Incident of Lord Balabhadra falling down in the chariot ||

Поделиться
HTML-код
  • Опубликовано: 10 июл 2024
  • Incident of Lord Balabhadra falling down in the chariot || #rathaytrapuri @BHAKTIDEBANANDA
    #MalikaBarnitaPitha #2024 #saradababa #dibakarbaba #panchasakhapitha #rathayatra2024 #purirathayatra
    #malikabani
    #bhaktidebananda
    #bhagabatabani
    Support Bhakti Debananda RUclips Channel
    Like
    Share
    Subscribe

Комментарии • 232

  • @miracleayurabedbysangramke8394
    @miracleayurabedbysangramke8394 20 дней назад +53

    ଯଦି ଆପଣଙ୍କ ପାଇଁ ଦର୍ଶକ ଶ୍ରୋତା ଙ୍କ ପାଇଁ ଟିକେ ବି ଧ୍ୟାନ ଥାଏ ଦୟା କରି ଏକ ମାସ ମଧ୍ୟରେ ଘଟିତ ହେବାକୁ ଥିବା କିଛି ଘଟଣା ଦୁର୍ଘଟଣା ର ବିବରଣୀ ପ୍ରଦାନ କରନ୍ତୁ।

  • @RAlok687
    @RAlok687 20 дней назад +10

    ଆରେ ମିଛୁଆ ଜଦିଏସବୁ ମାଳିକାରେ ଲେଖାଥିଲା ତୁ ଆଗରୁ କହିଲୁନାହିଁ କାହିଁକି କିଏ ମିତି ହବାର ଅଛି ତମେଟିକେ ସତ୍ରକରେ ରୁହ ଏବେକଣ କହୁଛୁ ସଳା ତମେ ଆଗମରିବ ତାପରେ ଆଉଜି ଏ😄😄😄🤫🤫🤫

    • @SriJagannath-yk9jy
      @SriJagannath-yk9jy 20 дней назад

      ଏ ସବୁ ଆଗରୁ ଲେଖା ଅଛି। ବୁଝି ପାରିଲେ ହେଲା ଜୟ ଜଗନ୍ନାଥ ଜୟ ଅନ୍ତ କେଶରୀ ହରି ବୋଲ🙏🙏🙏🙏🙏😢

    • @omm6324
      @omm6324 15 дней назад

      Asabu past re heichi

  • @user-zq8yy7zf4z
    @user-zq8yy7zf4z 6 дней назад

    ଅକ୍ଷୟ ହେଉ ପୂଣ୍ୟ ଜଗତ ଧର୍ମ ର ହେଉ ଜୟ
    ଜୟ ଜଗନ୍ନାଥ🙏🙏🙏

  • @damodardehuri2576
    @damodardehuri2576 18 дней назад +2

    ଆପଣ କହିଥୂଲେ ଏଥର ନବିନ ସରକାର ହବ ହେଲା ଏ ସବୁ ମିଛ

  • @user-ru8mu4jz8q
    @user-ru8mu4jz8q 20 дней назад +4

    Jaya jagannath 🙏💞💞💞💞🙏

  • @siprapatra3542
    @siprapatra3542 20 дней назад +4

    Jai jagannath

  • @adirajbir1095
    @adirajbir1095 19 дней назад +6

    ଆରେ ଭକ୍ତଗଣ ଯାହା ହେଲା ଭଲ ହେଲା ଆଗକୁ ଯାହା ହବା ସବୁ ସେଇ ମହାପ୍ରଭୁ ଙ୍କ ଦୟାରେ ହବ ଜୟ ଜଗନ୍ନାଥ

    • @anandamohakuda4943
      @anandamohakuda4943 18 дней назад

      Bah , kete badhiya katha kahucha amo bhagaban nku pakei dei kahucha , jaha heichi bhala heichi..... lajya lajya lajya.....Jay jagannath 🙏🙏🙏

    • @sunilsahoo3948
      @sunilsahoo3948 18 дней назад

      ଏ କି ପ୍ରକାର ମନ୍ତ୍ୟବ ????

