କଳିଯୁଗରେ ହେବ କି ଇଶ୍ୱରଙ୍କ ଅବତାର ? NandighoshaTV

Поделиться
HTML-код
  • Опубликовано: 1 янв 2025
  • #NandighoshaTV #Odisha #KaliYuga
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    RUclips: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    DishTV Channel No: 1367
    Airtel Digital TV Channel No: 611
    TATASky Channel No: 1779
    hathw@y Channel No: 731
    Ortel Channel No: 707
    Videocon d2h Channel No: 840
    SITI Channel No: 17 & 458
    GTPL Channel No: 719
    SUN Direct Channel No: 667
    Asianet Channel No: 219

Комментарии • 548

  • @maheshkumarmahali
    @maheshkumarmahali 3 года назад +60

    କାଉ କୁ ବେଲ ର ସ୍ୱାଦ ପଚାରିବା ଯାହା,
    ପଢା ଜ୍ଞାନୀ ଙ୍କୁ କଳି ଅବତାର ଙ୍କ କଥା ପଚାରିବା ବି ସେଇଆ ।

  • @abhimeher4569
    @abhimeher4569 2 года назад +4

    ସର୍ବ ପ୍ରଥମେ ଆପଣ ମାନକୁ ଅନୁରୋଧ ଯେ ଭଗବାନ୍ ନିନ୍ଦା କରୁଥିବା ଲୋକ ମାନଙ୍କୁ ଏଠାକୁ ଡାକନ୍ତୁ ନାହିଁ କାରଣ ଯିଏ ଭଗବାନ୍ ନିନ୍ଦା କରିପରେ ଯିଏ ଭଗବତ ନିନ୍ଦା କରିପାରେ ତାଙ୍କ ସହିତ ଆଲୋଚନା କରି କିଛି ବି ଲାଭ ନାହଁ

  • @nareshsethy4696
    @nareshsethy4696 3 года назад +8

    100% ହବ ହିଁ ହବ ଜୟ। ପ୍ରଭୁ କଲିକି ରାମ

  • @pradeep7554
    @pradeep7554 11 месяцев назад +1

    ପାଗଳ କଣ ନ କୁହେ ଚଗଲ କଣ ନ ଖାଏ
    ଯେ ଭଗ ବାନଙ୍କୁ ମାନେନି ତାଙ୍କୁ ମଣିଷ ଭାବେ ଗଣନା କରିବା ଜଗତେ କେବଳ ଜନେ ହସିବେ ପାଗଳ

  • @RamakantDas-w4q
    @RamakantDas-w4q 10 месяцев назад +1

    ❤😂😂🎉😢😮 very sweet

  • @debarshimohanta3868
    @debarshimohanta3868 3 года назад +16

    ବିନା କଳ୍ପନା ରେ କିଛି ବି କରାଯାଇ ପାରେ ନାହିଁ। ମୂର୍ଖ ମାନେ ହିଁ ବିଭିନ୍ନ ଯୁକ୍ତି କରନ୍ତି। ଯିଏ ଜ୍ଞାନୀ ସିଏ ନିଜ ଅନୁଭବ କୁ ବିଶ୍ଵାସ କରନ୍ତି । ଅନୁଭବ ର କଥା ଏହି, ଶ୍ରଦ୍ଧା ବିଶ୍ୱାସ ଥିଲେ ପାଇ। ଯେ ପର୍ଯ୍ୟନ୍ତ ମୁଁ କିଏ? ଯିଏ ଜାଣିନାହାନ୍ତି ସେ କଣ ଆଲୋଚନା କରିବେ।

  • @babub4u323
    @babub4u323 3 года назад +16

    ବୋହୁତ ସୁନ୍ଦର ଉପସ୍ଥାପନା 👌
    ଅତି ସୁନ୍ଦର କାର୍ଯ୍ୟକ୍ରମ 👌
    ହସ ର କଥା ଯେ ଯେଉଁ ବିଜ୍ଞାନ ଭିତ୍ତିକ ହେତୁ ବାଦି ଈଶ୍ୱରଙ୍କୁ ଅବିଶ୍ବାସ କରୁଛନ୍ତି ସେହି ବିଜ୍ଞାନର ମୂଳ ତତ୍ତ୍ଵ କର୍ତ୍ତା ଅବଦୁଲ କଲାମ ତାହା ସ୍ବୀକାର କରି ଯାଇଛନ୍ତି , ଏହି ହେତୁ ବାଦି ଜଣକ ଅବଦୁଲ କଲାମ ଙ୍କ ଠାରୁ ବିଜ୍ଞାନ ଭିତ୍ତିକ ଜ୍ଞାନରେ ଉଚ୍ଚରେ ନୁହେଁ ,
    କଳ୍କୀ ଆସି ଫେରି ସାରିଛନ୍ତି ଯାହାକୁ ସାରା ବିଶ୍ଵ ଖୋଜି ଖୋଜି ନୟାନ୍ତ ହେବ କିନ୍ତୁ ପରେ କିଛି ହିଁ ବିକଳ୍ପ ନଥିବ 😵

