Well-Trained Teachers Sell Dry Fish, Pan And Eateries To Show Demonstration In Bhubaneswar
HTML-код
- Опубликовано: 5 фев 2025
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #Odisha
ସରକାର ବଦଳାଅ ନିୟମ ଆପେ ବଦଳିବ। ନହେଲେ ଦୁର୍ନୀତି ଏମିତି ଚାଲିଥିବ। ପଇସା ନାହିଁ ତ ଚାକିରି ନାହିଁ। ଆମ ମାନଙ୍କ ଭବିଷ୍ୟତ ଏହି ରାସ୍ତା କଡ଼ରେ।
ସମ୍ପୂର୍ଣ ଠିକ୍ କଥା
ତୁ କିଏ ବେ
👍🏻
Sarkar badaligali, Still Corruption
Pun
ମାଓବାଦୀ ହୁଅ ଓ ଡରାଅ ପରେ ମୁଖ୍ୟ ସ୍ରୋତରେ ସାମିଲ ହୁଅ ଚାକିରି ପାଅ ଏହା ସଟକଟ୍ ପନ୍ଥା ।
ଭାଇ ମାଓବାଦୀଙ୍କ ସହ ଟିକେ ଯୋଗାଯୋଗ କରେଇ ଦିଅ । ଏତିକି ସାହାର୍ଯ୍ୟ କର । ଧନ୍ୟବାଦ୍
Bhai thik kahicha ... Maobadi hi last option
Simple solution.. 👌👌
Vai mane daya kari chakiri pai sarkar upre varasa na kri kichi nua skill sikha au nija chakiri nije create kara dayakari dhruv rathee ra education exposed video ru kichi sikhantu
🙏ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଯଥା ଶୀଘ୍ର ସମସ୍ତ ସାଧାରଣ ବିଦ୍ୟାଳୟ ରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଅନ୍ତୁ
ବି ଜେ ଡି ହଟାଅ ଓଡିଶା ବଞ୍ଚାଅ ନହେଲେ ଏମିତି ଶୁଖୁଆ,ଦହିବରା ଧରି ବସିଥାଅ ।
True
Correct, BJP asile emananku Dharana re basibaku dia jiba nahi. Jabardasti dharana re Basile laathi mada deiki, jail re seedha UAPA lagajiba.
Bring AAP to odisha
@@orasatk bring AAP TO ODISHA
@@abhisek918 Hmm, AAP is a good option.
ମାଓବାଦୀ ହୁଅ ଏବଂ ଅତ୍ମସମର୍ପଣ କର ଆଉ ଚାକିରି ପାଅ ଏହା ହେଉଛି ଅତ୍ୟନ୍ତ ଲାଭ ଦାୟକ ଉପାୟ ,
ପେଟ ପୋଷ ନାହିଁ ଦୋଷ। କିନ୍ତୁ ରାଜ୍ୟର ଏମିତି ଅବସ୍ଥା ଦେଖି ଦୁଃଖ ଲାଗୁଚି
No,1ସରକାର ଆଉ କିଛି ଦିନ ଅପେକ୍ଷା କର ଓଡିଶା ଭିକ ମାଗିବ ନବୀନ no,1କୋଉଥିରେ no,1ମୂର୍ଖ ନବୀନ ସରକାର ସରକାର ଚେଞ୍ଜ କର
Bjp Asile pakoda bikiba tela .besena rate jaha kiae khaiba
@@sunitasahoo3473 BJD ta tamaku bhasei dauchi😂
Odia loka sei BJP ra Gujarat re dadana khatuchanti😂
Au kichi dina pare Naveen Pattnaik tamaku bhi Surat re nei chadi asiba dadana khatibu😂
Bjp.jitile.puri.edili.bikiba
BJP hotao
Mg aau kebe badaliba tame mane sei sarkar ku dhariki kalia balia nelia dhalia balhia jojana kara
ପଦ୍ମପୁର ରେ ତ କନକ ଆଉ ନନ୍ଦିଘୋଷ ଟିଭି ବହୁତ ପ୍ରଶଂସା ନେଉଥିଲେ କଣ ହେଲା ପୁଣି କଉଠି ବାଇ ଇଲେକ୍ସନ ହଉଛେ ଦେଖ ଆଉ ଓଡିଶା ସରକାର ର ଗୁଣଗାନ କର
ଏ ସରକାର୍ ଥିବା ପଯ୍ୟନ୍ତ ଓଡ଼ିଶା ଏମିତି ହିଁ ରହିବ
Right bhaii
Tamaku Khali dau ame defence pila kn mareibu modhe
@@ManuExc thik bhai
Nai Naveen sir bhala .. bala sala baki sabu mp MLA gendha kamaku nai 😡
@@anupworld7231 baas dala founder nku dosa deba bhul...
