Sir , Aapanankara bahumulya , matured way ra comments tiku padhhi bahut bhala lagila ....... Iee taa celebrity, film industry ra kathha , aama Samajare sadhharana Jhhia mane emitiki school college ra Jhhia manebii Pua mananku nishagrasta karei party picnic Bar Hotel Disco ityadi ku nei spoil karuchanti thhik jemiti Pua manebii Jhhia mananku spoil karuchanti ...... please epari karantu nahin 🙏🙏🙏 .......
E emit loka emit jhia pain tanka paribar hi daai...limit re rakhi thile pila sabu bele bhala se rahiba.. Sabu jinisa re sabu bele khola chadi dele pila au Indra chndra manibeni
You r giving a valuable statement about this matter. So i really respect to you for being an actress, being a good wife, being a good mother, being a good mother-in-law and an ideal women.
ସମସ୍ତ ଲୋକ ଜିଏ ମୋ comment ପଢୁ ଝନିୂ ଏଠି କହିବାକୁ ଚା ହେ କି ଅପରାଜିତା ମେମ୍ ସବୁ ମିଛ କହୁଛନ୍ତି ତାଙ୍କ ସରଳତା ରେ ଆପଣ ପଡନତୁନି mannmath sir I really love you sir sambalpur, Bolangir kalahandi ଆମେ ସମସ୍ତେ ଆପଣଙ୍କର once again love you so much sir
ହୃଦୟରୁ ନମସ୍କାର ମା 🙏|ଏତେ ବଡ଼ କଳାକାର କିନ୍ତୁ ଏତେ ନମ୍ର, ସହିଷ୍ଣ, ଭଦ୍ର, ଶୁଣିଥିଲି ଆଜି ଦେଖୁଛି 🙏|
Satara aparajita madam🙏🙏
Kn aau karibe pua ta kulangar aau ta pain family bi bhoguchnati
3 ❤️🥰❤️🥰🥰🥰🥰❤️❤️❤️ ଓ ସେ ❤️5 😀 4fr ରେ ❤️ ରେ ଥିବା ❤️😀❤️444 😀 ରେ ସେ ଦେଇଥିଲେ ଯେ 😀 454ଡ ରେ ଥିବା 4rcrefrf4 😀3 😀4e 😀3e44 😀r4f3eexexex3eexec3wexexefees233eexeecdcecdeexefez3d33esexef3dex3eesefeddxeeexexrc🥰❤️🥰🥰❤️❤️ ଏକ 🥰🥰🥰🥰🥰❤️xxx xxx bp 🙏
Sasu heba ta emiti. Kati pranam emiti maa nku
God is good
ବାବୁସାନ ଙ୍କ ଭାଗ୍ୟ ରେ ବହୁତ ଭଲ ମା ଏବଂ ବହୁତ ଭଲ ସ୍ତ୍ରୀ ମିଳିଛି l ଭଗବାନ ସମସ୍ତଙ୍କୁ ଏମିତି ମା ଆଉ ସ୍ତ୍ରୀ ଦିଅନ୍ତୁ l🙏🙏🙏
ଆପଣ ହେଉଛନ୍ତି ଜଣେ ପ୍ରକୃତ ମା
ଆଉ ତମର ମାଆ କି ଆମର ମା ପ୍ରକୁତ ମା ନୁହେଁ ତାହେଲେ ଆଜି ମୁଁ ତମଠୁ ଜାଣିପାରିଲି
ପ୍ରକୃତି ଗୋଟିଏ ଓଲେଇ ଗାଈ। ଓଡ଼ିଶା ମୁମ୍ବାଇ ସବୁ ଆଡ଼େ ଷଣ୍ଢ ଖୋଜୁଛି।
ଓଲେଇ ନୁହେଁ ଚତୁରୀ ଗାଈ
Prakruti mishra should be go to the johnny sins...
