ମାଳିକା: ବିଶ୍ୱାସ-ଅବିଶ୍ୱାସ-ଅନ୍ଧବିଶ୍ୱାସ । NandighoshaTV

Поделиться
HTML-код
  • Опубликовано: 16 сен 2024
  • #NandighoshaTV #Odisha #Malika
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    RUclips: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * hathw@y Channel No: 728
    * Ortel Channel No: 707
    * Videocon d2h Channel No: 840
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Комментарии • 1,3 тыс.

  • @binibhanja8311
    @binibhanja8311 3 года назад +70

    ମାଳିକା ଠିକ ଆଉ ସବୁ ଭୁଲ 🙏🙏🙏💯/💯

  • @PratapSahu-uv5qv
    @PratapSahu-uv5qv 4 месяца назад +4

    କଳିଯୁଗ ମଣିଷକୁ ପରା ଧର୍ମଗ୍ରନ୍ଥ ଖୋଟା ଲାଗିବ ❤ ଜୟ ଜଗନ୍ନାଥ ❤ ମହାପୁରୁଷ ଙ୍କ ମୁଖ ନିସ୍ତ୍ରୁତ ବାକ୍ୟ ଏହା ଆକାଟ୍ୟ ❤

  • @helpageodia4637
    @helpageodia4637 3 года назад +69

    ଏ ସ୍ବାମୀ ଜୀ ବା,,,, ଜାଣିଛି
    ସୁତାର ସେ ମା,,,,,, କିଛି ଜାଣିନି
    ମାଳିକା ହିଁ ସତ୍ୟ ଜୟ ଜଗନ୍ନାଥ
    ଯେଉଁ ମାନେ ମାଳିକା ର ପ୍ରମାଣ ମାଗନ୍ତି
    ସେ ନିଜ ବାପାର ଠିକଣା ମା'କୁ ପଚାରିଲେ ଯାଣିପାରିଵେ
    ବୋପା ଜାଣେନା ସନ୍ତାନ କାହାର କିନ୍ତୁ ମା ଠିକ୍ ଯାଣିଛି
    ଦେବେନ୍ଦ୍ର ସୁତରା ସବୁ ବେଳେ ଜଗନ୍ନାଥ ଙ୍କ ବିରୋଧ ରେ
    ତର୍କ କରିଆସୁଛନ୍ତି ।। ଯେ ନିଜର ବାପାର ଠିକଣା ନିଜେ ଜାଣିନାହିଁ ।। ସେ କଥା ବଡ଼ ବଡ଼ କହୁଛି

    • @bikash4487
      @bikash4487 3 года назад

      Aku hin kuhanti marana kale biparita budhi (se dui Jana Biswas karunahanti naa jebe nija upre hebe thik janiparibe)

    • @XFACTORZORO
      @XFACTORZORO 2 года назад +2

      ଭାଇ ହୋ ୨ ୟ ଶ୍ରେଣୀରେ କେତେ ଥର ଫାଇଲ ହେଇଚ । ସିଧା ଯାହାକୁ ନାହିଁ ତାକୁ ସୋଦୀ ପକାଉଚ 😅 ଟିକେ ଥଣ୍ଡା ରୁହ । ଯୋଉ mobile ଧରିକି ଏତେ କଥା ଲେଖୁଚ ତାକୁ ତମ ସେ ବାବା ତିଆରି କରିଚି । ଯୋଉ internet pack ପାଇଁଁ ବାପା କୁ ପଇସା ମଗୁଚ ତାକୁ କିଏ ତିଆରି କରିଛି ।
      ବିଜ୍ଞାନ ସବୁ କଥା କୁ ତର୍ଜମା କରେ । ପ୍ରଥମେ କଥା ଟିକେ କଷ୍ଟ ଦିଏ କାରଣ ପିଲାବେଳୁ ଶୁଣି ଆସିଥିବା ଜିନିଷ କୁ ଭୁଲ୍ କହିଲେ ମଣିଷ ସହଜ ରେ ଗ୍ରହଣ କରି ପାରେନି । ମୁଁ ଯଦି କହିବି ତମେ ତମ ବାପ ର ପୁଅ ନୁହେଁ ତମ ମାଆ ଙ୍କ ଆଉ କାହା ସହ ଖରାପ ସମ୍ପର୍କ ଦ୍ଵାରା ତମେ ଜନ୍ମ ହେଇଚ କଣ ରାଗିକି ନିଆଁ ହେଇଯାଉନା କି ମୋ ଉପରେ😅 ହଁ ଠିକ୍ କଥା ମୋର କିଛି ନ ଜାଣି ଏମିତି ତମ ବିଷୟରେ କହିବା ଭୁଲ୍।
      ଠିକ୍ ସେହି ଭଳି କିଏ କଣ ଲେଖିଛି ଅନ୍ଧ ଭଳି ସତ ମାନି ନେବା ବି ଭୁଲ୍। ହୁଏତ ମାଳିକା ସତ ହେଇପାରେ।କିନ୍ତୁ ଏ ଯାଏ ପ୍ରମାଣିତ ନୁହେଁ😅 । ଯଦି କେବେ ପ୍ରମାଣିତ ହେଇଯିବ ସେତେବେଳେ ଅନ୍ଧ ଭଳି ମନିବ🙏🏻🙏🏻
      Last ଯାଏ ପଢିଥିବାରୁ ଧନ୍ୟବାଦ୍ ।

    • @pradeepsamal5268
      @pradeepsamal5268 2 года назад

      ରାଇଟ କଥା

    • @chintamajhi5057
      @chintamajhi5057 2 года назад

      0ppp
      We weeeee
      Tq

    • @santoshkumarmohapatra1431
      @santoshkumarmohapatra1431 2 года назад

      Malika samaste bujhi paribe nahi

  • @jhasaketnsahu8225
    @jhasaketnsahu8225 3 года назад +6

    Joumane amanisa seimane Malika ku abiswas karibe ,Jai jaganath

  • @rubinayak555
    @rubinayak555 3 года назад +108

    ମାଳିକା ସତ୍ୟ ହିଁ ସତ୍ୟ , ସବୁ ଯୁଗ ପରି କଳିଯୁଗ ନିଶ୍ଚିତ ଶେଷ ହେବ, ତାହା ପୁଣି ଖୁବ୍ ଶୀଘ୍ର ଜୟ ଜଗନ୍ନାଥ 🙏🙏🙏

    • @Rockmadhu11
      @Rockmadhu11 3 года назад +7

      1888 ରୁ ଶେଷ ହେଇ ସାରିଛି କଳିଯୁଗ, କିନ୍ତୁ କଳି ର ତାହାର ପ୍ରଭାବ ରହିଛି, scanning ଚାଲିଛି, , virus ପୁରୁଷ ସବୁ delete ହେବେ

    • @prakashmeher8147
      @prakashmeher8147 2 года назад +1

      🙏🙏🙏🙏🙏👍👍👍

    • @subratkumarswain7576
      @subratkumarswain7576 2 года назад +1

      @@Rockmadhu11 Ààsssssssssssssssssssss8

    • @anannyapriyadarshini1791
      @anannyapriyadarshini1791 2 года назад +1

      M
      .

