JAGANNATH TEMPLES DIVINE FLAG CHANGING 06-Jul | ନୀଳଚକ୍ରରେ ନାଲି ରଙ୍ଗର ପତାକାଲାଗି | JAY JAGANNATH TV

Поделиться
HTML-код
  • Опубликовано: 5 июл 2024
  • Puri Sri Jagannath Temple’s glorious divine flag alteration on Nilachakra - Dt- 06th JUL 2024
    "ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ ।
    ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    RUclips: bit.ly/3KAQeyD
    Twitter: bit.ly/38JpX3U
    #jayjagannathtv #rathayatralive #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra #jayjagannthtv #rathyatra2024 #PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra2024
    #carfestival #carfestivallive #rathayatra
  • РазвлеченияРазвлечения

Комментарии • 312

  • @amiyanayak842
    @amiyanayak842 5 дней назад +14

    ହେ ପ୍ରଭୁ କାଳିଆ ସାଆନ୍ତ ତୁମ ଶ୍ରୀ ଚରଣ ରେ ମୋର ଅନନ୍ତ କୋଟି ଦଣ୍ଡବତ ମଣିମା, ଅନନ୍ତ କୋଟି ଦଣ୍ଡବତ 🙏🏾🙏🏾

  • @jayantakumarghadia6309
    @jayantakumarghadia6309 5 дней назад +13

    ଜୟ ଶ୍ରୀ ଜଗନ୍ନାଥ 🙏🌹🚩

  • @namitabiswal-go7vt
    @namitabiswal-go7vt 5 дней назад +7

    ହେ ମହାପ୍ରଭୁ ମଙ୍ଗଳମୟ ପତିତ ପାବନ ଦିନ ଜନ ଶରଣ ରକ୍ଷଣ ହରି ମହାବାହୁ ସବୁରି ମୁହଁରେ ହସ ଟିକେ ଭରି ଯାଉ 🙏

  • @namitabiswal-go7vt
    @namitabiswal-go7vt 5 дней назад +8

    ହରି ହରି ବୋଲ 🙏

  • @banasmitanayak5280
    @banasmitanayak5280 5 дней назад +6

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ❤❤❤ତୁମ ଚରଣ ତଳେ କୋଟି କୋଟି ପ୍ରଣାମ ମହାପ୍ରଭୁ ❤❤❤🙏🙏🙏🙏🙏🙏

  • @pratapkumardaspappu9375
    @pratapkumardaspappu9375 5 дней назад +7

    ଜୟ ଜୟ ଶ୍ରୀ ଜଗନ୍ନାଥ 🙌 ଜୟ ଶ୍ରୀ ପତିତପାବନ 🙏 ହରିବୋଲ 🙌 ହରି ହରି ବୋଲ ମଣିମା 🙌🙏

  • @tuneswarbiswal528
    @tuneswarbiswal528 5 дней назад +5

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

  • @narsibehera7628
    @narsibehera7628 5 дней назад +4

    🙏 Jay 🙏 shree 🙏 jagannath 🙏🙏🙏🙏🙏🙏🙏🙏🙏🪷🌷🏵️🌺🌷🪷🏵️🌷🌺🏵️🌷🪷🌺🌷🏵️🌺🙏🙏🙏🙏🙏🙏

  • @gobindachandranayak9576
    @gobindachandranayak9576 5 дней назад +2

    ହେ ପ୍ରଭୁ ପତିତପାବନ ତୋ ବାନାକୁ ଚାହିଁ ଯାଉ ଏ ଜୀବନ

  • @somanathdas686
    @somanathdas686 5 дней назад +3

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕🙏🙏🙏

  • @narsibehera7628
    @narsibehera7628 5 дней назад +3

    🙏 Jay 🙏 shree 🙏 jagannath 🙏🙏🙏🙏🙏🙏🙏🙏

  • @ghanasyamnimalu1193
    @ghanasyamnimalu1193 5 дней назад +2

    ହେ ମଣିମା ମତେ ସବୁବେଳେ ତୁମ ପତାକା ବନ୍ଧ।ର ଅପୂର୍ଵ ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।

