🔴 Laxmi Narayan Kali | ଏ କଳି ଯିଏ ଶୁଣିବ ତାର ଦାମ୍ପତ୍ୟ କଳହ ରହିବ ନାହିଁ | Dr. Ashutosh Prasad Mishra

Поделиться
HTML-код
  • Опубликовано: 19 авг 2024

Комментарии • 3,2 тыс.

  • @SumitKumarswain123
    @SumitKumarswain123 Месяц назад +17

    ଏହା ଶୁଣି ଅତ୍ୟନ୍ତ ଖୁସି ଅନୁଭବ ହେଲା ।ଆଉ ଗର୍ବ ଲାଗୁଛି ଆମ ଓଡ଼ିଆ ମାଟିରେ ଜଗନ୍ନାଥ ମାଟିରେ ଜନ୍ମ ନେଇଛି। ବହୁତ୍ ସୁନ୍ଦର୍ ଆମ ଜଗା ର ସବୁ ଯାତ୍ରା।❤ଜୟ ଜଗନ୍ନାଥ ❤️🙏⭕❗⭕

  • @sabitapanigrahi4406
    @sabitapanigrahi4406 2 года назад +319

    ଜୟ ଜଗନ୍ନାଥ 🙏🙏🙏🙏ମନୁଆ ଠାକୁର ଆଜି ବାହାରିଛି ମାଆ କୁ ମନେଇବା ପାଇଁ l ସମାଜରେ ସଂସାର କରିବାକୁ ହେଲେ ଭାଇ, ଭଉଣୀ ସହିତ ସ୍ତ୍ରୀ କୁ ମଧ୍ୟ ସମାନ ମର୍ଯ୍ୟାଦା ମିଳିବା ଉଚିତ, କାଳିଆ ତାର ଏ ମାନବଲୀଳାରେ ସମାଜକୁ ଜଣାଉଛି l

    • @user-wm2vc6bs2d
      @user-wm2vc6bs2d Месяц назад +28

      Right

    • @user-wm2vc6bs2d
      @user-wm2vc6bs2d Месяц назад +12

      😊

    • @rajashreesahoo5432
      @rajashreesahoo5432 Месяц назад +9

      Bahut bhala lagila mana khusi heigala Jay Laxmi Narayan

    • @Bmcreation3750
      @Bmcreation3750 Месяц назад +4

      Bahut bhala lagila mana khus heigala,Jay Laxmi Narayan

    • @sujatanayak1022
      @sujatanayak1022 Месяц назад

      😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅?

  • @santoshkumarmishra3886
    @santoshkumarmishra3886 Год назад +56

    ସୁବଠାରୁ ସୁନ୍ଦର ବଣ୍ଣନା ଲକ୍ଷ୍ମୀନାରାୟଣ କଳି ଖୁବ୍ ମନାଛୁଆଁ

  • @kabita_by_jharana
    @kabita_by_jharana 5 месяцев назад +93

    ଆଶୁତୋଷ ସାର୍,ପ୍ରଭୁ ଜଗନ୍ନାଥ ସତରେ ଆପଣଙ୍କ କଣ୍ଠରେ ବିଜେ କରିଛନ୍ତି।ଏତେ ସୁନ୍ଦର ବର୍ଣ୍ଣନା କରିଛନ୍ତି।ଯେତେ ସୁଣିଲେବି ଆହୁରି ଶୁଣିବାକୁ ଇଛା ହେଉଛି।ଜୟ ଜଗନ୍ନାଥ।🙏🏻🙏🏻🙏🏻🙏🏻🙏🏻

  • @paras1prihan
    @paras1prihan 2 года назад +104

    ହେ ଆଶୁତୋଷ ସାର୍ ଆପଣଙ୍କ ବ୍ୟାଖ୍ୟା ଅତ୍ୟନ୍ତ ଉଚ୍ଚକୋଟୀର , ଶୁଣିକରି ଆଖିରୁ ଆନନ୍ଦଅଶ୍ରୁ ଝରିପଡ଼ିଲା
    ଜୟ ଜଗନ୍ନାଥ । ଧନ୍ୟ ଆପଣଙ୍କ ଲିଳା

  • @samarkumarharichandan5378
    @samarkumarharichandan5378 2 года назад +44

    ଆଶୁତୋଷ ବାବୁଙ୍କ ବର୍ଣ୍ଣନା ଶୈଳି ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ହୃଦୟସ୍ପର୍ଶୀ 🌻🙏🏼🌺

  • @bharatitripathy4245
    @bharatitripathy4245 Год назад +25

    ସୁନ୍ଦର ଉପସ୍ଥାପନା ମାଧ୍ୟମରେ ଲକ୍ଷ୍ମୀ ନାରାୟଣ କଳିର ବର୍ଣ୍ଣନା ଅତ୍ୟନ୍ତ ହୃଦୟଗ୍ରାହୀ ହୋଇଛି

  • @susantakumarsahoo9052
    @susantakumarsahoo9052 3 месяца назад +9

    ଆପଣଙ୍କ ମୁଖରୁ ସାଆନ୍ତଙ୍କ କଥା ଅମୃତ ବହୁତ ଭଲ ଲାଗୁଛି ଜୟ ଜଗନ୍ନାଥ

  • @birakishorenayak1690
    @birakishorenayak1690 Год назад +178

    ଜଗତ ଠାକୁର ଓ ଜଗତ ଜନନୀଙ୍କର ଏ କଳି ଶୁଣି ମୋ କର୍ଣ୍ଣ ପଵିତ୍ର ହୋଇଗଲା,ଜନମ ଜୀବନ
    ମୋର ଧନ୍ୟ ହୋଇଗଲା ।
    ଜୟ ଜଗନ୍ନାଥ ସ୍ୱାମୀ🙏

