CM Mohan Majhi to Have Lunch at Home during Visit to His Village Raikala

Поделиться
HTML-код
  • Опубликовано: 31 янв 2025

Комментарии • 618

  • @dinojames1660
    @dinojames1660 7 месяцев назад +133

    ମୁଖ୍ୟମନ୍ତ୍ରୀ ତାଙ୍କ ଘରେ ଖାଇବନି ଆଉ କଣ ତମ ଘରେ ଖାଇବ 😂😂

  • @prananathpati9976
    @prananathpati9976 7 месяцев назад +47

    କି ବାଳ ସମ୍ବାଦ। ନିଜ ଘରେ ଖାଇବେ ଆଉ ନିଜ ଘରେ ହଗିବେ।

    • @subuuSa
      @subuuSa 7 месяцев назад +1

      Right bhai

    • @ArcticAssaulter
      @ArcticAssaulter 7 месяцев назад

      ଯିଏ youtube କୁ ଆସିକି "ବାଳ" ଲେଖୁଛି ସିଏ ଏବେ ଜ୍ଞାନ ଦେବ 🤡🤡🤡🤡

    • @sabitaarun6070
      @sabitaarun6070 7 месяцев назад +1

      Right

    • @GuddiVlogss
      @GuddiVlogss 7 месяцев назад

      😂😂😂

  • @ASPIRANTS660
    @ASPIRANTS660 7 месяцев назад +79

    ଆରେ ବାଳ ସେ କଣ ଓଡ଼ିଶା ପାଇଁ କରୁଛନ୍ତି ସେସବୁ ଦେଖା ... ମୁଖ୍ୟମନ୍ତ୍ରୀ ଖାଇବେ ହଗିବେ... ଚାଲି ଚାଲି ଗଲେ..... ଗାଡିରୁ ଉଲ୍ଲେଇଲେ

  • @bijaykumarroutray849
    @bijaykumarroutray849 7 месяцев назад +34

    କିଛି କାମ ନାହିଁ ବାଜେ ଖବର ପ୍ରସାରଣ କରୁଛ
    ଆଉ କିଛି ଖବର ମିଳୁନି ବୋଧେ

  • @chandanbehera6491
    @chandanbehera6491 7 месяцев назад +100

    ଓଟିଭି କାଲି ଲେଖିବ ମୁଖ୍ୟମନ୍ତ୍ରୀ ଆଜି ଗାଁ ରେ ହଗିଲେ 🤣🤣

    • @Ranjankumar-fz8xj
      @Ranjankumar-fz8xj 7 месяцев назад +2

      ତୁ ଛୁଡିପୁଅ ପୁଛିବୁ ଆସୁନୁ

    • @chandanbehera6491
      @chandanbehera6491 7 месяцев назад +6

      @@Ranjankumar-fz8xj ତୁ ତାହାଲେ conform କାଲି ମୁଖ୍ୟମନ୍ତ୍ରୀ ତମ ଗାଁ ରେ ହଗିବେ 🤣🤣🤣

    • @sanghamitradas371
      @sanghamitradas371 7 месяцев назад

      Tama nandigosh kuadegala

    • @chandanbehera6491
      @chandanbehera6491 7 месяцев назад +7

      @@sanghamitradas371 madam ନନ୍ଦିଘୋଷ କେବେ ଖାଇବା ହଗିବା ଭିଡ଼ିଓ ଦେଖାଇନି ବୁଝିଲ 🤣🤣🤣

    • @suvendudas2800
      @suvendudas2800 7 месяцев назад +3

      Agaru kn ghare khaunathile ki 😅

  • @muchiramhembram6268
    @muchiramhembram6268 7 месяцев назад +3

    ଆମ ମୂଖ୍ୟ ମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ

  • @Bhabanishankarpati466
    @Bhabanishankarpati466 7 месяцев назад +3

    Most welcome to CM Mohan Majhi..So nice his family members to preparing all favourite foods for him..

  • @Ranjankumar-fz8xj
    @Ranjankumar-fz8xj 7 месяцев назад +52

    ଆମ ମୋହନ ସାର୍ ହେଲେ ଓଡିଶାରୁ ଓଡିଆ ଗରିବ ଘରୁଜନ୍ମ ଦୁଖିଃ ବୁଝେ ଦୁଖଃର କାହାଣି ସେ ସାଗ ପଖାଳ ଖାଇବେନି ଆଉ କଣ ନବିନୀ ଭଳି ଗରିବଙ୍କ ଟଙ୍କାରୁ 5 ଷ୍ଠାର୍ ହୋଟେଲରୁ ଦାମି ମଦ ମାଉଁସ ଖାଇ ରାଜମହଲ ରଜ ରହିବେ କି

