🔴LIVE Jagannath Darshan Puri | Watch daily & you will forget your sorrow | Dr Ashutosh Prasad Mishra

Поделиться
HTML-код
  • Опубликовано: 9 сен 2024

Комментарии • 1,2 тыс.

  • @ODISHA365
    @ODISHA365  2 года назад +114

    Jay Jagannath
    Thanks for watching. watch it regularly whenever you feel sad. share with your family and friends. in video description we have given time frame by clicking that you can directly visit Particular God.

  • @jayaprakashmohapatra5644
    @jayaprakashmohapatra5644 10 месяцев назад +3

    ଆପଣଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛି 🙏 ଆପଣଙ୍କ ମାଧ୍ଯମ ରେ ମହାପ୍ରଭୁଙ୍କ ଅପୁର୍ବ ଳିଳା ମହିମା ସୁଣୀ ଆତ୍ମାକୁ ଅପୂର୍ବ ଆନନ୍ଦ ମିଳିବା ସହିତ ଏ ଜୀବନ ଗତିପଥ ମହାପ୍ରଭୁଙ୍କ ପାଦପଦ୍ମକୁ ଚାଲିଯାଉ 🙏🙏

  • @rjcreation766
    @rjcreation766 День назад

    ଜୟ ଜଗନ୍ନାଥ ଦେହ ମନ ପୁଲୋକିତ ହେଇଗଲା ମହାପ୍ରଭୁ ଙ୍କ ଅପୂର୍ବ ଦର୍ଶନ ରେ ତା ସହ ମହାପ୍ରସାଦ ଭୋଜନ ରେ 🙏🙏🙏🙏🙏😍🥰💰💰💰

  • @jayjagannath2456
    @jayjagannath2456 2 года назад +32

    ଅଦଭୁତ ଶ୍ରୀକ୍ଷେତ୍ର ଦର୍ଶନ ହେଲା ମହାପ୍ରଭୁ । ବହୁତ ଦିନ ହେଲା ତୁମ ପାଖକୁ ଜାଇନି ମହାପ୍ରଭୁ । ତୁମକୁ ଦେଖିବାର ବହୁତ ଇଚ୍ଛା। କେବେ ଡାକୁଛ ତୁମ ପାଖକୁ । ତୁମ ନିମନ୍ତ୍ରଣ ଅପେକ୍ଷାରେ ରହିଲି ମହାପ୍ରଭୁ , ଅପେକ୍ଷାରେ ରହିଲି........ ଜୟ ଜଗନ୍ନାଥ ।।।।।।

  • @sunilkumarbishoyi8363
    @sunilkumarbishoyi8363 Год назад +1

    Jay shree Jagannath or MAA laxmi mata

  • @nirupamasahoo2292
    @nirupamasahoo2292 Год назад +10

    ଅତି ସୁନ୍ଦର ବର୍ଣ୍ଣନା.... ମନ ଆନନ୍ଦିତ ହେଇଗଲା.... ଘରେ ବସି ଶ୍ରୀ ମନ୍ଦିର ଦର୍ଶନ ହେଇଗଲା... 🙏🏻🙏🏻ଜୟ ଶ୍ରୀ ଜଗନ୍ନାଥ.... 🌹🌹

  • @binodinimeher4298
    @binodinimeher4298 Месяц назад +1

    Hey prabhu Jagannath swami tumhara bhaba ra darshan hela. Thanks to you.

  • @lipunahak1234
    @lipunahak1234 2 года назад +7

    ଜୟ ଜଗନ୍ନାଥ ସ୍ବାମୀ 🌺🙏🙏🙏

  • @priyadarshinibehera3870
    @priyadarshinibehera3870 10 месяцев назад

    Hey jagannath mahaprabhu ama ku Daya Kari thao Prabhu .Jay jagannath ,Jai jagannath ,Jai jagannath 🙏🙏

  • @birakishorenayak1690
    @birakishorenayak1690 Год назад +6

    ଆପଣଙ୍କ ଦୟାରୁ କାଳିଆ ସାଆନ୍ତଙ୍କର ସୁନ୍ଦର ଦର୍ଶନ ଲାଭକରି ଧନ୍ୟହେଲି,ଆପଣଙ୍କୁ ଧନ୍ୟବାଦ ସହ ଜୋଡ ହସ୍ତରେ ଜୟ ଜଗନ୍ନାଥ ଓ ପ୍ରଣାମ 🙏

  • @ipirout286
    @ipirout286 2 года назад

    Hey pravu tamara krupa pravu. Jay jaganath.