    • @gungunpatra3024
      @gungunpatra3024 Год назад +1

      QaP😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

    • @pritamlenkayt5916
      @pritamlenkayt5916 Год назад +2

      JaiJagannath

    • @Priyan_shee
      @Priyan_shee Год назад

      ​@@gungunpatra3024ok .koo

    • @Priyan_shee
      @Priyan_shee Год назад +1

      Ooooolll😅o😅😅o😅olooooooooo

    • @harisahoo8383
      @harisahoo8383 9 месяцев назад

      ​@@Priyan_shee17:05 17:07 😮

  • @basantideikhordhaarunima
    @basantideikhordhaarunima Год назад +31

    ଜଗତଠାକୁର ଓ ମାଆ ଠାକୁରାଣୀ ଙ୍କ ମାନବୀୟ ଦାମ୍ପତ୍ୟ କଳହ କୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିବାର ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଭାବଗର୍ଭକ ହୋଇଛି, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସର୍ବଦା ଆପଣଙ୍କ ସାଥିରେ ରହିଥାଉ।ଜୟ ଜଗନ୍ନାଥ 🙏🙏💐💐

  • @Sanjeeb5077
    @Sanjeeb5077 Год назад +28

    କେତେ ସୁନ୍ଦର ଆମ ଓଡ଼ିଆ ସଂସ୍କୃତି 🙏 ଜୟ ଶ୍ରୀ ଜଗନ୍ନାଥ ⭕❗⭕

  • @santoshkumardas3299
    @santoshkumardas3299 4 месяца назад +25

    ସତରେ ଶୁଣିବାକୁ ବହୁତ୍ ସୁନ୍ଦର୍ ଲାଗୁଛି, ଜଗନ୍ନାଥଙ୍କ ମହିମା ଅପାର, ଯେତେଥର ଶୁଣିଲେ ବି ଶୁଣିବାକୁ ଭଲଲଗୁଛି

  • @sunilnath3572
    @sunilnath3572 Год назад +79

    🙏❤️🙏 ଆଶୁତୋଷ ଭାଇ ଙ୍କ ଉପରେ ମହାପ୍ରଭୁ ଙ୍କ କୃପା ସଦାସର୍ବଦା ରହିଥାଉ 🙏❤️🙏

    • @awcbargaon-2aww634
      @awcbargaon-2aww634 Год назад +2

      Prabhu nka ehi ratha Yatra praman kare j Prabhu bhakta vatsala .......Jay Jagannath 🙏🙏🙏🙏🙏🙏Swami Nayan patha gami

  • @pravakarparida3042
    @pravakarparida3042 2 года назад +31

    ପ୍ରଣାମ ସ୍ୱାମୀଜୀ, ବହୁତ ଆକର୍ଷଣୀୟ,ବହୁତ ଭଲ ଲାଗିଲା, ଜୟ ଶ୍ରୀ ଜଗନ୍ନାଥ

  • @popshumor4193
    @popshumor4193 Год назад +23

    ବାଃ ବାଃ କେତେ ସୁମଧୁର, ସୁଖକର ଓ ସୁନ୍ଦର ବାଣୀ...... ବହୁତ୍ ସୁନ୍ଦର କହିବା ଶୈଳୀ........
    ଜୟ ମା ମହାଲକ୍ଷ୍ମୀ, ଜୟ ଜଗନ୍ନାଥ....🙏🙏🙏🙏

  • @user-vq8dv8hy1b
    @user-vq8dv8hy1b Месяц назад +7

    ଆପଣଙ୍କ ସୁନେଇବାର ଜଉ ଶୈଳୀ ବହୁତ ସୁନ୍ଦର ପ୍ରଭୁ ଆଖି ଛଳ ଛଳ ହେଇ ଯାଉଛି ଧନ୍ୟ ତୁମର କହିବାର ଶୈଳୀ ଧନ୍ୟବାଦ୍ 🙏

  • @NiveditaM
    @NiveditaM Год назад +18

    ବଢିଆ ଉପସ୍ଥାପନା 👏👏👏👏🙏ଜୟ ଜଗନ୍ନାଥ

  • @manojapalai7512
    @manojapalai7512 Год назад +21

    ଜୟ ମା' ମହାଲକ୍ଷ୍ମୀ.ଶ୍ରୀ ଜଗନ୍ନାଥ....କଥାକାରଙ୍କର ଅଶେଷ ମଙ୍ଗଳ ହେଉ....ବାସ୍ତବରେ ମୋ ଜୀବନ ସହ ଏହି କଥାଟି ସମ୍ପୂର୍ଣ୍ଣ ସମତୂଲ୍ଯ ହେଉଅଛି....ହୃଦୟ ଭରିଗଲା❤.

