Samstanku dakiba darkar bhala avineta nku bi dakiba darkar juba chasi mananku bi dakiba darkar samaste kn IAS IPS hebe teacher,farmer Kia haba apana mananka aie chintadhara pain odisha re vegitables rate ate high
Tamaku bhala paiba ethi pain loka dauchanti karana tamaku ete success milila pare b ahankar asini tama dehare..best wishes for your future endeavours ❤
ଭାଇ ପ୍ରଥମ ଥର ପାଇଁ ଗୋଟେ podcast ଶେଷ ପର୍ଯ୍ୟନ୍ତ ଦେଖିଲି😊, ଅନୁଗୁଳିଆ ଭାଇଙ୍କର ଏତେ ନିରାଟ ସତ କଥା କହିବା ଦେଖି ଆହୁରି ଖୁସି ଲାଗିଲା ଯେମିତି ଅନ୍ୟ celebraty ମାନେ ନିଜର income କୁହନ୍ତି ନାହିଁ କିନ୍ତୁ ବଣ୍ଟି ଭାଇ କହିଲେ ❤ଆଉ ଏତେ ବଡ ଷ୍ଟାର ହେଲା ପରେ ବି ଗର୍ବ ବୋଲି ଟିକେ ବି ନାହିଁ ଦେଖିକି ବହୁତ୍ ଖୁସି ଲାଗିଲା ❤🎉 ସବୁବେଳେ ଏମିତି ଖୁସିରେ ରୁହ ଏବଂ ଏମିତି ଆଗକୁ ଭଲ କାମ କରିଚାଲ 🙌ଏବଂ ଅନୁଗୁଳିଆ ବଣ୍ଟି ଭାଇଙ୍କ ନିଜ podcast କୁ ନିମନ୍ତ୍ରଣ କରିଥିବାରୁ ସାର୍ ଆପଣଙ୍କୁ ମଧ୍ୟ ବହୁତ୍ ବହୁତ୍ ଧନ୍ୟବାଦ୍ 🙏 ଆପଣଙ୍କ ସ୍ଵତନ୍ତ୍ର ଧରଣର podcast ମଧ୍ୟ ବହୁତ୍ ଭଲ ଲାଗେ ଭଗବାନ ଆପଣଙ୍କୁ ବହୁତ୍ ଖୁସିରେ ରଖନ୍ତୁ 🙏
❤🙏👍ati sundar Anugulia Kalakar bhai 🫡👍
My bi dekhili pura
ଚନ୍ଦନ ବିଶ୍ୱାଳ ଭାଇ ଙ୍କୁ ଡ଼ାକନ୍ତୁ ସେ ଆମ ଓଡ଼ିଶାରେ କମେଡି ପାଇଁ ଏକ ସ୍ୱତନ୍ତ୍ର ଆଉ ନିଆର ଧାରା ବନେଇଛନ୍ତି 🥰🥰
ଠିକ୍ କହିଚନ୍ତି
Bilkul thik ...❤❤😊😊😊
Yes
Daka
Thik katha bro
IAS, OAS, IPS officer ଙ୍କୁ ଡାକନ୍ତୁ.... Job Aspirants ଙ୍କୁ ପ୍ରେରଣା ମିଳିବ... ❤
Great massage
Are bhai bunty bhai ku bi dine popu bahut bejati karithila comedy interview re taa sei jaga ru asi aijaga re pahanchiba ata gote prerana re bhai 💯😏
Right sir
ଠିକ୍ କଥା 🎉
Samstanku dakiba darkar bhala avineta nku bi dakiba darkar juba chasi mananku bi dakiba darkar samaste kn IAS IPS hebe teacher,farmer Kia haba apana mananka aie chintadhara pain odisha re vegitables rate ate high