  • @lopamudrasamantaray3481
    @lopamudrasamantaray3481 2 года назад +15

    ଜୟ ଜଗନ୍ନାଥ🙏🙏🙏🙏
    ଅଶେଷ ଅଶେଷ ଧନ୍ୟବାଦ ଓଡିଶା ୩୬୫.....
    ଆମ ମାନଙ୍କୁ ଏମିତି ଶ୍ରୀମନ୍ଦିର ପରିକ୍ରମା କରାଇଥିବାରୁ🙏🙏🙏🙏🙏🙏🙏🙏🙏🙏🙏🙏🙏

    • @ODISHA365
      @ODISHA365  2 года назад +3

      ଜୟ ଜଗନ୍ନାଥ
      ଆପଣଙ୍କ ବନ୍ଧୁବାନ୍ଧବ ଓ ପ୍ରୀୟଜନଙ୍କୁ ସେୟାର କରି ଦେବେ।

    • @rajedranarayandash914
      @rajedranarayandash914 Год назад +1

      Jay jagannath
      Pravu apnkar mangalkarantu

  • @MithunJagadala-sr8cd
    @MithunJagadala-sr8cd 27 дней назад

    ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🙏🏻🌹❤️🌺🍎🍇🌷🌹❤️🌺🍎🍇🌷🌹❤️🌺🍎🍇🌷🌹❤️🌺🍎🍇🌷ଜୟ ଜଗନ୍ନାଥ ସ୍ୱାମୀ ⭕‼️⭕🙏🏻🙏🏻🙏🏻🙏🏻

  • @bikashchoudhury1984
    @bikashchoudhury1984 2 года назад +63

    ଆଶୁତୋଷ ବାବୁ ଆପଣଙ୍କୁ ହୃଦୟଭରା ଧନ୍ୟବାଦ । ଆପଣଙ୍କ ବର୍ଣ୍ଣନା ଦେଖି ଆମ ଆତ୍ମା ଆଜି ପବିତ୍ର ହୋଇଗଲା । ଅତୁଲ୍ୟ ଆପଣଙ୍କ ଉପସ୍ଥାପନା । ଜୟ ଜଗନ୍ନାଥ ।

  • @geetanjaliacharya6079
    @geetanjaliacharya6079 Год назад

    Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @nirupamadash8482
    @nirupamadash8482 2 года назад +36

    ଜୟ ଜଗନ୍ନାଥ 🙏🏾 🙏🏾 ମଣିମା ହେ ଏହିପରି ଅଲଭ୍ୟ ଦର୍ଶନ ପାଇଁ ନିକଟକୁ ନେଇଥାଅ ମୁଁ ତୁମ୍ଭର ଦାସ ତୁମେ ମୋ ସର୍ବସ୍ୱ ତୁମେ ମୋତେ ଭଲ ପାଉଥାଅ

  • @sagarikadash7607
    @sagarikadash7607 28 дней назад

    Heart touching Darshana manima Jai shree Jagannath ❤❤❤❤❤❤

  • @archana4729
    @archana4729 2 года назад +8

    ଶବ୍ଦ ନାହିଁ ମୋ ପାଖେ, ଆପଣଙ୍କୁ ଧନ୍ୟବାଦ ଦେବାକୁ।
    ଯାହା ବର୍ଣ୍ଣନା କଲେ, ତାହା ଅଲୌକିକ ଏବଂ ଅବର୍ଣ୍ଣନୀୟ। ଜଗନ୍ନାଥ ଙ୍କ କୃପା ଯୋଗୁ ଆପଣ ଏହି କାର୍ଯ୍ୟ ର ନିମିତ୍ତ ହୋଇପାରିଛନ୍ତି। ଆପଣଙ୍କୁ ଶୁଭେଛା।

  • @omsairam436
    @omsairam436 2 года назад +5

    ଜୟ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ 🙏🙏🙏🙏🙏

  • @SaraswatiDhal-dh3np
    @SaraswatiDhal-dh3np Месяц назад

    ପ୍ରଣାମ ସଂସ୍କୃତି ଗବଏସକ୍ ମହାଶୟ ଆପଣଙ୍କ ଶ୍ରୀକ୍ଷେତ୍ର ପରିକ୍ରମା ବର୍ଣନା ଅତି ଚମ ତକାର୍ ଏ ବର୍ଣନା ମଧ୍ୟରେ ମହା ପ୍ରଭୁଙ୍କ ଦର୍ଶନ ହୋଇଗଲା ଜୟ ଜଗନ୍ନାଥ। ଠାକୁର ଙ୍କ ଆସିସ୍ ଥାଉ