  • @Butterfly143jsb
    @Butterfly143jsb Год назад +33

    ବହୁତ୍ ସୁନ୍ଦର୍,,, ଧନ୍ୟବାଦ୍ ଭାଇ ଏତେ ସୁନ୍ଦର ଭାବେ ବର୍ଣ୍ଣନା କରି ଆମ ସମସ୍ତଙ୍କୁ ଶୁଣାଇ ଥିବାରୁ 🙏🙏🙏

  • @sarojinidas7614
    @sarojinidas7614 Год назад +11

    ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏
    ଜୟ ମାଆ ମହାଲକ୍ଷ୍ମୀ 🙏🙏🙏
    ବହୁତ ଭଲଲାଗିଲା । ଜୀବନ ଧନ୍ୟ ହେଇଗଲା। ଆପଣଙ୍କୁ ଧନ୍ୟବାଦ 🙏

  • @bharatidhir7454
    @bharatidhir7454 2 года назад +56

    ହେ ମହାପ୍ରଭୁ ମା ଙ୍କ ସହିତ ଏ କି ପ୍ରକାର କରି ର ଲୀଳା
    ଧନ୍ୟ ପ୍ରଭୁ ଧନ୍ୟ ହୋଇ ଗଲି ଏହାକୁ ଶ୍ରବଣ କରି
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

    • @ODISHA365
      @ODISHA365  2 года назад +1

      Thanks
      Jay Jagannath
      Share with your family & friends

  • @chhandachhatrapal88
    @chhandachhatrapal88 Год назад +5

    Ate Prema ate bhaba ate bhakti rasare pari Purna amruta Maya katha pratham thara suni aanandare aakhi ru luha roki parilini 🙏🙏🙏 Jaya jagannath Jaya ma lakhmi

  • @dayanidhimishra2145
    @dayanidhimishra2145 Год назад +10

    🙏🌹Jay Jagannath prabhu🙏🌹
    🌹🙏Jay Maa Mahalaxmi devi 🙏🌹

  • @ashokkumarpatra7377
    @ashokkumarpatra7377 Год назад +22

    ଖୁବ୍ ସୁନ୍ଦର ଆଲୋଚନା ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛି। 🙏🙏🙏 ଜୟଜଗନ୍ନାଥ।

  • @dashingarazu4760
    @dashingarazu4760 2 года назад +96

    ଅତି ସୁନ୍ଦର ଉପସ୍ଥାପନା❤️
    ଅତ୍ୟନ୍ତ ହୃଦୟ ସ୍ପର୍ଶୀ, ମର୍ମସ୍ପର୍ଶୀ ବାଖ୍ୟାନ 🙏
    ପ୍ରଭୁ ଲକ୍ଷ୍ମୀକାନ୍ତ୍ର,କମଳା ପତି ଆପଣଙ୍କ ଶ୍ରୀଚରଣାରବିନ୍ଦର ଅଶେଷ ପ୍ରଣାମ🙏

    • @ODISHA365
      @ODISHA365  2 года назад +4

      Thanks
      Jay Jagannath
      Share with your family & friends

  • @hemantasethy8437
    @hemantasethy8437 Год назад +8

    ହେ ଜଗନ୍ନାଥ 🙏
    ଅତୀତ ର କି ସୁନ୍ଦର କଥା ଟିଏ
    ମିଶ୍ର ସାର ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ

  • @balaramranasingh2357
    @balaramranasingh2357 Год назад +13

    ଜୟ ଜଗନ୍ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ମା ମହାଲକ୍ଷ୍ମୀ ଙ୍କ କଳି ଆହା କି ଅପୂର୍ବ ଶୁନ୍ଦର ❤❤❤

  • @MunaBhai-qh9fl
    @MunaBhai-qh9fl Год назад +5

    ଜୟ ଜଗନ୍ନାଥ ସ୍ବାମୀ ମାତା ମହା ଲକ୍ଷ୍ମୀ ନାରାୟଣ ଭେଟ 🙌🌺🙏🙏🏼

  • @gitanjalitripathy5389
    @gitanjalitripathy5389 Год назад +43

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏତିକି କରୁଣା ହେଉ, ତୁମନାମ ଚିନ୍ତି ତୁମ ନାମ ଗାଇ ମୋଜୀବନ ଚାଲିଯାଉ 🙏🙏

  • @amitkumarrout4633
    @amitkumarrout4633 2 года назад +12

    🙏ଜୟ ଜଗନ୍ନାଥ 🙏
    ଅତି ସୁନ୍ଦର ଉପସ୍ଥପନା, ହୃଦୟ ସ୍ପର୍ଷୀ ଆପଣଙ୍କ କଣ୍ଠ ସ୍ବର,
    ବହୁତ୍ ବଢିଆ ବ୍ୟାଖ୍ୟା କରିଛନ୍ତି ଆପଣ।

  • @user-uq1bw8jp7n
    @user-uq1bw8jp7n Месяц назад +5

    ଜୟ ଜଗନ୍ନାଥ ❤
    କେତେ ସୁନ୍ଦର ଆମର ଓଡ଼ିଆ ସଂସ୍କୃତି 🥰
    କେତେ ସୁନ୍ଦର ଲାଗୁଛି ଏ ଉପସ୍ଥାପନ ଶୁଣିବା ପାଇଁ ମନ ଆନନ୍ଦରେ ଭାରି ଯାଉଛି 🙏

  • @Life_with_Utkalika
    @Life_with_Utkalika Год назад +12

    Pura sata Swami stri jhagada re jaha sabu hue kete Sundar rupe bujheile...mana trupta heigala❤️😍 Jay Jagannath 🙏 Jay maa Laxmi 🙏

