ଆଇ ଲଭ୍ ୟୁ କହିଲେ ଋଷିଆନ୍ ସୁନ୍ଦରୀ ଝିଅ || Beautiful Russian girl propose me
HTML-код
- Опубликовано: 6 фев 2025
- ଆଇ ଲଭ୍ ୟୁ କହିଲେ ଋଷିଆନ୍ ସୁନ୍ଦରୀ ଝିଅ || Beautiful Russian girl propose me #mutraveller
Connect with me on:
1. Facebook: www.facebook.c...
2. Instagram: www.instagram....
3. LinkedIn: www.linkedin.c...
4. X: x.com/HansdaLa...
5. Facebook page: www.facebook.c...
Equipments used:
1. Dji osmo:- amzn.to/3V05rjY
2. Travel adapter:- amzn.to/3WWfs4b
3. Travel bag:- amzn.to/4bUD916
4. Power bank:- amzn.to/3wGD8z7
5. Iphone 14:- amzn.to/3V06pN8
6. Sony Alpha:- amzn.to/3Ki9u6g
ଦୟା କରି ଭିଡିଓ ଟି କୁ ବହୁତ୍ ମାତ୍ରା ରେ ସେୟାର୍ କରନ୍ତୁ
ନିସ୍ଚୟ କରିବି ଲବ ଭାଇ ❤❤
ok
Thank u bro bahut share karegi
Full maja naucha❤❤❤
Video katij 20 & 25 bhitore minutes re agou bin jasti do dhero kana 😊😊😊
ଧନ୍ୟବାଦ୍ ଆପଣଙ୍କୁ। ଏଇଟା ବହୁତ ବଢିଆ କଥା ଯେ ଆପଣ ଓଡ଼ିଆ ଭାଷାରେ ବିଭିନ୍ନ ଦେଶରେ ଲୋକଙ୍କ ସହିତ କଥା ହେଉଛନ୍ତି।
ବହୁତ ଭଲ ଲାଗିଲା ସେହି ଝିଅ ମାନଙ୍କୁ କଥାବାର୍ତ୍ତା କରିବାରୁ❤ସେଠିକାର ଲୋକ ମାନେ ବହୁତ ଭଲ ପାଆନ୍ତି ବଧେ | ରୁଷିଆ ଦେଶର ସବୁ କିଛି ବହୁତ ସୁନ୍ଦର ଲଗୁଛି❤❤
ଲବ ଭାଇ ମାଲକାନଗିରି ମାଟି ରୁ ଅନେକ ଅନେକ ଧନ୍ୟବାଦ ଜୟ ଜଗନ୍ନାଥ 💐
ବହୁତ୍ ବହୁତ୍ ଧନ୍ୟବାଦ୍ ଭଲ ଭଲ country ଦେଖେଇ ଥିବାରୁ
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
ଲବ ଭାଇ ଙ୍କ supporter's Like କର. ♥️
❤❤❤❤❤❤❤
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ଆ କି ସୁନ୍ଦର ମନମୁଗ୍ଧକର ।
ଲବ ଭଲ ଲାଗିଲା ସେହି ଝିଅ ମାନଙ୍କୁ କଥାବାର୍ତ୍ତା କରିବାରୁ ସେଠିକାର ଲୋକ ମାନେ ବହୁତ ଭଲ ପାଆନ୍ତି ବଧେ ଋଷିଆ ଦେଶର ସବୁ କିଛି ବହୁତ ସୁନ୍ଦର ଲାଗୁଛି ❤️❤️
ଆପଣଙ୍କ ଋଷିଆ ଗସ୍ତ ଅନୁଭୂତି ର ଭିଡିଓ ବହୁତ୍ ସୁନ୍ଦର ହେଇଛି ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ
