆସିଗଲେ ଭଲ ରଙ୍ଗିଲା କଥା କହିବାକୁ କୁଜି ନେତାମାନେ ପଳେଇ ଆସନ୍ତି !

    • @jchoudhury274
      @jchoudhury274 2 месяца назад

      ଭାଇ BJD ସରକାର 24 ବର୍ଷ ଚିର ନିଦ୍ରା ରେ ଶୋଇ ଥିଲା ଆଉ BJP ସରକାର କୁ 3/4 ମାସ ହେଉଛି

    • @ManojNaik-k2d
      @ManojNaik-k2d 2 месяца назад

      24 barsa kn BJD suithila dekha jai nathila

  • @HimansuKumarDas-c8e
    @HimansuKumarDas-c8e 2 месяца назад +7

    During Emergency as per special orders it is attended/ verified for provide govt services....

  • @ramakantamalik1874
    @ramakantamalik1874 2 месяца назад +21

    ମଣିଷ ଖିଆ ଗାଁ ନାଁ କାହିଁକି ହେଉଛି ❤❤❤❤❤

    • @CharigarhVlogs1614
      @CharigarhVlogs1614  2 месяца назад +2

      🙏🙏🙏🙏 ଆଜ୍ଞା ସଂପୂର୍ଣ୍ଣ video ଦେଖିଲେ ଆପଣ ଜାଣିଯିବେ🙏🙏🙏 share this video and subscribe this channel 🙏🙏🙏🙏🙏🙏🙏

    • @Priya.OfficialYouTubeChannel
      @Priya.OfficialYouTubeChannel Месяц назад +3

      ​@@CharigarhVlogs1614
      Kie kahaku khaila kichhi to jona podilani eita michha chanel support nahin to pain

    • @Hashtagmanoj
      @Hashtagmanoj Месяц назад

      Jahabi garments tarafaru ase kichi kuji neta khai janti , sethi lagi Manisha khiya rahichi village name

  • @anantavloggspkl2964
    @anantavloggspkl2964 2 месяца назад +19

    ଭାଇ ତମକୁ ମାନିବାକୁ ପଡ଼ିବ l ବହୁତ୍ ପରିଶ୍ରମ କରୁଛ

    • @KNKKALTA
      @KNKKALTA 2 месяца назад +1

      Kichi kari ni khali jai ki video karichi

  • @SainaDalnayakDalnayak
    @SainaDalnayakDalnayak 2 месяца назад +9

    ଭାଈ ପଣସନେସା ଗାଁ

  • @loksangeetramleela2511
    @loksangeetramleela2511 Месяц назад +1

    ଏମାନେ ପାଖ ପଡ଼ିଶା ଗାଆଁ ରେ ରହିଲେ ଭଲ ହୁଅନ୍ତା।

  • @SainaDalnayakDalnayak
    @SainaDalnayakDalnayak 2 месяца назад +9

    ଭାଈ ଟିକେ କାମ ଠକ୍ ପଣସନେସା ଗାଁ ଗାଡି ଯାଉଛି ରୋଡ ଅଛି ଆଗରୁ ମଣିଷ ଶୂନ୍ୟ ଗାଁ ବନାଇଥିଲ

    • @CharigarhVlogs1614
      @CharigarhVlogs1614  2 месяца назад

      ଆଜ୍ଞ Complete video ଦେଖନ୍ତୁ ତାପରେ comment କରନ୍ତୁ ଏବେ ବର୍ଷାଦିନ ପରେ ଯାଉ ନାହିଁ

    • @KumarMdk-o7b
      @KumarMdk-o7b 2 месяца назад

      ​@@CharigarhVlogs1614..Tu ghadagiha
      Pela khaijibu...jemiti gate sting operation karuchhi dekhei houchhu magia