  • @lilibagh6059
    @lilibagh6059 20 дней назад +15

    ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏🙏

  • @sachinkumarsahu579
    @sachinkumarsahu579 20 дней назад +4

    Jay Jagannath 🙏🏽🌸🙏🏽🌸🙏🏽

  • @sabitakumaridash2641
    @sabitakumaridash2641 20 дней назад +3

    Jay Shree Jagannath Bhai

  • @reenapradhan2655
    @reenapradhan2655 2 дня назад

    Jay jagannath swmi 🙏🙏🙏🙏🙏

  • @chapalapanigrahi334
    @chapalapanigrahi334 19 дней назад +1

    Most amazing and attractive program it is

  • @sunakarmallick7536
    @sunakarmallick7536 20 дней назад +2

    Jay Jagannath 🙏🙏🙏

  • @SatyaParida-hb6wy
    @SatyaParida-hb6wy 20 дней назад +3

    Jaya jagarnath nku koti koti pranam 🙏🙏🙏🙏🙏🙏🙏🙏🙏🙏🙏🙏

  • @debasishpahadi9439
    @debasishpahadi9439 20 дней назад +2

    Jaymaa

  • @RasmiRanjanDas-li8xn
    @RasmiRanjanDas-li8xn 20 дней назад +2

    Jay jaganatha

  • @brahmanand7584
    @brahmanand7584 20 дней назад +1

    Thanks to bhakti devanand channel

  • @sashibhubannaik7030
    @sashibhubannaik7030 19 дней назад +2

    Correct sir.

  • @user-qn5uv5je4j
    @user-qn5uv5je4j 20 дней назад +2

    Jay Jagannath.

  • @Lopamudrasahoo-gq4in
    @Lopamudrasahoo-gq4in 12 дней назад

    🙏🙏🙏

  • @Biswabandita07
    @Biswabandita07 20 дней назад +3

    Jane narira luhare ramayan jane nari luhare Mahabharata aji koti narira luhare sabu dhonsa heijiba

  • @user-zm5hm4lx6q
    @user-zm5hm4lx6q 19 дней назад

    jay jagannath 🙏🏽🙏🏽🙏🏽🙏🏽🙏🏽

  • @chinmayabiswal427
    @chinmayabiswal427 19 дней назад +2

    ଏ ମlଦୁରୁ ଚୋଦ୍ ହଉଚି ଗୋଟେ ଟାଉଟର ଆଗରୁ ତ କହି ପାରୁନି ବାଳ ହେଲା ପରେ ମାଲିକ କହୁଛି ସବୁ ଆଉ, ଆଗକୁ କଣ ହବ ବାବା କହିଲ ଦେଖି କେତେ କlଢ଼ୁଆ ଦେଖିବା ମାଳିକା କହିଲା ବାବlକୁ

  • @ganeshsahu4917
    @ganeshsahu4917 19 дней назад

    Jay, jaganth

  • @premakaur3785
    @premakaur3785 20 дней назад +1

    Jaysree jagannath baba

  • @user-jv9rz9rv9n
    @user-jv9rz9rv9n 20 дней назад +14

    କିଛି ହବ ନାହିଁ ଦର୍ଶକ ବନ୍ଧୁ ଏମାନେ ସବୁ ଯାହାବି କହୁଛନ୍ତି କେବେବି ସତ୍ୟ ହୋଇନାହିଁ.

    • @Hemantpradhan88
      @Hemantpradhan88 19 дней назад

      ହଉ ଭାଇ କିଛି ନହଉ

    • @user-jv9rz9rv9n
      @user-jv9rz9rv9n 19 дней назад +1

      ଯିଏ ଜଗତର ନାଥ ସେ କେବେବି ଜଗତ ର ଅମଙ୍ଗଳ ଚାହିଁବେ ନାହିଁ. ଭଗବାନ କାହାର ଅମଙ୍ଗଳ ଚାହାଁନ୍ତି ନାହିଁ ଆମେ କିଏ ଆମେତ ନିମିତ୍ତ ମାତ୍ର. 🙏🏼ଜୟ ଜଗନ୍ନାଥ 🙏🏼

    • @MITHUNDAS-bj7st
      @MITHUNDAS-bj7st 18 дней назад

      Ame jau nature sahita violation karuchhu ta phala Kia bhogibara re pua​@@user-jv9rz9rv9n

    • @MITHUNDAS-bj7st
      @MITHUNDAS-bj7st 18 дней назад

      ​@@user-jv9rz9rv9nignore what baba's are saying just give importance to climate change

  • @AmitMandal-c7u
    @AmitMandal-c7u 20 дней назад

    Joy jaganntha

  • @brahmanand7584
    @brahmanand7584 20 дней назад +8

    Jai jagannath.