ପାଠ ପଢି tràining ପାଇଛ ଖୁବ ଭଲ, ରୋଜଗାରର ମୂଖ୍ୟ ସ୍ରୋତ କଣ କେବଳ ସରକାର ଚାକିରୀ.. ଅନ୍ୟ ଉପାୟରେ କଣ ରୋଜଗାର କରିହବନି, ତମ ଠାରୁ ଆହୁରି higher educated ପିଲା ଅଛନ୍ତି ସେମାନେ ଅନ୍ୟ ଉପାୟରେ ରୋଜଗାର କରୁଛନ୍ତି, ସରକାର ଚାକିରୀ ପଛରେ କାହିଁକି ପଡ଼ୁଛ
@Raje râj Pradhan posting ପାଉ ପାଉ age50yrs @60yrs retirement, ଯାହା ଇଚ୍ଛା ସେୟା କର... କିନ୍ତୁ କେହି ବି ଜଣେ ସରକାରଙ୍କୁ କହୁନି salary increment କରି ଜଣେ 60,000ପାଇବା ଠିକ ନା ଦୁଇ ଜଣକୁ posting କରି 30000,ଦବା ଠିକ
90% candidate ru 70% ବେକାର କାହିକିଁ ନା ବିଜେଡ଼ି ସରକାର ଯୁଗୁଁ
ସବୁଥିରେ ନବୀନ ପଟନାୟକ ଭାରତ ର ନଂ 1 ମୁଖ୍ୟମନ୍ତ୍ରୀ, ଏଇଟା ହିଁ ହଉଛି ନମ୍ବର 1 ମୁଖ୍ୟମନ୍ତ୍ରୀ ର କର୍ତ୍ତବ୍ୟ, ବିଜେଡି ହଟାଅ 80% ପ୍ରୋବ୍ଲେମ solve ହେଇଯିବ
ଭାଇ ଓ ଭଉଣୀ ମାନଙ୍କୁ ମୋର ପ୍ରଣାମ ଆପଣମାନେ
ଭଲ ଭାବରେ ବ୍ୟବସାୟ ମଧ୍ୟ କରିପାରିବେ
Thanks bhai
Well Done
Very good initiative
Business is good Idea 😀😀
😁😁😄😃😃😃
Bahut badiya ee kama aagaru karibar thila 😂😂😂
You are right sir ji 🙏👍
ଓଡ଼ିଶାରେ ଗୋଟିଏ ସରକାର ରେ ଚାଲିଛି ଶାସନ ସରକାର ବଦଳିବା ଦରକାର ହେଲେଜାଇ ନୂଆ ରାସ୍ତା ମିଳିବ
ଦୁଃଖ ଲାଗୁଛି ଆମ ଶିକ୍ଷକ ଙ୍କ ଅବସ୍ଥା ଦେଖି
ଭାଈ ଭଉଣୀ ମାନଙ୍କୁ ମୋର ଅନୁରୋଧ ୨୦୨୪ ରେ ବିଜେଡି କୁ ହରାଓ ନିଶ୍ଚିତ ଆପଣ ମାନଙ୍କର ଭଲ ସମୟ ଆସିବ
Hebani. Shg pura bikri haichhanti odisha re vote banking pain
ଶିକ୍ଷକ ଗୁଡା ଚୋର ଗୁଡାକ ,ଚାଉଳ ଅଣ୍ଡା ଖାଇକ୍ ଗମେଣ୍ଟ କୁ ଖୋଳ କରୁଛନ୍ତି ।
ଆପଣ ଜାଣିନାହନ୍ତି କି ପ୍ରତି ନିର୍ବାଚନ ପୂର୍ବରୁ ଆମ ସରକାରଙ୍କ ଜନସାଧାରଣ ଙ୍କୁ ଲୋଭ ପ୍ରବଳ
କିନ୍ତୁ ନିର୍ବାଚନ ପରେ କାମ ଦୁର୍ବଳ ।
ସରକାର ବଦଳାଯାଉ
ସରକାର ବଦଳିବା ଦରକାର ନହେଲେ ଏମିତି ଆମ ରାଜ୍ୟ ପଛୁଆ ହୋଇ ରହିଥିବ ।
Sarkar pochoua hoi nahi amo odisha basi 1000 nei K vote debr re hi pochua
ରାଜ୍ୟ ରେ ଭାରତୀୟ ଜନତା ପାର୍ଟି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ସବୁ ହେବ ଜୟ ଶ୍ରୀ ରାମ
ବିଶ୍ଵାସ୍ତରୀୟ ହେବନି ଭାଇ ଉପଯୁକ୍ତ ପିଲା ଚାକିରୀ ପାଇଲେ ଗରିବ ପିଲା ପାଠ ପଢି ମଣିଷ ହେବେ
ଠିକ୍ 🙏
ଭାଇ ଚାକିରି ପାଇଲେ ପାଠ ପଢେଇ ହେବ
ନୋ ହେଲେ କଣ ହେବନି