    • @SushilBariha-kh1be
      @SushilBariha-kh1be 2 месяца назад

      Bjd ra unnati. Khub badhiaa

  • @jbadra3053
    @jbadra3053 2 месяца назад +6

    From Harichandanpur❤

  • @marcelekka9266
    @marcelekka9266 2 месяца назад +4

    ଆ ମ ମୁଖ୍ୟ ମନ୍ତ୍ରୀଙ୍କ ଗ୍ରାମ । ୭ ଥରର ବିଧାୟକ, ଏଥର ମୁଖ୍ୟମନ୍ତ୍ରୀ। ଉନ୍ନତି କରିବେ।

  • @AlokKumar-r3z7c
    @AlokKumar-r3z7c 2 месяца назад +10

    Bhaina bahut bhal Jagaku vijite karucha abhali manisa mane bi jangalre rahuchhanti dhanyare odisha sarkar tate 1000 salam

    • @CharigarhVlogs1614
      @CharigarhVlogs1614  2 месяца назад

      🙏🙏🙏🙏🙏 ଆପଣଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖିଥାନ୍ତୁ share this video and subscribe this channel 🙏🙏🙏🙏🙏🙏

  • @rabinarayanapraharaj4477
    @rabinarayanapraharaj4477 24 дня назад

    ଓଡ଼ିଶା ରେ ଏମିତି ଜାଗା ଅଛି ଦେଖି ଆଶ୍ଚର୍ଯ୍ୟ ଲାଗୁଛି

  • @bijayrautaray3893
    @bijayrautaray3893 2 месяца назад +6

    Super Bhai

    • @CharigarhVlogs1614
      @CharigarhVlogs1614  23 дня назад

      Share this video and subscribe this channel👏👏👏👏

  • @BrajamohanBehera-wh2zh
    @BrajamohanBehera-wh2zh Месяц назад +8

    ଏମାନେ ମୁଖ୍ୟତଃ ପ୍ରକୃତୀ

  • @SabinaJagat
    @SabinaJagat 2 месяца назад +3

    ଏ କଣ ଦେଖିପାକୁ ପଡୁଛି ଆଜି 🤦‍♀️🤦‍♀️କି କଷ୍ଟପ୍ରଦ ଜୀବନ ତାଙ୍କର ସରକାରଙ୍କୁ ଏମାନଙ୍କ କଥା ବୁଝିବାଜୁ ପଡିବ 😢ଗରିବ ଲୋକ ଗରିବ ହେବାରେ ଲାଗିଛନ୍ତି ଆଉ ଧନୀ ଲୋକ ଆହୁରି ଧନୀ, ନା ଭଲ ଘର ନାହିଁ ନା ପିଇବା ପାଣି ଟିକେ ପାଉନାହାନ୍ତି,ପାଟିରେ ବଡ଼ ବଡ଼ କଥା ହେଉଛନ୍ତି ଆଜିର ନେତା ମାନେ ଧିକ ଧିକ ଏଇ ସରକାରଙ୍କୁ ଯଦି ନିରୀହ ଲୋକଙ୍କୁ କିଛି ସାହାଯ୍ୟ କରୁନାହାନ୍ତି😰 😢😢😢😢😢😢

  • @subaskumardas3319
    @subaskumardas3319 2 месяца назад +5

    Jay Jagannath bhai

    • @CharigarhVlogs1614
      @CharigarhVlogs1614  2 месяца назад

      🙏🙏🙏🙏 share this video and subscribe this channel 🙏🙏🙏🙏🙏🙏🙏

  • @web.D
    @web.D 2 месяца назад +5

    Keu district re ai video

  • @Dharmendrapatra-v2v
    @Dharmendrapatra-v2v Месяц назад +1

    Beautiful location 🎉

  • @PandabaMaharana-x9y
    @PandabaMaharana-x9y 11 дней назад

    Bhai nice😢😢😢😢

  • @NabinKunarsethy
    @NabinKunarsethy 2 месяца назад +14

    Michha kan pain kahuchu manisa khia gan voli

    • @CharigarhVlogs1614
      @CharigarhVlogs1614  2 месяца назад

      ଆପଣ ସଂପୂର୍ଣ୍ଣ video ଦେଖିଲେ ଜାଣିପାରିବେ and share this video and subscribe this channel 🙏🙏🙏🙏🙏🙏

