ଧର୍ମେନ୍ଦ୍ରଙ୍କ ପାଇଁ ଅଡୁଆରେ ମୋହନ !

Поделиться
HTML-код
  • Опубликовано: 5 июл 2024
  • ଧର୍ମେନ୍ଦ୍ରଙ୍କ ପାଇଁ ଅଡୁଆରେ ମୋହନ ! shankar mada | khati
    #bjd #odisha #arvindkejriwal #mohanmajhi #bjp #laxmibus #naveenpatnaik #vkpandian #newsheadlines #trendingnews #odishanews #breakingnews #latestnews #rahulgandhi #narendramodi #congress #shankaromsharan #shankarmada #odianews #khati

Комментарии • 360

  • @Brosujit
    @Brosujit 19 дней назад +92

    ସଚା ଭକ୍ତ ମାନେ ପୁରୀ ଆସନ୍ତୁ,ଦଲାଲ୍ ଅନ୍ଧ ଭକ୍ତମାନେ ଧର୍ମେନ୍ଦ୍ର ଲୁଙ୍ଗି ତଳେ ପଶି ଚାଟନ୍ତୁ,🎉

  • @amarpradhan9839
    @amarpradhan9839 19 дней назад +92

    ଶିକ୍ଷ୍ୟା ମନ୍ତ୍ରୀ ନୁହଁ ଧର୍ମ ମୂର୍ଖ ମନ୍ତ୍ରୀ

  • @Skgbul470
    @Skgbul470 19 дней назад +49

    Bjp ର ଅଧିକାଂଶ ନେତା ମସ୍ତିସ୍କ ବିକୃତି ସ୍ଵଭାବ ଲୋକ
    ୧, ଧର୍ମେନ୍ଦ୍ର ପ୍ରଧାନ
    ୨, ସମ୍ବିତ ପାତ୍ର
    ୩, ମୋଦି ,ମୋହନ ମାଝି
    ପ୍ରଭାତୀ ପରିଡ଼ା,, ଜଗନ୍ନାଥ ମୋଦି ର ଭକ୍ତ ,ମୋହନ ମାଝି
    ଦୁଇ ଉପମୁଖ୍ୟ ମନ୍ତ୍ରୀ, ଏମାନେ ଭାରି ଖୁସି କାରଣ
    ଏଇ ୪ ଜଣଙ୍କ ତରଫରୁ କୌଣସି ପ୍ରକାର reaction
    ଥିଲା ଭଳିଆ ଜଣ ପଡ଼ୁ ନାହିଁ,
    ଆଗକୁ କିଏ କିଏ ନୂତନ ପାଗଳ ଉଭା ହେବେ,