ଯେବେ ଓଡ଼ିଶା ରେ ସରକାରୀ ଚାକିରି ଉଠିଯିବ
ତେବେ ଲୋକ ବେରୋଜଗର ରୋହିବେ ନାହି😭
I'm very proud to see this
🤣 your name suji halwa
ଅବଶ୍ୟ certificate ର କୌଣସି value ନାହିଁ ସୁନ୍ଦର-ଜୀବନର କ୍ଷେତ୍ରରେ.. କିନ୍ତୁ ତଥାପି ବି ଦୟାକରି କେହି ନିଜ certificates ଚିରନ୍ତୁନି🙏🙂
କାରଣ, ସେହି certificate ଆଧାରରେ କେହି ନା କେହି ଆପଣଙ୍କୁ judge କରି ହୁଏତ କାମ ଦେଇପାରନ୍ତି --ସମ୍ଭାବନା ତ ଅଛି 🙃
Na. Nije atma nirbhara heba better. Nahele odisha baharaku jaiki pvt company re job kale bhala growth achhi
ଆପଣ ମାନଙ୍କ ସମସ୍ୟା ର ସମାଧାନ ପାଇଁ କହୁଛନ୍ତି ଠିକ୍ ଅଛି କିନ୍ତୁ ସେ ଭଉଣୀ କହିଲେ ଯେ ପଢିଛୁ ଚାକିରି ଆଉ ରୋଜଗାର ପାଇଁ
ଶିକ୍ଷା ର ଅର୍ଥ ଞାନ
ଶିକ୍ଷା ର ମାଧ୍ଯମ ରୋଜଗାର କି?
ଶିକ୍ଷା ର ଅର୍ଥ ବର୍ତ୍ତମାନ ପରିପ୍ରେକ୍ଷୀରେ ଚାକିରୀ ନୁହଁ ତେବେ ଚାକିରୀ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ର ମାପ ଦଣ୍ଡ କଣ ପାଇଁ ନିର୍ଦ୍ଧାରଣ କରାଯାଇଛି
ସରକାରଙ୍କ ନିୟମ ଅନୁଯାୟୀ ଚାକିରୀ ପାଇଁ ଆବଶ୍ୟକ ଯୋଗ୍ୟତା ଦରକାର। କିନ୍ତୁ ରୋଜଗାର ପାଇଁ ଶିକ୍ଷା ଆବଶ୍ୟକ କି?
Satya jugare loka mane sastra puran padhiba pain gyana ahorana karithile but ajira duniare samaste income pain hin patha padhuchhanti
@@padmabatimohanta252 VEDIC SOCIETY BELONGS TO WHICH ERA DEAR? 1500BC TO 600BC
Dear tume gyaana ku tike mo sahita share Kara mun bahut depration re achhi kemiti kn karibi
This is completely showcase..for temporarily..if they wanted to do this work they could have done at their place..now a days anyone go for business for example MBA chaiwala.. unnecessarily using special abled individual.. completely nonsense..trained for teachership doesn't mean govt job is confirmed... can't blame govt for this...But govt can do some intiatives towards teacher employment instead of spending crores of money towards free ration and anyone can say, mostly this facility is not reaching to needed citizen..
