ରବିବାର ଛୁଟିକୁ ନେଇ ବଢୁଛି ବିବାଦ... | EP-27 | Argus Spotlight

Поделиться
HTML-код
  • Опубликовано: 8 фев 2025
  • ରବିବାର ଛୁଟି : କେବେଠୁ, କାହିଁକି ?
    #ArgusDigital #ArgusSpotlight #SangramwithArgus #SpecialProgramme #sunday #holiday #weeklyoff
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    RUclips- / @argusdigital.official
    Instagram: / argustvdigital

Комментарии • 561

  • @SubhendukumarSahani
    @SubhendukumarSahani День назад +2

    ଜୟ ଶ୍ରୀ ରାମ
    ଜୟ ଶ୍ରୀ କୃଷ୍ଣ
    ଜୟ ଶ୍ରୀ ଜଗନ୍ନାଥ

  • @UTTAMCHARANSAHU
    @UTTAMCHARANSAHU 17 дней назад +308

    ବାୟା ହୋଇଯିବେ ସମସ୍ତେ। ପରିଣାମ ଓ ପରିସ୍ଥିତି ଦେଶର ବିକାଶରେ ନିଶ୍ଚୟ ବାଧା ସୃଷ୍ଟି ହେବ। ବେଶୀ ଚତୁରତା ଦେଶ ପାଇଁ ବିଷ ସଦୃଶ କାର୍ଯ୍ୟ କରିବ।

    • @Uunshraita5597
      @Uunshraita5597 17 дней назад +10

      ଇଂରାଜୀ ମାନଙ୍କର ଛୁଟି ବୁଲି ଏମିତି ମନ

    • @swapnilraja1409
      @swapnilraja1409 17 дней назад +2

      U r rt

    • @BijaykumarSahoo-bb7ds
      @BijaykumarSahoo-bb7ds 17 дней назад +1

      Right brother. Few demon dignitaries want to kill humanity.

    • @aclass8356
      @aclass8356 16 дней назад

      @@Uunshraita5597 uneducated boli samastanku dekhaini , tama saha desha pain bi kharab

    • @gurucharanbarik7817
      @gurucharanbarik7817 16 дней назад +10

      ରବିବାର ଦିନ ସରକାରୀ ଅଫିସ ଖୋଲା ରହିଲେ ବେସରକାରୀ ସଂସ୍ଥା ମାନଙ୍କରେ କାମ କରୁଥିବା କର୍ମଚାରୀ ମାନେ ଉପକୃତ ହେବେ,

  • @starmohapatra
    @starmohapatra 16 дней назад +87

    ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ନିହାତି ଆବଶ୍ୟକ।

  • @piterwithmusic9549
    @piterwithmusic9549 16 дней назад +50

    ଖ୍ରୀଷ୍ଟ ପୂର୍ବ, ଖ୍ରୀଷ୍ଟାବ୍ଦ ଏବଂ ରବିବାରକୁ କେହି ପରିବର୍ତ୍ତନ କରିପାରିବେ ନାହଁ। ଯା ହେଇନି ବାଳୁତ କାଳେ ତା ହୋଇବ କି ପାଚିଲା ବାଳେ।❤❤❤

    • @sslenka-j3o
      @sslenka-j3o 15 дней назад

      That is CE and BCE.
      Common era and Before common era

  • @samsonmallick8202
    @samsonmallick8202 16 дней назад +114

    ଯେଉଁମାନେ ଇଂରେଜମାନଙ୍କ ଛୁଟି,କ୍ରିଷ୍ଟିଆନ ମାନଙ୍କ ଛୁଟି ବୋଲି କହୁଛନ୍ତି ସେମାନଙ୍କ ପିଲାମାନେ ହିଁ ଇଂଲିଶ ମିଡିୟମ ସ୍କୁଲରେ ପଡୁଛନ୍ତି,

    • @sipumallick3870
      @sipumallick3870 16 дней назад +2

      Praise the lord, Samson Bhai

    • @SURYAKANTAGHADAI-n2t
      @SURYAKANTAGHADAI-n2t 16 дней назад

      @@sipumallick3870yes bro Jay Jagannath

    • @DaNgUaKoLa-8v
      @DaNgUaKoLa-8v 15 дней назад +1

      Semiti hele ta tume b dine english subject podhicho

    • @banamalihansdah8463
      @banamalihansdah8463 15 дней назад

      ଆଜ୍ଞା ଜ୍ଞାନ ନବାପାଇଁ ବା ଅନ ଜାତି ସହ ଭାଷାର ଭାବ ବିନିମୟ ସହ ତାଳ ଦେଇ ଯିଏ ଯିବା ପାଇଁ ଚାହେଁ ସିଏ ସବୁ ଶିଖି ପାରିବ ଆଜ୍ଞା... ମୁଁ ଚାହେଁ ସପ୍‌ତାହକୁ ୨ ଦିନ ଛୁଟି ହଉ ବୁଧବାର ଓ ଶନିବାର,,କାରଣ ରବିବାର ଛୁଟି ହୋଇଥିବାରୁ ଇଂରେଜ,ଖୀର୍‌ଷ୍‌ଟିଆନ ମାନକଂର ଦବଦବା ଆମ ଭାରତରେ ତାଂକର ବେଶି ବଢି ଯାଇଛି,ଆମ ଭାରତର ସାଧାରଣ ଲୋକମାନଙ୍କୁ ଖିରିଷ୍‌ଟିଆନ୍‌ମାନେ ଜୋର୍‌ସୁର ପର୍‌ଚାର୍‌ କରି ଖିରିଷ୍‌ଟିଆନ ଧର୍‌ମ ରେ ସାମିଲ୍ କରୁଛନ୍ତି

    • @SANTOSHJANI-z9m
      @SANTOSHJANI-z9m 13 дней назад

      ​@@banamalihansdah8463ତମେ ତମର ହିନ୍ଦୁ, ଗୀତା ଖରାନ୍ ପ୍ରଚାର କରୁନ ତୁମକୁ କିଏ ମନା କରୁଛି?