@@Tapanphilosophyofscience taku jordy elnino hi peli pariba thik se
Correct 💯
ଆପଣଙ୍କୁ କୋଟି କୋଟି ପ୍ରଣାମ ମା
ଗୋଟେ ମା ର ଦୁଃଖ ଏଇ ଓଡ଼ିଶା ବାସୀ ଆଜି ସ୍ପଷ୍ଟ ଭାବେ ଦେଖି ପାରୁଛନ୍ତି। ଭଗବାନ କରନ୍ତୁ ସବୁ କିଛି ଠିକ୍ ହେଇଯାଉ।
ଆପଣଙ୍କୁ କୋଟି ପ୍ରଣାମ 🙏🙏🙏 ଅପରଜିତା ମା
ସେ କାହିଁକି ବାହାଘର କରୀ ବେ ତାଙ୍କର ଏଇଟା ଟଙ୍କା ରୁଜଗାର କରିବା ଧନ୍ଦା
ସତ କହିବାକୁ ଗଲେ ଗୋଟେ ଭୁଲ ହେଲା ତୃପ୍ତି Mam ଙ୍କର। ପ୍ରକୃତି ର ମୁହଁ କୁ ବାଡ଼େଇ କି ଛେଚି ଦବାର ଥିଲା ।
Correct 💯
Absolutely right 👍👍
Oh My God.. She is a great human... Huge Respect.🙏🙏. Very honest and so gentle.... I pray everything will be all right.. 😍🥰
I pray everything will be all right...
Trupti Madam, ଆମ ସୁନା ଭଉଣୀ, ଦୟାକରି ବାହାରେ ବେଶୀ କିଛି କୁହନ୍ତୁ ନାହିଁ, ନିଜ ସ୍ୱାମୀ ବିଷୟରେ, ବାବୁସାନ na ହେଲେ ସବୁ କିଛି ହରେଇ ଦେବେ, outside people, will not resolve your problem, its only your husband will suffer, do not face camera too much and keep silent and pray to god, ବାବୁସାନ, ଜଣେ ଭଲ କଳାକାର ହୁଅନ୍ତୁ, ଭଲ ମଣିଷ ହୁଅନ୍ତୁ , ଭୁଲ ବାଟରେ ନଯାଇ, ଠିକ୍ ବାଟକୁ ଆଉଥରେ ପଳାଇ ଆସ. ଅକ୍ଷୟ କୁମାର ,ଅମିତାଭ ବଚନ ଭଳି ଭଲ ମଣିଷ ହୁଅନ୍ତୁ,କାହିଁକି ନିଜ career କୁ nasta କରୁଛନ୍ତି, ପର ନାରୀ ପଛରେ ପଡିଲେ ଜୀବନ nasta ହେଇ ଯିବ, ନିଜ ସ୍ତ୍ରୀ, ପିଲା ଛୁଆ, ବାପା, ମା ଙ୍କ ସହିତ ଭଲରେ ରୁହନ୍ତୁ, all lady have same things, only face different. Try to understand, do not kill your ଫିଲ୍ମ career, stay away from Alcohol, dirty habbit and lady. GOD WILL BLESS. ଓଡିଶା ର ହୀରୋ, ବାବୁସାନ, ଲୋକେ କଣ ଶିଖିବେ ଆପଣ ଙ୍କ ଠାରୁ, ଛି.. ଭଲ ବାଟକୁ ଆସ, ଭଲ ମଣିଷ ହୁଅ, ଗର୍ବ କର ନାହିଁ, ଭାଗବାନ ସହିବେ ନାହିଁ.. ବାପା ମା ଙ୍କର name fame nasta କରନ୍ତୁ ନାହିଁ, ପ୍ରକୃତି ମିଶ୍ର, କଣ କରୁଛନ୍ତି ଆପଣ, କ|ହିକି ନିଜ ବାପା ମା ଙ୍କର ସମ୍ମାନ nasta କରୁଛନ୍ତି, ତୃପ୍ତି ମ୍ୟାଡମ୍, ଆପଣ tk ଚେଷ୍ଟା କରନ୍ତୁ, ସ୍ଵାମୀ ଙ୍କୁ ସହଯୋଗ କରନ୍ତୁ, ବାବୁସାନ ଙ୍କୁ ଠିକ୍ ବାଟକୁ ନେଇ ଆସନ୍ତୁ, ସଂସାର ଭାଙ୍ଗ ନ୍ତୁ ନାହିଁ, ସାରା ଓଡ଼ିଶା ର ହିରୋ, ସ୍ଵାମୀ ସ୍ତ୍ରୀ ସମ୍ପର୍କରେ amiti ଭୁଲ ବୁଝାବଣା hua, କିନ୍ତୁ ପୁଣି ସଜାଡି ଆଗକୁ ବଢ଼ି ବାକୁ hua. ପ୍ରକୃତି ମିଶ୍ର, ଆପଣ ଦୁରେଇ ଯାଆନ୍ତୁ, କାହା ର ସଂସାର ଭାଙ୍ଗିରୁଜି ଚୁନା କରନ୍ତୁ ନାହିଁ. God bless ବାବୁସାନ ବାବୁ. ସାବିତ୍ରୀ ହୋଇ ତୃପ୍ତି ମ୍ୟାଡମ୍, ବାବୁସାନ ଙ୍କୁ ଭଲ ବାଟକୁ ନେଇ ଆସନ୍ତୁ. Be careful ତୃପ୍ତି ମ୍ୟାଡମ୍, ନିଜ ନିଜ ସ୍ୱାମୀ କୁ ସାହାଯ୍ୟ କରନ୍ତୁ, ବାହାରେ besiକିଛି blame କରନ୍ତୁ ନାହିଁ ନିଜ ସ୍ୱାମୀ ଙ୍କର, babusan is your childhood friend, ଭୁଲ te ହେଇଛି, ଠିକ୍ ହେଇ ଯିବ , ଆପଣଙ୍କ ର ସଂସାର ଭାଙ୍ଗିଯିବ, ବାବୁସାନ loose କରିବେ ଫିଲ୍ମ career. So close the matter here. ଦୟାକରି ଖୁସିରେ ଆଉଥରେ ଜୀବନ ଆରମ୍ଭ କରନ୍ତୁ, ନା ହେଲେ ବାବୁସାନ ପୁଣି ଡିପ୍ରେସନ କୁ ପଳାଇବେ, Anubhav ମହାନ୍ତି ଭଳି, ଓଡିଶା youth କଣ ଶିଖିବେ. ଭୁଲ te ହେଇଛି, ସରି କହିକି ପୁଣି ଥରେ ଫେରି ଆସନ୍ତୁ, ନିଜ ନିଜ ଜାଗାକୁ. ପ୍ରକୃତି ମ୍ୟାଡମ୍, ଆପଣ ବି ନିଜ ବାପାଙ୍କ ସମ୍ମାନ natsa କରନ୍ତୁ ନାହିଁ. ଦୟାକରି ତୃପ୍ତି MADAM,ଆପଣ ବେଶୀ loose କରିବେ, ଆପଣ ନିଜ mouth କୁ କଣ୍ଟ୍ରୋଲ କରନ୍ତୁ and pray to God, ନିଜ ପ୍ରାଇଭେସି କାହାକୁ କୁହନ୍ତୁ ନାହିଁ, ଭଗବାନ ସବୁ ଠିକ୍ କରିଦେବେ. ଆମେ ସବୁ ବାବୁସାନ ଙ୍କ ର well wisher. ଆମ ସୁନା ଭଉଣୀ ତୃପ୍ତି, ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ.
Sir , Aapanankara bahumulya , matured way ra comments tiku padhhi bahut bhala lagila ....... Iee taa celebrity, film industry ra kathha , aama Samajare sadhharana Jhhia mane emitiki school college ra Jhhia manebii Pua mananku nishagrasta karei party picnic Bar Hotel Disco ityadi ku nei spoil karuchanti thhik jemiti Pua manebii Jhhia mananku spoil karuchanti ...... please epari karantu nahin 🙏🙏🙏 .......
Apananka comment ku mu na padhiki like karuchi only apana ete lamba lekhi thibaru 😍patience neiki.
Absolutely Right.. 👌👌👍👍
Nice lines sir.
Your comment is really valuable.
ପୃଥିବୀ ପୃଷ୍ଠରୁ ବର୍ଷା ର ପ୍ରଭାବ ନ ସରୁଣୁ ପ୍ରକୃତି ର ପ୍ରକୋପ ଶୁଭାରମ୍ଭ...
Salute Trupti Madam 👌👌👌🙏
Kan kala se
Wa Bhai wah
ଯଦି ପ୍ରକୃତି ଙ୍କ ର କିଛି ଭୁଲ ନଥିଲା ,ସେ ସେଠି ତୃପ୍ତି ଙ୍କ ମାଡ଼ ର ଜବାବ୍ ଦେଇପରିଥାନ୍ତେ ହେଲେ ସେ ସେଠି ପାଲେଇଆସି ପ୍ରମାଣ କରିଦେଲେ ଯେ ତାଙ୍କର ବାବୁଶାନ୍ ଙ୍କ ସହିତ କିଛି ଖରାପ ରେଲେସନ ଅଛି ଓଡ଼ିଶା ବାସି ବୋକା ନୁହନ୍ତି madem 🙏🙏
Prakruti ra 100% bhul thhila boli ta kukura bhali muha luchaiki daudi palaila . 😂😂
ମା ତମକୁ ମୋର କୋଟି ପ୍ରଣାମ🙏🙏🙏🙏🙏
Manmath Mishra is not a good man. Only a singer.Aparajita madam is a good mother, we salute you🙏🙏🙏.
