Saspend or kada action darkar. Rakshyaka hoe odisha sarkar ku apaman kale.deshara kanun ku abamananakale. There fore take action against Police andolanakari. 🙏🙏🙏🙏🙏🙏🙏🙏🙏🙏
BIG MISTAKE:- As per BNS2023:- Chapter - VII "OFFENCES AGAINST THE STATE". Section 152. (Act endangering sovereignty, unity and integrity of india . ) (offence :- Cognizable. Non-bailable. Punishment:-Imprisonment for life, imprisonment for 7 years and fine.)))
Very good decission 💐💐👍👍thanks Honorable commissioner of police Odisha With out any orders of high authority that's great mistake for all police staff * panalty
Sabu pcr van upare 24×7 cm office ru independent agency dwara or centrally nazar rakha jau so that they are always alert, respond to every call, perform duties sincerely.
ଅତି ସୁନ୍ଦର ଯଥା ସିଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ଏବଂ ସେ ହାରାମି କୁ ଆରେଷଟ କରାଯାଉ
ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।ମୋହନ ସରକାର ବିଶୃଙ୍ଖଳିତ କର୍ମଚାରୀ ଙ୍କ ବିରୁଦ୍ଧରେ କୋହଳ ନ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିହାତି ଆବଶ୍ୟକ।
ଏ ପୋଲିସ ମାନଙ୍କୁ ହଟାଇ ନୁଆ ପୋଲିସ ରଖାଜାଉ
Apana nka katha mu samarta
Ready heija police heba pai🎉
Ea ସମସ୍ତ ପୋଲିସ ମାନକୁ ବାହାର କରାଯାଉ..ନୂଆ ପୋଲିସ କର୍ମଚାରୀ ନିଯୁକ୍ତି କରାଯାଉ....ମୋହନ ଭାଇ ଜିନ୍ଦାବାଦ
Emane pandu bolakara kemiti pandu pai pain loka mnku badau thile
ଏ ପ୍ରତିବାଦ ନୁହେଁ, ସରକାରଙ୍କୁ ଚାଲେଞ୍ଜ
A ପ୍ରତିବାଦ ସାଧାରଣ ଲୋକଙ୍କ ପାଇଁ?
ପୋଲିସ ଡ଼ିପାର୍ଟମେଣ୍ଟ ରେ ଶୃଙ୍ଖଳା ରଖିପାରୁନାହାନ୍ତି ଦେଶବାସୀଙ୍କୁ ପ୍ରୋଟେକ୍ସନ କେମିତି ଦେଇପାରିବେ ?
ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତୀ ଙ୍କୁ. ଏତେଦିନକେ ଅନୁଭବ ହେଲା ଓଡ଼ିଶାରେ ମୋହନ ସରକାର ଠିକ କାମ କରୁଛନ୍ତି.