  • @binayakmishra4017
    @binayakmishra4017 16 дней назад +32

    ଶରୀରକୁ ବିଶ୍ରାମ ପାଇଁ, ବ୍ୟକ୍ତି ଗତ ଘରୋଇ କାର୍ଯ୍ୟ ପାଇଁ ସାପ୍ତାହିକ ଛୁଟି ର ଆବଶ୍ୟକତା ଅଛି ।

  • @rameshsahoo5153
    @rameshsahoo5153 16 дней назад +77

    ଯିଏ ରବିବାର ଛୁଟି ରେ କାମ କରିବାକୁ କହୁଛି ତାଠାରୁ 75% GST ଆଦାୟ କରାଯାଉ ଜୟ ହିନ୍ଦ୍

  • @subratpanda7712
    @subratpanda7712 16 дней назад +94

    ଅତି ଖରାପ ହେବ

  • @SANTOSHJANI-z9m
    @SANTOSHJANI-z9m 17 дней назад +181

    ଛୁଟି ଦିନ ବଦଳାଇ ଦେଲେ ଦେଶ ବିକାଶ ହେବ ନାହିଁ ଆଜ୍ଞା।

    • @rabindrakumarmohanty9415
      @rabindrakumarmohanty9415 16 дней назад

      @@SANTOSHJANI-z9m ଚାଉଳ ପାଞ୍ଚ କିଲୋ ପାଇଁ ଧର୍ମ ବଦଳେଇ ଦେଲେ କଣ ଦେଶ ବିକାଶ ହେଵ,ପ୍ରମମେ ନିଜକୁ ଚିହ୍ନ ତୁମେ ଏ ପୁଣ୍ୟଭୂମି ଭାରତ ବର୍ଷ ର ଅମୃତ ସନ୍ତାନ ପାଞ୍ଚ ହଜାର ବର୍ଷ ର ସର୍ବ ପୁରାତନ ସଂସ୍କୃତିର ସନାତନୀ ମାନଙ୍କ ର ଦେଶ।ନିଜ ଧର୍ମ ରେ ଵଞ୍ଚିବା ପାଇଁ ଶିଖ ଵିଦେଶୀ ମାନଙ୍କ ର ଧର୍ମ କୁ ଆଦରୀ ନିଜକୁ ହିନ କରିଵା ପାଇଁ ଚେଷ୍ଟା କରନ୍ତୁ ନାହିଁ।ଆମେ ମହାନ ଆମ ଦେଶ ମହାନ ଆମ ଧର୍ମ ମହାନ୍ ଆମ ସଂସ୍କୃତି ମହାନ ଆମ ପରମ୍ପରା ମହାନ।

    • @manoj6451
      @manoj6451 14 дней назад +1

      @@SANTOSHJANI-z9m bilkul right

    • @sekharhs7494
      @sekharhs7494 14 дней назад

      Dharma ku neiki khela ta kheli paribe 😅😅😂😂

    • @rabindrakumarmohanty9415
      @rabindrakumarmohanty9415 14 дней назад

      @@SANTOSHJANI-z9m ଛୁଟି ଦିନ ଵଦଳାଇ ଦେଲେ ଦେଶର ଵିକାଶ କିପରି ହେବନାହିଁ, ଇଂରେଜ ଗଲେ ରବିବାର କାହିଁକି ଛୁଟି ହେବ କଣ ଚର୍ଚ୍ଚ ରେ ପ୍ରାର୍ଥନା କରିଵା ପାଇଁ ଭାରତ ହିନ୍ଦୁ ଦେଶ ସେଇ ଅନୁସାରେ ଛୁଟି ହେବ।

    • @SANTOSHJANI-z9m
      @SANTOSHJANI-z9m 13 дней назад

      ଆପଣ ଲୋକମାନଙ୍କ ବିରୋଧରେ ଯାଆନ୍ତୁ ନାହିଁ।ଆଗ ଦେଶ କେମିତି ବିକାଶ ହେବ ସେଇଟା ଚିନ୍ତା କରନ୍ତୁ।​@@rabindrakumarmohanty9415

  • @salmanmallick435
    @salmanmallick435 16 дней назад +91

    ସପ୍ତାହର ଗୋଟିଏ ଦିନ ଛୁଟି ନିହାତି ଆବଶ୍ୟକ

  • @adityakhatua8304
    @adityakhatua8304 16 дней назад +38

    ସେମାନେ ସମସ୍ତେ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି

  • @anamgamango
    @anamgamango 16 дней назад +27

    ରବିବାର ଛୁଟି ଦରକାର

  • @BaikunthaNaik-rm5b
    @BaikunthaNaik-rm5b 16 дней назад +40

    ପବିତ୍ର ବାଇବଲ ଲିପିବଦ୍ଧ ଅଛି
    ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ; ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ଦାସୀ, ତୁମ୍ଭର ପଶୁ, କି ତୁମ୍ଭର ନଗରଦ୍ୱାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ। ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି।
    ଯାତ୍ରା ପୁସ୍ତକ 20:8-11
    ଏ ଦିନ କୁ ଈଶ୍ୱର ନିରୁପଣ କରିଛନ୍ତି ଏ ଦିନକୁ ମନୁଷ୍ୟ ବଦଳେଇ ପାରିବନି
    ଜଧିବି ବଦଳେଇ ବା ପାଇଁ ଚେଷ୍ଟା କଲେ ମହା ବିପଦି ଘଟିବ

    • @Rakeshsahu678
      @Rakeshsahu678 16 дней назад +1

      Bhai alha ishwar god ku mu bilkul khatir karena tathapi mu sukhare achhi

    • @BaikunthaNaik-rm5b
      @BaikunthaNaik-rm5b 16 дней назад +1

      @Rakeshsahu678
      ଯେଉଁ ଟା ଭାଈ ସୁଖ ଭାବୁଚୁ ସେହିଟା ସୁଖ ନୁହେଁ
      ତମର ବକାମି
      ଈଶ୍ୱର ଜଣେ ଅଛନ୍ତି ବୋଲି ଏ ବିଷୟକୁ କେହି ନାସ୍ତି କରିପାରିବେ ନାହିଁଁ
      ତମ ଈଛା ତମେ ବିଶ୍ବାସ କରି ବ ନ କରିବ ସେଇଟା ତମ ଇଚ୍ଛା

    • @shyamuelkandir5545
      @shyamuelkandir5545 16 дней назад +1

      Hallelujah ❤️praise the lord ❤️ jai masih ki ❤️Amen❤❤❤

    • @Aswinagomango
      @Aswinagomango 16 дней назад

      ​@@Rakeshsahu678dine pastaibo but time no tibo

    • @BaikunthaNaik-rm5b
      @BaikunthaNaik-rm5b 16 дней назад

      @@shyamuelkandir5545
      AMEEN

  • @kilogram382
    @kilogram382 16 дней назад +44

    ପ୍ରତ୍ୟେକ କର୍ମ ଚାରୀଙ୍କୁ ବିଶ୍ରାମ ଦିବସକୁ ବିଶ୍ରାମ ନେବା ଆବଶ୍ୟକ।Happy HD❤❤❤

  • @mr.pradeepofficial5816
    @mr.pradeepofficial5816 16 дней назад +31

    ଏହା ଏକ ମୂର୍ଖାମୀ

  • @bapinaswain7829
    @bapinaswain7829 17 дней назад +117

    Sunday always holiday , it's don't change

    • @SeturajPradhani
      @SeturajPradhani 16 дней назад +2

      Sunday କାହିଁକି?? Monday କାହିଁକି ନୁହେଁ , ଆମର ସୋମବାର ପବିତ୍ର ବାର

    • @rabindrakumarmohanty9415
      @rabindrakumarmohanty9415 16 дней назад +3

      @@SeturajPradhani ଆମ ଦେଶ ହିନ୍ଦୁ ଦେଶ ତେଣୁ ଖୀଷ୍ଟ୍ରୀୟାନ ମାନଙ୍କ ଭଳି ରବିବାର ଛୁଟି ନ ନେଇ ସୋମବାର ନେବା ଠିକ୍ ହେଵ।