This is good job
ହଉ ଚଳିବ କର୍ମ ହିଁ ଭଗବାନ୍
ଭଲ ଶଳା ସବୁ ଶୁଖୁଆ ବିକନ୍ତୁ ସରକାର ନୂଆ ପୋଷ୍ଟିଂ କରନ୍ତୁ ଅଳ୍ପ ଦରମା ହେଲେ ବି ଆମେ ଚାକିରି କରିବୁ 😂
I think this is good job go ahead
Government should take a action against government teacher those have bad intention for government student, so all the teachers should be appointed as temporary post,those who give their best and really do good work then he or she will be permanent,i think it will be helpful for government school and also students and also for teachers as well as government
ଯେତେ ପର୍ଯ୍ୟନ୍ତ ବିଜେପି ସରକାର କେନ୍ଦ୍ର ରେ ଥିବ ଏମିତି ହେଉ ଥିବ
ବିଜେଡି ସରକାର ଥିବା ପର୍ଯ୍ୟନ୍ତ ଏମିତକା ହିନସ୍ଥା ହେବାକୁ ପଡ଼ିବ। ଯଦି 5 ବର୍ଷରେ ଥରେ ସରକାର ବଦଳ ଯାଏ ରାଜନୈତିକ ଦଳରେ ପ୍ରତିଦ୍ବନ୍ଦ୍ବିତା କରିବେ ଯାହାଦ୍ଵାରା ଜନସାଧାରଣଙ୍କ ଉନ୍ନତିର ସମ୍ଭାବନା ଥାଏ।
ଏଥିରେ ଦୁଃଖ କରିବାର କଥା ନାହିଁ । ପ୍ରଧାନ ମନ୍ତ୍ରୀ ମୋଦି କୁହନ୍ତି ଯେ ପାଠ ପଢ଼ି ବେପାର କରି ପାରିବେ
Plz appoint special education for every general school
ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ cm ଥିବ ସେ ପର୍ଯ୍ୟନ୍ତ କିଛି ମିଳିବନି ଓଡିଶା ରେ କିଛି ଉନତି ହେବନି
ରୋଜଗାର କରିବା ପାଇଁ କିଛି ଅସୁବିଧା ନାହିଁ କରନ୍ତୁ
ତାଲିମ୍ ପାଇଥିବା ଲୋକ କଣ ରୋଜଗାର କରିପାରିବ ନାହିଁ କି
Tebe teacher mane kn pain rally karithile au semane darama paiba pare b
@@padmabatimohanta252 Teacher relly Kari thibaru kahuchhi
Business କର, ଚାକର ହୁଅ ନାହିଁ, ମାଲିକ ହୁଅ 👍
Right bro
କେବଳ disable day ରେ Twitter re କିଛି କଥା ଲେଖି ଫଟୋ ପୋଷ୍ଟ କରିଦେଲେ ହେବନି। ପିଲାଙ୍କ ପାଇଁ କିଛି କରିବା ଦରକାର।
ଯେତେଦିନ ଓଡ଼ିଶା ରେ BJD / ନବୀନ ଥିବ ସେତେଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଏଭଲି ଲଜ୍ଜାଜନକ କାମ ହେଉଥିବ। bjd ହଟାଅ ଓଡ଼ିଶା ବଞ୍ଚାଅ।
ପରିବର୍ତ୍ତନ ସମ୍ଭବ ଯେବେ ଆମ ପରିକା ପାଠୁଆ ପିଲା ରାଜନୀତି ରେ ଯୋଗ ଦେବେ
ମୂର୍ଖ ଙ୍କ ହାତରେ ଶାସନ bhara ଦେଇ ଉର୍ନ୍ନତି ଆଶା କରିବା ନିରର୍ଥକ୍
Kichi hebani jauthi proud rahe Manisha ta humanity bhulijaye
@@ManuExc ଯିଏ ଉଚିତ ବିଦ୍ୟାର୍ଥୀ ତାର ଗର୍ବ ନଥାଏ ଭାଇ
ବିଦ୍ୟା ଦଦତି ବିନୟମ୍
@@ajaykumarpradhan5485 politics re entry pare sabu bhuli poor nku lutu chanti
Thanx kanak news..
Right
ଓଡ଼ିଶା ସରକାର ପରମ ହାରାମି
୧୦ ଜଣକୁ ବଞ୍ଚାଇବା ପାଇଁ ୧୦୦ ଜଣ କୁ ସରକାର ମାରୁଛନ୍ତି
ଏଇଟା ହେଉଛି ଜଣେ ଶିକ୍ଷକ ର ଲକ୍ଷଣ....