  • @rubinalenka1394
    @rubinalenka1394 Год назад +40

    ଜୟ ଶ୍ରୀ ଜଗନ୍ନାଥ 🙌🙏
    ବହୁତ ସୁନ୍ଦର ବ୍ୟାଖ୍ୟା କରିଛନ୍ତି, ଆପଣଙ୍କୁ ବହୁତ ଧନ୍ୟବାଦ 😊
    ମହାପ୍ରଭୁ ଆପଣଙ୍କୁ ଖୁସିରେ ରଖନ୍ତୁ ✨🙏

  • @asishkumarprustyjitu9987
    @asishkumarprustyjitu9987 2 года назад +14

    ବହୁତ ସୁନ୍ଦର ଲାଗିଲା ଡାକ୍ତର ବାବୁ
    ଜୟ ଜଗନ୍ନାଥ 🙏🌹

  • @anitanayak1370
    @anitanayak1370 Год назад +37

    ଅତ୍ୟନ୍ତ ସୁନ୍ଦର ଉପସ୍ଥାପନା l ଧନ୍ୟବାଦ ଭାଇ, ପ୍ରଭୁ ଜଗନ୍ନାଥ, ମା ମହାଲକ୍ଷ୍ମୀ ଆପଣଙ୍କର କଲ୍ୟାଣ କରନ୍ତୁ l ପ୍ରକୃତରେ ଜଣେ ଓଡ଼ିଆ ଭାବେ ମୁଁ ଗର୍ବିତ ଆମର ଓଡ଼ିଆ ସଂସ୍କୃତି ପାଇଁ l ଜୟ ମହାବାହୁ l

  • @sahookartik23
    @sahookartik23 Год назад +9

    ଅତି ସୁନ୍ଦର ପରିବେଷଣ । ଜୟ ଜଗନ୍ନାଥ 🙏🏼🙏🏼💐💐

  • @sitalsomya7384
    @sitalsomya7384 Год назад +25

    ମନ ଖୁସି ହେଇଯାଉଛି ଡ ମିଶ୍ର ଙ୍କ କଥା ଶୁଣି ବାସ୍ତବ ରେ ଲୀଳାମୟ ଙ୍କର କି ଲୀଳା ଜୟ ଜଗନ୍ନାଥ❤

    • @stylishboy568
      @stylishboy568 Год назад

      😮😅😮😮😮😮😮😮😮😮😮😮😮😅😊

  • @basantapany9713
    @basantapany9713 2 года назад +57

    ଜୟ ଜଗନ୍ନାଥ ବହୁତ ସୁନ୍ଦର ବାପା ବହୁତ ଭଲଲାଗିଲା। ଜଗନ୍ନାଥ ତମକୁ ଭଲରେ ରଖୀଥାନ୍ତୁ।

  • @aswinisamal7618
    @aswinisamal7618 Год назад +13

    ମନ ଆତ୍ମା ଶାନ୍ତି ହୋଇଗଲା. ଆମ ଓଡ଼ିଆ ପରମ୍ପରା କୁ ଆମେ ସଂମାନ କରିବା 🙏ଜୟ ଜଗନ୍ନାଥ 🙏

  • @user-qm7bw5tl8r
    @user-qm7bw5tl8r Год назад +5

    Mo Prabhu jagannath nka ra jay ❤❤❤ my love jagakalia 🌹💐

  • @lovestory7836
    @lovestory7836 Год назад +27

    ବହୁତ୍ ବହୁତ୍ ଧନ୍ୟ ବାଦ ସାର ଆପଣ ଯୌଭଳି ଭାବରେ ଆମକୁ ମହା ପ୍ରଭୁଙ୍କର କଥା ସୁନାଇଲେ ବହୁତ୍ ସୁନ୍ଦର୍
    ଲାଗିଲା ସତେ ଯେମତି ଆମେ ନିଜ ଆଖିରେ ମହାପ୍ରଭୁ ଆଊ ମା ସାଆନ୍ତାଣୀ ଙ୍କ କାଲି ନିଜ ଆଖିରେ ଦେଖୁଛୁ
    ବହୁତ ବହୁତ୍ ଧନ୍ୟ ବାଦ 🙏🙏🙏🙏🙏 ଜୟ ଜଗନ୍ନାଥ

