Government job pension kamei gariba hitadhikari nku dia jau sabu jinisa ret badhila bele job bhala nkara kichhi farak paduni gariba nkara paduchi au government job bala khali bidhan sabha agare basipadusanti tankara badhei ba lagi se khali banchibe au sabu marijantu
ଚାକିରିଆଙ୍କୁ ପେନସନ 40000 50000 ମୁଟା ଙ୍କର ଦିଆଯାଉଛି । 3000 ଭତ୍ତା କିଛି ବଡ଼ କଥା ନୁହ ଏହାକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରାଯାଉ ।
Right ❤❤😊😊
Thik kahucha dada......i support you
Hnn
Hnn bhai are u right
p
ଗରିବ ମାନ ଙ୍କୁ ଦେଇଥିବା କଥା ରଖ 3000kindly
Yes
ପୂର୍ବ ସରକାର ସମୟରେ ଏସବୁ କାହାକୁ ଦେଖାଯାଉ ନଥିଲା। କାଲିଭତ୍ତା ପାଇଁ ଚିନ୍ତା କଲେ ହବନି ଅନେକ ବିଭାଗରେ କାର୍ୟ୍ଯ କରୁଥିବା କର୍ମଚାରୀମାନଙ୍କୁ ମଧ୍ଯ ଦେଖିବାକୁ ଦରକାର।
ପ୍ରତେକ ମହିଳା କୁ ମାସିକ 1000 ଟଙ୍କା କେବେ ଲାଗୁହେବ ମନେ ପଡୁଛି କି ନାହିଁ
ଭାଷଣ ଦେଇନେଲେ ନି ହ ଏ କରି କରି ଦେଖାଲେ ଜେକ୍ ସତ୍ ଏ
Good news for old age pension people ✌️
ଜୟ ହୋ ବିଜେପି
Baya heigalu ki
Yes ୩୦୦୦ ଟଙ୍କା ହେଉ
ବୁଢ଼ା ବୁଢୀ ବୋଧେ ଧନୀ ହେବେ
Tumar kahiki poda hauchi
Pua jhiya upare depend ta habani
Good decision..🎉
ଜଗନ୍ନାଥ ମହାପ୍ରଭୁ ଙ୍କୁ ଦୟା
ଯଦି ହେଇଗଲା ନବୀନ କୁ ବୁର୍ଧ୍ ଲୋକେ ଭୁଲିଯିବେ
ଯେତେ ଶୀଘ୍ର ହେବ ଭଲ ନହେଲେ ହବ ହବ କହି 2028 ଡିସେମ୍ବର ହେଇଯିବ
ଭିନ୍ନକ୍ଷମ ବିକଳାଙ୍ଗ ଦୃଷ୍ଟିହୀନ ବୃଦ୍ଧା ବୃଦ୍ଧି ଏବଂ ବିଧବା ମାନଙ୍କ ଭତା ବଢାନ୍ତୁ କାରଣ ଏମାନେ ରୋଜଗାରକ୍ଷମ ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି ତେଣୁ ଏମାନେ ମାସ ଶେଷରେ ଏହି ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ ଏମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚଳିବା ପାଇଁ ପର ଉପରେ ନିର୍ଭର କରୁଛନ୍ତି ୧୦୦୦ ଟଙ୍କାରେ ଚଳିବା ବହୁତ କଷ୍ଟ ତେଣୁ BJP ସରକାର ପ୍ରଥମେ ଭତା ବଢେଇବା ବ୍ୟବସ୍ଥା ଆଗେ କାର୍ଯକାରୀ କରାନ୍ତୁ ଭୋଟ ସମୟରେ କହିଥିଲେ ଭତା ବଢେଇବେ ବୋଲି 😢😢😢😢😢😢😢😢😢😢😢😢😢😢😢😢😢😢😢😢
Thanku so much 👍👌
Jay Jagannath 🙏🌸🌸🙏🌸🙏🌸🙏🌸🙏🌸🙏
Good sarkar
Always respect Navin babu nku❤❤ daya kariki amithi kotha kahiba agaru bhabantu okk😢😢😢
ଭତା ଦେଇକି କହିଲେ ଭଲ ଲାଗିବ ବଜେଟ ନଦେଖିକି କହିକି 3000ଟଙ୍କା ଭତା କରୁଥିଲେ କିଏ ମାଗୁଥିଲାକି ନା ହାରିବା ଭୟ ରେ ମିଛ କହିଥିଲେ ଭତା 3000ଟଙ୍କା କରିବେ ବୋଲି
ସରକାରୀ ଚାକିରିଆ ଙ୍କ ପାଇଁ ଭତ୍ତା ବଢିପାରୁଛି ଅଥଚ, ଗରିବ ବୁଢ଼ା ବୁଢ଼ୀଙ୍କ ପାଇଁ ଖାଲି ଆଲୋଚନା ଚାଲିଛି, କଣ ଏ ଫାର୍ସ ଲଗେଇଛ,
