କେନ୍ଦ୍ରାପଡ଼ା ଝିଅ ବାହା ହୁଅନି // shankar om sharan //

Поделиться
HTML-код
  • Опубликовано: 21 ноя 2024

Комментарии • 600

  • @RajalaxmiSahoo-m6l
    @RajalaxmiSahoo-m6l 13 дней назад +10

    Bhai pura thik kendrapada jhia jetika gharabhangi

    • @babyboo-di8yw
      @babyboo-di8yw 10 дней назад

      Apona kete bhalo miss kuhontu tike😊

  • @iswaribehera4854
    @iswaribehera4854 День назад +1

    ଝିଅର ଦୋଷ ତ ଜଣା ପଡିଲା ସାନଭାଇ,କିନ୍ତୁ ଝିଅର ବାପା ମାଆଙ୍କ ପାଇଁ ବହୁତ୍ ସୁନ୍ଦର୍ ଘର ସଂସାର ନଷ୍ଟ ହୋଇ ଯାଉଛି

  • @prafulapradhan9946
    @prafulapradhan9946 11 дней назад +9

    ସଙ୍କର ବହୁତ ମIଡୁଆ

  • @Tinu409
    @Tinu409 13 дней назад +36

    କେନ୍ଦ୍ରାପଡ଼ା ଝିଅ କେବଳ କେନ୍ଦ୍ରାପଡ଼ା ଟୋକା ଙ୍କ ପାଇଁ ଭଲ not for other boys

    • @KhatiNo1
      @KhatiNo1  13 дней назад +8

      100% dear

    • @manojbehera423
      @manojbehera423 13 дней назад

      ​@@KhatiNo1ma giya tate langla kariki ta gandire rad pureibi ma giya

    • @deepakacharya3892
      @deepakacharya3892 12 дней назад +2

      ​​@@KhatiNo1ଶଙ୍କର ଭାଇ ଆପଣଙ୍କୁ ପ୍ରଶ୍ନ - ପୋଲିସ୍ ର INQUIRY REPORT କୁ ଗ୍ରହଣ କରି ଆମ୍ଭ JUDICIARY SYSTEM ଏକ 88 ବର୍ଷୀୟ ବୁଢ଼ୀ ମା କୁ କିଭଳି ଦଣ୍ଡିତ କରି ପାରିଲା ? ଆମ୍ଭ JUDICIARY SYSTEM ଠିକ୍ ଅଛି କି ?

    • @debasmitaparida2072
      @debasmitaparida2072 8 дней назад +2

      ​​​​@@KhatiNo1Haire Barna sankar to ghara jhia thik ta? Tu au to bhauni ra charitra kendrapada jhia kahani madhyama re kahunu ta?
      Odia re gote dhaga achhi
      Bedha muhan tana....tu hauchu sei.
      Ete thara jail jai asiluni tathapi to muhan tana ...chhi chhi thu to muhan re.

  • @aadilifestyle7378
    @aadilifestyle7378 14 дней назад +46

    ଏ କଥା ପୁରା ଓଡିଶା ନୁହେଁ ଭାରତରେ ଘଟୁଛି ଖାଲି କେନ୍ଦ୍ରାପଡ଼ା ଝିଅଙ୍କୁ ବଦନାମ ବଦନାମ କରିବା ଠିକ ନୁହେଁ ଏ ଘଟଣା କଣ ଭଦ୍ରକ ବାଲେଶ୍ୱର ନାଁ ଭୁବନେଶ୍ୱର ରେ ଘଟୁନି କି ସେ ପୁଅର ଦୋଷ କି ତା ପରିବାର ଦୋଷ ନ ଥିବ କିଏ କହି ପାରିବ

    • @satyabanjena8080
      @satyabanjena8080 14 дней назад +9

      ସବୁଠି ଅଛନ୍ତି but କେନ୍ଦ୍ରାପଡ଼ା ରେ ପ୍ରବଳ ଏମିତି ଲୋକ ଅଛନ୍ତି

    • @sadhaihembram9242
      @sadhaihembram9242 13 дней назад +4

      Jouthi besi heu6i se kotha kohichhanti.....india ra sabu jaga re amiti huye ...Kintu besi kendra poda re heu6i

    • @abm555
      @abm555 13 дней назад +3

      Sabu kendrapara jhia kharap nuhanti se bi kahichanti kintu 80 % jhia emtika

    • @Santosh-y3n
      @Santosh-y3n 13 дней назад +3

      No no brother it's fault
      80% nuha
      Maximum 30_40%
      Kichi kharap acchanti but whole district nuha ...
      Emiti kahibaku gale odisha re 30 district re kharap bhala acchanti
      Kaliyug re bhala loka rahibay kharap madhya rahibay
      So it's natural