    • @Daibishakti
      @Daibishakti 3 года назад +1

      ସଠିକ କହିଛନ୍ତି । ମୁଁ ମଧ୍ଯ ଜଣେ ବିଜ୍ଞାନ( Msc) ଛାତ୍ର କିନ୍ତୁ ବିଜ୍ଞାନ ର କୌଣସି ଅଧ୍ଯାୟ ରେ ଈଶ୍ବର ବିରୋଧୀ କଥା ନାହିଁ । ଏହି କାକଜ୍ଞାନୀ ହେତୁବାଦୀ ମାନେ ନିଜର ଭିତ୍ତିହୀନ ଯୁକ୍ତିତର୍କ ମାଧ୍ୟମ ରେ ବିଜ୍ଞାନ ଏବଂ ଭଗବାନ ଉଭୟଙ୍କୁ ଅପମାନ କରୁଛନ୍ତି ।

    • @binodbhukta1125
      @binodbhukta1125 3 года назад

      Correct

    • @madhurisahoo8282
      @madhurisahoo8282 Год назад

      Ei vali topic upare discussion hele hin
      Ei jugara Asura mana nku ame jani pariba
      Jemiti ki hetubadi
      Prakruta katha hela hetubada ra meaning hin emana nku jana nhi

  • @bapunilenka6791
    @bapunilenka6791 3 года назад +6

    ଭଗବାନ୍ ନିଶ୍ଚିତ ସତ୍ୟ

  • @trueindianankit5773
    @trueindianankit5773 3 года назад +6

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ। 🙏🏾🙏🏾🙏🏾। କଳ୍କୀ ଆସିଲେ ସମସ୍ତେ ଜାଣିବେ । ଗାଲୁ ଲୋକମାନେ ମଧ୍ୟ ଜାଣିବେ।

  • @Aaron.muzikall78
    @Aaron.muzikall78 10 месяцев назад +1

    Birendra kishari tripathi is right ❤❤

  • @Umadbehera
    @Umadbehera 3 года назад +3

    💯%....kalki avatar
    Jay jagannath swami 🙏

  • @basantanaik9158
    @basantanaik9158 2 года назад +4

    ଜୟ ଜଗନ୍ନାଥ 🙏🙏🙏

  • @pritichhandagiri5961
    @pritichhandagiri5961 3 года назад +7

    ଭଗବାନଙ୍କୁ ଆଜି ପର୍ଯ୍ୟନ୍ତ କେହି ଦେଖିନାହାନ୍ତି ସିଏ ହେଉଛନ୍ତି ଓଁ କାର ଏଈ ଓଁ ରୁ ସବୁ ଆରମ୍ଭ,

  • @nirmalyabiswal9510
    @nirmalyabiswal9510 2 года назад +1

    Bhautu Jaldi....Namo Kalki🙏🙏🙏

  • @susantasenapatisen4524
    @susantasenapatisen4524 3 года назад +5

    ଆମ ପ୍ରଭୁ ଜଗନ୍ନାଥ ଯୁଗେଯୁଗେ ଅଛନ୍ତି ରହିଥିବେ

    • @user-un7mz5tq7q
      @user-un7mz5tq7q 3 года назад

      ବେଳେ ଲିମ୍ବଗଛ କଟା ହଉଚି ମୃତି ତିଆରି

  • @itiranjansahoo4074
    @itiranjansahoo4074 3 года назад +7

    ତମରି ମାନଙ୍କ ପାଇଁ ଆଜି ସମାଜ ନଷ୍ଟ ଭ୍ରଷ୍ଟ ହେଇଗଲାଣି

  • @biswabhusanrath2814
    @biswabhusanrath2814 Год назад

    ଧନ୍ୟବାଦ ଅବିନାଶ ବାବୁ ।
    ଜୟ ଜଗନ୍ନାଥ । 🙏🙏🙏🙏

  • @pratimaparida4510
    @pratimaparida4510 Год назад

    Jay Jagannath, Jay shree, Kali,🚩🚩🚩🚩🚩🚩🙏🙏🙏🙏

  • @abhayvidya
    @abhayvidya 3 года назад +4

    ୟମ୍ ରାଜ୍ କି ଜୟ ହୋ।ଧନ୍ୟବାଦ ମନୋଜ ବାବୁ। କଳିଯୁଗ ଶେଷ ହେଉଛି,ସତ୍ୟ ଯୁଗର ଆରମ୍ଭ ହୋଇସାରିଛି,ଆମେ ଏହାର ପ୍ରମାଣ ଦେଇ ସାରିଛୁ।

  • @kuchindatv
    @kuchindatv 3 года назад +7

    ସତ୍ୟୈ ଶ୍ରୀ ହରି ନାମେବ ‌
    ତ୍ରେତୟାଂ ରଘୁ ନନ୍ଦନଂ ।‌।
    ଦ୍ବାପରେ ଶ୍ରୀ କୃଷ୍ଣ ଶ୍ଚୈବ।
    କଳୈ‌। କ୍ଷ୍ୟାତସ୍ତୁ କେଶବ।।

