ମୁଁ ବି କଲେଜ ବେଳେ କମେଣ୍ଟ ଖାଇଛି | lLIFE 360 WITH manoranjanmishra | |pravatiparida | PODCAST |

Поделиться
HTML-код
  • Опубликовано: 24 ноя 2024

Комментарии • 181

  • @dhaneswardas548
    @dhaneswardas548 2 месяца назад +10

    ବହୁତ ସୁନ୍ଦର ଉପସ୍ଥାପନା ।ଅସୀମ ଧୈର୍ଯ୍ୟ, ସାହସ ଓ ଆତ୍ମ ବିଶ୍ୱାସ ସହିତ ମହତ୍ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କଲେ ସଫଳତା ମିଳିବ ଏଥିରେ ସନ୍ଦେହ ନାହିଁ। ଆଶା କରୁଛି ନାରୀ ସମାଜ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରନ୍ତୁ।

  • @RashmiTutorialR
    @RashmiTutorialR 2 месяца назад +3

    ଅତ୍ୟନ୍ତ ଭଦ୍ର ମହିଳା Madam ପ୍ରଭାତୀ ପରିଡା ତାଙ୍କ interview ଦେଖିକି ବହୁତ କିଛି ଶିଖିବାକୁ ମିଳିଲା, ଏମିତି podcast ଖୋଜୁଥିଲି madam ଙ୍କର ତାଙ୍କର lifestyle ବିଷୟରେ ଆହୁରି କିଛି ପଚାରିଥିଲେ ଭଲ ହେଇଥାନ୍ତା ତଥାପି ବହୁତ ବଢିଆ podcast ଥିଲା Thank You Manoranjan Sir🙏

  • @bibhuprasaddash2933
    @bibhuprasaddash2933 2 месяца назад +3

    ସୁନ୍ଦର ଉପସ୍ଥାପନା
    Madam ଙ୍କ ଉତ୍ତର ଦେବାର ଶୈଳୀ ବି ଅତି ସୁନ୍ଦର ହୋଇଛି।🙏

  • @rajeshkumarpanda7057
    @rajeshkumarpanda7057 17 дней назад +1

    43:19 ma'am 5000 independent karideba?? Yearly 10k kn independent karideba?? Na se sabu district re gote msme baseile semane independent Hebe every month salary asiba. Kan ae guarantee debe ki se 5000 heiki Khali patha padeibe..ae gote freebie revdi bantuchanti plzz aku band karantu ma'am.. ae sabu ru bas election jita jaye desha uparku jayeni ma'am plzz ae a bjp voter plzz request karuchi..
    Odisha re job nahi youth berozgar. Women independent karantu

  • @GolakBihariSahoo-o9f
    @GolakBihariSahoo-o9f 2 месяца назад +30

    👍, ଧନ୍ୟବାଦ ଭଦ୍ର ମହିଳା ମାନ୍ୟବର ଉପ -ମୁଖ୍ୟମନ୍ତ୍ରୀ ଓଡ଼ିଆଙ୍କର ଗର୍ବ ନୁହନ୍ତି କି?

    • @SasmitaSwain-eh7xb
      @SasmitaSwain-eh7xb 2 месяца назад +3

      Haan garbi...au paisa khiaaa stree loka

    • @SasmitaSwain-eh7xb
      @SasmitaSwain-eh7xb 2 месяца назад +1

      Ama ghara pakha ra ye ladies

    • @manojmallick9333
      @manojmallick9333 2 месяца назад +1

      Kan Pain😮

    • @SethyBabuthepower
      @SethyBabuthepower Месяц назад

      ହଁ କିଏ ମନାକଲା ହେଲେ କିନ୍ତୁ ମୋ ମତ ରେ ଆଉ 10 ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଦରକାର

  • @bijaypanda1843
    @bijaypanda1843 2 месяца назад +13

    ମାଡାମ ଆପଣ ଙ୍କ ସ୍ୱାମୀ ଭି ବହୁତ ଜଷ୍ଟ କାରିଛନ୍ତି ❤️

  • @sarojdas8539
    @sarojdas8539 2 месяца назад +8

    I salute her for her patience in remaining in the BJP despite her losing 3 assembly elections,her commitment to BJP,her cool temperament etc.BJP has rightly assigned her the very important position of Dy CM's post in Odisha Govt.👏👏👏

  • @rajeshkumarpanda7057
    @rajeshkumarpanda7057 17 дней назад +1

    1:04:09 pua Mane rahijibe jhia paleiba but se pua 30yrs pare b mla huye au gote jhia thare mla heiki b DCM heijiba.. female ku sabu bele favour mile semane tanka sex gender pai hi benefits niyanti

  • @tsodia8275
    @tsodia8275 2 месяца назад +15

    ବହୁତ୍ ସୁନ୍ଦର ଉପପ୍ଥାପନା

  • @TruptiBehera-wx6px
    @TruptiBehera-wx6px 2 месяца назад +8

    ପ୍ରଭାତି ପରିଡା ମହୋଦୟା ଜିଲ୍ଲା ପରିଷଦରେ ବି ହାରିଛନ୍ତି

  • @bharatapradhan6742
    @bharatapradhan6742 2 месяца назад +12

    Mind blowing interview... Next CM OF ODISHA..

  • @TripatiPanda-l6u
    @TripatiPanda-l6u 2 месяца назад +3

    Prabhati didi one of powerfull lady ,,,

  • @rajeshkumarpanda7057
    @rajeshkumarpanda7057 17 дней назад +1

    Ame bjp ku dharmendra pradhan aparajita sadangi baijayanta panda ka face dekhi deithilu but ladoo au Jane khaile jiye kichi karibi nathile.. caste politics at its peak.

  • @ganeswarbehera2247
    @ganeswarbehera2247 2 месяца назад +6

    ଏ ମହିଳା ଜଣଙ୍କ ପ୍ରକୁତରେ ବହୁତ୍ ଅହଙ୍କାରୀ ଆମ ନିର୍ବାଚନ ମଣ୍ଡଳୀ ର mla

  • @amulyakumarsahoo3896
    @amulyakumarsahoo3896 2 месяца назад +56

    ଯଦି ୨୦୨୪ ରେ ସମୀର ଦାସ ଙ୍କୁ BJD ଟିକେଟ ମିଳିଥାନ୍ତା, ତାହାହେଲେ Madam ଜିତିଥାନ୍ତେ କି ?

    • @SaileshDehuri
      @SaileshDehuri 2 месяца назад +17

      Jauthi Nabin babu Bhali Neta Hari Gale Sethi Samir Das Kau Bala ku Je😂😂😂😂😂😂

    • @SasmitaSwain-eh7xb
      @SasmitaSwain-eh7xb 2 месяца назад +1

      Naa kebe bi jiti nathante

    • @simanchaldora1699
      @simanchaldora1699 2 месяца назад +12

      ତମ ପ୍ରଶ୍ନର ଉତ୍ତର ମୋ ପାଖରେ ଅଛି, ନବୀନ ପଟ୍ଟନାୟକ ଜାଣିଥିଲେ ସମୀର ଦାଶ ହାରିବ ବୋଲି, ସେଥିପାଇଁ ଟିକେଟ ଦେଲେନି, ଯଦି ସମୀର ଦାଶର ଏତେ ପାୱାର ଥିଲା, ସ୍ୱାଧୀନ ଦଳରେ ଏକା ଲଢ଼ିବାର ଥିଲା..