  • @sunilnath3572
    @sunilnath3572 2 года назад +8

    ❤️🙏❤️ JAY JAGANNATH MAHA PRABHU NKARA JAY HEU ❤️🙏❤️

  • @bipracharansahu366
    @bipracharansahu366 Месяц назад

    ପ୍ରଣାମ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ଓ ଶ୍ରୀ ଜଗନ୍ନାଥଙ୍କୁ ଓ କ୍ଷେତ୍ର ଦର୍ଶନ କରି ନିଜକୁ ପ୍ରଭୁଙ୍କ ଅପାର କରୁଣା ଲାଭ କରିବା ମନେକରୁ ଭାଷାରେ କହିପାରୁନାହିଁ। ଜୟ ଜଗନ୍ନାଥ

  • @akashchandsethi9917
    @akashchandsethi9917 2 года назад +17

    ଆଶୁତୋଷ ଭାଇ ଜୟ ଜଗନ୍ନାଥ 🙏🏻🙏🏻
    କଥା ଦଉଚି ଆପଣଙ୍କ ଦକ୍ଷିଣା ରେ ମୁଁ ମହାପ୍ରଭୁଙ୍କ ସରଣାଗତ ହେଲି 🙏🏻🙏🏻🙏🏻

  • @santoshmishra1715
    @santoshmishra1715 Год назад

    Jai jagannath Swami Nayana patha game bhava tumay🙏🙏🙏🙏🙏

  • @sonababysonababy
    @sonababysonababy 2 года назад +4

    Jay Jagannath 🙏🏻🙏🏻🙏🏻

  • @puspitasahoo9723
    @puspitasahoo9723 12 дней назад

    Jay jagnnath prabhu jay maa Laxmi

  • @prakasinidas8188
    @prakasinidas8188 2 года назад +9

    ମଣିମା ମହାବାହୁ ହେ,ତୁମ ଶ୍ରୀଚରଣ କମଳ ରେ ଅନନ୍ତକୋଟି ପ୍ରଣାମ🙏🌹🙏

  • @jyotsnapradhan4620
    @jyotsnapradhan4620 11 месяцев назад

    ଜୟ ଜୟ ଜଗନ୍ନାଥ 🙏🙏
    ଜୟ୍ ଜୟ ଜଗନ୍ନାଥ 🙏🙏
    ଜୟ ଜୟ ଜଗନ୍ନାଥ 🙏🙏
    ହେ ପ୍ରଭୁ ଆପଣ ଚରଣ ରେ କୋଟି କୋଟି ପ୍ରଣାମ 🙏🙏

  • @mamatapattanayak5854
    @mamatapattanayak5854 2 года назад +4

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମଣିମା ଶରଣ ଶରଣ ଶରଣ 🙏🙏🙏🙏🙏🙏🙏🙏🙏

  • @barberbarber8895
    @barberbarber8895 3 месяца назад

    Jay Jay shree jagannath Mo Prabhu jagannath Mo bandhu jagannath Mo jagannath ❤❤❤❤

  • @godabarimangaraj5027
    @godabarimangaraj5027 2 года назад +4

    🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐🙏🙏🙏🙏🙏

  • @pratapkumarmarthapratapkum4345

    🙏🌷🌷🌷 Jai shree Jagannath 🌷🌷🌷🙏

  • @kishoredash9755
    @kishoredash9755 Год назад

    Mana chhuan o aakarssaniya barnana shaili.
    Jay Shree Jagannath. 🙏🙏🙏🙏🙏

  • @kalpanapadhi8709
    @kalpanapadhi8709 2 года назад +6

    ଏତେ ସୁନ୍ଦର ଭାବରେ ବେଢା ପରିକ୍ରମା, କରାଇଦେଲେ, ଭକ୍ତି ରସ ରେ ତିନ୍ତାଇ ଦେଲେ, ମନ ଚକ୍ଷୁ ରେ ଅପୂର୍ବ ଦର୍ଶନ କରାଇଦେଲେ, ଆପଣଙ୍କ ର ଭାବବିହ୍ଵଳତା, କିଛି ସମୟ ପାଇଁ ଅଶାନ୍ତ ମନ ଓ ଆତ୍ମା କୁ ଶୀତଳ କରିପାରିଲା, ଏଭଳି ଦିବ୍ୟ କଥାମୃତ ପାନ କରାଉଥାନ୍ତୁ, ଜୟ ଜଗନ୍ନାଥ 🙏🙏🙏🙏

    • @sandhyaranipattnaik4486
      @sandhyaranipattnaik4486 Год назад

      Kaana kahibi apankar banana atma santi heijauchi joy Jagannath mo kalia saantanku koti koti juhar

    • @DhirendraDas-yd8pn
      @DhirendraDas-yd8pn 4 месяца назад

      Wonderful picture of SRI MANDIRA DARSHANA.Thanks.KEEP UP THE GREAT WORK.