ସରକାର govt job ବାହାର ନ କରି Pvt Ltd job ବାହାର କଲେ ଭଲ ହୁଅନ୍ତା ଯେ ହେତୁ Pvt Ltd job ବାହାର କଲେ ଭଲ କାଜ୍ୟ କରିବେ
ଏ ସବୁ ଫାର୍ସ ଚାଲିଛି ସରକାର କିଛି ବି ଶୁଣିବେନି ଆଇନି ହଉଛି ଅଦ୍ଧ... ଆଜି କାଲି ଚାକିରୀ ହଉଛି ଵେବସାୟ.... ଭାଇ ଓ vauni ମାନେ ଯେତେ ବାଡେଇ ହେଲେ କିଛି ଲାଭ ହେବନି
ତୁମେ ମାନେ ଯଦି ବ୍ୟାପାରି ହୋଇଥାନ୍ତ... ତାହାଲେ ନଉକରୀ କରିବା ପାଇଁ ପ୍ରତିବାଦ କରିନଥାନ୍ତ... ଚାକର ଲୋକ ଚାକର ଭଳିଆ ରହୁନ... ଦହିବରା ବେପାରୀ, ଶୁଖୁଆ ବେପାରୀ ନିଜ ଦୋକାନର ମାଲିକ ଅଟନ୍ତି...
ଲକ୍ଷ୍ଏ ଛାତ୍ରର ମନଭାବ ଜାଣି
ପରିଚୟ ଜଣେ ଦେଲା
ସଭିଁଙ୍କ ମଙ୍ଗଳ ସେ ଭବିଲା ବୋଲି
କଣ ଯେ ସେ ଭୁଲ କଲା।
ଜାଣିନି କି ସେ ପାଠ ପଢି କି
ବାଣିଜ୍ଯ ବି କରିହୁଏ
ତଥାପି ସେ ଉଦାହରଣ ହୋଇ
ଏହି ପରିଚୟ ଦିଏ ।
ସାଧାରଣ ଜନତା ମୁହଁଇ ତ ବନ୍ଧୁ
କେଉଁ ଦଳର ବି ନୁହେଁ
ସରକାର ବଦଳାଅ ଦୁର୍ନୀତି ହଟାଅ
ଏହି କଥାକୁ ମୁଁ ଚାହେଁ ।
ନିତିଦିନ ଏକ ରାସ୍ତାରେ ଚାଲିଲେ
ସମଦୃଶେ ସମଘୀଆନ
ନିତିଦିନ ଏକ ପ୍ରକାର ଖାଇଲେ
ଅଧିକ ବା କଣ ମିଳେ?
ସରକାର ହଟାଅ ଦେଶକୁ ବଞ୍ଚାଅ
ସଭିଁଙ୍କୁ ସୁଯୋଗ ଦିଅ
କହିହେବ ନାହିଁ କେଉଁସରକାରେ
ଆସିବେ ସୁଯୋଗ୍ୟ ପୁଅ ।ଭାରତ ମାତା କି ଜୟ........(ନାବଭାଇ) ।
Jab tak Odisha mein Navin Sarkar rahegi tab tak odisha mein koi develop nahin hoga..
ଠିକ ଅଛି ଏମାନଙ୍କୁ ଚାକିରି ଦିଆଯାଉ
ପେଟ ପୋଷ ନାହି ଦୋଷ
Appointment special educator recruitment for every general school
BJD hatao Odisha banchao
Dayakari odisha chadantu odisha re kichi habani kai padichanti eyithi au dosa kahaku dele habani jou 1 tankia chaula au maada Mansa khaiki vote deichanti Tara eyia pahala
ଏଥିରେ ଭଲ ରୋଜଗାର
ବଡ଼ ବିଡମ୍ବନା ର ବିଷୟ କି ସରକାର ଏବେ ପଦମପୁର ବିଜୟ ରେ ବ୍ୟସ୍ତ ଅଛନ୍ତି ମଦ ମାଂସ ବଣ୍ଟା ଯିବ ନା ପୁଣି ...ଏଠି କାଇଁ ଆସିବେ ନା ଶୁଣିବେ ।
Please appoint the regular basis of special educators post in every general school
ନେତା ମାନଙ୍କୁ ପଟି ମରା ପଇସା ନିଅଣ୍ଟ ହେଅଛି ଶଳା ମାନେ କିଛି ବୁଝୁ ନାହାନ୍ତି
Radhe Radhe 🙏 Talim prapta teacher b tanka kama thik se karunahanti, school re padheiba badalare soichanti,na kn bidyalaya gote dandamukta anchala, khali posting deidele Sarkar hbani, govt school re kemiti patha padha heuchi se prati dhyana dele mo janibare ama desa unnati karanta....
