ମୋହନ ମାଝୀଙ୍କୁ ପାଣ୍ଡିଆନ ଚାଲେଞ୍ଜ ! mohan majhi | shankar mada | khati

Поделиться
HTML-код
  • Опубликовано: 12 июн 2024
  • ମୋହନ ମାଝୀଙ୍କୁ ପାଣ୍ଡିଆନ ଚାଲେଞ୍ଜ ! mohan majhi | shankar mada | khati
    #bjd #odisha #mohanmajhi #bjp #laxmibus #naveenpatnaik #vkpandian #shankaromsharan #shankarmada #odianews

Комментарии • 1,1 тыс.

  • @reetap4008
    @reetap4008 21 день назад +25

    ଧିକ୍ ଧୀକ୍ ରେ ଓଡ଼ିଆ ହୀରା କିଏ ପଥର କିଏ ଚିହ୍ନି ପାରିଲନି ,ସବୁ ଖାଇଯିବେ ମୋଦୀ ରାକ୍ଷସ 😡😡

  • @PrahalladNayak-wn7sm
    @PrahalladNayak-wn7sm 21 день назад +27

    ଆରେ ଭାଇ ଏ ଅପ୍ରିୟ ସତ୍ୟ କଥା କହିବାରୁ ମୋର ଗୋଟିଏ ଭଲ ସାଙ୍ଗ ମୋ ସହିତ କଥା ହେଉନାହିଁ.

  • @Mr24811
    @Mr24811 21 день назад +210

    ଭାଇ ତୁମେ ଯାହାକହୁଛ କୁହ ମୁଁ ଆଜକୁ ୩ ମାସ ପୂର୍ବ ରୁ କରିଆସୁଛି ବିଜେପି ଓଡ଼ିଶା ରେ ସରକାର କରିବା ପାଇଁ ବିକଳ କ'ଣ ପାଇଁ ହେଉଥିଲା, ଆମ ଓଡ଼ିଶା ର ଖଣି, ପାଣି, ଜଙ୍ଗଲ, ଜମି , ଉପରେ ମୋଦୀ ର ଆଖି , ସେଥିପାଇଁ ସାରା ଭାରତ ବର୍ଷ ର ମୁଖ୍ୟମନ୍ତ୍ରୀ ମାନଂକୁ ଆଣି ମିଛ ପଚାର କରୁଥିଲା ❤ you ଓଡ଼ିଶା ???

  • @kumarbholeswargagarai5609
    @kumarbholeswargagarai5609 21 день назад +10

    ଏକ number ଉପସ୍ଥାପନା ଭାଇ ବା ପ୍ରଶ୍ନ, ଆପଣଙ୍କୁ ସାଲୁଟ 🙏🙏🙏🙏🙏ବହୁତ ବହୁତ ଧନ୍ୟବାଦ

  • @NalinipravaPradhan
    @NalinipravaPradhan 14 дней назад +5

    ଏ ଓଡ଼ିଆଙ୍କୁ ପାନେ ଦରକାର ଭାଈ, ନବୀନ sir 😢😢 ଙ୍କ ଆଖିର ଲୁହ ବ୍ୟର୍ଥ ଯିବନି, ଓଡିଆ କାନ୍ଦିବେ, ଝୁରିବେ ଆଉ ଛତୁ ଥିବ।

  • @basantbehera3915
    @basantbehera3915 21 день назад +13

    Thenk u🙏🏻🙏🏻🙏🏻ଏଇ ଅନ୍ଧ ମାନଙ୍କର କେବେ ଆଖି ଖୋଲିବ ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @ranjitkumarmohanty9681
    @ranjitkumarmohanty9681 21 день назад +14

    ବହୁତ ସୁନ୍ଦର ଭାବରେ ଓଡ଼ିଆ ଅସ୍ମିତା କଥା କହୁଥିବୃରୁ ଧନ୍ୟବାଦ୍ ଦୟାକରି ଅସ୍ମିତା ଶବ୍ଦ ସାଧାରଣ ଲୋକ ବୁଝପାରୁନାହିଁ ତା ପାଇଁ ସରଳ ଭାଷାରେ ଅନୁବାଦ ପାଇଁ ଚେଷ୍ଟା କରନ୍ତୁ

  • @PremChhura-cs1kt
    @PremChhura-cs1kt 21 день назад +28

    1000000000000000000% right

  • @Swatipapakipari
    @Swatipapakipari 21 день назад +30

    Right sir

  • @manojkumarnayak5949
    @manojkumarnayak5949 21 день назад +19

    ଯଦି ଏହିପରି ହୁଏ ପରବର୍ତ୍ତୀ ନିର୍ବାଚନ ରେ ଏହି ମୁଦା ରେ କଂଗ୍ରେସ ଆଗକୁ ଆସିବ ଓଡ଼ିଆ ବାସୀ ଅନ୍ଧ ଭକ୍ତ ନୁହନ୍ତି କି ଜଗା ସବୁ ଦେଖୁଛି ଜଗା ର ଇଚ୍ଛା ରେ ଓଡ଼ିଶା ବାସୀ ପରିଚାଳିତ 2024ଏହାର ପ୍ରମାଣ ଧର୍ମ ପ ଜୟ ପାପ ର କ୍ଷୟ ସମୟ ଆମର ସାକ୍ଷୀ

  • @Bishibag123
    @Bishibag123 21 день назад +67

    ଅତି ସୁନ୍ଦର ଭାବରେ କହିଲେ very nice bro

  • @pappy669
    @pappy669 21 день назад +72

    ଭାଇ ନାଲି ଗାମୁଛା କୁ କିଛି କହିଥିବାରୁ ଆପଣଙ୍କୁ ଅଶେଶ ଅଶେଶ ଧନ୍ୟବାଦ

  • @ratnakarbehera9193
    @ratnakarbehera9193 21 день назад +26

    Right katha

  • @bibhutibhusan8454
    @bibhutibhusan8454 21 день назад +18

    My sweet brother heart touching

  • @mikhaelraita5570
    @mikhaelraita5570 21 день назад +14

    ବହୁତ ଵଢି଼ଆ masses ଭାଇ

  • @bibhutibhusan8454
    @bibhutibhusan8454 21 день назад +21

    Absolutely Right brother

  • @ajitkumarrout1695
    @ajitkumarrout1695 21 день назад +22

    Thiki bhai

  • @surajmohakud-pd8fw
    @surajmohakud-pd8fw 21 день назад +77

    ଅତି ସୁନ୍ଦର ଭାବରେ କହିଛନ୍ତି ଅଡିଆ ଅସ୍ମିତା

  • @srikrishna12311
    @srikrishna12311 21 день назад +92

    ମୋଦି ସରକାର ଓଡିଶା କୁ ଲୁଟିବା ପୂର୍ବରୁ 199 ଥର ଭାବିବ।କାହିଁକି ନା one man army ଓଡିଶା ର ବାଦସାହା ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ ବଂଚିଛନ୍ତି।

  • @JOHANBAGHA-cf1sw
    @JOHANBAGHA-cf1sw 21 день назад +89

    କି କଥା ଯାକ କହୁଛ ଭାଇ ଉତ୍ତର ଦେବାର ବାଟ ହିଁ ନାହିଁ। ଧନ୍ୟବାଦ