Unlocking the Magic of Hey Jaga || sourav Bharadwaj in Tapitalk |tapitalk

Поделиться
HTML-код
  • Опубликовано: 5 янв 2025

Комментарии • 504

  • @nrusinghasatapathy3479
    @nrusinghasatapathy3479 7 дней назад +100

    ସତରେ ବେଳେ ବେଳେ ଏମିତି ଲାଗେ କି, ସୌରଭ ଭାଇ ଜଗନ୍ନାଥ ଙ୍କ ଭଜନ ଗାଇବା ପାଇଁ ହିଁ ଭଗବାନ ତାଙ୍କୁ ଜନ୍ମ ଦେଇଛି ❤

  • @n.rcreation3399
    @n.rcreation3399 5 дней назад +36

    ନୂତନ ବର୍ଷର ପ୍ରଥମ ଦିନରେ ଏପରି ଗୋଟେ ଗୋଟେ ଭିଡିଓ ଆଣି ଜଗନ୍ନାଥ ପ୍ରେମୀ ଙ୍କ ମନ ରେ ଭକ୍ତିଭାବ ଜାଗ୍ରତ କରିଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ତପି ଭାଇ ଭଗବାନ୍ ଆପଣକୁ ସବୁବେଳେ ଖୁସି ରେ ରଖନ୍ତୁ ଏତିକି ଜଗା ପାଖରେ ମୋର ମାଗୁଣି ❤❤❤❤❤❤

  • @mrsrn-2001
    @mrsrn-2001 4 дня назад +7

    କ୍ୟାଲେଣ୍ଡର ବଦଳିଗଲା ବୋଲି ଜୀବନ ବଦଳିଗଲା ତାହା ନୁହେଁ, ଜୀବନ ସେହିଦିନ ବଦଳିବ ଯେଉଁଦିନ ଆପଣଙ୍କ ପାଇଁ ଅନ୍ୟର ମୁହଁରେ ହସ ଫୁଟି ପାରିବ....
    Happy new year Tapi Bhai 🙏ଜୟ ଜଗନ୍ନାଥ 🙏

  • @Bhanu580-v1w
    @Bhanu580-v1w 5 дней назад +16

    କିଛି ଲୋକ ହସିଲା ବେଳେ ବହୁତ ଭଲ ଲାଗନ୍ତି ❤😊☺😇😍🥰
    ଯେମିତି ତପି ଭାଇ ଆପଣ 😇

  • @OdiaTechTips
    @OdiaTechTips 5 дней назад +9

    ତପି ଭାଇ ଆପଣଙ୍କ ଅଶେଷ ଅଶେଷ ଧନ୍ୟବାଦ୍, ଏପରି ଆମର ଗୀତିକାର ପ୍ରତିଭାଙ୍କ ବିଷୟରେ ବହୁତ କଥା ଦେଖାଇ ଥିବାରୁ, ଆଶା କରୁଛି ଆଗକୁ ତପି ଟକ୍ କୁ କୋଟି କୋଟି ଲୋକେ ଦେଖିବେ।

  • @Only_Untalented_fan
    @Only_Untalented_fan 5 дней назад +10

    ଅ ଆ ଇ sourav bhaii nk Gita re mu ବହୁତ ଖୁସି ହୋଇଗଲି 😅❤

  • @SmrutiRanjanNayakSipunOdisha
    @SmrutiRanjanNayakSipunOdisha 7 дней назад +15

    ତପି ଭାଇ ❤❤❤କଂର ପ୍ରଶ୍ନ ପଚାରିବା ର ଶୈଳୀ ମତେ ବହୁତ ଭଲ ଲାଗେ।

  • @sujatanath7149
    @sujatanath7149 5 дней назад +11

    Tapi bhai apnak new vedeo asibaku ame sabu apekhya karu, aji bahut khusi lagila avali youth nku dakuchanti jou mane odisha ku proud feel karuchanti tanka song re, jay jagannath🙏🙏🙏🙏

  • @debasisswain637
    @debasisswain637 5 дней назад +7

    ଭାଇ New year ra surprise guest 😮
    ଧନ୍ୟବାଦ ଭାଇ
    Love you bhai

  • @Bhanu580-v1w
    @Bhanu580-v1w 7 дней назад +6

    ତପି ଭାଇ ତମର ଏମିତି ଏକ ପ୍ରଚେଷ୍ଟା କୁ ମୁଁ salute karuchi

  • @StylinSukanya
    @StylinSukanya 5 дней назад +6

    Nua barsa ra aarambha re jau atithinku apana anile seita sabuthu vala katha ..bahut sundar lagila ae episode ti...gote vabamaya au vakti vaba ra paribesa vitare pura hajigali...sourav vainka song sunile akhiru luha aape aape bahariase..jaha b hau apananankara ae channel madhyama re bahut sata au hrudaya ra katha janiparuchu..thank u Tapi vai..jay shree jagannath

  • @jittv9894
    @jittv9894 5 дней назад +4

    ବାସ୍ତବିକ୍ ଆଜି ର ଆଧୁନିକ ଯୁଗକୁ ଆଧ୍ୟାତ୍ମିକ ଯୁଗରେ ରୂପାନ୍ତରିତ କରି ମନୁଷ୍ୟ ର ପ୍ରକୃତ ଜୀବନ ଶୈଳୀ ବିଷୟରେ ବ୍ୟାଖ୍ୟା କଲେ । ବହୁତ ବହୁତ ଧନ୍ୟବାଦ ସୈାରଭ ଭାଇ ଏବଂ ସୈାରଭ ଭାଇ ଙ୍କ ଭଳି ପ୍ରତିଭା କୁ ଆଣି ତପି ଭାଇ ଏକ ଉଚ୍ଚକୋଟୀର ବ୍ୟକ୍ତିତ୍ଵ ର ପରିଚୟ ଦେଇଛନ୍ତି । Lots of Love Tapi Bhai🙏🏻

  • @winsteps
    @winsteps 4 дня назад +5

    Tu pada tia mu pada ra dhuli,
    kahiki sunibu mo bikala ali,
    ..........
    hey jaga re hey jaga re...
    singha duara ku kahin khola rakhichu.
    is my ultimate favorate song, actually jaga upare mu tk rage au sethipai ea song ta pura jaga au mo bhitara relationship ku define karuchi, i mean mu exactly jaha jaga ku kuhe pura exactly same lyrics ea gita re achi au sethire Sourav Bhai nka voice, waah you are really mind blowing singer, you have such a fantastic voice, love you bhai❤

  • @reetanjalidash6848
    @reetanjalidash6848 5 дней назад +7

    Magical voice .maha prabhunka🙏kruparu aatma ku chhuinegala bhali emiti sundar sundar bhajana aamaku sunibaku milu.

  • @dushmantkumarbaral629
    @dushmantkumarbaral629 5 дней назад +4

    ନୂତନ ବର୍ଷ ର ହାର୍ଦ୍ଧିକ ଅଭିନନ୍ଦନ
    ବର୍ଷ ର ପ୍ରଥମ ଦିନ ରେ ଏହି ଭିଡିଓ ଟି ସବୁ ଜଗନ୍ନାଥ ପ୍ରେମୀ ଙ୍କୁ ଖୁବ୍ ଆକୃଷ୍ଟ କରିଥିବ
    ତପି ଭାଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣ ଏମିତି ସୁନ୍ଦର ସୁନ୍ଦର ଭିଡିଓ ଆମ ପାଖେ ପହଞ୍ଚାଇବା କୁ ଅନୁରୋଧ 🙏🙏🙏🙏

  • @Official_Tranding_Channel
    @Official_Tranding_Channel 5 дней назад +3

    ନୂତନ ବର୍ଷ ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା ଆପଣାକୁ ଆପଣ ପ୍ରୋଡକ୍ୟାଷ୍ଟ ବହୁତ୍ ଭଲ ଲାଗେ ଆଉ ଦେଖୁ ଦେଖୁ କେତେ ବେଳେ ସମୟ ଗଡି ଯାଏ ଜାଣି ହୁଏ ନାହିଁ ଦିଲ ସେ ଲୋଭ ୟୁ ଭାଇ ❤❤❤❤❤❤❤❤❤