    • @archanabarik2330
      @archanabarik2330 18 дней назад +2

      Right 👍👍👍 👍👍👍👍👍

    • @manjulatabiswal718
      @manjulatabiswal718 18 дней назад +1

      Sankara bhaiଠିକ୍ କହିଥିବାରୁ ଆପଣଙ୍କୁ ଧନ୍ୟବାଦ

  • @maheshkumar-fn4gc
    @maheshkumar-fn4gc 19 дней назад +48

    ସେ ମା ଗିହା ଧର୍ମେନ୍ଦ୍ର କୁ ଆଉ ସେ ନାଲି ଗାମୁଛା ବେଧ ଛୁଆ

  • @manishapattanayak2152
    @manishapattanayak2152 19 дней назад +20

    ଧର୍ମେନ୍ଦ୍ର ପ୍ରଧାନ କେଉଁ ଦିନ ମରିବ କେଜାଣି
    ସେ ଶୀଘ୍ର ମରୁ ଆଉ ତା ପରିବାର ଧ୍ଵଂସ ହେଇ ଯାଉ ସେ ଏତେ ଗର୍ବ କରୀକୀ ଜଗନ୍ନାଥ ଆମ ରାଜ୍ୟର ଆରାଧ୍ୟ ଙ୍କୁ ମଧ୍ୟ
    ଛାଡ଼ିଲା ନାହିଁ ସେ nit ଚୋର ହଜାର
    ହଜାର କୋଟି କୋଟି ଟଙ୍କା ଖାଇ ଲକ୍ଷ
    ଲକ୍ଷ ପିଲାଙ୍କ ଜୀବନ ବର୍ବାଦ କରିଚି
    ତା ପୁଅ ଜୀବନ ବି ସେମିତି ବର୍ବାଦ ହେଇ
    ଯାଉ ଅନ୍ୟ ପିଲାଙ୍କ ଜୀବନ ସହିତ ଯେମିତି
    ଖେଳିଛି ତା ପୁଅ ଜୀବନ ସେମିତି ଖେଳି ହେଇ ଯାଉ ଲୋକ ଦେଖି ଖୁସି ହୁଅନ୍ତେ

  • @user-pu9qo1sg6p
    @user-pu9qo1sg6p 19 дней назад +30

    ଆଜ୍ଞା ବିଜେପି ଦଳର ଉପରୁ ତଳ ଯାଏ ଏ ପ୍ରକାର ଆଦର୍ଶ। ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପହାଚ।

  • @reetap4008
    @reetap4008 19 дней назад +28

    ମୋତେ ତ ଆଶ୍ଚର୍ଯ୍ୟ ଲାଗୁଚି 10 ବର୍ଷ ହେଲା BJP ର ଭ୍ରଷ୍ଟାଚାର, ତାନସହି ଶାସନ ,ଅତ୍ୟାଚାର ସବୁ ଦେଖି ଦେଖି ମଧ୍ୟ ପୁଣି ଆମ ରାଜ୍ୟ କୁ ଡ଼ାକି ଆଣିଛ,ଯୋଉଠି ଭାରତ ର ସବୁ ଆଡୁ ତଡ଼ି ତଡ଼ି ଆଣିଛନ୍ତି
    ଆ ବଳଦ ମୋତେ ବିନ୍ଧ ଭଳି
    ଆମ ର ଅନ୍ଧତ୍ବ ପାଇଁ ଆମର ହିଁ କ୍ଷତି କରି ବସୁ
    ତେଣୁ ଶିକ୍ଷା ଜରୁରୀ କୁହାଯାଏ

  • @chandrayhansda3254
    @chandrayhansda3254 19 дней назад +20

    ସଲିଡ୍ ମାଡ଼ !!!!!!!!!!, ଧନ୍ୟବାଦ ।

  • @Deva5577-i3c
    @Deva5577-i3c 19 дней назад +21

    ସମସ୍ତଙ୍କୁ ପବିତ୍ର ରଥଯାତ୍ରା ର ଅଭିନନ୍ଦନ ଓ ଶୁଭେଚ୍ଛା including ଶଙ୍କର ବାବୁ 🎉🎉🎉💐💐🙏🙏

  • @pravakarpradhan1571
    @pravakarpradhan1571 19 дней назад +20

    ଦାଦନ କେବେ ବନ୍ଦ କରିବ ବିଜେପି ।

  • @user-np4vu5yr9q
    @user-np4vu5yr9q 19 дней назад +44

    ଶଙ୍କର ଭାଇ ମୋହନ ନାମ ଧରନି! ମୋହନ ନା ଧରିଲେ ମୋ ରକ୍ତସହୁନି ମୁଁ ଶୁଣିଛି ମୋହନ ୧୫ବର୍ଷର ବିଧାୟକ ଆଉ ସରପଞ୍ଚମଧ୍ୟ ହୋଇଥିଲେ ୨୦ବର୍ଷ ଭିତରେ ସେ କିଛିଭି ଲୋକଙ୍କ ଦୁଃଖ ବୁଝିଲେ ନାହିଁ !ସେ ମୋହନ ଆଦିବାସୀଙ୍କ କି! ଦୁଃଖ ବୁଝିବେ ।