    • @Prakash-ms3qs
      @Prakash-ms3qs 13 дней назад

      Y​@@Santosh-y3n

  • @jasobantapatra1675
    @jasobantapatra1675 13 дней назад +15

    ସଂକୀର୍ଣ୍ଣ ମାନସିକତାର ପରିଚୟ।

  • @Natabar16
    @Natabar16 13 дней назад +21

    ସବୁ ଜିଲ୍ଲା ରେ ଏ କାହାଣୀ ଖାଲି କେନ୍ଦ୍ରାପଡା ନୁହଁ ରେ ସଙ୍କର୍ଷଣ

  • @wassypcc8680
    @wassypcc8680 14 дней назад +27

    ମୋ ଆଖି ଆଗରେ ଗୋଟେ ଯାଜପୁର ର ବୋହୁ ପର କିୟା ପ୍ରୀତ ରେ ଲିପ୍ତ ରହୁଥିବାର ଦେଖିଥିଲି so dont blame any particular district. ଚରିତ୍ର ଖରାପ ବୋହୁ ସବୁ ଜିଲ୍ଲା ରେ ମିଳିବେ. So କଣ ପାଇଁ କେନ୍ଦ୍ରାପଡ଼ା କୁ ବଦନାମ କରୁଛ ଏଇଟା ଜମାରୁ ଠିକ ନୁହେଁ.

    • @imshree99
      @imshree99 14 дней назад +8

      ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତିଂହପୁର ପଡ଼ୋଶୀ ଜିଲ୍ଲା 😅

    • @skindoctor21
      @skindoctor21 14 дней назад +5

      ​@@imshree99 ଆଉ ଏଇ ତିନିଟା ଜିଲ୍ଲା କଟକ କୁ ବଦନାମ୍ କରୁଛନ୍ତି

    • @sadhaihembram9242
      @sadhaihembram9242 13 дней назад +1

      Gote dita ta thibe....besi jadi jani6 ta hele kohiparibo....

    • @abm555
      @abm555 13 дней назад +4

      Bhai kendrapara, Jagatsinghpur, Jajpur, 80% emti........

    • @Santosh-y3n
      @Santosh-y3n 13 дней назад

      Good point

  • @UpendraKumarBehera
    @UpendraKumarBehera 13 дней назад +42

    କେନ୍ଦ୍ରାପଡ଼ା ସବୁ ଝିଅ ଖରାପ ନୁହଁନ୍ତି😢ତୁମ ଚିନ୍ତାଧାରା କୁ ଚେଞ୍ଜ କର❤❤

    • @Gautam-gau
      @Gautam-gau 13 дней назад +3

      Sabu nuha.. but majority

    • @UpendraKumarBehera
      @UpendraKumarBehera 13 дней назад +3

      @Gautam-gau ସେଥିରେ ସେ ବି.ଫ. କଥା ମେନ୍ସନ କରାଗଲାନି ଷ୍ଟୋରୀ ଅଧୁରା ଲାଗିଲା ତାପରେ ବି ଖାଲି କେନ୍ଦ୍ରାପଡ଼ା ନୁହେଁ ମେଜରିଟି ଦେଖିଲେ ଝିଅମାନେ ହିଁ ସେମିତି 💐

    • @suvvlogs01
      @suvvlogs01 13 дней назад +6

      Mu bi Kendrapada ru Marriage 💍karithili... But abe Moo stri Moo G mariki jaichii....

    • @Gautam-gau
      @Gautam-gau 13 дней назад

      @@suvvlogs01 ohh God

    • @Rdxtalk24
      @Rdxtalk24 13 дней назад

      @@suvvlogs01 🥺🥺

  • @tapaswani5017
    @tapaswani5017 9 дней назад +3

    ମୋ ଭାଉଜ କେନ୍ଦ୍ରାପଡ଼ା ra. ସେ ବହୁତ ଭଲ. ତା ଭଳିଆ ଝୀଅ ଖୋଜିଲେ ମିଳିବନୀ. ଦୁନିଆରେ ସବୁ ଯାଗାରେ ଭଲ ଆଉ ଖରାପ ମିସିକି ଥାଏ. ଏମିତି perticular କୋଉ district କୁ blame କରିବା ଠିକ ନୁହଁ. ସବୁ କର୍ମର ଫଳ. ଭଲ କର୍ମ କର ଭଲ ଫଳ ଆଶା କର.

  • @darkrose7728
    @darkrose7728 День назад +1

    Right tittle. People should be aware . Very true.

  • @debakantasahoo6694
    @debakantasahoo6694 13 дней назад +8

    Dara laguchi kendrapara

  • @RanjitkrushnaLenka
    @RanjitkrushnaLenka 6 дней назад +3

    Kendrapada bishaya re tume khaibaku Kia?