ସରକାର ଲାଜ ନାହିଁ ସରକାର ତ ମୁହଁରେ ପେଣ୍ଟ୍ ପିନ୍ଧିଛି
ସଲା ମୁର୍ଖ ଅଶିକ୍ଷିତ ସରକାର କ'ଣ ବୁଝିବ?
Xerox Certificate chiri dela 🤣🤣
ଯାତ୍ରା ଦେଖିବାକୁ ଭାରି ମଜା ଲାଗୁଛି
Holding a degree is not enough to be civilized...... option has his own way alternate...... try to make understand govt to fixed service life enough to feed a single family.....not to make asset.....jai jagannath
Xerox certificate ଚିରୀକି ଲାଭ କଣ ଭୋଟ ଦେବା ପୂର୍ବରୁ ଭାବ ରେ ଭାଇ ଏଠି strike କରିବ ସେଠି 42000 ଭୋଟ ରେ ଗେଣ୍ତଳିଆ ଜିତିବେ
Oriya mankar dhada nahi nija business best
Bjd sarkar othiba darkar
ଏ ବେପାର କର ।ଷ୍ଟ୍ରାଇକ ଭାଙ୍ଗ। ପାଠ ପଢାଇବାରତ ଗନ୍ଧ ବାସ୍ନା ନାହିଁ। ଖାଲି ପଇସା ବଢ଼େଇ ଦିଅ। ତା ପରେ ଘରେ ଯାଇ ଚାଦର ଘୋଡେ଼ଇ ଶୋଇପଡ଼।କଣ ନା ଆମେ ଶିକ୍ଷକ
Bjd ହଟାଅ ଓଡ଼ିଶା ବଞ୍ଚାଅ ନ ହେଲେ ମଦ ବିକି ଟଙ୍କା ରୋଜଗାର କର ନହେଲେ ପାଠପଢି ଭିକାରିହେବ
କିଛି ନୂଆ କଥା ନୁହଁ'... ମୁଁ school ଟପ୍ପର certificate ଆଉ ଜାତକ ଚୁଲିରେ ପୁରେଇ ଦେଇଛି ଆଗରୁ. 😂
It's time to change bjd sarkar, BJD hatao Odisha banchao 👍✅✅✅
Bahut excited achi
Certificate original na duplicate?
ଏଇଟା ଭଲ କଥା
Sarkar jadi v emananka katha suniki samastanku posting dei die..
Emane puni 2/4 yr pare asiki PMG re basiki amaku permanent kara jau, pension dia jau, 4800 grade pay dia jau..
Death case re family member ku chakiri dua jau.. And so on sabu demand rakhibe..
Sarkar gote proper condition re chakiri daba darkar..