  • @nboy9584
    @nboy9584 22 дня назад +1

    ସରକାର ଙ୍କ ସୁବିଧାରୁ ବଞ୍ଚିତ 😢😢😢

    • @CharigarhVlogs1614
      @CharigarhVlogs1614  22 дня назад

      🙏🙏🙏🙏🙏🙏 ଆଜ୍ଞା ଠିକ କହିଲେ🙏🙏🙏🙏 share this video and subscribe this channel 🙏🙏🙏🙏🙏

  • @Nayanijena374
    @Nayanijena374 Месяц назад

    So amazing and mind blowing video game trick ❤❤

  • @sanjuktamalik4051
    @sanjuktamalik4051 2 месяца назад +4

    Bhai Kandi kandicha

  • @babu9980
    @babu9980 2 месяца назад +4

    I think it's Uparapanasanasa, Keonjhar District.

    • @CharigarhVlogs1614
      @CharigarhVlogs1614  2 месяца назад

      🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @HimansuKumarDas-c8e
    @HimansuKumarDas-c8e 2 месяца назад +7

    TRUE Govt Report of Himansu & Party Govt.

    • @CharigarhVlogs1614
      @CharigarhVlogs1614  2 месяца назад +1

      🙏🙏🙏🙏 share this video and subscribe this channel 🙏🙏🙏🙏🙏

  • @mastermaneesee2581
    @mastermaneesee2581 Месяц назад +1

    Government should take necessary step for the people as soon as possible.

  • @jamburamguru137
    @jamburamguru137 Месяц назад

    ଲଜ୍ୟା ଜନକ କଥା 🙏🏻🙏🏻🙏🏻🙏🏻

  • @KunalMalik-e5y
    @KunalMalik-e5y 2 месяца назад +12

    Bhala.nwes

    • @CharigarhVlogs1614
      @CharigarhVlogs1614  2 месяца назад

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @sksidharthofficial3263
    @sksidharthofficial3263 2 месяца назад +12

    ମୁଁ ମଧ୍ୟ ଆପଣଙ୍କ ପରି vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚

  • @BighneswarMallick-l6h
    @BighneswarMallick-l6h 2 месяца назад +11

    ଭାଇ ସେ ଗାଁ ରେ ମଣିଷ ମାନଙ୍କୁ ଖାଉଛନ୍ତି କି

    • @Comedyvideomy
      @Comedyvideomy Месяц назад +2

      😂😂bayata manisa kahiki kaibe

    • @BighneswarMallick-l6h
      @BighneswarMallick-l6h Месяц назад +1

      Tahele gan ra na kahiki semiti hela

    • @jasminmallick4910
      @jasminmallick4910 29 дней назад +1

      Bhai mote adha khandia kaleni please help me 😂😂😂😂😂😂😂😂

  • @SaraswatiChhachhan
    @SaraswatiChhachhan 2 месяца назад +4

    Sarkar nischya drusti deba uchit.😊

  • @payalvloglife
    @payalvloglife Месяц назад +1

    ଗାଁ ର ନାମ ମଣିଷ ଖିଆ ନା ସତରେ ମଣିଷ ଖାଆନ୍ତି

  • @GourangaCharanDandasena
    @GourangaCharanDandasena 2 месяца назад +5

    Sarakar kemiti jiba rasta nai abe chali chali jibaku heba ki sarapanchha Ku age dhara

  • @rajendrapatnaik9138
    @rajendrapatnaik9138 26 дней назад +1

    Mr blogger I would request you to please show this video to the concerned BDO, Sarpanch, Collector and if possible to the CM so that some rapid action is made by the govt to provide basic needs of water, roads , health facility, schools, etc.

