🔵Exclusive One To One With Congress Leader Narasingha Mishra
HTML-код
- Опубликовано: 2 ноя 2023
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #NarasinghaMishra
ବହୁତ ଭଲ ଲାଗଲା ଆଜ୍ଞାଙ୍କର କଥା ଶୁଣିକରି
ନରସିଂହ ମିଶ୍ର ଆଜ୍ଞା ଜଣେ ବିଚକ୍ଷଣ ବ୍ୟକ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ❤❤❤ ନରସିଂହ ମିଶ୍ର ❤❤❤
ଛୋଟ ଛୋଟ ରାଜ୍ୟ ସୃଷ୍ଟି ହେଲେ ସମସ୍ତ ଙ୍କ ଠାରେ ବିକାଶ ପହଞ୍ଚି ପାରିବ ଏଣୁ ସ୍ବତନ୍ତ୍ର କୋଶଳ ରାଜ୍ୟ ସୃଷ୍ଟି ନିହାତି ଜରୁରୀ...
First time mu dekhili Manoranjan babu nervous heigale....😂😂😂... Such a wise and talented man Narasingha sir... ମୁଁ ଆପଣଙ୍କର ଫେନ୍ ହେଇଗଲି.
ଜଉ ମାନେ ନରସିଂ sir ଙ୍କୁ ସମଲଚନା କରୁଥିଲେ ଏଥର ଜବାବ ଦିଅ .ସାହସ ଥିଲେ ବିନା ଭାଷା ଲେଖି ଉତ୍ତର ଦିଅ
କି ଉତ୍ତର ରେ ଭାଇ !
ନରସିଂହ ମିଶ୍ର sir ଙ୍କୁ ମୁ ସୋନପୁର ଜିଲ୍ଲା ରୁ ସେଲୁଟ ମାରୁଚି ଏଇ ହାର୍ଡ ଯୁକ୍ତି ପାଇଁ😮
ଯାଜପୁରିଆ ହିସାବ ରେ ମୁଁ ନରସିଂହ ମିଶ୍ର ଙ୍କୁ ସାଧୁବାଦ ଜ୍ଞାପନ କରୁଛି,ଉତ୍ତର ଏକ୍ ଦମ୍ ତୀକ୍ଷ୍ଣ ସତ୍ୟ ,ବାସ୍ତବ ରେ ଜଣେ ବିଦ୍ୱାନ ଆଇନଜ୍ଞ ଓ ବରିଷ୍ଠ ରାଜନେତା , ଏଭଳି ବାଗ୍ମୀ ଜ୍ଞାନୀ ଓଡିଶା ର ଗର୍ବ ଅଟନ୍ତି,ରୋକ୍ ଠୋକ୍ ସତ୍ୟ ଆଧାରିତ ଜବାବ ଜବାବ ଦେଇଥିବାରୁ ଶ୍ରୀଯୁକ୍ତ ନରସିଂହ ମିଶ୍ର ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ🙏
Narasingha sir. I salute you. Wrong questions correct answers. What wonderful questions from Manaranjan babu. କନକ ମିଡିଆ ଜାଣି ଅଜଣା।
Narasingh Sir has extraordinary mind.
The real tiger of western odisha proud of you sir 🙏
ଆମେ କେ ଦର କାର କୋଶଳ ରାଜ୍ୟ 💪💪💪💪
ନରସିଂହ ମିଶ୍ରଙ୍କ ଜବାଜକୁ ମୁଁ ସାଲୁଟ କରୁଛି।
Mr.Mishra is still very sharp at this age
Mishra babu is a intelligent person..
One of the best interviews Manoranjan Babu has ever taken. Good example of journalism. In a respectable way he asked all questions and Narasingha Mishra justified his stand very well. He is speaking honestly.
ପଶ୍ଚିମ ଓଡ଼ିଶା ଆମର ଦାବି jay ନରସିଂହ ମିଶ୍ର sir
A man with top notch level of logical thoughts and analysis. Great sir wishing you at best health and to lead balangir for few more years.
ଯିଏ ଜେନ୍ ଓଡ଼ିଶା ର ବି ହଉ......... ସମ୍ବଲପୁରୀ ଭାଷା କେ ମାନ୍ୟତା ଦିଆଯାଉ l
EXTRAORDINARY ANSWER. WELCOME SIR.