  • @pinakinandanbehera531
    @pinakinandanbehera531 13 дней назад +29

    ଟୋଟାଲ ବାହା ହୁଅ ନାହିଁ ଖୁସିରେ ରୁହ 😅

    • @kumar-mi7rl
      @kumar-mi7rl 10 дней назад +2

      best decision, i always recommend

  • @skrajguru9303
    @skrajguru9303 12 дней назад +9

    ଆମର ଓଡ଼ିଆ କଥା ଅଛି ଜଣେ ବଡ଼ ଲେଖକ ଗୋଟିଏ ପୁସ୍ତକ ଲେଖିଥିଲେ " ରାଣ୍ଡି ପୁଅ ଅନତା " ଏକଦମ୍ ସତ୍ୟ । ପୁରା ଏ ପିଲା ଠି ଲାଗୁଛି। ଏ ଟୋକା ପିଲା ଗୋଟେ କଳଙ୍କ ଆମର ପବିତ୍ର ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ଏ ଭଳି ଗୋଟେ ଗୋଟେ ଲୋକ ଏକ ବଡ଼ ସମସ୍ୟା। ଏମାନେ କେବେ ବି ସୁଧୁରି ବେନି। ସମାଜ କୁ କଳୁଷିତ କରି ନଷ୍ଟ କରିବା ପାଇଁ ଏମାନ ଙ୍କର ସ୍ରୁଷ୍ଟି ପଙ୍ଗ ପାଳ ଭଳି ଏମାନେ ମାଡ଼ି ଯାଆନ୍ତି । ସାମାଜ ର ଭଲ ମନ୍ଦ ଏମାନଙ୍କର ଚିନ୍ତା ନଥାଏ। ଏହାର ସମସ୍ତ ଭିଡିଓ ତୁରନ୍ତ ବ୍ୟାନ୍ କରାଯାଉ କାହିଁକି ନା whats app ସୋସିଆଲ ମିଡିଆ ର ଦୁର୍ବ୍ୟବହାର କରୁଛି। ଯୋଉଟାକି ସମାଜ ର ଶୃଙ୍ଖଳା ପାଇଁ ବିପଦ।

    • @kumar-mi7rl
      @kumar-mi7rl 10 дней назад

      kana ta bujhila aau kana taa lekhila

  • @Kumarjit-vn6wg
    @Kumarjit-vn6wg 14 дней назад +9

    ପୁଅର ବାପା ଯାହା କହିଲା, ସେ ସବୁ ସତ୍ୟ ବୋଲି କେମିତି ଜାଣିଲ ? କାରଣ ଦୁଇ ପକ୍ଷ କଥା ଶୁଣିଲା ପରେ ଜାଣି ପରିବ ଘଟଣାର ସତ୍ୟାସତ୍ୟ କ'ଣ ?

  • @rabishankarraut1977
    @rabishankarraut1977 13 дней назад +61

    କେନ୍ଦ୍ରାପଡ଼ା ନାଁ ଟା, କହିବାରା ଭଲ ହେଲାନାହିଁ,
    ଅନ୍ୟ ଜିଲ୍ଲାରେ ବି ହେଉଛି

    • @SidharthMishra99
      @SidharthMishra99 13 дней назад +5

      Berhampur,Ichhapuram,Rayagada,parvatipuram ehi sabu South Border area jhia maha badmas

    • @abhilashdwivedi95
      @abhilashdwivedi95 13 дней назад +2

      ​@@SidharthMishra99
      କେବଳ ଝିଅ ନୁହନ୍ତି, ସବୁ ଲୋକ ଖରାପ!

    • @SidharthMishra99
      @SidharthMishra99 13 дней назад +3

      @@abhilashdwivedi95 Han ta bi thik mu face bi karichi

    • @suvvlogs01
      @suvvlogs01 13 дней назад +2

      Mu bi Kendrapada ru Marriage 💍karithili... But abe Moo stri Moo G mariki jaichii....

    • @rahasyamayajibana
      @rahasyamayajibana 13 дней назад +1

      @@suvvlogs01🥺🥺🥺kdp ra 90% loka ta ebe bbsr ku aktiar kariki basichanti

  • @nitishdas3144
    @nitishdas3144 10 дней назад +1

    Sankar avadra

  • @krishnarout3271
    @krishnarout3271 13 дней назад +8

    କେନ୍ଦ୍ରାପଡ଼ା ଝିଅ ନୁହେଁ ଭାରତ ର ଝିଅ ମାନେ ହିଁ ଏମିତି। Phir b ଥରେ କହିବି ପଟ୍ଟାମୁଣ୍ଡାଇ aul area ଥରେ ଆସିକି ଦେଖ। ଜଣଙ୍କ ପାଇଁ ବଦନାମ କରନି

  • @skrajguru9303
    @skrajguru9303 12 дней назад +5

    ଅଭଦ୍ରାମି ର ସବୁ ସିମା ଏ ଅଭଦ୍ର ଟୋକା ପାର କରି ଜାଉଛି।

  • @sr.fintech
    @sr.fintech 12 дней назад +5

    ସବୁ ଜାଗାରେ ଆଉ ସବୁ ଜିଲ୍ଲା ରେ ହଉଚି ଭାଇ,,,, ପ୍ଲିଜ ମାଇଣ୍ଡ ୟୌର ଥମ୍ବନେଲ

  • @SGourav-pf6zf
    @SGourav-pf6zf 13 дней назад +19

    Perticular କେନ୍ଦ୍ରାପଡ଼ା ଶବ୍ଦ କହିବା ଭୁଲ......