    • @Sipun-panda1998
      @Sipun-panda1998 3 года назад

      ଜୟ କେଶବ ଚନ୍ଦ୍ର କି ଜୟ

    • @krushansamal8127
      @krushansamal8127 2 года назад +1

      ଗୁରୁସ୍ଵାମି,,🙏🙏👣👍

    • @satyajitswain7029
      @satyajitswain7029 Год назад

      କଉ ପୁରାଣରେ ଅଛି

  • @satishkumarpradhan8849
    @satishkumarpradhan8849 2 года назад

    Jai shree ram 🙏🙏🙏🌺🌺🌺

  • @amiyamishra7841
    @amiyamishra7841 2 года назад +1

    Har Har Mahadev 🙏🙏🙏🙏

  • @kalpanapadhi7154
    @kalpanapadhi7154 2 года назад +1

    ଓ ଭାଇ ଭଗବାନ ଙ୍କ ଅବତାର କୈାଣସି ଆଲୋଚନା ବିଷୟବସ୍ତୁ ନୁହେଁ ଯେ ତମେ ମାନେ ଆଲୋଚନା କରିବ ଭଗବାନ ପରମ ପିତା ସେ କେତେବେଳେ ବି ଅବତାର ନେଇ ପାରନ୍ତି ତେଣୁ ତମେ କି ବାଳ ମାନବ କି ଭଗବାନ ଙ୍କ ବିଷୟରେ ଆଲୋଚନା କରିବ ଭଗବାନ ପରମ ବ୍ରହ୍ମ ପରଂବ୍ରହ୍ମରୂପୀ ମହାକାଳ ପରମପିତା 🙏🏻 ସେ ନିଶ୍ଚିତ ଭାବରେ ଅବତାର ନେବେ

  • @sambalpuristatusvideo318
    @sambalpuristatusvideo318 2 года назад

    jay kalaki abatar o iswar abatar a kalijuga ra bisayare abinash sir nku bahut danybad apananku🪔🙏🌞🪐💐🌹🌷💐🦋🦚🌏🦄🐴🌍🐒🪐🌞🙏🪔

  • @santunext5514
    @santunext5514 3 года назад +34

    ଯଦି ବିଜ୍ଞାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ର ରହସ୍ୟ କୁ ଭେଦ କରି ପାରିବେ ତାହାଲେ ଆମେ ବିଜ୍ଞାନ କୁ ଇଶ୍ଵର ଙ୍କ ଠୁ ଶ୍ରେଷ୍ଠ ହିଁ ମାନିବୁ

    • @gautamswain5107
      @gautamswain5107 3 года назад +2

      Right 👍👍👍🙏

    • @p.m.lloveryt1959
      @p.m.lloveryt1959 3 года назад

      Murkha lo ka gada besaram gada mari gale
      Bhala hu o nta

    • @jitendrasahoo9779
      @jitendrasahoo9779 2 года назад

      Right 👍👍👍

    • @madhusmitasahoo4465
      @madhusmitasahoo4465 2 года назад +1

      କିଛି ରହସ୍ୟ ନାହିଁ ସେ ରହସ୍ୟ କୁ ପ୍ରମାଣ କରିବାକୁ
      କେହିବି ସ୍ୱୀକୃତି ବା ଅନୁମତି ଦେବେନାହିଁ

    • @guddas8658
      @guddas8658 2 года назад

      Right

  • @adarshajeevan1315
    @adarshajeevan1315 3 года назад +30

    ଏପରି ଅଧ୍ୟାତ୍ମମିକ ବିଷୟ ବସ୍ତୁ ଉପରେ ଆଧାରିତ ପ୍ରୋଗ୍ରାମ ପ୍ରତି ଚ୍ୟାନେଲରେ ହେବା ଏକାନ୍ତ ଆବଶ୍ୟକ
    ଧର୍ମ ପ୍ରତି ସମ୍ମାନ ଏବଂ ଭୟ ରହିବା ଏକାନ୍ତ ବିଧେୟ🙏

    • @nexttv6469
      @nexttv6469 3 года назад +1

      Alekha mahima,kaligugara bhagabana brudhaswam. Kalibhangi satay thapana heba,alekha Baba mananku pacharantu satay bani paebe🙏🔥🙏alekha mahima

    • @simanchaladas
      @simanchaladas Год назад +1

      😊😊

  • @musicvlogswithjmguddu2946
    @musicvlogswithjmguddu2946 3 года назад +4

    Prathame avtar nele Hetubadi mananku badha karibe Hari Bol 🙏🙏🙏🙏❤️

    • @Rockmadhu11
      @Rockmadhu11 3 года назад +1

      ବିଲକୁଲ right

  • @subaldas3254
    @subaldas3254 3 года назад +2

    ବିଶେଷ ଭାବରେ ଜ୍ଞାନ ହିଁ ବିଜ୍ଞାନ।
    ଜଡ଼ ବିଜ୍ଞାନ କିନ୍ତୁ ଆଉ ଗୋଟାଏ ପାରମାର୍ଥୀକ ବିଜ୍ଞାନ।
    ଜୀବନ ଚୀରନ୍ତନ ନୁହଁ। ଯାହା ଚୀରନ୍ତନ ତାହା ବ୍ରହ୍ମ, ପରମାତ୍ମା ବା ଭଗବାନ। ଶାସ୍ତ୍ରଜ୍ଞାନ ହିଁ ପ୍ରକୃଷ୍ଟ ବିଜ୍ଞାନ।