  • @srisaidesignvastu9209
    @srisaidesignvastu9209 7 месяцев назад +16

    ନବୀନ ପଖାଳ ଖିଆ ନନ୍ଦିଘୋଷ ଦେଖେଇ ହେଉଥିଲା ବେଳେ ଭାଇ କିଛି କହିଲେନି!
    ମୋ ହନ ଭାଈ ଆମ ଓଡ଼ିଆ ଭାଇ

  • @krishnasinderi2252
    @krishnasinderi2252 7 месяцев назад +12

    ମୋତେ ସାରା ଭାରତ ବର୍ଷର BJP ନେତାଙ୍କୁ ଏହି ତି ପାଇଁ ଭଲ ଲାଗେ କାରଣ ଏମାନେ ସମସ୍ତେ ଗରୀବ ଏବଂ ତାଙ୍କ ଘର ଦ୍ବାର ବି ଠିକ୍ ଆମ ବୋଲି, ଏବଂ ଏମାନେ ସମସ୍ତେ ସ୍ବଚ୍ଛା ଦେଶ ପ୍ରେମି ଅଟନ୍ତି।

    • @terenaam731
      @terenaam731 7 месяцев назад

      😂

    • @terenaam731
      @terenaam731 7 месяцев назад

      Bacho ki jaan loge kya 😂

    • @Ranjankumar-fz8xj
      @Ranjankumar-fz8xj 7 месяцев назад

      ଠିକ୍ କହିଛ

    • @Debasish227
      @Debasish227 7 месяцев назад

      BJP sarkar re Bali pothoro gochalan pura chalichi BJD sarkarthubi adhiko

  • @Odia_knowledge-10
    @Odia_knowledge-10 7 месяцев назад +25

    Cm- ମୋହନ ଚରଣ ମାଝୀ ଙ୍କ ପାଇଁ like subscribe te ହେଇଯାଉ 😅😅❤❤❤❤❤

  • @pradeepkumarmallik2365
    @pradeepkumarmallik2365 7 месяцев назад

    ଖାଦ୍ୟ ଉପରେ ନଜର ପକେଇଵା ଠିକ୍ ନୁହେ ।

  • @ManojBerera
    @ManojBerera 7 месяцев назад +2

    ବା ବିୟଟି ଫୁଲ ଖାନା❤❤❤❤❤ଖାଇ ବେ ଆମ ଜଗ ମୋହନ ଶାର❤❤

  • @sahadevsaha4721
    @sahadevsaha4721 7 месяцев назад

    ସାନ୍ତାଳୀ ମାନେ ହି ଧର୍ମ ରକ୍ଷା କରିପାରିବେ,ଜୟ ଜଗନ୍ନାଥ

  • @PremMajhi-ci7mq
    @PremMajhi-ci7mq 7 месяцев назад +2

    ଆଗରୁ କେବେ କୋଉ ଠି ରହୁଥିଲେ ସେଇଟା ଜଣାନାହିଁ ଏବେ ମନ୍ତ୍ରୀ ହେଲେ ଜେ ଘରେ ଖାଇବେ କାଲି ହୋଟେଲ ରେ ଖାଇବେ ଦୁନିଆର କଥା

  • @sachi-sarthak
    @sachi-sarthak 7 месяцев назад +4

    OTV ର କିଛି ଖଵର ନାଇ,ଏସଵୁ ଦେଖିଵ

  • @ShyamSundarHansdah-n3g
    @ShyamSundarHansdah-n3g 7 месяцев назад +2

    ମୋହନ ମାଝୀଙ୍କୁ କଟିକଟି ଜୁହାର,ଆମ ଭାଇ ମୋହନ ଭାଇ ହୀରା ମୋତି ମାଳିକ ସହିତ ସମାନ 👍

  • @spacecuriosity2304
    @spacecuriosity2304 7 месяцев назад +7

    Safal ଆଉ Minaji ବି ରଖିଥାଅ

  • @srisaidesignvastu9209
    @srisaidesignvastu9209 7 месяцев назад +14

    ଗାଁ କୁ ଧନ୍ୟବାଦ

  • @sonunajim2032
    @sonunajim2032 7 месяцев назад +16

    Mukhya Mantry Nija Khaiba Dekhaiba Paribarte Rajyab Ra Janata nka Khaiba Chinta Karile Bhala Heba .Cm Sir Bahuta Bhala Loka Biswasa Achhi Rajya Ra Gariba Lokanka Pain Nischinta Kichhi Karibe .....