ଲବ ଭାଇ କୁ ଯଦି ଦିଲେସେ ଭଲ ପାହାନ୍ତି like କରନ୍ତୁ ❤️
ଯଦି ମୋର କମେଣ୍ଟରେ ୧୦୦୦+ ଲାଇକ ହେବ। ତେବେ ଭାରତ ଏହି ବର୍ଷ ବିଶ୍ବକପ ଜିତିବ। ଦେଖିବା କେତେ ଜଣ ଇଚ୍ଛୁକ। ❤
😂😂
ବାଳ କଥା
🤫🤫🤫 kukuro
Panauti modi thiba jae jitiba ni
@@jamesrinku1995tu prime Minister haunu be dekhibu India win the T20 world cup sure
ଲଭ ଭାଇଙ୍କୁ ଓଡ଼ିଶାର ସମସ୍ତ ଙ୍କ ତରଫରୁ ଧନ୍ୟବାଦ
ବହୁତ ସୁନ୍ଦର ହେଇଛି। ଆଶୀର୍ବାଦ।
ଯାହାହେଉ କିଛି ଜାଗା ବୁଲୁଚ ଭାଇ ସତରେ ଋଷିଆ ଝିଅ ଭାରି ସୁନ୍ଦର୍ ମୁଁ ପାରାଦୀପ ରୁ
ଲବ ଭାଇଙ୍କୁ ସତରେ ମାନିବାକୁ ପଡିବ thank you bro... keep it up🙏🙏🙏
ଜୟ ଶ୍ରୀ ଜଗନ୍ନାଥ ଲାଗୁଛି ବହୁତ ଶାନ୍ତି ର ମହାନଗରି ପରିସ୍କାର ପରିବେଶ କନ୍ଧମାଳ ରୁ ବହୁତବହୁତ ଧନ୍ଯବାଦ
ମୁଁ ବି ଫୁଲବାଣୀ ରୁ
କନ୍ଧମାଳ kouthi ଭାଇ
Mu ବାଲିଗୁଡ଼ା ରୁ@@dipakbeheradipakbehera
ମୟୁରଭଞ୍ଜ ପିଲା. Like କର 👍👍
ଲବ ଭାଇ ଙ୍କୁ ସବୁ ଭାଷା ବିଷୟ ସବୁ କିଛି ଜାଣିଛନ୍ତି❤🎉🎉
Not only bhadrak fully odisa proud for laba Bhai and he has represent completely for our nation❤
ବାଲେଶ୍ବର ପିଲା like କର 👍👍👍
Hello ଭାଇ ବାଲେଶ୍ଵର କୋଉଠି ତମର
@@dipakbeheradipakbehera chandipur bhai👍👍
@@Rkbro424 oh ଆପଣଙ୍କ ଫୋନ୍ ନମ୍ୱର୍ ଦେବେ ଭାଇ
@@Rkbro424 ତମ ଫୋନ୍ ନମ୍ବର ଦିଅ ଭାଇ
Mu bi bhai Bls ru
ଲବ ଭାଇ ମୁଁ ପାଖା ପାଖି ୩୦୦ ଜଣଙ୍କୁ ଭିଡିଓ Share କରି ଦେଲି।❤❤❤❤
କାହାକୁ କାହାକୁ share କଲ ଫୋନ number ଟିକେ ଦିଅ
Salma 36:28 36:28
Tutu
Mote ta subscribe karina laba bhai ku bhla paota mote subscribe kr mu laba bhai r dada pua❓❓
ଏଇଟା ପରମ ରଣ୍ଡୁଆ।।।।।india ରେ ଝିଅ ମିଳୁ ନାହାନ୍ତି।।।ଆଫ୍ରିକା ରେ ଝିଅ ସହ sex କରୁଛି
ତୁ ବି ଗୋଟେ ରଣ୍ଡୁଆ।।।।।ତା video share କରୁଚୁ
ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ, ଭିଡିଓ ଟି ବହୁତ ଭଲ ଲାଗିଲା,ଜୟ ଜଗନ୍ନାଥ,
ବହୁତ ଭଲ ଲାଗୁଛି ସବୁ ଦେଶ ର ଲୋକ ମାନ ଙ୍କ ସହିତ କଥା ହୋଇ ଦେଖାଉ ଥିବାରୁ । ଧନ୍ୟବାଦ୍ laba Babu
ଏତେ ସୁନ୍ଦର video କରି ବିଭିନ୍ନ ଦେଶ ମାନଙ୍କରେ ବହୁତ ଭଲ ଲାଗୁଛି