  • @Rajesh_Kumar629
    @Rajesh_Kumar629 Год назад

    ମଣିଷ ଭଗବାନ ଓ ଧର୍ମ ବନେଉଛି। ଆଉ ଏକଥାକୁ ପ୍ରମାଣ କରିବା ପାଇଁ ମିଛ କାଳ୍ପନିକ କାହାଣୀ ବାଣେଇଛି।

  • @AnandaNag-n7m
    @AnandaNag-n7m 11 месяцев назад +1

    Welcome 🙏 sir 🌹 like 💘 jaya 🙏malika

  • @jitendrasahoo9779
    @jitendrasahoo9779 2 года назад +3

    ଖୁବ୍ ଶୀଘ୍ର କଳ୍କୀ ଅବତାର 🙏🚩

  • @hareramharekrishnavisualed4465
    @hareramharekrishnavisualed4465 2 года назад

    Jay Sita Ram

  • @SashankaSekharPatel00
    @SashankaSekharPatel00 3 года назад +15

    ମାଳିକାରେ ଲେଖାଅଛି.. ପ୍ରଭୁ କଳକୀ ଜନ୍ମ ନେବେ.. ହେଲେ ମାଳିକା ସମୟ ନିର୍ଘଣ୍ଟ,କଳିଯୁଗ ଅନ୍ତ ଲକ୍ଷଣ ଆଦିକୁ ଦେଖିଲେ କଳକୀ ଜନ୍ମ ନେଇ ସାରିଲେଣି।। ଜୟ ଅଚ୍ୟୁତ।। ଜୟ ଜଗନ୍ନାଥ 🙏🙏

    • @abhilasmamunparida3609
      @abhilasmamunparida3609 3 года назад +1

      Sathhik kahile bhaii

    • @smutiranjanpattnaik285
      @smutiranjanpattnaik285 3 года назад

      🤣r🤣🤣🤣🤣i😂ଓଁ ଜାଗନାଥ

    • @SashankaSekharPatel00
      @SashankaSekharPatel00 3 года назад +2

      @@smutiranjanpattnaik285 କଣ ଜଗନ୍ନାଥଙ୍କ ନାଁ ଶୁଣି ଏତେ ହସ ମାଡୁଛି।। ରାକ୍ଷସ ନା କଣ #SmutiranjanPattanaik

    • @binodbhukta1125
      @binodbhukta1125 3 года назад +1

      Right

  • @debasiskhatua6074
    @debasiskhatua6074 3 года назад +2

    Jaya jagannatha swami nayana patha gami 🙏🙏🙏🌹

  • @labakusahoo3586
    @labakusahoo3586 3 года назад

    🙏 Jai Shree Ram 🙏🚩
    🙏 Jai Bajaranga Bali 🙏🚩

  • @binapanipanda1454
    @binapanipanda1454 2 года назад

    Birendra sar krupa sar👍🙏🙏🙏

  • @barajabandhusahoo8401
    @barajabandhusahoo8401 3 года назад +5

    🙏JAY SHREE JAGNNATH SWAMI 🙏

  • @jambaswerchhualsingh9470
    @jambaswerchhualsingh9470 5 месяцев назад

    ଭଗବାନ ଆସୁଛନ୍ତି
    ଆମ ଓଡ଼ିଆ ଭାରି ବଢିଆ

  • @ujagarnaik2005
    @ujagarnaik2005 3 года назад +13

    ଆପଣଙ୍କ ର ବିଜ୍ଞାନ ମଣିଷର ମରଣ କୁ କାହିଁକି ରୋକିପରୁ ନାହିଁ

    • @nareshsethy4696
      @nareshsethy4696 3 года назад

      Write

    • @bikashkumarrout2404
      @bikashkumarrout2404 3 года назад

      Tahele bhagban manisa ra marana ku roki paranti kichi example debe ki... Beda purana society re rahiba darkar becuz ei guda amaku bhala manisa re parinata kare...juga pare juga gba kebe b bhagagan achhi boli pramana dei paribe nahi... Amaku history ru kichi sikhibar achhi, aji ra time re jadi science na thanta, then aji b jhada phunka re loko bhala heijaithante..

    • @sandeeprout3324
      @sandeeprout3324 2 года назад

      @@bikashkumarrout2404 jhada phunka Katha alag kintu bhagwan nahanti boli kahila kia ramayan Mahabharata Ra kete pramana au darkar ?

    • @subodhabarik9182
      @subodhabarik9182 2 года назад

      Right asking u.in this earth, Lord shiv is god of earth.. Lord shiv blessings heartly all.