  • @Renuka-Barik
    @Renuka-Barik 5 дней назад +3

    🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୋଟି କୋଟି ପ୍ରଣାମ ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ ମୋ ମହାପ୍ରଭୁ 🙏🙏🙏

  • @user-fp3rz2lt1h
    @user-fp3rz2lt1h 5 дней назад +3

    ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ jag🙏🙏🙏🙏🙏

  • @namitabiswal-go7vt
    @namitabiswal-go7vt 5 дней назад +2

    ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏

  • @ajayarout8392
    @ajayarout8392 5 дней назад +2

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର କି ଜୟ ⚫️‼️⚫️🙌🙌🙌🙌🚩🚩🚩🚩🚩🙏🙏🙏🙏🙏

  • @suryabehera4085
    @suryabehera4085 5 дней назад +2

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ଭବ ତୁମେ ଭବ ତୁମେ

  • @namitabiswal-go7vt
    @namitabiswal-go7vt 5 дней назад +2

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ ଜୟ ମା ମହାଲକ୍ଷ୍ମୀ ନମୋ ନମଃ 🙏

  • @skrushnareddy6796
    @skrushnareddy6796 5 дней назад +3

    ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
    ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
    🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌹🌿🥀🌻🌼🪔🏵️👌🌷🍂🌸🌸💐🍁🌺💮⭕‼️⭕

  • @sadashivapati2989
    @sadashivapati2989 5 дней назад +1

    ଜୟ ଜୟ ଶ୍ରୀ ପତିତପାବନ ବାନାକି ଜୟ ❤❤❤❤❤❤❤🎉🎉🎉🎉🎉🎉🎉

  • @sanatansahu7670
    @sanatansahu7670 5 дней назад +2

    Jay maha Prabhu sree sree sree sree sree sree sree jagannath swami

  • @sarojsagarsarangi8810
    @sarojsagarsarangi8810 5 дней назад +2

    ଜୟ ଜଗନ୍ନାଥ 🙏🙏🙏
    ଜୟ ମା ସୁଭଦ୍ରା 🙏🙏🙏
    ଜୟ ଶ୍ରୀ ବଳ ଭଦ୍ର 🙏🙏🙏

  • @arijitkundu6273
    @arijitkundu6273 5 дней назад +3

    জয় প্রভু 🙏🙏🙏🙏🙏🙏

  • @namitabiswal-go7vt
    @namitabiswal-go7vt 5 дней назад +2

    ଜୟ ପତିତ ପାବନ କି ଜୟ 🙏

  • @kunasahoo8401
    @kunasahoo8401 5 дней назад +3

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤🙏🙏🙏🪔🪔🪔

  • @bhupeshranjanmohanty3445
    @bhupeshranjanmohanty3445 5 дней назад +2

    Prabhu Jai jagannath Swami ji shree charno koti koti pranam 🙏🙏🙏

  • @namitabiswal-go7vt
    @namitabiswal-go7vt 5 дней назад +2

    ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା 🙏ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏

  • @Lipkumar123
    @Lipkumar123 5 дней назад +1

    ଜୟ ହରି ଶ୍ରୀହରି ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏ାା

  • @bhubanranjandash7017
    @bhubanranjandash7017 5 дней назад +3

    ଜୟ ଜୟ ଶ୍ରୀ ଜଗନ୍ନାଥ

  • @MANOJDAS-vl7zw
    @MANOJDAS-vl7zw 5 дней назад +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻🙏🏻

  • @BudhiDas-cq1yn
    @BudhiDas-cq1yn 5 дней назад +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ

  • @skrushnareddy6796
    @skrushnareddy6796 5 дней назад +2

    ଜୟ ଶ୍ରୀ ପତିତ ପାବନ ଧୂ ଜା କି ଜୟ
    ଜୟ ଶ୍ରୀ ସୁଦର୍ଶନ ଚକ୍ର କି ଜୟ
    ଜୟ ଶ୍ରୀ ଗରୁଡ ଦେବ କି ଜୟ
    ଜୟ ଶ୍ରୀ କପି ଧୂଜା ହନୁମାନ କି ଜୟ
    ଓମ୍ ନମଃ ଶ୍ରୀ ବିଷ୍ଣୁ ନାରାୟଣ ନମଃ
    ଜୟ ଶ୍ରୀ ମା ଲକ୍ଷ୍ମୀ ନାରାୟଣ ନମଃ
    ଜୟ ଶ୍ରୀ ମା ଲକ୍ଷ୍ମୀ ନୃସିଂହ ଚରଣ ତଳେ ମୋର ଅନନ୍ତ କୋଟି କୋଟି ପ୍ରଣାମ
    🕉️🙏🕉️🙏🕉️🙏🕉️🙏🕉️🙏🙏🕉️🙏🕉️🙏🌹🌿🌿🥀🌻🌼🌼🪔🏵️🌷🍂🌸💐🍁🌺💮🌹🌿🥀🌻🪔🪔👌🌷🍂💐🍁🍁🌺💮⭕‼️⭕

  • @user-oh3ey1db8h
    @user-oh3ey1db8h 5 дней назад +1

    Jay jagannath mahaprabhu koti koti pranam 🪔🪔🪔🪔🪔🚩🚩🐚🐚🐚🐚🐚🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🌼🌸🪷🪷🌹🥀🥀🙏🙏

  • @auroshreegallery2304
    @auroshreegallery2304 5 дней назад

    ମଣିମା ❤❤❤❤
    ମୋ ତେ ନେଲେନି ମୁଁ ପାପି❤❤❤
    ଜୟ‌ ଶ୍ରୀ ଜଗନ୍ନାଥ ସ୍ଵାମୀ ❤❤❤
    ଜୟ ଶ୍ରୀ ମା ଲୋ ମହାଲକ୍ଷ୍ମୀ ❤❤❤
    ମା ଲୋ ବିମଳା ❤❤❤

  • @praspitabarick3087
    @praspitabarick3087 5 дней назад +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଜୟ ଜଗନ୍ନାଥ

  • @SaidivakarPanda
    @SaidivakarPanda 5 дней назад

    🙏🏻🌹🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻🌹🙏🏻 ଜୟ ଶ୍ରୀ ବଳଭଦ୍ର 🙏🏻🌹🙏🏻 ଜୟ ଶ୍ରୀ ସୁଭଦ୍ରା ମାତା 🙏🏻🌹🙏🏻 ଜୟ ଶ୍ରୀ ସୁଦର୍ଶନ 🙏🏻🌹🙏🏻 ଜୟ ମାଁ ମହାଲକ୍ଷ୍ମୀ🙏🏻🛕🙏🏻 ହେ ମହାପ୍ରଭୁ ତୁମ ଧ୍ଵଜା ବନ୍ଧା ଶ୍ରୀ ମନ୍ଦିର ଶୀର୍ଷ ଭାଗ କୁ ମୋର କୋଟି କୋଟି ଦଣ୍ଡବତ ମଣିମା 🙏🏻🚩🙏🏻🌷🪔 ପ୍ରଣାମ ଘେନ ମୋର ହେଁ ମଣିମା🙏🏻🛐🙏🏻 ଜୟ ଜଗନ୍ନାଥ 🙏🏻🙌🙏🏻🌹🙏🏻🌿🙏🏻⚘️🙏🏻🛐🌻🙏🏻❤️🙏🏻🪔🪔🪔🪔🪔🙏🏻🛕🙏🏻🚩🙏🏻🏵🙏🏻⚫️❗️⚫️🙏🏻🌺🙏🏻🕉🙏🏻🌼🙏🏻

  • @santoshkaushik7240
    @santoshkaushik7240 4 дня назад

    कृष्णाय वासुदेवाय हरये परमात्मने प्रणतः कलेशनाशाय गोविंदाय नमो नमः🚩🌻🌹🙏🏻जय श्री जगन्नाथ महाप्रभु🙏🏻🌹🌻🚩धन्यवाद प्रभु🙏🏻🌹🚩

  • @manasisinharoy2198
    @manasisinharoy2198 5 дней назад +1

    Joy Jagannath Joy Jagannath Joy Jagannath amader Koti Koti koti pronam janai ❤❤❤

  • @kabitapalit4953
    @kabitapalit4953 5 дней назад +1

    Jay jagannath 🙏🙏🙏🙏🙏🙏♥️♥️♥️♥️♥️🌹🌹🌹🌹🌹

  • @gandharbabeherabehera8316
    @gandharbabeherabehera8316 5 дней назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🌼🌺🌸🏵️🙏🙏🙏🙏