    • @prasantaparida7250
      @prasantaparida7250 2 месяца назад

      Beautiful sexy BJP

    • @rakeshakumar351
      @rakeshakumar351 2 месяца назад +1

      Right ​@@SaileshDehuri

  • @jashobantapradhan7888
    @jashobantapradhan7888 2 месяца назад +2

    ୨୦୦୯ପରେ ବିଜେପି ମହିଳା ମୋର୍ଚା ବହୁ କଷ୍ଟ କରି ପାର୍ଟି କୁ ଆଗକୁ ଆଣିଛନ୍ତି

  • @PramodKumarPatanayak
    @PramodKumarPatanayak 2 месяца назад +13

    ଏମାନେ କଣ ପ୍ରକୃତରେ ଠିକ ଭୋଟ ପାଇ ଜିତିଛନ୍ତି ନା ଜାଲି କରି ଜିତିଛନ୍ତି

  • @badalcreation204
    @badalcreation204 2 месяца назад +2

    Bahut sundar advices in odisha pablic janata

  • @pramod2928
    @pramod2928 2 месяца назад +1

    Madam ଆପଣ ଜଣେ ଭଦ୍ର ମହିଳା ,ମୁଂଜଣେ ଓଡିଆ ହିସାବରେ ଆପଣଂକ ବିଚାର ଶୁଣି ମୁଂ ଗୌରବାନ୍ବିତ🙏🏼

  • @sunitasahoo1884
    @sunitasahoo1884 2 месяца назад

    Really, you are very gentle and open hearted, madam.

  • @bhanudash7542
    @bhanudash7542 2 месяца назад +3

    ତମାମ କଥା ଶୁଣିଲି ଆପଣହିଁ ଧର୍ଯ୍ୟଶିଲା ଅପରାଜିତା 🎉

  • @akshayakumardhupal3615
    @akshayakumardhupal3615 2 месяца назад +6

    Beautiful podcast.

  • @ratikantnayak3032
    @ratikantnayak3032 2 месяца назад +4

    Bjp ଯେଉଁ ପ୍ରତିଶୃତି ଦେଉଥିଲା ଠିକ୍ ସେ ପାଳନ କରନ୍ତୁ

  • @BibhutiPanda-pw9nr
    @BibhutiPanda-pw9nr 2 месяца назад

    Wonderful presentation.... Blessed to have her. Never expected this type of mindset from a politician especially for women👌.... Waiting ahead for a brighter Odisha 👍

  • @Bajrangi-bhijan
    @Bajrangi-bhijan Месяц назад +1

    AMA APA PRABHATI APA❤

  • @HadibandhuParida-s3m
    @HadibandhuParida-s3m Месяц назад

    ଜୟ ମା ମଂଗଳା, ମଂତ୍ରୀ ମହୋଦୟା ଙ୍କୁ ପ୍ରଣାମ knw

  • @sanjuktasingh7298
    @sanjuktasingh7298 2 месяца назад +3

    ମାଡାମ ମହିଳ ଓ ଶିଶୁ ବିକାଶ ବିଭାଗ ଟିକୁ ଟିକେ
    ଭିତରକୁ ପସି ଦେଖି ଲେ ଭଲ ଭାବେର ଜାଣି ପାରିବେ ଆଉ କମୀॆଂକ ଦୁଖ ବୁଝି ପାରିବେ
    👋🙏🌷🙏👋🙏🌷👋🙏🌷👋🙏🌷

  • @geetanjaliacharya6079
    @geetanjaliacharya6079 2 месяца назад +2

    God bless you to your family mam 🙏

  • @sabitarani6363
    @sabitarani6363 2 месяца назад

    ଧନ୍ୟବାଦ ପ୍ରଭାତୀ ମାଡମ,ଆଗକୁ ଯେଉଁ ପଦକ୍ଷେପ ଗ୍ରହଣ କରିବେ ସେଥିରେ କେବଳଝିଅ ମାନଙ୍କ ଚିନ୍ତା ନକରି ଛୋଟ ଦିନ ରୁ ପୁଅଟିକୁ ଚରିତ୍ର ଗଢ଼ିବାକୁ ସଚେତନତା ସୃଷ୍ଟି କରିବା। ଏତଦ୍ ବ୍ୟତୀତ ସାଧାରଣ ନାରୀ ଯିଏ କେବଳ ରୋଜଗାର କ୍ଷମ କିପରି କରି ପାବ,ସେସମୟରେ ନିଜ ଶିଶୁକୁ ସୁରକ୍ଷା ନିମନ୍ତେ କ୍ରେଚ ଖୋଲିବାକୁ ଅନୁରୋଧ ରଖୁଛି। ଧନ୍ୟବାଦ ଆପଣଙ୍କୁ