  • @birakishorenayak1690
    @birakishorenayak1690 Год назад +38

    ଅତିସୁନ୍ଦର କଥାମୃତ, ସୁନ୍ଦର ସଂସ୍କାର ।
    ମନମୁଗ୍ଧକର ଉପସ୍ଥାପନା ।ଜୟ ଶ୍ରୀଜଗନ୍ନାଥ 🙏🙏🙏

  • @raghunathmandal204
    @raghunathmandal204 Месяц назад +3

    ଅତି ସୁନ୍ଦର ଭାବରେ ଆପଣ ବ୍ୟଖା କରିଛନ୍ତି। ହୃଦୟସ୍ପର୍ଶୀ, ମନ ଆନନ୍ଦିତ ହୋଇଗଲା। ❤❤❤

  • @raghunathpanda9469
    @raghunathpanda9469 Год назад +12

    ଓମ୍ ଲକ୍ଷ୍ମୀନାରାୟଣାଭ୍ଯାଂ ନମୋନମଃ। 🙏🙏💐

  • @sumantakumarpradhan2319
    @sumantakumarpradhan2319 2 года назад +13

    Wow... ସୁନ୍ଦର ଓ ଚମତ୍କାର ବ୍ୟାଖ୍ୟାନ.! 🙏 ଜୟ ଜଗନ୍ନାଥ

    • @ODISHA365
      @ODISHA365  2 года назад +1

      Thanks
      Jay Jagannath
      Share with your family & friends

  • @rutuparna-priyadarshini446
    @rutuparna-priyadarshini446 2 года назад +39

    ବହୁତ୍ ସୁନ୍ଦର.. 🙏ଜୟ ଜଗନ୍ନାଥ ବଳଭଦ୍ର ଭାଇ ସୁଭଦ୍ରା ମା ଲକ୍ଷ୍ମୀ ମା 🙏

    • @ODISHA365
      @ODISHA365  2 года назад

      Thanks
      Jay Jagannath
      Share with your family & friends

  • @jbpadhi9701
    @jbpadhi9701 8 месяцев назад +16

    ଆଶୁତୋଷ ଭାଈ ଆପଣଙ୍କ କଣ୍ଠରେ ସ୍ଵୟଂ ମା ସରସ୍ଵତୀ ଙ୍କ ଆଶିର୍ବାଦ।। ଯେତେ ଶୁଣିଲେ ପୁଣି ଶୁଣିବାକୁ ମନ କରେ।।

  • @baisakhimaharana6524
    @baisakhimaharana6524 Год назад +8

    ଜୟ ଜଗନ୍ନାଥ ❤🙏🏻

  • @satyabhamabehera768
    @satyabhamabehera768 Год назад +18

    Babu tumar kahiba saili ati sundar ❤❤❤❤❤❤❤.Jay Jagarnath Jay Maa Laxmi.🎉🎉🎉🎉❤❤❤❤.

  • @jharanapradhan7836
    @jharanapradhan7836 2 года назад +154

    ସେ କାଳିଆ ଠାକୁର ରସିକ ନାଗର , ନାଟୁଆ ନଟବର , ମାୟାଧରକୁ ସମ୍ମୁଖରେ ଦେଖି କିଏ ବା ତାଙ୍କୁ ଅଧିକ ସମୟ ରାଗି ପାରିବ। ସତରେ କେଡେ ସୁନ୍ଦର ଅଦ୍ଭୁତ ଲୀଳା ଆମ କାଳିଆ ସାଆନ୍ତଙ୍କର 🥰🥰🥰❤️❤️❤️🤗🤗🤗।ତୋ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏.......

  • @sumitkumarjenavlogs8088
    @sumitkumarjenavlogs8088 Месяц назад +221

    ୨୦୨୪ ରେ କିଏ କିଏ ଶୁଣୁଛନ୍ତି ଲାଇକ କରନ୍ତୁ ❤

    • @PADMINIANNAMALAI27
      @PADMINIANNAMALAI27 Месяц назад +13

      2024 କଣ 2025 କଣ ମହାପ୍ରଭୁଙ୍କ କଥା ଯୁଗ ଯୁଗର । ଜୟ ଜଗନ୍ନାଥ ।ଯଦି ଭାବ ଥିବ ନା ସବୁ ଭଲ ଲାଗିବ।ଆମ୍ବୃତ ପରି
      🙏🙏🙏🙏 ଏ ସବୁ ସୁଣିଲେ ବହୁତ୍ ପୁଣ୍ୟ ମିଳେ ।🥹🥹 ଜୟ ଜଗନ୍ନାଥ ଜୟ ଜଗନ୍ନାଥ।

    • @sumitkumarjenavlogs8088
      @sumitkumarjenavlogs8088 Месяц назад +3

      @@PADMINIANNAMALAI27 Mana kala puni kie mu sei katha kahili yei vdo to 2 barsa tala ra 2022 re post hei thila 2024 re kaha kaha Mobile ku jaichi aau kie kie sunicha boli apana kn bujhile ki madam ji😄

    • @user-es4bz9mn8o
      @user-es4bz9mn8o Месяц назад +1

      Hnnnn mu

    • @user-es4bz9mn8o
      @user-es4bz9mn8o Месяц назад +1

      Anjali mohanty sunuchanti

    • @sumitkumarjenavlogs8088
      @sumitkumarjenavlogs8088 Месяц назад

      @@user-es4bz9mn8o 😄😄😄 ଧନ୍ୟବାଦ୍ ଜୟ ଜଗନ୍ନାଥ

  • @Onlyentertainment3897
    @Onlyentertainment3897 Год назад +2

    ବହୁତ୍ ସୁନ୍ଦର୍ ବାଖ୍ୟା ,,ହେଲେ ବହୁତ୍ ଅର୍ଥ ରଖିଦେଲେ ବ୍ୟାଖ୍ୟା କଲେନାହିଁ ,,ଜୟ ଜଗନ୍ନାଥ

  • @bikramkhatua6743
    @bikramkhatua6743 Год назад +19

    ବହୁତ୍ ସୁନ୍ଦର ଉପସ୍ଥାପନା ଆ ହା
    ବଢିଆ ବଢିଆ ❤❤❤❤❤❤❤

  • @Sashirekhajena9658
    @Sashirekhajena9658 Год назад +23

    ଆତ୍ମା ସନ୍ତୋଷ ହେଇଗଲା ପ୍ରଭୁ କୃପା କର⭕❗⭕🙏 ଜୟ ଜଗନ୍ନାଥ

  • @cartoon-88
    @cartoon-88 Год назад +6

    Im crying after listening this .. jai jagannath swami Nayan patha gami bhabh tume 🙏 tuma Leela mahan prabhu ❤

