କେବଳ ରଥଯାତ୍ରାରେ ଆମକୁ ଦର୍ଶନ କରିବାର ସୁଯୋଗ ମିଳେ,ଆଉ ଟିକେ ପାଖରୁ ଦର୍ଶନ କରିବାର ସୁବିଧା ମିଳିଥିଲେ...

Поделиться
HTML-код
  • Опубликовано: 26 окт 2024

Комментарии • 1,2 тыс.

  • @sanatanamoharana3818
    @sanatanamoharana3818 2 года назад +682

    ସେ କେତେ ଭଲ ପାଉଛନ୍ତି ଆମ ସଂସ୍କୃତିକୁ 🙏 ଯାହା ପ୍ରଭାବ ରେ ସେ ଓଡ଼ିଆ ଶିଖିଲେ,। ଜୟ ଜଗନ୍ନାଥ 🙏🙏🙏🙏ଭଲ ବାର୍ତ୍ତା ଆମ ଓଡ଼ିଶା ପାଇଁ ପ୍ରେରଣାଦାୟୀ।
    🙏 ଧନ୍ୟବାଦ ନନ୍ଦିଘୋଷ ଟିଭି

  • @santoshkumarnayak5457
    @santoshkumarnayak5457 2 года назад +281

    ଦେଶୀ ବିଦେଶୀ ର ଭେଦଭାବ ଦୂର ହେଉ, ଯିଏ ପ୍ରକୃତ ଭକ୍ତ ତାଙ୍କୁ ଜଗନ୍ନାଥ ଦର୍ଶନର ସୁଯୋଗ ସବୁବେଳେ ମିଳୁ । ଜୟ ଜଗନ୍ନାଥ 🙏🏻

    • @abhinash9133
      @abhinash9133 2 года назад +1

      Dhanyabad bhai tame thik katha kahicha bhai. Ama Jagannatha sabu dharma ra thakura.

    • @Humanity299
      @Humanity299 2 года назад

      ଭେଦ ଭାବ ନାହିଁ। ବିଦେଶୀ ପୁରୀ କୁ ବହୁତ ଥର ଆକ୍ରମଣ କରିଛନ୍ତି ସେଥିପାଇଁ ସେ ଡରୁଛନ୍ତି। ଛଳରେ ଅପମାନ ବି କରିପାରେ ବୋଲି। କିନ୍ତୁ, ସାବଧାନ ର ସହ ଏମାନଙ୍କୁ ଜଗନ୍ନାଥଙ୍କ ଦର୍ଶନ କରାଇବା ଉଚିତ୍।

    • @VaralaxmiStation
      @VaralaxmiStation Год назад

      Really right bhai

    • @Hemantabhoiofficial
      @Hemantabhoiofficial Год назад

      Right

    • @jmproduction5876
      @jmproduction5876 Год назад

      Right

  • @sripatitalasaruda9940
    @sripatitalasaruda9940 2 года назад +445

    ନବୀନ ବାବୁଙ୍କୁ ଦେଖାଅ,ପ୍ରକୃତରେ ଓଡ଼ିଶା ପ୍ରୀତି କାହାର.ଜୟ ଜଗନ୍ନାଥ.

    • @pramodsutar7294
      @pramodsutar7294 2 года назад +2

      Bhai this kahicha

    • @banamalinayak9917
      @banamalinayak9917 2 года назад

      Se mg khali enjoy kariki odiaa lokanku bhuaan bulei gandi marucchhi hele a loka sale taku hin vote deuchhanti odiaa loka satare biswasi au murkha au odiaa lokanku 2024 re jagannath free karibe budhi debe

    • @janakibarik495
      @janakibarik495 2 года назад +6

      ନବୀନ ପଟ୍ଟନାୟକଙ୍କୁ ମାତୃଭୂମି ମାତୃଭାଷା ପ୍ରତି ପ୍ରିତି ନାହିଁ

    • @ajaybiswal9211
      @ajaybiswal9211 2 года назад +1

      Right 👍👍👌

    • @mohantykhoka
      @mohantykhoka 2 года назад

      Bhai, Pranam 🙏🏻

  • @hellohappy6535
    @hellohappy6535 2 года назад +154

    ବିଦେଶୀ ଙ୍କ ତୁଣ୍ଡରେ ଓଡ଼ିଆ କଥା ଶୁଣି ଖୁସି ଲାଗୁଛି କେତେ ଭଲ ପାଇବା ଜଗା ପାଇଁ।
    ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ😢

  • @besttraditionalupdate
    @besttraditionalupdate 2 года назад +210

    ଆରେ ଵଃ କେତେ ସୁନ୍ଦର ଉପସ୍ଥାପନା ପୁଣି ଆମ ଓଡ଼ିଆ ଭାଷା ରେ ସତରେ ଆଜି ବୁଝା ପଡ଼ିଲା ଆମ ଓଡ଼ିଶା କୁ ଆମ ଓଡ଼ିଆ ଭାଷା କୁ ବିଦେଶୀ ଲୋକ କେତେ ପସନ୍ଦ କରୁଛନ୍ତି,ବହୁତ୍ ଖୁସି ଲାଗୁଚି ଏ ସବୁ ଦେଖି,ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସାହା ହୁଅ,,,🙏🙏🙏