  • @GourangRout-fk7xv
    @GourangRout-fk7xv 2 месяца назад +2

    Manoranjan Babu ,pl bring the notice of CM, Odisha, Urban Minister, Odisha, BMC/BDA/ Smart City 1 Comissioner for construction of Drains/Swerage at Hanshapal -Balianta Nadibandha road and it's colonies for dewatering from these area as residents are suffering a lot.

  • @itzz_moonzx
    @itzz_moonzx 2 месяца назад +2

    Wow, Mind blowing.😊

  • @BijoyKumarDas-rc1ss
    @BijoyKumarDas-rc1ss 2 месяца назад +2

    Thanks Manoranjan Bhaina

  • @gallery98644D
    @gallery98644D 2 месяца назад

    Madam.very.talented

  • @pratyushbhanja540
    @pratyushbhanja540 2 месяца назад +4

    ଶୁଭେଚ୍ଛା 💐💐

  • @LuckyDebajaniswain
    @LuckyDebajaniswain Месяц назад

    ପ୍ରଭାତି ମାମ 🙏🙏🙏🙏

  • @pritampolei7087
    @pritampolei7087 2 месяца назад +2

    Madichala 🎉

  • @bibekanandasahoo5413
    @bibekanandasahoo5413 2 месяца назад

    Prediction says Madam Pravati would be CM of Odisha. We r proud of her.

  • @bijayakumarbehera4613
    @bijayakumarbehera4613 2 месяца назад +2

    Interview ta bahut bhala lagila

  • @barunpradhan4084
    @barunpradhan4084 2 месяца назад

    Madam odisha ra deputy cm,tanku odisha ra development bisayare pachara jau,paribairika personal questions pachariba darkara nahi.she is not individual,she is representing all odisha

  • @rajakishoremundi8616
    @rajakishoremundi8616 2 месяца назад

    ସୁନ୍ଦର ବାର୍ତ୍ତାଳାପ

  • @subhalaxmibehera8199
    @subhalaxmibehera8199 2 месяца назад

    Bahut vala lagila madam nka way of presentation ,u r a inspiration . Hope ki apan odisa ra rural area pai vala kama karibe pratiti Naree ra hrudayare stanapaibe .👍

  • @tapan_das91
    @tapan_das91 2 месяца назад +2

    Good and best podcast

  • @mastermaneesee2581
    @mastermaneesee2581 2 месяца назад +1

    Thanks bhai for your right inform.

  • @AJAYAKUMARBEHERA-h9k
    @AJAYAKUMARBEHERA-h9k 2 месяца назад

    Everything is unique in the NEWS ROOM.

  • @upendrakumarmallick2086
    @upendrakumarmallick2086 2 месяца назад +2

    Au jiti paribani 29 pare

  • @abhilipsapradhan3408
    @abhilipsapradhan3408 2 месяца назад

    Madam sahàra tanka kebe miliba Amit saha nku pacharantu ame byasta hei pa

  • @debabratapradhan7246
    @debabratapradhan7246 2 месяца назад

    Nice thought madam

  • @AJAYAKUMARBEHERA-h9k
    @AJAYAKUMARBEHERA-h9k 2 месяца назад

    You are Unique person manaranjan babu 💐💐💐

  • @AJAYAKUMARBEHERA-h9k
    @AJAYAKUMARBEHERA-h9k 2 месяца назад +2

    So beautiful 🎉🎉🎉

  • @ratikantnayak3032
    @ratikantnayak3032 2 месяца назад +2

    ମିଛୁଆ ରାଧୁଆ ଗପ କୁହା ସରକାର
    ମିଛ ଗପ କହୁ କହୁ ସରିଯିବ ୫ ବରଷ
    ମିଶ୍ର ବାବୁ ଓଡ଼ିଶା ପାଇଁ କଣ କରୁଛନ୍ତି ସେ ବିଷୟରେ ପ୍ରଶ୍ନ କରନ୍ତୁ ମୋର ଅନୁରୋଧ??? ଓଡ଼ିଶା ରେ ସଚେତନ ଗଣମାଧ୍ୟମ ହିସାବରେ