  • @susantasenapatisen4524
    @susantasenapatisen4524 3 года назад +2

    ବିଜ୍ଞାନର ବାପା ଆମ ଜଗନ୍ନାଥ ସ୍ବାମୀ

  • @ArjunArjun-rl1uh
    @ArjunArjun-rl1uh 3 года назад +6

    Jay mahadev🙏❤

  • @pravakarparamanik3800
    @pravakarparamanik3800 2 года назад

    Sri Jagannath mahan

  • @abhayvidya
    @abhayvidya 3 года назад +1

    ୟମ୍ ରାଜ୍ କି ଜୟ ହୋ। ଏଥର ପ୍ରସ୍ତୁତ ହେଇକି ଅଛୁଁ।

  • @ashokdora4140
    @ashokdora4140 3 года назад +1

    Mo bhogoban mo petore janmo nebe mo probhu jay Sita Ram...

  • @mallickkanhu4762
    @mallickkanhu4762 3 года назад +2

    Jay Gajanath Swami 🙏🙏🙏🙏🙏🙏

  • @kanhupanda6920
    @kanhupanda6920 Год назад +1

    कर भला तो हो भला। भारत माता की जय 🇮🇳🙏। जय श्री राम 🙏🙏🙏

  • @kamalasahu6948
    @kamalasahu6948 2 года назад

    Kichhi Dina apekhya karantu tume mane Jo bignyana bignyana houna Sei bignyana ra ba akhyara nathiba...🙏🙏🙏🥰

  • @shrinibassutar7763
    @shrinibassutar7763 Год назад +1

    କିଛି ଅବତାର ନାହିଁ ନିପଟ କାଳ୍ପନିକ କାହାଣୀ ।

  • @itiranjansahoo4074
    @itiranjansahoo4074 3 года назад +8

    ଚେଇଁ ସୋଇଥିବ ଯିଏ ତାକୁ ଉଠେଇବ କିଏ

  • @Rockmadhu11
    @Rockmadhu11 3 года назад +2

    ଏତେ କଥା discuss ହେଉଛି, ହେଲେ " ଅବତାର" ଶବ୍ଦ ର defination କାହିଁକି କରୁ ନାହାନ୍ତି, ମୂଳ କୁ ଛାଡ଼ି ଅଗ କୁ ଗଲେ ଲୋକେ କଣ ବୁଝିବେ, ??
    ମଣିଷ ରୂପ ରେ ଜନ୍ମ କୁ ଅବତାର (ଶ୍ରୀ ରାମ, ଶ୍ରୀ କୃଷ, ବୁଦ୍ଧଦେଵ, ଯୀଶୁଖ୍ରୀଷ୍ଟ,ମହମ୍ମଦ ରସୁଲ, ଶ୍ରୀ ଚୈତନ୍ୟ,ଶ୍ରୀ ରାମକୃଷ୍ଣ ପରମହଂସ ଦେଵ, )
    ନା ସୂକ୍ଷ୍ମ ରୂପକୁ ଅବତାର ( ମୀନ,କଛପ,ବରାହ ,ନରସିଂହ,ବାମନ "
    ଏ ବିଷୟରେ ରେ ଆଲୋଚନା କରନ୍ତୁ,

    • @brajadyotisahu4985
      @brajadyotisahu4985 3 года назад

      ହିଁ ଭାଇ ତମେ ଠିକ୍ କଥା କହିଛ । ରାମଙ୍କ ଠୁ ଆରମ୍ଭ କରି ରାମକୃଷ୍ଣ ଠାକୁରଙ୍କ ପଯ୍ୟନ୍ତ ସମସ୍ତେ ଅବତାର ।କିନ୍ତୁ ଜାଣିଛ ରାମକୃଷ୍ଣ ପରମହଂସ ଙ୍କ ପରେ କିଏ ଅବତାର ଗ୍ରହଣ କରିଛନ୍ତି ।
      ଉତ୍ତର ଜାଣିଥିଲେ ନିଶ୍ଚୟ ଦେବା

  • @souravjena8977
    @souravjena8977 3 года назад +4

    JAY SHREE JAGANNATH ❤🙏❤😭❤🙏❤

  • @biswajitdas5902
    @biswajitdas5902 3 года назад +1

    Jay Jagannath ebe achhanti agaru thile agaku mndhya kalki abatar nebe

  • @trinathbaguli1533
    @trinathbaguli1533 Год назад

    Jai Jagannath

  • @SNT912BM
    @SNT912BM Год назад

    Om🙏🙏🙏🙏

  • @crazyraj6986
    @crazyraj6986 Год назад

    ଭଗବାନ ଜନ୍ମ ନେବେ ଯୁଗେ ଯୁଗେ

  • @kalpanapadhi7154
    @kalpanapadhi7154 2 года назад +1

    ବିଜ୍ଞାନ ତଥା ଅନନ୍ତ ବିଜ୍ଞାନ ଆସିଲେ ବି କିଛି ବି କରିପାରିବ ନାହିଁ କାରଣ ସମସ୍ତଙ୍କ ଜନ୍ମଦାତା ହେଉଛନ୍ତି ପରମ ପିତା ପରମାତ୍ମା ପରମବ୍ରହ୍ମ ବିଜ୍ଞାନ ତଥା ଅନନ୍ତ ବିଜ୍ଞାନ କୁ ବି ଭଗବାନ ହିଁ ଜନ୍ମ ଦେଇଛନ୍ତି