ଶିକ୍ଷକ ମାନେ କ'ଣ ଅଜଣା ଚାଉଳ ଭାତ ଖାଇଛନ୍ତି।ଗାଟ ଚୁକ୍ତି ହେଲାବେଳେ କ'ଣ ଶୋଇଥିଲେ।ତାର ଫଳ ଭୋଗିବାକୁ ପଡ଼ିବ। ସାର୍ଟିଫିକେଟ ଚିରିଲେ କିଛି ସୁଫଳ ମିଳିବନାହିଁ।
Seta certificate vali dekha jauni tk zoom kari dekheile bhala huanta ଯଦି ଦେଖିବାକୁ ଗଲେ ସବୁଠାରୁ loss re ଅଛନ୍ତି commerce ଛୁଆ କାହିଁକି ନା ସେମାନେ teacher ra କୌଣସି ପୋଷ୍ଟ ରେ apply କରି ପାରନ୍ତି ନାହିଁ odisha bed jane କରିବାକୁ ଚାହିଁଲେ ମଧ୍ୟ commerce student pae ନାହିଁ ଓଡ଼ିଶା b.ed re apply କରିବା ପାଇଁ option
Chaliba konasi kama ku chhota Bhabani sukua bika au dahibara bika nija ku chhota bali Bhabani Jay Jagannath
ଏମିତି ପ୍ରଟେଷ୍ଟ ଅନେକ ବର୍ଷ ବିତିଗଲାଣି ତତାପୀ ସୁଧୁରିବl ଭଉତ ମୁସ୍କିଲ... ରାଜସ୍ତାନ, କିମ୍ୱା ହିମାଚଳ ପ୍ରଦେଶ ପରି ସରକାର ଚେଞ୍ଜ କରୁଥିଲେ ଆଜି ଏପରି ପ୍ରଟେଷ୍ଟ ଜରୂରୀ ହୁଅନ୍ତା ନାହିଁ l ସରକାର ଏବେ ତମମାନଙ୍କୁ ଚକଲେଟ ଧରେଇ ଦେଲେ ତମେ ମାନେବି ନବୀନ ବାବୁ ତମେ ଆମ ଫେନ କହିବ l
ଓଡ଼ିଶା ରେ ପିଲା ଭଲ ପାଠ ପଢି ନିଯୁକ୍ତି ପାଉନାହାନ୍ତି ତାଠୁ ଲଜ୍ୟ ଜନକ ଆଉ କଣ ଅଛି
ରାଜ୍ୟ ସରକାର ଙ୍କୁ ଲାଜ ଲାଗୁନି କି ବିଜେଡି କୁ ଲାଜ ଲାଗୁନି।
ଛି ଛି ଛି ଛି ଛି........
ଗୋଲାମ ତମେମାନେ ସେଇଠି ବିକ ଭଲ ରୋଜଗାର ମିଳିବ
Unemployment is major problem of our economy
Naveen babu sabu karibe 👍
Chukibe naveen babu
@@santoshjena5867 🤣🤣🤣 aahuri danger kaamo karibo bhai
Bjd sarakar jindabad
Good job
ଏ ମାଗିଆ ନବୀନ ପଟ୍ଟନାୟକ କୁ ହଟାଓ ଓଡିଶା ବଞ୍ଚାଅ
ଓଡିଶା ରାଜ୍ୟ ସରକାର mg ta
ଖାଲି ଓଡିଶା ସରକାର ଚାହୁଁଚି ଯେ ମୋ ରାଜ୍ଯ ର ସବୁ ଷ୍ଟୁଡେଣ୍ଟ ସବୁ ପିଲା ଓଡିଶା ବାହାରେ ସୁରଟ ଯାଇ ଦାଦନ ଖଟନ୍ତୁ ବୋଲି
ନବୀନ ବି ଜେ ଡି ହଟାଓ ଓଡିଶା ବଞ୍ଚାଓ
ନହେଲେ 100 100 ରେ ନାମ ନବ ସବୁ
ମଲନେଇ ତମେ କି ସାଟି ଫିକେଟ୍ ଦେଖୋଉଚ ମୋ ପାଖରେ ବୋହୁତ ଅଛି ତମୁକୁ କଣ ପାଇଁ ଚାକିରି ଦେବେ ସେମିତି ଶୁଖୁଆ ବିକ
ଏଇଟା ନବୀନ ସରକାର
Bjd jinda bad
ଇଏ ବିକ୍ରି ହେଉନି ଖାଲି ଥୋଇ ଛନ୍ତି, ମୁଁ ମାଗିଲି ମୋତେ କହିଲେ ଏଇଟା ଆଡ଼ଭାତାଜମେଣ୍ଟ 😃😃
ମାଗିଲେ ବୋଲି କହିଲେ କିଣି ଥିଲେ କହି ନ ଥାନ୍ତେ
@@surykantbehera5042 😃😃😃😃😃
Very good
Good beper
ओडिशा मे teacher का कार्यकाल 10 year होना चाहिये,10 year retirement policy
Supreme Court Order deba 1 year or 2 year or 4 year... no any exact data...😆😆 ... and shop ra jinisa tk kam dekha jauchhi
Jouthi primary teacher 6 year hela post bahari ni ...sethi special teacher post bahariba boli mate doubt lagu6i
1st special teacher post aasiba then Jt Post . Special teacher post pai already finance section hoi sarichhi. Recruitment agency kama only pending achhi.
This is called No1 work No1 CM..Rip Education Minister of Odisha n CM
Government ko action naba darkar vastav re eie teacher mane gote bada bada chora emane salary pai Sina Raja rasta ko asichanti kintu emane school kn kn na karuchanti