    • @Indian-y2f
      @Indian-y2f 16 дней назад

      ​@@rabindrakumarmohanty9415ଭାରତ କେବଳ ହିନ୍ଦୁଙ୍କ ଦେଶ ନୁହେଁ , ଦେଶ ସ୍ବାଧୀନ ପାଇଁ ସବୁଧର୍ମର ଲୋକ ସହିଦ ହୋଇଛନ୍ତି । ଚୁଟି ପାଇଁ ଧର୍ମ କୁ ଏମିତି ବିଧର୍ମ କରିବା ହୀନ ମାନସିକତାର ପରିଚୟ ।

    • @Indian-y2f
      @Indian-y2f 16 дней назад +2

      ​@@SeturajPradhanisunday ଛୁଟି ହେଲେ ତମର କଣ କ୍ଷତି ହେଉଛି monday ଚୁଟି ହେଲେ କଣ ଲାଭ ହେଉଛି ? ଏ ସବୁ ହୀନ ରାଜନୀତି ଛାଡ଼ି ଦେଶର ବିକାଶ କୁ ପ୍ରାଧାନ୍ୟ ଦିଅ ,

    • @mrperfect7256
      @mrperfect7256 14 дней назад

      ​@@rabindrakumarmohanty9415💯

  • @XZMLSREELEELASHORTS167
    @XZMLSREELEELASHORTS167 16 дней назад +21

    ରବିବାର ଦିନ ହେଉଛି ପବିତ୍ର ଦିନ ଇଶ୍ଵର ଙ୍କ ଆରାଧନା ସ୍ତୁତି ପ୍ରାଥନା କରିବା ଦିନ ବାଇବେଲ ପଡନ୍ତୁ ଜାଣିବ,ଯଦି ବଦଳାଇବ ତାହେଲେ ଇଶ୍ଵର ବିରୁଦ୍ଧରେ କରୁଛ

    • @RILAMALAJIWALJHARNA
      @RILAMALAJIWALJHARNA 16 дней назад +1

      Bible bholoki podho vai

    • @NILAMANIHO
      @NILAMANIHO 15 дней назад

      ରବି ବାର ବୋଲି କୋଉ ପଦସ୍ଥଳ ରେ ଲେଖା ହୋଇଛି ଭାଇ ଟିକିଏ ପବିତ୍ର ବାଇବଲ ରୁ ଖୋଲି କି ଦେଖା ଇ ପାରିବେ କି?😭😭😭😭😭

  • @SanjibBagarti-d6h
    @SanjibBagarti-d6h 16 дней назад +46

    ରବିବାରରେ ଡାକ୍ତରଖାନା ଖୋଲା ହେଲେ ଡାକ୍ତର ନଥିବେ ଏହା ସରକାରଙ୍କ ନୀତି

  • @krushnachandrapal57
    @krushnachandrapal57 17 дней назад +33

    ସପ୍ତହରେ ୬ ଦିନ ଛୁଟି ଆଉ ଗୋଟିଏ ଦିନ ଖୋଲା ହେଲେ ଭଲ ହୁଅନ୍ତା 🤣

  • @Sengel484
    @Sengel484 16 дней назад +15

    ମୂର୍ଖ ଦଳ ଛୁଟିକୁ ବି ଧର୍ମ ସହ ଯୋଡ଼ିଲେ.😂😂😂 ରବିବାର ଯଦି ଖ୍ରୀଷ୍ଟିୟାନ ମାନଙ୍କର ,ହିନ୍ଦୁମାନେ ସୋମବାର ନିଅ ,ମୁସଲମାନମାନେ ମଙ୍ଗଳବାର ନେବେ ,ବୁଧବାର ବୁଦ୍ଧିଷ୍ଟମାନେ ନେବେ ,ଗୁରୁବାର ଜୈନମାନେ ,ଶୁକ୍ରବାର ଶୀଖମାନେ ,ଶନିବାର ଆଦିବାସୀମାନେ ନେବେ ଏବଂ ଆଉ ଯାହା ରହିଲେ ହଗରା ମୂତରା ସବୁ ଦିନ ଛୁଟି ନିଅନ୍ତୁ .😂😂😂

  • @SuperHitsOdia
    @SuperHitsOdia 16 дней назад +9

    କିଛି ବି ପ୍ରଭାବ ପଡ଼ିବନି ।

  • @balabhadrabaral8095
    @balabhadrabaral8095 16 дней назад +24

    ଅନ୍ୟ ଦେଶ ଠାରୁ ଭାରତ ଅଲଗା ଚିନ୍ତାଧାରାର ।ଅଧିକାଂଶ କର୍ମଚାରୀ୧୦ ଟା ରେ ଅଫିସ ଆଶନ୍ତି ନାହିଁ।୨ଟା ହେଲେ ଖାଇବାକୁ ଗଲେ ୩ ,ରୁ ୪ଟା ପରେ ଆସନ୍ତି । କେତେଘଣ୍ଟା କାମ କରନ୍ତି ।ଶିକ୍ଷା ଅନୁଷ୍ଠାନ କୁ ବାଦ୍ ଦେଲାପରେ ପ୍ରାୟ ଅଧିକାଂଶ ଅଫିସ ର କର୍ମଚାରୀ ଠକ। ଆଇନ୍ କାନୁନ୍,କଠୋର କରି ଛୁଟି ବଢାନ୍ତୁ ।

  • @vladimirputin6530
    @vladimirputin6530 16 дней назад +20

    ବିଶ୍ୱରେ ୩ ଦିନ ଛୁଟି ହେଲାଣି , ଭାରତ ସରକାର ଏବଂ କମ୍ପାନୀ ସେଥିପ୍ରତି ଧ୍ୟାନ ଦିଅନ୍ତୁ , । ରବିବାର , ଶନିବାର ଏବଂ ଗୁରୁବାର ଛୁଟି ହେଉ ।