  • @pradeepkumarpradhan7004
    @pradeepkumarpradhan7004 19 дней назад

    Jai jagannath jai panchasakha odisha keonjhar barbil

  • @miracleayurabedbysangramke8394
    @miracleayurabedbysangramke8394 20 дней назад +4

    ଆଗକୁ ଏକ ମାସ ମଧ୍ୟରେ କଣ ଘଟଣା ଦୁର୍ଘଟଣା ହେବ କହିପାରିବେ କି ? ସବୁ କମେଣ୍ଟ ପଢ଼ିବା ପରେ ଆପଣଙ୍କ ଦର୍ଶକ ମାନଙ୍କ ତରଫରୁ ଆପଣଙ୍କ ସହିତ ମୋର challenge ରହିଲା। ଆସନ୍ତା video ରେ କହି ପ୍ରମାଣ କରି ଦେଖାଇଦିଅନ୍ତୁ। ଯେ ମାଳିକା ସତ୍ୟ। ଆପଣଙ୍କ ପ୍ରତ୍ୟେକ ବାଣୀ ମଧ୍ୟ
    ସତ

    • @subhadrarout1526
      @subhadrarout1526 20 дней назад

      A mane tanka business karuchanti...aji ka jugare murkha kehi nahanti...

  • @20NEW-MUSIC
    @20NEW-MUSIC 20 дней назад +3

    ପ୍ରଥମେ ତୁମ ଭଳି ଡକାୟତ ମରିବେ। ମାଳିକା ନାମରେ କବିତା ଲେଖି ତାକୁ ମାଳିକା ଠାର କହୁଛ। ତୁମ ମାନଙ୍କୁ ଖାଲି ମାଡ ଦରକାର।