    • @uttambaba6800
      @uttambaba6800 7 месяцев назад

      Sabu dino emiti chalibo fompa vasono 😅😢😂

  • @chittaranjan3168
    @chittaranjan3168 7 месяцев назад

    ମୁଖ୍ୟମନ୍ତ୍ରି ଭଲ ଘର ଟେ କରିପାରିଲେନି କିନ୍ତୁ ସ୍ତ୍ରୀ ନାମରେ ପେଟ୍ରୋଲ ଟାଙ୍କି କରିବାକୁ ଟଙ୍କା କୋଉ ଠୁ ଆଣିଲେ ।

  • @roshnimohapatra2797
    @roshnimohapatra2797 7 месяцев назад +3

    ଉତ୍କଳେ ପଖାଳ
    ସଞିବନି ସୁଧା
    ହରେ ଦେହ ମନ
    କ୍ଷୁଧା ତୃଷା ବାଧା.......
    ଓଡ଼ିଆ ହାଣ୍ଡିଶାଳ ର ପଖାଳ, ଶାଗଭଜା ଥରଟିଏ ଯିଏ ଖାଇଛି ସେ ଜୀବନ ରେ କେବେ ବି ଭୁଲି ପାରିବ ନାହିଁ ......ଜୟ ଶ୍ରୀଜଗନ୍ନାଥ.......❤

  • @sanjaysahoo5544
    @sanjaysahoo5544 7 месяцев назад +14

    ହଗିବାକୁ ଢାଳ ନେଇକି ଯିବେ କି କପଡା ରେ ପୋଛିବେ ଟିକେ ନଜର ରଖିବାକୁ ହେବ
    ନଈ ବନ୍ଧ ରେ z plus security 😂😂😂😂😂

    • @debabrata..
      @debabrata.. 7 месяцев назад +1

      😂😂😂

    • @geetanjalinayak8236
      @geetanjalinayak8236 7 месяцев назад

      😂😂😂😂

    • @gulfjobvacancy4599
      @gulfjobvacancy4599 7 месяцев назад

      @@sanjaysahoo5544 right,🤣🤣🤣🤣🤣🤣🤣🤣🤣 news bala tanka rumal re pochibe 🤣🤣🤣🤣🤣🤣🤣🤣🤣

  • @BijoyKumarDas-rc1ss
    @BijoyKumarDas-rc1ss 7 месяцев назад +22

    ସେ ତାଙ୍କ ପାଇଁ ମୁଖ୍ୟ ମନ୍ତ୍ରୀ, ଆମ ଗରିବ ଙ୍କ ପାଇଁ ଜଗନ୍ନାଥ ଭରଷା. ଆମ ମିଡିଆ ବାଲା ତାଙ୍କ latrine କଥା ବି ବଜାଇ ବାକୁ ପଛାଇବେନି . ମୁଖ୍ୟ ମନ୍ତ୍ରୀ ଯେମିତି ନବୀନ ବାବୁ ଙ୍କୁ ଟପି କାମ କରିବେ ସେ ଉପଦେଶ ଦିଅନ୍ତୁ. ଲୋକଙ୍କ ସରକାର ନାରା ଯେମିତି ସଫଳ ହେଉ.ଜଗନ୍ନାଥ ମହାପ୍ରଭୁ ତାଙ୍କୁ ନିରୋଗ ଓ ଦୀର୍ଘ ଯିବି କରନ୍ତୁ.

    • @ashutosh24279
      @ashutosh24279 7 месяцев назад

      Lokankara dita jinisa ra life re abasyak thae gote hauchi education au health ebe ta state re sabu school college pandian 5T re smart class karideichi aau health pai ebe odisha loka gandi mareibe bsky card hateidela ea puni au Naveen thu adhik kn kama Kariba sala Paisa asubidhare treatment napaiki loka maribe

    • @SrikantaParida-z9k
      @SrikantaParida-z9k 7 месяцев назад

      Tume Mane sabu sahi paruna

    • @BijoyKumarDas-rc1ss
      @BijoyKumarDas-rc1ss 7 месяцев назад

      କାଇଁ ଆମେ ସହିବା ନ ସହିବା କଥା କୋଉଠୁ ଆସିଲା ଭାଇ, ଆମେ ଜାଣିଛୁ ବଦଳିବ ସରକାର ବଦଳିବ ଶାସନ ଏ ଗରିବ ର ଭାଗ୍ୟ ଭାଇ ସବୁଦିନ ସମାନ, ଆମେ ସେତେବେଳେ ଖୁସି ହେବୁ ଯେତେବେଳେ ପ୍ରତି ପରିବାର ର ଲୋକ ରୋଜଗାର କ୍ଷମ ହେଇ ମାଗଣା ଦାନ କୁ ହାତ ପତାଉ ନ ଥିବେ, ଦଳ ଅପେକ୍ଷା ଯୋଗ୍ୟ ବ୍ୟକ୍ତିତ୍ଵ କୁ ଭୋଟ ଦେବେ. ପ୍ରତି ପାଞ୍ଚ ବର୍ଷ ରେ ସରକାର ବଦଳାଇବେ, ହିନ୍ଦୁ ମାନଙ୍କୁ ଆଦିବାସୀ ହରିଜନ ପଛୁଆ ବର୍ଗ କହି ବିଭାଜନ ବନ୍ଦ କରିବେ, ଛୋଟ ବଡ ର ବର୍ଣ୍ଣ ବୈଷମ୍ୟ ଅପେକ୍ଷା ଅର୍ଥନୈତିକ ବୈସମ୍ୟତା କୁ ଚିହ୍ନଟ କରି ସେମାନଙ୍କୁ ଅର୍ଥ ନୈତିକ ଉତ୍ଥାନ ପାଇଁ ଆଇନ୍ କରିବେ. ନଚେତ୍ ଆଉ 100 ବର୍ଷ ପର୍ଯ୍ୟନ୍ତ ଆମେ developed ତାଲିକା ରେ ସ୍ଥାନ ପାଇବୁ ନାହିଁ, ଜିନ୍ଦେଗି developng ରେ ଚାଲିଯିବ ଭାଇ,individual development is nation's development ଆମେରିକା ର ସ୍ଲୋଗାନ ଥିବାବେଳେ ଆମେ universal dev କୁ ଘୋଷି ଚାଲିଥିବା