    • @mamatajena7683
      @mamatajena7683 Год назад +1

      @@Rockmadhu11 seng lokal

  • @Biswa717
    @Biswa717 Год назад +5

    ଏହି ବର୍ଷ ଅମାବାସ୍ୟା ସଙ୍କରାନ୍ତି ଏକା ସମୟରେ ପଢ଼ିବ ଅଚ୍ୟୁତ ପ୍ରଭୁ ଙ୍କ ବଚନ ସତ ହେଲା

  • @susantanath8775
    @susantanath8775 3 года назад +31

    ସେଇଥିପାଇଁ ଯୁଗର ପରିବର୍ତ୍ତନ 🙏🏻🙏🏻🙏🏻🙏🏻🙏🏻

  • @amasanskruti9417
    @amasanskruti9417 2 года назад +51

    ଜୟ ପଞ୍ଚସଖା 🙏🙏🙏 ମୁଁ ଜଣେ ମାଳିକା ଭକ୍ତ ମୁଁ ମାଳିକା ବିଷୟ ରେ ଏତିକି କହିବି ମାଳିକା ରେ ଯେଉଁ କଥା ବର୍ଣ୍ଣିତ ହୋଇଛି ଅକ୍ଷରେ ଅକ୍ଷରେ ସତ୍ୟ ହେବ 🙏🙏🙏

  • @susantanath8775
    @susantanath8775 3 года назад +58

    ବିଶ୍ବାଷ ହିଁ ଶରଧା ଅଟେ 🙏🏻🙏🏻🙏🏻🙏🏻🙏🏻

  • @aditiyatripathy645
    @aditiyatripathy645 3 года назад +42

    ଆଜ୍ଞା ମାଳିକା ଆଲୋଚନା 1ଘଣ୍ଟା ଯଥେଷ୍ଟ ହେଉନି, ଆଉ ଅଧିକ ସମୟ ଆବଶ୍ୟକ, ବହୁତ ବହୁତ ବଢିଆ କାର୍ଯ୍ୟକ୍ରମ, ଧନ୍ୟବାଦ

    • @birendramangal2567
      @birendramangal2567 3 года назад +1

      Viral odisha malika new episode "" youtube channel sahito jodontu. Malika ro oti gupta katha janontu, jay Jagannath🙏🙏🙏

    • @ganeshsahu4917
      @ganeshsahu4917 3 года назад

      Right

    • @birendramangal2567
      @birendramangal2567 3 года назад

      @@ganeshsahu4917 viral odisha malika new episode,, U tube channel sahito jodontu

    • @kendujharia3990
      @kendujharia3990 2 года назад

      @shishukrushna

  • @susantanath8775
    @susantanath8775 3 года назад +77

    🚩ପାପର ହେବ ଅନ୍ତ ସତ୍ୟର ହେବ ଜୟ 🚩🙏🏻🙏🏻🙏🏻🙏🏻🙏🏻

  • @ncpstudio5783
    @ncpstudio5783 3 года назад +75

    ମାଳିକା ହିଁ ସତ୍ୟ ପ୍ରମାଣ ସତ୍ୟର ଜୟ ହେଉ 🙏

  • @skpandasaroj4877
    @skpandasaroj4877 3 года назад +29

    ଜୟ ଶ୍ରୀ ଗୀତଗୋବିନ୍ଦ 🙏🙏🙏🙏🙏

    • @shrimadbhagavad-gitaodia6023
      @shrimadbhagavad-gitaodia6023 3 года назад

      ଶ୍ରୀମଦ୍ ଭଗବ ଦ୍ ଗୀତା ଦେଖନ୍ତୁ :--- ?
      ନିଜ ଭିତରେ (Energy) 100% ବଢିଯିବ
      Guarenty - ୧୦୦% -୧୦୦% -୧୦୦%
      ruclips.net/video/2uFGyOo92VMh/видео.htmlttps://ruclips.net/video/2uFGyOo92VM/видео.html

    • @sivaprasadmishra6527
      @sivaprasadmishra6527 2 года назад

      @@shrimadbhagavad-gitaodia6023 1 .vvvmmb bbb

  • @laxmikantakar1685
    @laxmikantakar1685 3 года назад +67

    ମାଳିକା ହେଉଛି ପରମ ଶାସ୍ତ୍ର, ଏହା ଉପରେ ଗବେଷଣା ହେବା ଦରକାର, ଜୟ ଜଗନ୍ନାଥ ଜୟ ପଞ୍ଚସଖା.

  • @jitupradhan9548
    @jitupradhan9548 3 года назад +220

    ମାଳିକା କଥା ସବୁ ଘଟୁଛି ଆଉ ସବୁ ଘଟିବ ଅବୁଝା କୁ ବୁଜେଇ ହେବନି ଜୟ ଜଗନ୍ନାଥ

  • @prince____pintu4398
    @prince____pintu4398 2 года назад +28

    ସବୁ ଏମିତି ହୋଇଆସୁଛି ଆଗକୁ ସବୁ ଘଟିବ ହେଇଆଶିବ ଜୟ ଜଗନ୍ନାଥ 🙏

  • @santunext5514
    @santunext5514 3 года назад +57

    ଆଜି ର ବିତର୍କ ହିଁ ମାଳିକା ର ସତ୍ୟତା ପ୍ରତିପାଦିତ କରୁଛି....
    ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @dinabandhup2550
    @dinabandhup2550 2 года назад +4

    ମାଳିକା ସତ୍ୟ ହିଁ ସତ୍ୟ 🙏🙏🙏🙏

  • @gopaljani7675
    @gopaljani7675 2 года назад +13

    ଜୟ ଶ୍ରୀ ଅଚ୍ୟୁତାନନ୍ଦ ନମ୍ଃ ମାଳିକା କଥା ‌ଘଟୁଚି ଆଗକୁବି ଘଟିବ ମାଳିକା କଥା କେବେ ମିଛ କହିନାହିଁ ସବୁ ସତ ଲେଖୁଛନ୍ତି ମୋର ପ୍ରିୟ ହିନ୍ଦୁ ଧର୍ମ ଗୁରୁଜୀ ମାନଙ୍କୁ ମୋର ଅତି ନମସ୍କାର ହରି ॐ 🙏🙏🙏🙏🙏🙏ଜୟ ଜଗନ୍ନାଥ

  • @kishorekumarcreative
    @kishorekumarcreative 2 года назад +10

    ରକ୍ଷା କର ମଣିମା ଜୟ ଜଗନ୍ନାଥ🙏 😭 ମାଳିକା ସତ୍ଯ ସତ୍ଯ ଜଗନ୍ନାଥ🙏 ଆଉୁ ସବୁ ମିଛ, ମାଳିକା କଥା ସତ୍ଯ ଘଟିଛି ଆଗକୁ ବି ହବ ସମସ୍ତେ ସତ୍ଯ ରାସ୍ତା ରେ ଚାଲ ଦିନ ରାତି ଜୟ ଜଗନ୍ନାଥ ଜପ 🙏🙏🙏🙏🙏