    • @CharigarhVlogs1614
      @CharigarhVlogs1614  26 дней назад

      👏👏👏👏 thanks for ur useful suggestion and subscribe this channel 👏👏👏👏👏👏

  • @SadhuParaja-ce2fq
    @SadhuParaja-ce2fq Месяц назад +1

    Nice video Brather god bless you ❤❤❤❤,,😮

  • @mishratelkoi
    @mishratelkoi 2 месяца назад +6

    Super video

  • @sanjaymohanty9357
    @sanjaymohanty9357 2 месяца назад +1

    ବହୁତ ଘନ ଜଙ୍ଗଲ ଏବଂ ବହୁତ ପାହାଡ଼ ସେଥିପାଇଁ ରାସ୍ତା, ବିଜୁଳି, ସ୍କୁଲ ଦଉନାହାନ୍ତି ସରକାର ଏଠୁ ଏମାନଙ୍କୁ ନେଇ ଯାଇ ଜାଗା ଦେଇ ରହିବାକୁ ଦେଇଥିଲେ ଭଲ ହୁଅନ୍ତା ଆଉ ମୁଁ ସରକାରଙ୍କୁ ଅନୁରୋଧ କରୁଚି ଏମାନଙ୍କ ବେବସ୍ତା କରନ୍ତୁ

  • @PrashantaSuna-m8r
    @PrashantaSuna-m8r 2 месяца назад

    Jago bhai jago odisha loka

  • @SudamNaik-sf3ob
    @SudamNaik-sf3ob Месяц назад +1

    ❤❤❤❤❤

  • @TrilochanaPatra-k4z
    @TrilochanaPatra-k4z 2 месяца назад +5

    ବର୍ତମାନ ଯଦି ଦେଖିବା ଏଟା ଓଡ଼ିଶା ନା ଭାରତ ନା ଆଫ୍ରିକା ମହାଦେଶ ଗାଁ

  • @ShrikantaSahoo-u3h
    @ShrikantaSahoo-u3h 2 месяца назад +3

    Bhai.kneu.gilha😅😢😂😮😊❤

  • @shivaprasadjena8656
    @shivaprasadjena8656 2 месяца назад +8

    Eha kou Jilla kou village kou block kou panchayata kichhi thikana kahila nahi

    • @CharigarhVlogs1614
      @CharigarhVlogs1614  2 месяца назад

      🙏🙏🙏🙏 ଆଜ୍ଞା video ରେ କହିଛି and share this video and subscribe this channel 🙏🙏🙏🙏🙏

  • @boyofmahakalpujari.9088
    @boyofmahakalpujari.9088 Месяц назад +1

    ମୋହନ ମାଝୀ ସାର କଣ କରୁଛନ୍ତି ଦେଖୁ...

  • @KrishnaKrishna-nd6zs
    @KrishnaKrishna-nd6zs 2 месяца назад +4

    Jaha heu bhai apono sei gaon ku jaiki video bonaichonti bahut bahut dhanyabad but kouno koriba coment lakhiba podiba hele aksen kichi neipariba nahi jai bheem ❤😢😢

  • @Kanhaguada
    @Kanhaguada 2 месяца назад +6

    Sir bauhut bhala lagila dukha lagila think sir

  • @AnuDas-k5f
    @AnuDas-k5f Месяц назад

    Dhanyabad Bhai. Sarakaranku Anuradha ehi gaan Ra urnati karantu.

