Besi educated nahi ki sc st hni chhodithila desa pai aau sabu soiki thile. Gote limit thaye sabu jinisa ra sala tame govt job kariba kota pai puni tama pua jhia b govt paibe 100 ru 3 ki 4 mark aniki. Desa re sabu saman aau sc st nka condition bht bhala heijaichi so completely uthajau kota system. Merit achhi jadi job pao nahele Ghare basa.
@@ChiruBoss casteism ra responsible heuchha tamemane nije, society re racism dekhei sc/st upare discrimination karuchha puni ebe gandi kahin phatuchhi🙄
Commendable & Logical. So long Social Discrimination is not completely eradicated the ST & SC reservations has the justified space. Reservation is not a mercy but a right.
There is need of reservation unless casteism is abolished. If higher class people support sc, st people,they will be socially raised.Thank u for your realistic statement on reservation.
❤ ବହୁତ ଭଲ ଲାଗୁଛି, କିନ୍ତୁ ଦେଶ ର ଭାଗ ବସାନି social media chakar re kichi bujucha na nai madam hindu mananka upre jou atyachar hauchi sethi prati swara utalana kara ta pare janiba jati bada rajniti chada
Sabu Sc ,St Caste ku General karajau,, Ta pare Tama Caste ra Jhiaku ama manaka saha marriage karajau,, Ta pare Reservation Uthiba,,, General Bala pariba ta,😅 ,, Ethi Vasana mariba pain Taknaku kie kahuchi🤬🤬🤬🤬
Ajir society re SC.mananku kukur tharu hin dekhuchhanti kukur ku ghare rakhibe but SC.nku chhuinle chhuan hei jibe eha 100%satya Sanghamitra sister ekadam right kahichhanti thankyou.
@@rajboss8072 where's the data ?kon kitna reservation le rha hai aur kitne saal tak le kar age badha hai ... kis basis pr in each resources of our country 😜
I am from a poor SC category family. This judgement of supreme court will help all poor and underprivileged SC ST category students. I fully support this judgement of supreme court.
Bhai sei loko ta jadi Sehi Paisa wala heithanta. mandira re suna jadi Dana Kari thanta .Kaha gandire re dum nathanta taku badeiba. Pain .Tenu creamy layer concept ta bujha.
ସଙ୍ଗମିତ୍ରା ନାନୀ ବହୁତ ବଢିଆ ଉପସ୍ଥାପନା ଦେଇଛନ୍ତି ଆପଣକୁ st/sc କମ୍ୟୁନିଟି ତରଫରୁ ଧନ୍ୟବାଦ 🙏🏽
ଧନ୍ୟବାଦ ସଙ୍ଘମିତ୍ରା ଆମ ସାନ ଭଉଣୀଙ୍କୁ ସରକାର କିଛି ସିଖିବା ଦରକାର
ଜାତିପ୍ରଥା ଏକ ସାମାଜିକ ଅଭିଶାପ....ଯିଏ ଭୋଗିଛି, ସିଏ ଜାଣିଛି...
ବହୁତ୍ କଷ୍ଟ ହୁଏ.....
Right bro
I love you ❤
Absultely
You are 100% right.
ମୋତେ ଘର ଭଡ଼ା ମିଳୁନି ଯେହେତୁ ମୁଁ ଜଣେ ଆଦିବାସୀ
ବିଚାରପତି ହେଇ ମଧ୍ୟ ଲୋଭ ଏବଂ ଅହଙ୍କାର ଛାଡ଼ିନାହାନ୍ତି,ସେମାନେ ସମାଜକୁ କେମିତି ନ୍ୟାୟ ଦେବେ l ଧନ୍ୟବାଦ୍ ମାଡ଼ାମ ଏମିତି ମୂଲ୍ୟବାନ ମତାମତ ରଖିଥିବାରୁ l
ଭଉଣୀ ପୁରା 100% ସତ କଥା ଟି କହିଲ ଏଇଟା ଟିକେ ସୃପ୍ରୀମି କୋର୍ଟ ଅଭିଯୋଗ ପ୍ରକାଶ କରନ୍ତୁ ଏତିକି ମୋର ଅନୁରୋଧ ଭଉଣୀ ମୋ ତରଫ ରୁ❤❤❤
ଆପଣଙ୍କୁ ଧନ୍ୟବାଦ, ଯେତେଦିନ ପର୍ଯନ୍ତ ଅମ ସମାଜରେ (ଦେଶରେ )ଜାତିବେଦ ଅଛି ସେତେଦିନ ପର୍ଯ୍ୟନ୍ତ Reservation ନିହାତି ଦରକାର 1
Sc/st କମ୍ୟୁନିଟି ତରଫରୁ ଧନ୍ୟବାଦ
9999
ମୁଁ ଜଣେ ଆଦିବାସୀ ସମ୍ପ୍ରଦାୟ ଲୋକ. ଭୁବନେଶ୍ୱର ଗୋଟେ ମନ୍ଦିର କାମ କରିବାକୁ ଯାଇ ଥିଲି. ମୋତେ ସେହି ମନ୍ଦିର ରେ ରହି ବାକୁ ମନା କରିଦେଲେ. ମୁଁ କଣ ମନୁଷ୍ୟ ନୁହେଁ କି. ଘୁଣା ମନୋଭାବ କାହିଁକି କରା ଯାଉଛି. ତାହାହେଲେ କୋଟା ରହିବ ନାହିଁ କାହିଁକି କୋଟା ରହିବ.