  • @anilkumardehury524
    @anilkumardehury524 5 дней назад +5

    ତୁମ interview ଦେଖୁଥିବା ସମୟରେ ଆମ ଘର ପାଖରେ "ମୋ ଜାଗା କାଳିଆରେ " ଗୀତ ଶୁଣିଲି ମାଇକ ରେ ବାଜିଲା। ଜୟ ଜଗନ୍ନାଥ 🙏

  • @Alishaa1352
    @Alishaa1352 4 дня назад +2

    Tapi bhai aapanka upastapana ati sundar ❤God bless you🙌

  • @Ipsita115
    @Ipsita115 2 дня назад +1

    Big fan of Sourav ❤❤❤...Jaga bhajana sabu sunile apurba khusi mile

  • @itsSatyajeet__
    @itsSatyajeet__ 5 дней назад +6

    ବାଲେଶ୍ୱରିଆ❤️

  • @jeetendrasethy5147
    @jeetendrasethy5147 День назад

    Thank you bro Sourav bhardwaj sir ku interview nei thibaru mu tankara bhajana song sabubele morning time re sune morning time bi alone time
    Love 💕 you bro ❤❤❤❤❤

  • @GayatriDas-fu5bs
    @GayatriDas-fu5bs 5 дней назад +9

    Sir seriously bhut vala lagila... sundar interview, positive interaction .. Happy New year.. ... Jagannath bless us...jay Jagannath 🙏🌼

  • @annapurnarautaray5960
    @annapurnarautaray5960 5 дней назад +1

    ସ୍ଵରରେ ନିରୀହତା ବାରି ହେଇ ଯାଉଛି,ଏହିପରି ଗାୟକ ସଙ୍ଗୀତ ଜଗତର ଉଜ୍ଜଳ ତାରକା।।।।love from DELANG(Puri)❤❤❤❤❤❤

  • @banhifilms581
    @banhifilms581 4 дня назад

    As a baleswaria am Proud both of you bhai ❤
    ସବୁଠୁଁ ଖୁସୀ ଲାଗିଲା କି ସୌରଭ ଅପଣଙ୍କ ସହ conversation time ରେ ବହୁତ comfortable feel କରୁଥିଲା ଆଉ second ରେ ଆପଣ ଆପଣଙ୍କ journey and experience share କରୁଥିଲେ ସତରେ ଭାଈ hat's off you ନୂଆ ବର୍ଷ ଆପଣ ଦୁହିଁଙ୍କ ପାଇଁ ନୁଆ ଆଶା ଓ ନୂଆ ଉଦ୍ଦୀପନାର ବର୍ଷ ହେଉ
    ଜୟ ଜଗନ୍ନାଥ 🙏❤️

  • @stitisworld8805
    @stitisworld8805 5 дней назад +3

    Most awaited interview ❤

  • @DailyLifeOfPrakash
    @DailyLifeOfPrakash 5 дней назад +6

    Mu wait karithili eie video pain ❤❤

  • @sunilkumarbehera376
    @sunilkumarbehera376 3 дня назад +1

    ତପି ଭାଇ ଆମ ଦିଲ୍ ରେ ସବୁ ବେଳେ ରହିଯିବ...salut..❤❤

  • @badalbeast
    @badalbeast 5 дней назад +2

    Pratham Bhai Tama Dui Janaku Happy New Year....God Gifted Saurav Bhai

  • @nayagarhhondaofficial3626
    @nayagarhhondaofficial3626 5 дней назад +1

    The best podcast ..Tapi bhai .ନୂଆ ବର୍ଷ ନୂଆ ସକାଳ ..Tapi ଭାଇ ଙ୍କ best 👌 podcast

  • @vloggingwithhawa
    @vloggingwithhawa 5 дней назад +1

    ବାସ୍ତବରେ ମଣିଷର ବ୍ୟବହାର ହିଁ କହିଦିଏ ସେ ମଣିଷ କିପରି ❤

  • @royalkaraokestudio6299
    @royalkaraokestudio6299 5 дней назад +2

    ପ୍ରଥମେ ତପି talk channel ର owner ତପି ଭାଇ ଙ୍କୁ ଇଂରାଜୀ ନବ ବର୍ଷ ର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ସୌରଭ ଭରଦ୍ୱାଜ ଯାହା ବି କିଛି କଥା ବାର୍ତ୍ତା ହେଲେ ଆଉ ଆମ କୁ feel ହେଲା କି ସେ ଜଣେ ଭଲ ମଣିଷ ଏବଂ ଶାନ୍ତ ସରଳ ।।
    ତାଙ୍କ ଗୀତ ଗୁଡ଼ିକ ମୋତେ ବହୁତ୍ ପସନ୍ଦ ଲାଗେ ।। ଜୟ ଜଗନ୍ନାଥ