  • @princesukanta2052
    @princesukanta2052 3 года назад +2

    Yada yada hi dharmasya
    Glanir bhabati bharat
    Abhyutanam Adhramsya
    Tadatamanam srujamyaham
    Paritranaya sadhunam
    Binasaya chaduskrit
    Dhram sanstapana thayam
    Sambhabami yuge yuge
    Jay sri Krishna 🙏🏻🙏🏻🙏🏻
    Jay sriram 🙏🏻🙏🏻🙏🏻🙏🏻
    Jay jagannath 🙏🏻🙏🏻🙏🏻
    He prabhu🙏🏻🙏🏻🙏🏻 adhramra binas kari satya dhram ra stapana karantu🙏🏻🙏🏻🙏🏻🙏🏻🙏🏻.

  • @ramprasadtpporamprasadtopp7556
    @ramprasadtpporamprasadtopp7556 2 года назад

    ଭଗବାନ ଶିବ ଆସିଵ

  • @sidharthadas124
    @sidharthadas124 Год назад +1

    ମାଳିକାରେ ଲେଖା ହୋଇଥିଲା ଯେ, ନାରୀ ଯେବେ ପୁରୁଷ ଠାରୁ ଆଠ ଗୁଣେ କାମକରିବେ, ଉଗ୍ର ରୂପ, ଶକ୍ତିଶାଳି ଆଉ ବଳୁଆ ହେବେ, ତେବେ କଳିଯୁଗ ଖୁବଶୀଘ୍ର ଶେଷ ହେବା କୁ ପାଖେଇ ଆସିବ, ସେହିଦିନ ଘୋର୍ କଳିଯୁଗ ହିଁ ହେବ। ବର୍ତ୍ତମାନ ସମୟରେ ଝିଅମାନେ ପୁରୁଷ ଭଳିଆ ହୋଇଥିବାରୁ ତେଣୁ ଯୁଗ ବହୁତ ଖରାପ ହୋଇଯାଉଛି, ସେଥିପାଇଁ ବର୍ତ୍ତମାନ ସମୟ ହେଉଛି ପୁରା ଘୋର୍ କଳିଯୁଗ।
    ଉଦାହରଣ:-
    ଯଦି ଝିଅମାନେ କାର୍ ଚଳାଇ ପାରିବେ, ଯଦି ଝିଅମାନେ ବାଇକ୍ ଚଳାଇ ପାରିବେ, ଯଦି ଝିଅମାନେ ବିମାନ ଉଡ଼ାଇ ପାରିବେ, ଯଦି ଝିଅମାନେ ପୋଲିସ୍ ଏବଂ ସୈନିକ ହୋଇପାରିବେ, ଯଦି ଝିଅମାନେ ଯୁଦ୍ଧ କରିପାରିବେ, ଯଦି ଝିଅମାନେ ଗ୍ୟାଙ୍ଗଷ୍ଟର ଏବଂ ଡନ୍ ହୋଇପାରିବେ, ଯଦି ଝିଅମାନେ ବଡି ବିଲଡର୍ ହୋଇପାରିବେ, ଯଦି ଝିଅମାନେ ଭାରୀ ଓଜନ ଜିନିଷ ଉଠାଇ ପାରିବେ, ଯଦି ଝିଅମାନେ ପୁରୁଷଙ୍କ ସହିତ ସମାନ ହୋଇପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି କାମ କରିପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି ଶକ୍ତିଶାଳୀ ଓ ବଳୁଆ ହୋଇପାରବେ, ଯଦି ଝିଅମାନେ ପୁରୁଷଙ୍କ ପରି ସବୁକିଛି କରିପାରିବେ, ତେଣୁ ଯୁଗ ବହୁତ ବେଶୀ ଆଧିକ ଖରାପ ହେବ ଏବଂ ଏହି ସବୁ କାରଣରୁ ଆମ ପୁଅମାନଙ୍କୁ ବହୁତ ପ୍ରଭାବ ପକାଇବ| ଏହି ପ୍ରଭାବ ପକେଇବା କାରଣରୁ ପୁଅମାନଙ୍କର ପୁରୁଷ ହେବାର କିଛି ମୁଳ୍ୟ ରହୁନାହିଁ ଆଉ ପୁଅମାନେ କାପୁରୁଷ, ଦୁର୍ବଳ ହୋଇଯାଉଛନ୍ତି। ଆଉ ଝିଅମାନେ ମର୍ଦ ହୋଇ ବହୁତ ଫାଇଦା ଉଠାଉଛନ୍ତି।
    ଏହି ଝିଅମାନେ ଘୋର୍ ଅଧର୍ମ କରୁଛନ୍ତି | କିନ୍ତୁ ଏହି ଝିଅମାନଙ୍କୁ ବିନାଶ ହେବ|