  • @pradeepsamantaray408
    @pradeepsamantaray408 3 года назад +10

    ଏହାର ଶେଷ ନିଷ୍କର୍ଷ ଏହା ଯେ ,-- ମାଳିକା ସତ୍ୟ ସତ୍ୟ ଏବଂ ନିହାତି ସତ୍ୟ ଅଟେ । ମହାପୁରୁଷ ଅଚ୍ୟୁତାନ୍ଦଙ୍କ ଠାର ଗାର କୁ ବୁଝିବା ଏତେ ସହଜ ନୁହେଁ । ହିସାବ କରି ଗଣନା କରି ତାରିଖ , ମସିହା କୁ ନିର୍ଭୁଲ ଭାବେ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ତା ପରେ - କିଛି ଲୋକ ମହାପୁରୁଷଙ୍କ ଲେଖାରେ ନିଜ ମନଗଢା କଥାକୁ ଯୋଡ଼ିଦେଇ , ବହି publish କରି ବିକ୍ରି କରିଦେଉଛନ୍ତି । ଫଳସ୍ୱରୁପ ଲୋକମାନେ ମାଳିକା କୁ ବିଶ୍ୱାସ କରୁନାହାନ୍ତି ।
    ମୁଁ ଜଣେ ସଦ୍ ଗୁରୁଙ୍କ ଠାରୁ ଶୁଣିଥିଲି , ଯାହାକି ସେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମାଳିକା କୁ ଆଧାର କରି କହିଥିଲେ ଯେ ,-- 2030 ମସିହାରେ ପୁରୀ ସମୁଦ୍ର କୂଳରେ ଏକ ବିଶାଳ କାୟ ଉଲ୍କା ପଡ଼ିବ । ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହେବ । ଏବଂ ସେତେବେଳେ ବାଇଶି ପାହାଚରେ ମିନ ଖେଳିବା ସମ୍ଭବ ହେବ ।
    କିଛିଦିନ ପରେ ବିଭିନ୍ନ ଖବକାଗଜରେ ପୃଥିବୀର ବଡ ବଡ scientist ମାନଙ୍କର ଏକ future prediction ଆସିଲା , ଯେ 2032 ମସିହାରେ ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଏକ ବିରଟକାୟ ଉଲକା ଖସିବ । ପୁଣି କିଛିଦିନ ପରେ ସେହି scientist mane ତାଙ୍କର ପୂର୍ବ ବିବୃତି କୁ ସଂଶୋଧନ କରି କହିଲେ , ଏହା 2032 ନୁହେଁ ବରଂ 2030 ରେ ଘଟିବ ।

  • @ranugouda2822
    @ranugouda2822 Год назад +16

    ମାଳିକା ସତ ହେଇଚି ଆଉ ମାଳିକା ସତ୍ୟ ଆଗକୁ ହବ ଏହି ସତ୍ୟ ଜୟ ମହା କାଳ 🙏🙏🙏🙏
    ଜୟ ଜଗନ୍ନାଥ 🙏🙏🙏

  • @shakaharipruthivi8696
    @shakaharipruthivi8696 3 года назад +54

    କି ଆଲୋଚନା କରୁଛ ? କଣ କଣ ଆଲୋଚନା କରୁଛ ? ନାସ୍ତିକ ଓ ଅବିଶ୍ୱାସୀଂକ ଭିତରେ କେଉଁ ଜ୍ଞାନର ର ଆବଶ୍ୟକତା ଏମିତି ପଡ଼ିଲା ଯେ ଏତେ ଟଣା ଓଟରା ଚାଲିଛି। ୬୪ ପ୍ରକାର ରୋଗ,ସାତଦିନିଆଁ ପ୍ରଳୟ ,ଗୃହଯୁଦ୍ଧ, ଵିଶ୍ଵଯୁଦ୍ଧ ରେ ଯେତେବେଳେ ସାରା ପୃଥିବୀ ଦୁଲୁକି ଯିଵ ସେତେବେଳେ ଛାଏଁ ପୃଥିବୀରେ ପରିଵର୍ତ୍ତନ ହୋଇ ଯିଵ ।ତିନି ଭାଗ ଜନସଂଖ୍ୟା ଭାଗେ ରହୁ କି ଯେତେ ରହୁ ତେତିଶ କୋଟି ଦେଵତା କୁ ସେତିକି ମଣିଷ ଏ ଦେଶରେ ରହିଵେ। କଳ୍କୀ ଅଵତାର ଯଦି ହୋଇଛି ତେଵେ ମେଳ୍ଛ ସଂହାର ତ ଚାଲିଛି।୨୦୧୩ ରୁ ୨୦୩୧ ଗୋଟିଏ ଛୋଟିଆ ସମୟ ଦେଖିଵା ହେଉ ଅସୁବିଧା କେଉଁଠି ରହିଲା। କୋଡ଼ିଏ ରୁ ଫସଲର ଉତ୍ପାଦନ କମ୍ ହେଵା ଏକୋଇଶ ରେ ଭୂକମ୍ପ,ଜଳପ୍ରଳୟ ହେଵା(ଚୀନ ସହିତ ଅନ୍ୟ ପଶ୍ଚିମ ଦେଶରେ ଏଵେ ତ ଲୀଳା ଚାଲିଛି) ବାଇଶରେ ଶାସକ ମଡ଼କ ହେଵା।ଆଗକୁ ଏମିତି ଅନେକ କଥା। ପରୀକ୍ଷା ନୀରିକ୍ଷା କଲେ ଅସୁବିଧା କେଉଁଠି ? ସନାତନ ହିନ୍ଦୁ ଧର୍ମ ଉପରେ ଯେଉଁ ଭୟଙ୍କର ଆକ୍ରମଣ ଚାଲିଛି ସେଇଟା କଣ କମ୍ ଵଡ଼ ପ୍ରମାଣ କି ? ଜଗନ୍ନାଥଂକ କଳ୍କୀ ଅଵତାର ହୋଇ ସାରିଛି । ମେଳ୍ଛ ସଂହାର ଚାଲିଛି। ଅପେକ୍ଷା କର ଦେଖ ।ପୂର୍ବ ର ସୂର୍ଯ୍ୟ ଦିନେ ପଶ୍ଚିମ ରେ ଉଦୟ ହେଵ ।ସାତଦିନିଆଁ ପ୍ରଳୟ ପରେ ଏ ପୃଥିବୀର ଚିତ୍ର ଓ ଚରିତ୍ର ମଧ୍ୟ ବଦଳି ନ ଯିବ କିଏ କହିଵ ? ଏ ଯନ୍ତ୍ରପାତି ସଵୁ ଅଚଳ ହୋଇ ନ ଯାଇଥିଵ ସେ କଥା କିଏ କହିବ ?ସଵୁ ପରିସ୍ଥିତି ପାଇଁ ଯିଏ ପ୍ରସ୍ତୁତ ତାର ଅସୁବିଧା କେଉଁଠି ରହିବ।ଗିରିଗୁମ୍ଫାରେ ଯେ ରହିଛି ଓ ରହିପାରିଛି ଆହାର,ଅର୍ଧାହାର,ଅନାହାର ପାଇଁ ଯେ ପ୍ରସ୍ତୁତ ଅଛି ତାର ଭୟ କଣ ? ଶାକାହାରୀ ଖାଦ୍ୟ ରେ ଯେ ଶରୀର ରଖିଛି ତାର ଡ଼ର କଣ ? ଯେ ବିନା ନିଶାରେ ଵଂଚିଛି ତାର କେଉଁ ମୋହ କଣ କରିଵ ? କେତେ ବିରାଟ ପରିଵର୍ତ୍ତନ ହୋଇ ଚାଲିଛି ।ମଣିଷର ଜୀବନ ଓ ଜୀଵିକା ନଷ୍ଟ ଭ୍ରଷ୍ଟ ହୋଇ ଚାଲିଛି ତଥାପି ଲାଗୁଛି କିଛି ହେଉ ନାହିଁ ? ରୋଗ ର ଭୟ ଵର୍ଷ ଵର୍ଷ ଧରି ଘରେ ଲୁଚେଇ ଦେଲାଣି ତଥାପି ଜଣା ନ ଗଲେ କାହାକୁ କିଏ କେମିତି ଵୁଝେଇଵ ? ଆମ ଠାକୁରଂକୁ ଡାକ ଜାଣିଵ ସେ କହିଦେଵେ କଣ ସଵୁ ଚାଲିଛି ଓ ଚାଲିବ ।କେଵଳ ଅନ୍ତରର ସହିତ ଡାକ ଛାଡ଼ ଜଗନ୍ନାଥ ଜଗନ୍ନାଥ କହିକି ତ ଦେଖ ! କଳ୍କୀ ରାମ କହିଲେ ତ ପୁରା ଅବତାର କଥା ଜାଣି ହେଵ ।କେବଳ ଜ୍ଞାନ, ଭକ୍ତି କୁ ମିଶେଇ ଦେଖ ।ଯାହା ଦେଖିବା କଥା ଦେଖିବ ।ସରଳ ହୃଦୟ ଟିଏ ଦରକାର।ସରଳ ମନଟିଏ ଦରକାର । ଆଉ କଣ ସେ ଠାକୁରଙ୍କ ଦରକାର ? ଗୋଟିଏ ନିରୋଳା ଭଲପାଇବା ଦରକାର ।ଯାହା ନିଃସ୍ଵାର୍ଥ ଓ ନିଷ୍ଠାପର ।ଏଇତ ଭାଵ ।ସେଇଠି ସେ ବନ୍ଧା । ସେଇ ମମତା ଟିକକ ପାଇଁ ତାର ଏତେ ଖେଳ ।କଣ ସଵୁ ଦେଖିଵ ଲେଖିବ ।ଜୟ ଜଗନ୍ନାଥ ଜୟ କଳ୍କୀ ରାମ୍ ।