    • @balaramdas9302
      @balaramdas9302 2 месяца назад

      ତମେ ପାଣ୍ଡୁର ପାଦ ଚଟା କଥା କୁହନି 24 ବର୍ଷ ରେ ଓଡିଶା ଭବିଷ୍ୟତ ପାଇଁ କଣ କରିଛନ୍ତି ଆଗେ କୁହ ତା ପରେ 3 ମାସ ର ସରକାର କୁ ପଚାରୁଚ

    • @swarupjena1387
      @swarupjena1387 2 месяца назад

      ଭାଇ ପୂର୍ବ ସରକାର 24 ବର୍ଷ ରେ କଣ କରିଛି. 24ମାସ ପୁରୁ ଆଗ

    • @diptimayeebehera4826
      @diptimayeebehera4826 2 месяца назад

      Tu nije michhua re , sethipain sata tote michha dekhajauchi

  • @ratikantnayak3032
    @ratikantnayak3032 2 месяца назад +1

    ବହୁମୂଲ୍ୟ ସମୟ ନଷ୍ଟ କରୁଛନ୍ତି ଏ Bjp ସରକାର ଜନସାଧାରଣଙ୍କର
    କେବଳ ନିଜର ଗପ କୁହା ବନ୍ଦ କରନ୍ତୁ
    ଲୋକଙ୍କ କାମ କରନ୍ତୁ

  • @CreationOdia1234
    @CreationOdia1234 2 месяца назад +8

    ଧନ୍ୟବାଦ୍ କିନ୍ତୁ ତୁମେ ଯାହା କହିଥିଲ କରିପାରିଲନି

    • @bibhutimuduli2318
      @bibhutimuduli2318 2 месяца назад

      ଧୀର ପାଣି ପଥର କାଟେ ଅପେକ୍ଷା ର ଫଳ ମିଠା ଧଯ୍ୟ ଧର

  • @rajeshkumarpanda7057
    @rajeshkumarpanda7057 17 дней назад +1

    Kintu mana ki na mana bjd ra bagi neta Samir Das ra support na thile puni harithnte.. ae thara jiye khatila au bjp ku anila odisha re se bhakua heiki basichi ( dharmendra pradhan,aparajita sadangi ,main baijayanta panda, pratap sadangi)

  • @IndiraPatra-bh3to
    @IndiraPatra-bh3to 2 месяца назад

    ବଣ ମାଳି ବଣରେ ଫୁଟି ମରୁଛି କିନ୍ତୁ ଯାହାର ଅଛି ବା ତେଲିଆ ମୁଣ୍ଡରେ ତେଲ ଆପଣ ଥରେ ମାନ୍ୟ ବର ମାଡ଼ମର କୁ ପଚାରନ୍ତୁ ତ ଆମ କଥା ଦୁଃଖ ତି କେବେ ବୁଝିବେ 😭🙏

  • @sarojkumarmallick4688
    @sarojkumarmallick4688 2 месяца назад +1

    ବାର୍ତ୍ତାଳାପ ଖୁବ ଉଚ୍ଚକୋଟୀର

  • @bibhuprasadjena2346
    @bibhuprasadjena2346 2 месяца назад

    ସମିର ଦାସ ଦୟାରୁ ଆଜି ଜିତିଛି ପ୍ରଭାତି ପରିଡ଼ା ନଚେତ୍ ସରପଞ୍ଚ ଜିତିବା ବି କଷ୍ଟ ପ୍ରଭାତୀ ପରିଡ଼ା ପାଇଁ 😂😂😂😂 ପୁରା ନିମାପଡ଼ା ବାସୀ ଜାଣିଛନ୍ତି