    • @satyabratasahoo2577
      @satyabratasahoo2577 16 дней назад +4

      ସପ୍ତାହ ପୁରା ଛୁଟି ନେଇ ଘରେ ଶୋଇ ଯାଅ , ଭଲ ହେବ ,

    • @banamalisahoo9664
      @banamalisahoo9664 15 дней назад

      Are bhai modi 200lack crore loan karichi, corporate manku loan chada karichi,desh re loan re budiki achi tenu company kahuchi 90 ghanta kama karibaku kahuchi

  • @SalimGadaka
    @SalimGadaka 15 дней назад +2

    ରବିବାରରେ ଯଦି ବାସ୍ତବରେ ଛୁଟି ବନ୍ଦ କରାଯାଏ,ତେବେ ଏହା BJP ସରକାରର କିଛି ଧର୍ମଅନୁଷ୍ଠାନିକ କ୍ଷେତ୍ରକୁ ନେଇ,ଏକ ରହସ୍ୟମୟ ଗୁପ୍ତ ଷଡଯନ୍ତ୍ର ହେଇପାରେ

  • @basudev999t
    @basudev999t 16 дней назад +14

    ରବିବାର ଛୁଟି ହେଲା ଯେ କିଛି ନାହିଁ ହେଲେ ଛୁଟି ବାର ର ଟଙ୍କା କଟାଗଲେ ଭଲ ହୁଅନ୍ତା .. ସରକାର ର ଲସ୍ ହୁଅନ୍ତାନି ...ଆ ପାଇଁ ସରକାର କିଛି ଭାବିବା ଦରକାର ...

  • @jilendradigal7374
    @jilendradigal7374 11 дней назад +1

    ଗୋଟିଏ ମେସିନ କୁ ମଧ୍ୟ୍ୟ ବିଶ୍ରାମ ନଦେଲେ ଖରାପ ହୋଇଯାଏ ମଣିଷ ବିଶ୍ରାମ ନ କଲେ କଣ ନ ହେବ?

  • @Cuttie-hemanjula
    @Cuttie-hemanjula 17 дней назад +45

    Sunday is holiday, we needed weekend, Sunday if funday ❤

    • @vladimirputin6530
      @vladimirputin6530 16 дней назад

      ରବିବାର ସପ୍ତାହ ଆରମ୍ଭ

    • @srikanthamoharana3753
      @srikanthamoharana3753 16 дней назад

      Special tuma pain open rahiba Sunday ta hela...😂😂😂

  • @abarsman6322
    @abarsman6322 16 дней назад +4

    ଲୋକ ବାୟା ହେଲେ ନା ସରକାର ର ସିଷ୍ଟମ୍ ବାୟା ହେଲା କେ ଜାଣିଏଇ ସରକାର ଥିଲା ପର୍ଯ୍ୟନ୍ତ ଏମିତି ଗୋଟେ ପରେ ଗୋଟେ ହେବା ବା ବା ରେ ସରକାର

  • @arucharanpradhan5502
    @arucharanpradhan5502 16 дней назад +7

    ଭାରତରେ ମଧ୍ୟ ଶୁକ୍ରବାର ଛୁଟି ଦିବସ କରିବା ଉଚିତ।

    • @bikashnayak6689
      @bikashnayak6689 16 дней назад +2

      Namja padhiba ki 😂😂😂

    • @sriyanshupadhi6627
      @sriyanshupadhi6627 16 дней назад +2

      ଭାରତ ରେ 80% ହିନ୍ଦୁ ଶୁକ୍ରବାର ଦିନ କାହିଁକି ଛୁଟି ହେବ ମସଜିଦ ଯିବାକୁ 😂

    • @AbhijeetJenaBs--
      @AbhijeetJenaBs-- 16 дней назад

      kan chicken khaiba

  • @ANANDCHANDRAPRADHAN
    @ANANDCHANDRAPRADHAN 16 дней назад +6

    Pvt ରେ ରବିବାର ଛୁଟି ନାହିଁ govt କଣ ପାଇଁ ଛୁଟି ସବୁବେଳେ ଚାଲୁ କର୍ମ

  • @ଓଡ଼ିଆପୁଅ-ଠ7ମ
    @ଓଡ଼ିଆପୁଅ-ଠ7ମ 16 дней назад +5

    ସପ୍ତାହ ରେ 3 ଦିନ ଛୁଟି କରାଯାଉ

  • @runanaal9113
    @runanaal9113 12 дней назад

    ରବିବାର ଛୁଟି କୁ ନେଇ ବି ଧର୍ମୋ ର ବିରୁଦ୍ଧ କି ଭାଇ କରୁଛନ୍ତି ଆରେ ସେ ଗୋଟେ ଦିନ ହିଁ ମହାନ୍ କାରଣ ପରିବାର କୁ ଭଲ ଭାବେ ସମୟ ଦିଅନ୍ତି ଯଦି ସେ ଦିନ ବି ଛୁଟି ରହିବ ତାହେଲେ ପାରିବାର ହିଁ ଭାଙ୍ଗିଯିବ ।। ବୁଝିବା ଲକ ଠିକ୍ ବୁଝି ପାରିବେ।

  • @sriyanshupadhi6627
    @sriyanshupadhi6627 16 дней назад +15

    ରବିବାର ରେ ଖ୍ରୀଷ୍ଟିୟାନ ମାନେ ଚର୍ଚ୍ଚ ଯାନ୍ତି ବୋଲି ଛୁଟି କରିଥିଲେ. ଏବେତ ଦେଶରେ ଇଂରେଜ ନାହାନ୍ତି ଦେଶର 80% ଲୋକ ହିନ୍ଦୁ ତେଣୁ ଛୁଟି ସୋମବାର କରିବା କଥା.