  • @suryacreationandvlogs
    @suryacreationandvlogs 3 дня назад

    ତପି ଭାଇ ବହୁତ ବହୁତ ଧନ୍ୟବାଦ
    ଏମିତି ଭିଡିଓ କରିଚାଲ ବହୁତ ଖୁସି ଲାଗୁଚି ଓ ବହୁତ କିଛି ଜିନିଷ ଶିଖିବାକୁ ମିଳୁଛି
    ପୂରା ଓଡ଼ିଶାରେ ଏକ ନୂଆ ଧରଣର ସୋ
    ସମସ୍ତେ ଓଡ଼ିଶାରେ ଆପଣଙ୍କ ସୋ ଆପଣେଇଥାନ୍ତି 👌🥰🙏

  • @SubhashreepriyadarsiniBarsha
    @SubhashreepriyadarsiniBarsha 4 дня назад

    Mu video first ru last jae dekhili au atiki bujhili j jane popular singer ❤️ bahut cool, au bahut bhala katha kahuchanti 🙏bodhe shree Jagannath tanka bhajana pain sourav bhai nku ବାଛିଛନ୍ତି 🙏 satare bahut bhala lagila💓 bhai nka katha suniki😍

  • @sriramulukartikeswardora3252
    @sriramulukartikeswardora3252 5 дней назад +1

    କର୍ତ୍ତବ୍ୟ କରିବାରେ ଆମେ କେବେ ଅବହେଳା କରିବାନି -
    ଭଗଵାନ ଏତେ ନିଷ୍ଠୁର ନୁହନ୍ତି ଜେ ଫଳ ଦେବେନି ଏ ଲାଇନ ବହୁତ ଭଲ ଲାଗିଲା
    SarubhaBhai 💝

  • @PrakashKumar-rp5mh
    @PrakashKumar-rp5mh 7 дней назад +2

    ଜଗା ତୋ କଳା ଅନ୍ଧାର ରେ ମୋତେ ମିଶେଇ ଦେ 🙏🏻😔❤

  • @rglegendff5535
    @rglegendff5535 5 дней назад +3

    Down to earth Sourav Bhai 🎉❤

  • @hrusikeshpadhi2476
    @hrusikeshpadhi2476 5 дней назад +1

    Mu bi sourav bharadwaj bhainka big fan tanka kichhi kichhi Gita sabubele sune mu atiki jaganathnka pakhare prathana karuchhi sabubele tanka asribad thau se sabubele amiti Sundar Sundar Bhajan sabubele sunau Jay jaganath 🙏🙏🙏

  • @chirasmitamamunisunu5725
    @chirasmitamamunisunu5725 2 дня назад

    Very positive interview between two positive person

  • @BikramO-d2h
    @BikramO-d2h 2 дня назад +2

    ଜୟ ଜଗନ୍ନାଥ ❤️🙏🙏🙏🙏🙏

  • @odialifestyle....Likumanivlog
    @odialifestyle....Likumanivlog 2 дня назад +1

    Vai bahut sundar lagila vai nk gita sunila belaku akhire luha asigala.❤vai apan due jannku Happy New year ❤

  • @pralayaofficial1060
    @pralayaofficial1060 5 дней назад +1

    Saurabh Bhai jemiti original re gaichanti live re bi semiti gauchanti mahaprabhu nka ashirwad ru hin emiti sabu sambhav hue.. Jay Jagannath 🙏❤️

  • @sunitaswain4507
    @sunitaswain4507 День назад

    He is so simple n sweet.❤

  • @Anonymousben10
    @Anonymousben10 4 дня назад +2

    Mu dekhiba bhitare eita hi sabuthu interesting podcast mate lage and ethi samaste sata hi kuhanti .... Great content bhai wish u all the best... Jagannath samastanka mangala karantu 🫶