କିଛି କିଛି ଉଦାହରଣରୁ, ସେ ସାମୁହିକ ସମ୍ପ୍ରଦାୟ, ନିର୍ଦ୍ଦିଷ୍ଟ ଜାତି ଓ ବ୍ୟକ୍ତି ବିଶେଷଙ୍କୁ ଆକ୍ଷେପ କରି କାହାର ଚରିତ୍ର ଚିତ୍ରଣ କରି, ଯେ କୌଣସି ଏକ ସିଦ୍ଧାନ୍ତରେ ପହଞ୍ଚିବା ଠିକ୍ ନୁହେଁ । ଯାହା ସତ୍ୟ, ତାହାକୁ ସମସ୍ତେ ଗ୍ରହଣ କରିବା ଉଚିତ୍ ଓ ଯାହା ଅନ୍ୟାୟ, ତାହାକୁ ସମସ୍ତେ ଅନ୍ୟାୟ ରୂପେ ପ୍ରତିପାଦିତ କରିବା ଦରକାର । ଜାତି ଧର୍ମ ଭିର୍ତିକ୍ ପକ୍ଷ୍ ପତିତାରେ, ବିଭେଦ ସୃଷ୍ଟି କରିବା ଉଚିତ୍ ନୁହେଁ ।
Reservation ରହିବା ଦରକାର , ଭଲ ଭାବରେ ବୁଝେଇଥିବାରୁ ଧନ୍ୟବାଦ୍ madam
Good
ଭଉଣୀ ଆପଣଙ୍କ ଉପସ୍ଥାପନ ବହୁତ ଭଲ,
Madam SC/ST ବିଷୟରେ କିଛି କହି ଥିବାରୁ ଆପଣଙ୍କୁ ଧନ୍ୟବାଦ। ଆପଣ ସମସ୍ତଙ୍କୁ ପ୍ରେମ କରିଥିବାରୁ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ ମଙ୍ଗଳ କରନ୍ତୁ।
ଆପଣଙ୍କ ସୁନ୍ଦର ଚିନ୍ତା ଧାରା ପାଇଁ ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ଧନ୍ୟବାଦ।
ସଂଘମିତ୍ରା ମାଡାମ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ l ଆପଣ 100%ସତକଥା କହିଛନ୍ତି, ଯଦି SC/ST ଉଠିଯିବ ତେବେ ବଙ୍ଗଳା ଦେଶରେ ଯେମିତି ଅସ୍ଥିର, ଗଣ୍ଡଗୋଳ, ପୋଡାଜଳା ହେଉଛି ସେହିପରି ଭାରତରେ ମଧ୍ୟ୍ୟ ଅବସ୍ଥା ହେବ, SC/ST କେତେ ପେରସେଣ୍ଟ କୋଟା ପାଉଛନ୍ତି,, ବହୁତ କମ ପେରସେଣ୍ଟ ଦିଆ ଯାଇଛି, ଯଦି ଏହାର ସୁଵିଚାର ନ କରାଯାଏ ତେବେ ବହୁତ ବିଭ୍ରାଟ ସୃଷ୍ଟି ହେବ SC/ST ଇଂରେଜ ମାନଙ୍କ ସହିତ ଲଢ଼ି ଏହି ଦେଶକୁ ସ୍ୱାଧୀନତା ଦେଇଛନ୍ତି, ଏବଂ ସହିଦ ହେଇଛନ୍ତି, କେବଳ ସହିଦ ଦିବସ ଆସିଲେ ଫୁଲମାଳ ଗୋଟାଏ ଗୋଟାଏ ପିନ୍ଧାଇ ଦିଆ ଯାଉଛି, ତାପରେ ଭୁଲି ଯାଉଛନ୍ତି, ଆଉ ଏବେ SC/ST କୋଟା ଉଠାଇ ଦିଆ ଯାଉ ବୋଲି ସୁପ୍ରିମ କୁର୍ଟ order କରିଛନ୍ତି, ଏହା କରିବା ଠିକ ନୁହଁ, ଆମ ଭାରତ ବର୍ଷର ଯେତେ ହରିଜନ ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ଏକାଠି ହୋଇ ଏହା ବିରୋଧରେ ସ୍ୱର ଉତ୍ତଳନ କରିବା ଉଚିତ l ମାଡାମ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ l
Sata kahucha medam
Right Bhai
.
Besi educated nahi ki sc st hni chhodithila desa pai aau sabu soiki thile. Gote limit thaye sabu jinisa ra sala tame govt job kariba kota pai puni tama pua jhia b govt paibe 100 ru 3 ki 4 mark aniki. Desa re sabu saman aau sc st nka condition bht bhala heijaichi so completely uthajau kota system. Merit achhi jadi job pao nahele Ghare basa.
@@ChiruBoss casteism ra responsible heuchha tamemane nije, society re racism dekhei sc/st upare discrimination karuchha puni ebe gandi kahin phatuchhi🙄
Kota dia jau medical job re Kota dia na jau because ata responsible job. Ajogya loka nka job nude jadi merit achi job kar. Mahale share basa
ଯେତେବେଳେ ଜଣେ ବ୍ରାହ୍ମଣ ଗୋଟେ ଶୁଦ୍ର ସହ ମିଶି ଗୋଟିଏ ଥାଳିରେ ଭୋଜନ କରିଦେବ। ସେହିଦିନ ଜାଣିବ ଯେ ଜାତି ବୋଲି କିଛି ନାହିଁ। 😊
ଆପଣଙ୍କ ପରି ସମସ୍ତ ଙ୍କ ର ଚିନ୍ତାଧାରା ଯଦି ହୋଇଯିବ ତାହେଲେ ଜାତିବାଦ ହଟିଯିବ। ଧନ୍ୟବାଦ ଆପଣଙ୍କର ଚିନ୍ତାଧାରା କୁ salute ❤didi
ଆଜି ଓଡିଶାରେ CM ମହୋନ ମାଝୀଙ୍କୁ ବି ପସନ୍ଦ କରୁନାହାଁନ୍ତି କେତେ ଜଣ ଓଡ଼ିଶା ଵାସି କାହିଁକି କି ନାଁ ସେ ଜଣେ ଆଦିବାସୀ ବୋଲି ।
Right
100%
100%
Ei left o Congress bala
Mohan Majhi ku pasand karuchhanti,kintu tankar dakhyata ku pasand karunahanti
ଭଉଣୀ ସଂଘମିତ୍ରା 💯 reality ଉପସ୍ଥାପନା କରିଛନ୍ତି । ଧନ୍ୟବାଦ
ବହୁତ ବହୁତ ଧନ୍ୟବାଦ mam, ଆପଣଙ୍କୁ ପ୍ରଣାମ 🙏🙏🙏ଆପଣ ଆମପରି st sc ପାଇଁ କହିଥିବାରୁ 🙏🙏🙏🙏