ଅନୁଗୋଳିଆ ଲୋକଙ୍କ ଅଭ୍ୟାସ ସତ କହିବା। ତା ପାଇଁ ଯେତେ ମୁଲ୍ୟ ଦେବାକୁ ପଡୁ। ଆଜି ପର୍ଯ୍ୟନ୍ତ ଅର୍ଗସ ପଡକାଷ୍ଟ କୁ ଯେତେ ଅତିଥି ଆସିଛନ୍ତି ଏ ଭଳି ଖୁଲମ୍ ଖୁଲା ସତ, କେବଳ ବଣ୍ଟି ଭାଇ ହିଁ କହିଛନ୍ତି
ସଂଗ୍ରାମ ସାର୍ ଙ୍କୁ ମୋର ଅନୁରୋଧ ଶ୍ରୀକ୍ଷେତ୍ର ପୁରୀର ବଡ଼ପଣ୍ଡା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ଙ୍କ ସହିତ ଏକ podcast କରନ୍ତୁ।ସେ ଜଣେ ବହୁତ ସୁନ୍ଦର ମଣିଷ ଏବଂ ତାଙ୍କର କଥା ଗୁଡିକ ଅତି ମାର୍ଜିତ। ଆଶା କରେ ମୋର ଅନୁରୋଧ ରକ୍ଷା କରିବେ 🙏
ଜୟ ଶ୍ରୀ ଜଗନ୍ନାଥ ⭕❗⭕
@LORD_JAGANNATH_OFFICIAL09 sure
ଆଉ ଗୋଟିଏ ପ୍ରଶ୍ନ ବି କରିବେ ଶ୍ରୀକ୍ଷେତ୍ର ରେ କାହିଁକି ଭକ୍ତଙ୍କୁ ଲୂଟା ଯାଏ
ସଂଗ୍ରାମ sir please, ରଚନା ଦିଦି କୁ ଡାକନ୍ତୁ, please
ରଚନା ନାହିଁ ସିଧା mia khalifa କୁ ଡାକିବେ
Yes
ବହୁତ ଭଲ ହବ 👍
, good
Bunty Bhai nkar mu bahut bada fan .....😊😊 Mate bahut vala lage Sangram sir nkar katha ..😊🥰🥰
Thank you
Aama angul pain bunty bhai super star 😊
ଭାଇ ଯାତ୍ରା ପାଗଳ ର ଗୋଟେ dialogue ହେଲାନି.....❤
ଏହି Episode ଟି ଵହୁତ ଭଲ ଲାଗିଲା।
Thank you
ଅନୁଗୋଳ ଟୋକା ଓଡ଼ିଶା ମାକେଟରେ ଏଥର...❤❤❤
Hm bantala pila kie
Angul❤
ବଣ୍ଟି ଭାଇ ଆମ ପାଲହଡ଼ା ଖମାର ଟୋକା... ଭାରି ସରଳ,କଳାପ୍ରେମୀ । ହୃଦୟ ଦେଇ ଭଲ ପାଆନ୍ତି ହେଲେ ଖାନ୍ତି ଧୋଖା❤😂😂😂
Best podcast...... Bahut maja lagila ....... Chandan bhai nku dakantu ...
Proud of U, Banti Bhai. I amfrom Angul. Apana Angul pain garba. ❤🙏.
Thank you so much sir banty bhai nku anithibaru❤️
Sangram bhai jane bhala lokaku dakichi banti bhai ra mu bada fan
ସଂଗ୍ରାମ ବାବୁ ଙ୍କୁ ମୋର ଅନୁରୋଧ ଯେ ଆପଣ ବର୍ତ୍ତମାନ ଇଉଟ୍ୟୁବ୍ ରେ ଭାଇରାଲ୍ ହେଉଥିବା ନେପାଳର ପ୍ରେମିଯୁଗଳ ବିବେକ ଓ ସ୍ରିଜନା...ଏତେ ସେବା ଏତେ ଭଲପାଇବା ଆଗରେ ପ୍ରେମ ଆଜି ହାରି ଯାଇଛି..ତେଣୁ କଳିଯୁଗର ସୀତା କୁହାଯାଉଥିବା ସେଇ ସ୍ରିଜନାଙ୍କୁ ଥରେ ଆପଣଙ୍କ ଷ୍ଟୁଡିଓ କୁ ଡାକନ୍ତୁ....🙏🙏🙏🙏🙏🙏🙏
😂😂😂
kiye sita kahuchhi ?😂
@Maaduatoka ଭିଡିଓ ସବୁ ଦେଖିଲେ ଜାଣିପାରିବେ 😌😌
My favorite Comedian❤😊...
God bless you always 🙌❣️
Sir chandan biswal bhai nku invite karantu🙏😊...