  • @jadupatirout
    @jadupatirout 5 дней назад

    Ama baleshwar ra kalara jalwa sara duniya re parichita,
    Tapi babu, Saurabh ra bhajan styles pura different... ❤
    ❤❤❤❤❤

  • @chagulusrpp
    @chagulusrpp 5 дней назад +2

    Bahut sunder atithi.... Jea ki sara odisha ra srota nku andolita kari rakhichhanti .... Amiti bhala bhala atithi nku daku thao , amaku entertain karuthaoo ...😊 keep it up

  • @AnilkumarSahoo-f1i
    @AnilkumarSahoo-f1i 5 дней назад +1

    Bahut sundar voice bhai nkara...au tanka kantha ru maha Prabhu nka Gita ta suniki mahaprabhu nka prati ahuru adhika bhakti badhi jauchi

  • @RatanPurty-rx5sz
    @RatanPurty-rx5sz 5 дней назад +2

    Bhai nka Gita atisundar❤

  • @umeshchandranayak4738
    @umeshchandranayak4738 4 дня назад +1

    Tapibabu aapananka show khub sundarlaguchi.gote gote show re bright nes kamijauchi dhyanadebe

  • @mkmobilecreation8714
    @mkmobilecreation8714 5 дней назад +2

    Sourav bhai gita gaile gote josh ase bhari thanks bhai and thanks tapi bhai sourav bhai ku daki thibaru love you tapi bhai

  • @odiavideoofficial2310
    @odiavideoofficial2310 4 дня назад

    ଯେବେ ବି ମୁଁ ଦୁଃଖ ଆଉ କଷ୍ଟ ରେ ଥାଏ ସୌରଭ ଭାଇ ଙ୍କ ଗୀତ ଶୁଣିଦେଲେ ସେ ଦୁଃଖ କଷ୍ଟ କୁଆଡେ ଚାଲିଯାଏ ଆଉ ଯେବେ ବି ଭାଇ ଙ୍କ ଗୀତ ଶୁଣେ ମୋ ରୁମ ଟାଙ୍କୁରି ଉଟେ ବହୁତ ଖୁସି ଲାଗେ ❤😊

  • @Khushibiswal20
    @Khushibiswal20 3 дня назад +1

    Mu sabu dina sakhalu sourav bhai bhajan sunuchi mote bahut bhala lage ❤

  • @SmrutiRanjanNayakSipunOdisha
    @SmrutiRanjanNayakSipunOdisha 5 дней назад +1

    ନୂତନ ବର୍ଷ ର ହାର୍ଦ୍ଦିକ ଅଭିନନ୍ଦନ ସମସ୍ତ କୁଂ🙏🎉🎉🎉 ତା ସହିତ ତପି ଭାଇ ତମକୁ ମଧ୍ଯ

  • @sabyaparida5044
    @sabyaparida5044 7 дней назад +3

    ଜଗାରେ ତୋ ହଶ ଟିକେ ଦେଖିବାକୁ ମୋ ମନ ଝୁରେ 🥰🥰🥰

  • @mrlaxmangaming846
    @mrlaxmangaming846 2 дня назад

    ସତରେ ଭାଇ ଜଗନ୍ନାଥ ଗୋଟିଏ ସୁନା ରୂପା ଠାରୁ ଅଧିକ ମୁଲ୍ଯବାନ ଜିନିଷଟିଏ ଦେଇଛନ୍ତି ଭାଇକୁ, ଅତି ଉତ୍ତମ❤❤ ଯାହାକୁ ମଧ୍ଯ ସେ ତାଙ୍କର ସମସ୍ତ କାର୍ୟ୍ଯ ରେ ଲଗାଇ ସୁସ୍ଥ ହୋଇ ରୁହନ୍ତୁ❤❤🎉

  • @SonaliPradhan-rj3gm
    @SonaliPradhan-rj3gm 4 часа назад

    Sourav bharadwaj ❤❤jay Jagannath ❤

  • @suryakantamalik5161
    @suryakantamalik5161 День назад

    Bhai your the best for us
    And specially I learn many things from your Channel the tapi talk
    We want more videos