  • @NaikCD
    @NaikCD 19 дней назад +24

    ଧର୍ମେନ୍ଦ୍ର ଗୋଟେ ପଶୁ

  • @apartimoharana2763
    @apartimoharana2763 19 дней назад +17

    ସେଥି ସକାଶେ ଦୁଇ ଦିନ ଛୁଟି ହୋଇଛି ଦିନେ ପୁରୀ ଆଉ ଦିନେ bhubaneswar

  • @imshree99
    @imshree99 19 дней назад +38

    ମୁଁ ଆଜି ଏହି ପବିତ୍ର ରଥଯାତ୍ରା ଅବସରରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏହି ଗୁହାରୀ କରୁଛି ଯେ ବାହୁଡା଼ ପୂର୍ବରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ କଠୋର ରୁ କଠୋର ଦଣ୍ଡ ଦିଅନ୍ତୁ। ଯଦି ତାର ନିଧନ କରି ଦିଅନ୍ତେ ଆହୁରି ଭଲ ହୁଅନ୍ତା। କାହିଁକି ନା ଏମିତି ଭ୍ରଷ୍ଟାଚାରୀ, ଅହଙ୍କାରୀ ମଣିଷ ଏ ସଂସାର ପାଇଁ ଏକ କଳଙ୍କ ସଦୃଶ ଅଟେ।

  • @sadanandasahoo3707
    @sadanandasahoo3707 19 дней назад +40

    ଅନ୍ୟ କେଉଁ ଦଳ କହିଥିଲେ, ବିଜେପି ଦଳ ଓ ତାଙ୍କ ଦଲାଲ ମେଡିଆ ହୁଲସ୍ତୁଲ କରିଥାନ୍ତେ।

  • @subratsahu4373
    @subratsahu4373 19 дней назад +11

    ଧମନ୍ଦ୍ର ପଧାନ ଏହା ଅନ୍ଧଭକତ୍ ଉବ୍ଦେଶ୍ଯ ରେ କହିଛନ୍ତି

  • @Brosujit
    @Brosujit 19 дней назад +15

    ସମ୍ବିତ ପାତ୍ର ସେ ଡହରା ପୁରୀ ବିଷୟରେ କଣ କହିବ, ସେ ଶଳା ଯାଜପୁର ରୁ ଆସି କୁକୁର ଭଳି ଭୁକୁଛି,ପୁରୀରେ ଶଳା ଦଙ୍ଗା କରିବ,

  • @nilamanisethi9211
    @nilamanisethi9211 19 дней назад +13

    Thanks Bhai your Analyisis

  • @user-zp7bb6zp9b
    @user-zp7bb6zp9b 18 дней назад +2

    ସେ ସରକାର ଖାଲି ରଙ୍ଗ ବଦଳୁଛି ଆଉ ସେ କଣ କାମ କରିବ

  • @maheswarpatro9780
    @maheswarpatro9780 19 дней назад +8

    ଆପଙ୍କର କଥା ଠିକ

  • @ranajitkumarmohanty9740
    @ranajitkumarmohanty9740 18 дней назад +3

    ଚୋର ଚୋର ଯିଏ ହାଲ୍ଲା କରୁଥିଲା
    ସିଏ ଥିଲା ନିଜେ ଚୋର
    ଲୋକ ଭାବୁଥିଲେ ସଚ୍ଚୋଟ ଅଟଇ
    ଏଠିକାର ଚୌକିଦାର
    ବସ୍ତ୍ର ବଦଳେଇ ମିଛକୁ କୋଳେଇ
    ନୂଆ ନୂଆ ମିଛ ନିତି କହୁଥାଇ
    ଏମାନେ ଯୁମୁଲା ଦଳ
    ଅନ୍ଧଭକ୍ତ ମାନେ ବୁଝି ନ ପାରନ୍ତି
    ବାପା ତାଙ୍କ....
    ଚୋର ନା ଚଉକିଦାର ll

  • @gautamsahoo559
    @gautamsahoo559 18 дней назад +1

    ପ୍ରଭୂ ଜଗନ୍ନାଥ ୟାଙ୍କ ପାଇଁ ଗୋଟେ କାଠ କଣ୍ଢେଇ। କେତେବେଳେ ମୋଦି ଭକ୍ତ ଜଗନ୍ନାଥ, କେତେବେଳେ ନେତା ନେତ୍ରୀ ମାନଙ୍କୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା କହୁଛନ୍ତି। ଏମାନଙ୍କୁ ଯୋଉ ମାନେ ସମର୍ଥନ ଦେଇଛନ୍ତି ତାଙ୍କ ଠାରୁ ମୁର୍ଖ ଓ ଅନ୍ଧ କେହି ନାହାନ୍ତି।