    • @bikashtandi4781
      @bikashtandi4781 16 дней назад +1

      Christian missionary maane News paper,saving Account,Society ku Good education aagaru Kahaku leparsy heijaithile gaan ru bahara kari dauthile,missionary maane nije jemiti emananku madhya semiti rakhile.translation bhi anichanti bharataku,apari bahut kichi karichanti christian missionary maane,ingrej maananka katha kahuni, bahut fark duhi dala bhitare

    • @Sengel484
      @Sengel484 16 дней назад

      ବାଳ ନା , ଯଦି ଖ୍ରୀଷ୍ଟିୟାନ ମାନେ ରବିବାର, ତମେ ହିନ୍ଦୁ ମାନେ ସୋମବାର ଛୁଟି ନିଅ ,ମୁସଲମାନମାନେ ମଙ୍ଗଳବାର ଛୁଟି ନେବେ ,ବୁଧବାର ବୁଦ୍ଧିଷ୍ଟମାନେ ,ଗୁରୁବାର ଜୈନମାନେ, ଶୁକ୍ରବାର ଶୀଖମାନେ ,ଶୁକ୍ରବାର ଆଦିବାସୀ ମାନେ ଏବଂ ଶନିବାର ଅନ୍ଯାନ୍ଯ ହଗରା ମୂତରା ସବୁ😂😂😂 . ଶଳା ଛୁଟିକୁ ବି ଧର୍ମ ସହିତ ଯୋଡ଼ିଲ

    • @koraputiadosti
      @koraputiadosti 16 дней назад +1

      100% Right i agree with your comments

    • @Indian-y2f
      @Indian-y2f 16 дней назад +1

      ଆମ ଦେଶର କିଛି ହୀନ ମାନସିକ ହିନ୍ଦୁ ମାନଙ୍କ ପାଇଁ ଦେଶର ବିକାଶ ଘଟି ପାରୁନାହିଁ । ଏହି ସରକାର୍ ଦେଶର ବିକାଶ ବଦଲେ କୋଠାବାଡ଼ି ,ଗାଡ଼ି ଘୋଡ଼ା ,ପୁରୁଣା ସହରର ନାମ ବଦଳାଇ ଏବେ ଛୁଟି ଦିନ ବଦଳାଇବାକୁ ନିଷ୍ପତି କରୁଚି ।ଏହାହିଁ ଏହି ହିନ୍ଦୁ ଚାହାନ୍ତି ,

    • @sriyanshupadhi6627
      @sriyanshupadhi6627 15 дней назад +1

      @Sengel484 ଭୂତ ପାଗଳ ଭାରତରେ ହିନ୍ଦୁ majority ରେ ଅଛନ୍ତି. ଚୋର ଆଦିବାସୀ 500 ଟଙ୍କା ନେଇ ଖ୍ରୀଷ୍ଟିୟାନ ରେ convert ହେଇଚୁ ବୋଧେ 🤣

  • @ଜୟଜଗନ୍ନାଥ-ଠ6
    @ଜୟଜଗନ୍ନାଥ-ଠ6 17 дней назад +19

    ଆମ ଦେଶ ରେ ଖାଲି ଛୁଟି ନା ଅନ୍ୟ ଦେଶ ରେ ଅଛି... Police doctor fire staff ଙ୍କର ତ ଛୁଟି ନାହିଁ...

  • @SameerMallick-s5n
    @SameerMallick-s5n 16 дней назад +14

    ରବିବାର ଦିନହିଁ ଉତମ

  • @BangaloreMadhabvlog1982
    @BangaloreMadhabvlog1982 16 дней назад +6

    Bhala heba

  • @koraputiadosti
    @koraputiadosti 16 дней назад +1

    Right Decision

  • @JogeswarMajhi-lt7hj
    @JogeswarMajhi-lt7hj 16 дней назад +6

    କର୍ମଜୀବୀ ଙ୍କ ଆତ୍ମହତ୍ୟା ସାଂଖ୍ୟ ବୃଦ୍ଧି ପାଇବ

  • @saratkumar7096
    @saratkumar7096 16 дней назад +2

    ରବିବାର ଛୁଟି ଦରକାର ନାହିଁ ,ସବୁଦିନ କାମ କର ଭାରତ ଦେଶ ପାଇଁ ମଙ୍ଗଳ ହେବ ।

  • @panakabhatra871
    @panakabhatra871 16 дней назад +17

    ସମବାର ଓ ଗୁରୁବାର ବନ୍ଦ ହେଲେ ହେବ❤

  • @RanjankumarSahoo-g5i
    @RanjankumarSahoo-g5i 15 дней назад +1

    Good discussion

  • @priyattamadasrinky4698
    @priyattamadasrinky4698 16 дней назад +4

    Sun day is fun day 😍💃

  • @tusharacharya6656
    @tusharacharya6656 16 дней назад +5

    ସପ୍ତାହ ରେ ଦୁଇ ଦିନ ଛୁଟି ଦିଆଯାଉ ବାକି 5 ଦିନ strict କାମ ନିଆଯାଉ

  • @halimsoren
    @halimsoren 8 дней назад

    ପୋଲିସ department ଯେପରି ଦେବାଳିଆ ସେମିତି ସମସ୍ତେ ବାୟା ହେଇଯିବେ l🎉🎉🎉🎉🎉🎉🎉🎉🎉😢😢😢😢😢😢😢😢😢

  • @satyabratasethi444
    @satyabratasethi444 16 дней назад +3

    ଦୁର୍ନୀତି ପାଇଁ ଭାରତ ପଛରେ ଅଛି

  • @bhimasenrana7208
    @bhimasenrana7208 16 дней назад +1

    Sunday ବଦଳି ରେ monday ଛୁଟି ହେବା ଦରକାର ଏବଂ ସମୟାନୁ ଗତି ମୂଲ୍ୟାଙ୍କନ ହେବା ଦରକାର ସମସ୍ତ ଙ୍କ ପାଇଁ, ଖାଲି ସରକାରୀ ଲୋକଙ୍କୁ ନୁହେଁ, ସବୁ ବର୍ଗ, ସବୁ କାର୍ଯ୍ୟ ଏବଂ ସମସ୍ତ ପାଇଁ ସମାନ (one nation, one action)ଜୟ ଯବାନ, ଜୟ କିସାନ..... ଜୟ ହିନ୍ଦ 🙏

    • @uttambaba6800
      @uttambaba6800 16 дней назад

      Monday re samaste Amisha khaiba uchit Sunday re mandiro jiba uchit 😅

  • @odiatechgyan605
    @odiatechgyan605 15 дней назад

    ସ୍ୱାସ୍ଥ୍ୟ ଭଲ ଆଉ ବିଶ୍ରାମ ବି ଆବଶ୍ୟକ l ସ୍ୱାସ୍ଥ୍ୟକୁ ଯଦି ବିଶ୍ରାମ ନମିଳେ ଦେହ ଖରାପ ହେବ ଆଉ କାମ କରିବ ଆଳୁ????