  • @subasjena1252
    @subasjena1252 20 дней назад +4

    Gote jinish ghati gala pare tuma malika kahuchhi tume agaru kahibar thila

  • @HarapriyaDas-o8u
    @HarapriyaDas-o8u 18 дней назад

    🙏

  • @Ksrs520
    @Ksrs520 20 дней назад +17

    ବାବା ଏସବୁ କେବଳ ଲୋକଙ୍କୁ ଭକୁଆ ବନେଇ ବାପାଇଁ କହୁଛନ୍ତି

    • @BalaramPradhan-pj8ww
      @BalaramPradhan-pj8ww 17 дней назад

      ଅନ ଜଣେ ମିଛ କହୁଛି ଦଣ୍ଡ ମିଳିବ ତୁମକୁଭଲ ଲଗୁନ ଦେଖନ ରାମ🪷ରାମ🪷ରାମ🪷🪷🪷

  • @DeepakDas-ji6ob
    @DeepakDas-ji6ob 17 дней назад

    Bahuta hei galani papa au sahi heuni daya kari sudhuri jaaoo bhai vauni mane

  • @GitanjalisarangiJhilli
    @GitanjalisarangiJhilli 19 дней назад +1

    ବାବା ପ୍ରଣାମ ଜୟ ଜଗନ୍ନାଥ

  • @nityanandbehera3373
    @nityanandbehera3373 19 дней назад +1

    ଜୟ ଜଗନ୍ନାଥ ହରିବୋଲ 🙏

  • @santoshgouda5830
    @santoshgouda5830 19 дней назад

    Jai Shri Ram

  • @padmalochansahu641
    @padmalochansahu641 19 дней назад +1

    ଜୟ ଶ୍ରୀ ବଳଭଦ୍ର ଦେବ

  • @HiramanihansdaHira
    @HiramanihansdaHira 12 дней назад

    Jay Jagannath ❤❤❤

  • @user-yd5dh7qo1w
    @user-yd5dh7qo1w 19 дней назад

    Jay Jagannath 🙏🙏🙏 Jay pansakh

  • @MusicWorld-uy7sd
    @MusicWorld-uy7sd 19 дней назад

    Jay Jagannath

  • @user-hn8ku4rs3t
    @user-hn8ku4rs3t 19 дней назад

    Jay Jagannath 🎉🎉🎉

  • @jayadebapatra4218
    @jayadebapatra4218 17 дней назад

    Jay Jagannath 🙏

  • @user-wg1fv9xx9t
    @user-wg1fv9xx9t 20 дней назад

    Jay jay jaganntha jay panchsakha

  • @NarendraKumarSethi-vx8hn
    @NarendraKumarSethi-vx8hn 20 дней назад +1

    Jay jagnnath swami

  • @damayantidas5308
    @damayantidas5308 19 дней назад

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ

  • @patitakumarchoudhury9855
    @patitakumarchoudhury9855 20 дней назад +5

    ବାବା ଆଗରୁ କୋଉଠି ସୋଇଥିଲେ?? ସବୁ ହେଲା ପରେ ପ୍ରମାଣ ମିଳିଯାଉଛି.??

    • @Ksrs520
      @Ksrs520 20 дней назад

      Right 👍

    • @sitspatra3439
      @sitspatra3439 19 дней назад

      😅😅😅

    • @funkyprince4025
      @funkyprince4025 17 дней назад

      😂😂😂😂

    • @rabinarayanpati9641
      @rabinarayanpati9641 16 дней назад

      Ho babu ho apana odisha ra gote gyani guni lokatie laguchi bahuta beda au upaniseda apana nku Jana laguchi , Thik achi agyan se Micha kahuchanti apana kebe Malika padhichantiki taku bujhichantiki odia sankuti upare kichi idea achi ki ? , Nahi jadi apana cup heiki basibe Malika bisayare gyana nebe tapare social media re questions karibe agyan . Jay jagarnnath

  • @Ksrs520
    @Ksrs520 20 дней назад +1

    2012 ରେ ପୂର୍ତ୍ତିବି ଧ୍ୱଂସ ହବ ହେଲା କି

  • @biswaranjanbiswal6077
    @biswaranjanbiswal6077 20 дней назад +1

    Jaye kalpataru Gurudev ki Jaye 🙏

  • @RajaKhan-ci6dk
    @RajaKhan-ci6dk 19 дней назад

    Hay mahabahu charanare sarana gali manima sansar ra mangala kara 🙏🙏🙏

  • @yudhisthir123
    @yudhisthir123 20 дней назад +1

    He🙏🙏bada. Sante 🙏🙏rakhyakar🙏🙏🙏🙏🙏

  • @PURUSOTTAMANANDAKUMARADAS
    @PURUSOTTAMANANDAKUMARADAS 20 дней назад +1

    Lord Balabhadra relishes a slide that night at Gundicha!
    CC Madhya 13.13:
    Lord Jagannātha is the maintainer of the whole universe. Who can carry Him from one place to another? The Lord moves by His personal will just to perform His pastimes.
    ( It's his will only😊)

  • @asitrout7659
    @asitrout7659 19 дней назад

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @rabinarayanpati9641
    @rabinarayanpati9641 16 дней назад

    Ho babu ho apana mane odisha ra gote gyani guni lokatie laguchi bahuta beda au upaniseda apana nku Jana laguchi , Thik achi agyan se Micha kahuchanti apana kebe Malika padhichantiki taku bujhichantiki odia sankuti upare kichi idea achi ki ? , Nahi jadi apana cup heiki basibe Malika bisayare gyana nebe tapare social media re questions karibe agyan . Jay jagarnnath ❤