    • @duryadhanabehera356
      @duryadhanabehera356 3 года назад +3

      Thank u so much

    • @abhilasmamunparida3609
      @abhilasmamunparida3609 3 года назад +3

      Hmm bhaii jaha kahile...thhik samya nikatara.... 🙏🙏🙏🙏..abethhu prabhunkara Nama ,,auu Satya ,Santi ,Daya ,khem aii charatira Patra no hele agaku jau korala Rupa asuchi sabu bhasi jibe...... 🙏🙏🙏 Abe baa prabhunkara ...... Bayasa chalichi 🙏🙏 bhai Abe sanghara Nila...aga Ku ahuri ghor bipada.....

    • @shakaharipruthivi8696
      @shakaharipruthivi8696 3 года назад +2

      @@duryadhanabehera356 ଆନ୍ତରିକ ଶୁଭେଚ୍ଛା ଭାଇ । ଜୟ କଳ୍କୀ ଜୟ ଜଗନ୍ନାଥ

    • @shakaharipruthivi8696
      @shakaharipruthivi8696 3 года назад +3

      @@abhilasmamunparida3609 ମଣିଷ ଆଜି ଯେତିକି ଧନକୁ ଗୁରୁତ୍ୱ ଦେଉଛି ତା ଅପେକ୍ଷା ଧର୍ମ କୁ ଅଧିକ ଉପେକ୍ଷା କରୁଛି।ଅନୀତି, ଦୂଃର୍ନୀତୀ କରି ଟଙ୍କା ରୋଜଗାର କରିବା ଏକ ଶୋଷଣ ଯୁକ୍ତ ସମାଜ ପାଇଁ ଘାତକ ଅଟେ ।ସଵୁ କ୍ଷେତ୍ରରେ ଦେଖନ୍ତୁ ଦୂଃର୍ନୀତୀ କେତେ ଗଭୀର କୁ ଯାଇ ସାରିଛି।ଅନ୍ଧାର ଯେତେ ଅଧିକ ହେଵ ଆଲୋକ ର ଆସିବା ମଧ୍ୟ ସେତିକି ପ୍ରବଳ ହେଵ ।ଅନୁଭବ ଛଡ଼ା ଇଶ୍ଵରଂକ କଥା କହିହେଵ ନାହିଁ।ସତ୍ୟ, ଶାନ୍ତି, ଦୟା, କ୍ଷମା ଓ ଭଲପାଇବା ଆଜି ମଣିଷର ଭିତରକୁ ଯାଇ ନ ପାରିବା ହିଁ ଏ ପ୍ରଳୟ। ଜୀବ ମାନଙ୍କୁ ହତ୍ୟାକରୀ ମାଂସ ଭକ୍ଷଣ କରି ଆମେ ମଣିଷ ରୁ ଅସୁର ହୋଇ ପାରିଵା ତ ଵିନାଶ ପାଇଁ ଵି ପ୍ରସ୍ତୁତ ରହିବା ଦରକାର। ମୋଟା ମୋଟି କଥା ଶାକାହାରୀ ଵିଶ୍ଵ ହିଁ ଆଗାମୀ ସମୟ ସେଇଟା ହିଁ ସତ୍ୟ ଯୁଗ।ମଣିଷର ମାନସିକତା ର ପରିଵର୍ତ୍ତନ ହିଁ ଯୁଗ ପରିଵର୍ତ୍ତନ।ଜୟ କଳ୍କୀ ଜୟ ଜଗନ୍ନାଥ।

    • @abhilasmamunparida3609
      @abhilasmamunparida3609 3 года назад +1

      @@shakaharipruthivi8696 angya bhai....Amisha khai sariraka apabitra Kari jau pasu bholi karma karuchi Manisha tara parinam pauchanti aga Madhya Paibe jau niriho jiba jaumankara kichhi Dosha biii Nahi seimankau Mari khaile....knn auu haba dharitri Mata kete auu sahiba Tara pila chhuanka kasta..........(Asuchi asuchi Kalo lahari nimishe deba aa jogata moddi)🙏🙏🙏

  • @manojrout8551
    @manojrout8551 2 года назад +8

    କଳିଯୁଗର ଏକ ମାତ୍ର ସତ୍ୟ ଗୀତା ଆଉ ଭାଗବତ

  • @MamatapatraMamatapatra-yk5zo
    @MamatapatraMamatapatra-yk5zo Год назад +3

    ହେ ପ୍ରାଭୁ ତମେହି ସାହା ଭରସା🙏🙏🙏🙏

  • @badinarasingha4597
    @badinarasingha4597 3 года назад +5

    ମାଳିକା ହିଁ ସତ୍ୟ ଜୟ ଜଗନ୍ନାଥ

  • @laxmidharhasda3753
    @laxmidharhasda3753 3 года назад +197

    ଇଂରାଜୀ ପଢୁଆ ଲୋକମାନେ ମାଳିକା ଶାସ୍ତ୍ର କୁ କଣ ବୁଝିବେ ।

    • @tk.mohapatra7231
      @tk.mohapatra7231 3 года назад +4

      right

    • @shrimadbhagavad-gitaodia6023
      @shrimadbhagavad-gitaodia6023 3 года назад +3

      ruclips.net/video/2uFGyOo92VM/видео.htmlଶ୍ରୀମଦ୍ ଭଗବ ଦ୍ ଗୀତା ଦେଖନ୍ତୁ :--- ?
      ନିଜ ଭିତରେ (Energy) 100% ବଢିଯିବ
      Guarenty - ୧୦୦% -୧୦୦% -୧୦୦%
      ruclips.net/video/z7s0VZuHRz4/видео.html

    • @rakeshkumarrath2684
      @rakeshkumarrath2684 3 года назад +3

      Right

    • @XFACTORZORO
      @XFACTORZORO 2 года назад +5

      ଭାଇ ମାଳିକା ରେ ଖାଲି ଓଡ଼ିଶା ଆଉ ଭାରତ କଥା ଲେଖା ହେଇଛି😅 ମହାବାତ୍ୟା , ଆହୁରି କେତେ କଣ
      America japan France Germany Russia ସେମାନେ ସବୁ ବୋକା ଗୁଡା । ବେକାର ଟାରେ ଗ୍ରହ ନକ୍ଷତ୍ର ଗ୍ରହନୂପୁଞ୍ଜ ରୋଗ ଆଦି ର ଗବେଷଣା କରି ଦୈନ ଦିନ ଜୀବନ କୁ ସରଳ କରି ପାରୁଛନ୍ତି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିପରୁଚନ୍ତି ।
      କିନ୍ତୁ ଆମେ ଓଡ଼ିଶା ରେ ବସି ଚାଲ ମାଳିକା ମାଳିକା ଖେଳିବା😂