  • @AMANUALMUNDA
    @AMANUALMUNDA 14 часов назад +1

    Very nice❤

    • @CharigarhVlogs1614
      @CharigarhVlogs1614  16 минут назад

      👏👏 share this video and subscribe this channel👏👏👏👏

  • @RamiRautary
    @RamiRautary 2 месяца назад +2

    Aitaa koujilaa

  • @sanatanhembram9991
    @sanatanhembram9991 2 месяца назад +3

    Good reporter

    • @CharigarhVlogs1614
      @CharigarhVlogs1614  2 месяца назад +1

      🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @moodishaprotal2924
    @moodishaprotal2924 26 дней назад +1

    କୁଆଡେ ଗୋଲା ମୋହନ ଚରଣ ମାଝି ?

  • @jogendradalei8820
    @jogendradalei8820 2 месяца назад +6

    Kou district

    • @CharigarhVlogs1614
      @CharigarhVlogs1614  2 месяца назад

      🙏🙏🙏 ଆଜ୍ଞା video ରେ କହିଛି and share this video and subscribe this channel 🙏🙏🙏🙏🙏

  • @pramodswain7566
    @pramodswain7566 2 месяца назад +4

    🙏🙏🙏

  • @babulakanhar062
    @babulakanhar062 2 месяца назад +7

    କଉ ଜିଲ୍ଲା ଏହି ଜାଗା

    • @CharigarhVlogs1614
      @CharigarhVlogs1614  2 месяца назад +1

      ଆଜ୍ଞା ଭିଡିଓରେ କହିଛି🙏🙏🙏🙏 share this video and subscribe this channel 🙏🙏🙏🙏🙏🙏🙏

  • @amulyasahoovlogs5991
    @amulyasahoovlogs5991 2 месяца назад +6

    Bhai gote video 2 thara pakeileni 1st video thila ପୁରୁଷ ଶୂନ୍ୟ ଗାଁ ta pare ଏଇ ଭିଡ଼ିଓ 😂😂

    • @CharigarhVlogs1614
      @CharigarhVlogs1614  2 месяца назад

      ଆଜ୍ଞା video ଦେଖିକି comment କଲେ ଭଲ ହୁଅନ୍ତା ଜୀବନକୁ ବାଜି ଲଗାଇ ପାହାଡ଼ ଚଢି video ସୁଟିଂ କରିଛି ଆପଣ କିଛି ନ ଦେଖି comment କଲେ କେମିତି ହେବ ଏ video ସଂପୂର୍ଣ୍ଣ ନୂଆଁ

  • @smaranikachannel3390
    @smaranikachannel3390 2 месяца назад +4

    Best vdo

    • @CharigarhVlogs1614
      @CharigarhVlogs1614  2 месяца назад

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏🙏

  • @NirmalaJuanga-w5k
    @NirmalaJuanga-w5k 2 месяца назад +3

    Bhai sahab

  • @pramodmahanta222
    @pramodmahanta222 2 месяца назад +2

    Bhai dekhi khusi lagila lokanka majalia pratikriya dekhi ..amor aeta chair para sarkar banei deichanti😂😂😂

  • @MituPurtti
    @MituPurtti 2 месяца назад +3

    Apana view pain video karuchanti na kichi sugetion deba pain ?

  • @AnkitaMahananda-sp6md
    @AnkitaMahananda-sp6md Месяц назад +2

    3:07 pahela jamanare jnt gap sap hauthila hnt lgla 😊

    • @CharigarhVlogs1614
      @CharigarhVlogs1614  Месяц назад

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @binikanharbinikanhar3334
    @binikanharbinikanhar3334 Месяц назад

    Very good bhai

  • @Dill.Ka.RAZA__
    @Dill.Ka.RAZA__ Месяц назад

    Jai shree jagannath ⭕‼️⭕

  • @Prashantbrother1432
    @Prashantbrother1432 2 месяца назад +26

    ଆପଣଙ୍କୁ ଖାଇଲେ ନାହିଁ କି ଆଜ୍ଞା

  • @PoojaBehera-o2s
    @PoojaBehera-o2s Месяц назад

    Jay jishsu❤❤❤❤

  • @rajeshtadingi5925
    @rajeshtadingi5925 Месяц назад

    😮😢 Odisha government must take Action

  • @web.D
    @web.D 2 месяца назад +6

    Keu district re video aau keu village ra

    • @CharigarhVlogs1614
      @CharigarhVlogs1614  2 месяца назад

      🙏🙏🙏🙏 ଆଜ୍ଞା video ସଂପୂର୍ଣ୍ଣ ଦେଖିଲେ ଜାଣିପାରିବେ and share this video and subscribe this channel 🙏🙏🙏🙏🙏