ରାଜନୀତିକୁ ନିଜ ଫାଇଦା ପାଇଁ SC/ST ଭିତରେ ଥିବା ସମ୍ପ୍ରକ ଭିତରେ ଭଲ ପାଇବା କୁ ଦଳି ନଜାଉ , ମାଡ଼ମ ଯାହା କହିଲେ ନିରପେକ୍ଷ ବିଚାର ପାଇଁ ସ୍ବତନ୍ତ୍ର ମା ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
ସଂଘମିତ୍ରା ଦିଦି ବହୁତ ବଢିଆ ଉପସ୍ଥାପନା ଏହି ବିଷୟରେ ଭଲ ବୁଝିଲୁ ଆମେ ଏବଂ sc st commission ଏଯାଇ କାହିଁକି ଓଡିଶାରେ ସ୍ଥାପନ କରାଯାଇ ନାହିଁ ଏହି ଉପରେ ଗୋଟେ ଭିଡ଼ିଓ କରିବାକୁ ଅନୁରୋଧ ଜୟ ଭୀମ ଜୟ ସମ୍ବିଧାନ
ଭଉଣୀ କେବେ ଟିଭି ଡିବେଟ ରେ ନିଶ୍ଚୟ ଯୋଗଦେବେ, ତୁମର ଉପସ୍ଥାପନା ବହୁତ ଭଲ. ଧନ୍ୟବାଦ
ଆପଣଙ୍କ ଭଳି ଲୋକ
ଏ ଦୁନିଆଁ ରେ ବହୁତ୍ କମ୍ ଦେଖିବାକୁ ମିଳନ୍ତି
ସତକହିବାକୁ ଆପଣଙ୍କ ଭଳି ସମସ୍ତେ ସାହାସ କରନ୍ତେକି,,
ବହୁତ ଭଲ ହୁଅନ୍ତା ।
Sc/St କମୁନିଟି ତରଫରୁ ଆପଣଙ୍କୁ ଅନେକ୍ ଅନେକ୍ ଧନ୍ୟବାଦ ମାଡାମ୍ l ଆପଣଙ୍କ ଏ ସ୍ଵର ସମସ୍ତଙ୍କୁ ଜାଗ୍ରତ କରୁ l ଏଥିପାଇଁ ମହା ବିପ୍ଳବ ହେବା ଦରକାର l
ହୃଦୟରୁ ଆପଣକୁ ବହୁତ୍ ଧନ୍ୟବଦ୍ ଅପା. ମୁଁ ତ ଆରମ୍ଭରୁ ଆପଣଙ୍କ ମତାମତ ଆଉ ଲଢ଼େଇକୁ ପସନ୍ଦ କରେ ଆଉ ଆଜି ବି କରୁଛି.. I ଈଶ୍ୱର ଆପଣକୁ ଆହୁରି ବଳ ଓ ସାହାସ ଶକ୍ତି ଦିଅନ୍ତୁ... ❤❤❤
ଜାତି ଅଛି ମାନେ Riservetion ନିହାତି ରହିବା ଦରକାର.....! ଧନ୍ଯବାଦ ମାଡାମ୍ ....
Ajibi sango ghoroku gole ago jati pocharonti.....to sago keun jatiro.....bahut dukhoro kotha ...ebe madhya jati pratha achhi....Sethi pain reservation darkar.
😂😂😂
Reservation spelling ta aga thik lekh.quota neichu taku padhiki kamare laga.
@@pritiranjanatta9047#ଆଚ୍ଛା କହିଲୁ 10th ରେ କେତେ Mark ରଖିଚୁ.ସତ କହ. ଏତେ ପଣ୍ତିତ ଯଦି କେତେ ମାର୍କ ରଖିକି 10th ପାସ୍ କରିଛୁ
ଜାତି ଅଛି ମାନେ ଛୁଆଁ ଅଛୁଆଁ ବି ରହିବ
ଭୟଙ୍କର ଆନ୍ଦୋଳନ ହେବ, ବାଂଲାଦେଶ ଠୁ ଭୟଙ୍କର, ଜାତିବାଦ ଅଛି ତ reservation ରହିବ, ଓଡ଼ିଶାର ସମସ୍ତ ଦଳିତ ଭାଈଭଉଣୀମାନେ ଜାଗ୍ରତ ହୁଅ।। Reservation କୁ ସମ୍ପୂର୍ଣ ରୂପେ ଖାଇଯିବା ପାଇଁ ଏହା ପ୍ରାକ୍ ଯୋଜନା, ଏକ ବିଶାଳ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଥାଅ।। ଜୟ ସମ୍ବିଧାନ ଜୟ ମୂଳନିବାସି।। ❤❤ Jay Bhim ❤❤
Yes ofcourse
Jay bhim
ଆଦିବାସୀ ହରିଜନ କୋଟା ନିହାତି ରହିବା ଦରକାର ଭଉଣୀ ଆପଣଙ୍କ ଉପଦେଶ ପାଇଁ ଧନ୍ୟବାଦ
Nani god bless you💙✍️💙
ବହୁତ୍ ବହୁତ୍ ଧନ୍ୟବାଦ୍ ଭଉଣୀ ❤❤ ବହୁତ୍ ସୁନ୍ଦର୍ କହିଛନ୍ତି 👍👍👍
Sanghamitra didi you are great🙏🙏🙏🙏🙏🙏🙏🙏🙏🙏🙏🙏
Elite massage. 👍
Jay baba Bhim Rao. 🙏
ବହୁତ ସୁନ୍ଦର ଭାବରେ ନିଜର ବକ୍ତବ୍ୟ ରଖିଛନ୍ତି ଏବଂ ଯୁକ୍ତିଯୁକ୍ତ କଥା ।
Bahut sundar.... Explain
ସଂଘମିତ୍ରା ଦିଦି ବହୁତ ବଢିଆ ଉପସ୍ଥାପନା 👌👌👌
ଭଉଣୀ 100% ସଠିକ ବିଶ୍ଳେଷଣ କରିଛନ୍ତି l ଧନ୍ୟବାଦ
ଯୋଉମାନେ କହିଛନ୍ତି ଯେ ଯୋଉ SC ST ମାନେ IAS OAS ପାଇଛନ୍ତି ସେମାନେ କୋଟା ନପାଆନ୍ତୁ ତାହେଲେ ସେ ମାନେ ଚାହାନ୍ତି ନାହିଁ ଯେ AC ST ଲୋକ ମାନେ ସିଖିତ ହୁଅନ୍ୱ ବୋଲି
ସୁନ୍ଦର୍ ଉପସ୍ଥାପନା କଲେ। କିଛି ଗୋଟେ ତର୍କ ବିତର୍କ କାର୍ଯ୍ୟ କ୍ରମ ରେ ଯୋଗ ଦିଅନ୍ତୁ।
The statement of this lady is misguiding the society and creating social unrest.
@@rudranshsekharnaik1229 Apanka katha swagat janaibaku anurodh
Your argument is actually appreciated by SC and ST communities. So many thanks madam..
ଭଉଣୀ ଯାହା କହୁଛନ୍ତି ଅକ୍ଷରେ ଅକ୍ଷରେ ସତ
Sanghamitra Madam apan 100 percent thik katha kahuchhanti. Apananku dhanyabad apan Jane ucha jatira hoi madhya harijana manankara bisayare chinta karuchhanti eita gote bada katha. Again apanaku bahuta dhanyabad.
Commendable & Logical. So long Social Discrimination is not completely eradicated the ST & SC reservations has the justified space. Reservation is not a mercy but a right.