ଶାସନ ବ୍ୟବସ୍ଥା ର ଅପରିହାର୍ଯ୍ୟ ଅଙ୍ଗ ହେଉଛି ପୋଲିସ ବ୍ୟବସ୍ଥା, ପ୍ରାସାସନିକ ସେବା. ।।ଯେତେବେଳେ ଶାସନ ବ୍ୟବସ୍ଥା ର କୌଣସି ନୀତି କୁ ସୁଚାରୁ ରୂପେ ସହଯୋଗ କରିବା ପରିବର୍ତ୍ତେ ଯଦି କିଛି ଅସହୋଜୋଗ ଆସେ ତେବେ ତାହା ସରକାର୍ ନୀତି ନିୟମ କୁ ବିରୋଧ ପ୍ରଦର୍ଶନ କରିବା ସହ ସମାନ।। ଶାସନ ବ୍ୟବସ୍ଥା ରେ ପୋଲିସ ବ୍ୟବସ୍ଥା ଗୋଟିଏ ସବୁଠୁ ବଡ଼ ଓ ଶୃଙ୍ଖଳିତ ଅଙ୍ଗ।। ଯାହାର ଗୁରୁ ଦାୟିତ୍ବ ହେଉଛି ସରକାରଙ୍କର ପ୍ରତିଟି ବ୍ୟବସ୍ଥା ,ଯଥା ନୀତି,ନିୟମ, ସୁରକ୍ଷା, ଶାନ୍ତି ଶୃଙ୍ଖଳା ରକ୍ଷା,କୁ ସୂଚାରୁ ରୁପେ ତୁଲାଇବା।। ସରକାରଙ୍କ ନିଷ୍ପତିକୁ ସମ୍ମାନ ନ ଜଣେଇବା ଅର୍ଥ ଶାସନ ବ୍ୟବସ୍ଥା ରେ ଅନ୍ତରାୟ ହେବା।। ଯାହାକି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ।।ସରକାରଙ୍କ ଉଦାର ବାଦ ନୀତି କୁ ଦୁର୍ବଳତା ଭାବିବା ସମ୍ପୂର୍ଣ୍ଣ ଭୁଲ।। ବର୍ତ୍ତମାନ ସ୍ତରରେ କୋଠାର ରୁ କୋଠର କାର୍ଯ୍ଯ ନୀତି ନିୟମ କୁ ଆପଣାଇ ବାର ର ଆବଶ୍ୟକ ଅଛି।।
ଓଡ଼ିଶାର ଜନସାଧାରଣ ଙ୍କ ଟଙ୍କା ରେ ଦରମା ନେଉଥିବା ତିରିଶ ଭାଗ ସରକାର ବନ୍ଦ୍ କରି ଦେବା ଦରକାର।
Right decision
Odisha police India ra law ra bahare
ପୋଲିସ ବିଭାଗ ରେ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କୁ ନିୟୋଜିତ କରାଯାଉ । ଯାହା କି ଉତ୍ତର ପ୍ରଦେଶରେ ହୋଇଛି।
Bala karajiba... Semane ta pension paibe puni salary... Au Odisha ra anya juba jibe kuade
ଏକ ଶୃଙ୍ଖଳିତ ବିଭାଗ ଯଦି ଏଭଳି ଆଚରଣ କରେ ତେବେ ଆଗକୁ ନିଶ୍ଚୟ ବିପଦ ଓ ଏଥିରେ ସାମିଲ ଥିବା ବ୍ୟକ୍ତି ବିଶେଷ ଙ୍କୁ ଖୋଜି ବାହାର କରିବା ଜରୁରୀ ଓ ଏମାନେ କାହା ସାହସ ରେ ଏଭଳି କଲେ ଯଦି ଏହି ପୋଲିସ ମାନଙ୍କ ଅନୁପସ୍ଥିତିରେ କିଛି ଅଘଟଣ ଘଟିଥନ୍ତା ତେବେ କିଏ ଦାୟୀ ହୋଇଥାଆନ୍ତା
Disciplinary proceeding is the right action first.
🤔ସାଧାରଣ ଜନତା ମେଳି ହେଲେ police ବାଡଉ ଥିଲା
ପୋଲିସ୍ ମେଳି କୁ କିଏ ରୋକିବ 🤔
ସାଧାରଣ ଜନତା, ଶଳା ଙ୍କୁ road ରେ ଗୋଗଛ ମାଡ଼ ଦରକାର
A manku ନିଲମ୍ୱିତ କରିବା କଥା
Army ରୋକିବ
ଏମାନଙ୍କ ଧମକରେ ରାଜ୍ୟ ଶାସନ ରାଜ୍ୟସରକାର ଚାଲିବନି ଆଇନତ କାର୍ଯାନୁଷ୍ଠାନ ନିଆଯାଉ ଏସବୁ କାର୍ଯ୍ୟକ୍ରମ ପଛରେ କହାହାତ ରହିଛି?
ଆଗରୁ ସୁଣିଥିଲି ମୁଲିଆ ମାନେ ମୁର୍ଖ ବୋଲି କିନ୍ତୁ ଏବେ ଦେଖିଲି ପୋଲିସ ମାନେ ମୁର୍ଖ ବୋଲି.
@@Kalundia436 ଏଠି ତୋର ଭଳିଆ ପାଠୁଆ ମୂର୍ଖ ଲୋକ ଙ୍କ ସଂଖ୍ୟା କିଛି କମ ନୁହଁ ଏ ସମାଜ ରେ.. ଯୋଉ ଝିଅ ରାତି ଅଧ ରେ ମଦ ପି ଉତୁପାତ ହୁଏ ସେଇଟା ନଜର ଆସୁନି କି.. ମିଛ ରେ ଡ୍ରାମା କରୁଛି ସେ ଝିଅ ଟା
Are bhai egudanku suspend kara
Hard action niontu govt
Good decision
ଏଇଥିରୁ ଓଡ଼ିଶା ବାସୀ ଜାଣି ନେବା ଉଚିତ ପୋଲିସ ଏଙ୍କ୍ କ୍ୟୁ ରୀ ପୋଲିସ କଲେ ପୀଡ଼ିତା କୁ ନ୍ୟାୟ ମିଳିବ ନାହିଁ
Suspend karajau samsstanku..