  • @aratipanda5792
    @aratipanda5792 3 месяца назад +5

    ଖୁବ୍ ସୁନ୍ଦର ଧାରା ବିବରଣୀ ଆହୁରି ଆହୁରି ଶୁଣିବା କୁ ଇଚ୍ଛା ହେଉଛି, ଉପସ୍ଥାପନା ଶୁଣି କାଳିଆ ସାଆନ୍ତ ଙ୍କ ଆଡ ଙ୍କୁ ମନ ଟାଣି ହେଇ ଯାଉଛି। ବହୁତ୍ ବହୁତ୍ ଧନ୍ୟବାଦ ଏତେ ସୁନ୍ଦର ବ୍ୟାଖ୍ୟାନ ପାଈଁ।

  • @rozalin91
    @rozalin91 Год назад +10

    Khub Sundar! laxminarayanaya namah🙏

  • @neetubisoi2276
    @neetubisoi2276 2 года назад +35

    ଜୟ ଜଗନ୍ନାଥ ମହା ପ୍ରଭୁ ଙ୍କ ଲୀଳା ହିଁ ପୁରା ଅଲଗା 😍🙏🥰😇

  • @bharatsahoo9195
    @bharatsahoo9195 10 месяцев назад +3

    ହେ ପ୍ରଭୁ ଏ ଅଧମ ପାଞ୍ଚ ଥର ଶୁଣି ଲିଣି ତଥାପି ମୋ ମନ ଶାନ୍ତି ହେଉନି କି ସୁନ୍ଦର ପ୍ରଭୁ ଙ୍କର କଳି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @gitanjalichand8947
    @gitanjalichand8947 5 месяцев назад +19

    ମୋ ପରି ଗୋଟେ ପା ପିର କର୍ଣ୍ଣ ପବିତ୍ର ହେଇଗଲା ପ୍ରଭୁ ତୁମ କଳି ଶୁଣି ପ୍ରଭୁ, ସାର ଙ୍କର ଉପସ୍ଥାପନା କଣ କହିବି ଭାଷା ନାହିଁ ପ୍ରଭୁ କୃପା କର ପ୍ରଭୁ 🙏🏻🙏🏻🙏🏻🙏🏻

  • @binodhbag5475
    @binodhbag5475 Год назад +8

    ଜୟ ଜଗନ୍ନାଥ ମହା ପ୍ରଭୁ ମୋ ମଣିମା ଚରଣ କମଳେ କୋଟି କୋଟି ପ୍ରଣାମ ପ୍ରଭୁ 🙏😔😔❤️😔🙏❤️❤️🙏🙏

  • @anjalipradhan5874
    @anjalipradhan5874 Год назад +9

    Jay jagannath 🙏🙏
    Ma lakhmi thakurani 🙏🙏🌹🌹

  • @user-vq8dv8hy1b
    @user-vq8dv8hy1b Месяц назад +40

    ମୋର ପରମ ସ୍ଵଭଗ୍ୟ ମୁ ଜଗତର ନାଥ ଜଗନ୍ନାଥ ମା ଲକ୍ଷ୍ମୀ ବଡ଼ ଠାକୁର ବଲିଆ ଆଉ ମା ସୁଭଦ୍ରାଙ୍କ ଏହି କଳି ଯୁଗରେ ଏ କାଲି ଶୁଣିଲି । ଧନ୍ୟବାଦ ପ୍ରଭୁ ଆପଣଙ୍କୁ ଆମକୁ ଏହି ମନୋହର କଲି ସୁନ୍ଦର ଭାବରେ ଶୁନେଇ ଥୀବା ପାଇ 🙏🙏

  • @RajibItishree143
    @RajibItishree143 Месяц назад +4

    ବହୁତ ସୁଦଂର ଲାଗିଲା ହେି କଳି ସୁଣି🙏 ମହାପ୍ରଭୁ ଓ ମା କଂର🥰
    ମୋ ଫୁଲେଇ ଟା ବି ଠିକ୍ ଏମିତି😘

  • @padmajasatpathy6364
    @padmajasatpathy6364 Год назад +27

    Sir
    ଖୁବ୍ ହୃଦୟସ୍ପର୍ଶୀ ବର୍ଣ୍ଣନା। ଯିଏ ଶୁଣିଲେ ବି ଯେତେ ନାସ୍ତିକ ହୋଇଥିଲେ ମଧ୍ୟ ଭକ୍ତି ଆସିବ ନିଶ୍ଚୟ।

  • @uniquecollection659
    @uniquecollection659 2 года назад +66

    ସୁନ୍ଦର ବ୍ୟାଖ୍ୟାୟନ,,ଅତି ରୋମାଞ୍ଚକର ଲୀଳା ଶ୍ରୀଠାକୁର ଙ୍କ, ଶୁଣିଲେ ଶୁଣିବାକୁ ଈଛାହୁଏ ।।। ଆପଣଙ୍କ ଉପସ୍ଥାପନା ଶୈଳୀ ଉଚ୍ଚକୋଟୀର।

    • @jagadishbissoyi206
      @jagadishbissoyi206 Год назад +2

      ଧନ୍ୟ ଜଗନ୍ନାଥ ଧନ୍ୟ ମହା ଲକ୍ଷ୍ମୀ ,,ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।