  • @sankarshanapanda55
    @sankarshanapanda55 14 дней назад

    ରବିବାର ଛୁଟି ନହୋଇ ବୁଧବାର ହେବା ଉଚିତ

  • @sureshkumarmallick2596
    @sureshkumarmallick2596 16 дней назад +9

    ରବିବାର ସୂର୍ଯ୍ୟନାରାୟଣ ଧର୍ମ ଦେବତାଙ୍କ ବାର, ଏହି ବାରରେ ଛୁଟି ଦିବସ ହେଇଥିବାରୁ... ଏହିଦିନ ବହୁତ ଅଧର୍ମ ହେଉଚି, ତେଣୁ
    ଏହି ଦିନକୁ ଚେଞ୍ଜ କରାଗଲେ ବହୁତ ଭଲ ହୁଅନ୍ତା,

  • @rabisankharbehera3465
    @rabisankharbehera3465 17 дней назад +19

    Monday ଛୁଟି ହେଉ ଭଗବାନ, ଆଲ୍ଲା ,God ଙ୍କୁ ପୂଜା କରିବାର ଅବସର ମିଳିବ
    ଧାର୍ମିକ ଭାବନା ବୃଦ୍ଧି ପାଇବ

    • @ARCreations134
      @ARCreations134 16 дней назад

      ଠିକ୍ କହିଛ ଭାଇ❤

    • @Oye_Express
      @Oye_Express 16 дней назад

      Be-dharmi pasand karibeni 👏👏👏

    • @Rakeshsahu678
      @Rakeshsahu678 16 дней назад

      Dharmik loka sabu thu andh bishwasi pakhand kusanskar re besi vishwas karanti au besi jativadi thanti jie jete dharmik se sete jativadi ucha nicha byabastha re bishwas karanti

  • @Chandrababu020
    @Chandrababu020 15 дней назад

    Very good Sunday badale anya day dina chhuti heu...

  • @binayakmishra4017
    @binayakmishra4017 16 дней назад +1

    ଯଦି କାର୍ଯ୍ୟାଳୟ ବନ୍ଦ ନ କରିବା ର ଆବଶ୍ୟକ ହେଉଛି ,ତାହେଲେ ପ୍ରତ୍ୟେକ କର୍ମଚାରୀ ଙ୍କୁ ସ୍ୱଇଛା ଅନୁସାରେ ସାପ୍ତାହିକ ଛୁଟି ଦିନ ଦିଆଯାଉ ।

  • @namuellimma9213
    @namuellimma9213 15 дней назад

    କେବଳ ମୂର୍ଖ ହିଁ ରବିବାର ଛୁଟି ବନ୍ଦ କରିବା ବିଷୟ ଚିନ୍ତା କରିବ । ଯଦି ସେମିତି ହୁଏ ତେବେ ଇଂରାଜୀ କ୍ୟାଲେଣ୍ଡର ମଧ୍ୟ ନ ମାନିଲେ ଭଲ । ବିଜେପି ତାର ନିଜ କ୍ୟାଲେଣ୍ଡର ଆଣୁ ଓ ସମସ୍ତଙ୍କୁ ଅନ୍ଧ ଓ ମୂର୍ଖ କରୁ ।

  • @PrabirKumarswain-r3f
    @PrabirKumarswain-r3f 16 дней назад +1

    It's don't change, Sunday always holiday

  • @trilochananjeneya
    @trilochananjeneya 16 дней назад +5

    ଗୁରୁବାର ଦିନ ଛୁଟି ହେବ ।

  • @mprasana18
    @mprasana18 14 дней назад

    Very good news

  • @TheLifeVibes
    @TheLifeVibes 16 дней назад

    ରବି ବାର ସପ୍ତାହ ର ପ୍ରଥମ ଦିନ ଆଉ ରବି ଗ୍ରହ ମାନଙ୍କ ଭିତରେ ରାଜା ରବି ବାର ଭଗବାନ ନାରାୟଣ ଙ୍କ ବର ସେଥି ଲାଗି ରବି ବାର ଛୁଟି ଆଉ ଆରାମ ର ବାର ହେଇଚି

  • @somanathkhara8368
    @somanathkhara8368 15 дней назад

    ପଶୁ ବୁଦ୍ଧି ନର ମାନଙ୍କୁ ବଢ଼ିଆ ହୋଇଛି। ବନ୍ଦ ହେଉ କନ୍ଧ ବି ହେଉ। ବର୍ତମାନ ପଶୁ ମାନେ ଭଲ ମଣିଷ ହେଲେଣି।

  • @santoshkumarmishra2620
    @santoshkumarmishra2620 15 дней назад

    ପ୍ରତ୍ଯେକ ସପ୍ତାହରେ ୨ଦିନ ଛୁଟି ନିହାତି ଦରକାର. ଅର୍ଥାତ୍ ମାସକୁ ୮ ଦିନ ଛୁଟି ବିଦ୍ଯାଳୟ ଓ କଲେଜ କୁ ଦରକାର.

  • @pravatkumarpatra6619
    @pravatkumarpatra6619 16 дней назад

    ରବିବାର ଛୁଟି ବନ୍ଦ ହେଲେ ଭଲ । ଦେଶରେ କିଛି କର୍ମଚାରୀମାନଙ୍କୁ ରବିବାର ଛୁଟି ଆଉ କିଛି କର୍ମଚାରୀମାନଙ୍କୁ ଇମର୍ଜେନ୍ସି ନାଆଁରେ ପ୍ରତ୍ଯେକ ଦିନ କାମକରିବାକୁ ବାଧ୍ଯ କରାଯାଉଛି । ଗୋଟିଏ ବର୍ଷ ରେ ୯୫ ରୁ ୧୦୦ ଦିନ ସରକାରୀ ଛୁଟି ରହୁଛି । ଯିଏ ଅଧିକ ୯୦-୧୦୦ ଦିନ ଡ୍ଯୁଟି କରୁଛି ତାକୁ ଦରମା ସେତିକି ହିଁ ଦିଆଯାଉଛି । ଅର୍ଥାତ୍ ବର୍ଷକୁ ୩ ମାସ ଅଧିକ ଡ୍ଯୁଟି ।

  • @jitubehera5232
    @jitubehera5232 16 дней назад +1

    Vala haba

  • @surendragouda2590
    @surendragouda2590 4 дня назад

    One day holiday for each employee and another one day for social work like cleaning watering planting etc

  • @nikunjakumar7989
    @nikunjakumar7989 17 дней назад +7

    Sunday is holiday

  • @SudhasmitaDas-im3zi
    @SudhasmitaDas-im3zi 16 дней назад

    ଇଂରେଜ ମାନେ ଖ୍ରୀଷ୍ଟିଆନ୍ ଥିଲେ ଓ ଖ୍ରୀଷ୍ଟିଆନ୍ ମାନେ ରବିବାର କୁ ପବିତ୍ର ମାନନ୍ତି ସେଥିପାଇଁ ସେମାନେ ରବିବାର କୁ ଛୁଟି ଦିନ କରିଥିଲେ ଆମ ଭାରତ ବର୍ଷ ସନାତନ ର ଭୂମି ଇଂରେଜ ଗଲା ପରେ ବି ଆମେ କାଇଁ ଆଉ ସେ ଇଂରେଜ ନିୟମ କୁ ମାନିବା

  • @pradeepnag6535
    @pradeepnag6535 16 дней назад

    Good 👍 massage sir

  • @kartiksenapati5963
    @kartiksenapati5963 15 дней назад

    Verygooddiscussion
    😊

  • @gurucharanbarik7817
    @gurucharanbarik7817 16 дней назад +1

    ଶୌଚାଳୟ ମାନଙ୍କରେ ପାଣି ବଦଳରେ ଟଇଲେଟ ପେପର ନିହାତି ଆବଶ୍ୟକ, ରବିବାର ଭଳି ଟଇଲେଟ ପେପର ମଧ୍ୟ ଇଂରେଜ ମାନଙ୍କର ପ୍ରିୟ.