  • @gitanjalipanigrahi6062
    @gitanjalipanigrahi6062 Год назад

    Jay Jay shree Jagannath Mahaprabhu Dinabandhu kaliasanta krupasindhu dayamayahari .🙏🏻🙏🌹🌹🙏🙏

  • @jaydebjena8514
    @jaydebjena8514 2 года назад +5

    ବିଶ୍ୱାସ କରନ୍ତୁ ଆଜ୍ଞା ଆପଣ ଯେବେ ମହାପ୍ରଭୁ ଙ୍କ ଦର୍ଶନ ର ବର୍ଣନା କଲେ ମତେ ଲାଗିଲା ମୁଁ ଘରେ ନାହିଁ ବଡ ଦେଉଳରେ ଅଛି... ମହାପ୍ରଭୁ ଙ୍କ ଦର୍ଶନ କରୁଛି.... ଆଖିର ଲୁହ ମୋର ବନ୍ଧ ବଡ ମାନୁନି ଆଜ୍ଞା... ଆପଣ ଆଜି ଆମକୁ ଘରୁ ସିଧା ବଡ ଦେଉଳ କୁ ନେଇଗଲେ🙏🙏🙏🙏

    • @ODISHA365
      @ODISHA365  2 года назад +2

      ଜୟ ଜଗନ୍ନାଥ
      ଆପଣଙ୍କ ବନ୍ଧୁବାନ୍ଧବ ଓ ପ୍ରୀୟଜନଙ୍କୁ ସେୟାର କରି ଦେବେ।

  • @rabindrapradhan8639
    @rabindrapradhan8639 10 месяцев назад

    Trahiachuta trahi jagannath charane swarana dia prabhu kurti kurti pranam prabhu jagataku udhar kar prabhu

  • @umasankarparichha2533
    @umasankarparichha2533 2 года назад +4

    ଜୟ ଜଗନ୍ନାଥ 🙏🙏🙏

  • @mamatasahoo3486
    @mamatasahoo3486 3 месяца назад

    Jay Jagannath
    Prabhu apanku koti koti
    Pranam❤❤❤❤❤

  • @alabhusa3831
    @alabhusa3831 2 года назад +4

    Jay jagannatha🙏🙏🙏🙏🌹

  • @umeshnayak8510
    @umeshnayak8510 Год назад

    Jay shree jagannath maha prabu

  • @papunswain574
    @papunswain574 2 года назад +4

    🙏🙏ଜୟ ଜଗନ୍ନାଥ 🙏🙏 sir ଆପଣଙ୍କୁ 🙏🙏ଏବଂ ଅଶେଷ ଅଶେଷ ଧନ୍ୟବାଦ ଆମ ମାନଙ୍କୁ ଶ୍ରୀ ମନ୍ଦିର ଦର୍ଶନ କରାଇ ଥିବାରୁ 🙏🙏

  • @matruashishpatra3550
    @matruashishpatra3550 Год назад +1

    🙏🙏🙏Guruji mora pauna grahana karantu 🙏🙏🙏

  • @debajanipradhan4565
    @debajanipradhan4565 2 года назад +4

    Jay Shree Jagannath

  • @butusahu4792
    @butusahu4792 Год назад

    ଜୟ ଜଗନ୍ନାଥ ସାମି ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ହେ ଜଗନ୍ନାଥେ ଆର୍ତ୍ତତ୍ରାଣ ଜଗତର ଆର୍ତ୍ତ ଡାକ କର୍ଣ୍ଣ ପଥେ ସୁଣ ପ୍ରଭୁ ଜଗତ ଉଦ୍ଧାର କର ପ୍ରଭୁ

  • @abhishekparida6193
    @abhishekparida6193 2 года назад +5

    Jai Jagannath 🙏❤️⚫❗⚫

  • @subashmishra5616
    @subashmishra5616 5 месяцев назад

    ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମଣିମା ଶରଣ ମହାବାହୁ ତବ ପାଦ ପଦ୍ମ ଜୟ ଜଗନ୍ନାଥ

  • @jayaprakashmohapatra5644
    @jayaprakashmohapatra5644 10 месяцев назад

    ଆହାଃ ମହାପ୍ରଭୁଙ୍କ ଅପୁର୍ବ ଦର୍ଶନ 🙏🙏🙏

  • @satyabratapanda3137
    @satyabratapanda3137 2 года назад +4

    Jaiiii Jagannath swami❤❤❤❤

  • @agneyasahoo8697
    @agneyasahoo8697 Год назад

    ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ

  • @sandhyapattnaik2817
    @sandhyapattnaik2817 2 года назад +3

    ଜୟ ମୋ ମଣିମା ଙ୍କର ଜୟ ହେଉ 🙏❤️..