    • @digambarmallick5028
      @digambarmallick5028 Год назад +2

      ​@@jagadishbissoyi206 my in

    • @ganapatibagh857
      @ganapatibagh857 Год назад +1

      Jaya jagannath 🙏

    • @minapravabehera
      @minapravabehera Год назад

      ​❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ CT by bu huh bup

    • @Mamatarani845
      @Mamatarani845 4 месяца назад

      ❤🙏

  • @dibakarharijan5748
    @dibakarharijan5748 6 месяцев назад +2

    🌺🙏🙏🙏🙏🙏🌺🌺🌺🌺🙏⭕‼️⭕Jay shree laxmi narayan sunibaku bohut bohut sundar lagila sir apananku pranam jay shree jagannatha 🙏🏻🌺🌺🌺🌺🌺🙏🙏🙏🙏🙏

  • @tapashkumar9669
    @tapashkumar9669 Год назад +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙇🙇🙇🙇🙇🙇🙇🙇🥰🥰🥰🥰🥰🥰🥰🥰🥰🥰🥰🥰🥰

  • @sureskumarsahoo5519
    @sureskumarsahoo5519 2 года назад +21

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଜୟ ମା ଲକ୍ଷ୍ମୀ 🙏🙏🙏🙏

  • @Arpita-rv4yn
    @Arpita-rv4yn Год назад +9

    ବହୁତ ସୁନ୍ଦର ପୁରୁଣା ଧନ୍ୟବାଦ୍ ଭାଇ ❤❤🙏🙏🙏🙏🙏🙏🙏

  • @birupakhyapathy
    @birupakhyapathy Год назад +2

    One of the most talented youngster Shri Asutosh Mishra, really We appreciate your knowledge and expressive of our jagannath culture in beautiful way.lots of Love a fan of you.... great

  • @Sunil____kumar2212
    @Sunil____kumar2212 Год назад

    Mun nistarili prabhu tumara e kali suniki om shanti jay jagannatha jay maa Laxmi

  • @jasminhemantananda964
    @jasminhemantananda964 Год назад +31

    ଜୟ ଜୟ ଲକ୍ଷ୍ମୀନାରାୟଣ 😊🙏🙏🙏ବହୁତ ସୁନ୍ଦର ଲାଗିଲା ମନ ସନ୍ତୋଷ ହୋଇଗଲା

  • @aadhikari7615
    @aadhikari7615 2 года назад +85

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଆଶୁତୋଷ ଭାଇ 🙏ଆପଣଙ୍କର ପ୍ରେତ୍ୟକଟି ବାଣୀ ଅତି ସୁନ୍ଦର🙏ଲକ୍ଷ୍ମୀ ନାରାୟଣ କଳି ଆଗରୁ ମୁ ଆପଣଙ୍କର ଆଉ କେତୋଟି କାହାଣୀ ପ୍ରଭୁଙ୍କ ବିଷୟରେ ଶୁଣିଛି। ଆଜି ମଧ୍ଯ ନିଳାଦ୍ରୀ ବିଜେର ସିଧା ପ୍ରସାରଣ ବେଳେ ସମ୍ପୂର୍ଣ୍ଣ ଶୁଣିଛି। ଆପଣଙ୍କ ବାଣୀ ବହୁତ ହ୍ରୁଦୟ ସ୍ପର୍ଶୀ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

  • @Sunil____kumar2212
    @Sunil____kumar2212 Год назад +5

    Nistarili prabhu Nistarili 😢😢❤❤

  • @PrakashBehera-ll2so
    @PrakashBehera-ll2so Месяц назад +1

    Jay jagannath Swami ନୟନ ପଥଗାମୀ ଭବତୁମେ ଭବ ତୁମେ

  • @sunilnath3572
    @sunilnath3572 Год назад +58

    🙏❤️🙏 ଜୟ ମା ଅର୍ଣ୍ଣପୂର୍ଣ୍ଣା ଶ୍ରୀହରିପ୍ରିୟା ଙ୍କର ଜୟ ହେଉ 🙏❤️🙏

  • @rakeshkumarmishra5662
    @rakeshkumarmishra5662 2 года назад +23

    ସୁନ୍ଦର ବ୍ୟାଖ୍ଯା ସାର୍....ସତରେ ବଡ଼ ବିଚିତ୍ର ଆମ ମଣିମା ଙ୍କ ଲୀଳା....ଜୟ ଜଗନ୍ନାଥ 🙏🙏🙏

  • @user-dx2zd8yd3h
    @user-dx2zd8yd3h 2 месяца назад +4

    ଜୟ ଜଗନ୍ନାଥ।ମୋ ପ୍ରଭୁଙ୍କର ଲୀଳା ଅପାର।

  • @damayantiparida3912
    @damayantiparida3912 Месяц назад

    Jay jagannath 🙏🙏🙏🌹🌹🌹 dhanya dhanya dhanya prabhu ati ଅମୃତ ମାୟ tuma lila
    ଲୀଳାମୟ prabhu ତୁମେ tumaku koti pranam🙏🙏🙏🌹🌹🌹🌹

  • @laxmipriyamohapatra9237
    @laxmipriyamohapatra9237 Год назад +8

    ହୃଦୟସ୍ପର୍ଶୀ କଥା। କାନ ଆଜି ପବିତ୍ର ହେଇଗଲା 🙏🙏 ଜୟ ଜଗନ୍ନାଥ 🙏🙏

  • @laxmipriyasatapathy1727
    @laxmipriyasatapathy1727 Год назад +12

    ଅତି ସୁନ୍ଦର ଉପସ୍ଥାପନା 🙏ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @radheshyamswain5001
    @radheshyamswain5001 Год назад

    Jay jagannath he nilamadhaba juhar prabhu 🌹🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @user-zx8uz1co4h
    @user-zx8uz1co4h Месяц назад +1