  • @santoshpadhykumar9418
    @santoshpadhykumar9418 19 дней назад +3

    ଗଞ୍ଜାମ ଜିଲ୍ଲାର ଦାଦନ ସମସ୍ୟା ୫ ବର୍ଷ ମଧ୍ୟରେ ବୁଝ ନ ହେଲେ ବିଜେପି ଦଳକୁ ଜନସାଧାରଣ ୨୦୨୯ କୁ ଲେଖା ଦେଖିବେ 😅😅😅

  • @simanchalnag5211
    @simanchalnag5211 19 дней назад +2

    100% Right କହିଛନ୍ତି ଆଜ୍ଞା ❤❤

  • @yunushmahammad3787
    @yunushmahammad3787 18 дней назад +2

    Super talented.....Super Madaa👌👌👌👌

  • @budhadebsahoo3724
    @budhadebsahoo3724 19 дней назад +9

    Right ✅️

  • @anandamohakuda4943
    @anandamohakuda4943 18 дней назад +2

    Thik katha agyan 🙏

  • @santoshsethy1237
    @santoshsethy1237 19 дней назад +3

    Right Katha kahicha brother God bless you very very thanks 🙏🙏🙏🙏 Namaskar brother apanna agaku madichal apanna darantu nahi apanna sahita odisha basi achanti

  • @budhibamannayak6652
    @budhibamannayak6652 19 дней назад +13

    Good comment Sankar bhai

  • @Foodrecipes054
    @Foodrecipes054 19 дней назад +4

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @gaganbehera5412
    @gaganbehera5412 19 дней назад +3

    ଠିକ କହିଛନ୍ତି 👍👍👍👌👌👌

  • @kaviraj87vehera25
    @kaviraj87vehera25 19 дней назад +4

    300unit bijuli kebe free karibe

  • @SurendraSurendra-ym8mi
    @SurendraSurendra-ym8mi 19 дней назад +5

    Right sir

  • @manishapattanayak2152
    @manishapattanayak2152 19 дней назад +4

    Right Bhai U R Right👍

  • @parsuramsahoo7509
    @parsuramsahoo7509 19 дней назад +3

    ଏଇ ତାଙ୍କର ଦଳୀୟ ତୁଷ୍ଟି କାରଣ କଲେ।ମହାରାଜ ଙ୍କୁ ଖୁସି କରିଦା ପାଇଁ ବଡ଼ ଭାଇ କରି ଦେଲେ ,ସାନ ଭାଇଙ୍କୁ ପରିଚାଳନା ଦାୟିତ୍ଵ ଦେଲେ,ଭଉଣୀ ତ ଗେଲାହଃ

  • @chandrakantabehera6550
    @chandrakantabehera6550 19 дней назад +2

    ଅନ୍ଧ ଭକ୍ତ ମାନେ ଦୟାକରି ଟିକେ comment ଗୁଡାକ ଟିକେ ପଢନ୍ତୁ

  • @BapujiBehera-zk3em
    @BapujiBehera-zk3em 19 дней назад +6

    Super

  • @user-tr6px3mt7f
    @user-tr6px3mt7f 19 дней назад +4

    Very nice video 👍👍👍

  • @bibhutibhusan8454
    @bibhutibhusan8454 19 дней назад +2

    Jay jagannath 🙏

  • @pravakarpradhan1571
    @pravakarpradhan1571 19 дней назад +10

    ମାଡି ଚାଲ,

  • @arunapatro7300
    @arunapatro7300 17 дней назад

    Bahoot Bahoot Badhiya.
    Many Many Thanks Sankar Bhai.