    • @rajeshsahoo2954
      @rajeshsahoo2954 2 года назад +1

      Raghti

  • @amasanskruti9417
    @amasanskruti9417 2 года назад +75

    ଜୟ ଜଗନ୍ନାଥ 🙏🙏🙏 ମାଳିକା ସବୁବେଳେ ସତ୍ୟ ଥିଲା ଏବଂ ସତ୍ୟ ହୋଇ ରହିବ🙏 ମାଳିକା ବଚନ କେ କରିବ ଆନ 🙏

  • @bikashsahu2114
    @bikashsahu2114 2 года назад +17

    ଯେମିତି ଜଗନ୍ନାଥ ସତ ସେମିତି ମାଳିକା ସତ ଜୟ ଜଗନ୍ନାଥ 🙏😊

  • @labasethy7393
    @labasethy7393 9 месяцев назад +2

    ମହାପୁରୁଷ କହିଛନ୍ତି ନାହିଁ ବେଶିଦିନ ହେଲାଣି ନିକଟ ହେତୁ କରିଥାଅ ରାମ,, ଯେଉଁ ଦିନ ଏହା ପ୍ରତ୍ୟକ୍ଷେ ଫଳିବ ବୁଝିବୁ ଏହାର ମର୍ମ ଜୟ ଜଗନ୍ନାଥ 🙏🙏🙏

  • @susantanath8775
    @susantanath8775 3 года назад +30

    🚩ଏ କଣ ଡାଲି ଅଳପ ହୋଇଛି ପାଣି ପୁରେଇଦେବା ସମସ୍ତକୁ ହୋଇଯିବ, ଜଦି ଆଉ ଦରକାର ପଡିବ କଣ କରିବେ🚩 🙏🏻🙏🏻🙏🏻🙏🏻🙏🏻

  • @sonalijena371
    @sonalijena371 3 года назад +4

    ବିଶ୍ୱାସ ହେଉଚି ମୂଳ, ମୁଁ ଭଗବାନଙ୍କୁ ବିଶ୍ୱାସ କରେ, ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ନିମନ୍ତେ,,,,,,ହେ ମଣିଷ ଗଣ,,,, ଅନେକ ନାଁରେ ଜଣେହିଁ ପୂଜା ପାଉଛନ୍ତି , ସେ ହେଉଛନ୍ତି ସୃଷ୍ଟିକର୍ତା ଭଗବାନ,,, ଆମେ ସମସ୍ତେ ସମୁଦ୍ରର ହିଡ ଉପରେ ବସବାସ କରି ଅଛନ୍ତି ସିଏ ଚାହିଁଲେ ତ ଗୋଟିଏ ଲହଡିରେ ସାରା ସଂସାର ଭସେଇ ଦେବେ ,,, ଏତେ ଚିନ୍ତା କାହିଁକି, ସେହିଦିନ ଯେବେ ଆସିବ ଦୁଃଖ କାହିଁକି କରିବା ହସି ହସି ଆତ୍ମା ଆହୁତି ଦେଇଦବା ଓ ତାଙ୍କରି ପାଖରେ ଲିଂନ ହେଇଯିବା,,,, ଡରିବାର କିଛି ଆବଶ୍ୟକତା ନାହିଁ, ନିଜକୁ ସୁଦୃଢ କର , ଆମେପରା ଆମ ବାପା ମାଆଙ୍କ ପାଖରେ ଅଛନ୍ତି, ସେ ହେଉଛନ୍ତି ଲକ୍ଷ୍ମୀ ନାରାୟଣ,,,ତାଙ୍କୁ ଧ୍ୟାନ କରି ନିର୍ଭୟରେ ବାଟଚାଲ, ସମସ୍ତଙ୍କ ଚଲା ବାଟରେ ପୁଷ୍ପ ବରଷା ହବ,,,🙏🙏🙏🙏🙏

  • @climax0075
    @climax0075 3 года назад +34

    ଅବିଶୁଆସି ମାନେ ହିଁ ଭୋଗନ୍ତି,

    • @shrimadbhagavad-gitaodia6023
      @shrimadbhagavad-gitaodia6023 3 года назад

      ରୁଚୁ ନ ରୁଚୁ ଖା ଅ ପିତା - ?
      ବୁଝୁ ନ ବୁଝୁ ପଢ଼ ଗୀତା - ?👌ruclips.net/video/3-DJoWAPebAh/видео.htmlttps://ruclips.net/video/Pj1ZWJlEZogh/видео.htmlttps://ruclips.net/video/2uFGyOo92VM/видео.html

    • @XFACTORZORO
      @XFACTORZORO 2 года назад

      ତମେ ତ ବିଶ୍ବାସୀ 😂 ତମ ପରିବାର ଏବଂ ବନ୍ଧୁ ବର୍ଗ ରେ କେହି corona ପୀଡିତ ନଥିବେ । ବାତ୍ୟା ବେଳେ ତମ ଘରକୁ ଛାଡିକି ଆଉ କୋଉଠି current ନଥିବ 😂 👌 ନା କଣ କିଛି ଭୁଲ କହିଲି କି

  • @priyacharandas7352
    @priyacharandas7352 2 года назад +2

    ଜୟଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାଧା ରମଣ ଜୟଗୋପାଳ ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ମହାପ୍ରଭୁ ।
    ହରେକୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।
    ହରେ ରାମ ହରେ ରାମ ରାମ ରାମ ହରେ ହରେ ।।

  • @ramji-yn1oz
    @ramji-yn1oz 2 года назад +4

    ମାଳିକା ରଚନା ସବୁ ଠିକ୍ ଏବେ ଘଟୁଛି ଭବିଷ୍ୟତରେ ମଧ୍ୟ ଘଟିବ

  • @__chinu__d7_
    @__chinu__d7_ 9 месяцев назад +2

    ଦେବେନ୍ଦ୍ର ବାବୁ କଣ ମହା ପ୍ରଭୁଙ୍କ କଥା କହିବେ ଯିଏ ନିର୍ବିକଳ୍ପ ସମାଧି ର ମାଲିକ ତାଙ୍କୁ ଏ ଛାର ମାନବ କଣ ଜାଣିବ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଖ୍ୟା ଦେଇଛନ୍ତି ଅଚ୍ୟୁତ ଗୋଲକ ନାଥ କଳିଯୁଗେ ବିହରଞ୍ଚ ସାକ୍ଷାତ ବିଷ୍ଣ୍ ସ୍ୱରୂପ ଜୟ ଜଗନ୍ନାଥ

  • @Localall12
    @Localall12 3 года назад +11

    ସବୁ ସେଇ ମହାପ୍ରଭୁ ଙ୍କ ଇଛା ମାଳିକା ସତ୍ୟ

  • @rinkugouda4453
    @rinkugouda4453 3 года назад +20

    ମାଳିକା ସତ୍ୟ ଅଟେ

  • @debrajbehera2245
    @debrajbehera2245 2 года назад +11

    ଜୟ ଶ୍ରୀରାମ 👏

  • @swadhinsamal519
    @swadhinsamal519 Год назад +2

    ମାଳିକା ସତ ଜଗନ୍ନାଥ ବି ସତ 🙏🙏🙏🙏🙏🙏🙏

  • @harishchandramahanta1428
    @harishchandramahanta1428 3 года назад +47

    Malika 💯 correct 👍👍👍

  • @_bijay__07_32
    @_bijay__07_32 2 года назад +8

    ଶରୀର ସୁନ୍ଦର ଥାଉ କି ନ ଥାଉ କିନ୍ତୁ କହୁଥିବା ଶବ୍ଦ ଗୁଡାକ ସୁନ୍ଦର ହେବା ନିହାତି ଦରକାର କାହିଁକି ନା ଲୋକ ଚେହେରା ଭୁଲି ଯାଆନ୍ତି କିନ୍ତୁ କହିଥିବା କେଇପଦ କଥା ମନ ଭିତରେ ବସା ବାନ୍ଧି ରହିଯାଏ....
    "ଜୟ ଜଗନ୍ନାଥ"

