ପ୍ରତିଶ୍ରୁତି ଦେଇଥିଲେ ୫୦ ବର୍ଷର କାମକୁ ୫ ବର୍ଷରେ କରିବେ || Dekh Khabar Rakh Nazar
HTML-код
- Опубликовано: 7 фев 2025
- Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
RUclips: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews
ଜୟ ❤️ମୋହନ ଭାଇ cm 🙏ଓଡିଶା
ବିଜେପି ଆସିଲେ ଭାରତ ଉନ୍ନତି , ବିକାଶର କେନ୍ଦ୍ର ସରକାର, ଓଡ଼ିଶା ମାଟିରେ କେବେବି ନଥିଲା ବିଜେପିର ଦୁର୍ଢ ସରକାର, ଆସୁ ଆସୁ ତୁମେ ଛାନିଆ ହଉଚ, ଦେଖୁଥାନ୍ତୁ ଖବର, ତାପରେ କଣ ? କଳିଙ୍ଗ ଟିଭି ନିଉଜ୍ ରେ...।
ଲୋକ ମଲାପରେ କ'ଣ ହେବ
ତାମିଲ୍ IAS ମୁଣ୍ଡ ସହିତ ଆଦିବାସୀ ମୁଣ୍ଡ କେବେ ଟ୍ଟକକର ଦେଇ ପାରିବନି। କେବଳ କଥା କହି ପାଞ୍ଚ ବର୍ଷ ବିତେଇ ଦେବେ । ଅନେଇ ବସିବ ଓଡ଼ିଶା ।
@@Indian-y2f ଠିକ୍ କହିଛନ୍ତି
300ୟୁନିଟ୍ ବିଜୁଳି ଫ୍ରି କେବେ ହେଉଛି ?ଭୁଲି ଗଲକି ମାଝୀ ବାବୁ , ଆସୁ ଆସୁ ବାଲେଶ୍ଵର ରେ ଦଙ୍ଗା ଆରମ୍ଭ ହୋଇଗଲା,ପ୍ରତାପ ଷଡ଼ଙ୍ଗୀ କୁ ଏହାର ଦାୟିତ୍ବ ମୋଦି ଦେଇଛନ୍ତି ?
ତୁମ ଦଳ ଧର୍ମ ଧର୍ମ ଭିତରେ ଦଙ୍ଗା କରାଇବା ରେ ମାହିର । ତେଣୁ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କର ,ଏତିକି ଓଡ଼ିଶା ବାସୀଙ୍କ ନିବେଦନ।
Bhala lagila
ବହୁତ ବଢ଼ିଆ ଲାଗିଲା ଉପସ୍ଥାପନା ।
Electric bill 300 unit kebe chhada haba
ବଡ ବଡ ଗଲେ ପାଚି ଫୁଟି , ସାନ ଆସିଛି ବେସରବାଟି ।ଅଲାଜୁକ , ଭାଡୁଆ, ଠକ,ଚୋର ଗତ ସରକାର ଯାହା କଲା ତାହାତ ମା' ଗଙ୍ଗେଇକୁ ଜଣା। ଆଉ ଏବେ ଆସିଛନ୍ତି ଏମାନେ । ଏ ସରକାର କିଛି କରୁବା ନ କରୁ କିନ୍ତୁ ଗୋଟିଏ ବଡ କାମ କରିଛି ତାହା ହେଉଛି ଗଣତନ୍ତ୍ରର ସୁରକ୍ଷା । ଗୋଟିଏ ଚୋର ଦୀର୍ଘ ଦିନ କ୍ଷମତା ଅକ୍ତିଆର କରି ରାଜ୍ୟକୁ ତଳିତଳାନ୍ତ କରି ରଖିଥିଲା ତାହାକୁ କ୍ଷମତାଚୁତ କରାଇବା ଏ ସରକାରର ଗୋଟିଏ ବଡ ସଫଳତା । ଆଉ ମନେରଖ ଅଚ୍ୟୁତ ସାମନ୍ତଙ୍କ କଳାକାରନାମାର ଖୋଳତାଡ ହେବ ।
BJD ୨୫ ବର୍ଷ ଶାସନ କଲା କିଛି କରି ପାରିଲାନି। ଏ ୫ ବର୍ଷ ରେ ସବୁ ତାଡି ପକେଇବ
BJD ଦଳ ୨୫ବର୍ଷ ଶାସନ କରି ଓଡ଼ିଶା କୁ ଲୁଟ କରୁଥିଲେ ଓ ରାଜ୍ୟ କୁ କାଙ୍ଗାଲ କରିଦେଲେ।
Right
❤❤❤❤❤❤❤❤❤❤❤ abhinaya bahut sundar bahut sundar bahut sundar Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Ati sundar Jay hindi
୭୦ ବର୍ଷ ପରେ କିଛି ହେଲା ନାହିଁ ୧୦ ବର୍ଷ ପରେ ମୋଦି ସରକାର କଲେ
70 ବର୍ଷ ଭିତରେ କଣ ବିଜେପି ଶାସନ ନାହିଁ ନାଁ ଖାଲି ଶୁଣି କହୁଛ 70 ଇତିହାସ ଦେଖ କିଏ କେତେ ବର୍ଷ ଶାସନ କରିଛି
Kn ta
Very nice
A sabumichua 4:51
Jay jagannath
ମାନ୍ୟବର ଅଚ୍ୟୁତ ସାମନ୍ତ କାହିଁକି ନଣ୍ଡା ହେଲେ ସେଇଟା କୁ କାହାଣୀ କରନ୍ତୁ
ଚିଟ ଫଟ ଟଙ୍କା କେତେ ବର୍ଷ ରେ ପୁରନୁ
Very Informative....No comedy on any person... Watched your previous one on BSKY vs Ayusman Yojana....Thank you truly.