  • @Arihantking
    @Arihantking 13 дней назад +7

    ଆଜିକାଲିର ପ୍ରାୟ ୫୦% ଝିଅ ଏମିତି ତେଣୁ ବୁଝି ସୁଝିକି ବାହା ହୁଅ ନ ହେଲେ ନାମ ନେବ 😢

  • @ssc123.
    @ssc123. 13 дней назад +6

    ଭାଇ ତମକୁ ଆମେ support କରୁ but ସବୁ କେନ୍ଦ୍ରାପଡ଼ା ଝିଅଙ୍କୁ କହିବାଟା ଆମକୁ ଲଜ୍ୟା ର ପୋତିପକାଉଛି 😢ll
    ଖରାପ ଝିଅ ଅଛନ୍ତି ସତ ସବୁଆଡେ କେନ୍ଦ୍ରାପଡ଼ା ରେ ବି ଅଛନ୍ତି ୟାର ମାନେ ନୁହେଁ ସବୁ କେନ୍ଦ୍ରାପଡ଼ିଆ ଖରାପ ଆମର ବି ଭଉଣୀ ମାନେ ବାହା ହେଇଛନ୍ତି ସେମାନେ ଭଲରେ ଅଛନ୍ତି please ଆଉଗୋଟିଏ video କରି clear କର ନହେଲେ ସତ ବାଟରେ ଥିଲେ ବି ତମେ କେନ୍ଦ୍ରାପଡ଼ା ଲୋକଙ୍କ ମନରେ କଷ୍ଟ ଦେଲ କାହିଁକି ନା ତମେ ଗୋଟେ ବଡ ଚେହେରା 🙏🏻🙏🏻🙏🏻🙏🏻🙏🏻

  • @ChittaRanjan154
    @ChittaRanjan154 13 дней назад +18

    Mu dekhichi 1000% correct

  • @sarbeswarsethi6822
    @sarbeswarsethi6822 13 дней назад +12

    ଏଟାକୁ ଖାଲି ମାଡ ଅଭାବ. କଥାର କିଛି ଶାଳୀନତା ନାହିଁ. ମୁଁ ଜାଣିଥିଲି ଏ ମୂର୍ଖ ବୋଲି ଏବେ ଜାଣୁଛି ଏ ଅଭଦ୍ର ମଧ୍ୟ.

    • @ranjitrout5385
      @ranjitrout5385 10 дней назад

      P̺a̺k̺a̺ h̺a̺r̺a̺m̺i̺ s̺a̺n̺k̺a̺r̺a̺ b̺a̺b̺u̺ d̺h̺e̺n̺k̺a̺n̺a̺l̺ n̺i̺j̺a̺ g̺a̺n̺d̺i̺ n̺i̺n̺e̺ s̺a̺m̺b̺h̺a̺l̺a̺ s̺a̺n̺k̺a̺r̺a̺b̺a̺b̺u̺

    • @SureshChandraSahoo-k8f
      @SureshChandraSahoo-k8f 8 дней назад

      କେନ୍ଦ୍ରାପଡା ଝିଅ ଯେଉଁ ଘର କୁ ଯାଇ ଥାନ୍ତି ସେ ଘର ନର୍କ ସଦୃଶ କରି ଦିଅନ୍ତି I ok

  • @AaradhayaBiswal
    @AaradhayaBiswal 9 дней назад +1

    Very very true sir 🙏❤️

  • @kanhascreation49
    @kanhascreation49 13 дней назад +2

    U r absolutely right

  • @prashantray1988
    @prashantray1988 2 дня назад +2

    Tate mu kahuchi to ghare kouthi kaha tate mu kahidebi kendrapada kana

  • @ssc123.
    @ssc123. 13 дней назад +8

    ଯଦି ସେ ତା ପୁରୁଣା ପ୍ରେମିକା ସହ କଥା ହଉଥିଲା ତାହେଲେ ସେ ପଳେଇଥାନ୍ତା ଜୀବନ ଦେଲା କଣ ପାଇଁ ବୁଝିବାକୁ ଚେଷ୍ଟାକର clearly ଜଣାପଡୁଛି ପୁଅ ଘର ଲୋକ କେତେ ଘୋଡା ଗିହାଁ ll
    ଭାଇ ତମେ ଥରେ ବୁଝିବାକୁ ଚେଷ୍ଟାକର ହେଲା ଜୀବନ ତା ଖେଳ ନୁହେଁ କିଏ ଆତ୍ମହତ୍ୟା କରିବ କିଛିତ କାରଣ ଅଛି ll
    ଆଉ ବ୍ୟକ୍ତିଗତ ଭାବରେ କେନ୍ଦ୍ରାପଡ଼ା ସହ ଶତ୍ରୁତା ଅଛି ବୋଧେ ବୁଝିଲ