  • @Newscomment1825
    @Newscomment1825 18 дней назад

    Thankyou shankar sir ଆଜି ର ମାଡ଼ ଟା ପୁରା modi ର ସେଇ ଜାଗା ମାନେ ତଳେ ବାଜି ଥିବ ଆଉ modi‌ ଏବେ ଏଂଏଂଏଂଏଂଏଂ ଏଂଏଂଏଂଏଂଏଂ ରଡ଼ି ଛାଡ଼ିକି କାନ୍ଦୁଥିବ।

  • @AshokPanda-qt4qn
    @AshokPanda-qt4qn 19 дней назад +1

    Dhanyabada Apankar Satyata Nirvayare Bhyakha Karu chhanti
    Ame Sabu Samalpur Saharare Ame Ratha jatra Puri Darshan karibara Sujoga Painanhu Karana Ame Pujaka Samaj Ame Nijaku Sri Jagannaathanka pakhare Sampurna Samarpita Ame Bhagyaban.JaiJaganatha🙏🙏🙏🙏👏👏👏👏💐💐💐💐

    • @AshokPanda-qt4qn
      @AshokPanda-qt4qn 19 дней назад

      Sankar Mada Amar Rahe 👍🤝👏👏👏👏

  • @user-sw1ko4oo1y
    @user-sw1ko4oo1y 19 дней назад +1

    Thank you Sankar bhai 🙏, tame mo mana katha kahidele ❤

  • @bijayakumarsahoo6627
    @bijayakumarsahoo6627 18 дней назад

    ବହୁତ ସୁନ୍ଦର ❤

  • @user-vs6np4ls1t
    @user-vs6np4ls1t 19 дней назад +2

    Sankar bhai tuma valia social messanger odisha ku nihati darkar.

  • @banshidharpatra5160
    @banshidharpatra5160 18 дней назад +2

    ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଏବଂ କେନ୍ଦ୍ରର ମୁଣ୍ଡି
    ତେଣୁ ଏତେ ବଡ କଥା କହି ଆରମ୍ ରେ ବୁଲୁଛି, ଅନ୍ୟ କିଏ କହି ଥିଲେ ଓଡ଼ିଶା ଉଠୁ ଥାଆନ୍ତl ପଡୁ ଥାଆନ୍ତା, ନିର୍ଲଜ BJP କୁ ମୋଟେ ବlଢ଼ିବନି,

  • @jiturockez8572
    @jiturockez8572 19 дней назад

    ହେଲେ ଆଜି ବହୁତି ଖୁସୀ ଲାଗିଲା.. ଧର୍ମେନ୍ଦ୍ର ସାରେ ନବୀନ ସାର ଙ୍କୁ ପଛଟି ନେଲେ ଷ୍ଟେଜ ତଳକୁ ଆସି.. ପୁରୀ ରେ......ତାଙ୍କର ସେଠି ଭାବ ଗଳୁନି... ଆମେ ଏଠି କିଏ କଣ କଲା ଆମ ଭିତରେ ଶୋଧା ଶୋଧି ହେଉଛେ... ନାଲି ଗାମୁଛା ଭାଇ କଣ କହିବ😄😄😄

  • @gopabandhupradhan4526
    @gopabandhupradhan4526 19 дней назад +1

    Bahut bhala lagila

  • @banshalipani4471
    @banshalipani4471 19 дней назад +1

    Mast kahucha

  • @ayiraazhar143
    @ayiraazhar143 19 дней назад +2

    Excellent 👌 Sankar Bhai
    Jitea BJP achati 3 third grade loko achanti
    BJP re jitea achanti choro

  • @adityasathua
    @adityasathua 19 дней назад +3

    Good morning ❤

  • @Baby33824
    @Baby33824 19 дней назад +1

    Bahut right katha kahihhanti bhai thank you

  • @chandrakantapanda9802
    @chandrakantapanda9802 19 дней назад +1

    Good sankar bhai... 👌

  • @sureshchandrabhoi5409
    @sureshchandrabhoi5409 19 дней назад +2

    ଧର୍ମେନ୍ଦ୍ର ବାବୁ ଶିଶୁପାଳ.