Are Bhajan sunuchi...ete loka ka saha Missi k emiti sistachara manmath Mishra ka ..bahaut bhul tara.. emit loka mana ka pain aji sabu barbad
Je maara nuhe sa bada badmas
Bhjana namare se gote kalanka
ପ୍ରକୃତି ମିଶ୍ର ର... କଣ ଭୁଲ ଆମେ ଜାଣିଛୁ... କିନ୍ତୁ... ବାବୁଶାନ merried ହେଇକି ଜାଣିପାରୁନଥିଲା କି.... ଆଉଗୋଟିଏ ଝିଅ ସହିତ ଖେଳ କରୁଛି... ଶଳା ବାଳ ପିଲ୍ଲା.....
ଏଠି ପ୍ରଶ୍ନଉଠେ ସବୁ ଦୋଷ କଣ ପ୍ରକୃତିର.....ବାବୁସାନ ହିତାହିତ ଜ୍ଞାନ ଭୁଲିଗଲା କିପରି ?
Sea khira khau thila
Agaru bahut karichi kintu ethara toka fasigala aau asala rupa pura odisha dekhila..
Right
@@atozonlyforyou4830 prakruti ra ki😂😂😂
@@pravakardas2287 hnnn dunia case Toka ra
ଏତେ positive କଥା ଶୁଣି babusan ନିଶ୍ଚିତ ଫେରି ଆସିବ
ଅପରାଜିତା ମ୍ୟାଡାମ୍ ୟାଙ୍କ କଥା ରେ କେତେ ଶାଳୀନତା କେତେ ନମ୍ର ଭଦ୍ର ମଣିଷ ଆଉ କେତେ ଯୁକ୍ତି ଯୁକ୍ତ କଥା ସମସ୍ତେ ଟିକେ ଶୁଣ ଆଉ ସେ ପ୍ରକୃତି ଆଉ ତା ବାପା ପାଇଁ ମୋ ପାଇଁ କିଛି ଭାଷା ନାହିଁ ନିହାତି ସଂସ୍କାର ବିହୀନ ନିର୍ଲଜ୍ଜ ମଣିଷ ଗୁଡ଼ା ଛି
ଜୟ ଜଗନ୍ନାଥ
JAI SHREE JAGANNATHA.
🕉️🕉️🕉️🕉️🙏🙏🙏🙏
ସାରା ଫିଲ୍ମ ଜଗତ ଭଲ ପାଏ ଏଇ ମହିଳା, ଅପରାଜିତାଙ୍କୁ।
Salute to the great mother🙏
ପ୍ରକୃତି ମାଡ଼ମ କର ପ୍ରକୃତି ଖରାପ୍ 👍
ଅପରାଜିତା ଏବଂ ଉତ୍ତମ ମହାନ୍ତି ପରି ଲୋକଠାରୁ ଏପରି ପୁତ୍ର ଜନ୍ମ ହେବାଟା ଦୁଃଖ ଦାଜକ
You are Right
Aprajita Madam is a good mother ,we salute for you 🙏🙏🙏🙏🙏
ଯଦି ପ୍ରକୃତି ବାବୁଶାନ୍ କୁ ବ୍ଲାକମେଲ କରୁଥିଲେ ବାବୁଶାନ୍ କ'ଣ ପାଇଁ ଚୁପ୍ ରହୁଥିଲେ ସେ ଆଲିଗେସନ ଦେଇଥାନ୍ତେ ନା ଆଉ ଆପଣ ମାଁ 🙏 ଆପଣ ତ ଜାଣିଥିଲେ ପ୍ରକୃତି ବାବୁଶାନ୍ କୁ ବ୍ଲାକମେଲ କରୁଛି ସେତେବେଳେ ମୁହଁ ଖୋଲି ପାରିଲେନି ଆଉ ଏବେ ମୁହଁ ଖୋଲୁଛନ୍ତି ଏଇଟା କ'ଣ ଆପଣଙ୍କ ଭୁଲ୍ ନୁହେଁ
Ri8
Thik kahila
ଟିକି ମ୍ୟାଡମ୍ ଙ୍କ କଥା ଶୁଣି ଲାଗିଲା ଯେ ଜଣେ ଅସହାୟ ମା କେତେ ଦୁର୍ବଳ ଓ କେତେ ଅସହାୟ ତଥା ପୁଅ ପାଇଁ କେତେ ଚିନ୍ତିତ ତାହା ଶୁଣି ଆମେ ବି ସାଧାରଣ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛୁ . ଭଗବାନ ଟିକି ମ୍ୟାଡ଼ାମ ଓ ଉତ୍ତମ ସାରଙ୍କୁ ଶକ୍ତି ଦିଅନ୍ତୁ ଏଭଳି ଦୁଃଖରୁ ତାଙ୍କ ପରିବାର ଉଦ୍ଧାର ପାଆନ୍ତୁ