There is need of reservation unless casteism is abolished. If higher class people support sc, st people,they will be socially raised.Thank u for your realistic statement on reservation.
ଜାତି ଜନଗଣନା ହେଉ sc,St,obc ଲୋକ ସଂଖ୍ୟା ଅନୁସାରେ ପ୍ରତ୍ୟେକ ପୋଷ୍ଟ୍ ରେ କେତେ ସୁବିଧା ପାଇଛନ୍ତି ଜଣାପଡ଼ିବ ।
Bhauni ra katha akhyara akhyara saat Cast cencus hau.. andolan heba darkar..
Bhai Reservation re kete kn job pauchhanti samastanku jana achhi
100% correct kahile madam.
100% reservation is needed.
I am a state govt employee many times facing discrimination in my office and other places.
Same here ma'am
ସମ୍ପୂର୍ଣ୍ଣ ଠିକ କଥା କହିଛନ୍ତି 👍🏽👌🏽
❤ ବହୁତ ଭଲ ଲାଗୁଛି, କିନ୍ତୁ ଦେଶ ର ଭାଗ ବସାନି social media chakar re kichi bujucha na nai madam hindu mananka upre jou atyachar hauchi sethi prati swara utalana kara ta pare janiba jati bada rajniti chada
ସଂଘମିତ୍ରା ଜେନା 🙏👌👍 ଝିଅ ମାନଙ୍କର ଆଦର୍ଶ
ସଂଘମିତ୍ରା ମ୍ଯାମ୍ ଧନ୍ଯବାଦ। ଆପଣ ହିଁ ଜାଣନ୍ତି ଜୀବନ କେତେ କଷ୍ଟ ଏ ସମାଜରେ ତଳୁଆ ଜାତିରେ ଜନ୍ମ ନେଇ ଆଗକୁ ବଢିବା। ଆପଣଙ୍କ ପରି ଚିନ୍ତାଧାରା ଲୋକ ହିଁ ସମାଜରେ ବହୁତ କମ୍ ଅଛନ୍ତି, ସତରେ ସ୍ବାଧୀନତାର ୭୮ ବର୍ଷ ପରେ ବି ତଳୁଆ ଜାତିର ଲୋକମାନଙ୍କୁ ପରାଧୀନ ହୋଇ ରହିଅଛନ୍ତି। ଏ ସମାଜରେ ପ୍ରଥମେ ଜାତିକୁ ଖତମ କରିବା ଦରକାର ମ୍ଯାମ୍।
ଛୁଆ ଅଛୁଆଁ ଭେଦଭାବ ଉଠି ଗଲାଣି ତୁମ ଜାତିର ଲୋକେ ସବୁଠାରୁ ବେସି ଦଳିତଙ୍କ ଉପରେ ଅତ୍ୟାଚାର କରିଥାଏ ତୁମେ ବି ଜଣେ ଅତ୍ୟାଚାରି ତୁମେ କେବଳ ନେତା ହେବା ପାଇଂ ରୁପ ବଦଳେଇଛ ବାଂଲାଦେଶ ରେ ଜେତେବେଳେ ଆକ୍ରମଣ ହଉଛି ସେଠି କଣ ଜାତିର ଜାତି ଦେଖିକି ହତ୍ୟା ହଉଛି ସବୁ ହିଦୁଂ କୁଂ ମରା ଯାଉଛି ତୁମେ ସେଠି ଥିଲେ କୋଊ ଲାଲ ସଲାମ ତୁମ ପିଠରେ ପଡ଼ିବ ନାଂଇ ସେଠି ଦଳିତ କଂ ଉପରେ ଆକ୍ରମଣ ହତ୍ୟା ହେଉଛି ତୁମ ପାଟି ଖୋଲୁନାହିଂ ଏଠି ଜେତେବେଳ ଯାଂଏ ହିଦୁଂ ସଂଖା ଅଧିକ ଥିବ ତୁମେ ସୁରକ୍ଷିତ ନହେଲେ ବୁର୍ଖା ପିନ୍ଧି ବୁଲୁଥାନ୍ତେ ସମଜ କୁ ଭାଗ କର ନାହିଁ କୁପ୍ରଥା ବିରୋଧରେ ଲଢ଼େଇ ନାମରେ ବରଂ ସମସ୍ତେ କିପରି ମିଳିମିଶି ରହିବେ ଚେଷ୍ଟାକର
@@rajeshpanda-m3l jatipratha thibajaen bhedbhav rohithila agoku modhyo rohibo.
Reservation au cast different words ..Stop all that Reservation system..
Sabu Sc ,St Caste ku General karajau,, Ta pare Tama Caste ra Jhiaku ama manaka saha marriage karajau,, Ta pare Reservation Uthiba,,, General Bala pariba ta,😅 ,, Ethi Vasana mariba pain Taknaku kie kahuchi🤬🤬🤬🤬
ଅତି ସୁନ୍ଦର୍ ଭାବରେ ବୁଝାଇଲେ ସଂଘ୍ ମିତ୍ରା ମେଡମ୍ ବହୁତ୍ ବହୁତ୍ ଧନ୍ୟବାଦ୍।
ବହୁତ ସୁନ୍ଦର ଉପସ୍ଥାପନା 👌👌👌y
ଜାତି ପ୍ରେମ ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଦଳିତ ମାନଙ୍କ ଅତ୍ୟାଚାର ବିଷୟରେ ଆପଣ ଠିକ୍ ଭାବରେ ହୃଦୟଙ୍ଗମ କରିଛନ୍ତି।
ରାଇଟ କଥା ଦିଦି
August 21 ତାରିଖ ରେ ଭାରତ ବନ୍ଦ
ପାଇଁ ଜାଗୃତ ହେଇଯାଆନ୍ତୁ ଭାଇ ମାନେ..