  • @subhadasuchismitadas669
    @subhadasuchismitadas669 7 месяцев назад

    V good nija ghara khaeba re maja alaga prakare ❤️Jay Jagannath 🙏

  • @waterlife2998
    @waterlife2998 7 месяцев назад +2

    ମିଡ଼ିଆ ଭାଇ ମାନଙ୍କୁ ଅନୁରୋଧ ଆମର ଗୋଟେ ପିଲା ଝାଡା ହଉଛି ଆସି ଟିକେ ବାଇଟ ନିଅନ୍ତୁ କେତେ ଥର ହଗିଲା କେତେ ସୋରିଷ ବାହାରିଲା କେତେ ଭେଣ୍ଡି ମଞ୍ଜି ଆଉ କେତେ ଘୋଡା ଡିମ୍ବ ବାହାରିଲା ଜଣାଇବେ.ଲଜ୍ୟା ଲଜ୍ୟା........

  • @ranajitjena4668
    @ranajitjena4668 7 месяцев назад +6

    ଚାରି ବର୍ଷ MLA ହୋଇ ମଧ୍ୟ୍ୟ ନିଜ ଗାଁକୁ ରାସ୍ତାଟିଏ କରିପାରିଲାନାହିଁ ତୁମେ ଏବେ ମୁଖ୍ୟମନ୍ତ୍ରୀ ହୋଇ ଓଡିଶାକୁ ଏକ ନମ୍ବର କରିବ ବୋଲି କହୁଛ ଏହା କିପରି ସମ୍ଭବ ହେବ. ଆଜିକି 20 ଦିନ ହେବ ଓଡିଶାରେ ଶାସନ ଭାର ନେଲଣି ଯୋଉ କାମ କରିଛ ସବୁଥିରେ ଲୋକହସା ହୋଇଛ. ତୁମେ ସବୁ ହେଲ ଗୋଲାମ ଗୁଜୁରାଟି ଟାଉଟରଙ୍କର ତେଣୁ ତୁମେ କେବଳ ଗାଲୁଆମୀ ଭଲରେ କରି ଜାଣ

    • @djhbbbsr..2735
      @djhbbbsr..2735 7 месяцев назад

      Kn loka hasa tmee sala BjD chamcha emiti jaliba sabu maghiya

    • @djhbbbsr..2735
      @djhbbbsr..2735 7 месяцев назад

      20dina kn kahuchu be maghiya sala 12 dina heichii sarakr ku tu Maghiya BjD kukura sala

    • @Ranjankumar-fz8xj
      @Ranjankumar-fz8xj 7 месяцев назад +3

      ବିଜେଡି ସରକାର ୨୫ ବରସର ଶାସନ ଭିତରେ କେତେ ଓଡିଶକୁ ଟେକି ଦେଇଛନ୍ତି ବରଂ ଗରିବର ଏକ ନଂ ଭାବେ କରିଦେଇ ମାଫିଆ କଳା ବଜାରି Gunda ରାଜ୍ ଚଳେଥିଲେ

  • @DEBARAJMAJHI-n7m
    @DEBARAJMAJHI-n7m 7 месяцев назад +6

    Super Majhi ❤❤❤,juy maa, samali ❤❤❤

  • @gamechanger9683
    @gamechanger9683 7 месяцев назад

    ମୁଖ୍ୟ ମନ୍ତ୍ରୀ ଆଜି BJP କର୍ମୀ ସୋନାଲି ମୋନାଲିସା ଙ୍କୁ ଛାଡି ନିଜ ମାଇକିନା କୁ ପେଲିବେ

  • @chittaranjan3168
    @chittaranjan3168 7 месяцев назад

    ମୁକ୍ଷମନ୍ତ୍ରୀ କଣ ଆଗରୁ ଉପାସ ରହୁଥିଲେ ଯେ ଆଜି ତାଙ୍କ ଖାଇବାକୁ ଗଣମଧ୍ଯମରେ ପ୍ରଚାର କରୁଛ। ଚାମଚାଗିରି ଛାଡି ଭଲ କାମ କିଭଳି ହେବେ ଚିନ୍ତାକର।