ମନ୍ମଥ ମିଶ୍ର ଜଣେ ଭଲ ଲୋକ. ହେଲେ ଆଜି ଜଣା ଯାଉଛି ସେ ଜଣେ ବହୁରୂପୀ ଏଣ୍ଡୁଅ
Thike kahichanti, maa & jhia olei gaee, bhachhuri sie paraguhale pasibe🙈🙊
🙏ମାଆ ବାବୁସାନ ର ବି ଭୁଲ ଅଛି
ସେକଣ ଛୋଟ ଛୁଆ କ୍ଷୀର ପିଉଛନ୍ତି
Nij ମାଆ ବାପା ସ୍ତ୍ରୀ ପିଲା ପାଖକୁ ଫେରି ଆସ
ବାବୁସାନ ଭାଇ
All the best
its nothing new in film industry
ପ୍ରଣାମ 🙏ମାଡାମ୍ ବହୁତ ଖୁସି ଲାଗିଲା ଆଜି ଆପଣ ଙ୍କୁ ଦେଖିଲି
ଗୋଟେ କଥା ମନକୁ ଆସୁଛି ବାବୁସାନ ତମେ ଗୋଟେ ପୁରୁଷ ନା ଆଉ କିଛି ଗୋଟେ ଝିଅ ହୋଇ ତୁମକୁ ବ୍ଲାକମେଲ ର ଧମକ ଦେବ ଆଉ ତମେ ବିବାହିତ ପୁରୁଷ ହୋଇ ଡରିଯିବ ୟେ ବୋହୋତ ନିନ୍ଦନୀୟ କଥା.. ଆପଣ ଙ୍କ ର ବି ଦୁର୍ବଳତା ଅଛି ପ୍ରକୃତି ପ୍ରତି ଏଇଟା ହ୍ନି ଠିକ but ବ୍ଲାକମେଲ ସମ୍ପୂର୍ଣ ଭୁଲ 👍👍👍👍
Babusan ra jadi ichha na thile amiti kebe heina tanta 2 jannaka ichha re heichi jaha b heichi ....sabu khali jhio ku dosa hele habani ....mam
@@angelipradhan286 mam କିଏ ମୁ???no ୟାର ମୁଁ ପୁଅ...but ପୁରୁଷ କେବେ ବଦନାମ କୁ ଡରନି କିନ୍ତୁ ନାରୀ ପାଇଁ ଆଇନ support କରେ ସେଥିପାଇଁ.... ବାବୁଶାନ ଭୁଲ କରିଛି ତା ଜାଗାରେ ଯେ ଥିଲେ ବି କରିବ but ସେଥିପାଇଁ ନାରୀ ଦାଈ ପ୍ରକୃତି ମିଶ୍ର no dout... ପୁରୁଷ କୁ ଫସେଇବା ବହୁତ ସହଜ but ନାରୀ କୁ ମରିବା କି ସଂସାର ଉଜାଡି ଦେବା ସେଇଟା ବି ବୋହୋତ ସହଜ... ପୁରୁଷ କଣ କରିପାରିବ ଆପଣ ଙ୍କ କଳ୍ପନା ବାହାରେ.... ବାବୁସାନ ର କିଛି ଭୁଲ ନାହିଁ ସେଥିପାଇଁ ତୃପ୍ତି ଦାଈ ନିଜ ସ୍ୱାମୀର କଣ ଦରକାର ସେଇଟା ସେ fullfil କରିପାରିନାହାନ୍ତି ok....
@@jayjagannatha6857 hn bhai but jhio manku hin besi dosa dionti duniya loka ...
@@angelipradhan286 ବାବୁସାନ ଯାହା କିଛି ଭୁଲ ନୁହେଁ ମୋ ମତରେ but ପ୍ରକୃତି ର ପ୍ରକୃତି ଖରାପ ସେ ବେଶ୍ୟା ପାଇଁ family ଉଜାଡିଯିବ ସେଇଟା ବାବୁସାନ ବୁଝିବା ଦରକାର ବାସ ଏତିକି... But ପ୍ରକୃତି ଗୋଟେ ବେଶ୍ୟା ଚରିତ୍ରହୀନ ଝିଅ ସବୁ ଜାଣିଛନ୍ତି...sunny leone ର ଦୁଇପଦ ଆଗରେ ଅଛି ଯାହା କି ଓଡିଶା ପାଇଁ ସେ କଳଙ୍କ....