  • @ramachandraprusty5971
    @ramachandraprusty5971 Год назад

    ଅତ୍ୟନ୍ତ ଭାବ ବୋଧ ପରିବେଷଣ, ଜୟ ଜଗନ୍ନାଥ:ପ୍ରଣାମ

  • @babitapanda3406
    @babitapanda3406 2 года назад +5

    ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ 🙏🙏🙏🙏🙏 ଆପଣଙ୍କ ଏହି ଉପସ୍ଥାପନ କୁ ଅନେକ ଧନ୍ୟବାଦ।

  • @sanjuktabhuyan6507
    @sanjuktabhuyan6507 Год назад +3

    ଅତି ସୁନ୍ଦର ବାର୍ତ୍ତାଳାପ ମନ ଖୁସିରେ ବିଭୋର ହେଇଗଲା । ଜୟ ଜଗନ୍ନାଥ ତମ ପାଦ ତଳେ ଅନନ୍ତ କୋଟି ପ୍ରଣାମ 🙏🙏🙏🙏🙏❤️❤️🌺🌺🚩🚩

  • @nandinibariha1961
    @nandinibariha1961 Год назад

    Jay Jagannath 🙏🙏🙏Bhabagrahi prabhu Jagata bandhu

  • @sureshchandradash6900
    @sureshchandradash6900 9 месяцев назад

    ଏପରି ଭାବବିହୋଲ ଏକମାତ୍ର ପ୍ରଭୁ ଜଗନ୍ନାଥଙ୍କ କରୁଣା. 🙏

  • @kaliapremibhajanbhandara8515
    @kaliapremibhajanbhandara8515 2 года назад +4

    ବହୁତ ସୁନ୍ଦର ଅମୃତ ରସାମୃତ

  • @dayanidhiacharya9655
    @dayanidhiacharya9655 Год назад

    Jayajagannath jayajagannath jayajagannath

  • @manjulatanayak3212
    @manjulatanayak3212 Год назад +3

    ଆଶୁତୋଷ ବାବୁ ବହୁତ ବଢିଆ ବୁଝାଇ କହିଛନ୍ତି
    ମନପସନ୍ଦ ର ଚତୁର୍ଦ୍ଦିଗ ବୁଲି ବୁଲି ଦେଖାଉଛନ୍ତି ଜୟ ଜଗନ୍ନାଥ 🙏🏽❤🌷🙏🏽

  • @Anilpatra55555
    @Anilpatra55555 Год назад

    ଜୟ ଜଗନ୍ନାଥ। ଆହା କି ସୁନ୍ଦର୍ ଦର୍ଶନ ର ତୃପ୍ତି ଲାଭ ହେଲା ଏମିତି ଲାଗିଲା ଯେମିତି ମାନସିକ ନୁହେଁ ଶାରୀରିକ ଦର୍ଶନ ର ଅନୁଭୂତି ଠାରୁ ମଧ୍ୟ ଅନନ୍ୟ ରସପାନ ହେଲା। ଜୟ ମହାପ୍ରଭୁ
    ଧନ୍ୟବାଦ୍ ଡକ୍ଟର ଆଶୁତୋଷ

  • @kunmunmohanty7692
    @kunmunmohanty7692 7 месяцев назад +1

    Jay jagannath

  • @manjulapadhi9075
    @manjulapadhi9075 2 года назад +3

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏
    ବହୁତ୍ ସୁନ୍ଦର ଉପସ୍ଥାପନା

  • @susilkumarnayak1839
    @susilkumarnayak1839 Год назад +15

    ଆହା, କି ସୁନ୍ଦର୍ ଅନୁଭୂତି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🏻 ଜୟ ମହାପ୍ରଭୁ 🙏🏻ଜୟ ବଡ଼ ବାଡ 🙏🏻

  • @bkbarik2322
    @bkbarik2322 2 года назад +11

    ଜୟ ଜଗନ୍ନାଥ🙏🙏
    ଆଜ୍ଞାଙ୍କର ଉପସ୍ତାପନା ର ଶୈଳୀ ଆଉ ହୃଦୟ ସ୍ପର୍ଶୀ ଶବ୍ଦ ଉଚାରଣ ର ଯେତେ ପ୍ରଶଂସା କଲେ ବି କମ୍ ହେବ।❤️👏👏