  • @rajudora7831
    @rajudora7831 3 года назад +1

    Jai.jagannatha

  • @saratasamalsamal8073
    @saratasamalsamal8073 2 года назад

    Ja sriram🙏

  • @abhayvidya
    @abhayvidya 3 года назад +1

    ୟମ୍ ରାଜ୍ କି ଜୟ ହୋ।ୟାର ମାନେ ଦେବେନ୍ଦ୍ର ସୂତାର ଗୋଟିଏ ଗଧ ମାନେ ପଶୁ

  • @nayakdibya103
    @nayakdibya103 3 года назад +3

    ସୂତାର ବାବୁ ଙ୍କୁ କୁହନ୍ତୁ ସେ ତାଙ୍କ ବାପାଙ୍କୁ ଜାଣିନାହାନ୍ତି ବାପାଙ୍କୁ ଜାଣିବାକୁ ହେଲେ ତାଙ୍କ ମା କହିଲିଦେଲେ ପରେ ଜାଣିଲେ

  • @bijayakumarluha3638
    @bijayakumarluha3638 8 месяцев назад

    Guruswamicharamanath ki jay

  • @nimainswain1673
    @nimainswain1673 3 года назад +1

    ଆତ୍ମା ପରତ୍ମା ଆତ୍ମା ର ମିଳନ ହେବ 🕉️🕉️🕉️🙏🙏🙏🙏ଓ଼ମଂ ଶାନ୍ତି ସତ୍ୟ ର ଯୁଗେ ଯୁଗେଜୁଗେ ଜୟ 🙏🙏🙏👣👣👣👣👣👣👣👣👣

  • @mithuntarai9706
    @mithuntarai9706 3 года назад +1

    Har har har mahadev 🙏🙏🙏

  • @saritamishra292
    @saritamishra292 2 года назад

    Jai jagannath swami jai pancha sakha 🌹🙏🏽🌹

  • @ganeshmeher4015
    @ganeshmeher4015 3 года назад

    🙏❤️🙏 jagannath swami nayana patha gami bhaba tume 🪔🪔🪔

  • @Hindustani629
    @Hindustani629 3 года назад +5

    କିଛି ଅବତାର ନାହିଁ ଏ କଳିଯୁଗ ଏମିତି ଥିରେ ଥିରେ
    ବଦଳି ଯିବ ଆଉ ସତ୍ୟ ଯୁଗରେ ପରିଣତ ହେବ
    ଜୀବନର real story କେହି ଜାଣି ନାହାଁନ୍ତି
    ପ୍ରାଣି ଆଉ ପ୍ରକୃତି ସହ Connection କୁ କେହି ଜାଣି ନାହାଁନ୍ତି

  • @babitanayak7748
    @babitanayak7748 Год назад

    ଜୟ ମା ଜଗତ ଜନନୀ

  • @Bandeutkaljanani
    @Bandeutkaljanani 2 года назад +5

    ଜୟ ଜଗନ୍ନାଥ 🙏🙏🙏
    ବହୁତ୍ ବଢିଆ debate
    Everybody should watch this !
    Mix of science and devotional theory.

  • @ayushmangoud
    @ayushmangoud 3 года назад +1

    Jai jagannath.🙏

  • @barshaart2553
    @barshaart2553 3 года назад

    Jay jagannath jay sri radhe radhe 🙏🙏

  • @jagadishgouda3003
    @jagadishgouda3003 3 года назад +3

    Jay jaganatha

  • @rameshchandramajhi8219
    @rameshchandramajhi8219 3 года назад +8

    ହେ ବିଜ୍ଞନୀ ସାର, ସ୍ତୁଲ ଜ୍ଞାନ ଓ ସୁକ୍ଷ୍ମ ଜ୍ଞାନ ମଧ୍ୟ୍ୟରେ ପାର୍ଥକ୍ୟ ଅଛି, ଯଦି ଭଗବାନ ଦେଖିଛନ୍ତି କି ବୋଲି ପ୍ରଶ୍ନ କରନ୍ତି, ତେବେ ମୁଁ ଅପଣଂକୁ ପ୍ରଶ୍ନ କରୁଛ, ଆପଣ ଜ୍ଞାନ ଓ ବୁଦ୍ଧିକୁ ଦେଖିଛନ୍ତି କି?? ମାଡାମ ର କଥା କୁ ଦର୍ଶନ ଓ ଗବେଷଣା ଆକାରରେ ନେଇ ତର୍ଜମା କରନ୍ତୁ ଆପଣ ଜାଣିପାରିବେ. ଆପଣ ଜଣେ ବିଜ୍ଞାନୀ ହୋଇ ପାରନ୍ତି କିନ୍ତୁ ଦାର୍ଶନିକ ହୋଇପାରିବେ ନାହିଁ. ତେଣୁ ଯିଏ ଯେଉଁ ପାଠ ପଢ଼ିଛି ସିଏ ସେହି ପାଠ ଜାଣିଛି