    • @ashiqqueen7053
      @ashiqqueen7053 2 года назад

      Kintu odisha loka bidesi mananku amt vla pauchanti ki

    • @RunuBehera-lj8gg
      @RunuBehera-lj8gg Год назад +1

      Hele odisha ra loka nija bhasa odia o nija sanskuti ku chhadi kn kn sabu karuchhanti seita semananku janathiba dukha laguchhi

  • @janmejaymohanty1245
    @janmejaymohanty1245 2 года назад +105

    Aji kali ra jhia ମାନେ ଆଉ ସ୍ତ୍ରୀ ଲୋକ ମାନେ ଏମାନଙ୍କ ଠୁ କିଛି ଶିଖନ୍ତୁ

  • @Chikunlifestyle1
    @Chikunlifestyle1 2 года назад +438

    ନବୀନ ପଟ୍ଟନାୟକ sir ଏମିତି କହିଥାନ୍ତେ ଯଦି ଓଡ଼ିଆ ଓଡିଶାବାସି proud feel କରିଥାନ୍ତେ.... Greetings from the bottom of my heart to you madam for learning Oriya 🙏

  • @GURUDAS-iy9nx
    @GURUDAS-iy9nx 2 года назад +95

    ତୁମେ ହଉଛ ସବୁଠୁ ବଡ ଭକ୍ତ
    କିଏ କହିଲେ ତମେ ଛୋଟ ଭକ୍ତ ବୋଲି
    ତୁମର ତ୍ୟାଗ ସବୁଠାରୁ ଶ୍ରେଷ୍ଠ ଅଟେ
    ତୁମେ ବିଦେଶିନୀ ହୋଇକି ମଧ୍ୟ ଏତେ ଭଲପାଇବା
    ଆମେ ଓଡିଶାବାସୀ ତୁମକୁ ଦେଖିଲେ ଖୁସି ଲାଗୁଚ

  • @dibyanarayannayak2192
    @dibyanarayannayak2192 2 года назад +372

    ଶୁଣିକି ମନ ଖୁସି ହେଇଯାଉଛି। ଜୟ ଜଗନ୍ନାଥ 🥰🙏

    • @odiahindu
      @odiahindu 2 года назад +2

      Han re bhai mora bi

  • @RAMRAM-yb2go
    @RAMRAM-yb2go 2 года назад +53

    ଫରେନର ମାନଙ୍କ ପାଇଁ ମନ୍ଦିର ଭିତର ଏବଂ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ କିଛି ବ୍ଯବସ୍ତା କରନ୍ତୁ।ଯାହାକି ସେମାନଙ୍କ ଭଲ ପାଇବା ଓ ବିଶ୍ବାସକୁ ଆହୁରି ବଢାଇ ଦେବ।
    ହେ ଜଗନ୍ନାଥ ଜଗତପତି ନମୋନମଃ

  • @Suryakanta7-d2s
    @Suryakanta7-d2s 2 года назад +202

    ଦେଖୋରେ Hindu ସମାଜ ର ଯୁବ ପିଢ଼ି ନିଜ ଧର୍ମ କୁ ଆଗୋ ନିଜେ ଭୋଲପାଓ 😡🚩

    • @dilhaihindustani8662
      @dilhaihindustani8662 2 года назад +4

      Jete degree🎓 nele kn heba nija dharma prati hauthiba akramana ku jie jani paruni tathu bada murkha kehi nahanti

    • @rajabehera3117
      @rajabehera3117 2 года назад

      ruclips.net/video/0sDv4l32Bkw/видео.html

  • @Suryakanta7-d2s
    @Suryakanta7-d2s 2 года назад +535

    ଏମାନକୁ ଙ୍କୁ ସବୁଦିନ ମନ୍ଦିର ରେ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ଅନୁମତି ଦିଆ ଯାଉ ଏ ମାନେ ସତ ଭକ୍ତ 😡

  • @localboylipan1087
    @localboylipan1087 2 года назад +33

    ସେ ପରା ଭକତ ର ଠାକୁର, ଭକତ ଭାବରେ ବନ୍ଧା।
    ଭକତ ପାଇଁ ସେ ବାହାରି ଆସେ ତା ବଡ଼ ଦେଉଳ ରୁ,
    ପୁଣି ଭକତ ପାଇଁ ଅଟକି ଯାଏ ବଡ଼ ଦାଣ୍ଡ ରେ ।
    ସଭିଙ୍କ ଠାକୁର ସେ, ଲିଙ୍ଗ, ବର୍ଣ୍ଣ , ଜାତି, ଧର୍ମ ନିର୍ବିଶେଷରେ
    ସଭିଙ୍କୁ କରେ ଆପଣାର, ସେଥିପାଇଁ ନା ପରା ତାର କାଳିଆ ଠାକୁର।
    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

  • @santoshroul2587
    @santoshroul2587 2 года назад +78

    ଏ ଭଳି news ଦେଖାଇଲେ ଭଲ ଲାଗିବ ....
    ଭକ୍ତି ରେ ରୁହ madam ସେ ତୁମକୁ ଯାଇ ଦେଖl କରିବେ। " ସେ ପା ଭକତ ଭାବରେ ବନ୍ଧା "