  • @sanjhitamandal6030
    @sanjhitamandal6030 15 дней назад

    ଯେଉଁ ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ନାହିଁ ସେହି ସ୍ଥାନରେ ରବିବାର ଛୁଟି ନାହିଂ ।
    ସଦାପ୍ରଭୁ ସୃଷ୍ଟି ଆରମ୍ଭ କରି ଷଷ୍ଠ ସମାପ୍ତି କରି ବିଶ୍ରାମ ନେଲେ ।ସପ୍ତମ ଦିନକୁ ଆଶୀର୍ବାଦ କରି
    ପବିତ୍ର କଲେ । ଆଦିପୁସ୍ତକ.2.1.3

    • @sanjhitamandal6030
      @sanjhitamandal6030 15 дней назад

      ଯାତ୍ରାପୁସ୍ତକ- 20-01-17
      ଆମେ, ଯାତ୍ରା 20-10 ଗୁରୁତ୍ବ ଭାବେ ଦେଖୁ
      ମାତ୍ର ସପ୍ତମ ଦିନତୁମ୍ଭ ସଦାପ୍ରଭୂ ପରମେଶୂରକଂର
      ବିଶ୍ରାମଦିନ ଅଟେ:ତହିଂରେ ତୁମ୍ଭେ ,କି ତୁମ୍ଭର ପୁତ୍ର ,
      କି ତୁମ୍ଭର କନ୍ୟା ,ତୁମ୍ଭର ଦାସ, ,କି ଦାସୀ ,ତୁମ୍ଭର ପଶୁ ,କି ତୁମ୍ଭର ନଗର ଦୁଆର ବର୍ତ୍ତୀ ବିଦେଶୀ ,
      କେହି କୈଣସି କାର୍ଯ୍ୟ କରିବ ନାହିଁ ।

  • @SMSINFOTAINMENT
    @SMSINFOTAINMENT 16 дней назад

    ହେ ହେ ହେ, ସପ୍ତାହ ରେ ଗୋଟାଏ ରବିବାର ଛୁଟି ଥାଇ 110 କୋଟି ଜନସଂଖ୍ୟା, ଶଳା 3 ଦିନ ଛୁଟି ହେଲେ ସର୍ବନାଶ।

  • @MAHESHNag-d9z
    @MAHESHNag-d9z 16 дней назад +7

    ସବୁ ମୋଦି କାମ

    • @NILAMANIHO
      @NILAMANIHO 15 дней назад

      ନାହିଁ ରେ ପାଣ୍ଡୁ ର ପେଳ କାମ କରୁଛି ଏସବୁ

  • @azadsuna2553
    @azadsuna2553 15 дней назад

    ରବିବାର ହେଉଛି ପ୍ରଭୁଙ୍କ ର ବିଶ୍ରାମ ବାର, ସେଇଟା କିଏ change କରି ପାରିବେ ନାହିଁ

  • @sanjaykumishra5186
    @sanjaykumishra5186 16 дней назад +4

    ଦିନ ଓ ରାତି ଦୁଇବେଳା କଲେ ମଧ୍ୟ ଦେଶ ଆଗକୁ ବଢିବ

  • @ramachandra8999
    @ramachandra8999 16 дней назад +1

    ❤Yenu ama dharmore rabibaro dino chuti na. Hoyi vagaban prayer palano neyichhi tks rmji

  • @Gangadhar_Madala
    @Gangadhar_Madala 16 дней назад

    ସବୁଠୁ ମଜାକଥା ହେଲା, ଭାଜପା ୨୦୧୪ ପୁର୍ବରୁ କହୁଥିଲା, ଆମେ ଆସିଲେ ପେଟ୍ରୋଲ ଶସ୍ତା ହେବ। ଆଉ ଭାଜପାର ଏକ ନେତା ଧର୍ମେନ୍ଦ୍ର ପ୍ରଧାନ ବାବୁ ପେଟ୍ରୋଲିୟମ ମନ୍ତ୍ରୀ ବି ହେଲେ। ୨୦୧୪ ପରେ ଆମେ ପୁରା ଶସ୍ତାରେ ପେଟ୍ରୋଲ ପାଉଛୁ। ଠିକ୍ ସେହିପରି ରବିବାର ଛୁଟି ହେଲେ ଆମ ସମସ୍ତଙ୍କର ଉନ୍ନତି ହିଁ ଉନ୍ନତି ହେବ। କେବଳ ଚୁତିଆମି, ଲୋକଙ୍କୁ ଭୂତେଇବା ପାଇଁ। ନବିନ ବାବୁ ୨୪ ବର୍ଷରେ "ଆପଣମାନେ ସବୁ ଖୁସି ତ‍!" କହି ଓଡ଼ିଶାକୁ ଯେମିତି ଶିକ୍ଷା, କଳ କାରଖାନା ଏବଂ କୃଷିରେ ବହୁତ ଦୟନୀୟ ଅବସ୍ଥା କରି ଥିବାରୁ ଆମ ପିଲା ଦକ୍ଷତାବିହିନ, ଆମ ଲୋକ ଦାଦନ ଏବଂ ଆଳୁ ଭଳି ଏକ ସାଧାରଣ ପରିବା ପାଇଁ ବି ମମତା ବେଗମ୍‌ଙ୍କ ଉପରେ ନିର୍ଭରଶୀଳ, ଠିକ୍ ସେହିପରି ରବିବାର ଛୁଟି ବନ୍ଦ ହେଲେ ଆମର ଉନ୍ନତି ଅବଶ୍ୟମ୍ଭାବୀ।

  • @mittho7926
    @mittho7926 16 дней назад +1

    ରବିବାର ଛୁଟି ହେଲେ, ଦେଶ ବିକଶିତ ହେବ ନାହିଁ

  • @prasantakumarpradhan5644
    @prasantakumarpradhan5644 15 дней назад

    He has many servants for his work.