  • @sanjaysahoo5544
    @sanjaysahoo5544 7 месяцев назад +5

    ସେହି ଖୁସିରେ ଗାଁ ରେ ସମସ୍ତ ଙ୍କୁ କଣ୍ଡୋମ ବଣ୍ଟା ର ବ୍ୟବସ୍ଥା କରାଯାଉ
    ଗାଈ ପ୍ରବଳ 😂😂

  • @Arout21016
    @Arout21016 7 месяцев назад +8

    Indian media- ରୋଷେଇ ଘରୁ ପାଇଖାନା ପର୍ଯ୍ୟନ୍ତ 😂😂

  • @basantakumarsahoo1442
    @basantakumarsahoo1442 7 месяцев назад +6

    A madam nka nua sharee bhala laguchi thanks OTV bala

  • @saumyaranjan2791
    @saumyaranjan2791 7 месяцев назад

    ଓଟିଭି ଭଳି ଗୋଟେ ସମ୍ବେଦନ ଶିଳ news channel ଏଭଳୀ ସାଧାରଣ news ପରିବେଷଣ କରିବା ଶୋଭା ପାଉନି

  • @KumarSitu-l9v
    @KumarSitu-l9v 7 месяцев назад

    Odisha ra c.m it's love you too ❤❤❤❤❤❤ Sri mohan majhi sir❤❤ love's from Sonepur

  • @David_darshan
    @David_darshan 7 месяцев назад

    ମୁଖ୍ୟମନ୍ତ୍ରୀ କେଉଁଠି ହଗିବେ ମୁତିବେ ସେହିଠା ବି ଦେଖାଅ

  • @sandeepkumarnayak5600
    @sandeepkumarnayak5600 7 месяцев назад

    ଆଉ କାହା ଘରେ ହଗିବେ ସେଇଟା ବି ଦୟାକରି ଜଣେଇବେ 🙏🙏

  • @Fans_Club185
    @Fans_Club185 7 месяцев назад

    ଆଗରୁ କଣ ସବୁବେଳେ 5⭐ ହୋଟେଲ ରେ ଖାଉଥିଲେ ନା ଖାଇବା ପାଇଁ ଘରେ କିଛି ନଥିଲା😅

  • @BinotMahanand
    @BinotMahanand 7 месяцев назад +1

    ଆମ ଗୋରିପିଲାଦେଖୀମୁଖ୍ୟମନ୍ତ୍ରିରୁପେଵୁହୁତଖୁସିଆମେ❤

  • @Bhabanishankarpati466
    @Bhabanishankarpati466 7 месяцев назад +1

    Congratulations to CM Mohan Majhi..He has a good personality.. Dont give any offensive wording on comment

  • @user-hv3tn9tm1t
    @user-hv3tn9tm1t 7 месяцев назад +6

    କି ଭାଗ୍ୟରେ ମୋହନ ଭାଇ

  • @AnilBagarty-zn6fy
    @AnilBagarty-zn6fy 7 месяцев назад +1

    କେନ୍ ଜାଗାରେ ହଗଲା ଯେ ହେଟାବି ଲାଷ୍ଟ୍ କେ ଦେଖାବୁ ଜିତ୍ ଲା ପରେ କେନ୍ କାମ୍ ଆମର ଓଡିଶା ର ଲାଗି କରୁନ୍ ଭଲ ହେବା

  • @manashnayak2794
    @manashnayak2794 7 месяцев назад

    ନୂଆ ଲାଗୁଚି ନା କଣ ନିଜ ଘରେ ନିଜେ ଖାଇବନି କଣ ନିୟୁଜ ଵାଲା ଙ୍କ ଘରେ ଖାଇବେ 😂😂😂ନା କଣ

  • @srikantapattnaik8585
    @srikantapattnaik8585 7 месяцев назад +1

    ଛି ଛି ଲଜ୍ୟା ଲାଗୁନି ଓ ଟିଭି କୁ
    ଏସବୁ ଖବର ଦେଖାଉଛି।

  • @ommprakashbal3376
    @ommprakashbal3376 7 месяцев назад

    Best cm ❤ cm majhi

  • @Reenabehera0
    @Reenabehera0 7 месяцев назад +12

    Bahut sundar bahut sundar ❤❤❤❤❤❤❤❤❤❤❤❤

  • @Rakeshkumar-help
    @Rakeshkumar-help 7 месяцев назад +1

    Media nathile ame kemiti dekhithanteje cm hoba purbarucm sir kn karuthile sarapancha 8:09