  • @manasmohapatra2188
    @manasmohapatra2188 3 года назад +61

    ଭବିତବ୍ୟ ଯାହା ଘଟେ ବା ଘଟିବ, ସେ କାହାରି ଆୟତ ନାହିଁ ।

    • @goodluckchenal9131
      @goodluckchenal9131 2 года назад +1

      ଆପଣକଂ ଭାବନା କୁ ଖୁସି ଲାଗିଲା

  • @nitumajhi4381
    @nitumajhi4381 9 месяцев назад +1

    Malika saty ate au sabubele sata heba जय श्री कृष्ण 🙏🏻

  • @swoyamsatabdibehera2327
    @swoyamsatabdibehera2327 2 года назад +14

    ପବିତ୍ର ଆତ୍ମା ଦେବେନ୍ଦ୍ର ସୁତାର ଙ୍କର ଜନ୍ମଗତ ଦୋଷ ଅଛି,ମୋ ମତରେ।
    ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ
    🕉️🙏🌱🌹
    ଜୟ ପଞ୍ଚସଖା 🙏ଜୟ ଅଚ୍ୟୁତ ସରଣ 🙏🌱🌹

  • @srikanta671
    @srikanta671 2 года назад +5

    ସତ କଥା ଜୟ ଜଗନ୍ନାଥ 🙏🏽
    ତୁ କିଛି ଜାଣିପାରୁନି ମହାମାରୀ ହୋଇଛି

  • @tapanbarik779com4
    @tapanbarik779com4 3 года назад +2

    ଯୁଗର ପରିବର୍ତ୍ତନ ମାନେ ମାଳିକା କୁ ବୁଝାଏ ଯାହା ଘଟୁଛି ଆଉ ଯାହା ଘଟିବ ତାହା ସବୁ ମାଳିକା ରେ ଉଲ୍ଲେଖ ଅଛି ବିଶ୍ଵାସ କରିବାକୁ ବାଧ୍ୟ ଏମିତି ଏକ ସ୍ଵାଧୀନ ଭାରତରେ ମଣିଷ ଘରେ ବନ୍ଦିହେବେ କେହି ସ୍ୱପ୍ନରେ ଭାବି ନଥିଲେ କିନ୍ତୁ ବିଜ୍ଞାନ ଯୁଗରେ ମଧ୍ୟ ମାନିବାକୁ ବାଧ୍ୟ ସବୁ ସତ୍ୟାସତ୍ୟ ପ୍ରମାଣିତ ହୋଇଛି ଜୟ ଜଗନ୍ନାଥ ସ୍ଵାମୀ

  • @shyamsundarandia2374
    @shyamsundarandia2374 3 года назад +53

    ଜୟ ଜଗନ୍ନାଥ , ବନ୍ଦେ ହିନ୍ଦୁସ୍ତାନ !
    🇮🇳 🇮🇳 🇮🇳 🇮🇳 🇮🇳 🇮🇳 🇮🇳

  • @creativesipun9082
    @creativesipun9082 3 года назад +8

    ମାଳିକା ଯାହା ବି କହୁଛି ସତ ହେଉଛି

    • @ganeshsahu4917
      @ganeshsahu4917 3 года назад

      Right

    • @abhilasmamunparida3609
      @abhilasmamunparida3609 3 года назад

      Hmm Bhai jaha lekha heichi Satya heichi ,Satya hauchi auu Satya Madhya heba......Abe gadhi sandhi muhurta .......Kali ro koralo ruparu bartibar Abe thhu prabhunkara Nama dhara,,,sat gami haba.....naii ta sabu fasijiba....karana samaya nikatatara 🙏🙏🙏🙏

    • @birendramangal2567
      @birendramangal2567 3 года назад

      @@abhilasmamunparida3609 viaral odisha malika new episode"" youtube channel sahito jodontu, jay Jagannath🙏🙏🙏

  • @sudarshanbehera9654
    @sudarshanbehera9654 Год назад +2

    ମାଳିକା ବଚ୍ଚନ ସତ୍ୟ🙏🙏🙏

  • @prangyamayeesanjibani2405
    @prangyamayeesanjibani2405 2 года назад +3

    ମାଳିକା ହିଁ ସତ୍ଯ.. 🙏

  • @kaliadas6008
    @kaliadas6008 Год назад +1

    ଏଠି ବିଜ୍ଞାନ ମୋହ ସମସ୍ତଙ୍କୁ ଅନ୍ଧ କରି ଦେଇଛି.. ମାଳିକା ସତ୍ୟ.. ଅନ୍ୟଥା ହବନି.

  • @silusuman3524
    @silusuman3524 2 года назад +3

    ପର୍ବତ ଶିଖରେ ଫୁଟିବ କଇଁ
    ଅଚ୍ୟୁତ ବଚନ ଟଲିବ ନାହିଁ।🙏🧡

  • @FunBaba-ut3im
    @FunBaba-ut3im 2 года назад +2

    ମାଳିକା ହି ସତ୍ଯ, ସୂତାର ହେଉଛି ଧର୍ମଦ୍ରୋହୀ

  • @susantanath8775
    @susantanath8775 3 года назад +8

    କଳି କଣ ଅମର ବର ପାଇଛି 🙏🏻🙏🏻🙏🏻🙏🏻🙏🏻

  • @creation9687
    @creation9687 Год назад +2

    ଅଚ୍ୟୁତ ଠାର କାଳିଆ ଗାର ।ମାଳିକା ବଚନ ନ ହୋଇବ ଆନ , ଦେଖିବୁ ଦୁଇ ନୟନେ।🙏🙏🙏🙏🙏

  • @papakishernipallavi763
    @papakishernipallavi763 2 года назад +3

    ଆମେ ଆଗାମୀ ଭବିଷ୍ୟତ ଜାଣିପାରୁ କିନ୍ତୁ ସେ କଥା କୁ ଅଣ ଦେଖା କରୁ ଉଦାହରଣ ସ୍ୱରୂପ ଆମେ ଜଳ ବାୟୁ କୁ ଦୂଷିତ କରୁ ତାହାର ଆଗାମୀ କୁପ୍ରଭାବ ଆମେ କୁ ପଡିବ ବୋଲି ଆମେ ଜାଣୁ ତା ପରେ ବି ଆମେ ଜଳ ବାୟୁ ଦୂଷିତ କରୁ ଜୟ ଜଗନ୍ନାଥ 🙏

  • @prakashmajhi6688
    @prakashmajhi6688 2 года назад +5

    Malikaa is right 👌 it's true really🙏jai jagannath 🙏

  • @kaliapanda5210
    @kaliapanda5210 2 года назад +2

    ଆରେ ଅବଧ ମାନବ ଧର୍ମ ଜେତେ କମିବ ସେତେ ପାପ ବଢିବ ସେ ଅନୁସାରେ ଦଣ୍ଡବି ବଢିବ

  • @haribhatra6729
    @haribhatra6729 Год назад +3

    Jay Jagannath 🙏🙏🙏🙏🙏

  • @binodtiger5649
    @binodtiger5649 2 года назад

    ଯେତେ ବେଳେ ଅନ୍ୟାୟ ଅତ୍ୟାଚାର ଚରମ ସୀମା ରେ ପହଞ୍ଚି ଯାଏ ଭଗଵାନ ନୂଆ ଯୁଗର ଆରମ୍ଭ ନିମନ୍ତେ ସୃଷ୍ଟି ର ବିନାଶ ସ୍ଥିର କରନ୍ତି ଏହା ମୁ ନୁହଁ ମାଳିକା କହେ 🙏🏿 ଜୟ ଜଗନ୍ନାଥ 🙏🏿 ଜୟ କଳ୍କୀ ଅବତାର 🙏🏿 ମଣିମା ଦୋଷା ଦୋଷ କ୍ଷମା କର 🙏🙏🙏🙏🙏🙏🙏🙏🙏🙏🙏

