Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
୧) ରଥ ଯାତ୍ରାରେ ଲାଠି ମାଡ଼୨) ବଳଭଦ୍ର ରଥରୁ ପଡ଼ିଗଲେ୩) ରାଜ୍ୟପାଳ ପୁଅ ଅଫିସର ବୈକୁଣ୍ଠ ପ୍ରଧାନକୁ ମାରି ଲୋହୁ ଲୁହାଣ କଲା୪) ମୂଖ୍ୟ ଶାସନ ସଚିବ ହେଲେ ଅଣ ଓଡିଆ ୫) ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନକୁ ମୂଖ୍ୟମନ୍ତ୍ରୀ ଭଣଜା ମାଡ଼ ମାରିଲେ୬) ୧୭ ଖଣି, ଦୁଇ ବନ୍ଦର ଏବଂ ଗୋଟିଏ ବିମାନ ବନ୍ଦର ବିକ୍ରି ହେଲା୭) ଆର ଆଇ ପରୀକ୍ଷାରେ ମହା ଦୁର୍ନୀତି । ରାଜ ରାସ୍ତାରେ ଛାତ୍ର ଛାତ୍ରୀ ।୮) ରାଜ ରାସ୍ତାରେ ମିଶନ ଶକ୍ତିର ମା' ମାନେ୯) ଆମ୍ବୁଲାନ୍ସ ଡ଼୍ରାଇଭର ରାଜ ରାସ୍ତାରେ୧୦) ସରକାରି ନର୍ସ ମାନେ ରାଜ ରାସ୍ତାରେ୧୧) ହବିଶ୍ୟାଳି ମା ମାନେ ଭୋକ ଉପାସରେ ବଡ଼ ଦାଣ୍ଡରେ ୧୨) ରାସନ୍ ଚାଉଳ ୩ ମାସ ହେଲା ବନ୍ଦ ଆମ୍ବ ଟାକୁଆ ଖାଇ ଦୁଇ ମୃତ ।୧୩) ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ମିଳୁଛି ଭାତ ସାଥିରେ ଲୁଣ ଲଙ୍କା ।୧୪) ନବରଙ୍ଗପୁର, ରାଉରକେଲା, ଢେଙ୍କାନାଳ, ମୟୂର ଭଞ୍ଜ, ଭଦ୍ରକ, ରାଜଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଛି ଗଣ ଧର୍ଷଣ ।ଏଇ ମାତ୍ର ଚାରି ମାସରେ ଦର ଦାମ ବୃଦ୍ଧି ଯୋଗୁଁ ଓଡିଆ ଅଣ ନିଶ୍ୱାସି ହେଇଗଲାଣି ଆଜ୍ଞା । ଓଡିଆ ବଞ୍ଚିଲେ ସିନା ଅସ୍ମିତା ବଞ୍ଚିବ ଏଇଟା କଣ ଓଡିଆ ଅସ୍ମିତା…. ? ରଙ୍ଗ ପରିବର୍ତ୍ତନ, ନାମ ପରିବର୍ତ୍ତନର ନାମ ଓଡ଼ିଆ ଅସ୍ମିତା ନୁହେଁ ।
Right.madam
Eia heuchi michua sarkar.
Laughable
୧) ରଥ ଯାତ୍ରାରେ ଲାଠି ମାଡ଼
୨) ବଳଭଦ୍ର ରଥରୁ ପଡ଼ିଗଲେ
୩) ରାଜ୍ୟପାଳ ପୁଅ ଅଫିସର ବୈକୁଣ୍ଠ ପ୍ରଧାନକୁ ମାରି ଲୋହୁ ଲୁହାଣ କଲା
୪) ମୂଖ୍ୟ ଶାସନ ସଚିବ ହେଲେ ଅଣ ଓଡିଆ
୫) ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନକୁ ମୂଖ୍ୟମନ୍ତ୍ରୀ ଭଣଜା ମାଡ଼ ମାରିଲେ
୬) ୧୭ ଖଣି, ଦୁଇ ବନ୍ଦର ଏବଂ ଗୋଟିଏ ବିମାନ ବନ୍ଦର ବିକ୍ରି ହେଲା
୭) ଆର ଆଇ ପରୀକ୍ଷାରେ ମହା ଦୁର୍ନୀତି । ରାଜ ରାସ୍ତାରେ ଛାତ୍ର ଛାତ୍ରୀ ।
୮) ରାଜ ରାସ୍ତାରେ ମିଶନ ଶକ୍ତିର ମା' ମାନେ
୯) ଆମ୍ବୁଲାନ୍ସ ଡ଼୍ରାଇଭର ରାଜ ରାସ୍ତାରେ
୧୦) ସରକାରି ନର୍ସ ମାନେ ରାଜ ରାସ୍ତାରେ
୧୧) ହବିଶ୍ୟାଳି ମା ମାନେ ଭୋକ ଉପାସରେ ବଡ଼ ଦାଣ୍ଡରେ
୧୨) ରାସନ୍ ଚାଉଳ ୩ ମାସ ହେଲା ବନ୍ଦ ଆମ୍ବ ଟାକୁଆ ଖାଇ ଦୁଇ ମୃତ ।
୧୩) ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ମିଳୁଛି ଭାତ ସାଥିରେ ଲୁଣ ଲଙ୍କା ।
୧୪) ନବରଙ୍ଗପୁର, ରାଉରକେଲା, ଢେଙ୍କାନାଳ, ମୟୂର ଭଞ୍ଜ, ଭଦ୍ରକ, ରାଜଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଛି ଗଣ ଧର୍ଷଣ ।
ଏଇ ମାତ୍ର ଚାରି ମାସରେ ଦର ଦାମ ବୃଦ୍ଧି ଯୋଗୁଁ ଓଡିଆ ଅଣ ନିଶ୍ୱାସି ହେଇଗଲାଣି ଆଜ୍ଞା । ଓଡିଆ ବଞ୍ଚିଲେ ସିନା ଅସ୍ମିତା ବଞ୍ଚିବ
ଏଇଟା କଣ ଓଡିଆ ଅସ୍ମିତା…. ? ରଙ୍ଗ ପରିବର୍ତ୍ତନ, ନାମ ପରିବର୍ତ୍ତନର ନାମ ଓଡ଼ିଆ ଅସ୍ମିତା ନୁହେଁ ।
Right.madam
Eia heuchi michua sarkar.
Laughable