  • @niranjanbehera2019
    @niranjanbehera2019 2 года назад +68

    ନବୀନ ବାବୁ ଏମାନଂକ ଠାରୁ ଓଡ଼ିଆ ଶିଖ 🙏🙏🙏

  • @myvillage7762
    @myvillage7762 2 года назад +27

    ଆପଣଙ୍କୁ ଆମ ଓଡିଶା ଏବଂ ଜଗନ୍ନାଥ ଦେଶ (ପୁରୀ )ଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ

  • @kalinga2nihon
    @kalinga2nihon 2 года назад +133

    ଓଡ଼ିଆ ଶୁଣି ମନ ଖୁସି ହୋଇଗଲା।
    ଆମ ନବିନା ଓ ପାଣ୍ଡୁ ଟିକିଏ ଦେଖିବା କଥା।

    • @happyworld2135
      @happyworld2135 2 года назад +1

      😂😂😂😂👍

    • @ranjanmajhi6266
      @ranjanmajhi6266 2 года назад +1

      😃🤣😂😂 Mgh Nabin

    • @prasannamohapatra1315
      @prasannamohapatra1315 2 года назад +2

      ବହୁତ ସୁନ୍ଦର ଅଣ ଓଡ଼ିଆ ହୋଇ ଓଡ଼ିଆ କହିବା ଓଡ଼ିଆ ସଂସ୍କୃତି ଆପଣେଇ ଓଡ଼ିଶା କୁ ଏତେ ଭଲପାଇବା। ଅନ୍ତତଃ ପକ୍ଷେ ଯେଉଁ ଓଡ଼ିଆ ମାନେ ପାଶ୍ଚାତ୍ୟ ସଭ୍ୟତା କୁ ଅନୁସରଣ କରୁଛନ୍ତି ସେମାନେ କିଛି ଏ ମାଆ ପାଖରୁ ଶିଖନ୍ତୁ,,,ଜୟ ଜଗନ୍ନାଥ

    • @BuzzBabaBMW
      @BuzzBabaBMW 2 года назад

      😀🤣😃ପାଣ୍ଡୁ କିଏ କି ରେ 😃😄?

    • @odiastories9832
      @odiastories9832 Год назад

      ନାଣ୍ଡୁ ଓ ପାଣ୍ଡୁ😂😂

  • @mrniranjan2829
    @mrniranjan2829 2 года назад +24

    ମୋ ମାଟି ଧନ୍ୟ ମୋ ଓଡିଶା ଧନ୍ୟ ଆଉ ବ୍ରହ୍ମiଣ୍ଡ ପତି ବ୍ରହ୍ମiଣ୍ଡ ନାୟକ କୋଟି କୋଟି ମାନବ ଙ୍କ ର ନାଥ ଜଗତର ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🌹

  • @srikantapanda1969
    @srikantapanda1969 Год назад +8

    ବହୁତ ସୁନ୍ଦର ଓଡିଆ କହୁଛନ୍ତି ମହାଶୟା । ଭଗବାନ ଜଗନ୍ନାଥ ଆପଣଙ୍କର ତଥା ଆପଣଙ୍କର ପରିବାର ପ୍ରତି ସଦାବେଳେ କୃପା ରଖିଥାନ୍ତୁ । ଜୟ ଜଗନ୍ନାଥ 🙏🙏🙏

  • @sunakarsethy6921
    @sunakarsethy6921 2 года назад +10

    ହେ ମହାପ୍ରଭୁ ଜଗନ୍ନାଥ ତାଙ୍କ ମନଭିତରେ ଯେତେ ସବୁ ଆଶା ଅଛି ତାଙ୍କର ସବୁ ଆଶାକୁ ପୂରଣ କର ପ୍ରଭୂ ଏମିତି ତାଙ୍କ ମନ ଭିତରେ ଜଗନ୍ନାଥ ପ୍ରତି ଶ୍ରଦ୍ଧା ଓ ଭକ୍ତି ସବୁବେଳେ ଥାଉ ଜୟ ଜଗନ୍ନାଥ

  • @barshabhumia4011
    @barshabhumia4011 2 года назад +42

    ଆମ ଓଡ଼ିଶା ପାଇଁ ବହୁତ୍ ଗୌରବ ❤️ ସିଏ ଓଡ଼ିଆ ଭାଷା ବହୁତ ସୁନ୍ଦର ଭାବରେ କହୁଛନ୍ତି ❤️😇 I love this women 😘

  • @Trueloveyouth
    @Trueloveyouth 2 года назад +17

    ଏ ମ୍ୟାଡମ ଯଦି ଓଡିଆ ଶିଖୁଛନ୍ତି ନବୀନ ବାବୁ ଆପଣ ଶିଖୁଛନ୍ତି ମ୍ୟାଡମ ଆପଣଙ୍କ ଭକ୍ତିକୁ କୋଟି ପ୍ରଣାମ ଜୟ ଜଗନ୍ନାଥ 🚩😍🙏