@@angelipradhan286 ତେବେ କଣ ପାଇଁ ନାରୀ ପୁରୁଷ କୁ ନିର୍ଭର କରେ??? but ପୁରୁଷ ନାରୀ କୁ ନୁହେଁ ଏହା ଯୁଗେ ଯୁଗେ ସତ୍ୟ...so ନାରୀ ଚରିତ୍ର ପୁରୁଷ ପାଇଁ immpotand ପୁରୁଷ ଚରିତ୍ର ନୁହେଁ କଣ ପାଇଁ ନା 2nd sms କର କହିବି...
Hrudaya ru salute mam
ମା କୁ...ନିଜ ପୁଅ...ଯେତେ ଖରାପ ଥିଲେ ଭି ଭଲ କୁହନ୍ତି... ବହୁତ ଭାଷଣ କହୁଛୋ 😂😂😂😂
Perfect answer for every question 👍
ମାମ ଆପଣଂକୁ 1000କୁଟି ପ୍ରଣାମ 🙏🙏🙏
ଓଁ ଶାନ୍ତି 🇲🇰🇲🇰 ଆଞା ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ !! ଅପରାଜିତା ମାଡାମ୍ ଆପଣଙ୍କ ଧର୍ଯ୍ୟ ଶିଳ ବକ୍ତବ୍ୟ କୁ। ⚜️⚜️⚜️⚜️⚜️⚜️⚜️⚜️⚜️
Such a very nice n inner beautiful lady. Huge respect to aparajita madam . So much love . Great statement.
ଅପରାଜିତା ମା ମହାନ୍ ।
ଶାଶୁ ମା ହେବ ଏମିତି ।
MADAM APARAJITA HAS TOLD THE FACT INNOCENT PAISA BALA NOW NETTING IN LOVE BLACK MAIL CHAL I SALUTE MADAM& PROUD FOR HER SPEECH 🙏🙏🙏🙏🙏🙏🙏
ଅନ୍ୟକୁ ସଂସ୍କାର ସିଖେଇବା ଆଗରୁ ନିଜ ପୁଅକୁ ସିଖାଅ ,ଆଜି କଙ୍କଡା ସଫା ପାଣିରେ ପଡିଛି ସେଥିପାଇଁ ଧରାପଡିଲା 🤔
ପ୍ରକୃତି ଙ୍କ ____ଛୋଟ ନୁହଁ ଲୋକଙ୍କ ଚିନ୍ତାଧାରା ଛୋଟ
ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରୁଛି
ବୁଝିବା ଲୋକ ବୁଝିକି ରେପ୍ଲ ଦେବେ
ବାବୁସାନ ଟିକେ ଖରାପ ଅଛି
ସବୁଦୋଷ ସେ ବୁଲା ଗାଈର...
ଜଣେ ନାରୀର ଇଛା ନ ଥିଲେ ଜଣେ ବିବାହିତ ପୁରୁଷ କିଛି ବି କରିପାରିବନି..
Prakruti Mishar playing role like Rhea Chakraborty
E emit loka emit jhia pain tanka paribar hi daai...limit re rakhi thile pila sabu bele bhala se rahiba..
Sabu jinisa re sabu bele khola chadi dele pila au Indra chndra manibeni
Right
Babusan you are best👌👌👌👌👌👌👌👌👌👌
"Maa "🙏🙏🙏, tuma pari "maa" dunia re samasta nku milantu.aue tume" BADA" bhagyaban je Trupti didi bhali bohu te paichhanti.
Can we pray for their family. 🙏
Nijo ghoro bisoyore chinta kar
@@gsantoshkumar2694 🚭
ପାରଘର ଯିଏ ନଷ୍ଟ କରେ ଏପରି ହିରୋଇନ ସମାଜ ପାଇଁ କଳଙ୍କ. ନାରୀ ଜାତି ପାଇଁ କଳଙ୍କ.