  • @KAILASHCHANDRABEHERA-rj9wl
    @KAILASHCHANDRABEHERA-rj9wl 5 дней назад +1

    Jay jagannath🙏🙏🙏🙏🙏❤❤❤❤❤❤❤🙏🙏🙏🙏🙏 Jay jagannath🙏🙏🙏🙏🙏 Jay

  • @manojsahoo7656
    @manojsahoo7656 5 дней назад +1

    ଜୟ ଶ୍ରୀ ଜଗନ୍ନାଥ 🌹🙏🌹

  • @ranjubalasahoo4097
    @ranjubalasahoo4097 5 дней назад +1

    ଜୟ ଶ୍ରୀ ଜଗନ୍ନାଥ 🙏🌼🙏

  • @rajkumartanty9232
    @rajkumartanty9232 5 дней назад

    HARE KRISHNA HARE KRISHNA KRISHNA KRISHNA HARE HARE HARE RAM HARE RAM RAM RAM HARE HARE

  • @balabasatu2884
    @balabasatu2884 4 дня назад

    ଜୟ, ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ 🙏🙏🙏🙏🙏🙏🙏🌿🌼

  • @prahaladmaddheshiya9326
    @prahaladmaddheshiya9326 5 дней назад

    जय श्री जगन्नाथ महाप्रभु जी अर्जी बिनती स्वीकार करि पत्नी के स्वस्थ निरोग करि सपरिवार कुशल खुशहाल रखी दया कृपा करि संकट कष्ट रोग दुःख पाप बिपता हरि रक्षा कल्याण करि हर मनोकामना पूर्ण करि प्रभु

  • @bibekanandaparida6279
    @bibekanandaparida6279 5 дней назад

    ଜୟ ଜଗନ୍ନାଥ ମଣିମା 🙏🙏🌻🌻🌻🪷🪷🌸🌸🌸💮🪔🪔🚩🚩🌺🌷🌷⭕‼️⭕🙏🙏🙏🌹🌹🏵️🌼🌼

  • @ManjuPradhan-fk7lq
    @ManjuPradhan-fk7lq 5 дней назад

    ହରି ହରି ନାରାୟଣ ଜଗନ୍ନାଥ ସ୍ଵାମୀ ଜୟ ଜୟ

  • @sanjaykumarbehera7940
    @sanjaykumarbehera7940 5 дней назад

    Prabhu 🙏🙏🙏🙏🙏
    Jay jagannath Swami prabhu
    Nayan patha gami bhaba tume
    Prabhu 🙏🙏🙏🙏🙏🙏
    Jay jagannath..Jay .Jay jagannath
    Prabhu 🙏🙏🙏🙏🙏🙏🙏🙏

  • @sangitatawde2920
    @sangitatawde2920 5 дней назад +1

    🚩JAI JAGANNATH BHAGWAN🙏

  • @santidattamohanty7680
    @santidattamohanty7680 5 дней назад +1

    ଜୟ ଜଗନ୍ନାଥ 🙏🙏🙏🙏🙏

  • @jharanamohanty4852
    @jharanamohanty4852 5 дней назад

    ❤❤❤JaiJJAGANNATH❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @maheshachary6532
    @maheshachary6532 5 дней назад +1

    ଜୟ ଜଗନ୍ନାଥ⭕ ❗⭕🚩🚩🚩🙏🙏🙏

  • @sganeshbehera3886
    @sganeshbehera3886 5 дней назад +1

    Jay Jay Shree Jagannath Mahaprabhu

  • @kunalsinger143
    @kunalsinger143 5 дней назад +1

    Jay Shree Jagannath 🙏🙏🙏🙏🙏🙏🙏

  • @akashnath3688
    @akashnath3688 4 дня назад +1

    Jay sri jagannath 🌹

  • @sanjaynayak6059
    @sanjaynayak6059 5 дней назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏 ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏

  • @kaushikpradhan6536
    @kaushikpradhan6536 5 дней назад

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🌸🙏

  • @laxmipriya4378
    @laxmipriya4378 5 дней назад +1

    🌼Jay shree Jagannath 🌼🙏🙏🙏❤️

  • @robinhazarika5418
    @robinhazarika5418 5 дней назад +1

    Jai Shri Jagannath Swami🙏🙏🙏

  • @user-hv6lf6wf3n
    @user-hv6lf6wf3n 5 дней назад

    ହେ ପ୍ରଭୁ ଜଗତ ନାଥ ଜଗନ୍ନାଥଙ୍କ ❤❤❤

  • @abinas4812
    @abinas4812 5 дней назад +1

    Jay Shree Jagannath Mahaprabhu

  • @bijayakumarbhoi5986
    @bijayakumarbhoi5986 5 дней назад

    ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏♥️

  • @parthasarathibarik633
    @parthasarathibarik633 5 дней назад +1

    Omm jay shree hari
    Omm namaha vagabate basu debaya namaha

  • @digantajena5177
    @digantajena5177 5 дней назад

    Hari Hari bol 🚩🚩🚩🚩🚩🚩🚩🚩🚩🌹🚩🚩🌹🌹🛐🛐🚩🛐🚩🚩🌹🚩🌹🌹🛐🌹🌹🛐🛐🚩🛐🚩🛐🛐

  • @aarnaprasad3507
    @aarnaprasad3507 4 дня назад

    Hari bolo Hari bolo Hari bolo Hari bolo Hari bolo

  • @Radhe_Radhe8
    @Radhe_Radhe8 5 дней назад +1

    Jai Shri Krishna Radhe Radhe 🚩 🌿🌸🚩

  • @gouttammunda412
    @gouttammunda412 5 дней назад

    Jay Jay shreejagannath. Jay patitapabanabana. ❤❤❤❤❤❤❤❤❤❤❤❤❤❤

  • @debashisguru8101
    @debashisguru8101 5 дней назад

    Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @shibaprasadkandi6292
    @shibaprasadkandi6292 5 дней назад

    Jay Jagannath Swami nayana patha gami bhaba tume 🙏🌸🙏🌸🙏🌸🙏🌸🙏🌸🙏

  • @nirmalarout728
    @nirmalarout728 5 дней назад

    Jay Jagannath Swami Nayana Patha Gami Vobo Tume 🙏🌹❤️🪔❤️🌹🙏🦚🕉️

  • @TejrajBag-ql2qc
    @TejrajBag-ql2qc 5 дней назад

    ଜୟ ଜଗନ୍ନାଥ ସ୍ଵାମୀ। ଜୟ ମା ସୁଭଦ୍ରା। ଜୟ ବଳଭଦ୍ର

  • @sampathsahu4530
    @sampathsahu4530 5 дней назад

    Hari Hari bol Hari Hari bol Hari Hari bol 🙏❤️

  • @ranjankumarsahoo6969
    @ranjankumarsahoo6969 5 дней назад +1

    Jay Jagannath

  • @rajkumartanty9232
    @rajkumartanty9232 5 дней назад

    JAI JAI JAI SHRI JAGANNATH MAHAPRABHU SWAMINATHAY NAMAHA

  • @animasingha7105
    @animasingha7105 5 дней назад

    ଜଗୁ ରେ ଶୀଘ୍ର ନେଇ ଯା 🙏🙏🙏🙏🙏କ୍ଷମା କର 👏👏👏👏👏😔😔😔😔😔ବାଟ କାଢ଼

  • @pinkyswain3122
    @pinkyswain3122 5 дней назад

    Jai jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @khitisutamahanand1747
    @khitisutamahanand1747 5 дней назад