  • @MatiramBindhani
    @MatiramBindhani 2 месяца назад +3

    omy god

  • @tarunarts429
    @tarunarts429 Месяц назад

    Amane Sethi bi khusi kintu ama sarakar amanku sabu prakar subidha karidele au bahut bahut khusi re rahibe😍

  • @KashinathBehera-wv2ti
    @KashinathBehera-wv2ti Месяц назад +1

    Omg

  • @rajendramuduli336
    @rajendramuduli336 2 месяца назад +5

    24 Barashara sharakar agaa ku Bhuli jaichhanti

    • @CharigarhVlogs1614
      @CharigarhVlogs1614  2 месяца назад

      🙏🙏🙏🙏 ଅପାରଗ ସରକାର and share this video and subscribe this channel 🙏🙏🙏🙏🙏🙏🙏

  • @NitinPadhan-x9l
    @NitinPadhan-x9l Месяц назад

    Achha jock

  • @priyatamanayak6076
    @priyatamanayak6076 2 месяца назад +4

    Bhalo video heichhi par apana name amiti lekhibaro na thila laka satare bhabi bhull bujhibe...au kichhi alaga lekhi parithanta..🙁

  • @BijaykumarDehury-zc9nb
    @BijaykumarDehury-zc9nb 2 месяца назад +2

    Which district? Which village ? Very pathetic situation?If the collector wanted village environment will must be change.Collector is govt of this district.He is also that village god.

  • @RanjanNaik-ed5of
    @RanjanNaik-ed5of 2 месяца назад

    Good jobs brother 👍👍

  • @jaydevadha488
    @jaydevadha488 2 месяца назад

    God bless you all🙏

  • @MamataPradhan-fg1uq
    @MamataPradhan-fg1uq 2 месяца назад +11

    Bahut Dina pare apnanka video dekhuchi sir excellent video ❤❤❤❤❤👌

  • @BudhiaSabar-oe6fd
    @BudhiaSabar-oe6fd 2 месяца назад +4

    Are Bhai tume tik karin. Tume .sarakar drusti janantu

  • @bibhutimahakuda1567
    @bibhutimahakuda1567 2 месяца назад +3

    Oh my God 😂😂😂😂😂😂

  • @shesadevgiri5158
    @shesadevgiri5158 2 месяца назад +6

    Kou jaga bro

    • @CharigarhVlogs1614
      @CharigarhVlogs1614  2 месяца назад

      🙏🙏ଆଜ୍ଞା video ରେ କହିଛି and share this video and subscribe this channel 🙏🙏🙏🙏🙏

  • @himanshusahukar4134
    @himanshusahukar4134 2 месяца назад +5

    Kou. District

    • @CharigarhVlogs1614
      @CharigarhVlogs1614  2 месяца назад

      ଆଜ୍ଞା Video ରେ କହିଛି and share this video and subscribe this channel 🙏🙏🙏🙏🙏

  • @ArjunaMunda-ek1yj
    @ArjunaMunda-ek1yj 2 месяца назад +1

    Kalahandi ru kia dekhuchhanti❤❤❤❤❤

  • @sksrikantff
    @sksrikantff Месяц назад

    Vdo ta asila ebe dekhiba sarkar kebe all total fesility dauchi I hope god always blessing this villages peoples_🙁🤔🔥💖❔

  • @SunitaPadhan-z7j
    @SunitaPadhan-z7j 2 месяца назад +2

    Kou district aeta