O
କହୁଛନ୍ତି କି ତୃପ୍ତି madam prakruti ku ମାରିଛନ୍ତି ହେଲେ କେହି ନୋଟିସ କରିଛନ୍ତି କି madam ପ୍ରକୃତି ର ବାଗ୍ ଛଡାଉ ଥିଲେ ସେ। ବାଗ୍ ରେ କିଛି ପ୍ରମାଣ ଅଛି ,, ବାବୁ ସାନ ଙ୍କୁ ସେ ବ୍ଲାକମେଲ କରୁଛି ..ତଦନ୍ତ ହେଉ
Great mom....
Really heart touching ladies in our odisha.proud of you.
Tiki apa tuma sahita mu achi odisha basi Tama sahita achanti
You r giving a valuable statement about this matter. So i really respect to you for being an actress, being a good wife, being a good mother, being a good mother-in-law and an ideal women.
Maa tuma ku koti koti pranam.aapanka hrudaya bishala and aapanka behaviour mate bhala lagila.🙏🙏🙏
Hats off to Aparajita Mam👍
🙏🙏🙏🙏🙏🙏
ତମ ବୋହୁ କଣ ତମକୁ ଆଣ୍ଟି ଡାକୁଚି 😀ବଢିଆ
Pila belu dakuthila. Semane 8th class ru fr. Abhyasa rahijaichi
Aparajita you are real mother truth person. really salute. She is a good person.
Great woman really mam u r true person ,sasuu heba maa heba ta heamiti , salute to you mam❤️❤️❤️❤️❤️❤️❤️❤️❤️
Great mother 🙏🙏🙏
ବାବୁସାନ୍ ଦୁଧଖିଆ ଛୁଆ କଣ
ଗୋରା ଦେହରେ କଳା ଲାଗୀଲାରେ
ଓଡିସାରେ ନୁଆ କଳାକାର ନୁଆ ଅଭୀନୟ
ସିନେମା କଣ ଚିଲିବ
Really heart tuching ! Must be a fact.
ଓଁ ଶାନ୍ତି 🇲🇰🇲🇰 ଆଞା ମ୍ୟାମ୍ ଆପଣଙ୍କ Picture ଦେଖିଛି ଅଭିନୟ ମଧ୍ୟ ଦେଖିଛି ହେଲେ ଏଭଳି ବାସ୍ତବ କ୍ଷେତ୍ରରେ ଆପଣଙ୍କଠାରୁ ଏତେ ସଚ୍ଚୋଟ ପଣିଆ,କେତେ ଶାଳିନତା, କେତେ ଭଦ୍ର,ନମ୍ର ଏବଂ ବିନୟୀ ସ୍ୱଭାବର ଓ ଧିରସ୍ଥିର, କେତେ ମଧୁର ସ୍ୱଭାବର ଏବଂ ଏତେ ମିଠା ମିଠା ସ୍ବର ରେ ଟିପ୍ପଣୀ ଦେଉଛନ୍ତି !!!!!!!!!!! ମୋ ପାଖରେ ଭାଷା ନାହିଁ। ଏତିକି କହିବି ପରମ୍ ପିତା ପରମାତ୍ମା ପରମେଶ୍ବର ଭଗବାନ୍ ଶିବବାବା ଆପଣଙ୍କୁ ଦୀର୍ଘାୟୁ କରନ୍ତୁ 🍁🍁 ଏହି ଯେଉଁ ଅସମୟ ପର୍ଯ୍ୟାୟ ଚାଲୁଅଛି ତାହାକୁ ଭଗବାନ୍ ଶିବବାବା ପ୍ରଶମିତ କରିବା ସହିତ ପରିବାରରେ ସୁଖଶାନ୍ତି ପ୍ରଦାନ କରନ୍ତୁ 🍁🍁 ଅଶେଷ ଅଶେଷ ଧନ୍ୟବାଦ୍। 🇲🇰🇲🇰⚜️⚜️🍁🍁🙏🙏🌿🌿🥭🥭🍏🍏🍎🍎⭐⭐⭕⭕🔴🔴🎺🎺🔆🔆🔱🔱
ଏଠାରେ ପ୍ରକୃତି ଭୁଲ କରିଛନ୍ତି କାରଣ. ପରସ୍ବମିସହିତ କାହିଁକି ଲୀଳା ଲଗେଇଛନ୍ତି
ପ୍ରକୃତି ମିଶ୍ର ଏତେ ଯଦି ଗଲୁ ହଉଚି. ଆମକୁ ଡାକ. ବାବୁ ସାନ ବାହା ହେଇଚି.👌👌👌👌
Ghiana sangaku gahana bi darkar. Deipariba ki bhai
Maa habata emiti sasu hebata emiti🙏👍❤️
ବାବୁଶାନ ଛୁଆଟା... କିଛି ଜାଣିନି... ପ୍ରକୁତି ତାକୁ bi# ଦେଖେଇ କି ଫସେଇ ଦେଇଛି 😂😂😂
🤣🤣
😊
The great aparajita madam 🙏🙏🙏🙏
ବିନାଶକାଳେ ବିପରୀତ ବୁଦ୍ଧି ।
ସୁନ୍ଦର ଭଦ୍ର ନମ୍ର କୋମଳ ହୃଦୟର ନାରୀ
Manmath Mishra Bhajan Samaroho re ethara Anda maada heba