  • @durgeshpatra4498
    @durgeshpatra4498 13 дней назад +6

    ସତରେ ଶଙ୍କର ତୁମେ ଯାହା କହୁଛ ଆଜି କାଲି ସବୁ ସେମିତି ଘଟୁଛି ଯୋଉ ପୁଅ ମାନେ ସପୋର୍ଟ କରୁଛନ୍ତି ସେମାନେ ବୁଝିବା ଉଚିତକାଲି ସେମାନଙ୍କ ସାଙ୍ଗରେ ଏମିତି ନ ହେଉ

  • @amarendrasarangi740
    @amarendrasarangi740 12 дней назад +2

    Tame Jane manasika rogi pari lagucha Bhai.

  • @PRADHANSIR
    @PRADHANSIR 13 дней назад +10

    ତୁ ଶଳା ଶଙ୍କର ମାଡୁଆ ଥିଲୁ ।।। ଏବେ ମୁଁ ଜାଣିଲି ତୁ ଶଳା ଟି ଏଡେ ମୂର୍ଖ । ଏକତରଫା ମନ ଗଢା କାହାଣୀ ଶୁଣି ଏଭଳି ମନ୍ତବ୍ୟ ଦେବା ଏକ ଅଶିକ୍ଷିତ ଓ ମୂର୍ଖାମି ର ପରିଚୟ ।

  • @sarojkumarbehera6697
    @sarojkumarbehera6697 13 дней назад +3

    ❤❤

  • @ChhabilalGond1244
    @ChhabilalGond1244 13 дней назад +2

    Thank you sir

  • @satyabhusanharichandan7417
    @satyabhusanharichandan7417 13 дней назад +7

    1000%Right katha.

  • @ChandanSethy-yw5rk
    @ChandanSethy-yw5rk 13 дней назад +2

    Is this right katha

  • @DURYODHANADAS-g9z
    @DURYODHANADAS-g9z 14 дней назад +53

    ଭୁଲ, କେବଳ କେନ୍ଦ୍ରାପଡା ନୁହେଁ ଅନ୍ୟ ଜିଲ୍ଲାର କିଛି ଝିଅ ଏମିତି ଅଛନ୍ତି. କଥାହେଲା ସମସକନ୍ଦ ବନ୍ଧୁ କରନ୍ତୁ.

    • @abm555
      @abm555 13 дней назад +6

      Bhai 1000% thik..... Jagatsinghpur jhia bi thik emti

    • @user-khilikhilihasa52062
      @user-khilikhilihasa52062 13 дней назад +3

      Kendra pada pari aau kehi besi kharap nuha, kendra pada ru aame bi aanichu janichu ma khudi para

    • @gopalmurmu8102
      @gopalmurmu8102 13 дней назад

      Bhai tumo ghoro kend ra poda

    • @nimaimohapatra7186
      @nimaimohapatra7186 13 дней назад +3

      ଏକ ଦମ ଭୁଲ କଥା, ଆଜିର ଶାଶୁ ମାନେ ପ୍ରବଳ ଲୋଭି ଗରିବ ଘରର ଝିଅ କୁ ବୋହୁ କରି ଆଣିବେ, ଆଣିଲା ବେଳେ ଆମର କିଛି ଦରକାର ନାହିଁ କହିବେ ତାପରେ ତ ଖେଳ ଆରମ୍ଭ, ନହେଲେ ଶଙ୍କର, ଗୋଟେ ଝିଅର ଯଦି ଖେଳାଳି ହୋଇ ଥାନ୍ତା କେବେ ସେ ଆତ୍ମ ହତ୍ୟା କରିନଥାନ୍ତେ ବରଂ ସେ ତ ପ୍ରେମିକ ପାଖକୁ ପଳାଇଥାନ୍ତା. ବିସ୍ଲେସଣ ଭଲ କରି କର.

    • @rasmiranjanpradhan5588
      @rasmiranjanpradhan5588 13 дней назад +2

      Jhia mane 90% kharap Kendrapada kn

  • @BuluKanhar-sx9bh
    @BuluKanhar-sx9bh 13 дней назад +1

    Bahut bahut dhanya bad

  • @RANJANANAYAK-l3y
    @RANJANANAYAK-l3y 4 дня назад

    All the best bro madichala

  • @basantinayak1660
    @basantinayak1660 13 дней назад +6

    ଜଣେ 90 ଆଉ 88 ବର୍ଷ ର ଲୋକ ଯୌତୁକ ନିର୍ଯାତନା ଦେଇ ପାରିବ କି? ଏହା କୁ ବିଚାର କରିବା କଥା.....