  • @sanjeevpatra1975
    @sanjeevpatra1975 18 дней назад +1

    Solid mada hela Sankar bhai

  • @manojjena7608
    @manojjena7608 19 дней назад +2

    Right

  • @abhinandansutar197
    @abhinandansutar197 19 дней назад +2

    ମୁକୁ ଭାଇ କହୁ କହୁ କହିଦେଲେ ଓଡ଼ିଆ ଅସ୍ମିତା ବଞ୍ଚେଇବା ପାଇଁ 😂

  • @diptiranjanadas547
    @diptiranjanadas547 18 дней назад

    Sata katha bhai Bahut badhibaa

  • @ranjansahoo6697
    @ranjansahoo6697 19 дней назад +1

    Right bhai , madi chala

  • @RabiNarayanPati-z3j
    @RabiNarayanPati-z3j 19 дней назад

    Sabash Sankar Ommsaran ji ap ko bahut sare Dhanyabad.

  • @goutamnathpradhan5628
    @goutamnathpradhan5628 6 часов назад

    କଣ ନ କହିଲେ ଭାଇ super bro 👏👏👏👏👏

  • @sushantakumardebata1241
    @sushantakumardebata1241 18 дней назад

    ଜାତି ଯଦି ନାହିଁ ଜାତି ଆନ ପ୍ରମାଣ ପତ୍ର କାହିଁକି ଅଛି ବିରୋଧି ଦଳ କ'ଣ ମୃଳା କାମୁଡି ଅଛି

  • @MsGoldy1991
    @MsGoldy1991 19 дней назад +3

    The best

  • @akhilbiharimohapatra490
    @akhilbiharimohapatra490 18 дней назад +1

    Excellent talk,

  • @ChittaranjanDalai-rn6hi
    @ChittaranjanDalai-rn6hi 19 дней назад +1

    ଶଙ୍କର ବାବୁ ଜଗନ୍ନାଥ ସେନାର ପାଟି କାହିଁକି ବନ୍ଦ୍ ରହିଛି ସେ। ସଂପର୍କରେ
    ଖଟିରେ କିଛି ଆଲୋଚନା ହେଉ

    • @bauribandhuswain7814
      @bauribandhuswain7814 17 дней назад

      ସେ ଜଗନ୍ନାଥ ସେନା ନୁହେଁ ; ବିଜେପି ସେନା ।

  • @B.k.Sahani-bv2kz
    @B.k.Sahani-bv2kz 5 дней назад

    ଧର୍ମେଧର ବାବୁ ଠିକ୍ କହୁଛନ୍ତି,ଆପଣ ବୁଝିପାରିଲେନି

  • @PrasantaJena-h7e
    @PrasantaJena-h7e 19 дней назад +2

    Right,madi chala

  • @khusirajalaxmidiptiexpress5041
    @khusirajalaxmidiptiexpress5041 13 дней назад

    ଶଙ୍କର ମାଡ଼ 🫡ସୁପର 👌

  • @swarnalatasahoo1293
    @swarnalatasahoo1293 18 дней назад

    Great discussion.I love this

  • @anandanayak8464
    @anandanayak8464 18 дней назад

    ଧର୍ମେନ୍ଦ୍ର ପ୍ରଧାନ ପାଇଁ ମୋଦି ଓ ବିଜେପି ବଦନାମ୍ ।

  • @hirosethi8929
    @hirosethi8929 19 дней назад +2

    ଠିକ କଥା

  • @amarnathnayak5021
    @amarnathnayak5021 18 дней назад

    ବୁଦ୍ଧିମାନ ବ୍ୟକ୍ତି ଶିକ୍ଷା ମନ୍ତ୍ରୀ ପଦ ପାଇଛନ୍ତି..............

  • @rabinarayanmahapatra4309
    @rabinarayanmahapatra4309 19 дней назад +1

    Country needs the education but not an education minister

  • @kattickmallick5210
    @kattickmallick5210 19 дней назад +1

    Very good

  • @dillipkumarsahoo4823
    @dillipkumarsahoo4823 19 дней назад +1

    Tanka, New syllabus re eita achhi.