  • @mahapatracreation123
    @mahapatracreation123 7 месяцев назад +1

    ଆଗରୁ କେବେ ଖାଇ ନ ଥିଲେ ଘରେ ଆଜି ଫାଷ୍ଟ ଟାଇମ୍ ଖାଇବେ କାଏ ସେ ହୋ। ଆଗରୁ ବାହାରେ ଖାଉଥିଲେ

  • @sarbeswarpradhan9427
    @sarbeswarpradhan9427 7 месяцев назад

    ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻

  • @edityboysagar4824
    @edityboysagar4824 7 месяцев назад +1

    ସେ କଣ ଆଗରେ ଲଣ୍ଡନ ରେ କାହୁଥିଲେ ଘରେ ତ କହିବେ ସମସ୍ତେ ଜାଣିଛନ୍ତି ଆଉ କଉଟି ଅଗୁଛନ୍ତି ସେଟା ବି ଭିଡିଓ ବନେଇକି କହିଦିହ ସେଟା ବି ଆମେ ଜାଣିନୁ ଓଡ଼ିଶା ର ଲୋକ ଜାଣିବୁ

  • @bijaymishra6797
    @bijaymishra6797 7 месяцев назад

    Beautiful information very Very nice thanks from RUKMINI PRODUCTION 🎉🎉🎉🎉

  • @Rakeshkumar-help
    @Rakeshkumar-help 7 месяцев назад +1

    Sakaratmak chintadhara haba darakaraauu cm sir ru janata asa karibe auu garibaku sahajya kariba

  • @BirajmohanPalei
    @BirajmohanPalei 7 месяцев назад

    Cool and calm CHIEF MINISTER OF ODISA... OUR CM. MOHAN SIR IS LIKE MS.DHONI ❤

  • @sashikanthota1477
    @sashikanthota1477 7 месяцев назад +9

    Thumbnail ଦେଖିକି ମୁଁ ଭାବିଲି ୟା ପରେ ପୂର୍ବ video ଟା ନିଶ୍ଚୟ ଆସିଥିବ ଯେ ମୁଖ୍ୟମନ୍ତ୍ରୀ ଏଇ ସ୍ଥାନରେ ଦିନେ ମଳତ୍ୟାଗ କରୁଥିଲେ ।

  • @TRIBEVLOGGERJANI
    @TRIBEVLOGGERJANI 7 месяцев назад

    ମୁଖ୍ୟମନ୍ତ୍ରୀ ଆଜି କେଉଁଠାରେ ଖାଇବେ , ହଗିବେ , ମୁତିବେ, ସେଇ ଖବର ହିଁ ପରିବେଷଣ କର ଗରିବ ଜନତା ଙ୍କ ଖବର ଆଖିକୁ ଦିଶୁନି ବୋଧେ। 😡😡😡

  • @dilippatra7900
    @dilippatra7900 7 месяцев назад +9

    ଏଶଳା ଟିଭି ଚ୍ୟାନେଲ ର କାମ କିଛି ନାହିଁ

  • @chsatyampraharaj7406
    @chsatyampraharaj7406 7 месяцев назад

    ଖାଲି ଖାଇବେ ଆଉ ମଳତ୍ୟାଗ କରିବେନି?? ଭାଇ ମାନେ ଟିକେ ଇନଫର୍ ମେସନ ଟା ଭଲ ରେ ବୁଝିକି ଦିଅନ୍ତୁ।

  • @BiniBinita
    @BiniBinita 7 месяцев назад

    Cm sir 🙏🏻

  • @soubhagyamohanty5152
    @soubhagyamohanty5152 7 месяцев назад

    Excellent 👌

  • @sukantraj2931
    @sukantraj2931 7 месяцев назад

    ଓଟିଭି ରହିଥାଅ ଲାଟିନ ଯିବେ ଦେଖେଇବେ ଜଗିଥାଅ

  • @saratdalai9265
    @saratdalai9265 7 месяцев назад

    ଆଗରୁ ଆଉ କୋଉଥେ ଖାଉଥିଲେକି ବାଳ ସମ୍ବାଦ

  • @DebendranathTudu-yj9nk
    @DebendranathTudu-yj9nk 7 месяцев назад +2

    ମୋହନ ମାଝୀ କୋଉଠି ହଗିବେ ସେଇଟା ବି ଟିକେ ଦେଖେଇବାକୁ କଷ୍‌ଟ କରିବେ।

  • @abhibiswal8750
    @abhibiswal8750 7 месяцев назад +1

    ଆଗରୁ ବୋଧେ ତମ ଘରେ ଖାଉ ଥିଲେ ,, ନିଜ ଘର ଲୋକ ନିଜ ଘରେ ହିଁ ଖାଆନ୍ତି ,,

  • @rinapanda7224
    @rinapanda7224 7 месяцев назад

    Jai Jagannath ❤ Omm jai mata di ❤

  • @The_one_yash
    @The_one_yash 7 месяцев назад

    Simple and honest CM

  • @ChandanNahak-l2k
    @ChandanNahak-l2k 7 месяцев назад +2

    Thank you otiv

    • @satyajitmishra9281
      @satyajitmishra9281 7 месяцев назад

      ଭାଇ ସେଟା otv. Otiv ନୁହେଁ 😅

  • @jayhindjaybharat2515
    @jayhindjaybharat2515 7 месяцев назад +2

    Modi ji great cm selection.... odisha state.....💯🥰♥️🖤🙏🙏majhi sir 🙏🙏

  • @AshokPanda-qt4qn
    @AshokPanda-qt4qn 7 месяцев назад

    Mohan Sir Prakrutre jane Saral Byaktitwa Simple Foodig Simple living and High Thinking