Good 👍
ବେକାର ପୋଲିସଙ୍କୁ ବାହାର କରି ଏବଂ ବହୁ ସଂଖ୍ଯକ ଯୁବକ,ଯୁବତୀ ପାଠ ପଢି ବେକାର ହୋଇ ବୁଲୁଛନ୍ତି ସେମାନଙ୍କୁ ନୂତନ ପୋଷ୍ଟିଙ୍ଗ ଦିଆଯାଉ
Disciplinary action niajau
A ସମସ୍ତ ପୋଲିସ ମାନଙ୍କୁ ଚାକିରିରୁ ବାହାର କରାଯାଉ
2 ଘଣ୍ଟା ମଧ୍ୟରେ ରିପୋର୍ଟ ମିଳିବା କଥା 2 ଦିନ ଚାଲିଗଲା
ସମସ୍ତଙ୍କୁ ଗେଟ୍ ଆଉଟ୍ koro, ଆମେ ଅଛୁ ❤❤❤
ବା ବା ରେ ଗଣତନ୍ତ୍ର ପୋଲିସ ବି ଆଇନ୍ କୁ ବେଖାତିର
Justified.Action should be taken against the indiscipline police servants.ନଚେତ୍ ଏମାନେ ସ୍ବଛାଚାରୀ ହୋଇଯିବେ।। ସାଧାରଣ ଜନତାଙ୍କୁ ରକ୍ଷା କରନ୍ତୁ ପୋଲିସ ଭାଇମାନେ।
Very good
ଏ ପୋଲିସ ହଟାଓ ନୂଆ ପୋଲିସ ଭର୍ତ୍ତିକରାଯାଉ
Arrest bharatpur case police who are fit to abuse power and blaming govt.
ପୋଲିସମାନେ ଦୁଷ୍କର୍ମକାରୀ କାହାକୁ କାହାକୁ କହିବା । ଓଡ଼ିଶାବାସୀଙ୍କର ପୋଲିସ ଠାରୁ ବିଶ୍ୱାସ ତୁଟି ଗଲାଣି । CBI ତଦନ୍ତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ରାଜ୍ୟ ସରକାର । ଯେତେବେଳେ ସେନା ଅଧିକାରୀଙ୍କୁ ନ୍ୟାୟ ମିଳୁନି ସାଧାରଣ ଲୋକଙ୍କୁ କି ନ୍ୟାୟ ମିଳିବ ? ଏହା ପ୍ରଶ୍ନ ବାଚୀ ?
ଏପୋଲିସ ମାନେ କିଛି କାମ ନୁହେଁ କାହିଁକି ନାଁ ଖାଇ ଖାଇକି ପେଟ ବଡ଼ିଯାଇଛି ଗୋଟେ ଚୋର ମାନଙ୍କୁ ଧରିବା ପାଇଁ ଅଯଜ୍ଞ ପୋଲିସ ଅଫିସର ମାନେ ସବୁ ବେଳେ ସିଲମ ଫିଟ ଦେଖା ଯିବା କଥା ହେଲେ କଣ ହେବ ଜଣତା ମାନଙ୍କ ଟଙ୍କାରେ ଇଲିଶି ମାଛ ମାଂସ ଚିଙ୍ଗୁଡ଼ି ଅଣ୍ଡା ଖାଇ ଏମହିଳା ପୋଲିସ ମାନେ 7ର ଗର୍ବବତୀ ଭଳି ଦେଖା ଯାଉଛନ୍ତି 😂😂😂😂😂
Ek dum right 👍
Alaga jiniso guda B badhi jauchi
Tu ase chakiri kariki. 2ta chora dharidabu😊
@@NiksGoodLife ମୁଁ ତା ପରି ବଧେ ନୁହେଁ ଜେ କରି ପାରିବିନି ତତେ ବେଶୀ ବାଧି ଯାଉଛି ଘୋଡା ନୁହିଁ କୁ ତର family ପୋଲିସ ଚାକିରୀ କରି ଗରିବ ମାନଙ୍କୁ ଲୁଟି ଥିବା ପଇସା ଖାଉଛୁ ରାଣ୍ଡି ନହେଲେ
ଲେଡୀ ପୋଲିସ ର ଦୁଧ ବହୁତ୍ ବଡ଼ ସମ୍ମାନ ରେ ଠିଆ ଥିଲା ପୋଲିସ ଦୁଧ ଧରିବା କଥା ଲଗ୍ୟ କଥା
କଣ ଲେଖୁଛୁ ବେ ମୂର୍ଖ
Saspend or kada action darkar.