  • @janmejayadash9898
    @janmejayadash9898 19 дней назад +1

    Thynk s Sankar babu

  • @DebendraPrasadMajhi-fk1qg
    @DebendraPrasadMajhi-fk1qg 18 дней назад +1

    ମୋଦୀ ରାମଚନ୍ଦ୍ର,ଶାହା ଲକ୍ଷ୍ମଣ,ସ୍ମୃତି ଇରାନି ସୀତା(ବନବାସରେ)

  • @user-nr8ip7oq6z
    @user-nr8ip7oq6z 19 дней назад +2

    Right ✅️ bhai

  • @KumarBehera-op4pl
    @KumarBehera-op4pl 19 дней назад +1

    SUPER, SUPER, SHANKAR MADA

  • @Kailashsutar121
    @Kailashsutar121 19 дней назад +1

    👍👏👏👏

  • @rabinarayanmahapatra4309
    @rabinarayanmahapatra4309 19 дней назад +1

    When Mohan Majhi was sarpanch, can he successful to stop deshi liquor in his village?

  • @user-ir2kj6lf3z
    @user-ir2kj6lf3z 19 дней назад +2

    Right answer

  • @user-vn8pp8uf4i
    @user-vn8pp8uf4i 19 дней назад

    Thank u bhai last katha bahut bhala thila

  • @Deva5577-i3c
    @Deva5577-i3c 19 дней назад +1

    ଆଜ୍ଞା ଆପଣ physics ପାଠ scalar & vector quantity କାହାକୁ କହୁଛନ୍ତି ? ପଦାର୍ଥ ବିଜ୍ଞାନ କୁ କାହିଁକି disrespect କରୁଛନ୍ତି କହିଲେ😄😄😄 .....

  • @binayakmahapatra6899
    @binayakmahapatra6899 8 дней назад

    Lord Jagannath bless you long life with good health.

  • @pratimatandi7430
    @pratimatandi7430 6 дней назад

    Thank you sir

  • @CongresskaPiyar
    @CongresskaPiyar 13 дней назад

    Jay Jagannath Rahul Gandhi Jay Priyanka Gandhi ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🌹🌹🌹🌹🌹🌹🌹🌹🌹🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🇮🇳🫡🛕🌺🕌⛪🙏🙏🙏

  • @user-kk2qu1my8i
    @user-kk2qu1my8i 18 дней назад

    Bhalakathajanibakipauchhu

  • @ganeshmuduli
    @ganeshmuduli 19 дней назад +1

    Perfect

  • @tusarakantapradhan7885
    @tusarakantapradhan7885 19 дней назад

    ଶଙ୍କର ଭାଇ, ଅନ୍ଧ ଭକ୍ତଙ୍କୁ ସନାତନ ଧର୍ମ ର ମୂଳ ଅର୍ଥ ବୁଝାଇ ଦିଅନ୍ତୁ କିଳା ଟା ଭଲ କରି ବାଜୁ

  • @banshidharpatra5160
    @banshidharpatra5160 18 дней назад

    ମରଣ କାଳେ ବିପରୀତ ବୁଦ୍ଧି, ବା ବିତରିତ ଭାଷା

  • @TIKASoren-tq6gl
    @TIKASoren-tq6gl 18 дней назад

    ଠିକ କଥା ଶଙ୍କର ଭାଇ 😮😮😮

  • @SmilingCityMap-ny5hf
    @SmilingCityMap-ny5hf 8 дней назад

    N1

  • @rajanijani7223
    @rajanijani7223 19 дней назад +1

    Superb and solid mada...😂😅

  • @PravatSahoo-ch3pc
    @PravatSahoo-ch3pc 18 дней назад +1

    Khati news pain adua re BJD 🧟👈🤔😜😂😂🤣

  • @NamitaNayak-vm9sy
    @NamitaNayak-vm9sy 18 дней назад

    Sankar babu thank you

  • @RajkumarDas-uj5nt
    @RajkumarDas-uj5nt 19 дней назад +2

    BH ea chora sarkar kan bujhiba

  • @suryakantanag5554
    @suryakantanag5554 5 дней назад

    Great brother

  • @user-zh9mr8yd3z
    @user-zh9mr8yd3z 19 дней назад +1

    ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