  • @chaitanyabariki810
    @chaitanyabariki810 13 дней назад +13

    😂😂😂😂😂😂ଆରେ ଶଙ୍କରା ତୁ ସୁଧୁରିଯାଆ😢😢😢😢

  • @basantasenapati4986
    @basantasenapati4986 13 дней назад +3

    Vala haeche ok

  • @Samir.920
    @Samir.920 8 дней назад

    Jay shree jagannath 🙏🙏🙏🙏🙏🙏🙏🙏🙏🙏🙏🙏

  • @anthonythms46
    @anthonythms46 13 дней назад +14

    200% right....

  • @sradhaParida-v9d
    @sradhaParida-v9d 13 дней назад +2

    Ctc.bhubaneswar jhia tharu kendrapara bahut bhala

  • @odishamoodisha_india
    @odishamoodisha_india 13 дней назад +2

    Absolutely correct

  • @Rdxtalk24
    @Rdxtalk24 13 дней назад +2

    Kendra pada jhia kichi... Bekar sasta ru nasta

  • @odishamoodisha_india
    @odishamoodisha_india 13 дней назад +3

    Sabu district re emiti jhia achhanti

  • @SSCR08
    @SSCR08 13 дней назад +1

    ମୁଁ ନିଜେ ୪/୫ଜଣ ବୋହୁ ଙ୍କୁ ଦେଖିଚି ସେମାନେ ବହୁତ୍ ଶାନ୍ତ ସରଳ ଆଉ ସଂସ୍କରି ଯୋଉ ମାନେ କେନ୍ଦ୍ରାପଡ଼ା ଜିଲ୍ଲା ର। ଏଇ ଜାଗା ରେ ସେ ଝିଅ ଟା ଖରାପ୍ ହେଇଥିବ ସେଇଟା ଅଲଗା କଥା କିନ୍ତୁ କେବଳ ଗୋଟେ ନିର୍ଦ୍ଧିଷ୍ଟ ଜିଲ୍ଲା ର ପୁଅ କି ଝିଅ କେବେ ଖରାପ୍ ନୁହଁ ସବୁ ଜିଲ୍ଲା ରେ ଭଲ ଆଉ ଖରାପ୍ ଅଛନ୍ତି

  • @Munu199
    @Munu199 9 дней назад

    Ok

  • @SidharthMishra99
    @SidharthMishra99 13 дней назад +6

    ସବୁଠୁ ଅଧିକ ବଦମାସ୍ ଝିଅ ହଉଛନ୍ତି Berhampur,Rayagada,ichhapuram,parvatipur ଏହି ଦକ୍ଷିଣୀ border area ଝିଅ

    • @SureshChandraSahoo-k8f
      @SureshChandraSahoo-k8f 8 дней назад +1

      ଏକଦମ୍ ଠିକ୍, ଶହେ ରେ ଶହେ ଠିକ୍ l

  • @sanjaykumarbindhani7573
    @sanjaykumarbindhani7573 13 дней назад +7

    Kendra pada ro jhio 200% aia real true mu janichi mo sohito to bi heichi

  • @SrichGiri
    @SrichGiri 14 дней назад +2

    Nice

  • @siddharthmohapatra2274
    @siddharthmohapatra2274 13 дней назад +6

    କେନ୍ଦ୍ରାପଡ଼ା ସହିତ ଜଗତସିଂପୁର ର ବୋହୁତ ଅଞ୍ଚଳ ରୁ ବି ଏମିତି ଝିଅ ଅଛନ୍ତି, ଭାଈ ମୁଁ ଅଙ୍ଗେନିଭେଇଛି ବୋହୁତ ଥର

    • @debasmitaparida2072
      @debasmitaparida2072 8 дней назад

      Jagatsinghpur kendrapada ra jhia uchha sikhita ,swabalambi ,jogya nirbhika. Pachhare sadajantra karantini jaha kahibe sidha salakha muhan upare kahibe.Tame Bhala byabahar dekheile semane bi bhala byabahar dekheibe.
      Semananku jadi tame thakibaku chesta kariba ki kharap byabahar kariba semane bhalaki tuma band bajeidebe.

  • @nrusinghasahoo4544
    @nrusinghasahoo4544 13 дней назад +1

    1000% r8

  • @anthonythms46
    @anthonythms46 13 дней назад +2

    Kendrapada ek abhisapta jaga...😢😢😢

  • @SomanathSamal-v5b
    @SomanathSamal-v5b 13 дней назад +1

    ସବୁ ମା ଦୋଷ

  • @BabuliBehera-zs2ko
    @BabuliBehera-zs2ko 14 дней назад +12

    ବହୁତ ଭଲ କଥା ପଦେ କହିଛନ୍ତି

  • @hindurakshak6665
    @hindurakshak6665 14 дней назад +3

    Right❤

  • @shantidevi7848
    @shantidevi7848 14 дней назад +4

    Jay Jagannath 😊😊😊

  • @snigdhasamantaray5389
    @snigdhasamantaray5389 2 дня назад

    I love my district. Tu kiye ama district bisayare kahibu.