.. 21...08...2024
Ha Bhai,, chala
😆😆😆😆😆😆
ବହୁତ୍ ସୁନ୍ଦର୍ ଚିନ୍ତାଧାରା । ଯଦି ଆପଣ ସମସ୍ତଙ୍କ ସଂଜ୍ଞା କୁ ଭାରତୀୟ କରିଦିଅନ୍ତେ ଏକ ଆନ୍ଦୋଳନ ମାଧ୍ୟମରେ ସେତେବେଳେ ଏ ସଂରକ୍ଷିତ ପ୍ରଥା ବନ୍ଦ ହୁଅନ୍ତା । ଡକ୍ଟର ଜଗଦାନନ୍ଦ ପରି ଅନେକ ଜାତିପ୍ରଥା କୁ ଦୂର କରିବା ପାଇଁ ଚେଷ୍ଟା କରିଛନ୍ତି ।
Sc st reservation category କୋ ନିପାତ କରିବା ପାଇଁ ଏଟା ଗୋଟେ ପ୍ରୟାସ ଚାଲିଚି. ସୁପ୍ରିମ କୋର୍ଟ ତାର ମନ ଇଚ୍ଛା ଯା, ନାହିଁ, ତାହା କରୁଚି l Madam ଆପଣ ଠିକ କଥା କହିଛନ୍ତି.ଆପଣ ଙ୍କ କଥା ସ୍ୱାଗତ ଯୋଗ୍ୟ ଅଟେ. 🙏🙏🙏🙏🙏
CJI KAN GOD
ଏହିଟା ସୁପ୍ରିମକୋର୍ଟର ଚାଲ୍ ନୁହଁ ଏହିଟା ବିଜେପି ବା ମୋଦୀର ଚାଲ୍
Modi jone ojobo prdhaanmontri kaaron ie monoichaa kichi nojaani nobujhi bholo aain thibaataa utheideuchi kintu indian lokomane kemiti unoti hebe taahaa chaahenaahi..
Yes Modi Chal
Thiki kahicha
ଧନ୍ୟବାଦ୍ ଅତି ସୁନ୍ଦର କଥା କହିଥିବାରୁ
ଏବେବି ଗାଁ ଗହଳି ରୁ ସହର ପର୍ଯନ୍ତ ଏସ. ସି, ଏସ. ଟି ଲୋକମାନେ ଜାତି ଆଧାରରେ ଅପମାନିତ ହେଉଛନ୍ତି.
Rt said
Sabu jagare@@priyabratamallik3277
ଯାହା କହୁଛନ୍ତି ତା ନିହାତି ସତ କଥା ଯିଏ SC ST ସେମାନେ ଜାଣନ୍ତି କେତେ କଷ୍ଟ ଘୃଣା ଛୁଆଁ ଅଛୁଆଁ ଭେଦ ଭାବ କଣ ତାଙ୍କ ଠାରୁ ବେଶୀ ଆଉ କିଏ ଜାଣିବ ସଂଘମିତ୍ରା ଭଉଣୀ ଯାହା କହୁଛନ୍ତି ତାହା ବିଲକୁଲ ଆଉ ନିରାଟ ସତ୍ୟ ।
sc, st ସମ୍ପ୍ରଦାୟ ମହା ସଂକଟରେ ଅଛି,ଆମ୍ବେଦକରଙ୍କର ନୀତିରେ ସାମାନ୍ୟ ପରିବର୍ତ୍ତନ କରିବାର ଅର୍ଥ ଦଳିତମାନଙ୍କୁ ପ୍ରତି ଷଡଯନ୍ତ୍ର,ମାନ୍ୟବର ସୁପ୍ରିମ କୋର୍ଟଙ୍କୁ ଅନୁରୋଧ ଜାତି ଉଠାଇ ଦେଇ ଗୋଟିଏ ଜାତି ଭାରତୀୟ ବା ହିନ୍ଦୁ ବୋଲି ନାମିତ କରନ୍ତୁ,କୋଟାର ଆବଶ୍ୟକ ହୁଏତ ଦରକାର ପଡିବନି,ଜଜମେଣ୍ଟ ଦେବା ପୂର୍ବରୁ ତଳସ୍ତର ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି ନିଷ୍ପତି ନିଅନ୍ତୁ,
110%Right
Fer bhee mandirare amaku puja karibar adhikar milibani
Bjp ku vote deo
Right
U 10000% right
ଯଦି ସରକାର ଏହା ବନ୍ଦ କରିବେ ତାହାଲେ ସମାଜରେ ଉଚ୍ଚବର୍ଗର ଲୋକମାନେ ଯେମିତି ଦଳିତ ଜାତିରେ ବିବାହ କରି ସମାଜରୁ ଜାତିପ୍ରଥା ଉଠାଇବେ।
Ajir society re SC.mananku kukur tharu hin dekhuchhanti kukur ku ghare rakhibe but SC.nku chhuinle chhuan hei jibe eha 100%satya Sanghamitra sister ekadam right kahichhanti thankyou.
Sata katha bhai
Right. Ebe b achhi
ସତ କହିଲେ ଭାଇ 100%
thik kahile bhai
ପୁରା ପୁରି ସତ କଥା କହି ଛନ୍ତି madam ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ☝️🤞👌👍💯✔️🙏
ST & SC reservations ଉଠିବ ତାହେଲେ ବାଂଲାଦେଶ ରେ ଯୋଉ ପ୍ରକାର ଗୋଣ୍ଡ ଗୋଳ ସୃଷ୍ଟି ହେଇଛି ଠିକ୍ ସେମିତି ଅଗୋକୁ ହୋବ।
ଆଉ ଛୁଆଁ ଅଛୁଆଁ ଯେବେ ଯିବ ଆଉ ସବୁ ଲୋକ ଯାହା କୁ ଜିଏ ବିବାହ କରିବ ସେତେବେଳ କିଛି ପରିବର୍ତ୍ତନ ହେଲେ।।
ଚାରିଆଡେ ଦୋଲିତ୍ ଆଉ ଆଦିବାସୀ ମାନଙ୍କୁ ସରକାର ଅଣଦେଖା କରିଆସୁଛି, ଚାକିରି ହଉ କି ଅନ୍ୟ ସେବା ରେ ନାମ କୁ ତାଙ୍କ ନାମ ଭୋଟ ମିଳିଲା ପରେ ପୋଚରୁନାହାନ୍ତି,
ଜିଲ୍ଲା ରେ ଚାକିରି ପାଉଛନ୍ତି ଓଡ଼ିଆ ମାନେ ଅନ୍ୟ ଜିଲ୍ଲା ରୁ ଆସି କିନ୍ତୁ ବାସିନ୍ଦା ଯୁବକ ଲୋକେ ବେକାର ହତାଶ ହେଇ ଦାଦୋନ ଖଟିବାକୁ ବାହାର ଯାଉଛନ୍ତି।।