  • @kaninikarout4176
    @kaninikarout4176 2 месяца назад +3

    Mam please period leave ku announce karantu

  • @chitrarekha5206
    @chitrarekha5206 2 месяца назад +1

    Mam 👍👍🙏🙏

  • @MeriJungOneManArmy1
    @MeriJungOneManArmy1 2 месяца назад

    ୟାର ଯେତେ ଭାଉ.. ଇନ୍ଦିରା ଗାନ୍ଧି pm ହେଇକି ସେତିକି ଖାଇ ନଥିବେ...
    ବୋପାଲୋ ଇଏ ତ ଏକା ମନ୍ତ୍ରୀ ହେଇଛି ଜୀବନ ସାରା ରହିବ ଯେମିତି
    ସମୀର ଦାଶ ଦୟାରୁ ଜିତିଛି

  • @barunpradhan4084
    @barunpradhan4084 2 месяца назад +1

    Manoj babu apana gote senior journalist,emiti faltu prashna pachari chanti

  • @manojkumarpattanaik3153
    @manojkumarpattanaik3153 2 месяца назад

    Manoranjan babu v.k pandian b.j.d re thibaru b.j.p jitila. Samir dash ticket paithile prativa madam harithante sure.

  • @bijaypanda1843
    @bijaypanda1843 2 месяца назад

    ପ୍ରଭାତୀ ପରିଡା ଭୁଲ କଲେ ନିର୍ଭୟ କୁ ଯାଇଥାନ୍ତେ

  • @rangaballavrout8226
    @rangaballavrout8226 2 месяца назад +1

    God.blese.you

  • @barunpradhan4084
    @barunpradhan4084 2 месяца назад

    Ask her future developments planing of odisha

  • @SHORTSBREAKAi91
    @SHORTSBREAKAi91 2 месяца назад +4

    Wait 2029 ......😂😂😂

  • @sanjitpanda2477
    @sanjitpanda2477 Месяц назад

    Alu chaso bhi jb pattnayak samaya re e bhalo kranti ani thila. J b pattnaya Congress ra training nele ..aau Alu chaso ra suphala Loko dekhuchanti😅😅😅😅😅😅😅😅😅😅😅😅

  • @PradeepSenapati-fj7mb
    @PradeepSenapati-fj7mb 2 месяца назад +1

    Best wishes madam....🙏

  • @kshyamasagardash2188
    @kshyamasagardash2188 2 месяца назад

    Deputy cheif Minister nka saha ki alochana hauchi

  • @ratikantamishra9924
    @ratikantamishra9924 2 месяца назад +2

    Poor sound quality

  • @akashpradhan4160
    @akashpradhan4160 2 месяца назад

    Jana sadharananka dukha bujha sie college time katha heba pain kn loka vote deichhanti ki madam?

  • @maheswarpradhan4247
    @maheswarpradhan4247 2 месяца назад

    Samir help karinathile madam amanat harei thante.29 rejanapadiba.

  • @AkshayKumarMuduli-wo2tu
    @AkshayKumarMuduli-wo2tu 2 месяца назад +1

    Thank s

  • @ParamaSamal-j4u
    @ParamaSamal-j4u 2 месяца назад +6

    Madam very talented

  • @JagdeeshPati-jv5uv
    @JagdeeshPati-jv5uv 2 месяца назад

    ସମୀର ଦାଶ ମହୋଦୟ BJD ରୁ ଟିକେଟ ପାଇଥିଲେ Madam ପୁଣି ଏଥର ହାରିଥାନ୍ତେ।

  • @ganeswarbehera2247
    @ganeswarbehera2247 2 месяца назад

    ବିନା ସୀମିର ଦାସ ରେ ଗୋଟିଏ ବାଳ ଉଠି ନଥାନ୍ତା ଜିତିଲା ପରେ ବେଇମାନ କରିଲେ

  • @Social_research
    @Social_research 2 месяца назад

    Madam ସମୀର ଦାସ ଙ୍କୁ ଟିକେଟ ମିଳିଥିଲେ କଣ ହୋଇଥ1ନ୍ତା

  • @sachalabal9308
    @sachalabal9308 2 месяца назад +1

    Wow

  • @puspanjalinanda7382
    @puspanjalinanda7382 2 месяца назад

    Madam if u want to developed women then please try to trained them any way.