  • @ashokkumaracharya3170
    @ashokkumaracharya3170 День назад

    Dhana re Gariba au Nature re bi Gariba, oh my God.

  • @statuskinggn95
    @statuskinggn95 14 дней назад +5

    Chhhi kendrapara

    • @Abhi-panda
      @Abhi-panda 13 дней назад

      @@statuskinggn95 ଛି ଛି

  • @dibakarsethy6478
    @dibakarsethy6478 12 дней назад

    Right Bhai apana nkar ahi attitude pain salute for strong mind

  • @swadhikarbetaj3768
    @swadhikarbetaj3768 13 дней назад +8

    ଏମିତିକା ବହୁତ ନିର୍ଦ୍ଦୋଶ ଲୋକ ଜେଲ ଭୋଗୁଛନ୍ତି।

  • @mr.ashok678
    @mr.ashok678 13 дней назад +1

    Change in law is required.

  • @PriyaMohanty-g8u
    @PriyaMohanty-g8u 13 дней назад +2

    Kendrapadaa maatira dosa achhi

  • @PrativaraniSwain-z5q
    @PrativaraniSwain-z5q 8 дней назад

    ଆରେ ବାବା ପାଞ୍ଚ ଆଙ୍ଗୁଠି ସେମାନେ ନୁହେଁ ତେଣୁକରି କେନ୍ଦ୍ରାପଡ଼ା ର ସବୁଝିଅ ସାନନେନୁହନ୍ତି
    ଜଣଙ୍କପାଇଁ ପୁରା ଜିଲ୍ଲା କାହିଁକି ବଦନାମହେବ
    ଆପଣଙ୍କ ଜିଲ୍ଲା ରେ ଏମିତି ସବୁଠିକ. ମୁଁ ଆପଣକୁ
    ଆପଣଙ୍କ ଜିଲ୍ଲା କାହାଣୀ ଅଙ୍ଗେ ଲିଭାଇଛି
    ସେବାବଦରେ କଣ କହିବେ.

  • @bikashpanda3237
    @bikashpanda3237 13 дней назад +2

    Bhi pura porfef kahucha

  • @TapaswiniDas-jh6gf
    @TapaswiniDas-jh6gf 13 дней назад +1

    Right

  • @RudraparatapSwain-qw6zf
    @RudraparatapSwain-qw6zf 13 дней назад +8

    କେନ୍ଦ୍ରାପଡ଼ିଆ ଯେତେବେଳେ ଠିଆ ଠିଆ ଗେହିଁବେ ବୁଝି ପାରିବୁ ଶଙ୍କରା ପୁଣି କିଳା ନେବୁ। ଗୋଟେ କଥା ମନେ ରଖେ ଶଙ୍କରା ଗୋଟେ ହାତରେ ତାଳି ବାଜେନି।

  • @biswajitjena718
    @biswajitjena718 4 дня назад

    200 % Right 👍

  • @Vinood900
    @Vinood900 13 дней назад +8

    Completely agere 10000000%। କେନ୍ଦ୍ରାପଡ଼ା specially ମାର୍ଶାଘାଇ ଝିଅ ଙ୍କୁ ଦୁରୁ ଜୁହାର। ଅଲଗା ପ୍ରକାର Talent ଭରପୁର ଅଛି କେନ୍ଦ୍ରାପଡ଼ା ଝିଅ ଙ୍କର।

    • @PRADHANSIR
      @PRADHANSIR 13 дней назад +5

      @@Vinood900 ମୁଁ ବା ମାର୍ଶାଘାଇ ଝିଅକୁ ବହାହେଇଚି । କାଇଁ ମୋ ସ୍ତ୍ରୀ ସୁସାଇଡ କରିନି ତ । ମୁଁ ତ ଜେଲ୍ ଯାଇନି ।

    • @TapanKumar-im7sk
      @TapanKumar-im7sk 13 дней назад

      Kain tote gandi marile kii

    • @SureshChandraSahoo-k8f
      @SureshChandraSahoo-k8f 8 дней назад +1

      ​@@PRADHANSIRତମେ ଚଳେଇ ନେଉଥିବ I ନଚେତ୍ ମାଇପି ବୋଲା ହୋଇ ଥିବ l Ok

  • @darkrose7728
    @darkrose7728 День назад

    It may happen else where but its 200% true in case of kendrapara

  • @gourangasahu-sy1jk
    @gourangasahu-sy1jk 9 дней назад

    Super news Bhai

  • @akshayabehera8866
    @akshayabehera8866 13 дней назад +2

    Kendrapara nuhe all world re emiti ghatuchi

  • @padmalayasarangi3907
    @padmalayasarangi3907 13 дней назад +2

    Aaji kali pua janma kariba bada papa,ye kalijuga!