Sundar upaastapana💓
Bhai bahut aagaku jiba❤❤❤
Karana aapankara mana swachha, khola manisa tia aapana
Tamaku bhala paiba ethi pain loka dauchanti karana tamaku ete success milila pare b ahankar asini tama dehare..best wishes for your future endeavours ❤
ଉପସ୍ଥାପକ,,ଙ୍କର ଉପସ୍ଥାପନା ଶୈଳୀ ବହୁତ ଉଚ୍ଚକୋଟୀର.SALUTE
Thank you
Yes
ଅତି ସୁନ୍ଦର୍ ହେଇଛି
Thank you
Sangram sir big fan of you ❤❤ gentleman with good communication skills
Sir nka podcast mate bahut bhala lage ❤❤❤
Thank you
ବିନା skip ରେ ପୁରା ଭିଡିଓ ଦେଖିଲି 😊
ସଂଗ୍ରାମ ସାର୍ ଧନ୍ୟବାଦ୍ 😊
ଓଡିଶା ର ଅବସରପ୍ରାପ୍ତ ଭାରତୀୟ ସେନାର ସୈନିକ ଙ୍କୁ ଡକାଯାଉ 🙏
Right point sir 🙏 mu mandhy slang word ra against re so thank you so much sir ahi point tiku dharithibaru
Bohut Badhia gaucha really
ରଚନା ବାନାର୍ଜୀଙ୍କୁ କେବେ ଡାକନ୍ତୁ ତାଙ୍କ କଥା ଶୁଣିବାକୁ ଇଛା ହଉଛି
ମନ କଥା କହିଦେଲ ❤❤❤
Please sir dakantu
Congratulations argus digital 500k subscriber 🎉🎉🎉🎉
Angulia banti bhainka video dekhi bahut bhala lagila thanks argus 41:53
ଯାହା ହେଉ ବଣ୍ଟି ଭାଇଙ୍କୁ ଦେଖି ବହୁତ ଖୁସି ଲାଗିଲା ❤❤❤
Banti Bhai you are real hero of odisha.we are happy for your truly discussion with midia.
Really you are Simple and Smart.
God may bless you.
Sangram sir apananku dekha kariba pain bahut chesta karichi hele dekha kari parini ❤❤❤❤❤u😂😂😂😂😂😂😂😂😂
Most honest person youtuber banty bhai
Thanks sangram sir. Amiti sundar sundar prodocast karantu❤❤❤
Thank you
Bunty Bhai u are a king 👑 nice Podcast 👌👌👌 thank you so much Sangram sir 🙏❤️ jay Jagannath 🙏
Thank you
THIS EPISODE IS MOST OUTSTANDING VIDEO....SANGRAM SIR NKA GOTE KAHIBARA SAILI AU COMBINATION HI PURA JABARDAST 💯👌🙏..❤ DHANYABAD..
Thank you
First' time gute podcast episode Full dekhiki Bina skip nokoriki love' uhhhh banty vai❤❤❤
Bunty Bhai we love 💕 u and Thank u Sangram sir for this podcast
Love from Labha Hasnda ❤❤
KMBB ରେ ପଢେଇବା ସହିତ ଦେଢ଼ ଲକ୍ଷ ଟଙ୍କାର ଗାଡ଼ି ଚଢ଼ୁଥିବା ଘର ପିଲା କେମିତି ଗରିବ ପରିବାରରେ ଜନ୍ମ ବୋଲି କେମିତି ଭାବୁଛନ୍ତି ସଂଗ୍ରାମ ସାର୍ ?
ଅନୁଗୋଳ ଏମିତି ହବ ସାର୍
Sangram sir nka pachariba saili ta khub valo 🤗💯
Thank you
Bigfan of angulia banti❤... love from Angul
Tq for this episode ❤❤❤
Next for chandan Biswal ❤❤
🙏🙏🙏ବହୁତ ବଢିଆ ଲାଗିଲା ଆମ ଅନୁଗୁଳିଆ ବଣ୍ଟି ଙ୍କୁ ଡାକିଲେ
I am from Angul.. We support both Baunty and Argus Hero Sangram Bhai
ସଂଗ୍ରାମ୍ ସାର୍ ଆପଣଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ....🎉.... Argus Digital କୁ ଏତିକି Request କି ଟିକେ Podcast କୁ ଯଲ୍ଦି ଆଣନ୍ତୁ। Daily podcast ଛାଡ଼ନ୍ତୁ.... please
❤❤
Thank you
Best episode of d year love u both❤
Thank you
Sangram sir nka kathare goosebump asigala
Chandan Biswal Bhai ku Anantu sir ❤❤
Bahut sundar,
ସୁନ୍ଦର କଥା ମଜାଆସିଗଲା 👌👌👌
Thank you
ବାବୁଶାନ୍ ଭାଇ ଙ୍କୁ ଡାକନ୍ତୁ please 😊❤
Mate ସବୁ comedy thu luckdown ମଦ ଟା ଭଲ ଲାଗେ ❤
God bless you banty and sangram sir 🙏❤
ପପୁ ପମ୍ପମ୍ ଙ୍କ ନାମ ତାହା ନଥିଲା । ସେ ଥରେ ଉତ୍ତମ ମହାନ୍ତିଙ୍କୁ ପଚାରିଥିଲେ ଯେ ସେ କେମିତି ଆଗକୁ ଆସିବେ। ଉତ୍ତମ ପଚାରିଲେ ତୋ ନାଁ କ'ଣ ପପୁ ତାଙ୍କ ନାଁ କହିଥିଲେ । ତାପରେ ସେ କହିଥିଲେ ତୋ ନାଁ ବଦଳାଇଦେ। ପପୁ ପଚାରିଥିଲେ କଣ ରଖିବି। ଉତମ ମହାନ୍ତି ନାଁ ଦେଇଥିଲେ "ପପୁ ପମ୍ଫମ୍" । 2. ବଣ୍ଟି ଭଲ ଲୋକ। କହାକୁ ଦୋସ ଦେବାକୁ ଚାହାଁନ୍ତି ନାହିଁ କି ଦୋସ ଦିଅନ୍ତୁ ନାହିଁ ।
ଆମେ ଓଡିଆ ଆମେ ଗର୍ଭୀତ 🚩 ବହୁତ ବହୁତ ସୁନ୍ଦର ❤❤❤❤❤
Bahut badhia hEchi majabahut
Thank you
Best comedians ever in RUclips.