    • @saratkumarnanda1807
      @saratkumarnanda1807 2 года назад

      Jay Gaganath Kalia sanyanta koti koti pranam Thanks Dr saheb

  • @narayanmohanty2569
    @narayanmohanty2569 2 года назад +10

    Sj Dr. Ashutoshji, most heart touching lovely mansik darsan by your highnes. No words to pay my respect to you, through whom only a systematic sudarsan a d description of whole bedha parikrama with holy darsan of all deities and last but not least sudarsan of Kaliasamant
    Lord Shree Shree Jagatarnath Jaganath and that of Chaturdha murti. 🙏🙏

  • @shivshankarsahoo3995
    @shivshankarsahoo3995 2 года назад +12

    Sir I love your voice and presentation

  • @dillipkumarmuduli2003
    @dillipkumarmuduli2003 10 месяцев назад

    ଜୟ ଜଗନ୍ନାଥ ଭାଈନା......
    ଆପଣଙ୍କୁ କୋଟି କୋଟି ଧନ୍ୟବାଦ ।।
    ଏ ଅକିଞ୍ଚନକୁ ନିତି ଶ୍ରୀ ମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରେବାର ଅପୂର୍ବ, ଅଲୌକିକ ମାର୍ଗଦର୍ଶନ କରିଛନ୍ତି ।।
    ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ।।
    ଜୟ ଜଗନ୍ନାଥ 🙏

  • @namitaswain4607
    @namitaswain4607 2 года назад +14

    ମନ ଭରିଗଲା। ମହାପ୍ରଭୁ ଙ୍କୁ କୋଟି କୋଟି ପ୍ରଣାମ । ଆପଣଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ୍ ଓ ହୃଦୟରୁ ଆଶୀର୍ବାଦ ଜଣାଉଛି । ଖୁବ୍ ସୁନ୍ଦର ବର୍ଣ୍ଣନା କଲେ।

  • @tapaswinipradhan9710
    @tapaswinipradhan9710 Год назад

    ଜୟ ଜଗନ୍ନାଥ।ସୁନ୍ଦର ଦର୍ଶନ କରାଇଲେ ଆପଣ।ଘରେ ବସି ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରାଇଲେ।ଆପଣଙ୍କୁ ସାଦର ଅଭିନନ୍ଦନ ଓ ଧନ୍ୟବାଦ୍। ନମସ୍କାର।

  • @saisom1348
    @saisom1348 2 года назад +12

    Superb Narrations by Dr. Asutosh...Great job 👏 👌 👍
    Jay Jagannath

    • @ODISHA365
      @ODISHA365  2 года назад +1

      ଜୟ ଜଗନ୍ନାଥ
      ଆପଣଙ୍କ ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କୁ ସେୟାର କରିବାକୁ ଭୁଲିବେନି

  • @2dms
    @2dms 2 года назад +20

    Very nice I almost visited Sri Mandir in detail after hearing this beautiful narration, commentry. Thank you Dr Sahab for this wonderful video. Jai Jagganath

  • @jugalsethi1455
    @jugalsethi1455 Год назад

    Jagannath swami Nayan pathgamy bhav tume .
    Jay Jagannath.

  • @sanjayswain1625
    @sanjayswain1625 2 года назад +5

    ଭାଇ ପ୍ରଣାମ ଆପଣଙ୍କ ପରି ଗୋଟିଏ ଭକ୍ତ ଙ୍କୁ, ଯେବେ ବି ଶ୍ରୀକ୍ଷେତ୍ର ଯିବେ ଆମର ବି ପ୍ରଣାମ ଜଣାଇଦେବେ 🙏🙏🙏

  • @baikunthanathacreationsnay1414

    ମନୁଷ୍ୟ ଜନ୍ମ ର ଏ ଲାଭ. ଆପଣଙ୍କ ଜନ୍ମ କର୍ମ ଦିବ୍ୟ. ସାର୍ଥକ ପରିଶ୍ରମ ଭlଵ ଭକ୍ତି ଅଭିବ୍ୟକ୍ତ. ଜୟ ଜଗନ୍ନାଥ !