    • @AshokPanda-qt4qn
      @AshokPanda-qt4qn 7 месяцев назад

      Ananda Hebata Swababhik

    • @AshokPanda-qt4qn
      @AshokPanda-qt4qn 7 месяцев назад

      Ajira Juba Samaja Tanku Sahajog kari Ama Rajya ku Agaku nebapain Anurodha Jai Maa Bharati 🙏

  • @KishanKumar-to7gh
    @KishanKumar-to7gh 7 месяцев назад

    କଣ ହଗୁଛି ସେଇଟା ବି ଦେଖାଅ

  • @sarojinibagh1990
    @sarojinibagh1990 7 месяцев назад +1

    Mohan sarkar jindabad

  • @Sita-s5b
    @Sita-s5b 7 месяцев назад +15

    Super mekup madam

  • @Entertainment-dj6lw
    @Entertainment-dj6lw 7 месяцев назад

    Down to earth...❤

  • @PriyambadaMishra-um9kq
    @PriyambadaMishra-um9kq 7 месяцев назад

    Very. Perfect. Man. Lik3a

  • @KanhuPatra-il6bf
    @KanhuPatra-il6bf 7 месяцев назад

    Se ଖାଲି କେନ୍ଦୁଝର ମୂଖ୍ୟ ମନ୍ତ୍ରୀ ବୋଧେ

  • @PramodBehera-zn3vn
    @PramodBehera-zn3vn 7 месяцев назад

    Sir.Thankas.Garibarra.God

  • @sinigahembramsiniga8356
    @sinigahembramsiniga8356 7 месяцев назад

    ଜାହା କରୁଛ କର ଜାହା ଦେଖାଉଛ ଦେଖାଅ ମନା ନାହିଁ । କିନ୍ତୁ କୋଉଠି ହଗିଲେ କୋଉଠି ମୁତିଲେ ସେଗୁଡ଼ିକ ଭାଇ ଦୟାକରି ଟିକେ stop କର🤫

  • @hariharasahoo428
    @hariharasahoo428 7 месяцев назад +5

    ଯୋଉ ମାନଙ୍କୁ ଏ news vala ଲାଗୁନି.. ତମେ ଦେଖନି 🤣🤣

    • @srikantpanda6920
      @srikantpanda6920 7 месяцев назад +2

      Shala Laja Laguni Tote Eita News😂

    • @gulfjobvacancy4599
      @gulfjobvacancy4599 7 месяцев назад

      @@hariharasahoo428 jaha ku sarama nahi era dekha

  • @chandanroychandan3142
    @chandanroychandan3142 7 месяцев назад +2

    ଆଗରୁ କଣ ମାଗିକି ଖାଉଥିଲେ କି 😅

  • @_random_info
    @_random_info 7 месяцев назад

    ବାଳ ନିଉଜ ଦେଖାଉଚ ୟେ ସବୁ। କି ଦିନ ଆସିଲାଣି ଏଇ ନିଉଜ ସବୁ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ନିଜ ଘରେ ଖାଇବେ ତୁମେ ଅଇଁଠା ଚାଟି ଦେଇ ଆସ ରିପୋର୍ଟର ମାନେ। 😂😂

  • @budhadevraut
    @budhadevraut 7 месяцев назад

    ଝାଡା କୁଆଡେ ଗଲେ ପଡିଆକୁ ନା ଲାଟିନ୍ ଟିକେ ଦେଖେଇ ଲେ ବେଶୀ ହାଇଲାଇଟି ହେଵ

  • @mamatabadatya2357
    @mamatabadatya2357 7 месяцев назад

    ଆମେ ଲୁଣ ଲଙ୍କା ଖାଉଚୁ କାଇଁ କୋଉ ମିଡିଆ ଆମ ଘରକୁ ଆସୁ ନାହାନ୍ତି। ଟିକିଏବି ଲାଜ ଲାଗୁନି OTV chenel କୁ। ଟଙ୍କା ଯୁଆଡେ ସବୁ ରିପୋଟର୍ ଭାଈ ମାନେ ସିଆଡେ। ଛି

  • @snehasishmohapatra7370
    @snehasishmohapatra7370 7 месяцев назад +3

    Mukhyamantri chadi bhi kholile taku bhi OTV ଦେଖେଇବ.Tankara Mrs na re 3 ta petrol ଟାଙ୍କି କୋଉଠୁ ଆଉ କେମିତି ଆସିଲା ତାକୁ kahuna.