  • @padmalochansahu641
    @padmalochansahu641 19 дней назад

    ଜୟ ଜଗନ୍ନାଥ ସ୍ବାମୀ

  • @kaliprasadpuri480
    @kaliprasadpuri480 13 дней назад

    ଏମାନେ ସବୁମିଛ କହୁଛନ୍ତି ସମସ୍ତେ ତେଣୁ ମାଳିକା କୁ କେହି ଆକଳନ କରିନାହାନ୍ତି କରିପାରିବେନି ଏ ବାବା ମାନେ ସବୁ ମିଛ ସତ କର୍ମ ସତ କାଯ୍ୟ କରନ୍ତୁ ବାପା ମା ଙ୍କ ସେବକରନ୍ତୁ ପରାଉପକାରୀ ହୁଅନ୍ତି ସହନଶୀଳତା ରଖନ୍ତୁ କହମନରେ କଷ୍ଟ ଦିଆନ୍ତୁଂ ନାହିଁ

  • @friendrejoicehappyness
    @friendrejoicehappyness 19 дней назад +1

    What is the summary and the conclusion of the scripture BHAVISYA MAALIKA?ଯୁଗର ଶେଷ ସମୟ ବିପଦରେ ପରିପୂର୍ଣ୍ଣ ହେବ (ଏହା ସତ୍ୟ ଏବଂ ଅସତ୍ୟ ମଧ୍ୟରେ ଯୁଦ୍ଧ ) l
    1.ସର୍ବାଧିକ ଲୋକ ପାପ ଏବଂ ପୁଣ୍ୟ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ କରିପାରିବେ ନାହିଁ |
    2 ,ସତ୍ୟବାଦୀ ଲୋକମାନଙ୍କୁ ଦଣ୍ଡ ଦିଆଯିବ ଅତ୍ୟନ୍ତ ଗୁରୁତର ହେବ |
    3.ଯେତେବେଳେ ସତ୍ୟବାଦୀ ଲୋକମାନେ କାନ୍ଦିବେ ଏବଂ ସେମାନଙ୍କୁ ଉଦ୍ଧାର କରିବାକୁ ଭଗବାନଙ୍କୁ ଡାକିବେ |ସେହି ଅଜ୍ଞାତ ବ୍ୟକ୍ତି ଆସିବେ!
    4.ଅନ୍ୟାୟ ମିଥ୍ୟା ଲୋକମାନେ ସବୁ ସ୍ଥାନରେ ଶାସନ ଜାରି ରଖିବେ |
    5. ଯେଉଁମାନେ ସତ୍ୟର ପଥ ଅନୁସରଣ କରନ୍ତି ସେମାନେ ଯନ୍ତ୍ରଣା ଭୋଗିବେ କିନ୍ତୁ ଜୀବିତ ରହିବେ
    6. ମଧ୍ୟମ ଚରିତ୍ର ହେଉଛି 50-50 ଯେଉଁମାନେ ଅଧା ସତ୍ୟ ଏବଂ ଅଧା ମିଥ୍ୟା ଅନୁସରଣ କରନ୍ତି, ସେମାନେ ରହିବେ ନାହିଁ,
    7. ସମସ୍ତଙ୍କୁ ସତ୍ୟ ଗୋଷ୍ଠୀ ବା ଅସତ୍ୟ ଗୋଷ୍ଠୀ ବାଛିବାକୁ ପଡ଼ିବ, ସେମାନଙ୍କୁ ଏକ ପକ୍ଷ ଧରିବାକୁ ପଡ଼ିବ |

  • @user-iu8cq1im8q
    @user-iu8cq1im8q 18 дней назад

    ହରିଓଁ,ଯାହାହେଉଛି ସବୁ ପ୍ରଭୁଙ୍କ ଇଛାରେ
    ହେଉଛି ,ରଖେହରିମାରେକୋନ,
    ମାରେହରିରଖେକୋନ,କେହିଭୟ
    କରନ୍ତୁ ନାହିଁ,ଦୟାକରି। କମେଟରେ ଖରାପଭାଷା
    ପ୍ରୟୋଗ କରନ୍ତୁ ନାହିଁ , ସମୟମିଳିଲେପ୍ରଭୁକଁନାମ
    ଜପକରନ୍ତୁ,ପ୍ରଭୁଆପଣକଁର ମଙ୍ଗଳକରନ୍ତୁ, ଜୟ ବଳଭଦ୍ର,ଜୟଜଗନ୍ନାଥ ,ଜୟମା ଶୁଭଦ୍ରା,ଜୟଶୁଦର୍ଶନ, ଜୟଗୁରୁଦେବ।