ଭତ୍ତା ନାଁ ରେ ଗୋଟେ ପ୍ରହସନ, ଏ ସରକାର ଙ୍କ ଅପାରଗତା ପାଇଁ ଆଗକୁ ଜନସାଧାରଣ ମାନେ ହିଁ ଏହାର ଜବାବ ଦେବେ,
ମୋହନ ବାବୁ ଚାହିଁଲେ କିଛି କରିପାରିବେନି ରୀମଟ ରହିଲା ଦିଲ୍ଲୀରେ
Thank u
Veri nice m n sarkar
ଭୋଟ ସରିଗଲା ଏଥର ନାମ ନିଅ ପୁରା ଓଡ଼ିଶା basi
Very good
I request cm mohan majhi kind liye bhata 3000 three thousand rupees
ବଜେଟ ଆନ୍ଧ୍ର କୁ ଆସିଗଲା, ହେଲେ ଓଡିଶା କୁ କେବେ ଆସିବ
Hn
ମୋଦୀ ଗ୍ୟାରେଣ୍ଟି ଭତ୍ତା 3000/ ସମସ୍ତେ ପାଇବେ 🙏🏻
ପୂର୍ବ ସରକାର 24 ବର୍ଷ ପରେ ବୁଢ଼ା ଙ୍କୁ 500 ବଢାଇ ବାହାଦୁରି ନେଲେ , ଆଗରୁ ଦିଶୁ ନଥିଲା ବୁଢ଼ା ଲୋକ ଟି କିପରି ଚଳୁଥିବା? ଆଜି ସରକାର ମଧ୍ୟ ବିଳମ୍ବ କରିବାରୁ କାରଣ କ'ଣ ଜାଣି ହ ଉନି,
ବିଧବାଙ୍କୁ 3500 ଦିଆଯାଉ ଆଗ୍ୟା
5000 ହଜାର କରନ୍ତୁ ଭତ୍ତା ମୁଦି କହିଥିବା ପ୍ରତିଶୃତି 5 ହଜାର
Mecha
कोई भी गवर्नमेंट आता है तो फास्ट उनका भट्ट बढ़ेगा बाद में लोगन पब्लिक को देखेंगे उनका पेट खाली है गरीब आदमी कैसे भरपेट का सकेगा
3000 ନକରି ଅତିଆବଶ୍ୟକ ଦରଦାମ କମ କରନ୍ତୁ......
ଦର ଦାମ ପ୍ରତି ବର୍ଷ ଆଗରୁ ଭି ବଢ଼ିଚି ଓ ଆଗକୁ ବଢିବ, ଭତ୍ତା 3000 ହେବା ଦରକାର।
3000 ଟଙ୍କା ଭତ୍ତା କେବେ ?
ଗଜପତି 😭 କରା ଜାଅ
Bohut sundar sir 🙏 mohan sir 🙏 BJP sarkaar 🪷
24 ବର୍ଷ ରହି ବିଜେଡି ଭତ୍ତା ବଡ଼ାଇ ପାରି ନଥିଲା,ଏବେ ବିଜେପି ତାହା ସଫଳ କରିବ
Ahaa ku bjd bala sahi parunahanti bhaii
80 ବର୍ଷ ଲୋକ ପାଇଁ କହୁଛନ୍ତି ଏବେ ଭୋଟ ଜିତିଲାରୁ ?
😊 government ku thanks, please mahanga pensions dia
Sir 🎉
ଆଲୋଚନା କେବେ ସରିବ.
Sabu subidha kari dia...bila padia padiba..Aagaku...
To parika Paisa paile pachapate hath dei basiki khaiba Loko samaste nunhanti😂😂
ଖାଲି କହିଲେ କ'ଣ ହେବ କହିକହିହେଟି ଏପର୍ଯ୍ୟନ୍ତ କିଛି କିଛି କାମକରିନ ଖାଲି କହିଲେକଣହେବ
କଣ ତମ ନବୀନ ସରକାର ହେଇଛି କି
@@Liza-mk1gw300 unit bijuli bill free kahi Kate Dina amiti date Godiba Kama re Kari Ki dekha
@@maheshmurmu1165BJP ra Sankalp patra & modi nka speech dekha solar panel scheme re apply kariki 60% subsidy re solar panel anantu
Very good jay bjp
Very nice
ଏସବୁ କାହିଁକି ଲାଗୁ କଲେନୀ କାହିଁକି
60. 2500
କେବେ ମିଳିବ
ଲୋକେ ଆଉ କାମ କରିବେ ନାହିଁ ଘରେ ଘରେ କଲି ବଢି ଚାଲି ବ ପୁଅ ବାପ ଭିତରେ
Au kebe haba
ପାତରଅନ୍ତର ନୀତି ପାଳନ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ନଉଚ୍ଚ କାହିଁକି nps teacher 30-35ବର୍ଷ ଚାକିରି କରି 2000 ପେନସନ ଆଉ ମନ୍ତ୍ରୀ ବିଧାୟକ ମାନେ ପାଞ୍ଚ ବର୍ଷ କୂଟନୀତି କରି କେତେ ପେନସନ ନଉଛ?