  • @debasisacharya8954
    @debasisacharya8954 2 месяца назад +1

    Agnya BJD lagi BJP Madam jitichhanti 😊

  • @akshyanayak4525
    @akshyanayak4525 2 месяца назад

    ଆପଣ ଜିତି ନାହାନ୍ତି,evm ଜିତିଛି

  • @BijayaKumarNayak-t7r
    @BijayaKumarNayak-t7r 2 месяца назад

    Yes

  • @sampadbarik8802
    @sampadbarik8802 2 месяца назад +2

    Bala interview

  • @techconcepts4you850
    @techconcepts4you850 2 месяца назад

    Ele power ku asicha..khai chala odisha revenue.. no shame at all for unemployment

  • @ajitpradhan3547
    @ajitpradhan3547 2 месяца назад +1

    ସମୀର ଦାସ BJP ରେ ମିଶିଲା ପରେ ଭଲ ହେଲେ କି, ମମ୍ କହିବେ କି

  • @milibahalia6294
    @milibahalia6294 2 месяца назад

    Jaha kahile madam sata

  • @chikusahu
    @chikusahu 2 месяца назад

    ହଇରେ ବେଧ ଛୁଆ ମନୋରଞ୍ଜନ କେତେ ଲାଞ୍ଚ ଖାଇଛୁ ବିଜେପି ଠୁ

  • @mpanda81
    @mpanda81 2 месяца назад

    👌

  • @ratikantnayak3032
    @ratikantnayak3032 2 месяца назад

    Bjp ଦଳରେ ଏ ପାଗଳାମି କିଏ କଣ ପଦ ପଦବୀରେ ରହିବେ ସେ ବିଷୟରେ ସେ ବେକ୍ତି କିଛି ଅବଗତି ନ ଥାଆନ୍ତି
    ଏ କେବଳ ପାଗଳାମି ନୁହେଁ ତ ଆଉ କ ????😂😂

  • @jitendragouda78
    @jitendragouda78 2 месяца назад

    50 comment sabu heichhi ancer ti dele bhalalagiba

  • @diptimayeebehera4826
    @diptimayeebehera4826 2 месяца назад

    👍👍👍

  • @chitrarekha5206
    @chitrarekha5206 2 месяца назад

    Swang sahaika goshthi band hela bhala helaa

  • @MunaPradhaan-q8u
    @MunaPradhaan-q8u 2 месяца назад

    Janapriya netri pravati apa

  • @proudindian8021
    @proudindian8021 2 месяца назад

    Intelligent minister ⭐hope for best

  • @patitpabanmohanty512
    @patitpabanmohanty512 2 месяца назад

    Sameer jitaidele au agaku chinta Kara kan karib ?

  • @manojkumarpattanaik3153
    @manojkumarpattanaik3153 2 месяца назад

    Apana jitibar mukhya karana hela pandian ra karjyakalap. Lokamane jidikale jiejitu pachheke kintu pandian ku hareiba. Pandian manaechha meeting kala.

  • @BasantaNayak-kk7ut
    @BasantaNayak-kk7ut 2 месяца назад

    Bhatta 3500 kebe deba kuhantu Tanka ra Abhaba nahi Bhatta kanpai deunahanti

  • @bishnubehera7949
    @bishnubehera7949 2 месяца назад

    Mu a madam ka Gaon ra🙏

  • @AnilkumarParida-tf3vq
    @AnilkumarParida-tf3vq 2 месяца назад

    Evm ku aloda bhabibeki mam

  • @Prakash_9861
    @Prakash_9861 2 месяца назад

    ମନୁଆ ଖାଲି ହସୁଛି, ଛି ମୁର୍ଖ ..

  • @chiranjibisahoo2870
    @chiranjibisahoo2870 2 месяца назад

    Chiranjibi sahoo