Rakshyaka hoe odisha sarkar ku apaman kale.deshara kanun ku abamananakale.
There fore take action against
Police andolanakari.
🙏🙏🙏🙏🙏🙏🙏🙏🙏🙏
Salary ଦେଇ ହଟାଯାଉ । ରାଜ୍ୟ ରେ ବହୁତ୍ "ବେକାରୀ,, ସମସ୍ୟା । ନୂଆ ନିଯୁକ୍ତି କରାଯାଉ । ଯାହା ହେଉ ଭଲ ହେଲା
Samastanku demotion kari homeguard karajau🎉
ନୂଆଯୁବପିଢିକୁ ନିଯୁକ୍ତି ଦିଆଯାଉ ଏହାରାମିମାନକୁ ସସପେଣ୍ଟ କରାଯାଉ
ନିଜ ନା ନିଜେ ଖରାପ କରୁଛନ୍ତି ପୋଲିସ 👍ଆକ୍ସନ ନିଆ ଯାଉ 👍
ଏମାନଂକ ମେଳି ପାଇଁ ସରକାର କଂ ହାତ ଅଛି ।
ମେଳି କରିଥିବା ପୋଲିସ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର।
ଏ ସମସ୍ତଙ୍କୁ ଚାକିରି ରୁ ବହିଷ୍କାର କରାଯିବା ଉଚିତ୍
ଯାହା ହେଉ ଆମ ରାଜ୍ୟରେ ଜଣେ ଦକ୍ଷ ପୋଲିସ କମିସନର ଅଛନ୍ତି,ମୁ କୋଟୀ କୋଟୀ ପ୍ରଣାମ ଜଣାଉଛି 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ସେ ମହିଳାଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ପାଇଁ ନିୟମ ଅନୁସାରେ ସେ ଜେଲ ଗଲେ ଓ ଉଚ୍ଚ ନ୍ୟାୟାଳୟ ରୁ ଜାମିନ ରେ ଆସିଲେ । କେସ କୋର୍ଟର ବିଚାରାଧୀନ ଅଛି । କିନ୍ତୁ ପୋଲିସ ବିରୋଧରେ ସଂପୃକ୍ତ ମହିଳାଙ୍କ ଅଭିଯୋଗ ଉପରେ ଆଇନଗତ ପ୍ରକ୍ରିୟା ଚାଲିବ କି ନାହିଁ ? ସରକାର ଏଥିପାଇଁ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହାକୁ ଏହି ବିଶୃଙ୍ଖଳିତ ପୋଲିସମାନେ ବିରୋଧ କଲେ ଓ ନ୍ୟାୟାଳୟ ଉପରେ ବିଶ୍ୱାସ ରଖି ପାରିଲେ ନାହି ।
ଏହି ପୋଲିସ ଅଧିକାରୀମାନେ ନିଜର ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କଲେ । ସରକାରଙ୍କୁ ବି ଅବମାନନା କଲେ ଓ ନ୍ୟାୟାଳୟ ଉପରୁ ଭରସା ତୁଟାଇଲେ । ଏହାର ଅର୍ଥ ହେଉଚି, କୌଣସି ନାଗରିକ ବିରୋଧରେ ଅଭିଯୋଗ ଆସିଲେ, ସେ ଜେଲ ଯିବ ଓ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ ହେବ କିନ୍ତୁ ପୋଲିସ ବିରୁଦ୍ଧରେ ଅଭିଯୋଗ ଆସିଲେ ସେମାନଙ୍କ ବିରୁଦ୍ଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ ନାହିଁ ଓ ଅଭିଯୁକ୍ତ ପୋଲିସ ନ୍ୟାୟିକ ପ୍ରକ୍ରିୟାକୁ ସାମନା କରିବ ନାହିଁ । ଯଦି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହାଲେ ସେମାନେ ଉଚ୍ଚ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବେ ଓ ସରକାରଙ୍କ ବିରୋଧରେ ମେଳି କରି ଚାପ ପ୍ରୟୋଗ କରିବେ କାରଣ ଏମାନେ ପୂର୍ବ ସରକାରଙ୍କ ଅନୁରୁକ୍ତ ପୋଲିସ ।
ତେଣୁ ଏମାନଙ୍କର ଉଚ୍ଚ ଅଧିକାରୀ ଯେଉଁମାନେ ଏହାର ନେତୃତ୍ୱ ନେଇଛନ୍ତି ଓ ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।
ଏହି ପୋଲିସ ସାଧାରଣ ଲୋକଙ୍କୁ କୁହେ, ଯାହା କହିବାର ଅଛି କୋର୍ଟରେ କହିବ ଓ ଏହି କହୁଥିବା କଥା ନିଜେ ବୁଝିପାରୁ ନାହାନ୍ତି । ତେଣୁ ଯଦି ପୋଲିସ ବିଭାଗରେ ଶୃଙ୍ଖଳା ରହିବ ନାହିଁ ରାଜ୍ୟରେ ରହିବ କିପରି ?
ଯେଉଁ ମାନେ ପୋଲିସ ବିରୁଦ୍ଧ ରେ କହୁଛନ୍ତି, ତମ ବାପା ବୋଉ ରାଣ, ଜୀବନରେ କେବେ ବି ପୋଲିସ ର ସାହାଯ୍ୟ ନେବନି😅😅😅 boycott police 😅
ଏମାନେ ମେଳି ହେବାର କାରଣ କଣ ?
ଏକ ପ୍ରକାର ସରକାର ଙ୍କ ଉପରେ ପ୍ରେସର୍,
ଏତ ପାକିସ୍ତାନ ସେନା ଠାରୁ ଅଧିକ,
ଯେଉଁ ମାନେ ଦିନକଷ୍ଣ କୁ ସମର୍ଥନ କରି ଚାକିରୀ ଛାଡିବା ପାଇଁ କହୁଚ ଚାକିରୀ ଛାଡିଦିଅ.... ନୂଆ ପିଲା ଅଛନ୍ତି ଚାକିରୀ କରିବେ
ସୁଯୋଗ ଅଭାବରୁ କିମ୍ବା ଲାଞ୍ଚ ଦେଇ ନପାରି ବହୁ ବହୁ ବେକାର ଯୁବକ ଯୁବତୀ ଅଛନ୍ତି ହେଲେ ଏମାନେ ଚାକିରି ଖଣ୍ଡେ କରି ମନମୁଖୀ କାର୍ଯ୍ୟ ଚଳାଇଛନ୍ତି ଆଇନ ବ୍ୟବସ୍ଥା ସମ୍ପୂର୍ଣ ଧ୍ୟୋସ୍ତ୍ କାହା କଥାରେ ପୋଲିସ ମେଳି ବାନ୍ଧିଲା ତଦନ୍ତ କରାଯାଉ ଆଉ ଏ ମେଳି କୁ ସମର୍ଥନ କରିଥିବା ସବୁ କର୍ମଚାରୀ ଙ୍କୁ ବହିସୃତ କରାଯାଉ😢😢😢
ସାଧାରଣ ଜନତା ଆଇନ ହାତକୁ ନେବାର ଅନେକାଂଶରେ ଦାୟୀ ପୋଲିସ
ପୂର୍ବତନ ସୂର୍ଯ୍ୟ ମଣି ତ୍ରିପାଠୀ ଉଷୁକାଇ thile
ଛୋଡ଼ି ଆଉ
Mishra
ଏମାନଙ୍କର ବିଜେଡି ପ୍ରେମ ଜାଇନାହି, କିଏ ଡାକିଥୀଲା ତାକୁ ବାହାର କରାଯାଉ
Respected DG should take legal actions pls .