ମାଲକାନଗିରି ଜିଲ୍ଲା ରେ ଚାକିରି ୟେଠି କାର ବାସିନ୍ଦା ପାଇବା ରେ ବୋଞ୍ଚିତ୍ ଅଛନ୍ତି।।
Bilkul thik kahichhanti bhai
Itisnotwrightfornation
Madam bahut sundar bhaber bujai chanti danya bad jaiJanath
Right ମୋଦି କି ଆଗ ମାରିବା
Thank you madam for your information 🙏
ଅତି ସୁନ୍ଦର ଭାବନା ସହିତ ଉପସ୍ଥାପନ କରି ଥିବାରୁ ବହୁତ ବହୁତ ଧନ୍ୟବାଦ
ସଙ୍ଗମିତ୍ରା ଭଉଣୀ ଆପଣଙ୍କ ବିଚାର ଉଚ୍ଚକୋଟୀର, ଆପଣଙ୍କୁ ଠାକୁର ଆଶିର୍ବାଦ କରନ୍ତୁ। ସମାଜ ହିତରେ ଆପଣ ସଚେତନ ନିମନ୍ତେ ଆପଣଙ୍କୁ ଧନ୍ୟବାଦ ।
ବଡ ବଡ ଅଫିସର ମାନେ ଏସି ରୁମ ଭିତରେ ବସି ବସି କରି ନିୟମ ଲାଗୁ କରିଦେଲେ ହେବନି. ଗ୍ରାମାଞ୍ଚଳ ଏରିଆ କୁ ଯାଇ ଥରୁଟିଏ ମାତ୍ର ବୁଲି କି ଆସନ୍ତୁ ଜାଣି ପାରିବେ କେତେ ମାତ୍ରା ରେ ଡେଭଲପମେଣ୍ଟ କରି ଛନ୍ତି. ଖାଲି ନାମକୁ ମାତ୍ର କୋଟା ସର୍ଭେ କରନ୍ତୁ କେତେ ଆଦିବାସୀ. ହରିଜନ ପାଠ ପଡି ବେକାର ହେଇ ବୁଲୁଛନ୍ତି. ଯେନରାଲ ଲୋକ ମାନେ ଖାଲି କହୁଛନ୍ତି କୋଟା ନେଇ ଗଲେ କି କୋଟା ନେଇ ଗଲେ ଭାଇ ମାନେ କୋଟା କେବଳ ମାତ୍ର ବାହାନା.ଗ୍ରାମଞ୍ଚଳ ପିଲା ପାଠ ପଡି ସବୁ ବେକାର
Jadi general nadia gacha re nadila pari be thela sc/st cota uthei le chaliba..
Didi I am heartly salute to you
Apana humanity ra katha kuhanti first you are 100% right
ବହୁତ ସୁନ୍ଦର କଥା କହିଲେ ଭଉଣି
Sanghamitra didi ବହୁତ ବହୁତ ଧନ୍ୟବାଦ ଆପଣକୁ ଭଗ ବାନ ମଙ୍ଗଲ କରନ୍ତୁ
ଯେ ପର୍ଯ୍ୟନ୍ତ ବ୍ରାହ୍ମଣ ଝିଅ ଦଳିତ ପୁଅ ଆଉ ଦଳିତ ଝିଅ ବ୍ରାହ୍ମଣ ପୁଅ କୁ ବାହା ହେବେନି...
ସେ ଯାଏଁ casteism thibo aue reservation thiba
Aue baki rahila 2000 yrs ra reservation 😂
75 yrs ra reservation 😂
@@mystickeshav3199 ତାହା ମାନେ ତୁମେ ବି ମାନୁଛ ଆମେ ଦଳିତ ମାନେ ଏତେ ଖରାପ
ଆମ ଦଳିତ ଝିଅ ମାନଙ୍କ ଠାରୁ ବ୍ରାହ୍ମଣ ଝିଅ ଭଲ
ଦଳିତ ଝିଅ ଙ୍କ ପାଖେ ଯୋଗ୍ୟତା ନାହିଁ ଆମ ଦଳିତ ପୁଅଙ୍କୁ ବାହା ହେବାକୁ।
ଏଇ ଏଇ ଭାବନା ଆଉ ମାନସିକତା ପାଇଁ ସେମାନେ ତୁମ ଉପରେ ଚଢି ବସିଛନ୍ତି କାରଣ ତୁମେ ମାନେ ଭାବୁଛ ସେମାନେ ତୁମ ସହ ଖାଇ ଦେଲେ ସେମାନଙ୍କ ଝିଅଙ୍କୁ ତୁମ ସହ ବାହା ଦେଲେ ତୁମେ ମାନେ ବଡ ହୋଇ ଯିବ ।
ବଡ ହେବ ପୁଣି ସେମାନଙ୍କ ଦୟା ରେ ତେଣୁ ଆଜି ବି ଦଳିତ ମାନେ ଯେଉଁ ତଳେ କୁ ସେଇ ତଳେ ।
ନିଜ ଜାତି କୁ ତୁମେ ମାନେ ଘୃଣା କର ତେଣୁ ଅନ୍ୟ ଜାତି ଉଚ୍ଚ ବୋଲି ତୁମେ ଭାବ ଆଉ ବାହା ହେବାକୁ ଇଚ୍ଛା କର
କାଇଁ ସେମାନେ ତ ମରୁ ନାହାନ୍ତି ତୁମକୁ ଝିଅ ଦେବାକୁ ତୁମେ କାଇଁ ମରୁଚ।
ତୁମେ ମାନେ ହିଁ ନିଜକୁ ଛୋଟ ଆଉ ସେମାନଙ୍କୁ ବଡ କରି ରଖିଚ ସେମାନେ ରଖି ନାହାଁନ୍ତି ।
You are 100% right.
Marriage katha padi nai , Education , aau job pure reservation change kara hoi chhe
@@rajboss8072 where's the data ?kon kitna reservation le rha hai aur kitne saal tak le kar age badha hai ... kis basis pr in each resources of our country 😜
@@mystickeshav3199 tora ete kai uthuchi baha haba Pai
Many many thanks madam.You are guiding the casteism friendly society in right track.