    Jay Jaganath swami 🙏🙏🙏🙏🙏🔔🔔🔔🔔🔔🚩🚩🚩🚩🚩🪔🪔🪔🪔🪔

  • @MikunaMohanty
    @MikunaMohanty 5 дней назад

    🚩🙏🙏🙏⭕❗⭕🙏🙏🙏🚩
    🚩🙏Jay Shree Jagannath🙏🚩
    🚩🙏🙏🙏⭕❗⭕🙏🙏🙏🚩

  • @narmada1353
    @narmada1353 4 дня назад +1

    Jay Shree jagannath Swami Jay🙏🙏🙏

  • @mandakinidas1096
    @mandakinidas1096 5 дней назад

    Jay jagannath 🙏🙏🙏🙏 koti koti pranam prabhu

  • @SitaHansdah-pt2wo
    @SitaHansdah-pt2wo 5 дней назад

    Jagannath Swami Nayana pathagami bhaba tume 🙌🙌🙌🙏🙏🙏🙏♥️♥️♥️♥️

  • @Jogeshree
    @Jogeshree 4 дня назад

    JAI JAGANNATH SWAMI NAYANA PATHAGAMI
    BHABATUME ⭕❗⭕
    🙏❤

  • @nirmal..132
    @nirmal..132 4 дня назад

    🌼🙏🌼জয় জগন্নাথ মহাপ্রভু 🌼🙏🌼

  • @manjulapatro2183
    @manjulapatro2183 5 дней назад +1

    Jai Shri Jagannath Swami 🚩🙏

  • @biswanathmohapatra2099
    @biswanathmohapatra2099 5 дней назад

    Jay Jagannath Jay Jagannath Jay Jagannath 🙏🌺🌺🌺🌺🙏🌺🌹🥀🌷🌺🏵️🏵️🏵️🌼😭😭😭🙏🌺🌹

  • @nabaghanagouda-dj8zm
    @nabaghanagouda-dj8zm 5 дней назад

    Hare Krishna hare Krishna Krishna Krishna hare hare hare rama hare rama rama rama hare hare Jai shree jagannath Swami

  • @gopachakrovorty5866
    @gopachakrovorty5866 5 дней назад

    JAI JAGANNATH 🙏🏻🙏🏻🙏🏻❤❤❤🪔🪔🪔

  • @babitapanigrahi528
    @babitapanigrahi528 5 дней назад

    He chakra Narayana more koti koti praname grahana kare pravu
    Ama samestanku bhalere rakha pravu

  • @TapasBehera-re5ty
    @TapasBehera-re5ty 5 дней назад

    Jay jagannath Jay Sri Ram Jay Sri Krishna 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @jyotiranjan5604
    @jyotiranjan5604 5 дней назад

    Jay Jagannath Swami Nayana Patha Gami Bhaba Tume ⭕❗❗⭕🚩🚩🙏🙏

  • @prabhatsahoo8461
    @prabhatsahoo8461 5 дней назад

    Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏🙏👏👏👏👏🌹🌹🌹🌹

  • @supravasahoo6286
    @supravasahoo6286 5 дней назад

    Jay sree jagannath Jay sree subhadra Jay sree balabhadra Jay sree sudarsana🙏🏵️🪷🌸🌼💐

  • @kallrd9970
    @kallrd9970 5 дней назад

    Jay jay shree Jagannath 🙏🏾🙏🏾🙏🏾🙏🏾🙏🏾 Jay jay shree Jagannath 🙏🏾🙏🏾🙏🏾🙏🏾 Jay jay shree Jagannath 🙏🏾🙏🏾🙏🏾🙏🏾🙏🏾❤❤❤❤❤

  • @rabindranathpradhan4378
    @rabindranathpradhan4378 5 дней назад

    Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏

  • @srideepakkumarojha6868
    @srideepakkumarojha6868 5 дней назад

    ଜୟ ଜଗନ୍ନାଥ ପ୍ରଭୁ

  • @user-fc2ki7bz6v
    @user-fc2ki7bz6v 5 дней назад

    Jay shree jagnnath 🙏🙏🙏🙏🙏🙏🙏🙏🙏🙏🙏

  • @priyaranjansamal4517
    @priyaranjansamal4517 5 дней назад

    JAYAAAA VINAYAK BOLO SHREEHARIII VISHNU MAAA MAHALAXMI JAYAAAA JAGANNATHA MAHAPRABHU MAHABAHU SWAMY MAA NARAYANI MAA LAXMI MAA ANNAPURNA JAYAAAA SIARAM 🙏🙏🙏🙏🙏🙏

  • @Aloksamal-gj8bs
    @Aloksamal-gj8bs 5 дней назад

    ଜୟ ଜଗନ୍ନାଥ 🚩🚩🚩🚩🚩🙏🙏🙏🙏🙏

  • @indbap1
    @indbap1 5 дней назад

    Joi mahaprobhu sri sri jogonnath ji.