Action should be taken against those police officials immediately by police authorities . 😮
ଯେତେ ପୋଲିସ ଆସିଛନ୍ତି ସବୁ ପୋଲିସ କୁ ବାହାର କର ମହନ ସରକାର
Team Leader Should Be Traced & Diceplenary Action Should Be Taken
ମୁଁ ତ ପୂର୍ଵ comment ରେ କହିଥିଲି ସେମାନ ଙ୍କ ଉପରେ ଗୁଳି ଚଳାଇ ଦିୟା ଯାଉ
Very good, our police needs justice after 25years of distinct duty
ସମସ୍ତ ପୋଲିସ ଙ୍କୁ ବାହାର କରାଯାଉ ଏମାନଙ୍କ ଠୁ Better Defence Students Age Relations ନେଇକି ବସିଛନ୍ତି... Respect Sir..... New ସି.ଏମ New ପୋଲିସ
ଏଠି ତୋର ଭଳିଆ ପାଠୁଆ ମୂର୍ଖ ଲୋକ ଙ୍କ ସଂଖ୍ୟା କିଛି କମ ନୁହଁ ଏ ସମାଜ ରେ.. ଯୋଉ ଝିଅ ରାତି ଅଧ ରେ ମଦ ପି ଉତୁପାତ ହୁଏ ସେଇଟା ନଜର ଆସୁନି କି.. ମିଛ ରେ ଡ୍ରାମା କରୁଛି ସେ ଝିଅ ଟା
ସାର୍ ଭରତପୁର୍ news ଠାରୁ ମଧ୍ୟ ଆଉଗୋଟେ ବଡ଼ କେସ ହଉଚି DFO ର ମାନସିକ ଚାପ ଯୋଗୁଁ ମୋ ସ୍ବାମୀ ସଞ୍ଜୟ ନାୟକ ଯିଏକି କଳାହାଣ୍ଡି ଜିଲ୍ଲାରେ ଫରେଷ୍ଟର୍ ରୂପେ କାର୍ଯ୍ୟରତ ଥିଲେ ତାଙ୍କେ ଦେବେନ୍ଦ୍ର ବେହେରା DFO ପାଇଁ suicite କରିଦେଇଛନ୍ତି। ତାକୁ ମଧ୍ୟ ଫାଶୀଦଣ୍ଡ ଦିଆଯାଉ।
Right 👍
ଆଜାଦ୍ ଦେଶର ଗୁଲାମ ସିପାହୀ ନିଜ ପାଈଁ କିଛି ବି କହି ପାରିବେନି ଦେଶର କି ବିଡ଼ମ୍ବନା
Very good 👍 👍👍👍👍
Most views are so Noble 💐👍
What you Odisha brothers do will be an IDEAL for other states facing massive police highhandedness . KUDOS 👏👏
ଯୋଉ ଝିଅ ରାତି ଅଧ ରେ ମଦ ପି ଉତୁପାତ ହୁଏ ସେଇଟା ନଜର ଆସୁନି କି.. ମିଛ ରେ ଡ୍ରାମା କରୁଛି ସେ ଝିଅ ଟା
It is the violation of construction by the gatherpolicemen ... Jai Hind
ଆଉ ଯେ ପୋଲିସ ବେଧାମି କରିବ ତାକୁ ଆଉଟ କର
ଆଇନ କାନୁନ ପାଠ ବୋଧେ ପୋଲିସ ମାନେ ଟ୍ରେନିଂ ରେ କିଛି ଶିଖିଲେନି କି? ମୂର୍ଖ ଗୁଡା ପୋଲିସ ହେଲେ ଯାହା ହବ!
ଯିଏ ସରକାରୀ ଚାକିରୀ କରୁଛି ବିନା ପାଠ ପଢି ଚାକିରୀ ପାଇ ଯାଉଛି କି..
@@how_to_do-htd ହଁ ଲାଞ୍ଚ ଦେଇକି
ଆପଣ କାହିଁ ବେରୋଜଗାରୀଆ ବୁଲୁଛନ୍ତି.. ଆପଣ ବି ଲାଞ୍ଚ ଦେଇ ଚାକିରୀ ଖଣ୍ଡେ ନେଉନାହାନ୍ତି କାହିଙ୍କି @@latsaheb1947
@@latsaheb1947 ଆପଣ ବି ଲାଞ୍ଚ ଦେଇ ଗୋଟିଏ ସରକାରୀ ଚାକିରୀ କରାଉ ନାହାନ୍ତି.. ଯଦି ଲାଞ୍ଚ ଦେଇ ଚାକିରୀ ପାଉଥିବେ ସେଇଟା 100 ରୁ 10 ଜଣ ନା କି ସଭିଏଁ ପଇସା ଦେଇ ସରକାରୀ ଚାକିରୀ ପାଉଛନ୍ତି..