  • @abinashsahudevoteeboy2030
    @abinashsahudevoteeboy2030 2 года назад +3

    ଭାବ ର ସାଗର ରେ ବୁଡିଗଲି ଆଜ୍ଞା, ବହୁତ ବହୁତ ଧନ୍ୟବାଦ 🥺🥺🥰🙏

    • @ODISHA365
      @ODISHA365  2 года назад +1

      ଜୟ ଜଗନ୍ନାଥ
      ଆପଣଙ୍କ ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କୁ ସେୟାର କରିବାକୁ ଭୁଲିବେନି

    • @abinashsahudevoteeboy2030
      @abinashsahudevoteeboy2030 2 года назад

      @@ODISHA365 ଅବଶ୍ୟ ଆଜ୍ଞା

  • @dibyasinghpanda4907
    @dibyasinghpanda4907 2 года назад

    Jai Jagannath banday Sree Purushottam Namo Namah

  • @birakishoresahoo3080
    @birakishoresahoo3080 2 года назад +5

    Jai jagannath.Thank u sir for your beautiful presentation.

    • @banitabehera1216
      @banitabehera1216 2 года назад +2

      Jai jagannath swami nayan pathgami bhabatume. Thank you sir for your nice presentation

  • @reddydev1975
    @reddydev1975 11 месяцев назад

    Jai shree jaggannath

  • @bighneswarbehera9478
    @bighneswarbehera9478 Год назад

    Koti koti dhandabat pranam he manima mohabahu jay jay jaganath jay jay jaganath mohaprbhu🙏🙏🙏🙏

  • @oooo-xc8cj
    @oooo-xc8cj 2 года назад +6

    Heartly gratitude to you Sir
    I am very much obliged to you for this video.Prabhu apanaku bhalare rakhantu and apana Prabhu ka Manhima prachar karantu

    • @snehalatanayak9580
      @snehalatanayak9580 2 года назад

      Really we r grateful to Ashutosh Sir , Jay Jagannath🙏

    • @ODISHA365
      @ODISHA365  2 года назад

      ଜୟ ଜଗନ୍ନାଥ
      ଆପଣଙ୍କ ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କୁ ସେୟାର କରିବାକୁ ଭୁଲିବେନି

    • @ODISHA365
      @ODISHA365  2 года назад

      ଜୟ ଜଗନ୍ନାଥ
      ଆପଣଙ୍କ ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କୁ ସେୟାର କରିବାକୁ ଭୁଲିବେନି

  • @debashishsahoo6248
    @debashishsahoo6248 2 года назад +6

    Jay jagannath🙏🙏❤❤❤ ...sir i love ur voice and presentation❤

    • @ODISHA365
      @ODISHA365  2 года назад

      ଜୟ ଜଗନ୍ନାଥ
      ଆପଣଙ୍କ ବନ୍ଧୁବାନ୍ଧବ ଓ ପ୍ରୀୟଜନଙ୍କୁ ସେୟାର କରି ଦେବେ।

    • @sailabalapanigrahi4287
      @sailabalapanigrahi4287 2 года назад

      Jay jagannath mahaprobhu tumori mahima aparo 🙏🙏🙏🌹

  • @snehalatanayak9580
    @snehalatanayak9580 2 года назад +7

    Jay Jagannath🙏, thanks for Sri mandir parikrama sir, God bless you❤ 🙏❤

    • @debajanipradhan4565
      @debajanipradhan4565 2 года назад

      Thank you Odisha 365 , Thank you sir 🙏🙏🙏🙏 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର କି କରୁଣା , ଘରେ ବସି ସତସଙ୍ଗ, ଜଗନ୍ନାଥଙ୍କ ଚିନ୍ତନ,ଶ୍ରବଣ, ଦର୍ଶନ।ଅହୋଭାଗ୍ୟ ମହାପ୍ରଭୁ, କୋଟି ଶରଣ ପ୍ରଭୁ କୋଟି ଶରଣ 🙏🙏🙏🙏

    • @sabitrimanihira9007
      @sabitrimanihira9007 2 года назад

      @@debajanipradhan4565 Jay shree Krishna

  • @biswaranjansahoo6573
    @biswaranjansahoo6573 2 года назад

    କି ସୁନ୍ଦର ଦର୍ଶନ ଆହା.... ଆଶୁତୋଷ ବାବୁ ଆପଣ ସବୁବେଳେ ଏମିତି ମହା ପ୍ରଭୁଙ୍କ ଗୁଣ ଗାନ ଆମକୁ ଶୁଣାଉଥାନ୍ତୁ, ଓଃ କି ଶାନ୍ତି ! ଆପଣଙ୍କୁ କୋଟି କୋଟି ନମସ୍କାର 🙏 ହେ ପ୍ରଭୁ ଏ ଓଡ଼ିଆ ଜାତି କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ 🙏🙏🙏

  • @dr.amlankumarmishra3048
    @dr.amlankumarmishra3048 2 года назад +3

    Excellent description. Jay Jagannath Jay Maa Laxmi Stay blessed and happy with ur family. 🙏🙏🙏🙏🙏🙏🙏🙏

  • @subarnajayantisahoo1713
    @subarnajayantisahoo1713 2 года назад +4

    Jay Jagannath 🙏🙏🙏🙏🥰 sir you explained in a wonderful way....it was a complete transformation....