  • @BhaktipadaPal
    @BhaktipadaPal 14 дней назад

    Mahaprobho. Tankaechare. Parichanti

  • @RUTO7077
    @RUTO7077 18 дней назад

    Bba kouthi. Thilla. Jaya jagannath

  • @ajaybiswal6248
    @ajaybiswal6248 18 дней назад +1

    ହଇହୋ ବାବୁ ଆପଣ ପରା କି ଦଣ୍ଡ ଗୋଟେ ପକେଇଲେ ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି କହୁଥିଲ. କଣ ହେଲା. ସେ ବିଷୟରେ କୁହନ୍ତୁ. ଗାଲୁଆ ଭଳି କଥା ନ କହି ବାସ୍ତବ କଥା କୁହ

  • @DeepakDas-ji6ob
    @DeepakDas-ji6ob 17 дней назад

    Daya Kari sudhuri jaooo

  • @odiajhiadebansi6084
    @odiajhiadebansi6084 18 дней назад

    ବାବା କଣ ଆଗରୁ ଶୋଇଥିଲେ, ଆଗରୁ କହିଲେନି

  • @SNSPIRITUALLIVE
    @SNSPIRITUALLIVE 19 дней назад

    ଗୁରୁସ୍ବାମୀ 🙏🙏🙏🌺🌺🌺🌹🌹🌹

  • @Dasjyoti421
    @Dasjyoti421 20 дней назад +1

    ଏଥିପାଇଁ କଣ ହେବ ନିରଦିଷଟ କଣ ଟିକେ କହିିଲେ ଭଲ ହେବ ,ରଥ ଯାତରା ପୂର୍ବ ରୁ କହିଲେନି

  • @user-hy9og5ky7t
    @user-hy9og5ky7t 20 дней назад +2

    ଦିବାକର ଡକାୟତ।

  • @shekharkumar7234
    @shekharkumar7234 19 дней назад

    Sata Katha

  • @birakishorenayak1690
    @birakishorenayak1690 19 дней назад

    ଜୟ ଶ୍ରୀଜଗନ୍ନାଥ🙏

  • @BalaramPradhan-pj8ww
    @BalaramPradhan-pj8ww 17 дней назад

    🚩🚩🚩ଜୟ ଜଗନ୍ନାଥ 🚩🚩🚩🚩🙏🙏🙏🪷🪷

  • @balakrishnanayak1818
    @balakrishnanayak1818 18 дней назад

    Malika karichhi diganirdesh vani. Matra Tumein niya mata bhakti karuchhanti
    .Aghatana luchinanhi. Sebayat thik srunkhalare vivratkarnekeliea. Santa nanhi. Puri mandira sebayat visrunkhalalita.

  • @susilkumarbehara3071
    @susilkumarbehara3071 20 дней назад +7

    ପ୍ରଭୁ ଙ୍କ ଲୀଳା ଆରମ୍ଭ ହୋଇଗଲା

  • @gourhariswain2438
    @gourhariswain2438 20 дней назад +2

    Keba kahicha kuha praman dea ame janibu tuma katha sata khali daha micha kahi loka nku bhutaucha

  • @keshabasahu6260
    @keshabasahu6260 19 дней назад

    ଜୟ ଜଗନ୍ନାଥ

  • @DeepakDas-ji6ob
    @DeepakDas-ji6ob 17 дней назад

    Ame mane jou papa karuchu Sethi paei amiti hauchi papa vara bahuta hei gala macha,mausha,khaona au piaaja,rasuna madaka jau jiba hatya karana samaste hoi eka mukha dakiba jagannath rakha

  • @gangadharjena8764
    @gangadharjena8764 19 дней назад

    ଆଗରୁ ସେଇ ପଦକ କହିଥିଲେ ସବୁ ତ ଭଲ ରେ ହେଇ ଥାଆନ୍ତା ବାବା ପଛରେ କହି ଲଭ କନ

  • @bidyadharswain54
    @bidyadharswain54 19 дней назад +1

    Stone slip down from Sri mandir what happen.? Goto America with your family.