  • @prasadmajhi5559
    @prasadmajhi5559 3 года назад +6

    🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ ❤️ସାବାସ୍ ଦିବା ବାବା ବଢ଼ିଆ ମଜା ମାନେ 🌹

  • @hemantabahera8047
    @hemantabahera8047 6 месяцев назад +1

    ମାଳିକା ବିଶ୍ୱାସ ଅବିଶ୍ବାସ ଅନ୍ଧବିଶ୍ୱାସ ଏ ପୋଗ୍ରମ୍ ବା ଏ କଥା ଓପରେ ଗୋଟିଏ କଥା ହେଲା ବିଶ୍ୱାସେ ମିଳଇ ହରି ଅବିଶ୍ବାସେ ନରକେ ପଡଇ ତେଣୁ ବିଶ୍ୱାସ କଲେ ତରିବ ଅବିଶ୍ବାସ କଲେ ମରିବ,,,,,🙏🌹🙏🌹🙏🌹🙏

  • @udayasanta9460
    @udayasanta9460 3 года назад +18

    ମାଳିକା ସତ୍ୟ କିନ୍ଦୁ ମାଳିକା ପ୍ରଚାର କରୁତିବା ଲୋକ ଠିକ ନାହିଁ

  • @arya9617
    @arya9617 3 года назад +3

    ମାଳିକା ସତ

  • @Eito_duniya
    @Eito_duniya 2 года назад +1

    ସୁନ୍ଦର ଉପସ୍ଥାପନା କଲେ ଭାଇ।🙏

  • @rameshlenka9762
    @rameshlenka9762 3 года назад +6

    ଜୟ ଜଗନ୍ନାଥ 🙏🙏 ଜୟ ପଞ୍ଚସଖା 🙏🙏🙏🙏

  • @ranjanmajhi7890
    @ranjanmajhi7890 3 года назад +17

    ମାଳିକା ବଚନ ଅଖିଓ ଆଖିଓରୋରେ ସତ ଯାହା ଲେଖିଛନ୍ତି ସେଥିରେ ଗୋଟି ଗୋଟି ଘଟୁଛି 🙏 ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @reddynarayan9890
    @reddynarayan9890 2 года назад +1

    He Prabhu Jagannath tume sahabharasa 🙏🙏🙏👏👏👏👃👃👃

  • @chintamanimoharana2678
    @chintamanimoharana2678 3 года назад +8

    😁 ସେ ଯୁଗ ରେ ହେଉଥିଲା ସେଇ ଯୁଗ ସାଇଲା, ଏବେ ହେଉଛି ଏବି ସରିବ ନିଶ୍ଚିତ, ଅପେକ୍ଷା କରନ୍ତୁ ଆଊ 5 ବରଷ

  • @sidharthadas124
    @sidharthadas124 Год назад +1

    ମାଳିକାରେ ଲେଖା ହୋଇଥିଲା ଯେ, ନାରୀ ଯେବେ ପୁରୁଷ ଠାରୁ ଆଠ ଗୁଣେ କାମକରିବେ, ଉଗ୍ର ରୂପ, ଶକ୍ତିଶାଳି ଆଉ ବଳୁଆ ହେବେ, ତେବେ କଳିଯୁଗ ଖୁବଶୀଘ୍ର ଶେଷ ହେବା କୁ ପାଖେଇ ଆସିବ, ସେହିଦିନ ଘୋର୍ କଳିଯୁଗ ହିଁ ହେବ। ବର୍ତ୍ତମାନ ସମୟରେ ଝିଅମାନେ ପୁରୁଷ ଭଳିଆ ହୋଇଥିବାରୁ ତେଣୁ ଯୁଗ ବହୁତ ଖରାପ ହୋଇଯାଉଛି, ସେଥିପାଇଁ ବର୍ତ୍ତମାନ ସମୟ ହେଉଛି ପୁରା ଘୋର୍ କଳିଯୁଗ।
    ଉଦାହରଣ:-
    ଯଦି ଝିଅମାନେ କାର୍ ଚଳାଇ ପାରିବେ, ଯଦି ଝିଅମାନେ ବାଇକ୍ ଚଳାଇ ପାରିବେ, ଯଦି ଝିଅମାନେ ବିମାନ ଉଡ଼ାଇ ପାରିବେ, ଯଦି ଝିଅମାନେ ପୋଲିସ୍ ଏବଂ ସୈନିକ ହୋଇପାରିବେ, ଯଦି ଝିଅମାନେ ଯୁଦ୍ଧ କରିପାରିବେ, ଯଦି ଝିଅମାନେ ଗ୍ୟାଙ୍ଗଷ୍ଟର ଏବଂ ଡନ୍ ହୋଇପାରିବେ, ଯଦି ଝିଅମାନେ ବଡି ବିଲଡର୍ ହୋଇପାରିବେ, ଯଦି ଝିଅମାନେ ଭାରୀ ଓଜନ ଜିନିଷ ଉଠାଇ ପାରିବେ, ଯଦି ଝିଅମାନେ ପୁରୁଷଙ୍କ ସହିତ ସମାନ ହୋଇପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି କାମ କରିପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି ଶକ୍ତିଶାଳୀ ଓ ବଳୁଆ ହୋଇପାରବେ, ଯଦି ଝିଅମାନେ ପୁରୁଷଙ୍କ ପରି ସବୁକିଛି କରିପାରିବେ, ତେଣୁ ଯୁଗ ବହୁତ ବେଶୀ ଆଧିକ ଖରାପ ହେବ ଏବଂ ଏହି ସବୁ କାରଣରୁ ଆମ ପୁଅମାନଙ୍କୁ ବହୁତ ପ୍ରଭାବ ପକାଇବ| ଏହି ପ୍ରଭାବ ପକେଇବା କାରଣରୁ ପୁଅମାନଙ୍କର ପୁରୁଷ ହେବାର କିଛି ମୁଳ୍ୟ ରହୁନାହିଁ ଆଉ ପୁଅମାନେ କାପୁରୁଷ, ଦୁର୍ବଳ ହୋଇଯାଉଛନ୍ତି। ଆଉ ଝିଅମାନେ ମର୍ଦ ହୋଇ ବହୁତ ଫାଇଦା ଉଠାଉଛନ୍ତି।
    ଏହି ଝିଅମାନେ ଘୋର୍ ଅଧର୍ମ କରୁଛନ୍ତି | କିନ୍ତୁ ଏହି ଝିଅମାନଙ୍କୁ ବିନାଶ ହେବ|

  • @chittaranjanbhoi6347
    @chittaranjanbhoi6347 3 года назад +9

    ଏବେ ଆମଙ୍କୁ ସତ ଚରିତ୍ର ରୂପୀ କର୍ମ କରିବା ଦରକାର।।

  • @prathabinadini9860
    @prathabinadini9860 2 года назад

    Malika.... Katha... 2021Ru...Gote Gote... Ghatilani🙏🙏🙏Jay... Jagannath...