Yes mam , Reservation should be stay for sc st .Thank you mam
❤❤❤❤
ଜାତି କୁ ଆଧାର କରି ଆଉ ଦୋକାନ ଚଲାନ୍ତୁନି । Sub- Classification ର ଆବଶ୍ୟକତା ରହିଛି । SC/ST ମାନଙ୍କ ମଧ୍ୟରୁ ଯେଉଁ ମାନେ ଆର୍ଥିକ ସ୍ବଛଳ ହେଲେଣି , ସେମାନଙ୍କୁ ସଂରକ୍ଷଣ ବ୍ୟବସ୍ଥାରୁ ବାଦ ଦେଲେ ତମ ମୁଣ୍ଡ କାହିଁକି ବିନ୍ଦିଲା।
ଧନ୍ୟବାଦ୍ ଭଉଣୀ
ଆପଣଙ୍କ ମତ ଓ ବିଚାର ସ୍ଵାଗତଯୋଗ୍ୟ । ଆଦି-ମୂଳ ବାସୀ-ବାସିନ୍ଦା ।। ଅନ୍ୟମାନେ ସବୁ ଇଂରେଜ ର ବଂସ ଧର ।
Watsapp University ru padhucha..😅😅
Right
ଆପଣଙ୍କୁ ଧନ୍ୟବାଦ ଭଉଣୀ
ସୁପ୍ରିମ କୋର୍ଟ ଯାହା ବିଚାର କରି ନିଷ୍ପତି ଦେଲା ତାହା ସମ୍ବିଧାନ ବିରୋଧୀ କାର୍ଯ୍ୟ ଏବଂ ଶତକଡା ୮୫% ଭାଗ ମୂଳନିବାସୀ (ST,SC,OBC) ଙ୍କୁ ନିଜର ହକ୍ ଓ ଅଧିକାର ବଞ୍ଚିତ କରି ଗୋଲାମ ବନାଇ ବାର ଷଡ଼ଯନ୍ତ୍ର ଅଟେ।
ଏହା ସୁପ୍ରିମ କୋର୍ଟ ର ଦେଶଦ୍ରୋହି, ସମ୍ବିଧାନ ବିଦ୍ରୋହୀ କାର୍ଯ୍ୟ।
ଯଦି ତୁମେ ୮୫ ଶତକଡା ତେବେ କୋଟା କ'ଣ ପାଇଁ। ପିଢ଼ି ପିଢ଼ି କାଲି କୋଟା ନେଉ ଥିବ।
Bhai Bangladesh system are too different..We are staying here according ours Nation sytem & should be following the justice of Supreme court..
Excellent madam Article 17
ଆପଣ 100% କହୁଛନ୍ତି ଆନ୍ତରିକତା ରୁ ଧନ୍ୟବାଦ ❤❤
May God bless you Sanghamitra . Go ahead ,serve the humanity with your whole intelligence.
ଭଉଣୀ ନିରାଟ ସତ କଥା କହିଛନ୍ତି ବହୁତ ବହୁତ ଧନ୍ୟବାଦ
ସଂଘମିତ୍ରା ଭଉଣୀ ଉପାଦେୟ ତଥ୍ୟ ପ୍ରଦାନ କରିଛନ୍ତି... ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ରଲ କରିବାପାଇଁ ପଛଉନାହାନ୍ତି ତଥାକଥିତ ସୋ କୋଲଡ଼ ଅପାର କାଷ୍ଟ... ସମ୍ବିଧାନର ପ୍ରଶାସନିକ ପଦବୀର ଅସମ୍ମାନ କରିବାକୁ ଯେତେବେଳେ ପଛଉନାହାନ୍ତି ତେବେ ଗ୍ରାମାଞ୍ଚଳର ଦଳିତ ଆଦିବାସୀ ମାନେ ଜାତି ଆଧାରିତ କ୍ଵଟା ଉଠିଗଲା ପରେ କଣ ନ କରିବେ...????
Thank you Sanghamitra ma'am from within my heart for fighting for our rights. Keep going! We know you are the best and will do best for all of us.
ଆପଣଂକ ଆଲୋଚନା valuable ଅଛି ନମସ୍ତେ reservetion ଆହୁରି 50 yr ରହିବା ଆବଶ୍ୟକ।
Dharmarajaya au papa ra heba binas,. Kam dina bhitare sabu mariba
.
Other cast heiki b apana samasta nka katha bujhi paruchhanti thank you mam 🙏🙏🙏🙏🙏🙏
I am from a poor SC category family. This judgement of supreme court will help all poor and underprivileged SC ST category students. I fully support this judgement of supreme court.
Excellent.. 👍👍👍
❤❤❤❤❤
If there is casteism reservation should continue . Excellent analysis Sanghamitra Madame. Thank you.
ପୁରୀ ବ୍ରହ୍ମଗିରି ଶବର ସାହି କଥା କହୁଛି ସେଠି ଗୋଟେ ଶବର ସାହି ର ଗୋଟେ ପିଲା ଗୋଟେ ଖଣ୍ଡାୟତ ଙ୍କ ପୋଖରୀରେ ଗାଧୋଇ ପଡିଲା ବୋଲି ଯୋଉ ମାଡ କହିଲେ ପାଖରେ ଶିବ ମନ୍ଦିର ଆମର କେତେ ଲୋକ ଗାଧୋଉଛନ୍ତି ସମସ୍ତଙ୍କୁ ମାରା କରିଦେଲୁ ଆଜି ପୁଣି ସଂକ୍ରାନ୍ତି ବହେ ବାଡେଇଲା ପରେ ତାକୁ ଛାଡିଲେ ଯୋଉ ଲୋକ କହୁଛନ୍ତି reservation ଉଠିବ ଉଠିଲେ କଣ ଜାତିକୁ ନେଇ କଟାକ୍ଷ ହବନି ନା sc ଲୋକ ଖଣ୍ଡାୟତ ହେଇଯିବ ଯଦି ଜାତି ପ୍ରଥା ଉଠିଗଲେ sc ଲୋକ ଖଣ୍ଡାୟତ ହେବେ ନାହିଁ ସେହି sc ହାନି ରହିବେ
Bhai sat Katha amku bi mandir re amiti karuchanti 😢😢
Right
Tame Mandir jau kahi pain,,,tamaku kana Mille bekarkathha linemariba cc hhada
Bhai sei loko ta jadi Sehi Paisa wala heithanta. mandira re suna jadi Dana Kari thanta .Kaha gandire re dum nathanta taku badeiba. Pain .Tenu creamy layer concept ta bujha.