  • @renubalamohapatra7437
    @renubalamohapatra7437 18 дней назад

    ମାଳିକା ଆଗରୁ କହୁନଥିଲେ ହେଲାପରେ କହୁଛି।

  • @tarangasahu468
    @tarangasahu468 18 дней назад

    Sir ama gaa ratha akha b chindi gala

  • @UtkalProGaming
    @UtkalProGaming 20 дней назад

    Hee prabhu bada thakura tame saha vharasa

  • @bijayakumarmaharana8330
    @bijayakumarmaharana8330 17 дней назад

    ମାଳିକା ଲେଖା ସତ୍ୟହେଇପାରେ କିନ୍ତୁ ବାବା ସାରଦାଙ୍କ ଏକପୂର୍ବର ଏକ ଭିଡିଓ ଆପଣ ଦେଖନ୍ତୁ ବ୍ରହ୍ମ ଦଣ୍ଡ ମାଧ୍ୟମରେ କହିଥିଲେ ନବୀନ ପଟ୍ଟନାୟକ ପୁଣି ମୂଖ୍ୟମନ୍ତ୍ରୀ ହେବେ ହେଲେକି ତାହେଲେ ଆପଣ ବିଚାର କରନ୍ତୁ କେତେ ସତ୍ୟ ।

  • @darshantvodiatv4882
    @darshantvodiatv4882 18 дней назад

    ବଳଭଦ୍ର ଚାର ମାଳରୁ ଖସି ପଡିବେ ବୋଲି ଆଗରୁ କୋଉ ମାଳିକା ଗ୍ରନ୍ଥ ରେ ଲେଖା ହୋଇଛି କି? କାଇଁ, କେହି ତ ଆଗରୁ ଏକଥା କହୁ ନ ଥିଲେ?
    ହଇଓ ସାରଦା ବାବୁ! ତୁମେ ପରା ବ୍ରହ୍ମଦଣ୍ଡ ଓ ତୁଳସୀ ସାହାଯ୍ୟରେ ନବୀନ ମୁଖ୍ୟମନ୍ତ୍ରୀ ହେବ ବୋଲି କହିଥିଲ l

  • @myvillage8613
    @myvillage8613 19 дней назад

    Jhosabanta sir nku mu angul re dekhili au katha bi heithili

  • @akshaya69
    @akshaya69 19 дней назад

    Gerua luga pindhiki lokanku bhakua karuchhanti sabu bhanda baba

  • @balakrishnanayak1818
    @balakrishnanayak1818 18 дней назад

    Koyama karibe apanmane malika bisayre vivrantikar tathyadeuchhanti. Lokanku viswas rahunanhi.

  • @divinepowerforyou
    @divinepowerforyou 19 дней назад

    E mic dhari j kahuchanti..danda chhuain deha bhala heba boli kahithile..but bhala hoinathila

  • @user-oj3kl1nc3b
    @user-oj3kl1nc3b 20 дней назад +1

    Apana trikalagnya baba sabu janiparuchganti Apana kiese nijaku chinhantu aga taare kahibe

  • @jitendrakumarjena-oq8qc
    @jitendrakumarjena-oq8qc 20 дней назад +4

    କଳୀ ଯୁଗ ଶେଷ ହେଲେବି ଜଗନ୍ନାଥଙ୍କ ଇଚ୍ଛାରେ ହେବ...
    ସତ୍ୟ ଆସିଲେ ତାହା ମଧ୍ୟ ଭଗବାନ୍ ଙ୍କ ଇଚ୍ଛାରେ ହେବ ..
    ତେଣୁ ଭଗବାନଙ୍କ ରତ୍ନ ଭଣ୍ଡାର ଟି କେମିତି ଅଛି ତାହାକୁ ଖୋଲିବାକୁ ସୁଯୋଗ ଦିଆଯାଉ...