ଲବ ଭାଇଙ୍କ ପାଇଁ ଆମେ ବହୁତ ସାରା ଦେଶ ଦେଖି ପାରୁଛୁ ବହୁତ ବହୁତ ଧନ୍ଯବାଦ
ରୁଷସିଆନ ଝିଅ କୁ ଗୋଟିଏ ସେଟ୍ଟିଙ୍ଗ କରିଦିଅ ଲବ ଭାଇ 👍 ମୋ ପାଇଁ
ମ ପାଇଁ ଗଟେ
ଭିକ ମାଗିବ ସବୁ 😂😂😂
ଭାଇ😂10,,15 ଦିନ ଯାଉ ଲବ ଭାଇ ସେଟିଙ୍ଗ କରିଦେବ ଋଷିଆ ଯାଇକି 2,3ଦିନ ହେଇଛି।👍
Vai mo pain😂😂😂gote setting karidia
😅😅
ଆଜି ମୋର Like ବେଶି ହବ ❤😂
Sabuthu bada khusi ra katha ki Ame ghare Basiki bi Sabu country Dekhi paruchu love u bhai❤️🙏
ଚାଇନା ଝିଅ ମାନେ ବହୁତ ଭଲ ତାଙ୍କ ଭାଷା ବହୁତ ଭଲ ଲାଗୁଛି 😮😮😮😮❤❤❤😊😊
ମୟୂରଭଞ୍ଜ ପିଲା(ବାରିପଦା) ରୁ ଲାଇକ କର ,🙏🙏ଜୟ ଜଗନ୍ନାଥ ❤❤
ruclips.net/video/8HxRggrwW2E/видео.htmlsi=LSbkXeIDRf2cnr6V
ଭାଇ ଦୟାକରି କରିଆ ଯିଵ ଵିଟିସ୍ କୁ ଦେଖା କରିଵ
ଭାଇ ତୁମ ଘର ମାଁ
Hm to pain sie jiba@@SurajMunda-zu4tu
ଭିଡ଼ିଓ ଟି ବହୁତ ଭଲ ଲାଗିଲା । ଭିଡ଼ିଓ
ଟି ଦେଖୁ ଦେଖୁ କେତେବେଳେ ସରିଗଲା ଜଣା ପଡ଼ିଲାନି । ଆହୁରି ଦେକଯିବାକୁ ଇଚ୍ଛା ହଉଥିଲା । ବହୁତ ଭଲ ଲାଗିଲା ଆଜିର ଭିଡିଓ । ❤❤
ରୁଷିଆର ରାସ୍ତା ସବୁ ବହୁତ ଚୋଉଡି ଅମାନିଆ I love Russia ।
Who is the first man of India to introduce with other countries people as an own relative. Very very nice Hansa bro... Use your talent in mighty way..... 🎉🎉🎉🎉❤❤❤❤❤.
ଲବ ବାବୁ ତୁମକୁ ବହୁତ ବହୁତ ଧନ୍ୟବାଦ ❤କେନ୍ଦ୍ରାପଡ଼ା ଇନ୍ଦୁପୁର kcsatapathy
ବହୁତ ସୁନ୍ଦର ମୁହୂର୍ତ୍ତ ଥିଲା | ଝିଅ ଗୁଡିକ ଲାଜକୁଳା ନୁହନ୍ତି ,କୌଣସି କଥା କୁ ନ ଲୁଚାଇ କଥାବାର୍ତା ହୁଅନ୍ତି | ସିନେରୀ ,ପରିବେଶ ବହୁତ ସୁନ୍ଦର | drone shoot ଦ୍ୱାରା କିଛି ସିନେରୀ, ସବୁଜିମା, ହ୍ରଦ, ପ୍ରପାତ ଥିବା ଜାଗା ର ଦେଖାଓ| ଲୋକଙ୍କ ସାଧାରଣ ଚାଲିଚଳଣ ଦେଖାଇବାକୁ ଚେଷ୍ଟା କର |ଭିଡ଼ିଓ ପାଇଁ ଧନ୍ୟବାଦ |
youtube.com/@khusidas-gi8wv?si=Eg3mx9-FzpN1raN3
Plz sir subscribe
ସୁନ୍ଦର ପଏଣ୍ଟ ଆଉଟ୍ କରି ଭଲ ଗାଇଡ ଟିଏ ଦେଲେ ବହୁତ ବହୁତ ଧନ୍ୟବାଦ୍ ଆଜ୍ଞା।
ଋଷିଆନ ର ରସଗୋଲା ଦେଖି ଖାଇବା ପୂର୍ବରୁ ଲାଳ ଗଡି ଯାଉଛି ❤❤love 💕 u ଲବ ଭାଇ & thank u..