  • @RAJESHpradhan01994
    @RAJESHpradhan01994 2 года назад +18

    ହେ ପ୍ରଭୁ ଆଜି ଯଦି ଆପଣ ବାସ୍ତବରେ ଭକ୍ତ ର ଡାକ ଶୁଣି ପାରୁଛନ୍ତି ତେବେ ଯେଉଁ ମାନେ ଅନ୍ୟାୟ ଅତ୍ୟାଚାର ରେ ଲିପ୍ତ ରହି କେବଳ ନିଜ ସ୍ବାର୍ଥ ପାଇଁ ଆଜି ଓଡିଶାକୁ ଠକି ଚାଲିଛନ୍ତି ସେମାନଙ୍କ ପରିବାର କୁ ଅଚିହ୍ନା ରୋଗ, ବ୍ୟାଧି, ଅଶାନ୍ତି ରେ ଭରିଦିଅ। ଜୟ ଜଗନ୍ନାଥ 🙏🙏🙏

  • @hiranyasahu5211
    @hiranyasahu5211 Год назад +1

    ମୋତେ ବହୁତ ଖୁସି ଲାଗୁଛି ଯେ ଏହି ବିଦେଶୀ ମାତା ବାହାର ଦେଶରୁ ଆସି ଆମ ରାଜ୍ୟରେ ରହି ଜଗନ୍ନାଥଙ୍କ ଭକ୍ତିରେ ବାନ୍ଧି ହୋଇଯାଇଛନ୍ତି, ଏହି ମାତାଙ୍କୁ ମୋର କୋଟି ପ୍ରଣାମ 🙏🙏🙏।

  • @banyaraninayak6614
    @banyaraninayak6614 2 года назад +77

    I can't control my tears ....how they feel when touch the feet of puri....but we people can't understand our culture...plz ... purely know our culture and teach ur children about this...jay Jagannath 🙏🙏🙏🙏

  • @rakeshkumarnaik3346
    @rakeshkumarnaik3346 2 года назад +15

    ଟିକିଏ ଆମର ମୁଖ୍ୟ ମନ୍ତ୍ରୀ ମହୋଦୟ ଙ୍କୁ ଦେଖାଅ, ପ୍ରକୃତରେ ଓଡିଆ ଓ ଓଡ଼ିଶା ପ୍ରେମୀ କିଏ ଵୋଲି ।

  • @debasmitapanda1590
    @debasmitapanda1590 2 года назад +28

    Wowoo Ma'am 🙏🙏 ki sundor Odia kahuchhanti 👏👏👏

    • @jeevanclasses1299
      @jeevanclasses1299 2 года назад +4

      Sikho sabu odia Tome sabu hindi chobaucha au foreigner sabu odia

  • @gyananjayacreations7496
    @gyananjayacreations7496 2 года назад +7

    ତୁମେ ମହାନ୍ ଭକ୍ତ, ଜୟ ଜଗନ୍ନାଥ🙏🙏🙏🙏🙏

  • @kishoremohanmohapatra9508
    @kishoremohanmohapatra9508 2 года назад +9

    ଏ ଭକ୍ତ ଆମ ଖନ୍ତାପଡା ମଠରେ ରହନ୍ତି।
    ଜୟ ଜଗନ୍ନାଥ 🙏🙏🙏🙏

  • @sanjibnayak1281
    @sanjibnayak1281 2 года назад +27

    ମୁଁ ଓଡ଼ିଆ ଆଉ ଓଡିଶା ବାସି ବୋଲି ବୋହୋତ ଗର୍ବିତ..
    ମୋ ସଂସ୍କୃତି ଭାଷା ଇତିହାସ କୁ ବିଦେଶୀ ମାନେ ଏତେ ଭଲ ପାଉଛନ୍ତି. ଓଡ଼ିଆ ପ୍ରତି ତାଙ୍କର ଏତେ ଭଲ ପାଇବା ଏତେ ଆଗ୍ରହ..
    ହେଲେ ଆମେ ଓଡ଼ିଆ ମାନେ ଧୀରେ ଧୀରେ ଭୁଲି ଗଲେଣି

  • @hrushikeshbehera6616
    @hrushikeshbehera6616 2 года назад +9

    ଜଗନ୍ନାଥ ପରମାତ୍ମ। ତାଙ୍କୁ ଯେ ଭାବେ ସେ ତାଙ୍କର ଭାବ ପାଏ ।ଳୟ ଜଗନ୍ନାଥ ।

  • @-eb7is
    @-eb7is Год назад +1

    ରଥଯାତ୍ରା ସମୟରେ ଭକ୍ତ ଭଗବାନ ଅପୁର୍ବ ମିଳନ।

  • @basirekhamohapatra947
    @basirekhamohapatra947 2 года назад +32

    That's called jaga's magic.❤️

  • @djmusicchinu651
    @djmusicchinu651 2 года назад +8

    ଆମ ମୁଖ୍ୟ ମନ୍ତ୍ରୀ ଙ୍କ ଠୁ ଯଥେଷ୍ଟ ଭଲ ଓଡ଼ିଆ କହୁଛନ୍ତି ❤❤🙏🙏🙏

  • @PKPG1234...
    @PKPG1234... 2 года назад +2

    ଆମେ ବହୁତ ଲୋକ ଅଛୁ ଯେଉଁମାନେ ଇଂଲିଶ କହିବାକୁ ବ୍ୟାକୁଳ ହେଉ, କିନ୍ତୁ ଏଇ ମହିୟସୀ ମହିଳା ଙ୍କର ଓଡ଼ିଆ ପ୍ରୀତି ଆମ ମାନଙ୍କର ଆଖି ଖୋଲି ଦେଇଛି, ଏହା କେବଳ ଜଗନ୍ନାଥ ଙ୍କ ପାଇଁ ସମ୍ଭବ ହେଇଛି। ଜୟ ଜଗନ୍ନାଥ,🙏🙏
    ଜୟ ଓଡ଼ିଶା ଏବଂ ଆପଣଙ୍କୁ ମୁଁ ହୃଦୟରୁ ପ୍ରଣାମ ଜଣାଉଛି 🙏

  • @ganeshchandrabehera3058
    @ganeshchandrabehera3058 2 года назад +6

    ବହୁତ ସୁନ୍ଦର ଲାଗୁଛି madam ଙ୍କ କଥା ଶୁଣିବାକୁ।

  • @ranjeetkumarbehera7914
    @ranjeetkumarbehera7914 2 года назад +28

    Dhanya tume
    Tume nischaya jane bada bhakta... Ethire sandeha nahin...
    Jay shree Jagannath 🙏🙏🙏

  • @princechiku5138
    @princechiku5138 2 года назад +20

    Proud of you mam thank you for a devotee of lord Jagannath 👍

  • @India11646
    @India11646 2 года назад +90

    A Pure Devotee or Poor Devotee ........ what would say.....
    Request to Odisha Govt. to provide special arrangements for foreigner Devotees so that they can have a satisfied glance of Mahaprabhu Jagganath

  • @jagabaliapress6524
    @jagabaliapress6524 Год назад +2

    ସତରେ ଯଦି ଜଗନ୍ନାଥ ଦାସିଆ ବାଉରୀ ଙ୍କୁ ଯେମିତି ଦର୍ଶନ ଦେଇ ଥିଲେ , ଏ ମାଆ ଙ୍କୁ ସେମିତି ଦର୍ଶନ ଦିଅ ଠାକୁରେ। ଜୟ ଜଗନ୍ନାଥ 🙏

  • @surendranayak791
    @surendranayak791 2 года назад +8

    Tuma katha suni ki Mora mana pura khusi heujaechi..Jay Jagannath 🙏🙏🙏

  • @rameshpadhi9111
    @rameshpadhi9111 Год назад +1

    अति सुन्दर प्रस्तुति धन्यवाद
    जय सत्य सनातन धर्म जय श्री जगन्नाथ

  • @manoranjanshial5383
    @manoranjanshial5383 2 года назад +8

    ସର୍ବ ଘଟେ ଆତ୍ମା ବିରାଜିତ । ବିଦେଶୀ ମାନଙ୍କର ନୁହେଁ କି ?

  • @bholanathmallick5168
    @bholanathmallick5168 2 года назад +2

    ଆପଣଙ୍କ କଥାବାର୍ତ୍ତା ବହୁତ ସୁନ୍ଦର ଲାଗୁଛି ଜୟ ଜଗନ୍ନାଥ ଆପଣଙ୍କ ଭକ୍ତି ଅସାରସାର🙏🙏🙏🙏

  • @kanhupanda6920
    @kanhupanda6920 2 года назад +20

    यह खुशी की बात है कि विदेश के लोग भी जगन्नाथ प्रभु को इतना प्यार करते हैं!भारत में आए हुए प्रत्येक विदेशी लोगों का सम्मान किया जाना चाहिए।खासकर अगर महिला हो तो उन्हें और भी सम्मान देना चाहिए।भगवान जगन्नाथ इस महिला का सारा मनोकामना पूर्ण करें।कर भला तो हो भला। भारत माता की जय 🇮🇳🙏 जय श्री राम🙏🙏🙏💐💐💐

  • @amiyaswain9053
    @amiyaswain9053 2 года назад +1

    The great soul, i salute you, କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ

  • @Narendra-zc5ds
    @Narendra-zc5ds 2 года назад +30

    *ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ*
    ପବିତ୍ର *ରଥଯାତ୍ରା* ର ହାର୍ଦ୍ଦିକ ଅଭିନନ୍ଦନ
    ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଏବଂ ଆପଣଙ୍କ ପରିବାରଙ୍କୁ ଖୁସିରେ ରଖନ୍ତୁ
    🙏 *ଜୟ ଜଗନ୍ନାଥ*🙏

  • @ManasaRay-ve8ee
    @ManasaRay-ve8ee Год назад

    ପ୍ରକୃତ ଭକ୍ତ ଯେଉଁମାନେ ଲୁଟୁ ଛନ୍ତି, ଅନୀତି କରୁଛନ୍ତି ଏମାନେ କୁ ଭକ୍ତ ଯେ। Nice mdm really a divine soul u got

  • @kalandijena2714
    @kalandijena2714 2 года назад +8

    ସେ କହିଲେ ଓଡ଼ିଆ ଲଗିଲା ଭାରି ବଡ଼ିଆ ଜଗନ୍ନାଥ ତଙ୍କ ମନ ସ୍କାମୋନ ପୂରଣ କରନ୍ତୁ

  • @sushantabhuyan2810
    @sushantabhuyan2810 2 года назад +3

    Hey pravu e great devotee nku blessing kara....