ଧାନକ୍ଯୁଣ୍ଟାଲ 3100ଟଙ୍କାହଲେ କଣ ହେବ ଭତ୍ତା 3000ହେଲେ କଣ ହେବ? ମାଗିହା ସରକାର ପ୍ରତ୍ୟକ ଜିନିଷର ଦାମ ଆକାଶ ଛୁଆ ବଢିଚାଲିଛି, ଆଉ କେବେ ଭୋଟ ପାଇବନାହିଁ 🤣
300 ୟୁନିଟ ଫ୍ରୀ କେବେ ହେବ ?
Jay Hind Modi Jay Hind 🇮🇳🇮🇳🙏 good morning sir odisha Jay Jagannath 🙏🔥🔥🔥 Happy New year 2024
Electribill 300unit kebe free heba
If any thing is free you are the product
😢😊😊
Good morning sir odisha Jay Jagannath 🙏🙏🙏🙏🙏 Happy New year 2024
Oid.is.gold.mohanji.jindabad
Educated Student nka pai kn karuchha
Jay Hind 🇮🇳🇮🇳🙏🔥🔥🔥
ଭତ୍ତା କେବେ ଦେବେ
ଭତ୍ତା ଦେଇ ଦେଇ ଲୋକଙ୍କୁ ଅଳସୁଆ କରୁଛ ସେମିତି ରେ ଓଡିଶା 1no କେମିତି ହେବ
Kebe miliba
अव उडिसा में गरीबों का संख्या वढेगा
ଏପଟେ ସେପଟେ ଦେ ଭଲ ବିଚାର କରୁଛ
Government job pension kamei gariba hitadhikari nku dia jau sabu jinisa ret badhila bele job bhala nkara kichhi farak paduni gariba nkara paduchi au government job bala khali bidhan sabha agare basipadusanti tankara badhei ba lagi se khali banchibe au sabu marijantu
ମା ଘିଆ ଦବନି ୩୦୦୦ ଖାଲି କହି ଦେଲା
Samst nku saman dea jauu
Mohan କନ୍ଧ dar naina ନବୀନ ପଟ୍ଟନାୟକଙ୍କ ଦର କାର ଅଛି
E.p.f.penson minimom9000 korajayu
Hebo je date ta kohiloni kebhe hebo
Still now old age people getting 1000 only
Kebe lagu heba
Sir I'm handicapped jaldi karjyakari karantu please
ଏଡିକାକୁ 4 ହଜାର
4000 heu bhata mohan Majhi sir
Oldese pension payment by bank account
Aau EPF pention 1000 ba re sarkar aame Paisa dabu sarkar aama ku debe 1000
ଭତ୍ତା ୫୦୦୦ ଟଙ୍କା କର
All senior xitizen will get,
Andhra Pradesh re 4000 ochhi
Tama bia 😂
6000/-
Kalakar bhatta 3000 kara
No
Kan pain school teacher nku 40000 pension daucha... Tankara kamei new teacher creat karajau...
Sahara refund payment kebe miliba 🤦
ଇଲୋ ଇଲୋ ଇଏ କଣ BJD ନେତା
Thakucha
August re dia jau
Kalakara nka bhata bi badhiba darkar sei anupatare
Kebethu haba tk kuha
Juba pidhiku nijukti miliba darkar
Mohan କନ୍ଧ lagi sabu rate baduchhe
Vorta tanka 5000 korajayu.
Thik kintu officer na khauntu eti prati dhyana debe
Bhataa 3000 kariba bjp jay Jagannath❤
Bjp ସରକାର ଯେତେବେଳେ ଓଡିଶାରେ ଆସିଲା ସେତେବେଳେ ଠାରୁ ଦରବୃଦି ବଡ଼ିଲା ଦେକାନ୍ତୁ ଡାଳି ଚାଉଳ ପନିପରିବା ଇତ୍ୟାଦି ଏବଂ Jio AirteL r plan re Bjp tex neuchi ki no ନେଇତାନ୍ତ ତାହାଲେ ବଡ଼ିନତନ୍ତା Bjp r ଦରବୃଦି ସରକାର
Unemployment heba zero
Mu sarakar here 95 barsarah byaktiku 6000 debi
Welcome BJP