😂😂
ଭଦ୍ରକ ପିଲା like kara
Like karideli😂
Like karideli
ମୟୂରଭଞ୍ଜ ଜିଲ୍ଲା ଯଶିପୁର ଟୋକା ଜୟ ଜଗନ୍ନାଥ ଭାଇ ❤❤❤❤
Bahut bahut dhanyabad bhai .Etesabu nua nua jaga dekhauthibaru
ଏ ବାଳ.....😂 କି ସୁନ୍ଦର ଝିଅ ରେ ଭାଇ ମୁଁ ଏବେ ଘରୁ ବାହାରିଲି ଆସୁଛି ଋଷିଆ 👰👰👰🔥🔥🔥🔥 ❤❤😅
Balo mu b asuchhi Mora gote dorkar😂😂😂😂
Vai mora bi gote sit fanka rakha mu bi asuchi 😅
@@SanataniBy ଆସ ଜଲଦି ମୁଁ Airport ଟିକେଟ କରିଦେଲିଣି ✈️ 🤣🤣🔥🔥😅
@@RajaExpressVlogs Ok bro I'm coming soon 🤣🤣🤣🤣
Muje Jana padega ,muje Jana padega🤣🤣🤣🤣🤣🤣
ଭାଇ ମତେ ବି Support ମିଳିବ କି 🔥🔥🙏🙏 ମୁଁ ବି ଓଡ଼ିଶା ବ୍ଲଗର 🥰🙏🙏
ଆମେ ଓ ଆମ ଓଡ଼ିଆ ଗର୍ଭ କରୁଛୁ ଭାଈ ତମ ପାଇଁ ଜୟ ଜଗନ୍ନାଥ ❤
ଲବ ଭାଇ ଅପଣଙ୍କ ର ଯାଦୁ ଅଛି ହେ , କନ୍ଧମାଳ ରୁ ❤️💚💚🙏
Love from kandhamal laba bhai ❤❤❤
Kandhamal kaun gaon block
🙏ଜୟ ଜଗନ୍ନାଥ 🙏ଆଉ ସୁନ୍ଦର ହୋଇ ପାରନ୍ତା ଭାଇ ଯଦି ଆପଣ ସବୁଦେଶରେ 🙏 ନକହି। ଜୟ ଜଗନ୍ନାଥ କୁହନ୍ତ ଆପଣଙ୍କ ପରିଚୟ ଅତିସୁନ୍ଦର ହୋଇ ଯାଆନ୍ତା
ବହୁତ ଖୁସି ଲାଗୁଛି ଲବ ଭାଇ ବହୁତ ସୁନ୍ଦର ଭିଡିଓ🎉
Bina skip re koumane labo bhai video dekhichha💚
ବ୍ଲଗ୍ ଭିଡିଓ ନୁହେଁ ହଲିଓଡ ପିଲ୍ମ୍ ଦେଖିଲା ବଳିଆ ଲାଗୁଛି ମୋତେ 😊😊😊
ୟା ନା ହେଉଛି ଏଲା ୟାକୁ କରିବି ମୋ ଲେଲା 😂😂😂😂
Laba Babu you're the greatest talented person of odisha, several thanks.