  • @UnsolvedSatya
    @UnsolvedSatya 5 дней назад +2

    ଜଗନ୍ନାଥଙ୍କ ଭଜନରୁ ଭାଇ ତାଙ୍କର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟରେ ଆଜି ଏବଂ ଆଗକୁ ମଧ୍ୟ ରାଜ କରିବେ❤। ଜୟ ଜଗନ୍ନାଥ ⭕‼️⭕🛐

  • @krushnaswain2336
    @krushnaswain2336 5 дней назад +2

    Mana ku khusi sete bele lage jete bele dukha samayare pakhe thae se heuchi mu tapi Bhai

  • @SanjayKumar-ep4ut
    @SanjayKumar-ep4ut 5 дней назад

    ଭାଇ ମ ତରଫରୁ ପ୍ରଥମେ ତ ନୂତନ ବର୍ଷର ଶୁଭେଚ୍ଛା ଓ ଶୁଭକାମନା,ଆଉ ଆମ ଭାଇ ଦୁଇଜଣ ଯେ କଥା ଦୁଇଟା କହିଲ ଆମ ଓଡ଼ିଶା ବା ଓଡ଼ିଆ ପାଇଁ ଗର୍ବ ଅନୁଭବ ମନେ କରୁଛି ।
    ଆଉ ଆମ ଗାଁ ଡଗରା କଥା କହିଲ ମୁଁ ବହୁତ ଖୁସି 🎉🎉🎉🎉 ❤️❤️❤️❤️ ଜୟ ଜଗନ୍ନାଥ ❤❤❤❤

  • @uniquedugu9177
    @uniquedugu9177 4 дня назад

    My fev..❤🤞singer his voice is amazing 🤗

  • @Alishaa1352
    @Alishaa1352 4 дня назад

    One of the my favorite😍 singer😊saurav bhai nka voice God gifted💓...Always Lord jagannath bless you😊❤bhai😇
    And Bhai plz chandan biswal bhai nku invite karantu🥰

  • @SusantaKumar-q5v
    @SusantaKumar-q5v 5 дней назад +1

    Bhaire manibaku padiba Tama kantha ku
    Love you tapi bro odishara no1 RUclipsr

  • @sthitipragyansahoo1017
    @sthitipragyansahoo1017 3 дня назад

    Sourav you are very sober and honest person 😊❤

  • @fakirmohansahoo2079
    @fakirmohansahoo2079 5 дней назад

    Sourav ଭାଇ ଆପଣ ଜନ୍ମ ସେଇ କାଳିଆ ପାଇଁ,ଜୟ ଜଗନ୍ନାଥ 🙏🙏🙏

  • @padmanavpradhan4438
    @padmanavpradhan4438 5 дней назад +1

    I love this singer. Love you Sourav.

  • @tariniprasannananda5178
    @tariniprasannananda5178 4 дня назад

    Aajira upasthapaka aau atithi duijana mo balasore ru.. really feeling great..

  • @ItishreeBehera-ni1ct
    @ItishreeBehera-ni1ct 2 дня назад +1

    ବହୁତ୍ bhala ଲlଗିଲା

  • @suryacreationandvlogs
    @suryacreationandvlogs 3 дня назад

    ବହୁତ ବଢ଼ିଆ ଲାଗିଲା ❤👌

  • @jadupatirout
    @jadupatirout 5 дней назад

    The best thing is in 33:00 35:00 44:00 ..
    Saurabh is honest and down to earth...