  • @debiprasadpanda3007
    @debiprasadpanda3007 3 года назад +6

    ମାଳିକା କଥା ସବୁ ସତ ହଉଛି

  • @ramakantatripathy827
    @ramakantatripathy827 2 года назад +2

    ଜଗନ୍ନାଥ ସବୁଜାଣୁଛତି ସବୁଭଲ ହବ🙏🙏🙏🙏

  • @dileswarbehera1078
    @dileswarbehera1078 3 года назад +13

    Malika ra katha 100% correct but taku bujhiba pai sehibhali jane gyani hele bujhaipariba au abiswas karuthiba mlechha bidharmi bigyan biswasi mane akale binash hebe.

  • @Gopabandhu91
    @Gopabandhu91 3 года назад +8

    ଜୟ ଜଗନ୍ନାଥ

  • @hardiknayak2262
    @hardiknayak2262 Месяц назад

    Malika.correct.jay.shree.jagannath.mahaparbhu.koti.koti.parnam

  • @pintudehury8964
    @pintudehury8964 2 года назад +3

    Malika sata katha
    Jay jagannath Swami🙏🙏🙏🙏

  • @nrusinghabarik6173
    @nrusinghabarik6173 2 года назад +1

    Malika is truth.

  • @harishchandramahanta1428
    @harishchandramahanta1428 3 года назад +10

    Jay Achutya 🙏🙏🙏🙏🙏

  • @bidyadharsahoo3238
    @bidyadharsahoo3238 Год назад

    Right Jay achutya Nanda jay panchasakha ❤❤❤

  • @paramnarayandash7414
    @paramnarayandash7414 3 года назад +5

    ମାଳିକା ନାମରେ କିଛି ଲୋକ ବେପାର କରୁଛନ୍ତି

  • @abhinaik3830
    @abhinaik3830 2 года назад +1

    Jay jagnnath

  • @bijaybehera9970
    @bijaybehera9970 3 года назад +12

    ମାଳିକା କଥା ସତ ହେଉଛି ସବୁ

  • @lokanatharts9063
    @lokanatharts9063 Год назад +1

    ଯଦି ମାଳିକା ରେ ଲେଖା ହୋଇଛି ତାହା ହେଲେ ସମସ୍ତେ ମରିଯିବେ ନା କ'ଣ ଯେ ଯଦି ବି କେହି ଜଣେ ଦୁଇ ଜଣ ବଞ୍ଚନ୍ତି ସେମାନେ ମଧ୍ୟ ଡର ଭୟ ରେ ଭୋକରେ ମରିଯ ନା ଧନ୍ୟ ପ୍ରଭୁ ଜଗନ୍ନାଥ ତୁମ ର ନିଳା ଧନ୍ୟ

  • @muralibehera3409
    @muralibehera3409 3 года назад +5

    ଜୟ ଜଗନ୍ନାଥ 🙏🙏🙏🙏🙏🥺🥺🥺🥺🥺🥺🥺🥺🥺

  • @jashobantadas6999
    @jashobantadas6999 Год назад

    Malika Katha Satya.Jay Jagannatha Swami.

  • @snehalatasahu5163
    @snehalatasahu5163 3 года назад +34

    ସବୁ ଗୋଟି ଗୋଟି ହୋଇ ଘଟୁଛି ଓ ଘଟିବ 🙏

  • @pratapbhai8603
    @pratapbhai8603 2 года назад

    🌹ଜୟ ଜଗନ୍ନାଥ 🌹 ଜୟ ପାଞ୍ଚସଖ 🌹

  • @himansuhimansu151
    @himansuhimansu151 3 года назад +11

    ମାଳିକା କଥା ଜୁଗେ ଜୁଗେ ସତ୍ୟ

  • @nirmalyabiswal9510
    @nirmalyabiswal9510 2 года назад

    Satya satya nirata satya.....jai jagannath

  • @trinathjena9309
    @trinathjena9309 3 года назад +2

    ମହାପୁରୁଷ କହିନାହାନ୍ତି ତାଙ୍କ ବହି ପଢନ୍ତୁ। ସବୁଠାରୁ ବଡ଼କଥା ତାଙ୍କ ଲେଖାକୁ ଭୁଲ ଆଖ୍ୟା କରାଯାଉଛି। ମାଳିକାର ଠାର ଗାର ବୁଝିବା ବହୁତ କଷ୍ଟ। ଲୋକମାନଙ୍କୁ ସଚେତନ କରିବା ପାଇଁ ମାଳିକା ଲେଖାଯାଇଅଛି। ମହାପୁରୁଷ ମାନଙ୍କୁ ଅସମ୍ମାନ କରାଯାଉଛି। ବର୍ତମାନ ଜଳବାୟୁରେ ପରିବର୍ତ୍ତନ ଦେଖାଗଲାଣି । ଲୋକମାନଙ୍କୁ ସଚେତନ କରାଇବା କଣ ଆମର‌ କର୍ତ୍ୟବ ନୁହେଁ। ମାଳିକା ପାଇଁ ଆମେ ଗର୍ବ କରିବା ଉଚିତ।

  • @musicvlogswithjmguddu2946
    @musicvlogswithjmguddu2946 3 года назад +6

    Jay Jagannath Jay Pancha Sakha🙏🙏🙏

  • @AnandaNag-n7m
    @AnandaNag-n7m 8 месяцев назад +1

    Jaya🙏

  • @spcreation5820
    @spcreation5820 3 года назад +23

    ମାଳିକା ସତ୍ୟ

  • @jagannathabadatya6513
    @jagannathabadatya6513 2 года назад

    ,🙏ଜୟ ଜଗନ୍ନାଥ🙏ଦେବେନ୍ଦ୍ର ସାର ଯାହା କହିଲେ ଆଗରୁ ଏମିତି ସବୁ ଘଟୁଥିଲା କିନ୍ତୁ ଏମିତି ବାରମ୍ବାର ବାର ବର୍ଷା ବାତ୍ୟା ବିଲରେ ଧାନ ନ ହେବା ଏସବୁ କାହିଁକି ହୋଉଚି କହିପାରିବେକି ଦେବେନ୍ଦ୍ର ସାର ବାବା ଦିବାକର ଦାସ ଯାହା କହୁଛନ୍ତି ତାହା ସତ୍ୟ ହିଁ କହୁଛନ୍ତି ବିଶ୍ୱାସ କରନ୍ତୁ ମାଳିକା କଥାକୁ ବିଶ୍ୱାସ କରନ୍ତୁ ଶ୍ରୀ ଶ୍ରୀ ହରି ଜପନ୍ତୁ 🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ranjitpradhan708
    @ranjitpradhan708 3 года назад +15

    ଧର୍ମରହେବଜୟ ପାପରହେବ କ୍ଷୟ ସମୟ ଆସିଲେ ସବୁ ଜଣାପଡିବ ଯୁକ୍ତିତର୍କ କରିକିଛି ଲାଭନାହି

    • @ସଚେତନନାଗରିକ
      @ସଚେତନନାଗରିକ 3 года назад

      ବଗଲା ଜମି ଦୁର୍ନୀତି ରେ ଜଡ଼ିତ ଥିବା ଧଳା ହସ୍ତୀ ମାନଙ୍କର ମୋଟପଣ କେବେ କମିବ ?

    • @ganeshsahu4917
      @ganeshsahu4917 3 года назад

      Right

  • @jaysrirambulurakhal
    @jaysrirambulurakhal 2 года назад

    Jay sri ram ଜୟ ଶ୍ରୀ ରାମ ଜୟ 🙏💞💐🌹🌹🌷🌷🥀🥀🌺🚩

  • @bijanmishra5021
    @bijanmishra5021 3 года назад +6

    ସେତେବେଳେ ଅଳ୍ପ ହଉ ଥିଲା,ଏବେ ଅଧିକ ହଉ ଛି।