କୂଳ ନନାଙ୍କ ଅଭିନୟ ମୁଁ ଆଜି ଦେଖିଲି
ଏମେତି ସରକାର ଏତେ ବର୍ଷ କୁଆଡେ ଥିଲା 76ବର୍ଷ ର କାମ 5ବର୍ଷ ରେ କରି ଦେବ
50 Barsha r kama 5 Barsha re haba ki nani seta chhada kintu 25 Barsha re nabin patnaik jaha lootichhi taha haba nahi
Pradhan mantriabasjojan ghara check karajau
❤
ଭାରତରେ ସବୁ କାମ ଦଶ ବର୍ଷରେ ହେଲା ପରା।
Now all the people of Odisha very idle and lazy,they don't want to work at all,how this government make development of Odisha,this is ground level situations.No government can make development of Odisha,after 5 years government will alas.
ଖାଲି ଅପେକ୍ଷା କର ପାଇବ ନିଶ୍ଚିତ 😄
Au 300 unit maggana bijuli
Can I upload to fb
ଆରେ ଆଗ ଚାଉଳ ଡାଲି ପନି ପରିବାର ରେଟ କମ କରନ୍ତୁ ବିଜେପି ସରକାର।
Kaam kale gst kauthu asiba😂
Emare food au education re adhika lagauchhanti
ଭାଇ ଟିକେ ରହ ଭୋଟ ପରେ ସବୁ ରେଟ ବଢେ ତୁ କଣ ଜାଣିନୁ ଟିକେ ରହ ସବୁ ଠିକ ହେଇଯିବ ଜୟ ବିଜେପି ସରକାର
ବିଜେଡି ସରକାର 25 ବରଷରେକେତେ
......ଥିଲା ?
Jumla party kebe Kariba , Akasha kaniya chilika maccha...😊😊
Guarantee
Nuwa sorokaro hele
Jagannathko koliabtaro
BJP satare oltie pakeiba . Bjp kete dina rahiba indi menta kahiba 😜modi puni chaha bikiba ,saha pakudi bikiba.💯🙏🇮🇳
Charidwar. Kholidela. Mandir. Vitark. Be. Charta. Rastadarke
ବାଳ କରିବ ନୂଆ ସରକାର
କିଛି ହେବନି
FOR MIDDLE CLASS FREE HEALTH INSURANCE AN AMOUNT OF RUPEES TWENTY LAKHS.
Kham hona chahiye jee
ପାଣ୍ଡିଆ କରିବ ଆଉଥରେ ଆସିଲେ।😮 ଅପେକ୍ଷା କର । ଚାହିଁ ଥାଅ ।
Daradam first Kam hona darkar
ବେକର ଲୋକାଙର ବେକାର କଥା ।ଛି ।
Naveen babu nku vuliba easy nuha hele Mohan Majhi b jane vla manishate tanku blame kariba uchit nuhein.Tanku CM bhabe eithi pain bacha gola j se jane niswarth para manisha aau party je b achanti sabu choro gudaka Suryabanshi Suroj nku chadidele .
150000 ମିଳୁଛି ସେଇ ଭଳି
Dali 170
Bjp Kali khata besi kama kam
Eta modi dahara ... !
BJP 😂😂😂
Kalinga BJD Chanel
Baala kariba e Adivasi
Na hele nabin sabu chhodi pakeichi,24 barsha re
@@harichandan321 ruclips.net/video/6XY-o9R2ST4/видео.htmlsi=DmK56iHZkBBgG5aG
Panda janichu ta kia
Bjp berodhe pag Ram
Bjd chanal
Tu.bi.dakhibu
🤣🤣
Why you hurrible.wait
😅
Madua asmita tatu
CHoR.chaLL.
Tamar bjd chanal