Sata ame b safar heu6u
ଜଗତସିଂପୁର ଜିଲ୍ଲାର ଗୋଟିଏ ଗ୍ରାମରେ ଗୋଟିଏ ଝିଅ ମେଟ୍ରିକ୍ ପାସ୍ କଲା ପରେ ସାଇକଲ ଗୋଟିଏ କିଣି ଗ୍ରାମ ରାସ୍ତାରେ ଯାଉଥିଲା ବେଳେ ତାକୁ ଗ୍ରାମ ଲୋକ ବିରୋଧ କରିଲେ,କାହିଁକି ନା ସେ ଭୋଇ ଜାତିର ବୋଲି । ଭାବନ୍ତୁ ଆଜିର ଦିନର ସ୍ଥିତି କଣ। ଜାତି ହଟାଅ। ଯଦି କୋଟା ଉଠିବ।
ଶିକ୍ଷା ବ୍ୟବସ୍ଥାରେ ସଂଶୋଧନ ନ ଆଣିବା ପର୍ଯ୍ୟନ୍ତ, SC / ST ମାନଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ ସବୁ ପୂରଣ ହୋଇ ପାରିବ ନାହିଁ । Reservation କୁ ଖତମ୍ କରିବା ପାଇଁ ଶିକ୍ଷା ବ୍ୟବସ୍ଥାକୁ Govt. and Private ଦୁଇ ଭାଗରେ ବିଭକ୍ତ କରାଯାଇଛି । ଆର୍ଥିକ ସ୍ବଚ୍ଛଳତା ଥିବା ପିଲାଙ୍କ ପାଇଁ Private School ଏବଂ ଗରିବ ପରିବାରର ପିଲାମାନଙ୍କ ପାଇଁ Govt. School. ଯେଉଁମାନେ Private School ରେ ପଢୁଥିବା ପିଲାମାନେ ହିଁ Reservation ର ଫାଇଦା ନେଉଛନ୍ତି । ବାଘ ଛୁଆ ବାଘ ହେଉଛି ।
Bohut Sundar apanka kahiba saili 100%true
ଆଜି କା date ରେ ଦେଖିବେ କୌଣସି ମିସ୍ତ୍ରୀ କମାର ହଉ ବା କୌଣସି ଲେବର କାମରେ ଦେଖିବେ ବ୍ରାହ୍ମଣ କି ମହାନ୍ତି,ପାଣି, ଚୌଧିର ,ଆଉ ଯୌମନେ ଉଚ୍ଚ cast ର ଲୋକ ୟେ କାମ କରିବେ ୟେ ସବୁ କାମ sc St ଲୋକ କାମ କରୁଥିବା
Right madam
Khordha asiki dekha
Thanks a lot Sanghamitra Madam
ଆପଣ ଜଣେ ST/SC ନ ହୋଇ ମଧ୍ୟ ଏ କଥା ଉଠାଇଛନ୍ତି କିନ୍ତୁ reaction ST/SC ରୁ ଆଗ ଆସିବା କଥା କିନ୍ତୁ ଦୁଖର କଥା ଏ ଯାଏ ଆସିନି। ସରକାର ଖାଲି ମିଥ୍ଯା ମନଗଢ଼ା କଥା କେମିତି କହୁଛନ୍ତି ବିନା ତଥ୍ୟ ଆଧାରରେ। ସରକାରଙ୍କ ପାଖରେ ତ ସବୁ ଡାଟା ରହିଛି ଯେ କେତେଜଣ IAS OFFICER, OAS, HIGH COURT AND SUPREME COURT JUDGE AND OTHER JUDGE OF DISTRICT COURTS AND FINALLY ALL CLASS 1 OFFICERS.ଏହି ତଥ୍ୟ ପଦାକୁ ଆଣନ୍ତୁ। ମୁଁ ଭାବୁଛି ଏ ସବୁ ଦେଖାଇ ବାକୁ ସତ୍ସାହସ ନ ଥିବ କାରଣ ସରକାର ର ଅସଲ ବିକାଶ ସାମନାକୁ ଆସିଯିବ। ବର୍ତ୍ତମାନ କେବଳ Group C & D post ରେ ସିଟ୍ କିଛି ଫିଲଅଫ ହେଉଥିବାର ନଜର ଆସୁଛି। ଆଉ
କିଛି Group C post special drive for SC/ST ରେ ପଦବୀ ପୂରଣ ହେଉଛି। ଆଉ Engg, Medical and other A Class
Job ପାଇଁ ପଢ଼ିବା ନିମନ୍ତେ ଆର୍ଥିକ ସ୍ଯାମର୍ଥ୍ଯ ନ ଥିବା ହେତୁ ସେ ପାଠ ହିଁ ପଢାଈ ପାରୁ ନାହାଁନ୍ତି ଆଉ ସେ ପଦପଦବୀ ପୂରଣ କଥା ଭୁଲି ଯାଆନ୍ତୁ।
କାରଣ ST/SCଙ୍କର ଜୀବନ ଅଳ୍ପ କିଛି ଲୋକଙ୍କୁ ଛାଡିଦେଲେ କେବଳ ଖାଦ୍ୟ ପାଇଁ ପରିଶ୍ରମ କରି କରି ଜୀବନ ସରି ଯାଉଛି। ସେମାନେ ଭଲ ବସ୍ତ୍ର, ବାସଗୃହ, ସ୍ବାସ୍ଥ୍ଯ ଓ ଶିକ୍ଷା ର ଚିନ୍ତା କରିବା ସେମାନଙ୍କ ପାଇଁ ଦିବା ସ୍ବପ୍ନ। ସେମାେନ ସେମାନଙ୍କର ଜୀବନ ପାଖରୁ ନ ଦେଖିଲେ ବିଶ୍ବାସ ହେବନାହିଁ। ଅଧିକାଂଶ ST/SC ଲୋକ ଦିନ ମଜୁରିଆ, ଭାଗ ଚାଷୀ ଓ ଦାଦନ ଶ୍ରମିକ ଭାବେ କୌଣସିମତେ ଜୀବନ ଅତିବାହିତ କରୁଥିବାରୁ ସ୍ବତନ୍ତ୍ର ସହାୟତା ବିନା ମୁଖ୍ଯସ୍ରୋତକୁ ଆସିବା ଅସମ୍ଭବ।ଆଉ ଜାତିପ୍ରଥା କଥା ନ କହିବା ନ କହିବା ଭଲ। ଏବେ ବି ଜଣେ ଦଳିତ ଦ୍ବାରା ଖାଦ୍ୟ ଛୁଆଁ ହେଲେ ସେ ଖାଦ୍ୟ ମାରା ପଡିବା ଇତ୍ୟାଦି ଇତ୍ୟାଦି ଏବେ ବି ଅଛି ଓ ବିଭିନ୍ନ ଜାଗାରେ ନଜିର ମଧ୍ଯ ଆସୁଛି।
କିନ୍ତୁ ଦୁଖର କଥା ବର୍ତ୍ତମାନ ଜଣେ ଆଦିବାସୀ ରାଷ୍ଟ୍ରପତି ହେବା ପରେ ସମସ୍ତ ଆଦିବାସୀ ବିକାଶ କରିବା ର ବାହାନା କରି ସମସ୍ତ ସୁବିଧା କୁ ଛଡାଇ ନେବା ର ଷଡ଼ଯନ୍ତ୍ର ଛଡା କିଛି ନୁେହଁ।
Sc sct cast reservations rahu❤
ସଂଘ ମିତ୍ରାନାନୀବହୁତବହୁତଧନ୍ୟବାଦ୍😅❤