Bahut sundar podcast ❤
Thank you
ଆଠମଲ୍ଲିକ କିଏ କିଏ ଦେଖୁଛ ଲାକି କର
Bahut badia❤
❤❤❤❤❤❤❤❤❤❤ love you banti bhai 🎉🎉🎉🎉🎉🎉
Sabu...odisha..basi..Jay..banty bhai❤❤❤❤❤
FULL video watch first time love from Angul ❤❤❤
Chandan biswal Bhai ku daka please ❤
What a humour man
❤ U bhai
Bohut agaku jao Bunty Babu
Mu b Angulia & Jajpuria
44.25- banty bhai thik kahila jj anugul and dkl dist re jhia mananku kupa benga pari semane ghare ruhanti seteb smart nuhn .samaste nhn but 80% achhanti.old mind😮
Banty Bhai big fan❤
ଚନ୍ଦନ ବିଶ୍ୱାଳ ଙ୍କୁ ଡାକନ୍ତୁ ଥରେ ସେ ବି ବହୁତ ଭଲ କମେଡି କରନ୍ତି
Chandan biswal best
5 lakhs subscribers congratulations 🎉👏🏻❤❤
ଆପେଣ ମାନେ ତ କେବେ ସାଙ୍ଗ ଦେଖି ନ ଥିବେ
କିଏ ମୋ ସାଙ୍ଗ ହେବକି ❤
Bhai mo ghar jatani hele mu majhire majhre angul bhasa miseiki kahidia mate bhal lage so sweet
Best episode,emitika loka nku dakile bhala lage,chandan biswal,michel mangulia
Thank you
Good morning Sangram Sir 🙏🙏🙏🙏
ଚନ୍ଦନ ବିଶ୍ୱାଳ ଙ୍କୁ ଡାକନ୍ତୁ sir
Banty...bhai..am big fan
ବଣ୍ଟି ଭାଇ ଆଇ ଲଭ୍ ୟୁ Please ଗୁଆ ଘିଅ part 2 କର ❤❤❤❤❤❤❤❤Happy new year my all odisha ଜୟ ଜଗନ୍ନାଥ ସ୍ଵାମୀ
Next Chandan Biswal Ku dakantu
I love angul ❤😊
Podcast bahut sundar laguchai
Thank you
So super podcasts and super comedian angulia bunty Bhai 😮😮😮😮
Thank you
Hero.mane...garba..karanti..bhai...❤❤❤❤❤
Bahut,,,,,,,,,, bahut❤dhanyabad sabubeyley last ,,,,,, deykshey,
Angul is Best ❤
Sangram sir always great person ❤
Thank you
ଅନୁଗୋଳ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤️
Good 🎉
Best presentation ❤🎉
Thank you
ଭାଇ ଙ୍କ ର ମୁଁ ସବୁ ଭିଡ଼ିଓ ଦେଖେ super ପୁରା
Thank you sir ata bholo show korutheba ru amiti hi bholo bholo luko nku dakontu udit bhai nku bi dakontu please
Thank you
Bhai Chanda Biswala ana please 🙏🏻
Chanan Biswal>>>>>❤
Thanks to Sandra sir
Next for chandan biswal ❤
Jay Jagannath Rd kendrapara talchua odisha
ମାଡ଼ି ଚାଲ