  • @agneyasahoo8697
    @agneyasahoo8697 2 года назад

    ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ

  • @satyanayak4271
    @satyanayak4271 2 года назад +4

    ସାନ ଭାଇ ଆଶୁତୋଷ ତୁମର ଅମ୍ବୃତ ବର୍ଣ୍ଣନା ର ବିକଳ୍ପ ନାହିଁ, ଆଖି ରେ ଆଖିଏ ଲୁହ ଦେଇଦେଲ ଭାଇ ! ଏଡେ ପାପୀ, କଠୋର ହୃଦୟ ମୋର ଆଉ ଏଡେ ପତିତ ମୁଁ ଯେ ତୁମକୁ ତୁମର ଦର୍ଶନି ଦେବାକୁ ଅସର୍ମଥ😭😭😭😭😭😭😭😭🙏🙏🙏🙏🙏

    • @ODISHA365
      @ODISHA365  2 года назад +1

      ଜୟ ଜଗନ୍ନାଥ
      ଆପଣଙ୍କ ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କୁ ସେୟାର କରିବାକୁ ଭୁଲିବେନି

    • @daitarisahoo4
      @daitarisahoo4 Год назад +1

      @@ODISHA365 ParamBrahmanku anantakotibar pranam , e adhama parikrama bisayare shuni anandashru Saha apankara dirghayu kamana karuchhi*Dhanyabad*

  • @kirtisaraka57
    @kirtisaraka57 Год назад

    Jai jagannath 🙏 jai jagannath 🙏 jai jagannath 🙏❤️🤍 jai laxmi maa 🙏

  • @chittaranjanswain5693
    @chittaranjanswain5693 Год назад +5

    Thanks Sir,your devotional speech is very very heart touching which is unforgettable memory not only for me but also for each n every devotee .Jai Jagannath Swami.🙏🙏🙏

  • @nilimadash9987
    @nilimadash9987 Месяц назад

    ଜୟ ଜଗନ୍ନାଥ

  • @dillipdash2873
    @dillipdash2873 2 года назад +3

    Jay Jagannath.. Excellent presentation sir. Heart touching.

    • @ODISHA365
      @ODISHA365  2 года назад

      ଜୟ ଜଗନ୍ନାଥ
      ଆପଣଙ୍କ ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କୁ ସେୟାର କରିବାକୁ ଭୁଲିବେନି

  • @pradiptakanungo1675
    @pradiptakanungo1675 Год назад +4

    Jai JAGANNATH.
    I am highly obliged to you after going through your video "JAGANNATH Darsan"Please continue such video so that we may learn a lot and develop our spirituality.

  • @nareshdash3796
    @nareshdash3796 11 месяцев назад

    ଜୟ ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ

  • @rashmijena1176
    @rashmijena1176 2 года назад

    Jay Jagannath prabhu🙏🙏🙏🙏🙏🙏

  • @bijaylaxmijena1641
    @bijaylaxmijena1641 2 года назад

    Jai Jagannath Swami Nayan pathagami bhaba Tume 🙏🙏🙏🙏🙏🙏🙏

  • @darkygaming8658
    @darkygaming8658 Год назад

    Shree.jagannath

  • @ashokbehera9506
    @ashokbehera9506 Год назад

    Jaya JAGANNATH Jaya Jagannath Jaya Jagannath Dhanyabad Dr AshutosNana

  • @prasantabehura9071
    @prasantabehura9071 4 месяца назад

    🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏

  • @pranakrishnakanungo6597
    @pranakrishnakanungo6597 5 месяцев назад

    ଜୟ ଜଗନ୍ନାଥ , ଆଶୁତୋଷ ବାବୁ ଆପଣଙ୍କୁ ଅଭିନନ୍ଦନ ଏମିତି ଜଗନ୍ନାଥ ଦର୍ଶନକରାଉ ଥାନ୍ତୁ

  • @Trending1019-g5p
    @Trending1019-g5p 2 года назад +1

    🙏🙏🙏🙏🙏🦚🦚🦚🦚JAI SHREE JAGANNATH🦚🦚🦚🦚🦚🙏🙏🙏🙏