  • @fulchandkisan8274
    @fulchandkisan8274 13 дней назад +8

    ବହୁତଭଲ🎉🎉🎉

  • @PratimaNayak-v5d
    @PratimaNayak-v5d 13 дней назад +1

    କେଦରାପଡାରନନୀପକାବେଧ

  • @kulamanipatra
    @kulamanipatra 14 дней назад +2

    Nice Sharing Bro

  • @PradeepTandi-i4w
    @PradeepTandi-i4w 13 дней назад +8

    ସତରେ ଶଙ୍କର ଭାଇ ମୁଁ ବି ଜେଲ ଯାଇ ଗୋଟିଏ ମାସ କଟାଇଛି ଆପଣ ଯାହା କହିଲେ ନିରାଟ ସତ୍ୟ କଥା...🙏🙏🙏🙏

  • @JyoshnamayeeMishra
    @JyoshnamayeeMishra 14 дней назад +2

    Bhai. Jagatsinghapur. Distghea. Anilakonheba

  • @biranchimallick8692
    @biranchimallick8692 13 дней назад +4

    । ଶକଂର ଭାଇ ଖାଲି କେନ୍ଦ୍ରାପଡ଼ା ଜିଲ୍ଲା କଥା କୁହନି ଓଡିଶା ର ୮୫% କଥା କୁହ ତମ ଜିଲ୍ଲା ରେ କଣ ସବୁ ଝିଅ ତାକଂ ଶାଶୁ ଶଶୁରଙ୍କ କଥାମାନି ଚଳିତ ଏମିତି ନିର୍ଧିଷ୍ଟ ଜିଲା କହିବା ଠିକ୍ ନୁହଁ

  • @AnamDas-j7f
    @AnamDas-j7f 13 дней назад +1

    Keun sahaya darkar,I am you.

  • @AjayaKumarGaming
    @AjayaKumarGaming 13 дней назад +1

    Bhai tama sabu episode re thiba bastava katha ku dekhau thibaru tamaku anek anek antarika subechha. Thank you very much bhai

    • @nibeditaparida1391
      @nibeditaparida1391 12 дней назад

      Kendrapada puo b bhala nuhanti chora khanta touter kaha ijat saha ଖେଳିବାକୁ b pachhantini,beiman କୁକୁର ଏମାନେ manisha nuhanti manisharupi ରାକ୍ଷସ

  • @mohitkumarmallick347
    @mohitkumarmallick347 12 дней назад

    Right, this is happening...

  • @Manoj90
    @Manoj90 12 дней назад

    Pure sata bhai

  • @SouriSankardas
    @SouriSankardas 9 дней назад

    ଯାହା କହିଲେ, ଯେ ଜିଲ୍ଲା ନୁହେଁ, ବହୁତ ବ୍ରାହ୍ମଣ ଝିଅ ମାନେ ଏହା କରୁଛନ୍ତି. ଯଦି ବ୍ରାହ୍ମଣ ପୁଅ ଠାକୁର ପୂଜା କରୁଛି. ହେ ପ୍ରସ୍ତାବ ଭଲ ନୁହେଁ. ଆଦର ଜାତିକୁ ଯିବା ଲକ୍ଷ ସେ ମୁତ ମାଡି ଛନ୍ତି ତାଙ୍କ ଜନ୍ମରୁ ଆସିଛନ୍ତି

  • @radhashyamsahoo756
    @radhashyamsahoo756 14 дней назад +7

    Sankar Bhai u are a good man

  • @statuskinggn95
    @statuskinggn95 14 дней назад +1

    Yes

  • @Sujata_Dash_
    @Sujata_Dash_ 13 дней назад +1

    Praya sabu Jia emiti.

  • @manojsethi7677
    @manojsethi7677 10 дней назад

    Jaha kahela sata

  • @Bishnu77-fb5bl
    @Bishnu77-fb5bl 13 дней назад

    Thik katha.

  • @SoumButu
    @SoumButu 13 дней назад +1

    Correct Bhai

  • @nabakishoresahoo6130
    @nabakishoresahoo6130 12 дней назад +1

    Ama ngr re chali chi

  • @smrutiranjansatapathy7463
    @smrutiranjansatapathy7463 12 дней назад +3

    Kendrapara jhia katha jou kahila mu sethire ekmata karana mo akhi agare udaharan achhi.

  • @minarvamohanta2886
    @minarvamohanta2886 9 дней назад

    Prarabdha ra fala.Jay Gagannth.

  • @girishex
    @girishex 16 часов назад

    ❤️🌹🙏👌👍

  • @ushu206
    @ushu206 День назад

    Sabu.kandrapada.juasaevale.nuhante