ଭିଡିଓ ଦେଖି ବହୁତ ଭଲ ଲାଗିଲା।ଋଷିଆ ଝିଅମାନେ ଦେଖିବାକୁ ସୁନ୍ଦର ଆଉ ସରଳ ମୋନଭାବ, କଥାବାର୍ତ୍ତାରୁ ଜଣାପଡୁଛି । ଲବ ଭାଇ ପଚାରିଲ ନାହିଁ କି ତମେ କଣ ଶାହାରୁଖ ଖାନଙ୍କୁ ଜାଣିଛ କି?
କେନ୍ଦୁଝର ରୁ କିଏ କିଏ ଦେଖୁଚ
To bou dekhuchi 😂😂😂😂
Hm
❤ love from keonjhar
Tor nana dekhuchhi 😂
Mu be kendujahar ru
ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା, ବହୁତ କିଛି ଜାଣି ହେଲା l 😊
An Afghan comment under a friend video 😊
ଭାଇ ରଙ୍ଗବତୀ ସମ୍ବଲପୁରୀ ଗୀତ ଋଷିଆନ୍ ଙ୍କୁ ସୁନାଇଦିଆ 🎉🎉😂❤❤
ଓଡ଼ିଶା ର ଗର୍ବ ଲବ ଭାଇ ହାଁସଦା ❤❤❤
Beautiful Russian girls happy journey to Russia God bless you
ଜୟ ଜଗନ୍ନାଥ ଭାଇ ♥️you
ଭାଇ ମୋତେଲାଗୁଛି ଯେଉଁ ରୁସିଅନ୍ ଓଡ଼ିଆରେ ନମସ୍କାରକୁ ପୁରା ଠିକ ଭାବେ କହି ପାରୁଛନ୍ତି ,ବୋଧ ହୁଏ ସେମାନେ ଆମ ଭାରତୀୟ କିମ୍ବା ଓଡିଶାର ଝିଅ କିମ୍ବା ପୁଅ, କାରଣ ଆମ ଏଠୁ ଯେଉଁ ଛୋଟ ଛୋଟ ପିଲା ସବୁ ଅପହରଣ ହେଉଛନ୍ତି , ପ୍ରାୟ ସେଇମାନଙ୍କ କହିବା ଏବଂ ରୂପ ଶୈଳୀ ରୁ ଜଣା ପଡୁଛି । ଏହାକୁ ବି ଟିକେ ଟିକେ ଲକ୍ଷ୍ୟ କଲେ ହୁଏତ ,ଆମ ପିଲାଙ୍କ ଅପହରଣ ବିଷୟରେ ଜଣା ପଡନ୍ତା ।😢😢
3 .46 min re Video dekha bhai amar Indian Flag 🇮🇳 achi left Site re Au bhala paile nai paile kana achi India always happy see this flag 🇮🇳
ମୋର coment viral ହୋଉନି। 😅
Haba haba 😂😂😂😂
Laba Bhai vedio bahut bhala lagila
ଗଞ୍ଜାମ ରୁ କିଏ କିଏ ଦଖୁଚ❤
Me
🎉❤😮
Ctpr ♥️
Ctp
Bhai mu dekhuchi
A video ta Bahut bhala heichi bhai👍
Ghare thai mu sabu desa bulila pari lagila
You are great bhai👍
ବହୁତ ସୁନ୍ଦର ଲାଗୁଛି ଭାଇ ଉପଭୋଗ କରନ୍ତୁ ❤❤❤
ଲବ ଭାଇ ମୋର ମଣ୍ଡୁ ନାହିଁ plz ଗୋଟେ ଝିଅ setting କରିଦିଅ ତମର ବହୁତ୍ ଧର୍ମ ହବ plz plz .... ଲବ ଭାଇ ଜିନ୍ଦାବାଦ। ଜୟ ଜଗନ୍ନାଥ 🙏❤️
Kichi labha nahi bhai
Odisha ସୁନ୍ଦରୀ ପଛରେ ସବୁ country ର ଟୋକି
Bhai mu fast like kali👍
Thank you laba bhai kahaku bhala laguki nai tame sabuade jaucha mate bhala laguchi kahinki na tama pai mu sabu Jagannath dekhi paruchi
Bhai tama video dekhi mote bahut bhala lagila mu bhagaban nka thare prathana karuchhi tumaku ahuri uparaku niyantu
Always support Laba bhai ❤ My Favorite Vlogger in Odisha 😊
Russian ଝିଅ ଟା ତ ପୁରା ନାଳୁଆ ଟା😂