  • @bhudanmandal7314
    @bhudanmandal7314 16 дней назад +1

    ଭାରତ ରେ ଯେବେ ଛୁଟି ଦିନ ସରକାର ନ ଦିଏ ତେବେ, ପ୍ରକୃତ ଦିନର ନାମ ଅର୍ଥ ଭୁଲ ହେବା ।ଚିନ୍ତା କରି ସ୍ଥିର କରନ୍ତୁ ।

  • @markandabhoi557
    @markandabhoi557 14 дней назад

    All day work No any holiday no any off any time work 👍👍

  • @dauddeshmajhi3848
    @dauddeshmajhi3848 16 дней назад

    କାହାକୁ କିଛି ପ୍ରଭାବ ପଡ଼ିପାରେ, ମୋ ମତରେ ଆଦିବାସୀଙ୍କୁ (ଆମକୁ) କିଛି ପ୍ରଭାବ ପଡ଼ିବ ନାହିଁ । ଆମେ ସବୁ ଦିନ କାମ କରୁଛୁ । ବାରରେ ବାରଣ ନାହିଁ ଆମର ।

  • @saradacharanamohapatra9806
    @saradacharanamohapatra9806 16 дней назад

    Very ଗୁଡ୍

  • @rojalinparida9959
    @rojalinparida9959 16 дней назад +1

    ସପ୍ତାହ ର ପ୍ରଥମ ଦିନ ରବିବାର ରେ ଛୁଟି ନ ହୋଇ ଶେଷ ଦିନ ଶନିବାର କିମ୍ବା ଶୁକ୍ରବାର ରେ ଛୁଟି କରାଯାଉ ।

  • @Dr_GDM
    @Dr_GDM 16 дней назад +5

    Sanibara and Rabibar two days chhuti karajau

  • @TrueIndian66
    @TrueIndian66 16 дней назад +1

    ଯୋଉ ମାଗିହା ବନ୍ଦ କରିବ ସେ ମାଗିହା କୁ ମୁଁ ପେରସନାଲ ଭାବେ ହାଣିବି ଯାଇକି

  • @RajeshKumar-jy2tc
    @RajeshKumar-jy2tc 16 дней назад

    ରବିବାର khirstiyan chrch jiba ପାଇଁ ଛୁଟୀ ହିନ୍ଦୁ ଆଜିବି ଜାଣି ନାହଁନ୍ତି

  • @suneeltirkey1548
    @suneeltirkey1548 15 дней назад

    Sunday is Suitable day for Holiday

  • @Dailylifeblog3110madhab
    @Dailylifeblog3110madhab 16 дней назад +3

    Very good discussion ❤❤❤

  • @damodarmishra5295
    @damodarmishra5295 16 дней назад +1

    monday ହେବା ଉଚିତ .ଏହାଦ୍ୱାରା ଆମେ ସ୍ୱାଭିମାନ ର ସହ ବଂଚିବା.sunday ଇଂଂରେଜ ଦ୍ୱାରା ଲାଗୁ.christian day

  • @arupkumarjena5178
    @arupkumarjena5178 16 дней назад +1

    ହଁ ସେଇ same ଦିନ ଟାରେ ଛୁଟି ହେଇ ହେଇ ବୋର୍ ଲାଗିଲାଣି । ଏବେଠୁ ବୁଧ ବାର ଟା ଛୁଟି ରଖ । ଆଉ ତାପରେ ରବିବାର ର ବି କିଛି ଇଚ୍ଛା ଅଛି କି ନାହିଁ ??? ସେ କାହିଁକି ସବୁବେଳେ compromise sacrifice କରିବ । ତାର ବି ଇଚ୍ଛା ଅଛି ତା ଦିନରେ ସ୍କୁଲ୍ ,କଲେଜ ଚାଲୁ, bank ଚାଲୁ । ସେ ବି ସ୍କୁଲ୍ କଲେଜ୍ ଛୁଆ ଙ୍କୁ ଦେଖୁ । ତେଣୁ ରବିବାର ଆଉ ଛୁଟି କର ନାହିଁ ।

    • @AbKaFan
      @AbKaFan 16 дней назад +1

      😅😅

  • @santoshkumarmishra2620
    @santoshkumarmishra2620 15 дней назад

    ନିଆଁ ଜଳିବ ସାରା ରାଜ୍ଯରେ. ଅପେକ୍ଷା କର.

  • @dusmantanayak9526
    @dusmantanayak9526 16 дней назад +1

    ଅଲାଜୁକ system ଛି ଛି ରେ ବିଜେପି

  • @nirmalkumarbehuria6411
    @nirmalkumarbehuria6411 16 дней назад

    ଏଣୁ ଭାରତରେ ରବିବାର ପରିବର୍ତ୍ତେ ବୁଧବାର କୁ ସାପ୍ତାହିକ ଛୁଟି ଭାବେ ଘୋଷଣା କରିବା ଦରକାର

  • @damansoren3247
    @damansoren3247 16 дней назад

    Subhramanyam ପାଗଳ ହୋଇ ଯାଇଛି ।

  • @sujatamaharana3126
    @sujatamaharana3126 15 дней назад

    ଦିନକୁ ଟିକେ ଅଧିକ ସମୟ କାମ କରିବା । କିନ୍ତୁ ଶନିବାର ଏବଂ ରବିବାର ଛୁଟି ମିଳୁ।

  • @SudhirPradhan-e2i
    @SudhirPradhan-e2i 16 дней назад

    ବ୍ରିଟିଶ ନୁହେଁ sir, ପରମେଶ୍ୱର ସମସ୍ତ ସୃଷ୍ଟି କଲା ପରେ ସପ୍ତମ ଦିବସରେ ବିଶ୍ରାମ ନେଲେ, ତାହା ହେଲା ରବିବାର, ଏ ଦିନରେ ଯୀଶୁଙ୍କୁ ଆରାଧନା କରାଯାଏ

  • @smitaraut9271
    @smitaraut9271 15 дней назад

    Right 👍

  • @Rudranarayansahoo5674
    @Rudranarayansahoo5674 16 дней назад +8

    Every day is working day
    Its very nice for health
    Sunday is Cristian culture

  • @sanjaytarai4380
    @sanjaytarai4380 16 дней назад +5

    Very good decision 🎉🎉🎉🎉🎉

  • @lulukumura5982
    @lulukumura5982 16 дней назад +1

    Val heba

  • @shakticreation7402
    @shakticreation7402 16 дней назад +1

    ବୁଧୁବାର ଛୁଟି ହଉ

  • @Jyoti-b5k
    @Jyoti-b5k 16 дней назад +6

    ଖାଲି ବୁଧବାର ବନ୍ଦ ହେଉ 😊