  • @jijabaibadakumar967
    @jijabaibadakumar967 2 года назад +12

    Jay Jagannath Swami 🙏🙏🙏

  • @creativegeneration8976
    @creativegeneration8976 Год назад +1

    Jay jagannath 🙏

  • @satyabanpujari97
    @satyabanpujari97 2 года назад +9

    Jay Jagannath 🙏🙏🙏 Thankyou mam wellcome to Puri🙏🙏🙏

  • @narasinghamohanty6306
    @narasinghamohanty6306 2 года назад +5

    Woow just feel her feelings....God may bless you Maa

  • @skjr24
    @skjr24 2 года назад

    ହୃଦୟରୁ ପ୍ରଣାମ..🙏🙏ଏହି ମାଡାମ ଙ୍କୁ ତାଙ୍କୁ ବିଦେଶୀନି କହିବାକୁ ବି ଖରାପ ଲାଗୁଚି | ଆମ ନାମ ମାତ୍ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଏତିକି ବି ଓଡ଼ିଆ ଭାଷା 20 ବର୍ଷ ଶାସନ କାଳରେ କହି ପାରିଥାନ୍ତେ...ସମଗ୍ର ଓଡିଶାବାସୀ ବହୁତ ଖୁସି ହୁଅନ୍ତେ | କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମୁକ ସହିତ ବି ସମାନ ନୁହନ୍ତି |
    ଧନ୍ୟବାଦ reporter ଭାଇ ଓ ନନ୍ଦିଘୋଷ TV
    ଜୟ ଜଗନ୍ନାଥ 🙏🙏

  • @arpitshreyans
    @arpitshreyans 2 года назад +4

    ମୋ ଜଗା ର ଡୋରି ଭାରି ନିଆରା🙏🙏🙏🙏🙏

  • @susant5782
    @susant5782 Год назад +2

    କିଏ କହିଲା, ତୁମେ ମନୁଆ ଠାକୁରର ଭକ୍ତ ନୁହଁ ବୋଲି। ତୁମର କଥା ଓ ଭକ୍ତି ତ ହିଁ କହୁଛି ତୁମେ ହିଁ ପ୍ରକୃତ ରେ ଭକ୍ତ। ତୁମର ମନ , ବିଶ୍ୱାସ ହିଁ ଭକ୍ତର ପରିଚୟ । 🙏🙏🙏

  • @ugond484
    @ugond484 2 года назад +3

    ଯାହା ହେଉ ଧନ୍ୟ ତୁମ୍ଭେ ମାତା 👉❤🙏🙏🙏

  • @finaofficialvideo9380
    @finaofficialvideo9380 Год назад +1

    ନିଜ କୁ ନେଇକି ମୁ ଗର୍ବ ଅନୁଭବ କରୁଛି ଯେ ମୁଁ ପୁରୀ ର ଛୁଆ ବୋଲି। ଆଖିରୁ ମୋର ଅଶ୍ରୁ ଝରି ଆସୁଚି ଏ ବିଦେଶିନୀ ମା ଙ୍କ ଓଡ଼ିଆ ଭାଷା ଶୁଣି😢😢।ଏ ସବୁ ହେଉଛି କାଳିଆ ର ଲୀଳା 🙏🙏 । ଜାତି, ଧର୍ମ, ବର୍ଣ୍ଣ,ନିର୍ବିଶେଷରେ କିଛି ବି ଭେଦ ଭାବ ନାହିଁ।ଏ କଥା ସମସ୍ତେ ବୁଝିବା ଦରକାର। କାଳିଆ ବଡ଼ଦାଣ୍ଡ ଆଜି ସମସ୍ତ ଜାତି ପ୍ରଜାତି ର ଲୋକ ମାନଙ୍କୁ ଏକାଠି କରାଇଛି।।
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏ ସବୁ ତୁମରି ଲୀଳା ପ୍ରଭୁ 🙏🙏🙏🙏

  • @durjyadhannayak4645
    @durjyadhannayak4645 2 года назад +4

    ଜଗନ୍ନାଥ ଙ୍କୁ ଯିଏ ଭଲ ପାଇବ, ଜଗନ୍ନାଥ ତାଙ୍କୁ ଭଲ ପାନ୍ତି, ଇଂଲିଶ ଲୋକ ପାଟିରେ ଓଡ଼ିଆ କଥା ଏହା ପ୍ରଭୁଙ୍କ ଅବଦାନ 💐💐💐🙏🙏🙏🙏🙏🙏🙏ଜୟ ଜଗନ୍ନାଥ 🙏💐💐💐

  • @b.susantadas3549
    @b.susantadas3549 2 года назад +2

    ବହୁତ ଖୁସି ଲାଗିଲା... ଏମିତି କଥା ଶୁଣିକି 🙏🙏🙏ସବୁ ସେଇ ଜଗା ର ଇଛା...

  • @pankajparida8133
    @pankajparida8133 2 года назад +5

    ଆରେ ଚମତ୍କାର ମା ଆପଣ ପ୍ରଭୁ ଜଗନ୍ନାଥ ଙ୍କର ବିଷୟରେ ବହୁତ କିଛି ଜାଣିଛ !!