    • @subuuSa
      @subuuSa 7 месяцев назад +1

      Thik kahi chha bhai

    • @subuuSa
      @subuuSa 7 месяцев назад +1

      Sabu ja ka chora

  • @tnanda1432
    @tnanda1432 7 месяцев назад +1

    ନବୀନବାବୁ ଙ୍କୁ ଡାକି ଥିଲେ ଭଲ ହେଇଥାନ୍ତା

  • @Mukesh1993Sahu
    @Mukesh1993Sahu 7 месяцев назад

    ମୁଖ୍ୟମନ୍ତ୍ରୀ କେନ ଝାଡ଼ା ବସବେ
    ?
    ନିଜ ଘରେ ନା ଆଉ କଉଠୀ 😂😂😂

  • @aDviKSipUn_42
    @aDviKSipUn_42 7 месяцев назад

    ମୁଖ୍ୟମନ୍ତ୍ରୀ ଆଜ୍ଞା ଝାଡ଼ା କୋଉଠିକି ଯିବେ ଆଜି... ତାଙ୍କ ଘରେ ନା ପଡୋଶୀ ଙ୍କ ଘରେ . 😂.. ସେ news ବି cover କର 😂

  • @daitaridash5351
    @daitaridash5351 7 месяцев назад

    ମୁଖ୍ୟମନ୍ତ୍ରୀ ଆଗରୁ କଅଣ ପର ଘରେ ଖାଉଥିଲେ ଆଜି ନିଜ ଘରେ ଖାଇବେ, ଅଲାଯୁକ ମେଡ଼ିଆ

  • @Dusmantagochhyata
    @Dusmantagochhyata 7 месяцев назад

    Jay Jagannath

  • @BijoyKumarDas-rc1ss
    @BijoyKumarDas-rc1ss 7 месяцев назад

    ଜଣେ bachelor C M ହେଇ ଥିଲେ ନିର୍ଭୟ ରେ କାମ କରି ଥାନ୍ତେ.Pm ଏକ ପ୍ରକାର ବ୍ୟାଚଲର,ଯୋଗିବଚେଲୋର୍,ପୂର୍ବ CM bachelor,au BJP ରୁ ଜଣେ ବ୍ୟାଚଲର ହେଇଥିଲେ ଭଲ ହେଇଥାନ୍ତା.dedication, discipline ରହି ଥାଆନ୍ତା.

  • @prataprout6269
    @prataprout6269 7 месяцев назад

    Congratulations

  • @aiswaryamohapatra.6710
    @aiswaryamohapatra.6710 7 месяцев назад +2

    He prabhu nija ghare kahile kan ethire dekheibara achi

  • @srinupatnaik6436
    @srinupatnaik6436 7 месяцев назад

    କେଵେ ଘରେ chief minister ଖାଉ ନ ଥିଲେ କି ବିରୋଧୀ m .l a ଥିଲା ଵେଲେ
    ଏହି ଜିନଷ କୋରୁ ନ ଥିଲୋ ଏବେ କୁସାମତ କରୁଛ

  • @The_dark_Shadow01
    @The_dark_Shadow01 7 месяцев назад

    ଛିଇ ଛିଇ ଗୋଦି-ମିଡିଆ ର କି ଦୁର୍ଦ୍ଦଶା ...News ମିଳିଲା ନି ଶେଷରେ ହଗିବା ମୂତିବା ପଛରେ ଗୋଡେଇଲେ .... 😂😂😂😂😂

  • @BharatBhua
    @BharatBhua 7 месяцев назад

    Congratulation mohan sir you are came to your birth Place🇳🇪

  • @SDLifestyle
    @SDLifestyle 7 месяцев назад

    Ei Khabar media dekhauchhanti amara cm nku bahut khusi laguthiba

  • @snehalatasahoo2993
    @snehalatasahoo2993 7 месяцев назад

    ଆଗରୁ କୋଉଠି ଭୋଜନ କରୁଥିଲେ?????😅

  • @dhirojkumar05
    @dhirojkumar05 7 месяцев назад

    ମୁଖ୍ୟ ମନ୍ତ୍ରୀ ଆଜି ତାଙ୍କ ନିଜ ଘରେ ହାଗିବେ news 😂

  • @tilum-hu3zr
    @tilum-hu3zr 7 месяцев назад

    Bhai sabu odiya nkar desi khaiba pasand

  • @bibhuprasadpradhan8968
    @bibhuprasadpradhan8968 7 месяцев назад

    Oh odia asmita chanel

  • @manoranjsahoo9197
    @manoranjsahoo9197 7 месяцев назад

    Odisha ki 🙏 cmo🎉Odisha ki dasi🎉khana🎉kha🎉ker🎉jayengey apna ghar may
    Es🎉say bad🎉ker aur kiya cha he hay 🙏

  • @chakradharofficial6837
    @chakradharofficial6837 7 месяцев назад +2

    କେତେ ଦିନରୁ ଭୋକରେ ଥିଲା ଯେ ଏତେ ସାରା ରୋଷେଇ କରିକି ରଖିଛ