Bhai tame drone ra video ku next level edit karucha 😮
ଲବ ଭାଇ ତମେ ବହୁତ ସୁନ୍ଦର ଭିଡିଓ ବନେଇଛ ସୁନ୍ଦର ଲାଗୁଛି
Best of luck Bhai
ଯାହାହେଉ ଆମ ଓଡ଼ିଶା ପିଲା ଋଷିଆ ରେ ଖେଳ କରିଲା ଜୟ ଜଗନ୍ନାଥ
ଭାଇ ଲବ ଭାଇ ଲାଜ କରିବେ ସେତିକି ଥାଉ।😊😊
Wow lucking so beautiful Rusian girl's ❤❤❤❤
Mu tamara sabu video dekhe satare❤❤❤
Hare krishna....Russian jhio sahito odiare I love you sikhaidelo real great bhaii
I love u Russian Veri nice IPL final last Chennai KKR Sunrisers Hyderabad
Baba maal tike Kam pei no1 peina jama 😂😂😂
ସେ ପିଲା ଟା ର hair style ଗଞ୍ଜା କୁକୁଡ଼ା ପରି 😂😂😂
Foreign countries ଲୋକଙ୍କର lifestyle ସେଇୟା ଆଉ 😅
ଭାଇ କିଏ ମୋ ପରିକା election ପଇସା ରୁ balance ପକେଇଛନ୍ତି Like କରନ୍ତୁ 😂😂😂😂
😂😂😂😂😂
😅😅😅😮😮😮😮😂😂 tanka lover au na 😂😂❤
ବହୁତ ସୁନ୍ଦର ଲାଗୁଚି ଭାଇ ସବୁ ଦେଖିକି
Bahut bhala bhai life re bahut aghaku jiba dhanyawad ❤❤❤❤ love you bhai
ଦେବଗଡ ପିଲା ର ଲାଇକ୍
Russia pare kuade jiba bhai
China
Indian jhio sobu Corian puo pochore Indian puo mane Russia jio pochore pagolo ...? Ye kya Hua he provu😅
Sabu pagala nuhe kete ta gora chamda lobhi Randi randua pagala ..
Super se upper excellent talented video thanks laba Babu.
Loba bhai kna fan mun mora thakuranku etiki guhari loba bhai sabu desa buluchanti kou desire kehi Kichidi nakuhantu I love Laban dhai😢❤❤❤❤😢😢
ଲଭବାଇ ଋଷିଆ ଝିଅ କୁଉ ପଠାଇଦେଲେ ବାଇରେ
Hirla marang buru JJ Dhaba kuliana mayurbhanja.
କି ସୁନ୍ଦର ରେ ଭାଇ ❤ ଦିଲ୍ ଖୁସ୍ ହୋଇଗଲା ଲବ ଭାଇ
Bout badia lagila bhai video dekhiki
Laba bhai tama effort ku pranam...Go ahead brother 🙏🏻
All the best Hansda sir from puri kakatpur
ବହୁତ ଭଲ ଲାଗୁଛି ଆପଣ ଙ୍କ ଭିଡିଓ
ମାଲକାନଗିରି ଜିଲ୍ଲା ❤🎉🎉ମଦନ ଧନ୍ୟବାଦ
So beautiful place BLESSINGS FOR GOD HAPPY TRAVEL 🎉🎉🎉
Lobo bhai mu tomoro gote bahut bodo faan Soto re ❤❤ lobo bhai pain gote like hau
ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ।
HANSADA Babu tame world Taku hata methane karideicha,Jadakiss bhari bhala lagila