  • @mohanmallik
    @mohanmallik 5 дней назад +1

    ମୁଁ ଆଜୀବହୁତ ଖୁସି ତପି ଭାଇ 🥰 ସୌରଭ ଭାଇଙ୍କୁ ଡାକିଲେ 🙏 ଜୟ ଜଗନ୍ନାଥ

  • @trishaexpress9385
    @trishaexpress9385 4 дня назад

    Mu apana nka sabu episode dekhe I love your taking style

  • @LAXMANBARIK-pz9rc
    @LAXMANBARIK-pz9rc 5 дней назад

    Mo jaga kalia re sei gita ti mate bahut bhala lage. Sourav bhai nk sei gita mu jetebele prathama thara sunithili mo aakhi re luha aasijaithila. Mu maha prabhu jagannath🙏 prathana karuchi sourav bhai amiti sundar gita gaantu. Au tapi bhaina aapana amiti kala kaar nku aapana nk show ku aanantu jaha phala re aamaku ta aama pasand ra kalakara nk bisayere janiba pai miluchi. Love ❤ tapi talk. Gapi bhaina aapna nk show sabu show thhu alaga. Karana amiti car re basiki interview pura niara

  • @evergreensubhrajyoti
    @evergreensubhrajyoti 4 дня назад

    Satya hni sanatana ,satya hni bhagawan …kamana ra binas re dukha ra binas❤

  • @himansu_life
    @himansu_life 5 дней назад

    Creativity doesn’t wait for that perfect moment. It fashions its own perfect moments out of ordinary ones.❤❤
    ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ତୁମ ସହ ଅଛି ଆଉ ତୁମ ସୁ କର୍ମ ଯୋଗୁ ଆଜି ଏ ଜଗତ ତୁମକୁ ଚାହିଁଛି ଆଉ ଆଗକୁ ଚାହିଁବ, ଆମେ ସବୁବେଳେ ତୁମ ସହ ଅଛୁ ଆଉ ଆଶୀର୍ବାଦ କରିବୁ, ଜୟ ଜଗନ୍ନାଥ 🙏🌑‼️🌑
    Balasore the mines of stars ✨

  • @smartbikram6066
    @smartbikram6066 4 дня назад

    Satare sir song ta singing kala time re ghosboom asuchi really sir mo hurdaya chui gala 🙏⭕️‼️⭕️🙏 Jay Jagannath

  • @Hyperpro23
    @Hyperpro23 5 дней назад

    Gems 💎 of ODISHA SOURAV BHAI

  • @satyaranjanrout8513
    @satyaranjanrout8513 5 дней назад +2

    Sourav bhardwaj just... A brilliant

  • @rajeshkumarbehera8494
    @rajeshkumarbehera8494 День назад

    Best singer now a days ❤❤❤

  • @SoubhagyaUniqueVlog001
    @SoubhagyaUniqueVlog001 2 дня назад +1

    Love you tapi bhai ❤

  • @srikantapradhan1564
    @srikantapradhan1564 5 дней назад

    One of my favourite podcast

  • @manoranjanpradhan4008
    @manoranjanpradhan4008 5 дней назад

    Flowers are many but rose is special, days are many but sunday is special, podcasts are many but tapi talk is special❤❤❤❤

  • @HELPING.GAMER09
    @HELPING.GAMER09 5 дней назад +4

    ଆପଣ ଅମଳ କରୁଥିବା ଅମଳ ଦ୍ୱାରା ପ୍ରତ୍ୟେକ ଦିନ ବିଚାର କରନ୍ତୁ ନାହିଁ କିନ୍ତୁ ଆପଣ ବୁଣୁଥିବା ମଞ୍ଜି ଦ୍ୱାରା ବିଚାର କରନ୍ତୁ😊😊

  • @niharranjanmohanta
    @niharranjanmohanta 5 дней назад +1

    God bless you #Saurav_Bhai❤❤❤❤

  • @rbcreation4639
    @rbcreation4639 4 дня назад

    Tapi Bhai tamara taking power bahut ❤❤❤

  • @rahuljena3792
    @rahuljena3792 5 дней назад +2

    Sourav Bhai Love you ❤️ happy New year

  • @SumanyuVlogs
    @SumanyuVlogs 5 дней назад +1

    The Land of Culture,Love & Skill
    Mayurbhanj & Balasore.

