ବିଦା ହେବେ ମୋହନ ମାଝୀ ! mohan majhi | shankar mada | khati

Поделиться
HTML-код
  • Опубликовано: 23 июн 2024
  • ବିଦା ହେବେ ମୋହନ ମାଝୀ ! mohan majhi | shankar mada | khati
    #bjd #odisha #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati

Комментарии • 1,4 тыс.

  • @A.k6370
    @A.k6370 14 дней назад +195

    ଭାଇ ସବୁ ଖଣି ଆଦାନୀ ଆଉ ଅମ୍ବାନୀ ନିଲାମ ନେବେ ଆଉ କିଛି ହବନି ଏସବୁ ନାଟକ

  • @sakti6493
    @sakti6493 14 дней назад +33

    Mohan Majhi କୁ କିଏ ଆପଣ ବିଦା କରିବେ? କାହିଁ ବାହାଦୁରୀୟା ଗପୁଚ। ସମୟକୁ ଅପେକ୍ଷା କର।

  • @sadanandasahoo3707
    @sadanandasahoo3707 14 дней назад +65

    ଶାହା କମିଶନ ରିପୋର୍ଟ କେନ୍ଦ୍ର ପାଖରେ ଅଛି। କାହିଁକି କେନ୍ଦ୍ର ଚୁପ ହୋଇ ବସିଛି। କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ନେବା କଥା।ମୋହନ ଆଗ କେନ୍ଦ୍ର କୁ ପଚାରନ୍ତୁ ,ତା ପରେ ଶସ୍ତା ଭାଷଣ ଦେବେ। ବିଜେପି କେବଳ ଭାଷଣ ଦିଏ। ଆଗ ବୈଜୟନ୍ତ ମୋହନ କୁ ତଡ଼ି ମୂଖ୍ୟମନ୍ତ୍ରୀ ହେବେ

  • @RajaMarndi-if6cq
    @RajaMarndi-if6cq 14 дней назад +82

    ଓଡ଼ିଶାର CM ପତଟି କଣ Mohan Majhi ନିଜେ ବି ଜାଣିପାରୁ ନାହାନ୍ତି

  • @user-dj1lo4fp1g
    @user-dj1lo4fp1g 14 дней назад +95

    ଏଇଟା ଗୋଟେ ନି ୟୁ ଜ ଭଳିଆ ଲାଗିଲା ଶଙ୍କର ଭାଇ good

  • @manvicreation7475
    @manvicreation7475 14 дней назад +86

    ଲଙ୍କାରେ ଯେତିକି ଜନ୍ମ ସବୁ ରାବଣ ସମାନ

  • @bhikeshsabar8144
    @bhikeshsabar8144 14 дней назад +61

    କାମ କମ୍ ଭାଷଣ ଅଧିକ

  • @scj7119
    @scj7119 19 часов назад

    Bjp ନିଜେ nabeen sir ଙ୍କ ଜନ ହିତକର ଯୋଜନାକୁ ଚାଲୁ ରଖି ନିଜେ bjp ଭଲ ଜଣ ହିତକର କାର୍ଯ୍ୟ କରି ଦେଖାଇ ଜଣମାନସରେ ଆଦୃତ ହେଉ

  • @abhinandansutar197
    @abhinandansutar197 14 дней назад +53

    ପୁରା ଜାଗାରେ ବାଜିଲା 😂😂

  • @laxmidharswain4028
    @laxmidharswain4028 14 дней назад

    ମୋହନ ପକୁଡ଼ି ବିକିବେ, ପଇସା ରଖିବା ଲୋକ ପଇସା ରଖିବ, ୟାଙ୍କୁ କେବଳ ଖଣି ଲୁଣ୍ଠିବା ପାଇଁ ବସେଇଛନ୍ତି

  • @Deva5577-i3c
    @Deva5577-i3c 14 дней назад +105

    ବାଃ👌👌👋👋👋👋ଖୁବ୍ ସୁନ୍ଦର ପ୍ରସଙ୍ଗ ଚମତ୍କାର ଉପସ୍ଥାପନା💐💐।ଏମିତି ସତ୍ ସାହାସ ରଖି ନିରପେକ୍ଷ ଭାବେ ମତବ୍ୟକ୍ତ କରୁଥିବା ଯୁବଶକ୍ତିମାନଙ୍କୁ ଆଜି ଦେଶର ଯଥେଷ୍ଟ ଆବଶ୍ୟକ କରୁଛି।

  • @rajendrarana8565
    @rajendrarana8565 14 дней назад +9

    ଭାଇ ଆପଣଙ୍କ କଥା ବହୁତ ଭଲ ହେଲେ କଥା ସବୁ କାର୍ଯ୍ୟକାରୀ ହେବା ଦର୍କାର

  • @gaganbehera5412
    @gaganbehera5412 14 дней назад +10

    ପୁରା 100% ଠିକ 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍

  • @basantbehera3915
    @basantbehera3915 14 дней назад +152

    ଭାଷଣ ରେ କହି ଥିବା କଥା ହଜାରେ ଶେଥିରୁ ଗୋଟାଏ କରିକି ଯଦି ଦେଖେଇ ଦିଅନ୍ତି ତାହାଲେ ଆମେ ଜାଣିବା ଆମ ମୁଖ୍ୟମନ୍ତ୍ରୀ କହନ୍ତିନି କାମରେ କରନ୍ତି ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @buduramjani-dz2pl
    @buduramjani-dz2pl 14 дней назад

    ବହୁତ ସୁନ୍ଦର ଉପସ୍ଥାପନା କଲେ

  • @suryanarayanapati7156
    @suryanarayanapati7156 14 дней назад

    A very Good morning Shankar bhai ,

  • @manvicreation7475
    @manvicreation7475 14 дней назад +55

    ଏବେ ନୂଆ ମନ୍ତ୍ରୀ ଦେଖେଇ କି କହିବେ

  • @naranginaik3849
    @naranginaik3849 14 дней назад +4

    ସଂକରା ମୁଖ୍ୟମନ୍ତ୍ରୀ ହେବାକୁ ରେଡି ହଃ.

  • @sarat1294
    @sarat1294 14 дней назад +11

    କରିବା ପୂର୍ବରୁ ତମେ ଆପଣ ଏତେ ବ୍ୟସ୍ତ କାହିଁକି,ଜଣେ ରାଜ୍ୟର ମୁଖ୍ୟ କହୁଛନ୍ତି,କଥାରେ କିଛି ଦମ ଥାଇପାରେ,ବିଜେଡି ନେତା ଭଳି କ୍ଷମତା ଲୋଭରେ ତୁଣ୍ଡି ଭିଡ଼ି ବସି ନାହାନ୍ତି,ଖଣି ମାଲିକ ବିରୁଦ୍ଧରେ କହିବା ଏତେ ସହଜ ନୁହେଁ,ସେ କହିପାରୁଛନ୍ତି ଆକ୍ସନ ନେଇପାରନ୍ତି !

  • @chandrasekharnayaka9658
    @chandrasekharnayaka9658 14 дней назад +83

    Sabu thik katha Bhai bjp ସରକାର ଖାଲି ଭାଷଣ ମରା ଦଳ