@@how_to_do-htd ହଁ ପଇସା ଲାଞ୍ଚ ଦେଇକି କିନ୍ତୁ ସମସ୍ତେ ନୁହେଁ
ସମସ୍ତଙ୍କୁ ବହିସ୍କାର କରା ଯାଉ ।
ତୋର କଥା ରେ
Mainted posting & Transfer in
Every 3years
We support odisha police 🚨🚨🚨
IPC Section 132 (Mutiny against State government)
ବହୁତ ପୋଲିସ ମାନଙ୍କର BJD ଠାରୁ ଦାଦାବଟିର ଅଭ୍ୟାସ ଅଛି, ଏ ମାନଂକୁ କାଢି ନୂତନ ନିଯୁକ୍ତି ଦିଅନ୍ତୁ.
ଏଇ ପୋଲିସ ମାନଙ୍କ ପାଇଁ ବାଂଲାଦେଶ ପରି ପରିସ୍ଥିତି କୁ ଆଙ୍ଗୁଳି ନିର୍ଦେଶ କରୁଛି.
BIG MISTAKE:- As per BNS2023:-
Chapter - VII "OFFENCES AGAINST THE STATE".
Section 152. (Act endangering sovereignty, unity and integrity of india . )
(offence :- Cognizable. Non-bailable.
Punishment:-Imprisonment for life, imprisonment for 7 years
and fine.)))
ୟେ ଶଳା ଙ୍କୁ ଚାକିରିରୁ ବାହାର କର ଗାଁ ରେ ଧାନ ରୋହିବେ ଏହିଭଳି ପୋଲିସ ଆମ ସମାଜ ରେ ଆବଶ୍ୟକ ନାହିଁ
CM must give resignation because unable to maintain law and order. Police congregated by leaving duty .
Mohon sarkar right dicision nebe
ଚୋରକୁ ଚୋରକୁ ସାହାଯ୍ୟ କରୁଛନ୍ତି
Dismiss all these police personnel and stop their their family pensions. How dare them to make a strike?
Right
Very good decission 💐💐👍👍thanks Honorable commissioner of police Odisha
With out any orders of high authority that's great mistake for all police staff * panalty
Good action. I salute sir DG sir.. maghia police sabu jaka maghia paisha khia
ଇଏ ମାଗିହା ପୋଲିସ ମାନଙ୍କୁ ଗୋଡେଇ ଗୋଡେଇ ମାର ମାଗିହେ ଯାତ୍ରା ଚଳେଇ ଛନ୍ତି
କାହା ଅନୁମତି ରେ ପୋଲିସ ଅଧିକାରୀ ମାନେ ମେଳି ବାନ୍ଧିଥିଲେ ତଦନ୍ତ କରି ଦୃଦକର୍ଯ୍ୟନୁଷ୍ଟ l ନ କରାଯାଉ ବିରୋଧୀ ଦଳର ହାତ ନାହିଁ ତ
6ପାଲିସ ଚାକିରି ୨୦ ବର୍ଷ କରିବା କଥା ସରକାର କୁ ଅନୁରୋଧ
Sabu thana re cctv lagajau & cm office ru independent agency dwara 24×7 each activity upare nazar rakha jau.
Right disision commissionar
AMULO CHULO PARIVARTAN POLICE IS NOT OK
Is the Army officers and his fiancee has followed the decorum being educated or underestimated to all by producing them shelves?
All staff ku dismiss kari ...nua posting diajao... police strike 😮
Unit karithiba Police upare action niajau
Kan serving army personnel country ka duty chhadi evali paderson karibe
Strict action Should be taken
Right actio
ଏମାନେ ଚାକିରି କରି କରି ମନ ଭରିଗଲା tolal dicmis karidio
A police manku pura ଚାକିରି ରୁ ବାହାର କରିଦେବା କଥା
Sabu pcr van upare 24×7 cm office ru independent agency dwara or centrally nazar rakha jau so that they are always alert, respond to every call, perform duties sincerely.
Indian Penal Code (IPC): Section 132 (Mutiny against State government)