  • @binarana657
    @binarana657 2 года назад +1

    Jai jagannath 🙏🙏🙏

  • @sailoverabinashmalik9960
    @sailoverabinashmalik9960 2 года назад +19

    Welcome mam to odisha 🌹

  • @monalisarout2207
    @monalisarout2207 2 года назад +1

    Hey mahaprabhu apana nku kete bhalapauchanti 🙏🏻🙏🏻🙏🏻🥰🥰🥰mo mahaprabhu 🥰🥰🥰⭕❗⭕

  • @cuttacktokavlogs938
    @cuttacktokavlogs938 2 года назад +14

    I salute to this women 🙏

  • @arabindaprusti4841
    @arabindaprusti4841 2 года назад +1

    ଆପଣଙ୍କୁ କୋଟି ପ୍ରଣାମ ମାଆ।ମାଆ ଯାହା କହୁଛନ୍ତି ସବୁ ଠିକ କହୁଛନ୍ତି।ଏହି ମାଆଙ୍କର ସମସ୍ୟା ଶୀଘ୍ର ସମାଧାନ କରାଯାଉ।ଜୟ ଜଗନ୍ନାଥ।

  • @bikrambarik4390
    @bikrambarik4390 2 года назад +8

    This is wonderful feeling when saw God , we can not explain in word..

  • @shivkumarsoren7911
    @shivkumarsoren7911 Год назад

    ଧନ୍ୟ ଆମ ଜଗନ୍ନାଥ ସଂସ୍କୃତି ଧନ୍ୟ ଆମ ଓଡିଶା ମାଟି ଧନ୍ୟବାଦ ବିଦେଶିନୀ ଭକ୍ତ

  • @jyotiranjan2019
    @jyotiranjan2019 2 года назад +8

    Feeling so proud as an Odia and a Hindu.....
    Jay Jagannath 🙏🙏

  • @muraligouda4058
    @muraligouda4058 2 года назад +4

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🌹🌹🌹

  • @sarojkumarswain7791
    @sarojkumarswain7791 2 года назад +1

    ଏ ଜଣେ ବିଦେଶୀନି ଓଡିଆ କେତେ ସୁନ୍ଦର ଭାବରେ କହୁଛନ୍ତି ଆଉ କିଛି ଓଡ଼ିଆ କହିବାକୁ........,...

  • @pyaripiyu6419
    @pyaripiyu6419 2 года назад +7

    Tamaku dekhi amaku Dhanya laguchi . Manisha haba ta ei bhali . Nija sabhyata ku agaku badhei chala ei tunguru mungurunku chada . Jagara loka jagannathnka kirti juge juge rahu . Jay Jagannath jay mahaprabhu 🙏🙏🙏🙏😘😘😘

  • @finaofficialvideo9380
    @finaofficialvideo9380 Год назад +1

    ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେ ସଭିଙ୍କୁ କରେ ଆପଣାର । ନା ତାର ପରା କାଳିଆ ଠାକୁର ⭕❗⭕🙏🙏😓😓

  • @gyanchand8026
    @gyanchand8026 2 года назад +6

    ଓଡ଼ିଶା ବାସୀ ଶୁଣନ୍ତୁ, ବିଦେଶୀ ଭକ୍ତ ଙ୍କୁ,,,,,
    ଆଉ nabin sir ଆପଣ b tk ଦେଖନ୍ତୁ

  • @smrutiranjanparida2203
    @smrutiranjanparida2203 Год назад +1

    Very good devotee ❤❤

  • @9xm50
    @9xm50 2 года назад +4

    ପବିତ୍ର ରଥଯାତ୍ରା ର ଅଜସ୍ର ଅଭିନନ୍ଦନ ଓ ଶୁଭକାମନା
    🙏🔔⭕❗⭕ଜୟ ଶ୍ରୀ 📿ଜଗନ୍ନାଥ⭕❗⭕🚩🙏
    🔔Happy 🎪Rath 🚩Yatra 2022⭕❗⭕🚩
    🙏🔔Jay Shree Jagannath Swamy 📿⭕❗⭕🚩🙏

  • @deepakswain8259
    @deepakswain8259 2 года назад

    Jay jagannath swami
    🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @danishthemusiclover3971
    @danishthemusiclover3971 2 года назад +6

    Jay jagannath swami🙏🙏🙏🙏🙏❤❤❤🚩🚩🚩🚩tumo rath tanili prabhu🙏🙏🙏🙏💞💖💖💞💞athara mu dhanya heli

  • @kdivyesh01
    @kdivyesh01 Год назад

    ଏତେ ସୁନ୍ଦର ଓଡ଼ିଆ ଭାଷା ବହୁତ୍ ଗର୍ବର ବିଷୟ। ଜୟ ଜଗନ୍ନାଥ।।

  • @lyricistgovindahansdah
    @lyricistgovindahansdah 2 года назад +4

    Thank you so much for learning odia language 🙏🙏🙏🙏, Really it's blesses by Lord of JAGANNATH.