  • @janmejaydas1434
    @janmejaydas1434 3 дня назад

    Bhai gote suggestion thila... Podcasting bele jadi invited guest jekounasi byakti bisayare kahuchhanti, tankara pic bi show kari huanta jadi, aame jani parantu se kie... samastanku ta naa ru aame jani parunu... pic dekhile bodhe jani huanta... it's nice to watch this podcast with Sourav Bharadwaj ji.... God bless him.. Jay jagannath

  • @didtapusenapati
    @didtapusenapati 5 дней назад +1

    ଭାଇ ତୁମେ ଆମ ସିମୁଳିଆ ବ୍ଲକ ରୁ, ଜାଣି କି ମତେ ବହୁତ ଖୁସି ଲାଗିଲା, ଆଉ ସୋରଵ୍ ଙ୍କ ଆଜିର ଭିଡିଓ ଦେଖି ଖୁସି ଲାଗିଲା , ଧାନବାଦ ଆଗକୁ ମଜାଳିଆ ଭିଡିଓ ଆଉ ଆମ ପାଖକୁ ଆନାନ୍ତୁ, ଜୟ ଜଗନ୍ନାଥ,

  • @MitunDalei-f6w
    @MitunDalei-f6w 5 дней назад

    Saurav Bhai nka Bhajan bahut sundar lage mate thank you Saurav Bhai I love you Bhai ❤❤

  • @PranjalKumarMishra-d6r
    @PranjalKumarMishra-d6r День назад

    Thank you Tapi Bhai Apana Sabu Saptahare Emiti kalakar Mananku Nei tanka Mana ra katha ama pakhare pahancau thibaru apananku Thank You.

  • @BadalKumar-z3x4u
    @BadalKumar-z3x4u 5 дней назад +2

    ବହୁତ ସୁନ୍ଦର show with ସୌରଭ ଭାରଦ୍ୱାଜ @tapitalk

    • @BadalKumar-z3x4u
      @BadalKumar-z3x4u 5 дней назад

      Thanks ତପି ଭାଇ 🙏🏼🙏🏼🥰🥰🥰🥰🥰

  • @Mrganjamia
    @Mrganjamia 5 дней назад +1

    Tapi bhai dil se thank you bhai 🙏🙏 . Apana ama bhali chotia creator nka msg bi dekhanti. Reply diantu only comment re nahi also Instagram re bi❤❤❤.

  • @anilkumarsahoo8546
    @anilkumarsahoo8546 5 дней назад

    Tapi Bhai apan samasta nka guna jani paruchhanti Mane apna nkar se quality ta jou family and God develop karichhanti pls apan tanku dakantu means apan nka father and mother
    Pls dakibe ❤❤❤❤❤

  • @MANASBARIK-m3j
    @MANASBARIK-m3j 18 часов назад

    Jay Jagannath 🙏 🙏 🙏 🙏

  • @SidharthEditz4321
    @SidharthEditz4321 3 дня назад

    Jay Jagannatha 🙏❤️

  • @rajeshpradhan8318
    @rajeshpradhan8318 5 дней назад

    Happy new year Tapi Bhai❤🎉
    Mo playlist ra sabu gita saurav bhainkara 😊.....Thank you Tapi Bhai & i am ur regular viewer😍

  • @odiavideoofficial2310
    @odiavideoofficial2310 4 дня назад

    ଭାଇ ତମ ଗୀତ ଶୁଣିଲା ପରେ ମନ ଟା ବହୁତ ହାଲକା ହେଇଯାଏ କାହିଁକି କେଜାଣି ମୁ ଜାଣିନି ଯେବେ ବି ଜଗନ୍ନାଥ ଙ୍କୁ ଦେଖେ କି ପୁରୀ ମନ୍ଦିର ଙ୍କୁ ଯାଏ ଭାଇ ତମ କଥା ମନେ ପଡ଼ିଯାଏ ❤😊

  • @Gexture_cricket
    @Gexture_cricket 2 дня назад

    Tapi bhai tame jou kama karucha its great for people of odisha kintu au gote request karibi ki kebe bi paisa lobha re padibani bcz joudina tamaku paisa dekhajiba sedina tama bhitara ra e jou honesty achi seita tame hareibasiba be kind keep supporting ❤❤

  • @Subrat5
    @Subrat5 День назад

    Thankyou! 🙏 Jai Jagannath 🙌

  • @asbblogs9396
    @asbblogs9396 4 дня назад

    Bhai jibana re agaku padhiba ku hela kiche haribaku pade au tama pai ama ghare basi samastinka mana katha janiparuchu bahutu bahtu dhanywad ❤❤