  • @jagabandhunayak280
    @jagabandhunayak280 19 дней назад

    🙏 ନମସ୍କାର୍ ଭକ୍ତି ଦେବାନନ୍ଦ ଚାଲାନରେ ସ୍ବାମୀ ଦିବାକର କହିଲେ ଯାହା କହିଛି ଠିକ୍ କଥା , ତେଣୁଁ ସମସ୍ତ ଦୋସ ତ୍ରୁଟି ମହାପ୍ରଭୁ ନିକଟରେ ଖ୍ୟମା ପ୍ରାର୍ଥନା ହୁମ ଯଂଗ୍ୟଁ ଦୀପ ଜାଳିବା ନିହାତି ଆବଶ୍ଯକ ଯେପରି ଆଗକୁ ଦେଶରେ କୌଣସି ଦଣ୍ଡ ନ ଆଶୁ ଏହା ମୋର ପ୍ରାର୍ଥନା ଅଟେ, ଜୟ ଜଗନ୍ନାଥ 🙏

  • @jagannathsanskriti
    @jagannathsanskriti 19 дней назад

    Agaru baba kahileni

  • @user-zd7fy1qz5s
    @user-zd7fy1qz5s 19 дней назад

    ଏ ବାଲ ବାବା ମାନେ ରଥଯାତ୍ରା ପୂର୍ବରୁ କୋଆଙେ ଯାଇଥିଲେ ଏବେ ଜ୍ଞାନ ଦେଉଛନ୍ତି

  • @subhasispradhan1203
    @subhasispradhan1203 19 дней назад

    Sebayat mane jeu bhali drustant mulak kasrjya karuchanti semanank sesa samaya asigala jai jagannath

  • @prasadmajhi5559
    @prasadmajhi5559 20 дней назад +1

    🌅🪴🙏💝🗽🕉🗽💝🙏🪴🌄

  • @ZaaraKhaaraMarakaMara
    @ZaaraKhaaraMarakaMara 19 дней назад

    Baba mane toh nijaku Prabhu Jagannath nka upare bhabileni au Kan Kariba kuha.

  • @sarbeswarjena196
    @sarbeswarjena196 20 дней назад +2

    ଆପଣଙ୍କ ର ରାମ ଦଂଡ ଧରି କହିଥିଲେ ନବୀନ ଓଡିଶା ରେ ସରକାର ଗଠନ କରିବେ, ଦିଲ୍ଲୀ ରେ ମୋଦୀ ସରକାର ଗଢ଼ିବେ, ଆପଣଙ୍କ ର ରାମ ଦଂଡ ମିଛରେ କହି ଲାନା ଆପଣ ମିଛ କହିଥିଲେ, ଉତ୍ତର ଦିଅନ୍ତୁ

    • @niharranjan1009
      @niharranjan1009 19 дней назад

      2012 re pani madi aasithanta. Seta b ta helani😂

    • @bichitrabhanugoswami5438
      @bichitrabhanugoswami5438 18 дней назад

      ଭାଇ ସେଥିପାଇଁ ଏମାନଙ୍କ ବ୍ରହ୍ମ ଦଣ୍ଡ ଅଙ୍କୁ ଛାଡିକି ପଳେଇଚନ୍ତି

  • @Currentaffairs143ravi
    @Currentaffairs143ravi 19 дней назад

    ଏମାନେ ଖାଲି ଢେଗ ଜାଣିଛନ୍ତି ତା ଛଡ଼ା ଆଉକିଛି ନୁହେଁ

  • @bijayapppradhan4563
    @bijayapppradhan4563 17 дней назад

    ବାବା କେବେ ମରିବ କହିବ କି??

  • @gaganbiharibhoi9102
    @gaganbiharibhoi9102 19 дней назад

    Chief minister kia hela

  • @kbenglishacademy7531
    @kbenglishacademy7531 19 дней назад

    ଏଇ chanel ରେ କୁହନ୍ତୁ ଆସନ୍ତା ଏକ ମାସ ମଧ୍ୟରେ କଣ ଘଟିବ । ତା ହେଲେ ଆମେ ଜାଣିବୁ ଆପଣ ସତ ମାଳିକା ଜାଣିଛନ୍ତି ବୋଲି ।

  • @DeepakDas-ji6ob
    @DeepakDas-ji6ob 17 дней назад

    Kharap comment kaei karucha vhai mane baba jaha kahu chanti ama manakara vala paei kahu chanti daya kari sudhuri jaantu