  • @shibabarikvlogs9198
    @shibabarikvlogs9198 Год назад +1

    ଆମେ ସେଇ ଜଗନ୍ନାଥ ଙ୍କ ରାଜ୍ୟ ରେ ଥାଇ କି ମଧ୍ୟ ଏମିତି ଭକ୍ତ ହୋଇପାରୁନାହିଁ କିନ୍ତୁ କିଛି ବିଦେଶୀ ମାନେ ଶ୍ରୀ ଜଗନ୍ନାଥ ଙ୍କ ବିଷୟରେ ପ୍ରଗ୍ରାଢ଼ ବିଶ୍ୱାସ ରେ ଭକ୍ତି କରୁଛନ୍ତି ତାଙ୍କ ଠୁ ଅନେକ ଶିକ୍ଷା ଗ୍ରହଣ କରନ୍ତୁ ମୋ ଭାରତୀୟ ଦେଶବାସି , ଏ ବିଦେଶୀ ଭକ୍ତ ମାନଙ୍କ ପାଇଁ ଦର୍ଶନ ଏବଂ ରହିବା ପାଇଁ ସରକାର କିଛି କରନ୍ତୁ , ଜଗନ୍ନାଥ ଜଗତ ର ନାଥ ସିଏ ସମସ୍ତ ଙ୍କ ଭଗବାନ 🙏🙏🙏 ଜୟ ଜଗନ୍ନାଥ 🚩❤️

  • @KrupaDarsan
    @KrupaDarsan 2 года назад +4

    ମହାନ ଆତ୍ମା 🙏🙏🙏❤️🙏🙏🙏jay Jagannath 🙏

  • @srikantadas242
    @srikantadas242 Год назад +1

    ଜୟ ଜଗନ୍ନାଥ 🙏🙏🙏

  • @hmandal8923
    @hmandal8923 2 года назад +21

    Govt should consider the great point....they should provide a way for them to temple gate... Atleast they can see from there... We are too proud for this reconstruction but that should not stop devotees to see their loved God. Its very important

  • @geetanjaliacharya6079
    @geetanjaliacharya6079 2 года назад

    Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @lambodarmallick2410
    @lambodarmallick2410 2 года назад +5

    A foreigner can speak odia and adopted Jaganatha culture really wonderful

  • @kishorkumarsinghsingh4007
    @kishorkumarsinghsingh4007 2 года назад

    ବହୁତ ଭଲ ଓଡିଆ ଭାଷା କହୁଚନ୍ତି, ବହୁତ ବହୁତ ଧନ୍ଯବାଦ ଜୟ ଜଗନ୍ନାଥ

  • @sunilkumarpatnaik6953
    @sunilkumarpatnaik6953 2 года назад +19

    Odisha Govt nku request kari...Atleast darsana paain allow karajau foreigners nku RATHA YATRA Day rey...

    • @anitadas2664
      @anitadas2664 2 года назад +1

      Thick katha govt ebha li devotees pae special allow kareba katha

  • @chinmayanayak4936
    @chinmayanayak4936 2 года назад +4

    Proud of you ma'am🙏🙏
    Ama ra eathi odia loka nku bi ete jana nathiba ....
    se jetiki janichanti...
    #jay_jagannath...

  • @ssn4133
    @ssn4133 2 года назад

    ବହୁତ ବହୁତ ସୁନ୍ଦର.. ଜୟ ଜଗନ୍ନାଥ....

  • @laxmikantabiswal3131
    @laxmikantabiswal3131 2 года назад +8

    ତୁମକୁ ମା ମୋର ନମସ୍କାର ତୁମେ ହିଁ ଜଗନ୍ନାଥଙ୍କ ବଡ଼ ଭକ୍ତ ଜୟ ଜଗନ୍ନାଥ

  • @laxmimotivation
    @laxmimotivation Год назад

    ସତରେ ଆମ ସଂସ୍କୃତି କୁ କେତେ ସହଜ ରେ ଅପନେଇନେଇ ଛନ୍ତି ପୁଣି କେତେ ସୁନ୍ଦତ୍ ଓଡ଼ିଆ କହୁଛନ୍ତି ଭାରି ଖୁସି ଲାଗିଲା ୟାଙ୍କୁ ହିଁ କହିବା ଜଗନ୍ନାଥ ପ୍ରେମୀ ଭକ୍ତ ❤️❤️❤️❤️❤️🌹 ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରତି ଅମପ୍। ପ୍ରେମ ପରିଲିଖିତ୍।ହେଉଛି ବହୁତ ହୃଦୟ ସ୍ପର୍ଶି ଏଇ ଭିଡିଓ ଟି ❤👌👌👌

  • @farmcharm
    @farmcharm 2 года назад +6

    ଜୟ ଜଗନ୍ନାଥ, ଦେଶିଆ ମାନେ ଟିକେ ଶିଖିବା କଥା

  • @mukeshdalai9142
    @mukeshdalai9142 2 года назад +1

    ପ୍ରଭୂ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 👏👏👏👏

  • @ashiskumargochhayat7764
    @ashiskumargochhayat7764 2 года назад +3

    Jay tetiskoti Deva Devi 🙏🙏🥰

  • @dumarbhatra7910
    @dumarbhatra7910 Год назад +1

    ଜଗନ୍ନାଥ ଧାମରେ ପ୍ରେମ ଆନନ୍ଦ ସଙ୍ଗୀତ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ହିଁ ମନୁଷ୍ୟ ପାଇଁ ଏକ ପ୍ରମୁଖ ସ୍ଥାନ।

  • @samtube1490
    @samtube1490 2 года назад +17

    Foreign mausi tame ama CM thu bhala odia kahucha ❤

  • @samarendrarout4341
    @samarendrarout4341 2 года назад +1

    Jai Jagannath 🙏❤️

  • @jackeeinfostation989
    @jackeeinfostation989 2 года назад +6

    Thank you so much mam. The way you are taking in our mother tongue language odia, really so proud of you.