    ଏତେ ସୁନ୍ଦର ତୁମ ର ଗାଥା ମିଠା ପରି ଲାଗୁଚି ଜୟ ଜୟ ଜୟ

  • @architagouda143
    @architagouda143 Год назад +10

    ଏହି ସୁନ୍ଦର ଲକ୍ଷ୍ମୀ ନାରାୟଣ କଳି ଅତି ସୁନ୍ଦର କିନ୍ତୁ ଭଗବାନ କଲେ ଲିଳା ମନୁଷ୍ୟ କଲେ କିଳା

  • @user-bc5tw2ue5x
    @user-bc5tw2ue5x Год назад +4

    ଅତି ସୁନ୍ଦର ଭାବରେ ଏହାକୁ ଉପସ୍ଥାପନା କରିଛନ୍ତି..... ଅନେକ ଅନେକ ଧନ୍ୟବାଦ 🙏

  • @ArunBehera-mo7xt
    @ArunBehera-mo7xt Месяц назад +3

    ଜୟଜଗନ୍ନାଥ ସ୍ଵାମି ନିୟନ ପଥଗାମି ଭବ ତୁମେ ମୋର ଦୁଖହର ହେମୋହାବାହୁ

  • @RiderBhai47_An_UNIMPORTANT
    @RiderBhai47_An_UNIMPORTANT Год назад +4

    Jay JAGANNATH... 🚩

  • @pradhanpunam9322
    @pradhanpunam9322 Год назад +12

    ଏ କଥା ଶୁଣିଲେ ମନ ଦୁଃଖ ଥିଲେ ବି ଶାନ୍ତି ହୋଇଯାଏ
    ଜୟ ଜଗନ୍ନାଥ

  • @PD-yt8by
    @PD-yt8by 2 года назад +25

    Maa lakhmi I m with u ❤️❤️❤️❤️ u r so right as always 😙😙😙

    • @ODISHA365
      @ODISHA365  2 года назад +1

      Thanks
      Jay Jagannath
      Share with your family & friends

    • @snehalatanayak9580
      @snehalatanayak9580 Год назад +1

      🥰

    • @pramilapanda6756
      @pramilapanda6756 Год назад

      I don't think so 🙁sabuole bhul ,mo Thakur krishna hni thik

    • @PD-yt8by
      @PD-yt8by Год назад

      @@pramilapanda6756 krishna b lakhmi nkara... Maa is always right

  • @SanjuktaPani-id5hv
    @SanjuktaPani-id5hv 3 месяца назад

    ଜଗନ୍ନାଥ କଂ ଲୀଳା ଅତି ସୁନ୍ଦର

  • @user-fq5gb9ep9e
    @user-fq5gb9ep9e Месяц назад

    ଅତିସ ସୁନ୍ଦର ଲେଖା ,ମୁ ଆପଣଙ୍କୁ କୋଟୀ ପ୍ରଣାମ ଜଣାଉଛି ,ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଜୟ ମା ଲକ୍ଷ୍ମୀ ।

  • @asishdash1223
    @asishdash1223 2 года назад +33

    ଅତି ସୁନ୍ଦର। ଭାବପୂର୍ଣ୍ଣ ପରିବେଷଣ।
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏

    • @smrutidas3087
      @smrutidas3087 2 года назад +3

      😍😍😍😍😍😍😍😍😍

  • @simisimi1232
    @simisimi1232 2 года назад +9

    ଜୟ ଶ୍ରୀ ଲକ୍ଷ୍ମୀ ଜଗନ୍ନାଥ ମହାପ୍ରଭୁ ଜି କି ଜୟ ହୋ ।

  • @Deepshani
    @Deepshani Год назад

    Suni ki Dhanya heli Prabhu😭🙏🙏🙏🙏

  • @gayatri6893
    @gayatri6893 Месяц назад +1

    Aapana ate sundar bhabare bujhaile je na bujhiba loka bi sampruna bhabare bujhi pariba dhanyavaad sir Jay Jagannath Swyami🙏🙏🙏

  • @singraimurmu4103
    @singraimurmu4103 Год назад +19

    💗🙏 Jay Jagannath 🙏💗ଆହୀ,କି ଆନନ୍ଦ 😊 ଅତି ସୁନ୍ଦର, ହୃଦୟ ସ୍ପର୍ଶୀ 👌💞👌 ଅଶେଷ ଅଶେଷ ଧନ୍ୟବାଦ୍ ଡ.ମିଶ୍ର ଜୀ 👏😇👏

  • @snigdhamahapatra634
    @snigdhamahapatra634 Год назад +5

    ଜୟ ଜଗନ୍ନାଥ ଜୟ ମା ମହାଲକ୍ଷ୍ମୀ 🎉🎉

  • @Rudrashis.......65
    @Rudrashis.......65 11 месяцев назад +2

    ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ 🙏🙏🙏🙏🙏🙏ମାନବୀୟ ଲୀଳା ପ୍ରଭୁ କିଏ ଵା କଳିବ କାହାର ସାହସ ଅଛି ମହାବାହୁ l

  • @firsttake6918
    @firsttake6918 Год назад

    ଅତି ସୁନ୍ଦର ଉପସ୍ଥାପନା , ଆଖିରୁ ଲୁହ ଆସିଲା କେତେ ସୁନ୍ଦର ଆମ ସଂସ୍କୃତି ଓ ପରମ୍ପରା