  • @BIBHUJYOTIDAS-qf1tt
    @BIBHUJYOTIDAS-qf1tt Год назад

    ବିଜ୍ଞାନ ଖାଲି ଗୋଟେ କଥା କହୁ ଜୀବ ଦେହରେ ଜୀବନ କୋଉଠି ଅଛି,,,,

  • @tribalvillageinkandhamal4986
    @tribalvillageinkandhamal4986 3 года назад +1

    ବିଜ୍ଞାନ ଯେତେ ଚେଷ୍ଟା କଲେ ସୁଦ୍ଧା ଭଗବାନଙ୍କ ଅବତାର କୁ ଜାଣି ପାରିବ ନାହିଁ ।

  • @bhubaneshbehera8391
    @bhubaneshbehera8391 Год назад

    ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @narayanmohanty791
    @narayanmohanty791 Год назад

    No..1..No

  • @suryasadhika4157
    @suryasadhika4157 2 года назад

    ଭଗବାନଙ୍କର ଜନ୍ମ ମନୁଷ୍ୟ ଜନ୍ମ ପରି ନୁହେଁ । ଭଗବାନଙ୍କର ମା ନିଜ ଶରୀରକୁ ଅଯୋନି ସମ୍ଭୁତ ତପସ୍ୟା ବଳରେ କରନ୍ତି ତେବେ ଭଗବାନ୍ ସେ ନାରୀଗର୍ଭରେ ଅଯୋନି ସମ୍ଭୁତ ଦେହ ଧାରଣ କରନ୍ତି ।

  • @jitendrapangi1451
    @jitendrapangi1451 3 года назад

    Jai shree krishna

  • @rabindarkunarsur9180
    @rabindarkunarsur9180 3 года назад +1

    Jay Jagannath ... Hundred percent... Good is God and of well.. but not good is science but not 1% kind of well only one person....

  • @rabindranathbehera5370
    @rabindranathbehera5370 3 года назад +1

    ଅଦୃଶ୍ୟ ତନ୍ତ୍ର ଶକ୍ତି କାମ କରେ ପ୍ରମାଣ ଅଛି। ଯଦିଓ ଅଦୃଶ୍ୟ ଇଶ୍ଵର ଶକ୍ତି ନାହିଁ ତାହେଲେ ତନ୍ତ୍ର ଶକ୍ତି କିପରି କାମ କରୃଛି,?

  • @comewesing390
    @comewesing390 Год назад

    God is father of science and science is son of God. Science born from God

  • @abhayadas1629
    @abhayadas1629 2 года назад

    Jay jagannath 🙏🙏🙏🙏

  • @ashoknanda1170
    @ashoknanda1170 2 года назад

    Jai Kalaku🚩🚩🚩🚩🚩🚩🙏

  • @navakishor9039
    @navakishor9039 3 года назад

    Jai sri Krishna

  • @srimantapatra6869
    @srimantapatra6869 3 года назад +1

    Jay Jagannath 🙏

  • @rajusethi1563
    @rajusethi1563 3 года назад

    eswara jorur achhanti.

  • @sabyasachi9482
    @sabyasachi9482 3 года назад

    👍👍👍👍nice topic

  • @meghanandasahoo8344
    @meghanandasahoo8344 3 года назад +2

    ବିଜ୍ଞାନ ଜଳ ବାୟୁ ଅଗ୍ନି ମାଟି ,ଆକାଶକୁ ତ୍ୟାଗ କରି କଣ ସୃଷ୍ଟି କରିପାରିଛିକି?ପଂଚତତ୍ତ୍ୱ କାହାର ସୃଷିଟିରେ ପଣ୍ଡିତ ଗଣ।।

  • @arkshitanaik7237
    @arkshitanaik7237 3 года назад +1

    Keshav gurudeva Prabhu Narayan

  • @bihancreation2951
    @bihancreation2951 2 года назад

    Pratap Sir right 👍👍

  • @danamajhi2400
    @danamajhi2400 3 года назад

    Jay jagannath

  • @abhayadas1629
    @abhayadas1629 2 года назад

    🙏🙏🙏🙏 Jay jagannath 🙏🙏🙏🙏🙏

  • @UKLP2000
    @UKLP2000 3 года назад +17

    Yes right💕 Bivekwan human is God🙏, in this generation.....ex-dr, APJ Abdul kalam sir, Swami vivekanand ,,etc..... etc

  • @pramodkumarpradhan360
    @pramodkumarpradhan360 3 года назад +2

    Jagannath him satya

  • @satyapriyadalai3987
    @satyapriyadalai3987 3 года назад

    जय जगन्ननथ स्वामी नयनपथगामी नयनपथगामी भवतु में

  • @Brainiac-q9f
    @Brainiac-q9f 3 года назад +1

    Yes 100%

  • @AlineOp
    @AlineOp Год назад

    ସେ କାହିଁକି ଅବତାର ନେବେ।ଯେନଥାତି ସେଆସତି।ଇଶୋରତ ସବୁସ୍ଥାନରେ ଅଛନ୍ତି