Manmath mishra is the good and great but his daughter is 😞 bad
ଏସବୁ କଥା ଆଉ ସୁଣି ହବନି ଆପଣଙ୍କୁ ପ୍ରଣାମ
ଆଦର୍ଶ ମାଆ , ଶାଶୁ ଓ ସ୍ତ୍ରୀ
ସାହାସ୍ ତ କମ୍ ନୁହେଁ। ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଷୟରେ କ'ଣ ଜାଣିଛନ୍ତି ସେ ଲୋକ। ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ସର୍ବ ସମ୍ମୁଖରେ ଖ୍ୟମା ମାଗନ୍ତୁ।
ହଉ ଆପଣଙ୍କ ଅନୁସାରେ ସବୁ ଭୁଲ ପ୍ରକୃତି ର... ଆପଣଙ୍କ ପୁଅ କିଛି ଜାଣିନି... ତୁଳା ରେ ବି କ୍ଷୀର ପି ପାରୁ ନଥିବ 🫣🫣🫣😂
ପ୍ରକୃତି କୁ ମାରିଲେ ବି କିଛି ଅସୁବିଧା ନାହିଁ ।
Thank you Aparajita mam. You are great hearted.
I am biggest fan of aparajita mohanty ❤️
ଭାସ୍କର ଟିଭିର ରିପୋର୍ଟର ମାନେ ଗୋଟେ ଗୋଟେ ବେକାରୀଯୁବକମାନଙ୍କୁ ପ୍ରେରଣା
କଳାକାର ଜଗତରେ ଏମିତି ଅନେକ ଉଦାହରଣ ରହିଛି suicide diverse casting କାଉଚ ସାଧାରଣ କଥା, ବ୍ରାହ୍ମଣ ଝିଅ ହରଣ ଆୟୁଷ କ୍ଷରଣ
Prakruti kalankini taa
ମାଉସୀ ତମ ପରୀବାରର କିଛିହବନି
Very polite personality......always a great fan of yours.......
Legend Aparajita Mam Namaskar
Great mother
ଏମିତି କଣ ଅଭିନେତା ମାନଙ୍କ ହୁଏ ଅନୁଭବ ର ସୁରିନି ତୁମର ଆରମ୍ଭ ତୁମେ ରାଇମୋହନ ସାଙ୍ଗରେ ଚାଲି ଯାଅ ।
This news is hotter than Barsha vs anubhav 😁😁 I'm enjoying myself
Aparajita mem nku dhanyawad tuma ku more
ସମସ୍ତ ଲୋକ ଜିଏ ମୋ comment ପଢୁ ଝନିୂ ଏଠି କହିବାକୁ ଚା ହେ କି ଅପରାଜିତା ମେମ୍ ସବୁ ମିଛ କହୁଛନ୍ତି ତାଙ୍କ ସରଳତା ରେ ଆପଣ ପଡନତୁନି mannmath sir I really love you sir sambalpur, Bolangir kalahandi ଆମେ ସମସ୍ତେ ଆପଣଙ୍କର once again love you so much sir
babusan. if you man up and man up now i promise you i will be a fan for life. no video can defame you. you will be a man and a star
Great mother🙏🙏🙏🙏and great wife
She is pious !!! May god bless her!!! Much respect to you
Yes
Really great mother... Aparajita madam, salute to you 🙏🙏🙏
Really you are great mam🙏🙏🙏
You are the great mother 👍👍
Maa pranam Jay jagannath Jay maa mangala apan tension niantu nahi ame apan nka sangare achu
Babusan mohanty i love ❤ u wehave always your side
Apana bahut bhala maa pramana karidela maa hebata emti sasu hebata aparajita mamm nka bhali apananku mora hrudaya ru pranam 🙏🙏🙏
Aparajita mam... U r really appreciated Great though🙏🙏🙏
Really you area legend lady. God give you patience.
Babu your father and mother is good